ଓଡିଶା ପ୍ରତି ସ୍ବତନ୍ତ୍ର ଭାବେ ବିଜେପି ସାଂସଦ କ’ଣ ଆଣିଛନ୍ତି ? : କାର୍ତ୍ତିକ ପାଣ୍ଡିଆନ

Sdílet
Vložit
  • čas přidán 6. 05. 2024
  • #nandighoshatv #bjd #kartikpandian
    ଓଡିଶା ପ୍ରତି ସ୍ବତନ୍ତ୍ର ଭାବେ ବିଜେପି ସାଂସଦ କ’ଣ ଆଣିଛନ୍ତି : କାର୍ତ୍ତିକ ପାଣ୍ଡିଆନ
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 184

  • @anmayeedas4839
    @anmayeedas4839 Před 11 dny +2

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ୱାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ ହେଉ।

  • @anmayeedas4839
    @anmayeedas4839 Před 11 dny +1

    ଲୋକମାନଙ୍କ ସହ କଥା ହୋଇ ସେମାନଙ୍କ ଅସୁବିଧା ଏବଂ ଦୁଃଖରେ ଭାଗିଦାର ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @anmayeedas4839
    @anmayeedas4839 Před 11 dny +1

    ଲୋକଙ୍କ ସହ କଥା ହୋଇ ସେମାନଙ୍କ ସ୍ଥାନ ରେ କେଉଁ କେଉଁ ଉନ୍ନୟନମୂଳକ କାର୍ଯ୍ୟ ହେଇଚି ତାହାର ସମୀକ୍ଷା କରୁଛନ୍ତି

  • @anmayeedas4839
    @anmayeedas4839 Před 11 dny +1

    ନବୀନ ସରକାର ସବୁବେଳେ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ତାହା ହେଉଛି ଦୁର୍ନୀତି ମୁକ୍ତ ସରକାର ଓ ଦୁର୍ନୀତି ମୁକ୍ତ ସରକାର l

  • @anmayeedas4839
    @anmayeedas4839 Před 11 dny +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଜୀବନକୁ ଓଡ଼ିଶା ବାସୀଙ୍କ ବିକାଶ ପାଇଁ ନିୟୋଜିତ କରିଛନ୍ତି।

  • @ajitsahu502
    @ajitsahu502 Před 11 dny +1

    ବିଜେପି କେବଳ ଲୋକଙ୍କ ଉପରୁ ଟେକ୍ସ ଆଦାୟ କରନ୍ତି. ନିଜର ବିଳାସରେ ଖର୍ଚ୍ଚ କରିବା ପରେ ଦେଶର କତିପୟ ମାଲିକ ମାନଙ୍କର ଋଣ ଛାଡ଼ କରିଥାନ୍ତି.

  • @KalapanaJena-jz9ir
    @KalapanaJena-jz9ir Před 11 dny

    ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @anmayeedas4839
    @anmayeedas4839 Před 11 dny +1

    ପଦେ ପଦେ କଥାରେ ଜନତାଙ୍କ ମନ ଜିତି ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହୋଦୟ।

  • @ajitsahu502
    @ajitsahu502 Před 11 dny +1

    କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କେବଳ ଯୋଜନାରେ ହିଁ ରହିଯାଏ କିନ୍ତୁ ରାଜ୍ୟ ସରକାର ସବୁବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି l

  • @ajitsahu502
    @ajitsahu502 Před 11 dny +1

    ବିଜେପି କିଛି କାର୍ଯ୍ୟ କରେନାହିଁ ମାତ୍ର ରାଜ୍ୟର ଉନ୍ନତି ମୂଳକ. କାର୍ଯ୍ୟକୁ ସର୍ବଦା ବିରୋଧ କରିଚାଲେ.

  • @John-641
    @John-641 Před 11 dny +1

    ୨୫ ବର୍ଷର ଜନସେବା... ପ୍ରତିଟି ପୃଷ୍ଠାରେ ପ୍ରଗତି, ପରିଶ୍ରମ, ପ୍ରତିଶ୍ରୁତି, ପରିବର୍ତ୍ତନ ଓ ପ୍ରତିବଦ୍ଧତାର କାହାଣୀ ହୋଇଛି ଲେଖା।

  • @anmayeedas4839
    @anmayeedas4839 Před 11 dny +1

    ଆମର ମୁଖ୍ୟମନ୍ତ୍ରୀ କେଉଁ କାର୍ଯ୍ୟ କରାବା ଉଚିତ ସେ ସେହି କାର୍ଯ୍ୟକୁ ଠିକ ସମୟରେ କରନ୍ତି ଏହି ତାଙ୍କର ନିତ ଆଦର୍ଶ l

  • @maheshpatnaik6972
    @maheshpatnaik6972 Před 11 dny +1

    ଓଡ଼ିଶା ସ୍ବର କେବଳ ବିଜୁ ଜନତା ଦଳ ହିଁ ଉଠାଇ ପାରିବ... ଏହି ଜାତୀୟ ଦଳ ର ନେତା ଖାଲି ସାଂସଦ ହୋଇ ପାଞ୍ଚ ବର୍ଷ ବସିବେ କିନ୍ତୁ ଟିକେ ବି ଓଡ଼ିଶା ସ୍ବାର୍ଥ କଥା ଉଠାଇ ନାହାଁନ୍ତି... ଓଡ଼ିଶା ସ୍ବାର୍ଥ କୁ ପଛରେ ରଖି ନିଜ ସ୍ବାର୍ଥ କୁ ଅଧିକ ଗୁରୁତ୍ବ ଦେଉଛନ୍ତି ଏହି ବିଜେପି ସାଂସଦ ସବୁ...

  • @KalapanaJena-jz9ir
    @KalapanaJena-jz9ir Před 11 dny

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଯାହା କୈଣସି ସରକାରଙ୍କ ଅମଳରେ ହୋଇପାରି ନଥିଲା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଓଡ଼ିଶାର ସବୁ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @maheshpatnaik6972
    @maheshpatnaik6972 Před 11 dny +1

    ଓଡ଼ିଶା ରୁ ଆଠ ଜଣ ବିଜେପି ସାଂସଦ ଲୋକ ସଭା ଯାଇଛନ୍ତି... ସେମାନେ କେବେ ବି ଗୋଟିଏ ଥର ବି ଓଡ଼ିଶା ର ସ୍ବାର୍ଥ କୁ ଉଠାଇ ନାହାନ୍ତି... ଖାଲି ଜନତା ଙ୍କୁ ଭୁଆଁ ବୁଲେଇ ପାଞ୍ଚ ବର୍ଷ ଧରି ସାଂସଦ ହୋଇ ରହିଲେ କିନ୍ତୁ କାମ କିଛି ବି କରି ନାହାନ୍ତି.।।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ଭି କେ ପାଣ୍ଡିଆନ ସାର ଓଡ଼ିଶାର ଜନସାଧାରଣ ଙ୍କ ସେବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚାଳ ଯାଏ ସବୁଠି ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାଥି ହୋଇଛନ୍ତି ।

  • @ajitsahu502
    @ajitsahu502 Před 11 dny +1

    ବିଜେପି ଦଳ ର ସାଂସଦ ମାନେ ଲୋକ ମାନଙ୍କୁ ସବୁବେଳେ ଭୁଆଁ ବୁଲାଉଛନ୍ତି। ମିଥ୍ୟା ପ୍ରତିଶୃତି ଦେଇଛନ୍ତି ବିଜେପି ର ସାଂସଦ ମାନେ।

  • @anmayeedas4839
    @anmayeedas4839 Před 11 dny +1

    ନବୀନ ପଟ୍ଟନାୟକ ଯାହା କରନ୍ତି ଓଡ଼ିଶା ବାସୀ ଙ୍କ ମଙ୍ଗଳ ପାଇଁ କରନ୍ତି l

  • @anmayeedas4839
    @anmayeedas4839 Před 11 dny +1

    ଓଡ଼ିଶା ରେ ଏକମାତ୍ର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚରିକୋଟି ଜନତାଙ୍କ ପାଇଁ କାମ କରିଛନ୍ତି ଓ ଆଗକୁ କରିବେ।

  • @ajitsahu502
    @ajitsahu502 Před 11 dny +1

    ବିନା ସ୍ଵାର୍ଥରେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବାସୀଙ୍କ ପାଇଁ ଉନ୍ନତି ଆଣିଦେଇଛନ୍ତି ପାଣ୍ଡିଆନ ସାର ।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l

  • @KalapanaJena-jz9ir
    @KalapanaJena-jz9ir Před 11 dny

    ନିର୍ବାଚନ ହେଲେ କେନ୍ଦ୍ରର ବଡବଡ ନେତାଙ୍କର ଓଡ଼ିଶା କଥା ମନେ ପଡେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନଙ୍କର ଦେଖା ନଥାଏ। ରାଜ୍ୟ ପ୍ରଗତିରେ ବାଧା ସାଜିବା ସହ କୁମ୍ଭୀରକାନ୍ଦଣା କାନ୍ଦନ୍ତି। ଏମାନଙ୍କୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ

  • @narayanbehera1373
    @narayanbehera1373 Před 11 dny

    ଆମ ଓଡ଼ିଶା ବିଜେପି ନିର୍ବାଚନୀ ପ୍ରଚାର ରେ ସ୍ପଷ୍ଟ କରନ୍ତୁ କି ଓଡ଼ିଶାର ବିକାଶ ପାଇଁ କଣ କଣ କରିଛନ୍ତି ????

  • @maheshpatnaik6972
    @maheshpatnaik6972 Před 11 dny

    ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଯାହା ବି କୁହନ୍ତି ତାହା କରନ୍ତି.. କିଭଳି ଓଡ଼ିଶା ଆଗକୁ ବଢିବ ଏବଂ ଓଡ଼ିଶା ର ଯୁବବର୍ଗ କିପରି ନୂଆ ସୁଯୋଗ ପାଇ ଆଗକୁ ବଢିବ ସେହିଉପରେ ସେ ଅଧିକ ଗୁରୁତ୍ବ ଦିଅନ୍ତି....

  • @lipsadas4353
    @lipsadas4353 Před 11 dny

    ବିଜେଡି ଦଳ ସବୁବେଳେ ନିର୍ବାଚନ ଜିତିଛି,ଆଗକୁ ଜୀତିବ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶନାରେ।

  • @maheshpatnaik6972
    @maheshpatnaik6972 Před 11 dny

    ଓଡ଼ିଶା କୁ ସ୍ବତନ୍ତ୍ର ଭାବରେ ଗଢି ତୋଳିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା ମାନ କରିଛନ୍ତି ତାହା ସତରେ ପ୍ରଶଂସନୀୟ... ତା ସହ ଆମ ଓଡ଼ିଶା ର ବିଜେଡି ସାଂସଦ ମାନେ ସବୁବେଳେ ଓଡ଼ିଶା ର ଦାବି କୁ ଜାତୀୟ ସ୍ତର ରେ ରଖି ଆସିଛନ୍ତି... କିନ୍ତୁ ବିଜେପି ର ସାଂସଦ ସବୁ ଚୁପ୍।

  • @raghunathdas-mb7yr
    @raghunathdas-mb7yr Před 10 dny

    ଓଡ଼ିଶାର ଯୁବ ବର୍ଗ ଙ୍କ ବିକାଶ ଉପରେ ବିଯୁଜନତା ଦଳ କାର୍ଯ୍ୟ କରି ସେମାନଙ୍କୁ ରୋଜଗାର ଦେବାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି |

  • @DEEPSANDAS
    @DEEPSANDAS Před 10 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ତୃଣମୂଳ ସ୍ତରରୁ ସ୍କୁଲ, କଲେଜ, ମନ୍ଦିର, ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହୋଇଛି ଆଉ କିଛି ଶେଷ ପର୍ଯ୍ୟାୟରେ ପହଁଚିଛି।

  • @lipsadas4353
    @lipsadas4353 Před 11 dny

    ଓଡ଼ିଶା ର ଶାସନ ନବୀନ ପଟ୍ଟନାୟକଙ୍କ ସମୟରେ ସବୁଠୁ ଭଲ ଶାସନ।ଏଥିରେ କୌଣସି ସନ୍ଦେହ ନାହିଁ

  • @Tarini28
    @Tarini28 Před 11 dny

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @maheshpatnaik6972
    @maheshpatnaik6972 Před 11 dny

    ଓଡ଼ିଶା ର ବିକାଶ ପାଇଁ ଯୋଡ଼ି ଶଙ୍ଖ ରହିବା ନିହାତି ଜରୁରୀ.... ଏହା ବିଜେଡି ର ନିଜ ସ୍ବାର୍ଥ ନୁହେଁ.... ଆମ ରାଜ୍ୟ ବାସୀ ଙ୍କ ସ୍ବାର୍ଥ ପାଇଁ ଏହା ହେବା ଦରକାର... କାରଣ ଏହି ବିଜେପି ନେତା ଙ୍କୁ ଭୋଟ ଦେଲେ ଏମାନେ କେବଳ ନିଜ ସ୍ବାର୍ଥ ଛଡ଼ା ଆଉ କିଛି ବି ଦେଖିବେ ନାହିଁ....

  • @raghunathdas-mb7yr
    @raghunathdas-mb7yr Před 10 dny

    ଓଡ଼ିଶାର ବିକାଶ ପାଇଁ ନବୀନ ବାବୁ କାର୍ଯ୍ୟ କରୁଛନ୍ତି ଏବଂ ଓଡିଶା ବାସୀ ମଧ୍ୟ ତାଙ୍କ ଉପରେ ଦୀର୍ଘ 25 ବର୍ଷ ଧରି ଆଶୀର୍ବାଦ ଜାରି ରଖିଛନ୍ତି |

  • @narayanbehera1373
    @narayanbehera1373 Před 11 dny

    ଓଡ଼ିଶାର ସ୍ବାର୍ଥ ପାଇଁ ବିକାଶ ପାଇଁ ଜନ ପ୍ରତିନିଧି ଭାବରେ ବିଫଳ ଆମ ଓଡ଼ିଶା ବିଜେପି ନେତୃତ୍ୱ ।

  • @anmayeedas4839
    @anmayeedas4839 Před 11 dny

    ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ କିଛି କରି ପାରିଛି l

  • @lipsadas4353
    @lipsadas4353 Před 11 dny

    ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇ ଆସିଛି।

  • @raghunathdas-mb7yr
    @raghunathdas-mb7yr Před 10 dny

    ବିଜେଡି ସାଂସଦ ମାନେ ଓଡିଶା ପାଇଁ ସଂସଦ ରେ ମୁହଁ ଖୋଲନ୍ତି ଏବଂ ଆନ୍ଦୋଳନ ମଧ୍ୟ କରନ୍ତି କିନ୍ତୁ ବିଜେପି MP ମାନେ ଚୁପ କଣ ପାଇଁ ରୁହନ୍ତି ସେମାନଙ୍କୁ ପଚାରିବା ଦରକାର |

  • @narayanbehera1373
    @narayanbehera1373 Před 11 dny

    ବିଜେପି ନେତୃତ୍ୱ ଉପରେ ଆଉ ଭରସା କରୁ ନାହାଁନ୍ତି ସାରା ଓଡ଼ିଶା ବାସୀ।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ସୁବିଧା ପ୍ରତି ଦୃଷ୍ଟିଗୋଚର କରିଥାନ୍ତି। ଏବଂ ତା ସହିତ ଓଡିଶା ର କିପରି ଉନ୍ନତିକରଣ ହୋଇବ ତାହା ପ୍ରତ୍ୟକ ଦିନ ଭାବନ୍ତି ଏବଂ କରିଦେଖନ୍ତି ମଧ୍ୟ।

  • @narayanbehera1373
    @narayanbehera1373 Před 11 dny

    ଆଜି ଆମ ଓଡ଼ିଶା ବିଜେପି ପାଖରେ କାହିଁକି ପ୍ରସଙ୍ଗ ନାହିଁ ତାହା ସ୍ପଷ୍ଟ ବାରି ହେଉଛି।

  • @DEEPSANDAS
    @DEEPSANDAS Před 10 dny

    କେନ୍ଦ୍ର ବିଜେପି ସରକାରଙ୍କ ଓଡ଼ିଶା ପ୍ରତି ଉପେକ୍ଷା, ଅବହେଳା ସତ୍ବେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବୁଦ୍ଧିମତ୍ତା ଏବଂ ଉଦ୍ୟମରେ ୪.୫କୋଟି ଓଡ଼ିଆଙ୍କ ଉପରେ କେନ୍ଦ୍ର ବିଜେପି ସରକାରଙ୍କ ନାକାରାତ୍ମକ ପ୍ରଭାବକୁ ପଡ଼ିବାକୁ ଦେଉ ନାହାନ୍ତି।

  • @lipsadas4353
    @lipsadas4353 Před 11 dny

    ଓଡ଼ିଶାର ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ହିଁ ସମ୍ଭବ।କାରଣ ସେ କଥାରେ ନୁହଁ,କାମରେ କରି ଦେଖାନ୍ତି।

  • @lipsadas4353
    @lipsadas4353 Před 11 dny

    ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶା ର ସ୍ବାର୍ଥ ପାଇଁ ଲଢେ଼ଇ କରି ଆସିଛନ୍ତି।

  • @lipsadas4353
    @lipsadas4353 Před 11 dny

    ବିଜେଡି ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶା ର ସାଢେ଼ ଚାରୀକୋଟି ଜନତାଙ୍କ ଆସ୍ଥା ଭାଜନ ହୋଇ ପାରିଛି।

  • @bikashSahu964
    @bikashSahu964 Před 11 dny

    ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ

    • @sarupabrek3343
      @sarupabrek3343 Před 11 dny

      ବାଲ ସବୁ ଛଡ଼େଇ କି ନେଉଛି

  • @DEEPSANDAS
    @DEEPSANDAS Před 10 dny

    ବିରୋଧୀ ରାଜ୍ୟ ବିଜେପି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ବାଧା ସୃଷ୍ଟି କରିବା ପାଇଁ ବିଭିନ୍ନ ଉପାୟରେ ଅଭିନବ ଷଡ଼ଯନ୍ତ୍ର ରଚିଲେ ମଧ୍ୟ ସେସବୁକୁ ବିଫଳ କରି ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍।

  • @DEEPSANDAS
    @DEEPSANDAS Před 10 dny

    ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ରାଜ୍ୟବାସୀଙ୍କ ବିକାଶ ଓ ଉନ୍ନତି କଥା ଚିନ୍ତା କରି ଆସୁଛନ୍ତି ଆଉ ଓଡ଼ିଶାର ସ୍ବାର୍ଥ କୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି।

  • @anmayeedas4839
    @anmayeedas4839 Před 11 dny

    ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ, ବିଜେପି କଣ କରିଛି?

  • @prafullachandrasahoo9688

    Bjd ସାଂସଦ ମାନେ ବିଗତ 5 ବର୍ଷ ଭିତରେ ଓଡିଶା ପାଇ କଣ ଆଣିଛନ୍ତି, ଟିକିଏ ଶୁଣାଉନାହାନ୍ତି. ଆମ ଓଡ଼ିଆ ମିଡ଼ିଆ ଟିକେ ପ୍ରଚାର କରିବେ, ଆମ ବିଶ୍ୱସ୍ତରୀୟ mp ମାନେ ଓଡିଶା ପାଇ କଣ କରିଛନ୍ତି.

  • @raghunathdas-mb7yr
    @raghunathdas-mb7yr Před 10 dny

    ବିଜେପି MP ମାନେ ଜାଇଛନ୍ତି ନିଜ ଲୋକଙ୍କୁ ଖୁସୀ କରିବା ପାଇଁ ନୁହଁ ତାଙ୍କ ମୁଖିଆଙ୍କୁ ଖୁସୀ କରିବାକୁ |

  • @anmayeedas4839
    @anmayeedas4839 Před 11 dny

    ବିଜେପି ଦଳ କୌଣସି ରଣନୀତି ଓଡ଼ିଶା ରେ କାମ ଦେବ ନାହିଁ କାରଣ ନିର୍ବାଚନ ଆସିଲେ ହିଁ ଭୋଟ ନେବା ପାଇଁ ଓଡିଶା ବାସୀ ଙ୍କ କଥା ମନେ ପଡ଼େ କେନ୍ଦ୍ର ସରକାର ଙ୍କ l

  • @maheshpatnaik6972
    @maheshpatnaik6972 Před 11 dny

    ଏକ ସ୍ବତନ୍ତ୍ର ଓ ଶ୍ରେଷ୍ଟ ଓଡ଼ିଶା ଗଢିବା ପାଇଁ ଲୋକ ଙ୍କ ସାହାଯ୍ୟ ଓ ସମର୍ଥନ ସବୁବେଳେ ନବୀନ ବାବୁ ଙ୍କ ସହ ରହିଛି ଓ ରହିଥିବ ମଧ୍ୟ... ବିଜୁ ଜନତା ଦଳ ର ସାଂସଦ ମାନେ ଯେପରି ମୁଁହ ଖୋଲିଛନ୍ତି ସେପରି ବିଜେପି ର ଗୋଟିଏ ବି ସାଂସଦ ପାଟି ଫିଟାଇ ନାହାନ୍ତି....

  • @DEEPSANDAS
    @DEEPSANDAS Před 10 dny

    ଓଡ଼ିଶାରୁ ଯାଇଥିବା ୮ସାଂସଦ କେନ୍ଦ୍ରରେ ନିଜ ବୋସ୍ ମାନଙ୍କୁ ଖୁସି କରିବା ପାଇଁ ୪.୫କୋଟି ଓଡ଼ିଆଙ୍କ ସ୍ବାର୍ଥ କୁ ଦଳି ମୋକଚି ଦେଇଛନ୍ତି।

  • @narayanbehera1373
    @narayanbehera1373 Před 11 dny

    ପଦ ପଦବୀ ଅବା କ୍ଷମତା ପାଇଁ ରାଜନୀତି କରୁଛି ଆମ ବିରୋଧୀ ବିଜେପି କିନ୍ତୁ ଲୋକଙ୍କ ସେବା କୁ ସ୍ବାର୍ଥ କୁ ଗୁରୁତ୍ୱ ଦେଇ ଆସୁଛି ବିଜୁ ଜନତା ଦଳ।

  • @RahulJena779
    @RahulJena779 Před 11 dny

    ଶିକ୍ଷାରୁ ବଞ୍ଚିତ ହେବେନି କେହି । ପିଲାଙ୍କୁ ଶିକ୍ଷିତ ଓ ସ୍ମାର୍ଟ କରିବାକୁ ସ୍କୁଲରେ ରୂପାନ୍ତରଣର ପ୍ରକ୍ରିୟା ଚାଲିଛି, ସ୍କୁଲ କଲେଜରେ ମାରାଥନ ଶିକ୍ଷକ- ଅଧ୍ୟାପକଙ୍କ ନିଯୁକ୍ତି ହେଉଛି ।

  • @maheshpatnaik6972
    @maheshpatnaik6972 Před 11 dny

    ଆମ ମୂଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶା ର ସ୍ବାର୍ଥ କୁ ଆଖି ଆଗରେ ରଖି ସବୁ ପଦକ୍ଷେପ ନିଅନ୍ତି.... ସେ କେବ ବି ବିଜେପି ସାଂସଦ ମାନଂକ ଭଳି ନିଜ ସ୍ବାର୍ଥ କୁ ଧ୍ୟାନ ଦିଅନ୍ତି ନାହିଁ...

  • @raghunathdas-mb7yr
    @raghunathdas-mb7yr Před 10 dny

    ଭାରତ ବର୍ଷ ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ଲୋକଙ୍କ ବିକାଶ କଥା ପଚାରି ବୁଝିଥାନ୍ତି |

  • @DEEPSANDAS
    @DEEPSANDAS Před 10 dny

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ପ୍ରଚେଷ୍ଟା ଓ ଉଦ୍ୟମକ୍ରମେ ରାଜ୍ୟର ବିକାଶରେ ଗୋଟିଏ ଗୋଟିଏ ମାଇଲଷ୍ଟନ ସୃଷ୍ଟି କରି ଚାଲିଛି।

  • @DEEPSANDAS
    @DEEPSANDAS Před 10 dny

    ରାଜ୍ୟ ବିଜେପି ଦଳର ୮ ଅପାରଗ ସାଂସଦ ଏବଂ ବାକି ନେତା ମାନେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ କୁ କେନ୍ଦ୍ର ବିଜେପି ସରକାର ପାଖରେ ବନ୍ଧା ପକାଇ ପ୍ରତିବଦଳରେ ନିଜ ସ୍ବାର୍ଥ କୁ ପୂରଣ କରୁଛନ୍ତି।

  • @maheshpatnaik6972
    @maheshpatnaik6972 Před 11 dny

    ବିକଶିତ ଓଡ଼ିଶା ର ମୁଖ୍ୟ ପୁରୋଧା ହେଉଛନ୍ତି ଆମ ନବୀନ ବାବୁ... ଓଡ଼ିଶା କୁ ଶ୍ରେଷ୍ଟ କରିବା ପାଇଁ ଯେଉଁ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ତାହା ସତରେ ପ୍ରଶଂସନୀୟ....

  • @KalapanaJena-jz9ir
    @KalapanaJena-jz9ir Před 11 dny

    ଧର୍ମେନ୍ଦ୍ର ବାବୁ ବିଜୁ ଜନତା ଦଳ ବିରୋଧ ରେ ବଡ଼ ବଡ଼ ଭାଷଣ ବାଜି କରିବାରେ ଏକ ନମ୍ବର କିନ୍ତୁ ଓଡିଶା ର ଉନ୍ନତି କରିବା ରେ ତଳ ଆଡୁ ଏକ ନମ୍ବର ରେ ରହିବେ l

  • @DEEPSANDAS
    @DEEPSANDAS Před 10 dny

    ରାଜ୍ୟ ବିଜେପି ଦଳର ୮ସାଂସଦ କ୍ଷମତା ଲୋଭରେ ଜନସାଧାରଣଙ୍କୁ ଠକିଛନ୍ତି।

  • @lipsadas4353
    @lipsadas4353 Před 11 dny

    କାଳି ମାଡ଼ ରେ କିଛି ଫରକ୍ ପଡିବ ନାହିଁ।ବିକାଶ ଓଡ଼ିଶା ର ଘରେ ଘରେ ପହଞ୍ଚାଇବା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ।

  • @lipsadas4353
    @lipsadas4353 Před 11 dny

    ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କାର୍ଯ୍ୟରତ।

  • @banabiswal8255
    @banabiswal8255 Před 11 dny

    ଏକଥା ପାଣ୍ଡୁ କହୁଛି, ଲୋକେ ଶୁଣୁଛୂନ୍ତି ଭୋଟ ପାଇଁ ଦିନ ବାକି ଅଛି, Electoral Bond ବାହାରିବ, ଲୋକେ ଅନେଇ ଛନ୍ତି,

  • @narayanbehera1373
    @narayanbehera1373 Před 11 dny

    କଟକ ସମ୍ବଲପୁର ଜାତୀୟ ରାଜପଥ ର ଦୂରାବସ୍ଥା ଆଜି ଓଡ଼ିଶା ବିଜେପି ର ଅପାରଗତା କୁ ସ୍ପଷ୍ଟ କରିଛି।

  • @raghunathdas-mb7yr
    @raghunathdas-mb7yr Před 10 dny

    ନବୀନ ବାବୁ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ମୁଖ୍ୟତଃ ଗୁରୁତ୍ୱ ଦେଇ ବିକାଶ କରିଛନ୍ତି |ଓଡିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବଳକା ଡାକ୍ତରୀ ରାଜ୍ୟରେ ପରିଣତ କରିପାରିଛନ୍ତି |

  • @raghunathdas-mb7yr
    @raghunathdas-mb7yr Před 10 dny

    ଗତ ନିର୍ବାଚନ ରେ ଓଡିଶାରୁ 8 ଜଣ ସାଂସଦ ଜିତି କରି ଯାଇଥିଲେ କିନ୍ତୁ ନିଜ ସଂସଦୀୟ କ୍ଷେତ୍ର ପାଇଁ କିଛି ବିକାଶ କାର୍ଯ୍ୟ କରିଥିବାର ନଜିର ସେମାନଙ୍କ ପାଖରେ ନାହିଁ |

  • @AbhinashAbhi-lz8yf
    @AbhinashAbhi-lz8yf Před 11 dny

    ନବୀନ ବାବୁ ୨୫ ବର୍ଷ ଶାସନ କରିଲ ବର୍ଷ କୁ ୨ ଟା ଓଡ଼ିଆ ଅକ୍ଷର ଶିଖିଥିଲେ ୨୫ ବର୍ଷ ରେ ୫୨ ଅକ୍ଷର ଶିଖି ପାରି ଥାଆନ୍ତ । ଓଡ଼ିଆ ଲୋକ ଙ୍କୁ ଆପଣ ତାମିଲ ସିଖେଇବେ। ଜୟ ଜଗନ୍ନାଥ 🙏 🙏🙏

  • @narayanbehera1373
    @narayanbehera1373 Před 11 dny

    ଓଡ଼ିଶା ତଥା ଓଡ଼ିଶା ବାସୀଙ୍କ ହକ ପାଇଁ ସର୍ବଦା ସ୍ବର ଉଠାଇଛନ୍ତି ଆମ ବିଜୁ ଜନତା ଦଳ।କିନ୍ତୁ ବିଜେପି ସାଂସଦ ମାନେ ସର୍ବଦା ଦଳ କୁ ଗୁରୁତ୍ୱ ଦେଇ ଆସିଛନ୍ତି।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ଧର୍ମେନ୍ଦ୍ର ବାବୁ ଆପଣ ଓଡ଼ିଆ ହୋଇ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି କିନ୍ତୁ ପାଣ୍ଡିଆନ ବାବୁ ତାମିଲ ହୋଇ ବି ଲୋକଙ୍କ ମୁହଁ ରେ ହସ ଭରି ଦେଇଛନ୍ତି l

  • @sunilkumarsetha1168
    @sunilkumarsetha1168 Před 6 dny

    କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ରେ ଓଡ଼ିଶା ସରକାରଙ୍କ ଷ୍ଟିକର ମାରିବା ଭଲ ଭାବରେ ଜଣା , ତେଣୁ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ଦେଶ ପାଇଁ ରାଜ୍ୟ ପାଇଁ କଣ ଆପଣଙ୍କୁ ଜଣା ପଡୁନି ।

  • @lipsadas4353
    @lipsadas4353 Před 11 dny

    ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସ୍ବାଉବେଲେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ

  • @anmayeedas4839
    @anmayeedas4839 Před 11 dny

    ଦୀର୍ଘ ବର୍ଷ ମଧ୍ୟରେ ଲୋକେ ବିଜେପି କୁ ଭଲ ଭାବରେ ଚିନ୍ହି ସାରିଲେଣି ଯେ ବିଜେପି ହେଉଛି କଥା କୁହା କଣ୍ଢେଇ ତାଙ୍କ ନେତା ଓଡିଶା ଉନ୍ନତି ପାଇଁ ମୁହଁ ଖୋଳନ୍ତି ନାହିଁ l

  • @narayanbehera1373
    @narayanbehera1373 Před 11 dny

    କ୍ଷମତା ହାସଲ କରିବା ପାଇଁ କିଛି ବି କରି ପାରନ୍ତି ଆମ ପଦ୍ମ ଦଳିଆ।

  • @ashwinisuna4357
    @ashwinisuna4357 Před 11 dny +1

    BJD ର MP ମାନେ କ'ଣ କରିଛନ୍ତି??
    ଧାନ ବିଲ ଖସ ଖସ।

    • @dipani45
      @dipani45 Před 11 dny

      Sansad tv re jaiki dekh

    • @094rudraroutray3
      @094rudraroutray3 Před 11 dny

      Sansad tv re jain dekh on pai abaj utheicganti
      But center syninahanti
      Lekhiba pyrbaru 10times bhabiki
      Analisis kariki lekhibu

    • @ashwinisuna4357
      @ashwinisuna4357 Před 11 dny

      @@dipani45 ତୁଇ ଦେଖ ସୁରେଶ ପୂଜାରୀ କେତେ କହିଚେ ସାଂସଦ ରେ।
      ଧାନ ବିଲ ଖସ ଖସ କର୍ଵ ଖାଳି।

    • @dipani45
      @dipani45 Před 11 dny

      @@ashwinisuna4357 Sasmit patra,anubhav ,pinaki mishra ra jaiki dekh...toro gandi jalijibaa re puaaa

    • @abinashbehera4165
      @abinashbehera4165 Před 11 dny

      Tamil ku hatao

  • @maheshpatnaik6972
    @maheshpatnaik6972 Před 11 dny

    ଯୋଡ଼ି ଶଙ୍ଖ ଦ୍ବାରା ଓଡ଼ିଶା ର ସ୍ବର ବିଜୁ ଜନତା ଦଳ ହିଁ ଉଠାଇ ପାରିବ.... ଏହି ଗେରୁଆ ଦଳ କେବେ ବି ଓଡ଼ିଶା ସ୍ବାର୍ଥ କଥା ସଂସଦ ରେ ଉଠାଇ ନାହାନ୍ତି.. ଖାଲି ଲୋକ ଙ୍କୁ ଭୁଆଁ ବୁଲେଇବା ହିଁ ସେମାନଙ୍କୁ ଜଣା ...

  • @maheshpatnaik6972
    @maheshpatnaik6972 Před 11 dny

    ଓଡ଼ିଶା ର ସ୍ବାର୍ଥ ପାଇଁ ଏହି ବିଜେପି ଭଳି ଜାତୀୟ ଦଳ କେବେ ବି କରି ପାରିବ ନାହିଁ.... ଜନତା ଙ୍କ ବିଶ୍ୱାସ ଓ ଭରସା କୁ ମାଟି ରେ ମିଶାଇ ଏମାନେ ବିଜେପି ନେତା ସବୁ ସାଂସଦ ହୋଇଛନ୍ତି...

  • @DEEPSANDAS
    @DEEPSANDAS Před 10 dny

    ବିରୋଧୀ ରାଜ୍ୟ ବିଜେପି ଦଳ ଯେତେ ଷଡ଼ଯନ୍ତ୍ର ରଚିଲେ ମଧ୍ୟ ଧର୍ମ ସତ୍ୟର ଯୁଗେ ଯୁଗେ ବିଜୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଜୟ ହୋଇଛି ଏବଂ ଆଗକୁ ମଧ୍ୟ ହେବ।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ଓଡିଶା ବାସୀଙ୍କ ପାଇଁ ନିସ୍ଵାର୍ଥପର ଭାବରେ ସେବା କରିବା ମନବୃତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବଢ଼ି ଯାଇଛି ସେଥିପାଇଁ ଲୋକେ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପାଇବାକୁ ଚାହୁଁଛନ୍ତି l

  • @CRICKETFOOTBALLBGMI
    @CRICKETFOOTBALLBGMI Před 11 dny

    💚

  • @lipsadas4353
    @lipsadas4353 Před 11 dny

    ବିରୋଧୀ ବିଜେପି ଜାଣି ଗଲେଣି ତାଙ୍କର ଆଉ ଭୋଟ ନାହିଁ।

  • @KalapanaJena-jz9ir
    @KalapanaJena-jz9ir Před 11 dny

    ରାଜ୍ୟର ସବୁ ଜିଲ୍ଲାକୁ ସବୁବେଳେ ବିକାଶ ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଭେଟି ଦେଇ ଚାଲିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇ ପାରିଛନ୍ତି l

  • @narayanbehera1373
    @narayanbehera1373 Před 11 dny

    ବିରୋଧୀ ବିଜେପି ର ଆଶା ସ୍ବପ୍ନ କୁ ଭାଙ୍ଗି ରୁଜି ଚୁରମାର କରିଦେବ ବାବୁ ପାଣ୍ଡିଆନଙ୍କ ମନ୍ତବ୍ୟ ।

  • @anmayeedas4839
    @anmayeedas4839 Před 11 dny

    ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ପାଇଁ ଯିଏ ଅନବରତ କାମ କରୁଛନ୍ତି ଓ ଯୋଜନା ପରେ ଯୋଜନା କରୁଛନ୍ତି,ସେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଯିଏ କି ଘରେ ଘରେ ପରିଚିତ।

  • @rupalpadhy2089
    @rupalpadhy2089 Před 11 dny

    Naveen babu sbuble odisha basinku first priority dei asichnti sbuble odisha basinka suvidha asubidha bisyre pachari bujhanti

  • @dhananjayaswain3369
    @dhananjayaswain3369 Před 11 dny

    Rajaya ku sada bele agare rakhi mukhya mantri sada sahanubhuti dekhaechanti

  • @dhananjayaswain3369
    @dhananjayaswain3369 Před 11 dny

    Rajay re sada bele eka santana mulaka sasan ku agaku badheibare bahut parisrama achi mukhya mantri nkara

  • @bijaytripathy2119
    @bijaytripathy2119 Před 11 dny

    Bharatiya Janata party gotie infrastructure project ani parileni Aparajita sadangi capital ring road ku development kari parileni

  • @bijaytripathy2119
    @bijaytripathy2119 Před 11 dny

    Manyavar mukhya mantri Navin Pattnaik Odishara development lagi sarbada importance deichanti Odishara janata believe karanti tanku

  • @ambrishkumarbanchhor2200

    Kendrapara - Anuvab .out
    Puri - mahua ra pachhe ପଡ଼ିଲା
    Aska - Pramila mausi gale kna kale
    Berhampur - out

  • @rupalpadhy2089
    @rupalpadhy2089 Před 11 dny

    Ama odisha ku aji aei jahaku anithiba Loko hauchnti Naveen babu jiye ki kathina parisrama kari ama odisha ku aei jagah ku Ani chnti

  • @rupalpadhy2089
    @rupalpadhy2089 Před 11 dny

    Pandiyan sir nka dwara ama odisha ra unnati karana re kounasi badha srusti kari parinnhnti bjp sarkar

  • @bijaytripathy2119
    @bijaytripathy2119 Před 11 dny

    Bharatiya Janata party ru 8 jana MP parliament ku jai thile Odishara kounasi infrastructure ra development kari parileni

  • @dhananjayaswain3369
    @dhananjayaswain3369 Před 11 dny

    Swatya tharu arambh Kari loka nkara subidha jake sabu ku ati gurutyo Saha sambhaluchanti rajay sarkar .

  • @bijaytripathy2119
    @bijaytripathy2119 Před 11 dny

    Manyavar mukhya mantri Navin Pattnaik vote lagi manifest karibe nai Odishara development lagi manifest karibe

  • @dhananjayaswain3369
    @dhananjayaswain3369 Před 11 dny

    Rajaya ku samrudhi stara re ageiba pai mukhya mantri nkara bahut bada oadabi Rahi achi

  • @rupalpadhy2089
    @rupalpadhy2089 Před 11 dny

    Ama odisha re Shanti bajaya rkhiba pai Naveen babu chesta karila blku bjp sarkar kbela asanti srusti kariba motive r rhuchnti

  • @rupalpadhy2089
    @rupalpadhy2089 Před 11 dny

    Naveen babu sbuble odisha prati bhla paiba anichnti sthipai aji tanku saha saha loko bhla pauchnti

  • @bijaytripathy2119
    @bijaytripathy2119 Před 11 dny

    Jodi sankha ku blessings diontu sara Odisha lagi Biju Janata Dala sora uthaiba parliament re

  • @bijaytripathy2119
    @bijaytripathy2119 Před 11 dny

    Biju Janata Dala ra main aim Odishara development and janatanka seba