Nandighosha TV
Nandighosha TV
  • 162 316
  • 1 427 008 822
ନବୀନଙ୍କ ମେନିଫେଷ୍ଟୋକୁ ଲୋକ ଗୁରୁତ୍ବ ଦିଅନ୍ତି : କାର୍ତ୍ତିକ ପାଣ୍ଡିଆନ
#kartikpandian #gopalpur #ganjam #bjd #nandighoshatv #odisha
ବିରୋଧିଙ୍କ ମେନିଫେଷ୍ଟୋକୁ ଲୋକ ଗୁରୁତ୍ବ ଦିଅନ୍ତି ନାହିଁ, ନବୀନଙ୍କ ମେନିଫେଷ୍ଟୋକୁ ଗୁରୁତ୍ବ ଦିଅନ୍ତି : କାର୍ତ୍ତିକ ପାଣ୍ଡିଆନ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
CZcams: czcams.com/users/NandighoshaTV
Facebook: NandighoshaTV
Twitter: NandighoshaTV
Instagram: nandighoshatv
*Nandighosha TV Is Available On Following DTH Channels*
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
zhlédnutí: 32

Video

କେନ୍ଦ୍ରମନ୍ତ୍ରୀ କାହିଁକି ଅବହେଳା କଲେ ପଛୁଆ ଜିଲ୍ଲାକୁ : କାର୍ତ୍ତିକ ପାଣ୍ଡିଆନ | NandighoshaTV
zhlédnutí 365
#NandighoshaTV #kartikpandian #dhenkanal ଧର୍ମେନ୍ଦ୍ରଙ୍କର ଦକ୍ଷତା ଓଡ଼ିଶାବାସୀ ଜାଣିଛନ୍ତି । ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଓଡ଼ିଶା ପାଇଁ ଅବଦାନ କଣ ? ଗତ ୧୦ ବର୍ଷର ରିପୋର୍ଟ କାର୍ଡ ଓଡ଼ିଶାବାସୀଙ୍କୁ ଦିଅନ୍ତୁ ଧର୍ମେନ୍ଦ୍ର । Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: nandighoshatv.co...
ଭଲ କାମ କଲେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ନୋମିନେସନ ବି କରିବନି : କାର୍ତ୍ତିକ ପାଣ୍ଡିଆନ | NandighoshaTV
zhlédnutí 1,4K
#NandighoshaTV #kartikpandian #DharmendraPradhan #preesmeet ଧର୍ମେନ୍ଦ୍ରଙ୍କର ଯଦି ସତରେ ମାଟି ପ୍ରତି ଦମ୍ ଅଛି ସେ ଢେଙ୍କାନାଳରୁ ଠିଆ ହୋଇଥାନ୍ତେ ସମ୍ବଲପୁର ଯାଇଁ ଲୋକଙ୍କୁ ଭୁଆଁ ବୁଲାଇନଥାନ୍ତେ : କାର୍ତ୍ତିକ ପାଣ୍ଡିଆନ Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: nandighoshatv.com/ W...
‘ଷ୍ଟାଡିୟମରେ ପୁରୁଣା କପଡ଼ା ଗଦା ହୋଇଥିବା ଦେଖି ନବୀନ ପଟ୍ଟନାୟକଙ୍କୁ ବହୁତ ବାଧିଥିଲା’
zhlédnutí 593Před 12 hodinami
#Odisha #kartikpandian #cmnaveenpatnaik #NandighoshaTV ମହାବାତ୍ଯା ସମୟରେ ଓଡ଼ିଶାକୁ ପୁରୁଣା ଲୁଗା ପଠାଇଥିଲେ ଅନ୍ୟ ରାଜ୍ୟ । ଏକଥାକୁ ମନେ ପକାଇ ଏକଦା ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିଲେ, ତାଙ୍କୁ ଏ କଥା ବହୁତ ବାଧିଥିଲା । ଏମିତି କହୁ କହୁ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଭାବବିହ୍ୱଳ ହୋଇଯାଇଥିଲେ Nandighosha TV is the fastest growing television channel in Odisha and delivers reliable information across all platforms including Telev...
ଧର୍ମେନ୍ଦ୍ରଙ୍କର ସାହସ ନାହିଁ ନବୀନ ବାବୁଙ୍କୁ ପ୍ରଶ୍ନ କରିବାକୁ : କାର୍ତ୍ତିକ ପାଣ୍ଡିଆନ | NandighoshaTV
zhlédnutí 1,6KPřed 12 hodinami
ଧର୍ମେନ୍ଦ୍ରଙ୍କର ସାହସ ନାହିଁ ନବୀନ ବାବୁଙ୍କୁ ପ୍ରଶ୍ନ କରିବାକୁ : କାର୍ତ୍ତିକ ପାଣ୍ଡିଆନ | NandighoshaTV
ଦୁଇକୋଟି ରୋଜଗାର ଦେବା କଥା ଭୁଲିଗଲେଣି ବିଜେପି ସରକାର : କାର୍ତ୍ତିକ ପାଣ୍ଡିଆନ | NandighoshaTV
zhlédnutí 329Před 12 hodinami
ଦୁଇକୋଟି ରୋଜଗାର ଦେବା କଥା ଭୁଲିଗଲେଣି ବିଜେପି ସରକାର : କାର୍ତ୍ତିକ ପାଣ୍ଡିଆନ | NandighoshaTV
ମହାବାତ୍ୟରେ ଓଡ଼ିଶାକୁ ପୁରୁଣା କପଡ଼ା ରିଲିଫ୍ ମିଳିଥିବା କଥା କହି କାନ୍ଦିଲେ ପାଣ୍ଡିଆନ | NandighoshaTV
zhlédnutí 3KPřed 12 hodinami
ମହାବାତ୍ୟରେ ଓଡ଼ିଶାକୁ ପୁରୁଣା କପଡ଼ା ରିଲିଫ୍ ମିଳିଥିବା କଥା କହି କାନ୍ଦିଲେ ପାଣ୍ଡିଆନ | NandighoshaTV
Headlines@9AM | 8th May 2024 | Nandighosha TV
zhlédnutí 1,4KPřed 12 hodinami
Headlines@9AM | 8th May 2024 | Nandighosha TV
କେନ୍ଦ୍ର ସରକାର ବିଜୁ ବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? | NandighoshaTV
zhlédnutí 268Před 12 hodinami
କେନ୍ଦ୍ର ସରକାର ବିଜୁ ବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? | NandighoshaTV
କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି : କାର୍ତ୍ତିକ ପାଣ୍ଡିଆନ NandighoshaTV
zhlédnutí 287Před 13 hodinami
କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି : କାର୍ତ୍ତିକ ପାଣ୍ଡିଆନ NandighoshaTV
କେନ୍ଦ୍ରାପଡ଼ାବାସୀ ଓ ଓଡ଼ିଶାବାସୀ ଉଚିତ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କୁ | NandighoshaTV
zhlédnutí 546Před 13 hodinami
କେନ୍ଦ୍ରାପଡ଼ାବାସୀ ଓ ଓଡ଼ିଶାବାସୀ ଉଚିତ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀଙ୍କୁ | NandighoshaTV
ଓଡିଶା ପ୍ରତି ସ୍ବତନ୍ତ୍ର ଭାବେ ବିଜେପି ସାଂସଦ କ’ଣ ଆଣିଛନ୍ତି ? : କାର୍ତ୍ତିକ ପାଣ୍ଡିଆନ
zhlédnutí 1,4KPřed 14 hodinami
ଓଡିଶା ପ୍ରତି ସ୍ବତନ୍ତ୍ର ଭାବେ ବିଜେପି ସାଂସଦ କ’ଣ ଆଣିଛନ୍ତି ? : କାର୍ତ୍ତିକ ପାଣ୍ଡିଆନ
ଭୋରରୁ କାର୍ତ୍ତିକ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ, ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରସଙ୍ଗରେ ରଖିଲେ ଉତ୍ତର ..
zhlédnutí 2,2KPřed 14 hodinami
ଭୋରରୁ କାର୍ତ୍ତିକ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ, ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରସଙ୍ଗରେ ରଖିଲେ ଉତ୍ତର ..
କାନ୍ଦି କାନ୍ଦି ବିଜେପିରୁ ଇସ୍ତଫା ଦେଲେ କୋରେଇର ଯୁବ ନେତା ଆଲେକଜାଣ୍ଡାର ଦାସ | NandighoshaTV
zhlédnutí 8KPřed 15 hodinami
କାନ୍ଦି କାନ୍ଦି ବିଜେପିରୁ ଇସ୍ତଫା ଦେଲେ କୋରେଇର ଯୁବ ନେତା ଆଲେକଜାଣ୍ଡାର ଦାସ | NandighoshaTV
ପ୍ରାର୍ଥୀ ଚୟନ ନେଇ ସୋର ବିଜେପିରେ ବଢୁଛି ଅସନ୍ତୋଷ | Nandighosha TV
zhlédnutí 3,6KPřed 15 hodinami
ପ୍ରାର୍ଥୀ ଚୟନ ନେଇ ସୋର ବିଜେପିରେ ବଢୁଛି ଅସନ୍ତୋଷ | Nandighosha TV
ଉଜ୍ବଳା ଦିଦିଙ୍କ ଆଖିରୁ ଝରୁଛି ଲୁହ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଉଛନ୍ତି ଅଭିଶାପ | NandighoshaTV
zhlédnutí 1,1KPřed 16 hodinami
ଉଜ୍ବଳା ଦିଦିଙ୍କ ଆଖିରୁ ଝରୁଛି ଲୁହ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଉଛନ୍ତି ଅଭିଶାପ | NandighoshaTV
ଡାକ୍ତରଙ୍କୁ ମାଡ଼ ଅଭିଯୁକ୍ତଙ୍କୁ ଗିରଫ ଦାବି, ଓମସା ପକ୍ଷରୁ ଚେତାବନୀ | NandighoshaTV
zhlédnutí 220Před 22 hodinami
ଡାକ୍ତରଙ୍କୁ ମାଡ଼ ଅଭିଯୁକ୍ତଙ୍କୁ ଗିରଫ ଦାବି, ଓମସା ପକ୍ଷରୁ ଚେତାବନୀ | NandighoshaTV
କୋରେଇ ବିଧାୟିକା ପ୍ରାର୍ଥିନୀ ସନ୍ଧ୍ୟାରାଣୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ କୋରେଇବାସୀଙ୍କ ଭିଡ଼
zhlédnutí 883Před 22 hodinami
କୋରେଇ ବିଧାୟିକା ପ୍ରାର୍ଥିନୀ ସନ୍ଧ୍ୟାରାଣୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ କୋରେଇବାସୀଙ୍କ ଭିଡ଼
ନିଆଳିରେ ବିଜେଡିର ଜୋରଦାର ପ୍ରଚାର, ମିଶ୍ରଣ ପର୍ବ ମାଧ୍ୟମରେ ବଢୁଛି ବଳ | Nandighosha TV
zhlédnutí 209Před 22 hodinami
ନିଆଳିରେ ବିଜେଡିର ଜୋରଦାର ପ୍ରଚାର, ମିଶ୍ରଣ ପର୍ବ ମାଧ୍ୟମରେ ବଢୁଛି ବଳ | Nandighosha TV
କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ନବୀନ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ଆହ୍ବାନ |
zhlédnutí 4,2KPřed 22 hodinami
କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ନବୀନ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ଆହ୍ବାନ |
କାନ୍ଦି କାନ୍ଦି ଦଳରୁ ଇସ୍ତଫା ଦେଲେ ବିଜେପି ନେତା ଆଲେକଜାଣ୍ଡାର ଦାସ | Nandighosha TV
zhlédnutí 3,2KPřed 22 hodinami
କାନ୍ଦି କାନ୍ଦି ଦଳରୁ ଇସ୍ତଫା ଦେଲେ ବିଜେପି ନେତା ଆଲେକଜାଣ୍ଡାର ଦାସ | Nandighosha TV
ଅନୁଗୁଳରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ | Nandighosha TV
zhlédnutí 162Před 22 hodinami
ଅନୁଗୁଳରେ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ | Nandighosha TV
ବିଜେପିର ପ୍ରାର୍ଥୀ ଚୟନ ନେଇ ସୋରରେ ବଢୁଛି ଅସନ୍ତୋଷ | Nandighosha TV
zhlédnutí 435Před 22 hodinami
ବିଜେପିର ପ୍ରାର୍ଥୀ ଚୟନ ନେଇ ସୋରରେ ବଢୁଛି ଅସନ୍ତୋଷ | Nandighosha TV
ରାଜରାସ୍ତାକୁ ଓହ୍ଲାଇଲେ ଉଜ୍ଜ୍ବଳା ଦିଦି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ବିରୋଧ | Nandighosha TV
zhlédnutí 623Před 22 hodinami
ରାଜରାସ୍ତାକୁ ଓହ୍ଲାଇଲେ ଉଜ୍ଜ୍ବଳା ଦିଦି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ବିରୋଧ | Nandighosha TV
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚମଣ୍ଡଳୀ ହିଞ୍ଜିଳିକାଟୁରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର | Nandighosha TV
zhlédnutí 985Před 22 hodinami
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚମଣ୍ଡଳୀ ହିଞ୍ଜିଳିକାଟୁରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର | Nandighosha TV
Headlines @11PM | 7th May 2024 | Nandighosha TV
zhlédnutí 1,9KPřed 22 hodinami
Headlines @11PM | 7th May 2024 | Nandighosha TV
ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ନିଆରା ପ୍ରଚାର | NandighoshaTV
zhlédnutí 14KPřed 23 hodinami
ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ନିଆରା ପ୍ରଚାର | NandighoshaTV
ବଡ଼ଚଣାରେ ବିଜେଡି ବିଧାୟିକା ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୋରଦାର ପ୍ରଚାର | NandighoshaTV
zhlédnutí 2,7KPřed 23 hodinami
ବଡ଼ଚଣାରେ ବିଜେଡି ବିଧାୟିକା ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୋରଦାର ପ୍ରଚାର | NandighoshaTV
ପ୍ରଣବ ବଳବନ୍ତରାୟଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ବିଜେଡିର ଯୁବ କର୍ମକର୍ତ୍ତା | NandighoshaTV
zhlédnutí 1,2KPřed 23 hodinami
ପ୍ରଣବ ବଳବନ୍ତରାୟଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ବିଜେଡିର ଯୁବ କର୍ମକର୍ତ୍ତା | NandighoshaTV
ନବୀନଙ୍କୁ ଭୋଟ ଦେବାକୁ ରୋଡ ଶୋ’ରେ ଅପିଲ୍‌ କଲେ କାର୍ତ୍ତିକ ପାଣ୍ଡିଆନ | Nandighosha TV
zhlédnutí 579Před dnem
ନବୀନଙ୍କୁ ଭୋଟ ଦେବାକୁ ରୋଡ ଶୋ’ରେ ଅପିଲ୍‌ କଲେ କାର୍ତ୍ତିକ ପାଣ୍ଡିଆନ | Nandighosha TV

Komentáře

  • @allodiatech1913
    @allodiatech1913 Před 12 hodinami

    କିଛି ଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି ଓ ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ତାହାର ଉତ୍ତର ଦେଇପାରିବେ ନାହିଁ। ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଦେଖିବେ ୧୦ ପ୍ରତିଶତ ଭୋଟ୍‌ ବି ପାଇବେ ନାହିଁ।

  • @rajkumarbehera4743
    @rajkumarbehera4743 Před 12 hodinami

    tu news anchor kare jain .don not give advice to bjp..bjp is national party..u hv to give respect

  • @SabitaKar9
    @SabitaKar9 Před 12 hodinami

    Bjp ra sansada kebe odisa ra bikasa ku guroto dei nahanti jaha karuchanti mukhya mantri Srijukto Naveen Pattnaik

  • @alekhakumarsahu7529
    @alekhakumarsahu7529 Před 12 hodinami

    Pagal needs treatment in Indian Institute of Psychiatric, Ranchi

  • @SabitaKar9
    @SabitaKar9 Před 12 hodinami

    Odisabasinka swartha pai ladiba pai sarbada chestita mukhya mantri Srijukto Naveen Pattnaik

  • @ayeshapanda476
    @ayeshapanda476 Před 12 hodinami

    Mr Naveen pattnayak will always be our beloved leader

  • @ayeshapanda476
    @ayeshapanda476 Před 12 hodinami

    Honorable Chief Minister Naveen Patttnayak was our favorite leader and will continue to be

  • @ayeshapanda476
    @ayeshapanda476 Před 12 hodinami

    BJP is constantly creating chaos in peaceful Odisha, so BJP is not acceptable to the people

  • @ayeshapanda476
    @ayeshapanda476 Před 12 hodinami

    The hope of the people of Odisha is always on Biju Janata Dal

  • @manaswinisatapathy6176
    @manaswinisatapathy6176 Před 12 hodinami

    Akash ta kebe Thu ghosana helani,etedin chup thile kahinki,you party ku support karibe,bodhe bjd

  • @SabitaKar9
    @SabitaKar9 Před 12 hodinami

    Krusaka mananku kalia jujana douchanti rajyasarakara semananka muhan re hasa asichi

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    ଜନସାଧାରଣଙ୍କ ଅତୁଟ ଭରସା ଓ ବିଶ୍ଵାସ ହିଁ ବିଜୁ ଜନତା ଦଳର ବିଜୟ ବାନା କୁ ପଡାଇ ଦେବ ଆଉ ଜନତାଙ୍କ ଅନ୍ୟାୟ କରୁଥିବା ବିଜେପି ଦଳ କୁ ମାଟି ଭିତକୁ ନେଇ ଯିବ ।

  • @thakurmohanta8391
    @thakurmohanta8391 Před 12 hodinami

    Bjd

  • @meenapal1164
    @meenapal1164 Před 12 hodinami

    Best' sir moj kotha kohile jahabi heu

  • @saktirout158
    @saktirout158 Před 12 hodinami

    Bhai tk bjp ku jana

  • @SabitaKar9
    @SabitaKar9 Před 12 hodinami

    Odisa ra bikasa druta gati re chalichi mukhya mantri Srijukto Naveen Pattnaiknka pai

  • @kabirajrana6446
    @kabirajrana6446 Před 12 hodinami

    ହେ ପ୍ରଭୁ ଜଗନ୍ନାଥ ଏହାକୁ ଓଡ଼ିଶା ରୁ ଶୀଘ୍ର ବିଦା କରନ୍ତୁ ଜୟ ଜଗନ୍ନାଥ

  • @Rolexvlog897
    @Rolexvlog897 Před 12 hodinami

    E mankar gije gihaa😂😂😂😂

  • @SabitaKar9
    @SabitaKar9 Před 12 hodinami

    Mukhya mantri Srijukto Naveen Pattnaik nijaku neta vabi nahanti odisabasinka sebaka

  • @user-jg5om5nj6v
    @user-jg5om5nj6v Před 12 hodinami

    ପାଣ୍ଡିଆ ତୁଇ ରସୁଲଗଡ଼ ରୋ ୱାର୍ଡ ମେମ୍ବର ପାଇଁ ଯୋଗ୍ୟ

  • @sarojkumarnayak9448
    @sarojkumarnayak9448 Před 12 hodinami

    ଯେହେତୁ ପାଣ୍ଡୁ ର ଜନ୍ମ ଅନ୍ୟ ରାଜ୍ୟରେ। ସେ ଓଡିଶା ଝିଅକୁ ବିବାହ କଲା ବୋଲି କଣ ଓଡିଶା ରାଜ୍ୟର ହୋଇଗଲା ।ଓଡିଶାର ଚାଲି ଚଳଣି ଭାଷା ସଂସ୍କୃତି ଅଲଗା। ଏଣୁ ତୁ ହେଉଛୁ ଜଣେ ଆଉଟ ସାଇଡର। ଓଡିଶାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁ ଦିବା ସପ୍ନ ଦେଖୁଛୁ ଭୁଲିଯାଏ। ଓଡିଶାର ଯିଏ ବି ମୁଖ୍ୟମନ୍ତ୍ରୀ ହେବ ସେ ଜଣେ ଖାଣ୍ଟି ଓଡ଼ିଆ କିମ୍ବା ଓଡିଆଣି ହୋଇଥିବ। ଅପରାଜିତା ମାଡାମ ଜଣେ ଓଡିଆ ପୁଅ କୁ ବିବାହ କରି ଥିବାରୁ ସେ ସମ୍ପୁର୍ଣ ଓଡିଆଣି। ତୁ ତ ଓଡ଼ିଆ ଘରର କୁଣିଆ ସଦୃଶ। ତେଣୁ ତୋତେ ଓଡିଶା ବାସୀ କେବେବି ଓଡିଆ ବୋଲି କହିବେ ନାହିଁ। ପ୍ରକୃତ ରେ ତୁ ହେଉଛୁ ଖାଣ୍ଟି ଅଣଓଡ଼ିଆ ବୁଝିଲୁ ପାଣ୍ଡୁ।

  • @SujnanThatoi
    @SujnanThatoi Před 12 hodinami

    Dharamandr ku vot darakar

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟ ନ କରି କେବଳ ଜନତାଙ୍କୁ ତାଙ୍କ ଭାଷଣରେ ସିମୀତ ରଖିବାକୁ ଚେଷ୍ଟା କରୁଛନ୍ତି ।

  • @Mr.Bijaykumar.23
    @Mr.Bijaykumar.23 Před 12 hodinami

    ସୁର ପୁଅ ହାରିବ ଏ କଥା ଲେଖି ରଖ ରାଣ୍ଡି ଘୋଷ ଟିଭି 😂

  • @sibaprasaddash4386
    @sibaprasaddash4386 Před 12 hodinami

    U r very fantastic actor

  • @sanjayakumarchoudhury178
    @sanjayakumarchoudhury178 Před 12 hodinami

    ତୁ ଓଡ଼ିଶା ରେ ୨୦୦୦ ଟୁ ୨୦୨୪ ମଧ୍ୟରେ କ'ଣ କରିଛନ୍ତି କୁହନ୍ତୁ

  • @surendraprusty6694
    @surendraprusty6694 Před 12 hodinami

    ତୁ ତାମିଲ ପୋଳେଇବୁ ଜା ତୋର ବେଳ ସରିଗଲା

  • @subhadra4703
    @subhadra4703 Před 12 hodinami

    ନାଇଁ ସେମାନେ ତମ ଗୋଡ଼ରେ ଛିଡା ହେଇଛନ୍ତି

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    ଜନତାଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କାର୍ଯ୍ୟରତ ସଭିଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ।

  • @somethinganything8849
    @somethinganything8849 Před 12 hodinami

    Eia loka daki ape ape Kahi hauchi na ete Katha Ea kan Katha gapi hauchi aau dekhei hauchi

  • @anakarsethi4385
    @anakarsethi4385 Před 12 hodinami

    ନାଁ, ଆଜ୍ଞା ତାଙ୍କର ନାରା ୪୦୦ ପାର। କଂଗ୍ରେସ କୁ ଦେବେ ଏ ଦେଶରୁ ବାହାର। ବଡ଼ ଦୁଃଖ ଲାଗିବ, ଏମିତି ଚିନ୍ତା ହବ ବୋଲି ବିଶ୍ଵାସ ହଉନି।

  • @Sonuuu-panda
    @Sonuuu-panda Před 12 hodinami

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @subhadra4703
    @subhadra4703 Před 12 hodinami

    ଯୁଆଡ଼ୁ ଖାଇବେ...ସିଆଡେ କହିବେ

  • @prasantakumarnayak4177
    @prasantakumarnayak4177 Před 12 hodinami

    Tau tar mg

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    ଧର୍ମେନ୍ଦ୍ର ପ୍ରଧାନ ସିଏ ଓଡିଶା ବାସୀଙ୍କ ପ୍ରତି ଯେଉଁ ଅବିଚାର କରିଛନ୍ତି ତାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ।

  • @LipsaRout-
    @LipsaRout- Před 12 hodinami

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Ranjan_mishrabjd
    @Ranjan_mishrabjd Před 12 hodinami

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

  • @ayushkumarnath9388
    @ayushkumarnath9388 Před 12 hodinami

    Kandile nabandaku haleile tame sale new bale tara pochhuthila

  • @MaheshPanda-
    @MaheshPanda- Před 12 hodinami

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    ନବୀନ ବାବୁ ଅଛନ୍ତି ସାଥିରେ ଖୁସି ଖେଳୁଛି ପ୍ରତି ପରିବାରରେ

  • @Monalishadas-
    @Monalishadas- Před 12 hodinami

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @gudu_bjd
    @gudu_bjd Před 12 hodinami

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @kalandicharanbehera6721
    @kalandicharanbehera6721 Před 12 hodinami

    କିନ୍ତୁ ଦେଶ ତ ଆଗକୁ ଯାଉଚି 🤔🤔🤔 ଏଇ ବୋକି ମାଇକନିଆ ଗୁଡାଙ୍କୁ ଶୁଣାଇଲେ ସେଇମାନେ ସବୁ ହୁଲୁହୁଲି ପକେଇ ବେ

  • @JoyJagannath-zq8gm
    @JoyJagannath-zq8gm Před 12 hodinami

    Bjp jatra party? Tamara Bala party

  • @Pujarani_khuntia
    @Pujarani_khuntia Před 12 hodinami

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @KrishnaraniDas-rw6bj
    @KrishnaraniDas-rw6bj Před 12 hodinami

    ଧର୍ମେନ୍ଦ୍ର ପ୍ରଧାନ ଏତେ କେନ୍ଦ୍ରରେ ରହି ଓଡିଶା ବାସୀଙ୍କ ପ୍ରତି କେବଳ ଅଣଦେଖାର ଆଚରଣ କରିଛନ୍ତି ।

  • @Pratyasha-
    @Pratyasha- Před 12 hodinami

    ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।

  • @rashmirekhabarik7777
    @rashmirekhabarik7777 Před 12 hodinami

    ନବୀନ ଓଡିଶା ନବୀନ ରୂପ। ପାଣ୍ଡିଆନ ଙ୍କ ପାଇଁ ହେଇଛି ସତ। ବିଜେଡି ର ସଫଳ ସୂତ୍ର 5t ଓଡିଶା ଯାହାକି ସମଗ୍ର ଭାରତ କୁ ଆକର୍ଷିତ କରୁଛି।

  • @SMILAN_143
    @SMILAN_143 Před 12 hodinami

    ଯାହା ଜଣା ପଡୁଛି ଓଡ଼ିଶାରେ ବିଜେପି 1,2, ସିଟ ପାଇଲା ଭଳି ଲାଗୁଛି କଂଗ୍ରେସ 2 ସ୍ଥାନରେ ରହିବ

  • @bramhanand_biswal
    @bramhanand_biswal Před 12 hodinami

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।