କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି : କାର୍ତ୍ତିକ ପାଣ୍ଡିଆନ NandighoshaTV

Sdílet
Vložit
  • čas přidán 6. 05. 2024
  • #odialanguage #scolarship #kartikpandian #odisha #nandighoshatv
    ଓଡ଼ିଆ ଭାଷାରେ ପାଠପଢା ପାଇଁ ଓଡ଼ିଶା ଅଧିକ ସ୍କଲାରସିପ ଦେଉଛି । କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 155

  • @bikashSahu964
    @bikashSahu964 Před 11 dny +3

    ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @RahulJena779
    @RahulJena779 Před 11 dny +2

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @Mallick959
    @Mallick959 Před 11 dny +2

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @bikashSahu964
    @bikashSahu964 Před 11 dny +2

    ନୂଆ ଓଡିଶା ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତୁ ରୂପାନ୍ତରଣର ସେ ଯାତ୍ରାକୁ ଆହୁରି ଆଗକୁ ନେବାକୁ ଯୋଡି ଶଙ୍ଖକୁ ବାଛିବା।

  • @SanjayMaharana683
    @SanjayMaharana683 Před 11 dny +2

    ତାଙ୍କ ନାଁ ଯେମିତି, ତାଙ୍କ ନୀତି ଓ ନିଷ୍ପତ୍ତି ସେମିତି । ଜୀବନ ଯାହାଙ୍କ ଶୃଙ୍ଖଳିତ, ଶାସନ ବ୍ୟବସ୍ଥା ବି ପରିମାର୍ଜିତ । ସେଇଥିପାଇଁ ତ ‘ନବୀନ’ ଓଡିଶା ଆଜି ବିଶ୍ୱ ବିଦିତ ।

  • @prafullachandrasahoo9688
    @prafullachandrasahoo9688 Před 11 dny +1

    ଆପଣତ ସବୁ କରିଛନ୍ତି, ଆରାମରେ ଶୁଅନ୍ତୁ ନିଶ୍ଚୟ ଜିତିବେ. ନିଜ ପ୍ରଶଂସା ଯିଏ ନିଜେ କରେ ତା ଠାରୁ ବୋକା ଏ ଦୁନିଆରେ ନାହିଁ. ଧନ୍ୟ ଆମ ବିଶ୍ୱସ୍ତରୀୟ ନେତା, କାମ, ଓ ଶାସନ.

  • @PritamDas44448
    @PritamDas44448 Před 11 dny +1

    ଏହା କେବଳ ନବୀନ ବାବୁଙ୍କ ସ୍ଵଚ୍ଛ ଶାସନ ଓ ଲୋକଙ୍କ ସେବା କରିବାର ମନୋବୃତ୍ତି ପାଇଁ ସମ୍ଭବ ହୋଇ ପାରୁଛି ।

  • @namitagochhayat5059
    @namitagochhayat5059 Před 11 dny +1

    ଏହା ସମ୍ପୂର୍ଣ ସତକଥା ନବୀନ ବାବୁ ସବୁବେଳେ ଲୋକମାନଙ୍କ ସହ ଥିଲେ ଅଛନ୍ତି ଆଉ ରହିବେ ।

  • @John-641
    @John-641 Před 11 dny +1

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @RahulJena779
    @RahulJena779 Před 11 dny +1

    ଜନଜୀବନକୁ ଯେତିକି ଗୁରୁତ୍ବ ଦିଅନ୍ତି, ଜନତାଙ୍କ ଜୀବନ ଶୈଳୀରେ ପ୍ରଗତି ଆଣିବାକୁ ସେତିକି ପ୍ରୟାସ କରନ୍ତି ସମୃଦ୍ଧିର ଶ୍ରେଷ୍ଠ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @tanujamishra7704
    @tanujamishra7704 Před 11 dny +1

    Always proud as a odia....

  • @satyashreemishra8823
    @satyashreemishra8823 Před 11 dny

    ଆଜି ଯଦି ଓଡ଼ିଆ ଭାଷା ବିଶ୍ୱ ଦରବାରରେ ପରିଚିତ ଏହା କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇ ପାରିଛି।

  • @Tarini28
    @Tarini28 Před 11 dny +1

    ରାଜ୍ୟବାସୀଙ୍କ ସୁଖ ସହ ସ୍ୱାର୍ଥକୁ ଗୁରୁତ୍ୱ ଦିଏ ବିଜେଡି । ଲୋକଙ୍କ ହକ୍ ପାଇଁ ଲଢେ, ନ୍ୟାୟ ପାଇଁ ନିରନ୍ତର ପ୍ରୟାସ କରେ... ଜନତାଙ୍କ କଥା ଅହରହ ଚିନ୍ତା କରୁଥିବା ଦଳ ଏବେ ସାରା ଓଡିଶାର ବଳ

  • @bikashpatra-ix2iz
    @bikashpatra-ix2iz Před 11 dny

    ନୂଆ ଓଡ଼ିଶାରେ କେବଳ ରୂପାନ୍ତରଣ ହିଁ ରୂପାନ୍ତରଣ । ବଢୁଛି ଜନମତ । ବଢୁଛି ନବୀନଙ୍କ ଉପରେ ଲୋକଙ୍କ ଭରସା । ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ବାବୁଙ୍କ ନେତୃତ୍ୱରେ ଆଗେଇବ ଓଡ଼ିଶା ।

  • @rabinarayanmohanty7922

    ଆମ ରାଜ୍ୟର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନେଉଛନ୍ତି ନବୀନ ବାବୁ ସେଥିପାଇଁ ଷଷ୍ଠଥର ଭାବେ ମୁଖ୍ୟମନ୍ତ୍ରୀ ହେବେ ସୁନିଶ୍ଚିତ।

  • @user-wj8nm7bl6r
    @user-wj8nm7bl6r Před 10 dny

    ଓଡ଼ିଶା ବାସୀଙ୍କ ସେବାରେ ସଦା ସମର୍ପିତ ଆମ ନବୀନ ସରକାର ।

  • @PritamDas44448
    @PritamDas44448 Před 11 dny

    ଓଡ଼ିଶାର ରୂପାନ୍ତରଣ ଓ ସମୃଦ୍ଧି ଗାଁ ରୁ ସହର ଯାଏଁ ଦେଖିବାକୁ ମିଳୁଛି ଏସବୁ କା ପାଇଁ ହୋଇଛି କେବଳ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ।

  • @niranjandey8666
    @niranjandey8666 Před 11 dny

    ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ ସବୁ କ୍ଷେତ୍ରରେ ନବୀନବାବୁ ଓଡିଶାକୁ ଦେଶରେ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ଓଡିଶା ଗଠନର ୧୦୦ବର୍ଷ ପୂର୍ତ୍ତି ଆଗରୁ ଓଡିଶାକୁ ଦେଶରେ ଶ୍ରେଷ୍ଠ ରାଜ୍ୟହିସାବରେ ଗଢ଼ିତୋଳିବାର ସଂକଳ୍ପ ନେଇଛନ୍ତି।

  • @user-wj8nm7bl6r
    @user-wj8nm7bl6r Před 10 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ଆଜି ବିକାଶ ପଥରେ ।

  • @user-wj8nm7bl6r
    @user-wj8nm7bl6r Před 10 dny

    ଆଜି ଓଡ଼ିଶା ବାସୀ ଙ୍କ ମୁଁହରେ ଗୋଟିଏ କଥା ସଭିଙ୍କ ଦରକାର ନବୀନ ସରକାର , ଜୟ ନବୀନ ବାବୁ |

  • @PritamDas44448
    @PritamDas44448 Před 11 dny

    ଦରଦୀ ହୃଦୟର ନବୀନ ସବୁବେଳେ ସମସ୍ତଙ୍କ ପାଇଁ ସହଯୋଗର ହାତ ବଢାନ୍ତି ‌।

  • @namitagochhayat5059
    @namitagochhayat5059 Před 11 dny

    ଲୋକେ କିଭଳି ଅଧିକ ରୁ ଅଧିକ ଲାଭ ବାନ ହେବେ ସେ ବିଷୟରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି!

  • @bikashpatra-ix2iz
    @bikashpatra-ix2iz Před 11 dny

    ବିଶ୍ୱ ଭାଷା ସମ୍ମିଳନୀ କରି ନବୀନ ବାବୁ ଦେଖାଇ ଦେଇଛନ୍ତି ସେ କେତେ ଓଡ଼ିଆ ଭାଷାକୁ ଭଲ ପାଆନ୍ତି, କେତେ ସମ୍ମାନ ଦିଅନ୍ତି।

  • @niranjandey8666
    @niranjandey8666 Před 11 dny

    ନିର୍ବାଚନ ଆସିଲେ ଓଡ଼ିଶାର ବିରୋଧୀମାନେ ଅସ୍ମିତା କଥା କୁହନ୍ତି। ଓଡ଼ିଆ ଭାଷାକୁ ନବୀନବାବୁ ଯେତିକି ସମ୍ମାନ କରନ୍ତି ଅନ୍ୟ କୌଣସି ନେତା ଓଡ଼ିଆକୁ ଏତେ ସମ୍ମାନ ଦିଅନ୍ତିନାହିଁ।

  • @PritamDas44448
    @PritamDas44448 Před 11 dny

    ସେବା ଓ ସମର୍ପଣର ୨୪ ବର୍ଷ ଓଡ଼ିଶା ବାସୀଙ୍କ ବିଶ୍ବାସ ପାଇଁ ହିଁ ଏହା ସମ୍ଭବପର ହୋଇ ପାରିଛି ସାଢ଼େ ୪ କୋଟି ଓଡିଆଙ୍କ ଆଶା , ଆକାଂକ୍ଷାକୁ ପୂରା କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @DDas-hp8ii
    @DDas-hp8ii Před 11 dny

    ନବୀନ ବାବୁ ସବୁବେଳେ ନିଃସ୍ଵାର୍ଥପର ସେବା ନୀତି ରେ ଭରସା କରନ୍ତି, ସେଥିପାଇଁ ଓଡ଼ିଶା ବାସୀଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କ ସହିତ ରହିଛି।

  • @DDas-hp8ii
    @DDas-hp8ii Před 11 dny

    ନବୀନ ବାବୁଙ୍କ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପ୍ରତି ଓଡ଼ିଶା ବାସୀଙ୍କ ପ୍ରଗାଢ ବିଶ୍ୱାସ ରହିଛି।

  • @susiljena2702
    @susiljena2702 Před 11 dny

    ଓଡିଶାବାସୀ ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ଅଛନ୍ତି ଆଗକୁ ମଧ୍ୟ ରହିବେ

  • @niranjandey8666
    @niranjandey8666 Před 11 dny

    କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହିଲେ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଭାଷାପାଇଁ ସେ କିଛିବି କରିନାହାନ୍ତି। କିନ୍ତୁ ଆମର ମୁଖ୍ୟମନ୍ତ୍ରୀ ଓଡ଼ିଆଭାଷାର ପ୍ରଚାର ପ୍ରସାର ସାଙ୍ଗକୁ ଓଡ଼ିଆ ପାଠ ପଡିବା ପାଇଁ ସ୍ୱତନ୍ତ୍ର କଲେଜ ପ୍ରତିଷ୍ଠା କରିଛନ୍ତି।

  • @susiljena2702
    @susiljena2702 Před 11 dny

    ନିର୍ବାଚନ ଆସିଲେ ଭାରତୀୟ ଜନତା ପାର୍ଟି ର ଓଡିଶାର ପ୍ରତି ପ୍ରେମ ଅଧିକ ବଢିଯାଏ ନିର୍ବାଚନ ସରିଗଲା ପରେ ପ୍ରତାରଣା ଦିଅନ୍ତି

  • @user-wj8nm7bl6r
    @user-wj8nm7bl6r Před 10 dny

    ମାନ୍ୟବର ନବୀନ ବାବୁ ଓଡ଼ିଶାବାସୀ ଙ୍କ ଗର୍ବ ଓ ଗୌରବ

  • @PritamDas44448
    @PritamDas44448 Před 11 dny

    ଏମିତି ଲୋକଙ୍କୁ ଗୁରୁତ୍ୱ ଦେଇ ଓଡ଼ିଶାର ପ୍ରଗତି କୁ ଶୀର୍ଷ ରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @PritamDas44448
    @PritamDas44448 Před 11 dny

    ଭି କେ ପାଣ୍ଡିଆନଙ୍କ କଥା ଆଜି ଓଡ଼ିଶା ବାସୀଙ୍କ ମନକୁ ଛୁଇଁଛି କାହିଁକି ନା ସେ ନବୀନ ବାବୁଙ୍କ ନେତୃତ୍ଵରେ ଓଡ଼ିଶା କେତେ ଆଗକୁ ବଢ଼ିଛି ତାହା ବିଷୟରେ ଆଲୋଚନା କରୁଛନ୍ତି ।

  • @susiljena2702
    @susiljena2702 Před 11 dny

    ନବୀନ ପଟ୍ଟନାୟକ ସରକାର ଓଡିଶାରେ ଭଷାବୃତ୍ତି ଜରିଆରେ ପ୍ରତ୍ୟେକ ପିଲାଙ୍କୁ ବୃତ୍ତି ପ୍ରଦାନ କରିଛନ୍ତି

  • @bikashpatra-ix2iz
    @bikashpatra-ix2iz Před 11 dny

    ଶଙ୍ଖ ଚିହ୍ନରେ ଭୋଟ୍ ଦେବା , ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ।

  • @user-lh2jc9du2m
    @user-lh2jc9du2m Před 11 dny

    ନବୀନ ବାବୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ଭାଷା ଓ ସଂସ୍କୃତି କୁ ନେଇ ଭୁବନେଶ୍ୱର ରେ ଏକ ସମ୍ମିଳନୀ କରିଥିଲେ ଏବଂ ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାର ପ୍ରସାର କରିବା |

  • @satyashreemishra8823
    @satyashreemishra8823 Před 11 dny

    ଓଡ଼ିଶା ବାସୀଙ୍କ ଆଶିର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ତେଣୁ ଏଥର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଆମ ନବୀନ ବାବୁ।

  • @PritamDas44448
    @PritamDas44448 Před 11 dny

    ବିଜେପି ନେତାଙ୍କ ଅପପ୍ରଚାରର ଜବାବ ମିଳିଗଲା ଏବେ ସେମାନଙ୍କ ମନ ଭାରି ଦୁଃଖ ଯେତେ ଚକ୍ରାନ୍ତ କଲେ ବି କିଛି ଚାଲ୍ କାମ ଦେଉନି ଯିଏ ଜନତାଙ୍କ ସାଙ୍ଗରେ ଅଛନ୍ତି ତାଙ୍କୁ ଜଗନ୍ନାଥଙ୍କ ଶକ୍ତି ଦେବେ ନବୀନ ବାବୁଙ୍କ ଦିଗଦର୍ଶନରେ ଓଡ଼ିଶାକୁ ଏମିତି ଆଗକୁ ଆଗକୁ ନେଉଥିବେ ଜୟ ଜଗନ୍ନାଥ ।

  • @pradipgiri7841
    @pradipgiri7841 Před 11 dny

    ଦୀର୍ଘ ଦଶବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ବାବୁ ଓଡିଶାର ବିକାଶ ପାଇଁ କଣ କରିଛନ୍ତି ଲୋକଙ୍କ ଉନ୍ନତି ପାଇଁ କଣ କରିଛନ୍ତି ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି!

  • @pradipgiri7841
    @pradipgiri7841 Před 11 dny

    ଅନ୍ୟ ଦଳର ପ୍ରାଥୀ ଘୋଷଣାକୁ ଅପେକ୍ଷା କରୁଥିବା ବିଜେପି ଦିନରେ ଯେଉଁ ସ୍ବପ୍ନ ଦେଖୁଛି ତାହା ସ୍ବପ୍ନରେ ରହିଯିବ!

  • @rabinarayanmohanty7922

    ଏମିତି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତା ଓ କର୍ମୀ ମାନଙ୍କ ଓଡ଼ିଶା କଥା ମନେପଡେ ବାକି ଦିନରେ ନିଜ କଥା ଚିନ୍ତା କରନ୍ତି।

  • @user-lh2jc9du2m
    @user-lh2jc9du2m Před 11 dny

    ଉପା ସରକାର 2014 ମସିହାରେ ଓଡ଼ିଆ ଭାଷାକୁ କ୍ଲାଶିକାଳ ଭାଷା କରାଗଲା ଅଥଚ ବିଜେପି ସରକାର ଆସିଲା ପରେ ଓଡ଼ିଆ ଭାଷା ପାଇଁ ଟଙ୍କା ଟିଏ ମଧ୍ୟ ଦେଲେ ନାହିଁ |ଅଥଚ ସଂସ୍କୃତ, ମରାଠୀ ଏବଂ କେରଳି ଭାଷା ର ଉନ୍ନତି ପାଇଁ ସହ ସହ କୋଟି ଟଙ୍କା ଅନୁଦାନ ଦେଉଛନ୍ତି |

  • @niranjandey8666
    @niranjandey8666 Před 11 dny

    ନିର୍ବାଚନ ଆସିଲେ ଓଡ଼ିଶାର ସରକାରବିରୋଧୀ ଦଳମାନେ ଓଡିଶା ଓ ଓଡିଆ ଭାଷାର ଆଲୋଚନା କରିଥାନ୍ତି। ନିର୍ବାଚନ ସରିଗଲେ ନେତାମାନଙ୍କର ଦେଖା ମିଳେନାହିଁ।

  • @bikashpatra-ix2iz
    @bikashpatra-ix2iz Před 11 dny

    ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା।

  • @pradipgiri7841
    @pradipgiri7841 Před 11 dny

    କେନ୍ଦ୍ର ବିଜେପି ସରକାର ଅନ୍ୟ ଶାସ୍ତ୍ରୀୟ ଭାଷାକୁ ଅନୁଦାନ ଦେଉଥିବାବେଳେ ଓଡ଼ିଆ ଭାଷାକୁ ଅଣଦେଖା କରୁଥିବାବେଳେ ଓଡିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଓଡିଶାର ହକ ପାଇଁ ନଲଢ଼ି ଚୁପହୋଇ ରହୁଛନ୍ତି!

  • @user-lh2jc9du2m
    @user-lh2jc9du2m Před 11 dny

    ଓଡ଼ିଶାର ପ୍ରତେକ ଗାଁ କୁ ଲୋକଙ୍କ ଯିବା ଆସିବା ପାଇଁ ରାସ୍ତା ଆଉ ଲଷ୍ମୀ ବସ ସେବା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

  • @susiljena2702
    @susiljena2702 Před 11 dny

    ଓଡ଼ିଆ ଭାଷା କୁ ସମୃଦ୍ଧି ଓଡ଼ିଆ ମାନଙ୍କୁ ବିକଶିତ କରିବା ପାଇଁ ନବୀନ ପଟ୍ଟନାୟକ ଙ୍କର ଅତୁଳନୀୟ ଅବଦାନ ରହିଛି

  • @user-lh2jc9du2m
    @user-lh2jc9du2m Před 11 dny

    ନବୀନ ବାବୁ ଓଡ଼ିଶା ବାହାରେ ମଧ୍ୟ 2/3 ଟା ରାଜ୍ୟରେ ଓଡ଼ିଆ ୟୁନିଭାର୍ସିଟି କରିଛନ୍ତି ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ |

  • @pradipgiri7841
    @pradipgiri7841 Před 11 dny

    2019 ନିର୍ବାଚନ ଅପେକ୍ଷା 2024 ନିର୍ବାଚନରେ ଲୋକଙ୍କ ଆଶୀର୍ବାଦରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜୁ ଜନତା ଦଳ ପୂର୍ବ ଅପେକ୍ଷା ଅଧିକ ଆସନରେ ବିଜୟୀ ହେବ l

  • @PritamDas44448
    @PritamDas44448 Před 11 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ବିକାଶ ସେଇଠି , ବିକାଶ କହିଲେ କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ବୁଝାଏ

  • @niranjandey8666
    @niranjandey8666 Před 11 dny

    ବିଶ୍ୱ ହକିକୁ ଦୁଇଦୁଇ ଥର ଓଡ଼ିଶାରେ ନବୀନବାବୁ କରାଇଲେ। ଓଡ଼ିଶାର ନାମଲେଖା ପୋଷାକ ପିନ୍ଧିଲେ ଖେଳାଳି, ଏଇଟା କଣ ଓଡ଼ିଶାର ଅସ୍ମିତା ମଧ୍ୟରେ ପଡୁନିକି?। ବିଜେପି ଏମିତି କଣ କରିଛି ଅସ୍ମିତା କଥା କହୁଛି?।

  • @niranjandey8666
    @niranjandey8666 Před 11 dny

    ଓଡ଼ିଶାର ଅସ୍ମିତା କଥା କହୁଥିବା ବିଜେପି ବିଗତ ୧୦ବର୍ଷମଧ୍ୟରେ ଓଡିଶାପାଇଁ କରିଛି କଣ?। ନବୀନବାବୁ ତ ଓଡ଼ିଆ ଭାଷାର ପରିଚୟ ବିଶ୍ୱଦରବାରରେ ପରିଚିତି ଦେଇଛନ୍ତି।

  • @PritamDas44448
    @PritamDas44448 Před 11 dny

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି ଯେ ଓଡ଼ିଶା ବାସୀ ସଦା ସର୍ବଦା ଖୁସିରେ ରୁହନ୍ତୁ ।

  • @namitagochhayat5059
    @namitagochhayat5059 Před 11 dny

    ସବୁବେଳେ ସବୁପରିସ୍ଥିତିରେ ନବୀନ ବାବୁ ଲୋକମାନଙ୍କ ସାଥିରେ ରହିଛନ୍ତି ଆଉ ରହିବେ ଏଥିରେ ସନ୍ଧେହ ନାହିଁ |

  • @pradipgiri7841
    @pradipgiri7841 Před 11 dny

    ରାଜ୍ୟର ଲୋକଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ଓଡିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ରାଜ୍ୟର ହକ ପାଇଁ କଣ କରିଛନ୍ତି ରାଜ୍ୟର ବିକାଶ ଲୋକଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ଗ୍ରହଣନକରି ଚୁପହୋଇ ବସିଛନ୍ତି!

  • @PritamDas44448
    @PritamDas44448 Před 11 dny

    ରାଜ୍ୟର ସାମଗ୍ରିକ ବିକାଶ ସହ ସମସ୍ତ କ୍ଷେତ୍ରରେ ରୂପାନ୍ତରଣ କରିବା ଭି କେ ପାଣ୍ଡିଆନଙ୍କ ଲକ୍ଷ୍ୟ ।

  • @pradipgiri7841
    @pradipgiri7841 Před 11 dny

    ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛନ୍ତି ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦେଉଛନ୍ତି l କିନ୍ତୁ କେନ୍ଦ୍ର ବିଜେପି ସରକାର ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି l

  • @PritamDas44448
    @PritamDas44448 Před 11 dny

    ସମୃଦ୍ଧିର ପଥରେ ଆଗେଇ ଚାଲିଛି ଓଡ଼ିଶା ବିକାଶର ବାଟରେ ଚାଲି ଉନ୍ନତିର ଫର୍ଦ୍ଦ ଓଲଟାଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା ।

  • @bikashpatra-ix2iz
    @bikashpatra-ix2iz Před 11 dny

    କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ୧୦ ବର୍ଷ ଧର୍ମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କରିଛନ୍ତି।

  • @bikashpatra-ix2iz
    @bikashpatra-ix2iz Před 11 dny

    ବିଜେପି ଦଳ ଓଡ଼ିଆ ଅସ୍ମିତା କଥା କହୁଛି, ସେମାନେ ଓଡ଼ିଶା ବାସୀଙ୍କ ପାଇଁ ଓ ଓଡ଼ିଆ ଭାଷା ପାଇଁ କ'ଣ କରିଛନ୍ତି।

  • @PritamDas44448
    @PritamDas44448 Před 11 dny

    ଓଡିଶା କୁ ସଶକ୍ତ ଓ ସମୃଦ୍ଧି କରିବାକୁ କଥାରେ ନୁହେଁ କାମରେ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @pradipgiri7841
    @pradipgiri7841 Před 11 dny

    ନିର୍ବାଚନ ଆସିଲେ ବିଜେପି ଦଳର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି।

  • @dilippatra7900
    @dilippatra7900 Před 11 dny

    ଜୟ ବିଜେଡି

  • @niranjandey8666
    @niranjandey8666 Před 11 dny

    ଓଡ଼ିଶାରେ ବିକାଶ କହିଲେ ନବୀନବାବୁଙ୍କୁ ବୁଝାଏ। ଓଡ଼ିଶାରେ ଯାହାବି ବିକାଶ ହୋଇଛି ତାହା ସମ୍ଭବ ହୋଇଛି ମାନ୍ୟବର ନବୀନବାବୁଙ୍କ ପାଇଁ।

  • @susiljena2702
    @susiljena2702 Před 11 dny

    ଏବେ ନିର୍ବାଚନ ପାଖେଇ ଆସିଛି ବୋଲି ବିଜେପି କହୁଛି ଆମେ କରିଛୁ ବାସ୍ତବରେ ବିଜେପି କିଛି କରିନାହାନ୍ତି

  • @niranjandey8666
    @niranjandey8666 Před 11 dny

    ନବୀନବାବୁଙ୍କ ପ୍ରଚେଷ୍ଟାରେ ଉପା ସରକାରସମୟରେ ଓଡ଼ିଆ ଗୋଟିଏ କ୍ଲାଶିକାଲ ଭାଷାର ମାନ୍ୟତା ପାଇଲା। ଆଜି ବିଜେପି ୧୦ବର୍ଷ କେନ୍ଦ୍ରରେ ସରକାରରେ ଅଛନ୍ତି। ଓଡ଼ିଆ ଭାଷାର ଉନ୍ନତିପାଇଁ ଗୋଟିଏଟଙ୍କାବି ଓଡିଶାକୁ ଦେଇନାହାନ୍ତି। ଏଥିରେ ବିଜେପିର ଓଡ଼ିଆ ଅସ୍ମିତା ଆସୁଛି କିପରି?।

  • @user-lh2jc9du2m
    @user-lh2jc9du2m Před 11 dny

    ନବୀନ ବାବୁ ଓଡ଼ିଆ ଭାଷା ପାଇଁ କୋଲରସିପ ଦେଉଛନ୍ତି ବିଜେପି ଶାସିତ ରାଜ୍ୟରେ ଦିଆଯାଉଛି କି! ନୁହଁ |

  • @PritamDas44448
    @PritamDas44448 Před 11 dny

    ଲୋକଙ୍କ ବିକାଶ ପାଇଁ ନବୀନ ବାବୁଙ୍କ ସଦା ସର୍ବଦା କାର୍ଯ୍ୟରେ ସମୟ ଦେଇ ଆସିଛନ୍ତି ।

  • @pradipgiri7841
    @pradipgiri7841 Před 11 dny

    ରାଜ୍ୟ ବିଜେପି ଦଳରେ ରାଜ୍ୟର ସମସ୍ତ ଆସନ ପାଇଁ ପ୍ରାଥୀ ନାହାନ୍ତି ପ୍ରାଥୀ ପାଇଁ ଅନ୍ୟ ଦଳ ଉପରେ ଭରସା କରୁଛନ୍ତି ସେଥିରେ ପୁଣି ଦିନରେ ସ୍ବପ୍ନ ଦେଖୁଛନ୍ତି!

  • @DDas-hp8ii
    @DDas-hp8ii Před 11 dny

    ଆଜିର ଦିନରେ ଓଡ଼ିଶା ର ପ୍ରଗତି ସମଗ୍ର ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି କେବଳ ନବୀନ ବାବୁଙ୍କ ଦୂରଦୃଷ୍ଟି ପାଇଁ।

  • @deepakpatra8356
    @deepakpatra8356 Před 11 dny

    Right

  • @susiljena2702
    @susiljena2702 Před 11 dny

    ନବୀନ ପଟ୍ଟନାୟକ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟରେ ବିଜେପି ସାତ ଜନ୍ମରେ ଦେଶ ପାଇଁ କରିବା ସ୍ୱପ୍ନ ହୋଇଯିବ

  • @namitagochhayat5059
    @namitagochhayat5059 Před 11 dny

    ନବୀନ ବାବୁ ସବୁବେଳେ ଲୋକମାନଙ୍କ ସହ ଥିଲେ ଅଛନ୍ତି ଆଉ ରହିବେ ।

  • @susiljena2702
    @susiljena2702 Před 11 dny

    କେନ୍ଦ୍ରରେ ସରକାର ଥାଇ ବିଜେପି ସଂସାଦ ମାନେ ଓଡ଼ିଆ ମାନଙ୍କୁ ଅଣଦେଖା କରିବା ଆଦୌ ଗ୍ରହଣୀୟ ନୁହେଁ ଓଡ଼ିଆ ମାନେ କ୍ଷମା ଦେବନାହିଁ

  • @PritamDas44448
    @PritamDas44448 Před 11 dny

    ଓଡ଼ିଶାରେ ନବୀନ ବାବୁ ପୁଣି ଥରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶା ବାସୀ ଖୁସି ଓ ଶାନ୍ତିରେ ରହିବେ l

  • @DDas-hp8ii
    @DDas-hp8ii Před 11 dny

    ଓଡ଼ିଶା ବାସୀଙ୍କ ବିକାଶ ନବୀନ ବାବୁଙ୍କ ଏକମାତ୍ର ଲକ୍ଷ୍ୟ।

  • @PritamDas44448
    @PritamDas44448 Před 11 dny

    ଏହି ସାଧାରଣ ନିର୍ବାଚନରେ ବିଜେଡି ଦଳ ଅଧିକ ସଂଖ୍ୟାରେ ଭୋଟ ପାଇ ବଡ଼ ଧରଣରେ ବିଜୟ ଲାଭ କରିବ ।

  • @bikashpatra-ix2iz
    @bikashpatra-ix2iz Před 11 dny

    ମିଛ ଚକ୍ରାନ୍ତ କରି ସାଧାରଣ ଲୋକଙ୍କ ମନରେ ଦ୍ଵନ୍ଦ ତିଆରି କରିବାକୁ ଚେଷ୍ଟା କଲା ବେଳେ ବିଜୁ ଜନତା ଦଳ ସୁଶାସନ ଆଗରେ ହାର ମାନନ୍ତି।

  • @susiljena2702
    @susiljena2702 Před 11 dny

    କେନ୍ଦ୍ର ବିଜେପି ସରକାର ୧୦ବର୍ଷ ଭିତରେ ଓଡ଼ିଆ ଭାଷା ପାଇଁ କୌଣସି ଅବଦାନ କରିନାହାନ୍ତି କେବଳ ଶସ୍ତା ଭାଷଣ ଛଡା

  • @satyashreemishra8823
    @satyashreemishra8823 Před 11 dny

    ଆଜି ନିର୍ବାଚନ ଆସିବା ବେଳକୁ ବିଜେପି ଦଳର ନେତା ମାନଙ୍କର ଓଡ଼ିଆ ଅସ୍ମିତା କଥା ମନେ ପଡୁଛି , ଆଗରୁ କେଉଁଠି ଥିଲେ।

  • @user-lh2jc9du2m
    @user-lh2jc9du2m Před 11 dny

    ବିଜେପି କେନ୍ଦ୍ର ରେ 10 ବର୍ଷ କ୍ଷମତାରେ ରହି ଓଡ଼ିଶାକୁ କଣ ଦେଇଛନ୍ତି ତାହା ଲୋକଙ୍କ ସାମ୍ନାରେ କୁହନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଚେଲେଞ୍ଜ କରିଛନ୍ତି |

  • @niranjandey8666
    @niranjandey8666 Před 11 dny

    ବିଜେଡି ନେତା ଭିକେ ପାଣ୍ଡିଆନ ସାକ୍ଷାତକାରରେ କହିଛନ୍ତି ବିଜେଡି ବିଧାନସଭାରେ ୩/୪ଭାଗ ଏବଂ ଲୋକସଭାରେ ଗତଥର ଅପେକ୍ଷା ଅଧିକ ସିଟରେ ଜିତହାସଲ କରିବ।

  • @namitagochhayat5059
    @namitagochhayat5059 Před 11 dny

    ଭାଷଣ ବାଜି ଆଉ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତି ପାରିବ ନାହିଁ ଓଡ଼ିଶା ବିଜେପି।

  • @namitagochhayat5059
    @namitagochhayat5059 Před 11 dny

    ଯେତେ ଯାହା କହିଲେ କଣ ହେବ ଓଡ଼ିଶାରେ କେବଳ ବିଜୁ ଜନତା ଦଳ। ନବୀନ ଶାସନରେ ବିରୋଧୀ ଶୂନ୍ୟ।

  • @bikashpatra-ix2iz
    @bikashpatra-ix2iz Před 11 dny

    କେନ୍ଦ୍ରରେ ସରକାର ଥାଇ ବିଜେପି ସଂସାଦ ମାନେ ଓଡ଼ିଆ ମାନଙ୍କୁ ଅଣଦେଖା କରିବା ଆଦୌ ଗ୍ରହଣୀୟ ନୁହେଁ ଓଡ଼ିଆ ମାନେ କ୍ଷମା ଦେବନାହିଁ l

  • @rajeswaridas8807
    @rajeswaridas8807 Před 11 dny

    Lokanka sukha dukha o samasya bisayare ground zreo ku jai tara samadhan karanti

  • @bikashpatra-ix2iz
    @bikashpatra-ix2iz Před 11 dny

    ନବୀନ ବାବୁଙ୍କ ଶାସନ କାଳକୁ ଓଡ଼ିଶା ବାସୀ ଯୁଗେ ଯୁଗେ ମନେ ରଖିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

  • @user-lh2jc9du2m
    @user-lh2jc9du2m Před 11 dny

    କାର୍ତ୍ତିକ ପାଣ୍ଡିଆନ ଭୋର 4ଟା ରେ ପ୍ରେସ ମିଟ କରି ଓଡିଶାବାସୀଙ୍କୁ ଚମକାଇ ଦେଇଛନ୍ତି |ଜଣେ ଓଡିଶାବାସୀଙ୍କ ସେବକ ହୋଇ ଭୋର 4ଟାରେ ଓଡିଶାବାସୀଙ୍କ ହକ କଥା କୁ ଉଠାଇବା କେତେ ଗୌରବ ର କଥା |

  • @susiljena2702
    @susiljena2702 Před 11 dny

    ବିଜେପି ଦଳ କେବଳ ଭାଷଣ ଦେବାକୁ ଭଲପାଏ ଆଉ ନିର୍ବାଚନ ସରିଗଲା ପରେ ମୁହଁ କୁ ଚାହେଁ ନାହିଁ

  • @susiljena2702
    @susiljena2702 Před 11 dny

    କେନ୍ଦ୍ର ବିଜେପି ସରକାର ଶୋଷଣ ରେ ସରକାର ଭୋଟ ନେଲା ପରେ ଶୋଷଣ କରିବା କଥା ଭାବେ

  • @user-lh2jc9du2m
    @user-lh2jc9du2m Před 11 dny

    ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ରେ 120ରୁ ଅଧିକ ଆସନ ବିଧାନସଭା ରେ ଏବଂ ଲୋକସଭାରେ 15ରୁ ଅଧିକ ଆସନ ପାଇବ |

  • @user-lh2jc9du2m
    @user-lh2jc9du2m Před 11 dny

    ବିଜେପି ଦଳ ହେଉଛି ସ୍ଵାର୍ଥ୍ୟ ପର ଦଳ | ନିର୍ବାଚନ ଆସିଲେ ତାଙ୍କ ର ଓଡ଼ିଆ ଲୋକଙ୍କ ପ୍ରତି ପ୍ରେମ ଜାଗି ଉଠେ ନିର୍ବାଚନ ସରିଲେ ଆଉ ଦେଖନଥିବ |

  • @bikashpatra-ix2iz
    @bikashpatra-ix2iz Před 11 dny

    ଓଡ଼ିଶାରେ ବିଜେପିକୁ ଲୋକେ ଚାହୁଁନାହାନ୍ତି। ତେଣୁ ବିଜେପି ଓଡ଼ିଶାରେ ସରକାର ଗଠନ କରିବ କଣ?।

  • @rajeswaridas8807
    @rajeswaridas8807 Před 11 dny

    2019 re odisaru 8 jana sansada prathi nirbachita heithile bt aji parjyanta odisara bikasa pain kichi bi karinahanti kebala bhasana bajire simita rahijaichi

  • @DDas-hp8ii
    @DDas-hp8ii Před 11 dny

    ଦିନକୁ ଦିନ ନବୀନ ବାବୁଙ୍କ ବଢୁଥିବା ଲୋକପ୍ରିୟତା କୁ ଦେଖି ବିରୋଧୀ ହତାଶ ହୋଇ ପଡିଛନ୍ତି।

  • @PritamDas44448
    @PritamDas44448 Před 11 dny

    ନବୀନ ବାବୁଙ୍କ ଭଲ କାର୍ଯ୍ୟ ପାଇଁ ତାଙ୍କୁ ସାରା ଦେଶ ପାଇଁ ନିଆରା କରିଛି ।

  • @susiljena2702
    @susiljena2702 Před 11 dny

    ୨୦୧୯ ମସିହାରେ ବିଜେପି ଇସ୍ତାହାର ବର୍ତମାନ କେତେ ପ୍ରତିଶୃତ ପାଳନ କରିଛି ତାହାର ଗୋଟେ ରିପୋର୍ଟ ରଖୁ ଓଡିଶାବାସୀଙ୍କ ଆଗରେ??

  • @PritamDas44448
    @PritamDas44448 Před 11 dny

    ଶଙ୍ଖ ବାଜୁଛି, ସମୃଦ୍ଧି ଆସୁଛି...ବିଜେଡି ଆମର ଉଡି ଉଡି ଜିତୁଛି ।

  • @namitagochhayat5059
    @namitagochhayat5059 Před 11 dny

    ମିଛ ପ୍ରତିଶ୍ରୁତି ଦେବା ବିଜେପି ଦଳର ମୁଖ୍ୟ କାମ

  • @susiljena2702
    @susiljena2702 Před 11 dny

    ପିଲାଙ୍କ ଭବିଷ୍ୟତ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ୧୦ବର୍ଷ ଭିତରେ ବିଜେପି