ଧର୍ମେନ୍ଦ୍ରଙ୍କର ସାହସ ନାହିଁ ନବୀନ ବାବୁଙ୍କୁ ପ୍ରଶ୍ନ କରିବାକୁ : କାର୍ତ୍ତିକ ପାଣ୍ଡିଆନ | NandighoshaTV

Sdílet
Vložit
  • čas přidán 6. 05. 2024
  • #dharmendrapradhan #kartikpandian #target #nandighoshatv
    ଓଡ଼ିଶାବାସୀଙ୍କ ପାଇଁ ମୋ ପ୍ରଶ୍ନର ଗୋଟିଏ ବି ଉତ୍ତର ପାଇଲି ନାହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ସାମ୍ବାଦିକ ସମ୍ମିଳନୀରେ କହିଲେ କାର୍ତ୍ତିକ ପାଣ୍ଡିଆନ ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 173

  • @sourabh_behera
    @sourabh_behera Před 22 dny +17

    ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।

  • @Soumyajit_behera
    @Soumyajit_behera Před 22 dny +14

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

  • @Soumya_suriyans
    @Soumya_suriyans Před 22 dny +12

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @Himanshu_bhusan
    @Himanshu_bhusan Před 22 dny +10

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @Soumyakant_sahoo
    @Soumyakant_sahoo Před 22 dny +11

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @Virajsamal
    @Virajsamal Před 22 dny +9

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @Tapassamal-
    @Tapassamal- Před 22 dny +6

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @laxmantudu2180
    @laxmantudu2180 Před 22 dny +8

    Jay B J D

  • @KailaahDas-ox1vc
    @KailaahDas-ox1vc Před 22 dny +9

    Only bjd for Odisha .

  • @SantoshDash-vn2xw
    @SantoshDash-vn2xw Před 21 dnem +1

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny +1

    ଜନତାଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କାର୍ଯ୍ୟରତ ସଭିଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ।

  • @KrishnaraniDas-rw6bj
    @KrishnaraniDas-rw6bj Před 21 dnem +1

    ନବୀନ ବାବୁଙ୍କ ନେତୃତ୍ବରେ ଲୋକ ମାନେ ଖୁସି ବିଜେପି ଦୁଃଖୀ ବୁଝି ଯାଆନ୍ତୁ ଏ ବିକାଶ ବିରୋଧୀଙ୍କ ମତିଗତି ।

  • @KrishnaraniDas-rw6bj
    @KrishnaraniDas-rw6bj Před 21 dnem +1

    ଲୋକଙ୍କ କଷ୍ଟ ବୁଝି ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @KrishnaraniDas-rw6bj
    @KrishnaraniDas-rw6bj Před 21 dnem +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ପଦକ୍ଷେପ ଓଡିଶା ବାସୀଙ୍କ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହୋଇଛି ଏହାକୁ ସାଧାରଣ ଜନତା ଅତି ଆରାମରେ ଗ୍ରହଣ କରିଛନ୍ତି ।

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny +2

    ନବୀନ ପଟ୍ଟନାୟକଙ୍କ ଓଡିଶାରେ ଦୂର ହେଉଛି ସଭିଙ୍କ ସମସ୍ୟା ।

  • @sanjayjena2305
    @sanjayjena2305 Před 21 dnem +1

    ଧର୍ମେନ୍ଦ୍ର ବାବୁ ଓଡ଼ିଶା ବାସୀଙ୍କ ପାଇଁ କିଛି ଏମିତି କରିନାହାନ୍ତି କି ନିର୍ବାଚନ ସମୟରେ ଜନତାଙ୍କ ପାଖରେ ଭୋଟ ପାଇଁ ହିସାବ ଦେଇପାରିବେ ସେଥିପାଇଁ ବିଭିନ୍ନ ଚକ୍ରାନ୍ତ ରଚି ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରନ୍ତି।

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny +1

    ସାଢେ ଚାରି କୋଟି ଓଡିଶା ବାସୀଙ୍କ ସେବାରେ ସର୍ବଦା ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @sanjayjena2305
    @sanjayjena2305 Před 21 dnem +1

    ଏମିତି ରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟବର ନବୀନ ପଟ୍ଟନାୟକ ପରିଚିତ ନୁହଁନ୍ତି, ତାଙ୍କର ନୀତି, ଆଦର୍ଶ ଏବଂ ନିଃସ୍ଵାର୍ଥପର ସେବା ପାଇଁ ସେ ପରିଚିତ।

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny +1

    ଜନସାଧାରଣଙ୍କ ଅତୁଟ ଭରସା ଓ ବିଶ୍ଵାସ ହିଁ ବିଜୁ ଜନତା ଦଳର ବିଜୟ ବାନା କୁ ପଡାଇ ଦେବ ଆଉ ଜନତାଙ୍କ ଅନ୍ୟାୟ କରୁଥିବା ବିଜେପି ଦଳ କୁ ମାଟି ଭିତକୁ ନେଇ ଯିବ ।

  • @santoshbabu2264
    @santoshbabu2264 Před 21 dnem +1

    ଆମ ଓଡ଼ିଶା ନବୀନ ଓଡ଼ିଶା ❤❤❤

  • @lalitswain917
    @lalitswain917 Před 19 dny

    ହେଲେ ନବୀନ ବାବୁଙ୍କ ପାଇଁ ଆଜି ନାରୀ ଶକ୍ତିର ଅଗ୍ରଗତି ହୋଇପାରିଛି ଆଉ ମହିଳା ମାନଙ୍କୁ ସଶକ୍ତି କରିଛନ୍ତି।

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny +2

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟ ନ କରି କେବଳ ଜନତାଙ୍କୁ ତାଙ୍କ ଭାଷଣରେ ସିମୀତ ରଖିବାକୁ ଚେଷ୍ଟା କରୁଛନ୍ତି ।

  • @ritikkumarsahoo4510
    @ritikkumarsahoo4510 Před 21 dnem

    Naveen Babu has orchestrated a substantial transformation in Odisha through our government's initiatives, including the 5T framework. The state's progress in agriculture, education, and healthcare serves as a benchmark, meticulously documented in the state's records.

  • @SantoshDash-vn2xw
    @SantoshDash-vn2xw Před 21 dnem

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଏଭଳି ରୂପାନ୍ତିକରଣ ପୂର୍ବରୁ ହୋଇନଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଏହି ସବୁ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @sanjayjena2305
    @sanjayjena2305 Před 21 dnem

    ଓଡ଼ିଶା ରେ ବିକାଶ ସମ୍ଭବ ହୋଇପାରିଛି କେବଳ ନବୀନ ସରକାରଙ୍କ ପାଇଁ ।

  • @manasranjanpattnaik6008
    @manasranjanpattnaik6008 Před 21 dnem +1

    👌👏👏

  • @SantoshDash-vn2xw
    @SantoshDash-vn2xw Před 21 dnem

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।ଶିଶୁମାନଙ୍କର ବିକାଶ ହେଲେ ରାଜ୍ୟ ର ମଧ୍ୟ ବିକାଶ ହେବ।ସେଥିପାଇଁ ଆମ ରାଜ୍ୟର ଶିଶୁ ମାନେ କେମିତି ଭଲ ଭାବରେ ପାଠ ପଢ଼ି ଦେଶ ର ଉନ୍ନତୀ କ୍ଷେତ୍ର ରେ ଆଗକୁ ଯିବେ ମାନ୍ୟବର ମୂଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି।

  • @rinkimahapatra7144
    @rinkimahapatra7144 Před 21 dnem

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @sanjayjena2305
    @sanjayjena2305 Před 21 dnem

    ଓଡ଼ିଶା ର ଜନସାଧାରଣଙ୍କର ସମସ୍ୟାକୁ କେବଳ ନବୀନ ବାବୁ ବୁଝିଛନ୍ତି ଏବଂ ଏହି ସରକାର ଲୋକମାନଙ୍କ ସରକାର ଏହା ମଧ୍ୟ ପ୍ରମାଣ କରିଛନ୍ତି।

  • @rinkimahapatra7144
    @rinkimahapatra7144 Před 21 dnem

    ଧର୍ମେନ୍ଦ୍ର ପ୍ରଧାନଙ୍କ କୂଟନୀତି କାର୍ଯ୍ୟ ଏବେ ଧୀରେ ଧୀରେ ଲୋକଙ୍କ ସାମ୍ନା କୁ ଆସିବାରେ ଲାଗିଛି ।

  • @ritikkumarsahoo4510
    @ritikkumarsahoo4510 Před 21 dnem

    Naveen's consistency in both name and governance reflects in his disciplined approach, shaping a reformed governance system. This commitment to discipline has propelled Odisha, under his leadership, to international renown.

  • @subratkumarsahoo1406
    @subratkumarsahoo1406 Před 21 dnem

    Thik katha

  • @lalitswain917
    @lalitswain917 Před 19 dny

    ଆମ ରାଜ୍ୟରେ ନବୀନ ସରକାର ଥ‌ିବା ପଯ୍ୟନ୍ତ ଆମ ଓଡ଼ିଶବାସୀଙ୍କର କୌଣସି ରେ ଅସୁବିଧା ହୋଇନାହିଁ କି ହେବ ନାହିଁ।

  • @SantoshDash-vn2xw
    @SantoshDash-vn2xw Před 21 dnem

    ନବୀନ ବାବୁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ସେ ଯେପରି ସୀମିତ ସମୟ ରେ 5T ରୂପାନ୍ତର କରି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି ତାହା ଏକ ଦିଗ୍ ଦର୍ଶନ

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny

    ନବୀନ ପଟ୍ଟନାୟକଙ୍କ ଚିନ୍ତା ଚେତନାରେ ଓଡ଼ିଆଙ୍କ ବିକାଶ ଓଡିଶା ବାସୀଙ୍କ ଖୁସିରେ ଆମ ମୁଖ୍ୟମନ୍ତ୍ରୀ ବି ଖୁସି ।

  • @rinkimahapatra7144
    @rinkimahapatra7144 Před 21 dnem

    ଆଜି ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ହୋଇ ଧର୍ମେନ୍ଦ୍ର ପ୍ରଧାନ କେବଳ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ କାମରେ କେବେ ପୂରଣ କରି ନାହାନ୍ତି ।

  • @ritikkumarsahoo4510
    @ritikkumarsahoo4510 Před 21 dnem

    With a perpetually serene demeanor and a steadfast commitment to progress, Chief Minister Naveen Patnaik brings a rare brand of leadership to Odisha, leaving the state rejoicing in newfound optimism.

  • @mrrawdyrana7627
    @mrrawdyrana7627 Před 21 dnem

    I like your smile v.k pandiyan sir , love you 😊😊😊

  • @rinkimahapatra7144
    @rinkimahapatra7144 Před 21 dnem

    ବିଦ୍ୟାଳୟରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଆଗକୁ ବଢୁଛି ଓଡ଼ିଶା। ଶ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତିମୂଳକ ପଦକ୍ଷେପ ଦ୍ୱାରା 5T ଅଧୀନରେ ୮,୬୮୧ଟି ସ୍କୁଲର ରୂପାନ୍ତରଣ କରାଯାଇଛି। ରୂପାନ୍ତରିତ ସ୍କୁଲ, ଶିକ୍ଷଣୀୟ ପରିବେଶ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଉଛି। କଥାରେ ନୁହେଁ କାମରେ, ନବୀନ ଅଛନ୍ତି ସାଥିରେ। ହେଲେ ଧର୍ମେନ୍ଦ୍ର କରିଛନ୍ତି କଣ?

  • @ritikkumarsahoo4510
    @ritikkumarsahoo4510 Před 21 dnem

    The advancement of Odisha's development is attributed to the outcome-driven evaluations led by 5T president VK Pandian. Acting under the directives of the Chief Minister, VK Pandian diligently addresses the various challenges faced by the people of Odisha.

  • @ritikkumarsahoo4510
    @ritikkumarsahoo4510 Před 21 dnem

    The development efforts undertaken by Pandian Babu for the people of Odisha are unparalleled, making it improbable for any other party to achieve similar progress in such a short span of time.

  • @SantoshDash-vn2xw
    @SantoshDash-vn2xw Před 21 dnem

    କେବଳ ରାଜନୀତି ସମୟ ଆସିଲେ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ସୁଖ ଦୁଃଖ ପଚାରି ବୁଝନ୍ତି କିନ୍ତୁ ବିଜେଡି ଦଳ ଲୋକଙ୍କ ସେବା ସଦାବେଳେ କରୁଛି

  • @himeshpatraentertainment

    Naveen Patnaik Sir And VK Pandian Sir Is A Good Person

  • @KrishnaraniDas-rw6bj
    @KrishnaraniDas-rw6bj Před 21 dnem

    ବିଜେପି ନେତାଙ୍କର ଚକ୍ରାନ୍ତ ଗୁଡିକ ବିଷୟରେ ଓଡିଶା ବାସୀ ଖୁବ ଭଲ ଭାବରେ ଅବଗତ ।

  • @supriyadash2670
    @supriyadash2670 Před 21 dnem

    ବିରୋଧୀ ମାନଙ୍କ ଏହି ଭଳି ମୂଲ୍ୟହୀନ ତଥ୍ୟ ପାଇଁ ଓଡ଼ିଶା ବାସୀ ସେମାନଙ୍କୁ ପସନ୍ଦ କରୁନାହାନ୍ତି ।

  • @sanjayjena2305
    @sanjayjena2305 Před 21 dnem

    ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସମସ୍ତ ପ୍ରକାର ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି, କାହାକୁ କହିବାର ସୁଯୋଗ ଦେଇ ନାହାନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ସାହସ ନାହିଁ ତାଙ୍କୁ ପ୍ରଶ୍ନ ପଚାରିବା ପାଇଁ।

  • @RajeshKumarJani-er3eb
    @RajeshKumarJani-er3eb Před 21 dnem

    ଧର୍ମେନ୍ଦ୍ର ବାବୁ ନବୀନ ବାବୁଙ୍କ ଲୋକପ୍ରିୟତା କୁ ଦେଖି ଭୟ କରୁଛନ୍ତି ସେଥିପାଇଁ କିଛି ଉତ୍ତର ଦେଉନାହାନ୍ତି

  • @sanjayjena2305
    @sanjayjena2305 Před 21 dnem

    ନବୀନ ସରକାର ସ୍କୁଲ ଠାରୁ ଆରମ୍ଭ କରି ମନ୍ଦିର ସବୁ ଆଡେ ରୂପାନ୍ତରଣ କାର୍ଯ୍ୟ କରି ଛାତ୍ର ଛାତ୍ରୀ ମାନଙ୍କୁ ସହରାଞ୍ଚଳ ର ବଡ଼ ସ୍କୁଲ ଭଳି ସୁବିଧା ଦେବାରେ ଏବଂ ଭକ୍ତ ମାନଙ୍କୁ ସୁବିଧା ସନ୍ତୋଷ ଦେବାରେ ସକ୍ଷମ ହୋଇପାରିଛନ୍ତି।

  • @supriyadash2670
    @supriyadash2670 Před 21 dnem

    ଗତ ଦଶ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନାମିତ ହେବାର ଆକାଂକ୍ଷା ରଖିଛନ୍ତି, କିନ୍ତୁ ସେ ନିଜ ଦଳର ସଦସ୍ୟଙ୍କ ସମର୍ଥନ ତଥା ବିଶ୍ୱାସ ହାସଲ କରିବାରେ କ୍ରମାଗତ ବିଫଳ ହୋଇଛନ୍ତି। ତାଙ୍କର ନିରନ୍ତର ଉଦ୍ୟମ ସତ୍ତ୍ୱେ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ନେତୃତ୍ୱ ଓ ଦକ୍ଷତା ଉପରେ ଅବିଶ୍ୱାସୀ

  • @rinkimahapatra7144
    @rinkimahapatra7144 Před 21 dnem

    ଓଡିଶାର ଲୋକମାନେ ଜାଣନ୍ତି ଯେ କେବଳ ନବୀନ ବାବୁଙ୍କ କାରଣରୁ ଓଡିଶାରେ ଅଗ୍ରଗତି ସମ୍ଭବ।
    ତେଣୁ ଲୋକମାନେ କେବଳ ନବୀନ ବାବୁ ଚାହୁଁଛନ୍ତି |

  • @ritikkumarsahoo4510
    @ritikkumarsahoo4510 Před 21 dnem

    Regardless of the opposition's protests, the transformation of Odisha remains steadfast under the guidance of Biju Janata Dal's Naveen Babu and Secretary Pandian. Their unwavering support and understanding of the needs of the people have positioned them as stalwart pillars driving Odisha's development forward.

  • @SantoshDash-vn2xw
    @SantoshDash-vn2xw Před 21 dnem

    ଆମେ ସବୁବେଳେ ଦେଖିଛୁ ଧର୍ମେନ୍ଦ୍ରବାବୁ ସବୁବେଳେ ଭାଷଣବାଜିରେ ଏକ ନମ୍ବର ଆସନ ଲୋଭର ରାଜନୀତି ଛଡ଼ା ସେ ଆଉ କିଛି ଜାଣନ୍ତିନାହିଁ।

  • @KrishnaraniDas-rw6bj
    @KrishnaraniDas-rw6bj Před 21 dnem

    ନବୀନ ପଟ୍ଟନାୟକଙ୍କ ପାଇଁ ବଦଳୁଛି ଓଡିଶା ତେଣୁ ଏ ମାଟି ଏ ଜାତି ସେବାର ସାଧକଙ୍କ ପାଖରେ ଓଡିଶା ବାସୀ ସର୍ବଦା ଋଣୀ ।

  • @priyambadabehera3203
    @priyambadabehera3203 Před 21 dnem

    👌👌👌🙏

  • @manasranjanpattnaik6008
    @manasranjanpattnaik6008 Před 21 dnem +1

    Jay Jagannath 🙏 Jay BJD 🙏 Jay NABIN ji❤

  • @sanjayjena2305
    @sanjayjena2305 Před 21 dnem

    ଓଡ଼ିଶା ରେ ସମସ୍ତ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମାନ୍ୟବର ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ଏବଂ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।

  • @ritikkumarsahoo4510
    @ritikkumarsahoo4510 Před 21 dnem

    Each decision made by Chief Minister Naveen Patnaik has proven advantageous for the citizens of Odisha, earning widespread acceptance and approval from the general populace.

  • @lalitswain917
    @lalitswain917 Před 19 dny

    ନବୀନ ପଟ୍ଟନାୟକ ସାର୍ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସର୍ବଦା ନିଜ ଲୋକଙ୍କ ବିଷୟରେ ଭାବନ୍ତି

  • @rinkimahapatra7144
    @rinkimahapatra7144 Před 21 dnem

    ଆମ ପ୍ରିୟ ସରକାର ଓଡିଶାରେ ସବୁବେଳେ ସ୍ୱଚ୍ଛ ଶାସନ ଆଉ ମୁକ୍ତ ଶାସନ କରି ଲୋକଙ୍କୁ ନିଜ ଗୋଡ଼ରେ ଛିଡାକରି ସ୍ୱାଧୀନ ଭାବେ ବଞ୍ଚିବାର ଆଶା ଆଣିଦେଇ ଛନ୍ତି l

  • @supriyadash2670
    @supriyadash2670 Před 21 dnem

    ଆପଣ ମାନଙ୍କ ପାଇଁ ଆଜି ଓଡ଼ିଶା ର ବିକାଶ ହେଇ ଛି ଆଗାମୀ ଦିନ ରେ ମଧ୍ୟ ବୋବି ଭାଇ ସମ୍ବଲପୁର ର ଅହୁରି ବିକାଶ କରିବେ ଏହା ସମ୍ବଲପୁରବାସୀଙ୍କ ଆଶା। ତେଣୁ ପୁଣି ବବି ଭାଇ ସମ୍ବଲପୁର ୨୦୨୪ ରେ ଶଙ୍ଖ ମୟ ହେବ ଏହା ଥୟ ଲୋକେ ଉପଲବ୍ଧି କରି କହିଲେଣି

  • @sanjayjena2305
    @sanjayjena2305 Před 21 dnem

    ଏହା ଏକ ଲଜ୍ଜ୍ୟା ଜନକ ବିଷୟ କି ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ମଧ୍ୟ NH 55 ର କିଛି ଅଂଶ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ଯାହା ଅତି ଖରାପ ଅବସ୍ଥାରେ ଅଛି ।

  • @supriyadash2670
    @supriyadash2670 Před 21 dnem

    ଆମ ଦେଶରେ ପ୍ରତ୍ୟେକ ରାଜ୍ୟରେ କୃଷକମାନେ ହତାଦର ହେଉଛନ୍ତି, ଆତ୍ମହତ୍ୟା କରୁଛନ୍ତି ଅର୍ଥାତ୍ ଅଭାବ ରାଜ୍ୟ ସରକାରଙ୍କ ନୁହେଁ କେନ୍ଦ୍ର ସରକାରଙ୍କ ଆଡୁ ହିଁ ଆସୁଛି।

  • @supriyadash2670
    @supriyadash2670 Před 21 dnem

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ଆଦେଶ କ୍ରମେ ଓଡିଶା କୋଣ ଅନୁକୋଣ କୁ ବିକାଶ ଦିଗରେ ସାରଥୀ ସାଜି ଆଗେଇ ନେଉଛନ୍ତି 5t ଅଧ୍ୟକ୍ଷ ଭିକେ ପାଣ୍ଡିଆନ l

  • @supriyadash2670
    @supriyadash2670 Před 21 dnem

    5T ଅଧକ୍ଷ VK ପାଣ୍ଡିଆନ ଙ୍କ ସମୀକ୍ଷ ଫଳ ରେ ଓଡ଼ିଶାର ବିକାଶ ଆଗେଇଚାଲିଛି । ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଦେଶ ରେ ଓଡିଶାବାସୀଙ୍କରସବୁ ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି VK ପାଣ୍ଡିଆନ ।

  • @SantoshDash-vn2xw
    @SantoshDash-vn2xw Před 21 dnem

    ଧର୍ମେନ୍ଦ୍ର ବାବୁ ଆପଣ ସବୁବେଳେ ନିଜର ବିଫଳତା କୁ ଅଣଦେଖା କରି ସବୁବେଳେ ରାଜ୍ୟ ସରକାରଙ୍କୁ କୂଟନୀତି କରି ଦୋଷାରୋପ କରିଆସୁଛନ୍ତି ।

  • @sanjayjena2305
    @sanjayjena2305 Před 21 dnem

    ଓଡ଼ିଶା ପାଇଁ କିଛି କରି ନାହାନ୍ତି ତା ଠାରୁ ଦୁଃଖ ର ବିଷୟ ଜଣେ କେନ୍ଦ୍ର ମନ୍ତ୍ରୀ ଥାଇ ନିଜ ଅଞ୍ଚଳ ପାଇଁ ମଧ୍ୟ କିଛି କରି ପାରିନାହାନ୍ତି।

  • @rinkimahapatra7144
    @rinkimahapatra7144 Před 21 dnem

    ନବୀନ ବାବୁ ସର୍ବଦା ଓଡିଶା କୁ ସମ୍ଭାଳି ଆସିଛନ୍ତି ଆଗକୁ ବି କରିବେ।ଆଉ ଏବେ କେତେଟା ଠକ ଙ୍କ ହାତରେ କଣ ଆମେ ଓଡିଶା କୁ ଛାଡ଼ିଦେବୁ?

  • @lalitswain917
    @lalitswain917 Před 19 dny

    ଧର୍ମେନ୍ଦ୍ର ବାବୁ ମିଛ ପ୍ରସଙ୍ଗ ଆଣି ଲୋକଙ୍କୁ ଦ୍ବନ୍ଦ ରେ ପକାଉଛନ୍ତି କି ନବୀନ ସରକାର ଓଡିଶା ପାଇଁ କିଛି କରିନାହାନ୍ତି ବୋଲି ହେଲେ ଥରେ ଓଡିଶା ବାସୀଙ୍କୁ ପଚାରନ୍ତୁ ସେ କହିବେ ନବୀନ ବାବୁ ସବୁ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି ଆଉ କେହି ନୁହେଁ

  • @supriyadash2670
    @supriyadash2670 Před 21 dnem

    ଓଡ଼ିଶାରେ 25 ବର୍ଷ ଧରି ବିଜେଡି ରହିଛି ତା'ର କାରଣ କେବଳ ନବୀନ ବାବୁଙ୍କ ଜନ ସେବା ମନୋବୃତ୍ତି , ଓଡ଼ିଶା ବିଜେପି ଦଳ ଧମକ ଦେବା, ମିଛ କହିବା ବିରୋଧୀଙ୍କୁ ବଦନାମ କରିବା ଆଉ ବଡ ବଡ ଭାଷଣ ଦେବା ଛଡ଼ା କିଛି ଜାଣି ନାହାନ୍ତି।

  • @supriyadash2670
    @supriyadash2670 Před 21 dnem

    ଓଡ଼ିଶା ବର୍ତ୍ତମାନ ପ୍ରଗତି ପଥରେ ଆଗେଇ ଚାଲିଛି

  • @SantoshDash-vn2xw
    @SantoshDash-vn2xw Před 21 dnem

    ଭାରତୀୟ ଜନତା ପାଟିର ସସ୍ତା ରାଜନୀତି କରିବାରେ ଧର୍ମେନ୍ଦ୍ର ପ୍ରଧାନ ଏକ ନମ୍ବର ଓଡ଼ିଶାରେ ରେ ଅଶାନ୍ତି ସୃଷ୍ଟି କରି ଓଡ଼ିଶାର ଆଇନ ଶୃଙ୍ଖଳାରେ ହୀନ ରାଜନୀତି କରି ସରକାରଙ୍କଉପରେ ଦୋଷ ଲଦି ଦେଉଛନ୍ତି l

  • @rinkimahapatra7144
    @rinkimahapatra7144 Před 21 dnem

    ଧର୍ମେନ୍ଦ୍ର ବାବୁ କେନ୍ଦ୍ର ମନ୍ତ୍ରୀ ହୋଇ ଲୋକଙ୍କ ପାଖରେ କୌଣସି ଦିନ ଛିଡା ହୋଇ ନାହାନ୍ତି କେବଳ ପ୍ରଚାର କରନ୍ତି ନିଜର ସ୍ୱାର୍ଥ ପାଇଁ।
    ଧର୍ମେନ୍ଦ୍ର ବାବୁ ଯେତେ ଆହ୍ୱାନ କଲେବି ରାଜ୍ୟର ବିଜେପି ଦଳର ପରାଜୟ ସୁନିଶ୍ଚିତ l

  • @Bhuvan_sir
    @Bhuvan_sir Před 21 dnem +1

    Only vk pandian our cm

  • @rinkimahapatra7144
    @rinkimahapatra7144 Před 21 dnem

    ରାସ୍ତା ଭଲ ହେଲେ ଲୋକ ମାନଙ୍କ ଯିବା ଆସିବା ଭଲ ହେବ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେବଳ କ୍ଷମତା ଦରକାର ସିଏ କେମିତି ଲୋକଙ୍କ ଭଲ କଥା ଚିନ୍ତା କରିବେ ।

  • @rinkimahapatra7144
    @rinkimahapatra7144 Před 21 dnem

    ନବୀନ- ନିଆରା ତୁମ ବ୍ୟକ୍ତିତ୍ୱ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସ ଆଉ ଭରସା ତୁମେ । ଆମ ପରିବାର ମୁଖିଆ। ଏହା ଜଣେ ରାଜନେତା ଦ୍ୱାରା ସମ୍ଭବ ନୁହେଁ। ତୁମେ ନମ୍ର ଯୋଗୀ । ତୁମେ କାମ କରିବାରେ ବିଶ୍ୱାସ ରଖ, ତୁମେ କର୍ମ ଯୋଗୀ।

  • @rinkimahapatra7144
    @rinkimahapatra7144 Před 21 dnem

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @RajeshKumarJani-er3eb
    @RajeshKumarJani-er3eb Před 21 dnem

    ବିଜେପି ଦଳ ନେତା କେବଳ ବଡ ବଡ ସ୍ବପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ହେଲେ କେନ୍ଦ୍ରରେ ମନ୍ତ୍ରୀ ଥାଇ ମଧ୍ୟ ଓଡିଶା ର ଉର୍ନତି ପାଇଁ କିଛି କରିନାହାନ୍ତି

  • @RajeshKumarJani-er3eb
    @RajeshKumarJani-er3eb Před 21 dnem

    ନବୀନ ବାବୁ ଓଡିଶା କୁ ନିଜ ହାତରେ ତୋଳି ଗଢ଼ିଛନ୍ତି ସେ ଯାହାବି ପଦକ୍ଷପ ନିଅନ୍ତି ଓଡିଶା ବାସୀଙ୍କ ହିତ ପାଇଁ ନିଅନ୍ତି ତାଙ୍କ ସବୁ ଯୋଜନା ସ୍ୱାଗତ ଯୋଗ୍ୟ ପଦକ୍ଷପ

  • @rinkimahapatra7144
    @rinkimahapatra7144 Před 21 dnem

    ଲାଜ ଲାଗିବା କଥା ଜଣେ ଓଡ଼ିଆ ଭାବେ କେନ୍ଦ୍ର ମନ୍ତ୍ରୀ ହୋଇ ବି ଓଡ଼ିଶା ପାଇଁ ଆଜି ଯାହେଁ କିଛି କରି ପାରିଲେନି କିନ୍ତୁ ଓଡ଼ିଶାର ବିକାଶ ବିରୋଧରେ କହିବା ପାଇଁ ସର୍ବଦା ଆଗେଇ ଆସିଛନ୍ତି

  • @supriyadash2670
    @supriyadash2670 Před 21 dnem

    ଓଡିଶାବାସୀଙ୍କ ପାଇଁ ପାଣ୍ଡିଆନ ବାବୁ ଯେତିକି ବିକାଶ କରିଛନ୍ତି ତାହା ଏତେ ଶୀଘ୍ର କେହି ଦଳ ଏଭଳି ବିକାଶରକାଯ୍ୟ କରିପାରିବେନି l

  • @RajeshKumarJani-er3eb
    @RajeshKumarJani-er3eb Před 21 dnem

    ଧର୍ମେନ୍ଦ୍ର ବାବୁ କେନ୍ଦ୍ରରେ 10 ବର୍ଷ ମନ୍ତ୍ରୀ ଥାଇ ମଧ୍ୟ ଓଡିଶା ପାଇଁ କିଛି କରିପାରିଲେନି ହେଲେ ଏବେ ସମାଲୋଚନା କରୁଛନ୍ତି କାହିଁକି

  • @supriyadash2670
    @supriyadash2670 Před 21 dnem

    ନିର୍ବାଚନ ଆସିଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସିଏ ଲୋକ ମାନଙ୍କ କଥା ଟିକେ ମନେ ପକାନ୍ତି ।

  • @supriyadash2670
    @supriyadash2670 Před 21 dnem

    ବାରମ୍ବାର ହାରିବା ପରେ ବିଜେପି ପ୍ରତିଥର ପରି ଏଥର ଵି ନିଜର ରାଗ ବାହାର କରୁଛି ଭାବୁଛି ଏସଵୁ କରି ନିର୍ବାଚନ ଜିତିଯିଵ।

  • @RajeshKumarJani-er3eb
    @RajeshKumarJani-er3eb Před 21 dnem

    ଧର୍ମେନ୍ଦ୍ର ବାବୁ ନବୀନ ବାବୁଙ୍କ ଲୋକପ୍ରିୟତା କୁ ଦେଖି ଭୟ କଲେଣି ବୋଧେ ସେଥିପାଇଁ ଧର୍ମେନ୍ଦ୍ର ବାବୁ ନବୀନ ଙ୍କ ବିରୋଧରେ କିଛି କହୁନାହାନ୍ତି

  • @rinkimahapatra7144
    @rinkimahapatra7144 Před 21 dnem

    ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ବଡ଼ ବଡ଼ କାମରେ ଦେଖା ନାହିଁ ୟାଙ୍କୁ ବିଜେପି ଦଳ କେମିତି ମନ୍ତ୍ରୀ ପଦ ଦେଇଥିଲା ।

  • @rinkimahapatra7144
    @rinkimahapatra7144 Před 21 dnem

    ତାଙ୍କ ନାଁ ଯେମିତି, ତାଙ୍କ ନୀତି ଓ ନିଷ୍ପତ୍ତି ସେମିତି । ଜୀବନ ଯାହାଙ୍କ ଶୃଙ୍ଖଳିତ, ଶାସନ ବ୍ୟବସ୍ଥା ବି ପରିମାର୍ଜିତ । ସେଇଥିପାଇଁ ତ ‘ନବୀନ’ ଓଡିଶା ଆଜି ବିଶ୍ୱ ବିଦିତ ।

  • @philupradhan-jg3tn
    @philupradhan-jg3tn Před 21 dnem

    ଧର୍ମେନ୍ଦ୍ର ବାବୁ ଡ଼ରିକି ବିଜେଡି ଦଳର କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି କେବଳ କଥାକୁ ବୁଲାଉ ଛନ୍ତି ଯଦି ସାହସ ଅଛି ଉତ୍ତର ଦେଇକି ଦେଖନ୍ତୁ

  • @philupradhan-jg3tn
    @philupradhan-jg3tn Před 21 dnem

    ବିଜେପି ଦଳ ଏହିଭଳି ହୀନ ରାଜନୀତି କରୁଛନ୍ତି କି ଓଡିଶା ରେ ମହାବାତ୍ୟା ପରେ ଓଡିଶା ବାସୀଙ୍କୁ ପୁରୁଣା ଲୁଗା ରିଲିଫ ଦେଇଥିଲେ କେନ୍ଦ୍ର ସରକାର

  • @supriyadash2670
    @supriyadash2670 Před 21 dnem

    ବିଜେପି ପାଖରେ ଯଦି ସବୁ ଆସନ ପାଇଁ ପ୍ରାର୍ଥୀ ଅଛି ତେବେ ବିଜେଡି ରୁ ଯେତିକି ଅଳିଆ ସମସ୍ତ ଙ୍କୁ ଦଳ କୁ କଣ ପାଇଁ ନେଉଛନ୍ତି!

  • @supriyadash2670
    @supriyadash2670 Před 21 dnem

    ବିରୋଧୀ ଦଳ ଯେତେ ଜଳିଲେ କଣ ହବ ଓଡିଶା ର ରୂପାନ୍ତରଣରେ ବିଜୁ ଜନତା ଦଳ ର ନବୀନ ବାବୁ ଏବଂ ସଚିବ ପାଣ୍ଡିଆନ ଏକ ମାଇଲ ଖୁଣ୍ଟ ଭାବରେ ଠିଆ ହେଇ ସମସ୍ତ ଦୁଃଖିଙ୍କ କଥା ବୁଝୁବା ସହ ଓଡିଶା ର ବିକାଶ ରେ ଲାଗିପଡିଛନ୍ତି।

  • @philupradhan-jg3tn
    @philupradhan-jg3tn Před 21 dnem

    ନବୀନ ବାବୁ ଙ୍କୁ ନେଇ ଯେତେ ଜଳିବା କଥା ଜଳ କାହିଁକିନା ଓଡିଶା ବାସି କେବଳ ନବୀନ ବାବୁଙ୍କୁ ଭଲ ପାନ୍ତି

  • @ritikkumarsahoo4510
    @ritikkumarsahoo4510 Před 21 dnem

    Naveen Babu has consistently prioritized Odisha's welfare, a commitment that will endure into the future. Are we willing to entrust the state's future to a handful of deceivers?

  • @supriyadash2670
    @supriyadash2670 Před 21 dnem

    ଯେଉଁନେତାକୁ ବିଜେଡି ଟିକଟରୁ ବଞ୍ଚିତ କରିଛି ସେ ବିଜେପିକୁ ଯିବେ ବିଜେପିର ଗୁଣ ଗାନ କରିବେ ଏଥିରେ ଆଉ ନୂଆ କଥା କଣ ଅଛିଯେ l

  • @rinkimahapatra7144
    @rinkimahapatra7144 Před 21 dnem

    ବିଜେପି ମାନେ ବିନାଶ- ବିଜେଡି ମାନେ ବିକାଶ। ଫୁଲରେ ଦେଲେ ମଲ, ଶଙ୍ଖରେ ଦେବା ବରଂ ବହୁତ ଭଲ..

  • @rinkimahapatra7144
    @rinkimahapatra7144 Před 21 dnem

    Government schools have been transformed for the bright future of students. Smart classrooms, facilities like e-library are available. If there is no Naveen, there is no 5T school. Naveen government is there, means everything is okay. Vote twice on conch symbol.

  • @supriyadash2670
    @supriyadash2670 Před 21 dnem

    ରାଜ୍ୟରେ ଫେକ୍ ନିଉଜ ଦେବାରେ ବିରୋଧୀ ବିଜେପି ଦଳ ପୁରା ପୁରି ମହିର। ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଙ୍ଖ ଚିହ୍ନ ଆଙ୍କି ଦେଖାଇ ଦେଇଛନ୍ତି ଆଗାମୀ ନିର୍ବାଚନରେ ବିଜେଡି ଓଡ଼ିଶାରେ ଆସିବ।

  • @user-xw3tn7vs3x
    @user-xw3tn7vs3x Před 21 dnem

    Bahadursahajafaar sahasan jaauchhi

  • @KrishnaraniDas-rw6bj
    @KrishnaraniDas-rw6bj Před 22 dny

    ନବୀନ ବାବୁ ଅଛନ୍ତି ସାଥିରେ ଖୁସି ଖେଳୁଛି ପ୍ରତି ପରିବାରରେ

  • @ritikkumarsahoo4510
    @ritikkumarsahoo4510 Před 21 dnem

    The BJP's aspirations will stay confined to mere dreams. Once more, the conch will resonate in Odisha, heralding victory for the Biju Janata Dal.

  • @ritikkumarsahoo4510
    @ritikkumarsahoo4510 Před 21 dnem

    Under the guidance of esteemed Chief Minister Naveen Babu, President VK Pandian is spearheading development initiatives across every part of Odisha.