ଧର୍ମେନ୍ଦ୍ର, ଢେଙ୍କାନାଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମୁଁ ତାଙ୍କୁ ସଲ୍ୟୁଟ୍ କରିଥାନ୍ତି : କାର୍ତ୍ତିକ ପାଣ୍ଡିଆନ

Sdílet
Vložit
  • čas přidán 6. 05. 2024
  • #NandighoshaTV #kartikpandian #DharmendraPradhan #preesmeet
    ଯଦି ଧର୍ମେନ୍ଦ୍ର ବାବୁଙ୍କର ମାଟି ପ୍ରତି ସତରେ ଭଲ ପାଇବା ଥାଆନ୍ତ ତେବେ ସିଏ ସମ୍ବଲପୁର ବଦଳରେ ଢେଙ୍କାନାଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ : କାର୍ତ୍ତିକ ପାଣ୍ଡିଆନ ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 192

  • @bramhanand_biswal
    @bramhanand_biswal Před 22 dny +25

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @Sonuuu-panda
    @Sonuuu-panda Před 22 dny +11

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @sweety-mohanty
    @sweety-mohanty Před 22 dny +14

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

  • @Pratyasha-
    @Pratyasha- Před 22 dny +10

    ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।

  • @Pujarani_khuntia
    @Pujarani_khuntia Před 22 dny +9

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @Pratibhajena-
    @Pratibhajena- Před 22 dny +11

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @gudu_bjd
    @gudu_bjd Před 22 dny +8

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @MaheshPanda-
    @MaheshPanda- Před 22 dny +5

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @Monalishadas-
    @Monalishadas- Před 22 dny +4

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @Ranjan_mishrabjd
    @Ranjan_mishrabjd Před 22 dny +4

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

  • @LipsaRout-
    @LipsaRout- Před 22 dny +4

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Nandinisahu-
    @Nandinisahu- Před 22 dny +2

    ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖି ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '

  • @BikashPatra-rm6po
    @BikashPatra-rm6po Před 20 dny

    ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଉ କ୍ରୀଡା ଉପରେ ଗୁରୁତ୍ବ ଦେଇ ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @BikashPatra-rm6po
    @BikashPatra-rm6po Před 20 dny

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ବାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @Utkalika_
    @Utkalika_ Před 21 dnem

    From food security to women empowerment. Epidemic control since the Great Depression. From improving health to transforming education...Odisha is a leader in all of these, and today it is admired all over the world

  • @KajolPadhy-td5oz
    @KajolPadhy-td5oz Před 21 dnem

    His vision for a prosperous Odisha has led to numerous initiatives benefiting the state's citizens

  • @KajolPadhy-td5oz
    @KajolPadhy-td5oz Před 21 dnem

    He consistently works towards empowering women and marginalized communities, ensuring equal opportunities for all

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen patnaik's administration has made significant strides in improving healthcare, education, and infrastructure in the state.

  • @InnocentBlockGame-lw8jg
    @InnocentBlockGame-lw8jg Před 21 dnem

    Perfect katha kahidela bhai

  • @tulika_tavlina
    @tulika_tavlina Před 21 dnem

    Naveen Babu is always working hard day and night for the happiness of the people of Odisha and how to build Odisha as the number one state of the country

  • @BikashPatra-rm6po
    @BikashPatra-rm6po Před 20 dny

    ସେ କ୍ରମାଗତ ଭାବରେ ମହିଳା ଏବଂ ବର୍ଗର ସମ୍ପ୍ରଦାୟର ସଶକ୍ତିକରଣ ଦିଗରେ କାର୍ଯ୍ୟ କରନ୍ତି, ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରନ୍ତି |

  • @deeptimohanty9392
    @deeptimohanty9392 Před 21 dnem

    ଯେତେ ବି ବିକାଶ ଆଜି ପର୍ଯ୍ୟନ୍ତ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ଏବଂ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ର ହି ପାଇଁ ହୋଇପାରିଛି ...

  • @Utkalika_
    @Utkalika_ Před 21 dnem

    ରାଜ୍ୟ ସରକାର ଆଉ ତାଙ୍କ ଅଧକ୍ଷଙ୍କ ସଚୋଟ ପଣ ପାଇଁ ଆଜି ଓଡିଶା ନୂଆ ଏକ ରାଜ୍ୟଭାବେ ପରିଚିତ ହୋଇପାରିଛି ।

  • @chintupradhan9529
    @chintupradhan9529 Před 20 dny

    ଆଜି ମୁଖ୍ୟମନ୍ତ୍ରୀ ଙ୍କ ଚେଷ୍ଟା ପାଇଁ ଛୋଟ ବଡ ସମସ୍ୟା ଦୂର ହୋଇଛି। ସମସ୍ତ ଙ୍କ ସୁଖ ଦୁଃଖ ରେ ସାଥୀ ହୋଇ ସେମାନଙ୍କ ସାଥି ରେ ରହିଛନ୍ତି।

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାବାସୀଙ୍କ ସୁରକ୍ଷା ତଥା ସୁସ୍ଥତାକୁ ସୁନିଶ୍ଚିତ କରି ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରୟାସ ପ୍ରଶଂସନୀୟ।

  • @tulika_tavlina
    @tulika_tavlina Před 21 dnem

    He has solved every problem of the people and provided opportunities state Govt

  • @deeptimohanty9392
    @deeptimohanty9392 Před 21 dnem

    Manayabar nabin babu satre odisha....bht chinta karichnti jae...odisha r pride heuchnti ama chief minister 🙏

  • @Utkalika_
    @Utkalika_ Před 21 dnem

    ଲକ୍ଷ୍ମୀ ଯୋଜନା ଏକ ଏମିତି ଯୋଜନା ଯାହାଦ୍ବାରା ତୃଣମୂଳ ଭାବେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଲୋକେ ବ୍ଲକ କୁ ଆସିପାରିବେ,ବ୍ଲକରୁ ଜିଲ୍ଲାକୁ ଓ ଜିଲ୍ଲା ରୁ ରାଜଧାନୀରେ ପହଞ୍ଚିପାରିବେ

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's dedication to Odisha goes beyond politics . He genuinely prioritizes the welfare of the people

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Naveen Patnaik sir Unhone Odisha ke liye bahut saare initiatives aur welfare schemes launch kiye hain. Unki leadership aur dedication bahut prashansa ke layak hai! 😊🎉

  • @BikashPatra-rm6po
    @BikashPatra-rm6po Před 20 dny

    ଆଜି ପର୍ଯ୍ୟନ୍ତ ଓଡ଼ିଶାର ଲୋକେ ବିଜେଡି କୁ ବାଛିଛନ୍ତି ଆଉ ଆଗକୁ ବାଛୁଥିବେ କାରଣ ସମସ୍ତେ ଜାଣିଛନ୍ତି କି ବିଜେଡି ଓଡ଼ିଶାରେ କିଭଳି ବିକାଶ ସବୁ କରିଛି।

  • @chintupradhan9529
    @chintupradhan9529 Před 20 dny

    ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟର ଉନ୍ନତି ନିମନ୍ତେ ସର୍ବଦା ଚେଷ୍ଟିତ ଅଛନ୍ତି ଆମ ପ୍ରିୟ ନବୀନ ସରକାର ।

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ତାଙ୍କର ଧ୍ୟାନ ହେଉଛି ନୀତି ଏବଂ ପଦକ୍ଷେପଗୁଡିକ କାର୍ଯ୍ୟକାରୀ କରିବା ଯାହା ସିଧାସଳଖ ଓଡିଶାର ନାଗରିକମାନଙ୍କୁ ଲାଭ ଦିଏ |

  • @KajolPadhy-td5oz
    @KajolPadhy-td5oz Před 21 dnem

    His focus is on implementing policies and initiatives that directly benefit the citizens of odisha

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ନବୀନ ପଟ୍ଟନାୟକ ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ ଜଡିତ, ସେମାନଙ୍କର ଚିନ୍ତାଧାରା ଶୁଣିବା ଏବଂ ସେମାନଙ୍କର ଆବଶ୍ୟକତାକୁ ସମାଧାନ କରିବା

  • @tulika_tavlina
    @tulika_tavlina Před 21 dnem

    Naveen Babu is always working for the people for the safety of the people of the state

  • @KajolPadhy-td5oz
    @KajolPadhy-td5oz Před 21 dnem

    He encourages transparency and accountability in governance, fostering a sense of trust and inclusivity among the people

  • @BikashPatra-rm6po
    @BikashPatra-rm6po Před 20 dny

    ସେ ସ୍ୱାସ୍ଥ୍ୟ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ନିର୍ମାୟ ଯୋଜନା ଭଳି କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି

  • @himeshpatraentertainment

    Naveen Patnaik Sir And VK Pandian Sir Is A Good Person

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    5T initiative dwara, administration re transparency, accountability, ra efficiency ku madad karuchi. VK Pandian Odisha ra vikasare bahut mahatwa rakhe. Tanka karya ku bahu mananku bhala lage.

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓଡିଶାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି

  • @BikashPatra-rm6po
    @BikashPatra-rm6po Před 20 dny

    ଆଜି ମୁଖ୍ୟମନ୍ତ୍ରୀ ଙ୍କ ଚେଷ୍ଟା ପାଇଁ ଛୋଟ ବଡ ସମସ୍ୟା ଦୂର ହୋଇଛି। ଆଗକୁ ଆହୁରି ଅନେକ ବିକାଶ ହେବ ...

  • @RashmitaNayak-zt3id
    @RashmitaNayak-zt3id Před 18 dny

    Jay maa Sambalpur samalswsri

  • @biswojitpradhan9381
    @biswojitpradhan9381 Před 21 dnem +1

    ନନ୍ଦିଘୋଷ news ଛାଡି argus ରେ ପାଣ୍ଡିଆନ ବାବୁ bite ଦିଅନ୍ତୁ

  • @BikashKumar-ww7em
    @BikashKumar-ww7em Před 21 dnem

    Exactly

  • @KajolPadhy-td5oz
    @KajolPadhy-td5oz Před 21 dnem

    He has implemented numerous social welfare programs that hv positively impacted the lives of many in Odisha

  • @Utkalika_
    @Utkalika_ Před 21 dnem

    ମିଶନ ଶକ୍ତି ଯୋଜନା ଦ୍ବାରା ଚାଷୀ ମାନଙ୍କୁ ଫସଲ ପାଇଁ ବିନା ସୁଧରେ ଏକ ଲକ୍ଷ୍ୟ ଟଙ୍କା ସମବାୟ ବ୍ୟାଙ୍କ୍ ଓ ସମିତି ରୁ ମିଳିପାରୁଛି। ଏହା କେବଳ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି।

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ରାଜ୍ୟ ପ୍ରତି ତାଙ୍କର ଏପରି ସଂଗ୍ରାମ ହେତୁ ତାଙ୍କୁ ସମସ୍ତେ ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's disaster management efforts have been commendable, ensuring the safety and well-being of Odisha's residents during natural calamities

  • @BikashPatra-rm6po
    @BikashPatra-rm6po Před 20 dny

    ସେ ଶାସନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଉତ୍ସାହିତ କରନ୍ତି, ଲୋକଙ୍କ ମଧ୍ୟରେ ବିଶ୍ୱାସ ଏବଂ ଅନ୍ତର୍ଭୂକ୍ତିର ଭାବନା ବଢାନ୍ତୁ

  • @BikashPatra-rm6po
    @BikashPatra-rm6po Před 20 dny

    ସେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି ଯାହାକି ଓଡିଶାରେ ଅନେକଙ୍କ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିଛି |

  • @BikashPatra-rm6po
    @BikashPatra-rm6po Před 20 dny

    ଓଡିଶା ପାଇଁ ନବୀନ ପଟ୍ଟନାୟକଙ୍କ ଉତ୍ସର୍ଗ ରାଜନୀତି ବାହାରେ। ସେ ପ୍ରକୃତରେ ଲୋକଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦିଅନ୍ତି |

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's dedication to odisha's development is unwavering, he truly works for the people

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's leadership has transformed odisha's infrastructure, healthcare, and education sectors

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Biju Janata Dal bahut acchi party hai! Odisha mein bahut popular hai aur unki policies aur kaam bahut appreciate kiye jaate hain. Odisha ke development ke liye bhi unka bahut bada yogdaan hai. 😊👍

  • @tulika_tavlina
    @tulika_tavlina Před 21 dnem

    Naveen Pattnaik's commitment to sustainable development has led to the growth of industries and employment opportunities in Odisha

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen pattnaik has worked tirelessly to promote Odisha's culture, arts , and heritage, preserving its rich history

  • @Utkalika_
    @Utkalika_ Před 21 dnem

    Healthy, Educated and Prosperous... Naveen Govt Formula for Good Governance Hon'ble Chief Minister believes in public service not politics. Free treatment, rice to stomach Life is safe for the new government. Honorable Chief Minister Naveen Patnaik considers entire Odisha as his family.

  • @KajolPadhy-td5oz
    @KajolPadhy-td5oz Před 21 dnem

    He has taken steps to improve healthcare facilities, introducing programs like the Nirmaya scheme for the welfare of people

  • @Utkalika_
    @Utkalika_ Před 21 dnem

    ଲୋକଙ୍କର ଥ‌ିବା ପ୍ରତିଟି ଅସୁବିଧା କ୍ଷେତ୍ରରେ ସମାଧାନ କରି ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ଓଡିଶାଙ୍କ ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ଉତ୍ସର୍ଗୀକୃତ, ସେ ପ୍ରକୃତରେ ଲୋକଙ୍କ ପାଇଁ କାମ କରନ୍ତି |

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Naveen Patnaik ji Odisha ke vikas mein unka mahatvapurn yogdaan. Unhone education, healthcare, infrastructure aur employment ke liye bahut saare schemes aur projects shuru kiye hain. Unki disaster management skills bhi bahut prasiddh hai. Aur unki leadership se Odisha ko ek prosperous state banaya gaya hai. jay bjd 💚

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen pattnaik has shown commitment to education, introducing programs like the Sikshya scheme, benefiting students

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଛି, ଚାକିରିର ସୁଯୋଗ ସୃଷ୍ଟି କରିଛି ଏବଂ ଓଡିଶାଙ୍କ ଅର୍ଥନୀତିକୁ ବୃଦ୍ଧି କରିଛି |

  • @BikashPatra-rm6po
    @BikashPatra-rm6po Před 20 dny

    ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ନବୀନ ବାବୁ ସବୁବେଳେ ତତ୍ପରତା ଭାବେ ରହି ଲୋକଙ୍କ ପାଇଁ କାର୍ଯ୍ୟ କରୁଥାନ୍ତି

  • @sorajbehera4206
    @sorajbehera4206 Před 21 dnem

    Ok sir

  • @Utkalika_
    @Utkalika_ Před 21 dnem

    ନିର୍ବାଚନ ପାଖେଇ ଆସିଲାରୁ ରାଜ୍ୟର ବିଜେପି ଦଳ ଏହିଭଳି ହୀନ ରାଜନୀତି କରିବାରେ ଅଭ୍ୟସ୍ତ ହୋଇଯାଇଛି

  • @chintupradhan9529
    @chintupradhan9529 Před 20 dny

    ନବୀନ ବାବୁ ସବୁବେଳେ ଓଡ଼ିଶା ବାସୀଙ୍କର ସୁଖ ତଥା ଓଡ଼ିଶାକୁ କିପରି ଦେଶର ଏକ ନମ୍ବର ରାଜ୍ୟ ହିସାବରେ ଗଢି ତୋଳିବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି ।

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's leadership has attracted investments , creating job opportunities and boosting odisha's economy

  • @chintupradhan9529
    @chintupradhan9529 Před 20 dny

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଅପ୍ରତିଦ୍ବନ୍ଦି ନେତା ଯାହାଙ୍କ ପାଇଁ ଆଜି ଓଡିଶା ସାରା ବିଶ୍ୱ ରେ ନିଜର ପରିଚୟ ସୃଷ୍ଟି କରି ପାରିଛି l

  • @tulika_tavlina
    @tulika_tavlina Před 21 dnem

    Our dear Naveen government is always trying to improve the health of the people of the state.

  • @PritishSahoo-xy5ky
    @PritishSahoo-xy5ky Před 21 dnem

    Nabin babu fosters peace and harmony among communities.

  • @chintupradhan9529
    @chintupradhan9529 Před 20 dny

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ପାଇଁ ଅଛନ୍ତି ଏବଂ ଲୋକଙ୍କ ହିତ ପାଇଁ କାମ କରନ୍ତି ଆମ ଓଡିଶା ନୂତନ ଓଡିଶା ରେ ରୂପାନ୍ତର ହେଇପାରିଛି କେବଳ ଆମ ପ୍ରିୟ ନବୀନ ପଟ୍ଟନାୟକ l

  • @tulika_tavlina
    @tulika_tavlina Před 21 dnem

    Ama cm nka pramukh uddesya heichi garibanka hita ra samriddhi. Tanka policies ra schemes dwara, garibanka upare dhire dhire vikasare madad karuchi.

  • @tulika_tavlina
    @tulika_tavlina Před 21 dnem

    Biju Janata Dal bahut acchi party hai! Odisha mein bahut popular hai aur unki policies aur kaam bahut appreciate kiye jaate hain. Odisha ke development ke liye bhi unka bahut bada yogdaan hai

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik's has prioritized odisha's development, investing in infrastructure, healthcare, and education

  • @RashmitaNayak-zt3id
    @RashmitaNayak-zt3id Před 18 dny

    🙏💓❤️💖

  • @KajolPadhy-td5oz
    @KajolPadhy-td5oz Před 21 dnem

    Naveen Pattnaik actively engages with the community, listening to their concerns and addressing their needs

  • @tulika_tavlina
    @tulika_tavlina Před 21 dnem

    Today, small and big problems have been solved thanks to the efforts of the Chief Minister. More developments to come...

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    ଧର୍ମ ର ଯୁଧ ରେ ଜିତିବୁ ଆମେ
    ଜୟ 🚩BJD

  • @chintupradhan9529
    @chintupradhan9529 Před 20 dny

    ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଥମ ସ୍ଥାନ ହାସଲ କରିଛନ୍ତି l

  • @tulika_tavlina
    @tulika_tavlina Před 21 dnem

    Naveen Babu is not a leader, he is a public hero of Odisha. All his performances for the people are welcome

  • @BikashPatra-rm6po
    @BikashPatra-rm6po Před 20 dny

    ଓଡିଶାବାସୀଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ଯେଉଁସବୁ ନିଷ୍ପତ୍ତି ନିଅନ୍ତି ତାହା ଲୋକଙ୍କ ପାଇଁ ଚୂଡାନ୍ତ ନିଷ୍ପତ୍ତି l

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Naveen babu nka focus heichi education, healthcare, employment, ra poverty alleviation re. BJD karuchanti karibara samarthana karuchi, garibanka jibana ku sudhariba pain. 😊🙏

  • @Skgbul470
    @Skgbul470 Před 21 dnem

    ଧର୍ମେନ୍ଦ୍ର ବାବୁ ନିଜ ସମ୍ମାନ କୁ ବଞ୍ଚାଇ ପଣ୍ଡିଆନ ବାବୁ ଙ୍କ ପ୍ରଶ୍ନ ଯେ ଢେଙ୍କାନାଳ ରୁ କାହିଁକି ଉଠିଲେ ନାହିଁ ଉତ୍ତର ରକିବେ,

  • @KajolPadhy-td5oz
    @KajolPadhy-td5oz Před 21 dnem

    Above all, Naveen Pattnaik's unwavering dedication to the people of Odisha sets him apart as a leader who genuinely cares and works for their betterment

  • @ReenaraniRana-hu3nt
    @ReenaraniRana-hu3nt Před 21 dnem

    ନବୀନ ପଟ୍ଟନାୟକ ସାର୍ ଶୀଘ୍ର ସ୍ଥିତିରେ ଓଡିଶାକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି

  • @tulika_tavlina
    @tulika_tavlina Před 21 dnem

    Haa, VK Pandian 5T abhibhabaka ra madhyamare Odisha re vikasare madad karuchanti. Tanka dedication, leadership, ra karuchanti sabu bhala laguchi.

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    I'm glad to hear that Biju Janata Dal is good for you! It's important to support a political party that aligns with your values and goals. If you have any specific reasons why you think BJD is good for you, I'd love to hear them! 😊👍

  • @PritishSahoo-xy5ky
    @PritishSahoo-xy5ky Před 21 dnem

    Nabin babu prioritizes welfare programs and social initiatives.

  • @JyotiranjanPadhy
    @JyotiranjanPadhy Před 21 dnem

    Naveen babu aji jayein jaha b nispati neichnti Odisha prati sbuthire safhala heichnti sthipai Loko mane prasansa karuchnti

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Jay ẞjd 💚

  • @chintupradhan9529
    @chintupradhan9529 Před 20 dny

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ

  • @HabibKhan-he2ts
    @HabibKhan-he2ts Před 18 dny

    Bhai harijaithante. Karana 55 no highway tankh haraibaku jathesta thila.

  • @prafullachandrasahoo9688

    ଉଜାଲା ଦିଦି ମାନଙ୍କ ଉପରେ ସ୍ପଷ୍ଟୀକରଣ ଦେବେକି. କିଭଳି ଭଡାଟିଆ ଦିଦି ମାନେ ଉଜ୍ବଲା ଉପରେ କହିବା.

  • @chintupradhan9529
    @chintupradhan9529 Před 20 dny

    ଆମ BJD ସରକାର ଓଡ଼ିଶା ବାସୀ ଙ୍କ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରୁଛନ୍ତି ଆମ ୫ଟି

  • @KajolPadhy-td5oz
    @KajolPadhy-td5oz Před 21 dnem

    His government has launched initiaves like the KALIA scheme , supporting farmers and agriculture growth

  • @alokmohanty-pk5kj
    @alokmohanty-pk5kj Před 21 dnem

    akalana anusrae pandian ku jail au naben ferar hebar sambhabana adhika

  • @meenapal1164
    @meenapal1164 Před 21 dnem

    Best' sir moj kotha kohile jahabi heu

  • @DillipKumarSahoo-rf2ze
    @DillipKumarSahoo-rf2ze Před 21 dnem

    Sankha 🐚 odia bhasare "shankha" kahile. Eka sundara ra purna alankara.