BJD Manifesto Puts Focus On All Sectors, Including Middle Class, Women, And Youths | Details

Sdílet
Vložit
  • čas přidán 8. 05. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

Komentáře • 726

  • @srikantarath3580
    @srikantarath3580 Před měsícem +51

    ଜର ବିକଳରେ ତାଟିଆ କାମୁଡ଼ୁ ଛି ବିଜେଡି। ମିଛ ରେ ଆଉ ମାଗଣା ଦବା ଛାଡ଼।20000ଶିଷକ posting ସରକାର ଭୁଲ ପାଇଁ ଅନ୍ଧକାର ରେ । ଚାକିରୀ କରି ୩୦ ବର୍ଷ ପେନସନ ନାହିଁ। ମିଶନ ଶକ୍ତି କୁ କିପରି ପେନସନ ଦେବ?

  • @digitaltuducreation3133
    @digitaltuducreation3133 Před měsícem +21

    ଗାଁ ଗାଁ ଯିବା ପାଇଁ ଭଲ ରାସ୍ତା ଟିଏ 25 ବର୍ଷ ରେ କରିପାରିଲେ ନାହିଁ । କି ମେଟ୍ର କଥା କହୁଛନ୍ତି

  • @sarbeswarpallai4051
    @sarbeswarpallai4051 Před měsícem +18

    ସବୁ ତ ଫ୍ରି ରେ ମିଳିବ ଏତେ ଟଙ୍କା ଆସିବ କୋଉଠୁ ଲୋକମାନେ ଟିକେ ଚିନ୍ତା କରନ୍ତୁ
    ସମସ୍ତେ ମାରିବା ଆମେ ଋଣ ଭାର ବଢିଯିବ

  • @kamalsaibhatra2699
    @kamalsaibhatra2699 Před měsícem +96

    ଯେତେ ଗେରେଣ୍ଟି ଦେଲେ ବି,ଏଥର ହାରିବା ନିଶ୍ଚିତ,ଗେଣ୍ଡା ଦଳ

    • @kishore6469
      @kishore6469 Před měsícem +1

      I don't think yar

    • @Infoprenueur-ug2wz
      @Infoprenueur-ug2wz Před měsícem +4

      ଆମ ନବୀନ ଯଦି ଚୋର ତାହାହେଲେ 27ବର୍ଷ ହେଲା ସାଧାରଣ ଧଳା ବସ୍ତ୍ର ପିନ୍ଦି ନଥାନ୍ତେ
      ମୋଦି ର ଭଳିଆ 20ଲକ୍ଷ ଡ୍ରେସ ପେଣ୍ଟ ପିନ୍ଧିଥାନ୍ତେ
      ମୋଦି ଯେମିତି ଦେଶ ର ପଇସା ଖାଇ ବିଦେଶ ବୁଲୁଚି ଆମ ନବୀନ ବାବୁ କେତେ ବିଦେଶ ବୁଲୁଛନ୍ତି

    • @Infoprenueur-ug2wz
      @Infoprenueur-ug2wz Před měsícem +2

      ମୋଦି ମାରିବା G.. central tax

    • @kamalakantasahoo828
      @kamalakantasahoo828 Před měsícem

      Naveen no doubt bhala hele chela chamunda mane chora, where ever you go for some work corruption.oficer mane lancha neiki mla ku Chanda deuchanti, not one big manufacturing industry established

    • @sradhamihir5552
      @sradhamihir5552 Před měsícem +3

      ​@@Infoprenueur-ug2wzryt🎉

  • @user-tw9le4mi8w
    @user-tw9le4mi8w Před měsícem +21

    ନିଜ ଉପରେ ତ ଆଉ ଗ୍ୟାରେଣ୍ଟି ନାହିଁ ବୋଲି ଜଣେ ତାମିଲ୍ ଭରଷାରେ ଦଳ ଇଏ କଣ ଓଡିଶା ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ଖାଲି ମିଛ କଥା

  • @Beautifulshort143
    @Beautifulshort143 Před měsícem +64

    ଚାଷୀ ମାନେ କଣ ଦାଦନ ଯିବେ ....

    • @kishore6469
      @kishore6469 Před měsícem

      Bjp is there we help bjp in center half of development done by bjp also

    • @Beautifulshort143
      @Beautifulshort143 Před měsícem

      @@kishore6469 right sir

  • @jayjagannath2883
    @jayjagannath2883 Před měsícem +62

    24 ବର୍ଷ ହେଲାଣି କିଏ ମନା କରିଥିଲା ନବିନୀ କୁ ଗ୍ୟାରେଣ୍ଟି ଦେବା ପାଇଁ ,,,,, ଓଡ଼ିଶା ବାସୀ ଆଉ ବୋକା ନାହାନ୍ତି

  • @alisha6290
    @alisha6290 Před měsícem +13

    Chasi mananka pain puni kichhi nahi

  • @Guguli1997
    @Guguli1997 Před měsícem +5

    ଆଜି ପର୍ଯ୍ୟନ୍ତ କୁଆଡେ ଯାଇ ଥିଲେ ଯାହା ୨୫ବର୍ଷରେ ଯାହା କରିପାରିଲେ ନାହିଁ ତାହା ୫ବର୍ଷଭିତରେ କରୀଦେବେ । ସରକାର ପରିବର୍ତ୍ତନ ହେଲେ ସବୁ ହେବ
    ମାନ୍ୟବର ମନ୍ତ୍ରୀ ୨୫ବର୍ଷ ଶାସନ କାଳରେ ଓଡ଼ିଆ ଶିଖିପାରିଲେ ନାହିଁ ଓଡ଼ିଆ ଭାଷାର ବିକାଶ ନାଁ ରେ ମିଛ ପ୍ରହସନ ଚାଲିଛି

  • @subhasishmallick6183
    @subhasishmallick6183 Před měsícem +27

    Chit fund ଟଙ୍କା ଦିଅ

  • @jayjagannath2883
    @jayjagannath2883 Před měsícem +147

    ଶଙ୍ଖ ରେ ଭୋଟ ଦେବାର ନାହିଁ ,,,,, ଗାଣ୍ଡିରେ କିଳା ନେବାର ନାହିଁ

  • @TiluartGallery
    @TiluartGallery Před měsícem +30

    ସବୁ କଲା ହେଲେ ଧାନ ର MSP କଣ ପାଇଁ ବଢ଼େଇଲ ନି ଏତ ସବୁ କଲା ହେଲେ କିଛି ଲାଭ ନାହିଁ😢

    • @kishore6469
      @kishore6469 Před měsícem +1

      Bjp will look after that we support bjp in center.

    • @ashokkumarpanigrahy8691
      @ashokkumarpanigrahy8691 Před měsícem +1

      For ur kind information the minimum support price (MSP) is central govt. Concern.... State govt. Can only add bonus money... Which is Odisha Govt. Give as Kalia Yojna...

    • @ashokkumarpanigrahy8691
      @ashokkumarpanigrahy8691 Před měsícem

      @@kishore6469 yeah I'm telling the same

    • @kishore6469
      @kishore6469 Před měsícem

      @@ashokkumarpanigrahy8691 yes bro that's right maybe I am not read it fully.

    • @bipinamallik2803
      @bipinamallik2803 Před měsícem +1

      Jaya Jagannatha Jaya Tuma BJP Modijinka Bahuta Paribapaniya Achi Hele Delhire Chasimane Kahinki Raja Rastare Anasana Karuchanti?

  • @tularampandey916
    @tularampandey916 Před měsícem +6

    କିଛି କାମ ନେ ଦିଏ
    ଚାଷୀ କେ ଖାଳି ଶୋଷଣ କରୁଛନ୍ତି BJD

  • @upendrahati3037
    @upendrahati3037 Před měsícem +6

    ବିଜୁ ପକା ଘର ଗଲା କୁଆଡେ
    ମୋ ଘର ଯୋଜନା
    ସବୁ fail 😄😄😄😄

    • @prabhatsinha9996
      @prabhatsinha9996 Před měsícem

      Jaga mission kaliya yojana biju bahini sabu fail sata kahibaku gale nabin sabuthire fail khali pandu pass srthipai tamilnadu re se dhanini list ta na achi

  • @panabediapila5586
    @panabediapila5586 Před měsícem +6

    ଚାଷୀ ଙ୍କ ପାଇ କିଛି ନାହିଁ। ଧାନ per quintal kete se garanty nahi

    • @Sangram_Sethy
      @Sangram_Sethy Před měsícem

      Seita central govt. Chora modi ku kuha

  • @jayjagannath2883
    @jayjagannath2883 Před měsícem +53

    ତାମିଲ୍ ହଟାଅ ଓଡ଼ିଶା ବଞ୍ଚାଅ

  • @user-dm8vd2fb5m
    @user-dm8vd2fb5m Před měsícem +8

    ଚାଷି ପାଇ ଏମ ଏସପି ନାହି ତ କିଛି ନାହି

    • @kishore6469
      @kishore6469 Před měsícem +1

      Bjp will look after we support bjp in center

  • @Mithi03278
    @Mithi03278 Před měsícem +5

    Odisha has been transformed greatly and doing well in every sector under the dynamic leadership of our dear cm Naveen Pattnaik sir❤.From world class companies like Deloitte, Pwc, EY, Accenture,IBM,Mindtree, infosys2, Wipro, Concentrics etc to in education IIT, IIM, AIIMS , health care, transportation, airports, tourism , Ecotourism,Agriculture ,promoting millets for healthy food habits under millet mission, then arranging Hockey world cups and having world’s biggest hockey stadium, From Birth to death there are schemes for village people, then famous Temples Transformation and betterment like Srimandir Parikrama prakalpa, Samlai temple etc, then blue flag golden flag beaches for tourism etc in almost every sector Odisha has beautifully transformed . Odishas model of disaster management got praise from United Nations.Even Cofounder of Microsoft, Mr Bill Gates has praised our CM and Odisha Millets Mission which was trending in social media.

  • @avimanyupatri4365
    @avimanyupatri4365 Před měsícem +13

    ଭଡୁଆ

  • @bulivlog
    @bulivlog Před měsícem +2

    ଦାଦନ ଶ୍ରମିକ ମାନଙ୍କ ପାଇଁ କଣ କରିବେ କହିଲେନି

  • @AjayPal-id6oe
    @AjayPal-id6oe Před měsícem +35

    No genda dala only bjp

  • @debashis5526
    @debashis5526 Před měsícem +3

    25 ବର୍ଷ ରେ କିଛି ହେଲାନୀ ଏବେ କଣ ହବ

  • @es4150
    @es4150 Před měsícem +9

    Mo ghara guarantee gala kuada

  • @alisha6290
    @alisha6290 Před měsícem +6

    MSP extend nakale vote milibani

  • @TitiRa15
    @TitiRa15 Před měsícem +26

    ଜିରୋ କାଜୁଆଲିଟିକୁ ମନ୍ତ୍ର କରି ବିପର୍ଯ୍ୟୟ ପରିଚାଳନାରେ ମହାରଥ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ

  • @sarbeswarpallai4051
    @sarbeswarpallai4051 Před měsícem +2

    ମିଶନ ଶକ୍ତି ମହିଲକୁ ପେନସନ ଦେଲେ ସେମାନେ ଆଉ ତାଙ୍କ ସ୍ଵାମୀ ଙ୍କୁ ଆଉ ମନିବେନି ସ୍ଵାମୀ ମନକୁ ଜବାବ ଦେବେ

  • @user-li8rb3zn4u
    @user-li8rb3zn4u Před měsícem +36

    ବିଜେପି ଆସିବ

  • @surseshnayak2310
    @surseshnayak2310 Před měsícem +5

    Chasi Pani kichhi nanhi

  • @devranjandang8021
    @devranjandang8021 Před měsícem +1

    Dhana 3100
    Subhradra yojona 50000
    Farm machinery re 80% subsidy

  • @chittaranjanmahanta4101
    @chittaranjanmahanta4101 Před měsícem +5

    Kalia Tanka Rs 10,000 Kuade Gola ? Chasi Mara ,Gandi Mara Sarakar .

  • @dnarayanmallick9042
    @dnarayanmallick9042 Před měsícem +1

    କେତେ ଗ୍ୟାରେଣ୍ଟି ହେଲା ସବୁ ଦେଖିଛୁ, ନ ହେଲେ ଦାଦନ ଜନ୍ମ ହୋଇ ନ ଥାନ୍ତେ,25 ବର୍ଷ ଭିତରେ

  • @bijayakumarsahoo4623
    @bijayakumarsahoo4623 Před měsícem +3

    ଓଡ଼ିଶାକୁ ବିକ୍ରି କରି ଦିଅ ଯୋଜନା କରି କରି।

  • @KanhuCharanmajhi-zg4lg
    @KanhuCharanmajhi-zg4lg Před měsícem +5

    Dhan rate kete heba

  • @Infoprenueur-ug2wz
    @Infoprenueur-ug2wz Před měsícem +1

    ଆମ ନବୀନ ଯଦି ଚୋର ତାହାହେଲେ 27ବର୍ଷ ହେଲା ସାଧାରଣ ଧଳା ବସ୍ତ୍ର ପିନ୍ଦି ନଥାନ୍ତେ
    ମୋଦି ର ଭଳିଆ 20ଲକ୍ଷ ଡ୍ରେସ ପେଣ୍ଟ ପିନ୍ଧିଥାନ୍ତେ
    ମୋଦି ଯେମିତି ଦେଶ ର ପଇସା ଖାଇ ବିଦେଶ ବୁଲୁଚି ଆମ ନବୀନ ବାବୁ କେତେ ବିଦେଶ ବୁଲୁଛନ୍ତି

  • @belalsensenapati1300
    @belalsensenapati1300 Před měsícem +1

    ନବୀନ 5 ବର୍ଷରେ ଓଡ଼ିଆ ଭାଷାରେ ସାକ୍ଷର ହୋଇ ପାରିବେ ବୋଲି ଇସ୍ତାହାରରେ ନାହିଁ। ଏଣୁ ତାଙ୍କ ଦ୍ୱାରା ଓଡ଼ିଆ ଭାଷାର ବିକାଶ କଥାକୁ ବିଶ୍ଵାସ ନାହିଁ।

  • @NaveenDas138
    @NaveenDas138 Před měsícem +2

    ଶ୍ରୀକ୍ଷେତ୍ର, ଏକାମ୍ରକ୍ଷେତ୍ର, ତାରାତାରିଣୀ ପୀଠ ଭଳି ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କରି ଐତିହ୍ୟ ସୁରକ୍ଷାର ବାର୍ତ୍ତାବହକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ

    • @debasritpanigrahi8190
      @debasritpanigrahi8190 Před měsícem

      ଆଉ ଶ୍ରୀ ଜଗନ୍ନାଥ ଙ୍କ ଜମି କୁ ବେଦାନ୍ତ କମ୍ପାନୀ କୁ ଟେକିଦେଇ ନବୀନ ବାବୁ ତାମିଲ ଲୁଙ୍ଗି ପିନ୍ଧି ବାହାରି ଛନ୍ତି ନମ୍ୱର୍ ୧ ମୁଖ୍ୟମନ୍ତ୍ରୀ

  • @user-jw3li7or9y
    @user-jw3li7or9y Před měsícem +2

    Kalahandi. Balangir sonpur karaaput nabrang pur malkangiri pain kichi nahi babaaaaaaaaa sarkar

  • @user-pq9uo8ig8b
    @user-pq9uo8ig8b Před měsícem +4

    What's about odisha industry?

  • @Ashokmartha239
    @Ashokmartha239 Před měsícem +26

    ଜନ୍ମରୁ ଜୁଇ, ସାଧାରଣ ଲୋକଙ୍କ ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଛନ୍ତି ଓଡ଼ିଶାବାସୀଙ୍କ ମନ

  • @KAJALSETHI-tl8ho
    @KAJALSETHI-tl8ho Před měsícem +25

    ନବୀନଙ୍କ ରାଜନୈତିକ ବିଚକ୍ଷଣତା ହିଁ ଜାତୀୟ ରାଜନୀତିରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି

    • @prakashtripathy2647
      @prakashtripathy2647 Před měsícem

      Tote gandi marichi nabina

    • @sambalpuriamaster
      @sambalpuriamaster Před měsícem +1

    • @truptipanigrahi4606
      @truptipanigrahi4606 Před měsícem +1

      ODIA LOKA BOKA

    • @belalsensenapati1300
      @belalsensenapati1300 Před měsícem

      ସେଇଥିପାଇଁ ଓଡ଼ିଆରେ କି ହିନ୍ଦୀରେ କହୁନାହାନ୍ତି କାଳେ ଓଡ଼ିଆ ନେତା କି ଜନତା କଥା ହେଇଯିବେ।

    • @belalsensenapati1300
      @belalsensenapati1300 Před měsícem

      କୌଣସି ଓଡ଼ିଆ ଲୋକଙ୍କୁ ଉତ୍ତରାଧିକାରୀ କରିବାର ଗ୍ୟାରେଣ୍ଟି ଦେଇପାରିବେ କି?

  • @Ashokmartha239
    @Ashokmartha239 Před měsícem +15

    ନବୀନ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଯାହାଙ୍କ ନୀତି ନିଷ୍ପତ୍ତିକୁ ନେଇ ଦେଶରେ ଚର୍ଚ୍ଚା ହୁଏ

    • @shruticreation5029
      @shruticreation5029 Před měsícem +1

      ମୋ ବାଣ୍ଡ ହୁଏ ମା ଗୀହା ବେଧ ଛୁଆ.....

  • @DipakSahoo99852
    @DipakSahoo99852 Před měsícem +15

    ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ସ୍ୱାବଲମ୍ବୀ କରି ଏବେ ଉଦ୍ୟୋଗପତି କରିବାର ପଣ କରିଛନ୍ତି ନବୀନ

  • @user-ql1le6gx4y
    @user-ql1le6gx4y Před měsícem +5

    Dhan ku 3100keba haba

  • @user-mq2ok3no3n
    @user-mq2ok3no3n Před měsícem

    ଜୟ ନବୀନ

  • @crlovesongs4194
    @crlovesongs4194 Před měsícem +1

    24 ବର୍ଷ ଧରି କୁଆଡେ ଶୋଇ ପଡିଥିଲା ସରକାର..?

  • @beautyofnaturebk2210
    @beautyofnaturebk2210 Před měsícem +5

    Se jete jaha hou se nabin haribata thua

  • @KedarJena-ki9el
    @KedarJena-ki9el Před měsícem +1

    24 ବର୍ଷ ପରେ ଆଜି ଯୁବକ ମାନଙ୍କ ପାଇଁ କାନ୍ଦୁଛି ବୁଡଲ

  • @sanjibbehera4242
    @sanjibbehera4242 Před měsícem +4

    Chasi pai kad achhi

  • @belalsensenapati1300
    @belalsensenapati1300 Před měsícem

    କେନ୍ଦ୍ରରେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ କିନ୍ତୁ ଓଡ଼ିଶାରେ ଅଣ ଓଡ଼ିଆଙ୍କ ରାଜୁତି-ଏହାକୁ ପ୍ରତ୍ୟାହାର କରିବା କଥା ଇସ୍ତାହାର ରେ ନାହିଁ ଯେ, ଲୋକେ ବିଶ୍ୱାସ କରିବେ କେମିତି?

  • @jayadevrout2960
    @jayadevrout2960 Před 3 dny

    Thanks🎉🎉🎉❤❤

  • @simanpradhan2330
    @simanpradhan2330 Před měsícem

    Primary teacher ଙ୍କୁ ତ regular କଲେ ନାଇଁ, କି posting ଦେଲେ ନାଇଁ ।ଏଇ ସବୁ ବେକାର କଥା ।

  • @prasantkudas3438
    @prasantkudas3438 Před měsícem

    ଦୁର୍ନୀତି ନବୀନା ହାରିବା ଦରକାର, ଓଡ଼ିଶା ପାଇଁ ମଙ୍ଗଳ ଦାୟକ ହେବ,ଜୟ ଜଗନ୍ନାଥ 🙏🙏🙏🙏

  • @sarbeswarpallai4051
    @sarbeswarpallai4051 Před měsícem +1

    ଯଦି ବିଜୁଳି ଫ୍ରି ରେ ଦେବେ ତାହାଲେ ଲୋକମାନେ ଆଉ କାମ କରିବେନି କାହିଁକି ନା ଚାଉଳ ତ ମାଗଣା ମିଳିଲା ପେନସନ ତ ମିଳିଲା ବିଜୁଳି ମିଳିଲା ଲୋକମାନେ କୁଢ଼ିଆ ହୋଇ ଯିବେ

  • @GadaBhuyan
    @GadaBhuyan Před měsícem

    Thank you Nabeen babu

  • @sanjayswain5824
    @sanjayswain5824 Před měsícem

    ଅତେ ଦିନ ଯାଏ କୋଉଠି ଥିଲା ଏବେ ଭୋଟ ଟାଇମ ଆସିଲା ବୋଲି ଅଟେ ସବୁ ସ୍କିମ୍ ଥାଉ ଦରକାର ନାହିଁ

  • @chittaranjanmahanta4101
    @chittaranjanmahanta4101 Před měsícem +2

    Kichi Hebani Guarantee 100% ?

  • @RajuDasraj631
    @RajuDasraj631 Před měsícem +1

    କରୋନା ସଙ୍କଟ ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଦେଇ ସୁରକ୍ଷାଦାତା ସାଜିଥିଲେ ନବୀନ

  • @DipakSahoo99852
    @DipakSahoo99852 Před měsícem +23

    ଏସଏଚଜି ଗ୍ରୁପକୁ ସଶକ୍ତ କରି ମହିଳା ସଶକ୍ତିକରଣର ମିଶାଲ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    • @GopinathSethy-oe6uh
      @GopinathSethy-oe6uh Před měsícem +2

      Bala naa

    • @belalsensenapati1300
      @belalsensenapati1300 Před měsícem +2

      ତାଙ୍କ ପୁଅ ସ୍ୱାମୀକୁ ମଦ ପିଆଇ ନହେଲେ ଦାଦନ ପଠେଇ ତାଙ୍କରି ସହାୟତାରେ ଶାସନ ଡୋରି ଧରି ତାମିଲନାଡୁରେ 7 ନଂ ଧନୀ ପାଣ୍ଡିଆନ। ଆଉ ଏଇଠି ଆଖିବୁଜି ତାର ପାଦ ଚାଟୁଥିବା ମୂର୍ଖମାନେ ଗୋଇଠା ଖାଇବା ଅପେକ୍ଷାରେ।

    • @studypoint7961
      @studypoint7961 Před měsícem

      Loan ne e suji napari gain chhadi palauchhanti

    • @studypoint7961
      @studypoint7961 Před měsícem

      Kalia paisa re loka mada piuchhanti

  • @chiku4140
    @chiku4140 Před měsícem +1

    ୧୦୦ unit ଶୀତ ଦିନେ ଉଠିବ ଅଲଗା ଦିନେ ୧୦୦ ରୁ ଅଧିକ ଉଠିବ କିଛି ଲାଭ ନାହିଁ ଏ ଯୋଜନା

  • @manojkumarmohapatra9992
    @manojkumarmohapatra9992 Před měsícem

    We r with u .go ahead

  • @alokkumarpradhan2975
    @alokkumarpradhan2975 Před měsícem

    Jay jagannath 🙏

  • @amarendraparida5599
    @amarendraparida5599 Před měsícem +1

    ସବୁ ଛୋଡ଼ି ପକେଇବ ନବୀନଆଗରୁ କୁଆଡେ ଯାଇଥିଲା mg

  • @ritanjalibiswalsarojbiswal5676

    ସେମିତି ଋଣ ନେଇ ନେଇ ଶେଷରେ ଯାହା ଜମିବାଡ଼ି ଅଛି ତାକୁ ବିକିବେ, ଆଜିଯାଏ ନିଜେ ଓଡ଼ିଆ କହିପାରିଲାନି ସେ ଓଡ଼ିଆ ଙ୍କ ଦୁଃଖ କଣ ବୁଝିବ, ଏମିତି ମେଣ୍ଢା ବୋଲି ଓଡିଶା ବାସୀଙ୍କୁ ଭାବୁଛି, ଆଉ ନୁହେଁ ଏଥର ଗେଣ୍ଡା ନୁହଁ ଏଥର ପରିବର୍ତନ ଚାହୁଁଛି ଓଡିଶା

  • @Buddhi118
    @Buddhi118 Před měsícem +14

    ଦେଶରେ ଶ୍ରେଷ୍ଠ, ଓଡ଼ିଶାରେ ଜନପ୍ରିୟ ନେତାର ପରିଚୟ ହାତେଇଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ

    • @donnineyen9481
      @donnineyen9481 Před měsícem

      ମେକୟ୍ ହେରା

    • @prabhatpodh3850
      @prabhatpodh3850 Před měsícem

      Muhata bada Gandi ta chota

    • @SureshChandraBag-et3jg
      @SureshChandraBag-et3jg Před měsícem

      Ate Barsha sasan kala bhitre tamar Navin gerebty nei dei parla Abe bhot achhe j gerenty dauche lokmane kana boka a

  • @sibarampanda5962
    @sibarampanda5962 Před měsícem +9

    Chith fund tanka kude gala

  • @kedarkumarrout1198
    @kedarkumarrout1198 Před měsícem

    ମୋ ମତରେ ବେକ୍ତିଗତ ବିକାଶ ଠାରୁ ସାମୁହିକ ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଦେବାର କଥା କାରଣ ବେକ୍ତିଗତ ବିକାଶ ରେ ଯେଉଁ ଟଙ୍କା ଖର୍ଚ୍ଚ କରାହେଉଛି ତାହା ଅସ୍ଥାୟୀ ଗୋଟେ ବ୍ଲକ ରେ କାଳିଆ ଯୋଜନା ରେ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେତିକି ରେ ବ୍ଲକ ରେ ଗୋଟେ ଦୁଇଟା ଶୀତଳ ଭଣ୍ଡାର ଆରାମ ରେ ହୋଇପାରିବ
    ତାସହିତ ପ୍ରତି ଜିଲ୍ଲାରେ ଖୁଦ୍ର ଶିଳ୍ପର ଦ୍ରବ୍ୟ କିଣିବାପାଇଁ କିଛି ବଜାର ର ଵେବସ୍ତା ରହିବାର କଥା

  • @shibakumarsahu2400
    @shibakumarsahu2400 Před měsícem +2

    Kichhi labha hebanahi 25 years re jaha helanahi 5year re kemiti heba

  • @jayadevrout2960
    @jayadevrout2960 Před 3 dny +1

    ❤❤❤❤

  • @buddhadevnanda7482
    @buddhadevnanda7482 Před měsícem +1

    ସମସ୍ତଙ୍କୁ ଅନୁରୋଧ ସରକାର ପରିବର୍ତ୍ତନ କରିବା ଜୟ ମା ସମଲେଶ୍ଵରୀ ଜୟ ଶ୍ରୀ ରାମ ଜୟ ଜୟ ଜଗନ୍ନାଥ

  • @ritanjalibiswalsarojbiswal5676

    ସ୍କୁଲ ରେ ମାଷ୍ଟର ପାଠ ପଢ଼ାଉନାହାନ୍ତି, ମାଇପେ ଭ୍ୟାନିଟ ପକେଇ ଘରେ ରହୁନାହାନ୍ତି ବାହାରେ ବୁଲୁଛନ୍ତି ମଦ ପିଉଛନ୍ତି, ଧନ୍ୟ ରେ ନବୀନ ଧନ୍ୟ ତୋର ମହିଳା ସଶକ୍ତିକରଣ,

  • @Jhunu_creation
    @Jhunu_creation Před měsícem +1

    Vote haba agaru a sabu jojana ku kajyakari kara vote pare Kehi Kahaku chinhibeni

  • @bdlarun
    @bdlarun Před měsícem

    24 ବର୍ଷ ରେ ସେ ଗୋଟେ ବହୁତ ବଡ କାମ କରିଛନ୍ତି , ସେ ଟା ହେଲା ଆମ ଗାଁ ସ୍କୁଲ ଟି ବନ୍ଦ କରିଦେଇ ଛନ୍ତି, ଛି ଛି ବେଲଜ୍ୟ ସରକାର, ଏଥର କେବଳ bjp sarkar

  • @bipinamallik2803
    @bipinamallik2803 Před měsícem

    Jaya Jagannatha Jaya Sasakta Odisha Nabeen Odisha Odishara Urnati Pragatipai Nabeen Patnayak Odshapai Sotantra Upahara Veti Deithibaru Asesh Asesh Dhanyabad

  • @manoranjanvlogstrick
    @manoranjanvlogstrick Před měsícem

    ହଜାର ହଜାର ଠିକା ସଂସ୍ଥା ଦ୍ୱାରା ଚାକିରି ଚାଲିଛି ସେସବୁ କୁ ତ ଆଗ ଠିକ୍ କରୁ ନବୀନ ପଟ୍ଟନାୟକ, outsourcing ରୋଖିଚି ଯୁବ ବର୍ଗ ଆଜି ଟର୍ଚ୍ଚରେ ମାରୁଛନ୍ତି ଇଏ ସବୁ ଠିକ୍ କରୁ ଆଗ।। ତାପରେ ନୂଆ ଚାକିରି ଆଉ ଯୁବ ବର୍ଗ ପାଇଁ କାମ କରିବା ସବୁ ଫାଲତୁ କଥା ଜିତିଲା ପରେ ସବୁ ଲୁଚି ଯିବ।।

  • @kedarkumarrout1198
    @kedarkumarrout1198 Před měsícem

    ମେଟ୍ରୋ ପ୍ରକଳ୍ପ ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ 👌ସେହିପରି ଅନ୍ୟ କେତୋଟି ବେକ୍ତିଗତ ଯୋଜନାକୁ ବନ୍ଦ କରି ସେହି ଟଙ୍କାକୁ ବଡ଼ବଡ଼ ପ୍ରକଳ୍ପ ରେ ପରିଣତ କଲେ ବେଶ ସୁବିଧା ହୁଅନ୍ତା 10 / ବର୍ଷ ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଶିଳ୍ପ ରାଜ୍ୟ ସରକାର ଙ୍କ ଟଙ୍କାରୁ ହୋଇପାରନ୍ତା make in India make in odisha କରିବାକୁ ପଡ଼ନ୍ତାନି 🙏🙏

  • @gkmasteruday
    @gkmasteruday Před měsícem

    ଖାଲି ଇଲେକ୍ସନ ସରିଯାଉ,, ଦେଖିବା କଣ ଛୋଡୁଛି ବିଜେଡି

  • @KAJALSETHI-tl8ho
    @KAJALSETHI-tl8ho Před měsícem +7

    ଲଗାତାର ୫ଥର ଓ ଦୀର୍ଘ 25 ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିବା ଦର୍ଶାଉଛି ଯେ, ଓଡ଼ିଶାବାସୀଙ୍କ ମଧ୍ୟରେ କେତେ ଲୋକପ୍ରିୟ ନବୀନ ପଟ୍ଟନାୟକ

  • @user-bx6jv1ft4n
    @user-bx6jv1ft4n Před měsícem

    Jay Jagannath...... Jay Maa Mangala

  • @user-pg5ej2fp8y
    @user-pg5ej2fp8y Před měsícem

    ବର୍ଷ କୁ 2 lakh ନିଯୁକ୍ତି ଗଲା କୁଆଡେ଼ ନା ତାମିଲ ଦାଦନ ଯୋଜନା କେବେ ହେବ

  • @PradeepPradhan-yp3bh
    @PradeepPradhan-yp3bh Před 23 dny

    Same to ❤you No more Hof

  • @arakshitnandi3697
    @arakshitnandi3697 Před měsícem

    ଆଗରୁ କଣ ସୋଇ ଥିଲ .....ନିଦ ଭାଙ୍ଗିଲା ଏବେ.
    ଆଉ ଥରେ ସୋଇ ପଡ଼

  • @TINKUSTAR-nl3pg
    @TINKUSTAR-nl3pg Před měsícem

    କାଳିଆ ପ୍ରଥମ ରେ ୫୦୦୦ ଦେଲା ନବୀନ,ପଛରେ ୨୦୦୦ ହେଲା କାହିଁକି, ଏମିତି ଲୁଭାଇବେ ପରେ ଗାନଡି ମାରିବେ ।

  • @JogindraSahoo-iz3yw
    @JogindraSahoo-iz3yw Před měsícem

    ଚାଷୀଙ୍କ ପାଇଁ କଣ କରିଛନ୍ତି ? ଦାଦନ ପାଇଁ କଣ ପଦକ୍ଷେପ ନେଇଛନ୍ତି ।

  • @TitiRa15
    @TitiRa15 Před měsícem +4

    ଦୁର୍ନୀତିକୁ ମୂଳପୋଛ କରିବାକୁ ନବୀନ ଛାଡିଛନ୍ତି ୫-ଟି ଅସ୍ତ୍ର

  • @rameshkalar2367
    @rameshkalar2367 Před měsícem

    ୨୫ ବର୍ଷର ଶାସନ କାଳରେ ନବରଙ୍ଗପୁର ଜିଲ୍ଲାରେ ଗଟିହେ ବି ମେଡିକାଲ କଲେଜ୍ କରିପାରିଲେନି କି ଗଟିହେ ବି ବିଇଡି କଲେଜ କରିପାରିଲେନି ଆଉ ରେଳ ଗାଡ଼ି ତ ସପନ ହେହିକି ରହିଯାଇଛି କେବେ ହେବେ ଭଗବାନ କୁ ଆକା ଜଣା.
    ଏଥର ଓଡ଼ିଶା ରେ ପରିବର୍ତନ ଦରକାର ଗୋଟିଏ ଦଳ ବହୁତ୍ ବର୍ଷ ଶାସନରେ ରହିଲେ କାମ ଠିକ୍ ଭାବରେ ହେବନାହିଁ ।

  • @beautyofnaturebk2210
    @beautyofnaturebk2210 Před měsícem +3

    E Khali vote pain

    • @dipanjalibiswal7037
      @dipanjalibiswal7037 Před měsícem +1

      Thick kahile khali vote saru kehi disibeni khali ebe chatipiti

  • @belalsensenapati1300
    @belalsensenapati1300 Před měsícem

    ଓଡ଼ିଆ ଅଫିସରଙ୍କୁ ଶାସନରେ ସର୍ବୋଚ୍ଚ ମାନ୍ୟତା ଦେବାର ଗ୍ୟାରେଣ୍ଟି ଦରକାର ବିଜେଡ଼ି ସରକାର ଦେଇପାରିବେ କି?

  • @rajkumarpanda9118
    @rajkumarpanda9118 Před měsícem

    ଧାନ rate kana hela Jen ଚାଷୀ ଭୋଟ ଦେବ ଆର୍ ଉନ୍ନତି ନି କର

  • @Skmddl345
    @Skmddl345 Před měsícem

    ହଇରେ ମାଗ୍ୟା.... ଏଇଠି ଓଡିଶା ର ଉନ୍ନତି ପାଇଁ କଉଟା କାମ କରିବା. ଆମେ govt ର କାମ ଟଙ୍କା 6000 ରେ କାମ କରୁଛି ଯେ 5 ବର୍ଷ ହେଲାଣି department କିଛି କରିବାକୁ ନାହିଁ...... ମାଗ୍ୟା ଶଳେ ଏଇଠି ଗୋଟେ ପ୍ରହସନ ଚଳେଇଛ... ସମାନ କାମ ପାଇଁ ସମାନ ମଜୁରୀ କେବେ ଦବ ବେ ଭାକୁଡା ଶଳେ.... ଚାକିରୀ ଦେବ ଟଙ୍କା ନେଇ.....

  • @krutibashmohanta968
    @krutibashmohanta968 Před 28 dny

    ନବୀନ ଗରେଣ୍ଟି ପାଣିରେ ଗାର ସବୁ ମିଛ ପ୍ରତିଶୃତି 25ବର୍ଷ ଦେଖିଆସିଲୁ ଆଉ ନୁହଁ

  • @crlovesongs4194
    @crlovesongs4194 Před měsícem

    24 ବର୍ଷ ହେଲା ଯାହା କରିଛନ୍ତି ସରକାର ଆମେ ଓଡିଶା ବାସୀ ବହୁତ କିଛି ଦେଖି ସାରିଲୁଣି...
    ଆଉ କିଛି ଦେଖାଇବାର ନାହିଁ....
    ଆପଣ ମାନେ ଯଦି ସହ ମତ Like କରନ୍ତୁ

  • @nikunjabihariparida1038
    @nikunjabihariparida1038 Před měsícem

    ଜୟ ନବୀନ ବାବୁ 🙏💐🙏ଜୟ ବିଜେଡି

  • @mrsanjib8269
    @mrsanjib8269 Před měsícem

    ୨୫ ବର୍ଷ ଶାସନ କାଳରେ ଭିତରେ କରି ବାରେ କୋଉଠି ବାଧା ଥିଲା ଆଉ ଏବେ ଫେର ଜନତା ଆଉ ୨୫ ବର୍ଷ ଦେବେ

  • @kuanrtudu9960
    @kuanrtudu9960 Před měsícem

    ଓଡ଼ିଶା ର ୭୦ ଭାଗ ଭୋଟର ଚାଷୀ ପରିବାର ର ତାଙ୍କ ପାଇଁ କଣ କରିଛନ୍ତି ୨୫ ବର୍ଷରେ । ଚାଷୀ ପରିବାର ଏଥର ଜବାବ ଦବ ନବୀନ ପଟ୍ଟନାୟକ ଙ୍କୁ। BJD ହାରିବା ଥୟ ।

  • @santoshighosh6962
    @santoshighosh6962 Před měsícem

    Nabin Garentee:- hospital karibi doctor rahibeni, school kholibi teacher rahibeni, coold store karibini, plant, industry karibini dadana patheibi youth mananku. Shg re tanka debi vote pai,...... Kete lekhibi saribani thau 🎉🎉🎉🎉. Best wishes

  • @chandrakantadalai6329
    @chandrakantadalai6329 Před měsícem

    ଚିଟଫଣ୍ଡ ଟଙ୍କା କେବେ ମିଳିବ । ନା ଗଲା ଇଲେକ୍ସନରେ ଯେପରି କହିଥିଲେ ୩ ବର୍ଷ ରେ ପୁଣି ?

  • @user-ou7bd8ku1p
    @user-ou7bd8ku1p Před měsícem

    Good

  • @dhanirambishi8209
    @dhanirambishi8209 Před měsícem

    କେତେ ଠକିଛି ନବୀନ ପଟନାୟକ s. H.G.ମାଆମାନେ କେ

  • @belalsensenapati1300
    @belalsensenapati1300 Před měsícem

    ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିନା ପଣ୍ଡିଆନରେ କୌଣସି ନେତା କି ଅଫିସର ଯଦି ଭେଟି ପାରୁନାହାନ୍ତି ତାହେଲେ ଯେତେ ଯେତେ ପ୍ରତିଶ୍ରୁତି ଦେଲେ ବି ବିଜେଡ଼ିକୁ ବିଶ୍ୱାସକୁ ନେବାର ପ୍ରଶ୍ନ ଉଠୁନି।

  • @Buddhi118
    @Buddhi118 Před měsícem +6

    ଓଡିଶା ନିର୍ମାଣର ସ୍ୱପ୍ନ ତାଙ୍କୁ ଶୁଆଇ ଦିଏନି । ରାଜ୍ୟରେ ବିକାଶ ଓ ଉନ୍ନତି ପାଇଁ ଦୀର୍ଘ ୨୨ ବର୍ଷ ହେବ ଆପ୍ରାଣ ଉଦ୍ୟମ କରିଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।