ନବୀନଙ୍କୁ ଭୋଟ ଦେବାକୁ ରୋଡ ଶୋ’ରେ ଅପିଲ୍‌ କଲେ କାର୍ତ୍ତିକ ପାଣ୍ଡିଆନ | Nandighosha TV

Sdílet
Vložit
  • čas přidán 6. 05. 2024
  • ନବୀନଙ୍କୁ ଭୋଟ ଦେବାକୁ ରୋଡ ଶୋ’ରେ ଅପିଲ୍‌ କଲେ କାର୍ତ୍ତିକ ପାଣ୍ଡିଆନ | Nandighosha TV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 112

  • @Srustirout
    @Srustirout Před 23 dny +11

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର । ଜୟ ବିଜେଡ଼ି ଜୟ ନବୀନ ଜୟ ଶଙ୍ଖ

  • @Sanjana-224
    @Sanjana-224 Před 23 dny +10

    ଓଡିଶା ମୋ ପରିବାର... ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଅଧିକାର । ମାଟିର ବିକାଶ, ରାଜ୍ୟରେ ରୂପାନ୍ତରଣ ଆଣିବା ମୋ କର୍ତ୍ତବ୍ୟ... ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ । ବିଜେଡ଼ିରେ ଯୋଗ ଦେଇଥିବାରୁ ଗର୍ବ ଅନୁଭବ କରୁଛି

  • @Aamir-250
    @Aamir-250 Před 23 dny +8

    ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...

  • @sweta-982
    @sweta-982 Před 23 dny +4

    ଲୋକଙ୍କ ବିଶ୍ୱାସର କାଗଜରେ ନବୀନ ଲେଖନ୍ତି ବିକାଶର କାହାଣୀ... ନବୀନ ସରକାରରେ ବ୍ୟର୍ଥ ଯାଏନି କାହାରି ଗୁହାରୀ...

  • @Belalsen-
    @Belalsen- Před 23 dny +7

    ମାଆ, ମାଟିକୁ ସମ୍ମାନ ଦେଇ ସେମାନଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଥିବା ଦଳ, ମୋ ବିଜୁ ଜନତା ଦଳ...

  • @Rajani-452
    @Rajani-452 Před 23 dny +5

    ବିଜେଡିର ପ୍ରତି ସଦସ୍ୟଙ୍କ ରକ୍ତରେ ଜନସେବା ଲେଖା । ପରିବର୍ତ୍ତନ ପାଇଁ ପ୍ରାଣପିଣ୍ଡରେ ଭର୍ତ୍ତି ଅସୀମ ଉର୍ଜା ।

  • @Bikrampanda-
    @Bikrampanda- Před 23 dny +2

    ଦୀର୍ଘ ୨୫ବର୍ଷ ହେବ ଓଡ଼ିଶାରେ ପ୍ରଗତିର ଧାରାକୁ ଅବ୍ୟାହତ ରଖିଥିବା ସରକାର ହିଁ ରାଜ୍ୟର ବିକାଶ କ୍ଷେତ୍ରରେ ଏକ ସୁରକ୍ଷିତ ପ୍ରାଚୀର ହୋଇପାରିବ।

  • @sweta-982
    @sweta-982 Před 23 dny +2

    ଯୋଡି ଶଙ୍ଖ, ବିକାଶର ଡବଲ ଲମ୍ଫ। ଘରେ ଘରେ ଖେଳିବ ସୁଖ।

  • @namitagochhayat5059
    @namitagochhayat5059 Před 22 dny

    ନବୀନ ବାବୁ ଏବଂ ତାଙ୍କ ଦଳ ବିଜୁ ଜନତା ଦଳ ସର୍ବଦା ଓଡିଶାବାସୀଙ୍କ ମଙ୍ଗଳ ଚିନ୍ତା ଓ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରି ଚାଲିଛନ୍ତି | ନବୀନ ବାବୁଙ୍କ ପାଇଁ ବର୍ଷ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକମାନଙ୍କର ଓ ରାଜ୍ୟର ବିଭିହ୍ନ କ୍ଷେତ୍ରରେ ଉନ୍ନତି ହୋଇଛି |

  • @Ishasatpathy
    @Ishasatpathy Před 23 dny +1

    ଶଙ୍ଖ... ଶଙ୍ଖ... ଶଙ୍ଖ... ଏଥର ଓଡିଶାରେ କେବଳ ଶଙ୍ଖ...

  • @user-wj8nm7bl6r
    @user-wj8nm7bl6r Před 22 dny

    ଓଡ଼ିଶା ବାସୀଙ୍କ ସେବାରେ ସଦା ସମର୍ପିତ ନବୀନ ସରକାର ।

  • @PritamDas44448
    @PritamDas44448 Před 23 dny

    ଓଡିଶା ବାସୀଙ୍କ ହୃଦୟରେ ନବୀନ ବାବୁ ସଦା ସର୍ବଦା ରହିଛନ୍ତି ଏଥର ନବୀନ ବାବୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ସାରା ଓଡ଼ିଶାରେ ଶଙ୍ଖ ଧ୍ୱନି ଶୁଭିବ ।

  • @bikashpatra-ix2iz
    @bikashpatra-ix2iz Před 22 dny

    ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରାଧାନ୍ୟ ତାଙ୍କୁ ଏକତା ଓ ଦୂରଦୃଷ୍ଟି ସହିତ ଏକାଠି ହୋଇ ନେତୃତ୍ୱ ନେବାର ଦକ୍ଷତାକୁ ଦର୍ଶାଉଛି।

  • @PritamDas44448
    @PritamDas44448 Před 23 dny

    ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି

  • @bikashpatra-ix2iz
    @bikashpatra-ix2iz Před 22 dny

    ଓଡିଶାର ଲୋକ ମାନଙ୍କ ପାଇଁ ସବୁବେଳେ କାମ କରିଛନ୍ତି ଭି କେ ପାଣ୍ଡିଆନ ଲୋକ ମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା ।

  • @satyashreemishra8823
    @satyashreemishra8823 Před 22 dny

    ନବୀନ ବାବୁଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ସମସ୍ତେ ଖୁସି ଅଛନ୍ତି ତେଣୁ ଏଥର ପୁଣି ଥରେ ନବୀନ ସରକାର।

  • @bikashpatra-ix2iz
    @bikashpatra-ix2iz Před 22 dny

    ନବୀନ ପଟ୍ଟନାୟକ ଙ୍କ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପ୍ରତି ଓଡ଼ିଶା ବାସୀଙ୍କ ପ୍ରଗାଢ ବିଶ୍ୱାସ ରହିଛି।

  • @user-wj8nm7bl6r
    @user-wj8nm7bl6r Před 22 dny

    ୨୫ ବର୍ଷ ତଳର ଅଭାବୀ ଓଡ଼ିଶା ଆଜି ପ୍ରଗତୀ ପଥରେ, ଏହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି , ତେଣୁ ଓଡ଼ିଶାର ଉନ୍ନତି ପାଇଁ ଆମକୁ ଦରକାର ନବୀନ ସରକାର

  • @Smitadas-
    @Smitadas- Před 23 dny

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର... ଆଉ ଏ ହେବେ ସାରଥି

  • @namitagochhayat5059
    @namitagochhayat5059 Před 22 dny

    ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବାକୁ ନବୀନ ବାବୁଙ୍କ ସ୍ୱପ୍ନ ଆଜି ସାକାର ହେବାରେ ଲାଗିଛି ।

  • @satyashreemishra8823
    @satyashreemishra8823 Před 22 dny

    ଏଥର ନିର୍ବାଚନରେ ଜନତା ନିଶ୍ଚିତ ଭାବରେ ବିଜେଡିକୁ ଆଶୀର୍ବାଦ କରିବେ କାହିଁକି ନା ଜନତାଙ୍କ ସାଥୀ ହେଉଛି ବିଜେଡି।

  • @bikashpatra-ix2iz
    @bikashpatra-ix2iz Před 22 dny

    ରୋଡ ଶୋରେ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ସଂସଦୀୟ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।

  • @namitagochhayat5059
    @namitagochhayat5059 Před 22 dny

    ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେଇ ଚାଲିଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ।

  • @namitagochhayat5059
    @namitagochhayat5059 Před 22 dny

    ଓଡ଼ିଶା ର ବିକାଶ କେବଳ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହିଁ ସମ୍ଭବ ହେଇ ପାରିଛି।

  • @namitagochhayat5059
    @namitagochhayat5059 Před 22 dny

    ଓଡ଼ିଶା ର ବିକାଶ କୁ ଏକ ନୂଆ ଦିଗ ଦେଖାଇଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ।

  • @namitagochhayat5059
    @namitagochhayat5059 Před 22 dny

    ନବୀନ ବାବୁଙ୍କ କାର୍ଯ୍ୟ କାଳ ରେ ଓଡ଼ିଶା ର ବିକାଶ କୁ ଯୁଗେ ଯୁଗେ ଓଡ଼ିଶା ବାସି ମନେରଖିବେ।

  • @pradipgiri7841
    @pradipgiri7841 Před 22 dny

    ରାଜ୍ୟର ବିକାଶ ଲୋକଙ୍କ ଉନ୍ନତି ପାଇଁ ସବୁବେଳେ କାମ କରିଆସୁଥିଲାବେଳେ ବିକାଶ ବିରୋଧୀ ବିଜେପି ସବୁବେଳେ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରୁଛି!

  • @rabinarayanmohanty7922

    ଭିକେ ପାଣ୍ଡିୟାନଙ୍କ ରୋଡ଼ସୋ ଦେଖି ବିରୋଧୀ ଦଳର ନେତା ଓ କର୍ମୀ ମାନଙ୍କ ନିଦ ହଜିଗଲାଣି।

  • @bikashpatra-ix2iz
    @bikashpatra-ix2iz Před 22 dny

    ବ୍ରହ୍ମପୁର ରେ ରୋଡ଼ ସୋ ଜରିଆରେ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଜନସମର୍ଥନ କୁ ଦେଖାଇଛନ୍ତି |

  • @rabinarayanmohanty7922

    ବିଭିନ୍ନ ଜିଲ୍ଲାକୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଆଲେଚନା କରୁଛନ୍ତି ଭିକେ ପାଣ୍ଡିୟାନ।

  • @user-lh2jc9du2m
    @user-lh2jc9du2m Před 23 dny

    ମୁଖ୍ୟମନ୍ତ୍ରୀ ଙ୍କ ଗୋଟିଏ ବାର୍ତ୍ତା ବିଜେଡି ନେତାଙ୍କୁ ଲୋକଙ୍କ ସମସ୍ୟା କୁ ଶୂଣ ଏବଂ ତାର ସମାଧାନ କର |

  • @user-wj8nm7bl6r
    @user-wj8nm7bl6r Před 22 dny

    ଶଙ୍ଖ ବିକାଶର ଚିହ୍ନ , ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ଦରକାର ।

  • @bikashpatra-ix2iz
    @bikashpatra-ix2iz Před 22 dny

    ବିରୋଧୀ ଦଳ ବିଶେଷ କରି ବିଜେପି ଓଡିଶା ବିରୋଧୀ ସେମାନେ ଚାହାଁନ୍ତି ନାହିଁ ଓଡିଶା ବାସୀ ଙ୍କ ଉନ୍ନତି!

  • @user-lh2jc9du2m
    @user-lh2jc9du2m Před 23 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଚି଼ହ୍ନ ଶଙ୍ଖ ଚି଼ହ୍ନ ଏହି ଚି଼ହ୍ନ ଆଜି ଓଡ଼ିଶାର ଘରେ ଘରେ ବାଜୁଛି |

  • @namitagochhayat5059
    @namitagochhayat5059 Před 22 dny

    ନବୀନ ସାର ଓଡିଶାବାସୀଙ୍କ ସୁଖ ଓ ଦୁଃଖରେ ସାଥ ଦେଇଆସିଛନ୍ତି,ପ୍ରତେକ ଅସୁବିଧାକୁ ସୁବିଧାରେ ପରିଣତ କରିଆସିଛନ୍ତି ,ସେଥିପାଇଁ ନବୀନ ସାର ଓଡ଼ିଶାର ଲୋକପ୍ରିୟ ନେତା.

  • @Smitadas-
    @Smitadas- Před 23 dny

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ତ ଲୋକ ବିଜେଡ଼ିକୁ ଭୋଟ ଦୌଛନ୍ତି ଓ ବିଜେଡ଼ିରେ ମିଶୁଛନ୍ତି

  • @Rekhaswain-
    @Rekhaswain- Před 23 dny

    ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।

  • @namitagochhayat5059
    @namitagochhayat5059 Před 22 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୀର୍ଘ ୨୨ ବର୍ଷ ଭିତରେ ଏକ ଇତିହାସ ସୃଷ୍ଟି କରିଛନ୍ତି।

  • @bikashpatra-ix2iz
    @bikashpatra-ix2iz Před 22 dny

    ବିରୋଧୀଙ୍କ ଚକ୍ରାନ୍ତ ନବୀନବାବୁଙ୍କ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ଯେତେ ଅପଚେଷ୍ଟା ସବୁ ବିଫଳରେ ଯିବ।

  • @Adyasharout-
    @Adyasharout- Před 23 dny

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @satyashreemishra8823
    @satyashreemishra8823 Před 22 dny

    ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତରେ ଯାଇ ସେଠାକାର ଲୋକଙ୍କୁ ନବୀନ ବାବୁଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଭି କେ ପାଣ୍ଡିୟାନ ସାର।

  • @pradipgiri7841
    @pradipgiri7841 Před 22 dny

    ଶାସନରେ ନୁହେଁ ଲୋକଙ୍କ ସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Jatin-587
    @Jatin-587 Před 23 dny

    ନବୀନ ସରକାରଙ୍କ ପ୍ରତିଶ୍ରୁତି ହିଁ ଏମିତି ଯାହା କୁହନ୍ତି ତା ଠୁ ଅଧିକ କରିକି ଦେଖାନ୍ତି।

  • @pradipgiri7841
    @pradipgiri7841 Před 22 dny

    ସବୁବେଳେ ଲୋକଙ୍କ ସେବାରେ ବିଶ୍ୱାସ କରୁଥିବା ବିଜୁ ଜନତା ଦଳ ସହିତ ରହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସହିତ ଅଛନ୍ତି ଆଗକୁ ମଧ୍ୟ ରହିବେ l

  • @Jatin-587
    @Jatin-587 Před 23 dny

    ଯିଏ ପ୍ରଗତିର ସୂତ୍ରଧର, ବିକାଶର ଦିଗନ୍ତକ, ସମୃଦ୍ଧିର ସମ୍ଭାର ମୋ ଭୋଟ କେବଳ ତାକୁ ହିଁ ଯାଉଛି। ମୋ ଭୋଟ ବିଜୁ ଜନତା ଦଳକୁ ଯାଉଛି।

  • @IMARANKHAN007_
    @IMARANKHAN007_ Před 23 dny

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

  • @pradipgiri7841
    @pradipgiri7841 Před 22 dny

    ରାଜ୍ୟର ବିକାଶ,ଲୋକଙ୍କ ଉନ୍ନତିକୁ ମୂଳ ମନ୍ତ୍ରୀ ଭାବି ଲୋକଙ୍କ ସେବା କରିଚାଲିଥିବା ବିଜୁ ଜନତା ଦଳ ରାଜ୍ୟ ବାସୀଙ୍କ ବଳ ହୋଇଛି l

  • @Rekhaswain-
    @Rekhaswain- Před 23 dny

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @user-lh2jc9du2m
    @user-lh2jc9du2m Před 23 dny

    ଓଡ଼ିଶାର ପ୍ରତିଟି ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣି ତାର ସମାଧାନ କରିଥିଲେ କାର୍ତ୍ତିକ ପାଣ୍ଡିଆନ ଏବଂ ଦେଇଥିବା ସମୟ ମଧ୍ୟ ରେ କରି ନିଜର ପ୍ରତିଶୃତି କୁ ପାଳନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ |

  • @user-wj8nm7bl6r
    @user-wj8nm7bl6r Před 22 dny

    ସେବା ଓ ସମର୍ପଣ ରେ ବିଶ୍ୱାସ ରଖେ ବିଜୁ ଜନତାଦଳ

  • @pradipgiri7841
    @pradipgiri7841 Před 22 dny

    ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝି ସବୁବେଳେ ଲୋକଙ୍କ ପାଇଁ କାମ କରୁଛି ବିଜେଡି l

  • @satyashreemishra8823
    @satyashreemishra8823 Před 22 dny

    ଶାସନ ନୁହେଁ ସେବାରେ ବିଶ୍ୱାସ ରଖନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ପ୍ରତ୍ୟେକ କାର୍ଯ୍ୟ କଳାପ ଓଡ଼ିଶା ବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ।

  • @user-lh2jc9du2m
    @user-lh2jc9du2m Před 23 dny

    ବିଜେଡି ର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ଏବଂ ବିଧାୟକ ପ୍ରାର୍ଥୀ ଚାଉ ବାବୁଙ୍କୁ ଶଙ୍ଖ ଚି଼ହ୍ନ ରେ ମୋହର ମାରି ସେମାନଙ୍କୁ ଜିତାଇବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠା କୁ ଟାଣ କରିବାକୁ ଅନୁରୋଧ କରିଛନ୍ତି |

  • @pradipgiri7841
    @pradipgiri7841 Před 22 dny

    କଥାରେ ନୁହେଁ ସବୁବେଳେ କାମରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମ କହି ସବୁବେଳେ ଅଧିକ କରି ଦେଖାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @user-wj8nm7bl6r
    @user-wj8nm7bl6r Před 22 dny

    ଆଗକୁ ଚତୁଃର୍ଦିଗ ଶଙ୍ଖ ନାଦରେ ହିଁ ପ୍ରକମ୍ପିତ ହେବ ।

  • @adityaprasadtripathy4851

    ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ଆଉକିଏ ଯୋଡ଼ି ଶଙ୍ଖ ବଜାଇ।

  • @adityaprasadtripathy4851

    ରାସ୍ତାସାରା ଭଲପାଇବା ଓ ସମର୍ଥନର ଅଦ୍ଭୁତପୂର୍ବ ଭିଡ଼ । ସନ୍ଧ୍ଯାରେ ବରିଷ୍ଠ ବିଜେଡି ନେତା ତଥା ବିଜେଡିର ଷ୍ଟାର କ୍ଯାମ୍ପେନର କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁରର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଶାଳ ରୋଡ ଶୋରେ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

  • @bikashpatra-ix2iz
    @bikashpatra-ix2iz Před 22 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ କଲ୍ୟାଣ କାରୀ ଯୋଜନାର ସଫଳ ରୂପାୟନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ତେଣୁ ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଉଛନ୍ତି |

  • @adityaprasadtripathy4851

    ହଜାର ହଜାର ଲୋକ, ଅସମ୍ଭବ ଭିଡ଼, ବିପୁଳ ଉତ୍ସାହ। ଯୋଡ଼ି ଶଙ୍ଖର ଜଲୱା ସାଙ୍ଗକୁ ବାଜାବାଣର କମ୍ପନ। ବ୍ରହ୍ମପୁରରେ ବିଜେଡି ପାଇଁ ଭଲପାଇବାର ଭିଡ଼।

  • @Swatisamal-
    @Swatisamal- Před 23 dny

    ଗାଁ ଗାଁରୁ ଶୁଭିଲାଣି ସ୍ୱର, ପୁଣିଥରେ ନବୀନ ସରକାର।

  • @adityaprasadtripathy4851

    ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା । ବ୍ରହ୍ମପୁରରେ ବିଶାଳ ରୋଡ ଶୋରେ ଲୋକଙ୍କ ଜବରଦସ୍ତ ରେସପନ୍ସ । ଜନସମୁଦ୍ର ପାଲଟିଲା ବ୍ରହ୍ମପୁର ସହର।

  • @adityaprasadtripathy4851

    ବାଜାବାଣ, ନାମସଂକୀର୍ତ୍ତନରେ କମ୍ପୁଥିଲା ସାରା ସହର। ପେପର ସ୍ପ୍ରେ, ଫାୟାର ଲାଇଟ ସାଙ୍ଗକୁ ବାଣ ଫୁଟାଇ ପାଣ୍ଡିଆନଙ୍କୁ ନିଜ ଅଞ୍ଚଳରେ ସ୍ବାଗତ କରୁଥିଲେ ବ୍ରହ୍ମପୁରବାସୀ।

  • @user-wj8nm7bl6r
    @user-wj8nm7bl6r Před 22 dny

    ଜୟ ବିଜେଡି ଜୟ ନବୀନ ବାବୁ |

  • @IMARANKHAN007_
    @IMARANKHAN007_ Před 23 dny

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @namitagochhayat5059
    @namitagochhayat5059 Před 22 dny

    Naveen Babu's strong will and steady intellect have led him to the pinnacle of success.

  • @pradipgiri7841
    @pradipgiri7841 Před 22 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ ନେତୃତ୍ୱରେ ଓଡିଶା ପ୍ରତିଟି କ୍ଷେତ୍ରରେ ନୁଆଁ ପରିଚୟ ସୃଷ୍ଟି କରିଛି ପ୍ରତିଟି କ୍ଷେତ୍ର ବିକାଶରେ ଆଗକୁ ଆଗେଇ ଚାଲିଛି l

  • @user-wj8nm7bl6r
    @user-wj8nm7bl6r Před 22 dny

    ଶଙ୍ଖ ବିକାଶ ର ଚିହ୍ନ ।

  • @Jatin-587
    @Jatin-587 Před 23 dny

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା... ଜୟ ନବୀନ

    • @adityaprasadtripathy4851
      @adityaprasadtripathy4851 Před 23 dny

      ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପାଣ୍ଡିଆନ। ବିକାଶ ପାଇଁ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ।

  • @hritiksahoo3941
    @hritiksahoo3941 Před 23 dny

    ଆପଣ କେତେ ଟଙ୍କା ନେଇ ଚାକିରି ଦଉଛନ୍ନ୍ତି ?? ସରକାରି ଚାକିରି

  • @Swatisamal-
    @Swatisamal- Před 23 dny

    ଯିଏ ମୋର ଓ ମୋ ପରିବାରର ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେଇଛି, ମୋ ଭୋଟ ସେଇ ବିଜେଡିକୁ ଯାଉଛି।

  • @PritamDas44448
    @PritamDas44448 Před 23 dny

    ନବୀନ ବାବୁଙ୍କ ନେତୃତ୍ଵରେ ଓଡିଶା ବିକାଶ ଦିଗରେ ଗତି କରୁଛି କିନ୍ତୁ ଏହା ବିରୋଧୀ ନେତାଙ୍କୁ ଅନେକ ବାଧୁଛି ।

    • @adityaprasadtripathy4851
      @adityaprasadtripathy4851 Před 23 dny

      ଛକଛକରେ ଲୋକମାନେ ବିପୁଳ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ସତେଯେପରି ବ୍ରହ୍ମପୁରରେ ଅଦିନିଆ ଉତ୍ସବ ପାଳନ ହେଉଥିଲା।

  • @rajeswaridas8807
    @rajeswaridas8807 Před 22 dny

    Berhampur re bisala road show re lok baja bana sankha bajai pandian sir nku sambardhana janaichanti

  • @rajeswaridas8807
    @rajeswaridas8807 Před 23 dny

    Sasana niti nuha seba nitire adhika biswasa rakhanti ama nabin babu

  • @Smitadas-
    @Smitadas- Před 23 dny

    ସାଧାରଣ ଜନଜୀବନରେ ସମୃଦ୍ଧି ଆଣିବା, ସାଢେ ୪ କୋଟି ଓଡିଆଙ୍କୁ ସଶକ୍ତ କରାଇ ଏକ ଶ୍ରେଷ୍ଠ ଓଡିଶା ଗଢିବା- ସମୃଦ୍ଧିର ପୁରୁଷ, ନିସ୍ୱାର୍ଥପର ସେବକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଓ ଲକ୍ଷ୍ୟ... ବିଜେଡ଼ିରେ ଯୋଗ ଦେଇ ଖୁସି ଲାଗୁଛି

    • @adityaprasadtripathy4851
      @adityaprasadtripathy4851 Před 23 dny

      ପାଣ୍ଡିଆନ ମଧ୍ଯ ଲୋକଙ୍କ ସହ ହାତ ମିଳାଇ ସୁଖଦୁଃଖ ଶୁଣିବା ସହ ଫଟୋ ଉଠାଉଥିଲେ। ପ୍ରାୟ ୩ ଘଣ୍ଟା ଧରି ଲୋକଙ୍କ ସହ ଲମ୍ବାରାସ୍ତା ଅତିକ୍ରମ କରିଥିଲେ ପାଣ୍ଡିଆନ।

  • @rajeswaridas8807
    @rajeswaridas8807 Před 22 dny

    Pandian sir nka mega road show re jana samudra dekhi birodhi nka nida hajijaithiba nischayan

  • @rajeswaridas8807
    @rajeswaridas8807 Před 22 dny

    Sadhe chari koti odisa basinku nabin babu tanka paribar boli bhabi tanka sukha dukha re dhala hei chida heichanti

  • @PritamDas44448
    @PritamDas44448 Před 23 dny

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

    • @adityaprasadtripathy4851
      @adityaprasadtripathy4851 Před 23 dny

      ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ଯ ବିକାଶ ପାଇଁ ନିରନ୍ତର ଲାଗିପଡ଼ିଛନ୍ତି। ଏଣୁ ଏଥର ଡବଲ ଶଙ୍ଖରେ ଭୋଟ ଦେଇ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଛନ୍ତି ।

  • @rajeswaridas8807
    @rajeswaridas8807 Před 23 dny

    Nabin babunka prateka niti adarsare anupranita vk pandian seithi pain se jainthi jauchanti hajar hajar sankhyare janagahali dekhibaku miluchi

  • @rajeswaridas8807
    @rajeswaridas8807 Před 23 dny

    Adya saisabaru sebara manabruti nei rajaniti maidanre pada thapithile ama nabin babu

  • @rajeswaridas8807
    @rajeswaridas8807 Před 22 dny

    Lokanka asa varasa o ashribad nabin babunka saha dirgha 25 barsa heba rahi asichi au nabin babu thiba jayen odisa ra sasana gadire kebala nabin babuhin basibe

  • @rajeswaridas8807
    @rajeswaridas8807 Před 22 dny

    Nabin babu janatanku pratisrusti dei taku palana karibare kebe abahela karanti nahi seithi pain se no 1 mukshya mantri bhabe parichita

  • @rabinarayanmohanty7922

    Nabin babunka prateka niti adarsare anupranita hei nabin babunka pain vote pain kahichanti vk pandian

  • @rajeswaridas8807
    @rajeswaridas8807 Před 22 dny

    Jie nija jibanaku jalanjali dei janatanka seba kari asuchi janata nkara ta kichi kartabya rahichi tenu semane sankha chinhare vote dei vote nabin babunku krutagyanta gyanpana karibe

  • @rajeswaridas8807
    @rajeswaridas8807 Před 22 dny

    Bjp vali katha kuha kapila nuhanti ama nabin babu

  • @rajeswaridas8807
    @rajeswaridas8807 Před 22 dny

    Nabin babunka sukarjya pain ghare ghare sankha bajiba o nabin babu sastha thata pain mukshya mantri bhabe odisa asanare nischita basibe

  • @rabinarayanmohanty7922

    Sabuthara vali ethara madhya sankha chinhare vote dei nabin babunka hata muthaku tana kariba pain janatanku nibedana karichanti vk pandian

  • @rajeswaridas8807
    @rajeswaridas8807 Před 22 dny

    Jie karjya karithiba se nischita bhabe lokanka biswasa o varasa jitithiba au se dala heuchi bjd dala

  • @rajeswaridas8807
    @rajeswaridas8807 Před 22 dny

    Ebe samaya heuchi bjp vali dhokebaj dalaku uchit sikhya dei bikasa ra pathaku agei neba taha vote madhyamare sankha chinhare re mohora mari nabin babunku ashribad karantu

  • @rajeswaridas8807
    @rajeswaridas8807 Před 22 dny

    Road show re pandian sirnka kebala gotie barta sankha chinhare vote dei nabin babunka hatamuthaku tana kariba pain o loke madhya seia hin karibe boli amara asa biswas

  • @rajeswaridas8807
    @rajeswaridas8807 Před 23 dny

    Gotie pare gotie jillaku jai sethi nabin babunka bikasara barta pahanchaiba saha jodi sankhare vote debaku nibedana karichanti vk pandian

  • @rabinarayanmohanty7922

    Janatanka ashribad o vala paiba nabin babu o bjd dala saha achi tenu ethara bjd ra bipula vote byabadhare bijaya sunidchita

  • @satyashreemishra8823
    @satyashreemishra8823 Před 22 dny

    ନବୀନ ବାବୁଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ସମସ୍ତେ ଖୁସି ଅଛନ୍ତି ତେଣୁ ଏଥର ପୁଣି ଥରେ ନବୀନ ସରକାର।

  • @satyashreemishra8823
    @satyashreemishra8823 Před 22 dny

    ଏଥର ନିର୍ବାଚନରେ ଜନତା ନିଶ୍ଚିତ ଭାବରେ ବିଜେଡିକୁ ଆଶୀର୍ବାଦ କରିବେ କାହିଁକି ନା ଜନତାଙ୍କ ସାଥୀ ହେଉଛି ବିଜେଡି।

  • @adityaprasadtripathy4851

    ରୋଡ ଶୋରେ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ସଂସଦୀୟ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।

  • @namitagochhayat5059
    @namitagochhayat5059 Před 22 dny

    ଓଡ଼ିଶା ର ବିକାଶ କେବଳ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହିଁ ସମ୍ଭବ ହେଇ ପାରିଛି।

  • @user-lh2jc9du2m
    @user-lh2jc9du2m Před 23 dny

    ବ୍ରହ୍ମପୁର ରେ ରୋଡ଼ ସୋ ଜରିଆରେ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଜନସମର୍ଥନ କୁ ଦେଖାଇଛନ୍ତି |

  • @user-lh2jc9du2m
    @user-lh2jc9du2m Před 23 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ କଲ୍ୟାଣ କାରୀ ଯୋଜନାର ସଫଳ ରୂପାୟନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ତେଣୁ ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ ଜଣାଉଛନ୍ତି |

  • @user-lh2jc9du2m
    @user-lh2jc9du2m Před 23 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ଦାୟିତ୍ୱ ନେଇଛନ୍ତି ପରିବାର ର ମୁଖ୍ୟ ହିସାବରେ |