ହୁ ହୁ ହୋଇ ବଢି ଚାଲିଛି ଦରଦାମ, ବର୍ଦ୍ଧିତ ଦରଦଙ୍କୁ ନେଇ ବିଧାୟକ ସୁର ରାଉତଙ୍କ ପ୍ରତିକ୍ରିୟା

Sdílet
Vložit
  • čas přidán 19. 05. 2022
  • ହୁ ହୁ ହୋଇ ବଢି ଚାଲିଛି ଦରଦାମ, ବର୍ଦ୍ଧିତ ଦରଦଙ୍କୁ ନେଇ ବିଧାୟକ ସୁର ରାଉତଙ୍କ ପ୍ରତିକ୍ରିୟା
    #SuraRoutray #Pricehike #Sunstartv
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/odia/
    ➠CZcams: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

Komentáře • 423

  • @satyaa07
    @satyaa07 Před 2 lety +69

    ମେଡ଼ିଆ ଭାଇ ମାନେ ଆଉ ଏ ବର ଗଛ ଛାଡି ଯାଉନାହାନ୍ତି କେତେ ବେଳେ ସୁର ବାବୁ ଆସିବେ...... 😃

  • @sudamjena894
    @sudamjena894 Před 2 lety +45

    ଶୁର ବାବୁ ଜାହା କହୁଛନ୍ତି ଠିକ୍ କହୁଛନ୍ତି 💯💯

  • @BilashDas-hb7uc
    @BilashDas-hb7uc Před dnem +2

    Great sura bhai❤❤❤❤❤

  • @brahmaachary3955
    @brahmaachary3955 Před 9 dny

    ସାହାରା ଇଣ୍ଡିଆ ଘୋଟାଲା ରେ ମୋଦି, ଅମିତ୍ ଶାହା, ରାହୁଲ ଗାନ୍ଧୀ ଜିନ୍ଦାବାଦ,

  • @chandanpall3168
    @chandanpall3168 Před 2 lety +8

    ବିଶ୍ଵ ଅର୍ଥନୀତି ର ମାନ୍ଦାବସ୍ଥା

  • @gobindachandra4315
    @gobindachandra4315 Před 2 lety +29

    You are right sir

  • @jituraut3869
    @jituraut3869 Před 2 lety +3

    ରାଜତନ୍ତ୍ରର ବାଳକୁ ସରିନୁଁହ ଲୋକତନ୍ତ୍ର । ଜୟ ଶ୍ରୀ ରଘୁପତି ରାଘବ ରାଜା ରାମଚନ୍ଦ୍ର କି - ଜୟ ।

  • @statussender8047
    @statussender8047 Před 2 lety +22

    Sura bhai congres thila bele India bodhe 1no thila ki?

  • @BabuRao-mz4hu
    @BabuRao-mz4hu Před 2 lety +9

    congress desaku kholo karidela

  • @sureshsuna8808
    @sureshsuna8808 Před 2 lety +14

    Right katha sir

  • @Piku_1947
    @Piku_1947 Před 2 lety +41

    Fabulous man ... ମୁଁହ ରେ ହସ ଫୁଟେଇ ଦିଅନ୍ତି 🌼🌼 ଆପଣ ସବୁ ବେଳେ ଏମିତି charming ରୁହନ୍ତୁ !!

  • @kalia4402
    @kalia4402 Před 2 lety +2

    ଆମ ନବୀନ ବାବୁଙ୍କ କୀର୍ତି ଟିକେ କୁହ. ଖାଲି ମୋଦି ନୁହେଁ.

  • @drbnswain
    @drbnswain Před rokem +2

    କୋଡିଏ ବର୍ଷ ପୂର୍ବରୁ ମ. ଲ. ଏ. ଙ୍କ ଦରମା କେତେ ଥିଲା, ଏବେ!

  • @prasantapattanaik862

    ମୋଦୀ ଅର୍ଥନୀତି କଣ ଜାଣନ୍ତି ନାହିଁ। ଲୋକଙ୍କୁ କଣ କଲେ ଗରିବ ଓ ମଧ୍ୟବିତ୍ତ ମାନଂକ ଆର୍ଥିକ ବିକାଶ ହେବ ,ସେ କଥା ଜାଣନ୍ତି ନାହିଁ। ନିର୍ମଳା ସୀତା ହରଣ ବି ନିଷ୍ଠୁର ଅର୍ଥମନ୍ତ୍ରୀ। ଏମାନେ ବ୍ୟବସାୟୀ। ବ୍ୟବସାୟୀ ଲୋକଂକ ଠୁଁ ଲୁଟେ।ଖରାପ୍ ଜିନିଷ ବିକ୍ରି କରି ଧୂମ୍ ଲାଭ କରେ। ଲୋକଂକ ଟଂକା ଉପରେ ହିଁ ତାର ଆଖି।ଚିତା ତିଳକ ମାରି,ଦାଢ଼ି ରଖି, ଦିନସାରା ଧୂପଦୀପ ଦେଇ ଡୁପ୍ଲିକେଟ୍ ଜିନିଷ ଦେଇ ଅରିଜିନାଲ୍ ଦା ମ୍ ନିଏ। ଅପାଠୁଆ ମାନଂକୁ ଏକ୍ସପେଆରୀ ମାଲ୍ ବିକି ଚଳେଇ ଦିଏ।ସେ କାହିଁକି ତମ କଥା ଭାବିବ? ଭିକାରୀ କୁ ଟଂକା ଟିଏ (ଯାହା ଦେଲେ କିଛି ମିଳିବନି) ଦାନ ଦେଇ ଭାବେ ତା ବଦଳରେ ଭଗବାନ ତାକୁ ଏକ ଲକ୍ଷ ଟଂକା ଦିଅନ୍ତେ କି? ତେଣୁ ଇଷ୍ଟ ଇଣ୍ଡିଆ କମ୍ପାନୀ ପରି ବ୍ୟବସାୟୀ ରାଜନେତାଙ୍କୁ ସାବଧାନ, ନହେଲେ ମରିବା।

  • @ipsitchhatoi2831
    @ipsitchhatoi2831 Před 2 lety +1

    ୨୦୦ ପ୍ରତିଶତ ସତ୍..... ପ୍ରଧାମନ୍ତ୍ରୀ ହେବା ପାଇଁ କେରିୱାଲ ଦରକାର , ମୋଦି ର କଥା ବଡ ବଡ କିନ୍ତୁ କାମ ଦୁର୍ବଳ।

    • @daku7689
      @daku7689 Před 2 lety

      Auu kn Tu hei jaunu Kain Ba Desa Ku Teki Pakeibu 🤣🤣🤣

  • @paramsingrana9513
    @paramsingrana9513 Před 2 lety +5

    Sura bhai great

  • @SusilpadhanSusilpadhan-rd4mk

    ଦଦା ତୁ ମରିବୁ ,,,,ଋଷ, ୟୁକ୍ରେନ ଯୁଦ୍ଧ,,ରେ ସାରା ବିଶ୍ବ ଅର୍ଥନୀତି ରେ ଚାପ ତୁ ଏ ବେ ଭାଗବତ ଗୀତା ପାଠ କରୁଛୁ,, ଯୁଦ୍ଧ ନ ହେଉ ବିଶ୍ବ ଶାନ୍ତି, ପାଇଁ ତାଙ୍କୁ,, ଜାଣିଛୁ ଯଦି କିଛିକୁହ,,,,, ତୁ ଥରେ ପ୍ରଧାନମନ୍ତ୍ରୀ ହୁଅ କିଏ ମନାକଲା ,, ଦଦା,,

  • @sachikantarout28
    @sachikantarout28 Před 2 lety +21

    3rd Class Media ତୁମକୁ ଆଉ କିଛି ମିଳୁନାହିଁ

  • @sarojkumarnayak5429
    @sarojkumarnayak5429 Před 2 lety +2

    ଶୁର ସାରେ ବହୁତ ଭଲ

  • @odiadesisinger5032
    @odiadesisinger5032 Před rokem +2

    ସୁରବାବୁ ତମ କଥା ଆଉ ଭଲ ଲାଗୁନି କି ତମ ପାଟିବି ଭଲ ଲାଗୁନି ଆମେ ଜାଣିଚୁ କିଏ ଭଲ

  • @janhabipradhan427
    @janhabipradhan427 Před 2 lety +6

    Right..

  • @sudiptacharles5174
    @sudiptacharles5174 Před rokem +2

    You are right sir 🙏🙏🇮🇳💙🇮🇳🙏❤️💙🇮🇳🙏❤️

  • @hemantakumartiria7350
    @hemantakumartiria7350 Před 24 dny

    ମାଡ଼ି ଚାଲ 😊😊😊😊😊

  • @saumyaacharya138
    @saumyaacharya138 Před 2 lety +5

    Right 👌

  • @AbhimanyuPradhan-uv2pj

    ସୁରାବୁଢା ଗୋଟାଏ ପାଗଳ ତାସହିତ ମିଡ଼ିଆ ଵାଲା ମଧ୍ୟ ଗୋଟାଏ ଗୋଟାଏ ପାଗଳ

  • @stgh123
    @stgh123 Před 2 lety +12

    ମାଡ଼ି ଚାଲ 😀😀😀😀😀

  • @gajendramuduli.3295
    @gajendramuduli.3295 Před 11 měsíci

    ତୁମେ ଗୋଟେ କାମ କର , ବିଜେଡି ରେ ମିଶିଯାଅ 👍

  • @prasantapattanaik862
    @prasantapattanaik862 Před 2 lety +32

    ମୋଦୀ ସାଧୁ ବେଶରେ ହିମାଳୟ ଯିବା କଥା ପ୍ରଧାନ ମନ୍ତ୍ରୀ କଣ ସାଧାରଣ କର୍ମିତେ ହେବାକୁ ଯୋଗ୍ୟ ନୁହେଁ ଜନସାଧାରଣଙ୍କୁ ପ୍ରତାରଣା କରି ଦେଶକୁ ଠକିଛନ୍ତି ସୁର Sir right ଶ ବିଜେପି ବାଲା ୟାର ଜବାବ ଦିଅ ବେ

    • @THE-ql7go
      @THE-ql7go Před 2 lety

      TU marija sala

    • @Comedyvidio-j7z
      @Comedyvidio-j7z Před 2 lety

      Tu au ta bopa maa jau tika coruna tika neicha kete tanka kharcha karichu

    • @mn6036
      @mn6036 Před 2 lety

      R u converted

  • @mn6036
    @mn6036 Před 2 lety +8

    Best comedian of the year but state level

  • @buguruprasad5762
    @buguruprasad5762 Před 2 lety +14

    Salute to sura rauto sir for said the religion points

  • @aarveepowerservice2190
    @aarveepowerservice2190 Před 2 lety +36

    ଆଠବର୍ଷ ପୂର୍ବେ ଦେଶ ଅର୍ଥ ନୀତିରେ ପୁରା ବିଶ୍ୱରେ ek ନମ୍ବର ଥିଲା l ଏ ମୋଦୀ 23 କୁ ଖସେଇଦେଲେ

    • @kingoftuna78
      @kingoftuna78 Před 2 lety +1

      na bhai Desh kete grouth heichhi Arms pawer rê

    • @ranjan098
      @ranjan098 Před 2 lety

      @@kingoftuna78 arms nathile , di adu peli debe china and pakistan

    • @satyaa07
      @satyaa07 Před 2 lety

      ମୋଦି ନଥିଲେ digital ହେଇପାରିନଥାନ୍ତା

  • @harekrushnamishra6949
    @harekrushnamishra6949 Před 14 dny

    ସୁର ରାଉତରାୟ ,ତୁମକୁ ଟିକେ ଲାଜ ସରମ ନାହିଁ।

  • @nabaghananaik7953
    @nabaghananaik7953 Před 2 lety +4

    Right 👍

  • @satrughangouda3723
    @satrughangouda3723 Před 2 lety +2

    Nice sura Bhai 👍👍👍👍👍

  • @SudhansuSwain-cm4gi
    @SudhansuSwain-cm4gi Před 15 dny

    ମୋଦି ର କୋଉ ବାଳ କୁ ତୁ ଶଳା ସରି କହନି, ତୋତେଗାଣ୍ଡି ମାରୁଥିବ ନାଁ ମୋଦି, ଶଳା ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଅପମାନ କରୁନୁ ମାଗିହା ସାରା ଦେଶର ଲୋକ ଙ୍କ ଅପମାନିତ କରୁଛୁ, ବିରୋଧ କରିବା ତରିକା ଯଦି ଜାଣିନୁ ଶଳା ମୋ ପାଖକୁ ଆ,,,ଶିଖେଇ ଦେବି ଶଳା,

  • @kalicharanmahapatra885

    ଏ ମାଆ ଗିଆ ପାଗଳ କୁ କାହିଁକି ପଚାରୁଛ

  • @munsarkhan9381
    @munsarkhan9381 Před 2 lety +5

    Yes sir 🙏👍 sir MLA 🙏👍 sir 🙏👍

  • @manashranjanswain9884
    @manashranjanswain9884 Před 2 lety +30

    Delhi ଯାଇଥିଲେ ବାବୁ।।।ରାହୁଲ ଗାନ୍ଧୀ ଶିଖେଇ କି ଛାଡିଲେ।

  • @stvodia073
    @stvodia073 Před 2 lety +21

    ଆରେ ତମେ ନବୀନ ପଟ୍ଟନାୟକ କୁ କୁହ ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହିଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ଜଣା ପଡ଼ିବ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି ଜଣା ପଡ଼ିବ

    • @SMASHBEAST1
      @SMASHBEAST1 Před 6 měsíci +1

      Kanhi naveen ku kahunu tama gharaku asi rosei karidaba😂😂😂

  • @bijayjena1345
    @bijayjena1345 Před 8 měsíci +1

    🎉🎉🎉🎉😂❤❤❤❤🎉🎉🎉har har Mahadev 🎉🎉🎉🎉🎉

  • @pandasrimanta662
    @pandasrimanta662 Před 2 lety +6

    Empty vessel makes more noise, Sura Bhai time seia.

  • @samarendrarout4341
    @samarendrarout4341 Před 2 lety +5

    Modi Ji ❤️...Sura bhai 😂😂

  • @krushnasahoo7401
    @krushnasahoo7401 Před 2 lety +6

    Many many thank Sura bhai.
    U are great.

  • @nirmalsahoo630
    @nirmalsahoo630 Před 5 měsíci

    ଅଜା ସବୁବଳେ ତମ କମେଡି ଭଲ ଲାଗେ ତମେ ତମ ଅମଳ କଥା କହୁଚ

  • @gourishankarmishra929
    @gourishankarmishra929 Před 2 lety +2

    Surababu kana bhanga saha desi maal tike adhika hoigalaa ki ?

  • @user-ne1od4lj9k
    @user-ne1od4lj9k Před 11 měsíci

    Sura vhai jindabad jindabad jay hind ❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂

  • @rihanuddinkhan7765
    @rihanuddinkhan7765 Před 2 lety +5

    U are right sir 🙏🙏🙏

  • @timothybag2933
    @timothybag2933 Před 2 lety +1

    Modiku mara sura sir dhanyabad Congress jindabad

  • @sacidapadhan9391
    @sacidapadhan9391 Před 2 lety +1

    You are right Sura sir rate kamiba ta samaste banchibe nahele samaste maribe ate rate kana khaiparibe modi Sarkar sabu rate badheichanti gold rate khaiba jinisa sabu rate a modi sarkar ku bahar kara

  • @praksh9681
    @praksh9681 Před 2 lety +1

    Right

  • @silpibrajendrarout5921

    ଖାଁଗ୍ରେସ ସବୁ ହାରାମୀ

  • @gktoday296
    @gktoday296 Před 2 lety +1

    Sura Sir you are absolutely right

  • @RakeshDas-ql7ii
    @RakeshDas-ql7ii Před 2 lety +1

    Great comedian

  • @trilochan7107
    @trilochan7107 Před 2 lety +4

    Galua, petrol @ Diesel ku GST involved kar Jani.... Gas (State govt tax neochha) 250/- petrol @Diesel ru 33/- State govt

  • @rashmiranjansamantray2636

    ପ୍ରଣାମ, ଦରଦାମ ନିୟନ୍ତ୍ରଣ କରିବାପାଇଁ idea ଅଛି ଦରକାର ପଡିଲେ ସମ୍ପର୍କ କରିପାରନ୍ତି, ଶିବାୟ।

  • @pkhota
    @pkhota Před 2 lety +6

    Right SuraBhai

  • @prakashdalai4401
    @prakashdalai4401 Před 2 lety +2

    Sura sir country ku bancha . india ku
    Pura biki deba narendra modi

  • @RahulAllodisha
    @RahulAllodisha Před 2 lety

    କଂଗ୍ରେସ ସମୟ ରେ କେତେ ନମ୍ବର ରେ ଥଲା

  • @MrBipinkumarguru
    @MrBipinkumarguru Před 2 lety +1

    ପାଗଳ

  • @bollywoodhungama4016
    @bollywoodhungama4016 Před 5 měsíci +1

    Energetic voice.

  • @mymemories2203
    @mymemories2203 Před 2 lety +5

    👍👍👍👏👏👏👏Right Sir , salute you

  • @phagutudu9108
    @phagutudu9108 Před 2 lety +8

    Very good sura sir.

  • @bollywoodhungama4016
    @bollywoodhungama4016 Před 5 měsíci

    Sura babu nku sabubele jitauntu

  • @suphalkumarbehera4231
    @suphalkumarbehera4231 Před 12 dny

    ମାଗଣା ଖାଇବା ଛାଡ ସବୁ ଠିକହେବ

  • @smrutiranjanlenka2357
    @smrutiranjanlenka2357 Před 2 lety +1

    Right sura bhai

  • @khandayat1Ruler
    @khandayat1Ruler Před 2 lety +13

    Sura bhai tame tk Sri Lanka Pakistan Bangladesh Myanmar Nepal buliki Asha

    • @jadunathbarik1061
      @jadunathbarik1061 Před 2 lety +1

      Modi bhakt..jete dam badhile b disibani

    • @gyanadevmoharana4681
      @gyanadevmoharana4681 Před 2 lety

      Modi bhakta haa na re lipu

    • @khandayat1Ruler
      @khandayat1Ruler Před 2 lety

      Mu desha Bhakta

    • @khandayat1Ruler
      @khandayat1Ruler Před 2 lety

      Why education 😕 most important czcams.com/video/-IEiJJV9ao0/video.html

    • @khandayat1Ruler
      @khandayat1Ruler Před 2 lety

      Free subsidy khia loko desha ku kholo Kari sarilani ama income tax tanka ku free re kaha pacha re kharcha na karajau only desha ra development re kharcha karajau

  • @user-vp4mk1be2g
    @user-vp4mk1be2g Před 4 měsíci

    Congress party,bada,katha,

  • @satyabhamajena8117
    @satyabhamajena8117 Před rokem +1

    Good

  • @pramodkumarjena2262
    @pramodkumarjena2262 Před 2 lety +26

    ଆରେ ଶୁର ବାବୁ...ବୁଢା ହେଇଗଲ..ତମର କଥାର ତାଲକ ମେଳ ରହୁନି...ଭଲକି ଘରେ ଟିୟୁସନ କରିକି ଆସିକି କୁହ

    • @suranjansuranjan4180
      @suranjansuranjan4180 Před rokem

      raskell

    • @balaramsahu1384
      @balaramsahu1384 Před 11 měsíci

      Pura karekta

    • @pramodkumarjena2262
      @pramodkumarjena2262 Před 11 měsíci

      @@suranjansuranjan4180 ତୋ ବାପାକୁ କହିଲେ ଭଲ ହେବ ...ରାସକେଲ୍ ବୋଲି...ଆଉ ଜଦି କିଛି ଲେଖିବୁ ତେବେ ଭୟଙ୍କର ଲେଖିବି ତୋ ଚୌଦ ପୁରୁଷ କୁ ନେଇକି ସୋଦା ହେବ ବୁଝିଲୁ ୟୁ ରାସ୍କଲ୍ ଛୁଆ

  • @pujabehera5685
    @pujabehera5685 Před 2 lety +3

    Plz Dardam tike km karantu... ସାଧାରଣ ଲୋକ ମରି ଯିବେ

  • @prashanajeetacharya4641
    @prashanajeetacharya4641 Před 2 lety +5

    Sura bhai jindabad

  • @dibya63
    @dibya63 Před 2 lety +3

    ସୁର ଭାଇ is right

  • @badalbehera2044
    @badalbehera2044 Před 2 lety +1

    Right 🇪🇬

  • @ALL_creative_channel
    @ALL_creative_channel Před 2 lety +1

    Great speach sur babu

  • @sanjayamahananda5833
    @sanjayamahananda5833 Před 2 měsíci +1

    ❤ok

  • @Narayan-ov8tv
    @Narayan-ov8tv Před 2 dny

    ଟାଉଟର ସୁର

  • @parthasarathiajayabarik569
    @parthasarathiajayabarik569 Před 2 lety +19

    Sura babu always speaks the right thing.

  • @himanshupanda2627
    @himanshupanda2627 Před 2 lety

    Bjpbjpbjp best modi best Saha best Jogi best cm of india

  • @purnasahoo3849
    @purnasahoo3849 Před rokem

    କାହିଁ ମୋଦୀ କା ହି ସୁର‌‌ଅସୁର

  • @naikniran6680
    @naikniran6680 Před 2 lety

    sabu sata Katha
    All right

  • @h.nitish2174
    @h.nitish2174 Před 2 lety +26

    This man never disappoints us🤗😂😅

  • @jagatanandsagar5879
    @jagatanandsagar5879 Před 2 lety

    SURA sir is really odisha leader of no -1

  • @ommsai7271
    @ommsai7271 Před 2 lety +3

    Great Sura bhai great

  • @nareshkumarpalei1385
    @nareshkumarpalei1385 Před 2 lety +1

    Perfect

  • @umidream5271
    @umidream5271 Před rokem

    Vote for Congress

  • @anshumanbehera4067
    @anshumanbehera4067 Před 2 lety +1

    Sura bhai Modi nku namaskar kara.Modi is world s no 01 leader.Desh ki jaan.

  • @prahaladojha5628
    @prahaladojha5628 Před 2 měsíci

    ଏଇଟା ମହାଜ୍ଞାନୀ ହଇରେ ଚୋର ଶଳା ତୁ ତ କଂଗ୍ରସ ର ଏମ ଏଲ ଏ ଥିଲୁ ଜଟଣୀରୁ କଣ କରିଛୁ ଟିକେ ହିସଵଦେଲୁ

  • @anilgochhayat1447
    @anilgochhayat1447 Před 2 lety +1

    So beautiful super very nice excellent 👌👌👌👍👍👍👍

  • @licofindiaplanfromchhutuna852
    @licofindiaplanfromchhutuna852 Před 11 měsíci

    ❤🎉joi surabhai

  • @user-vt4sv8os5x
    @user-vt4sv8os5x Před měsícem

    Good ❤

  • @daytaribehera8963
    @daytaribehera8963 Před 2 lety +1

    Biutyfull

  • @kumudachbhutiajp9189
    @kumudachbhutiajp9189 Před 2 lety +1

    Ok sir

  • @niranjankandiki4189
    @niranjankandiki4189 Před 2 lety +14

    Great leader Sura sir👍👍👍

  • @chhatrapatiping.7858
    @chhatrapatiping.7858 Před 2 lety

    ଫୁଲ ମନୋରଞ୍ଜନ, କମେଡିଆନ। 🥰🥰🥰

  • @VishnuKumar-xj8zo
    @VishnuKumar-xj8zo Před 2 lety

    Right sir

  • @rupaksamantara1019
    @rupaksamantara1019 Před 2 lety +1

    Rajay Sarkar Aethi paini dae GST chada karantu Sabu prz kamijiba aape aape dekhibe sura bhai 🙏

  • @kamalseth2322
    @kamalseth2322 Před 2 lety

    Desi style super

  • @pralaychandradas8834
    @pralaychandradas8834 Před 5 měsíci

    Sura banu y r a great economist.

  • @subrajitbeura1500
    @subrajitbeura1500 Před 11 měsíci

    Super 👍 sir❤

  • @basudevguntha7389
    @basudevguntha7389 Před 5 měsíci

    Thanks musa