ପଦମପୁରକୁ ଜିଲ୍ଲା କରାଇଦେଉନାହାନ୍ତି କୁଚକ୍ରୀ ଗୋଷ୍ଠୀ : ପାଣ୍ଡିଆନ | NandighoshaTV

Sdílet
Vložit
  • čas přidán 7. 05. 2024
  • #kartikpandian #padampur #election2024 #campaign #nandighoshatv
    ଯେଉଁ ଗୋଷ୍ଠୀ ଶ୍ରୀମନ୍ଦିର ପରିକ୍ରମା ଓ ସମଲେଇ ପ୍ରକଳ୍ପ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଥିଲେ ସେହି ଗୋଷ୍ଠୀ ପଦମପୁରକୁ ଜିଲ୍ଲା ହେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 206

  • @Soumyakant_sahoo
    @Soumyakant_sahoo Před 25 dny +49

    ଓଡ଼ିଶାରେ ଯେଉଁସବୁ ପ୍ରଗତିମୂଳକ କାର୍ଯ୍ୟ ହୋଇଛି ଲୋକେ ସେଥିରେ ମୁଗ୍ଧ ହୋଇଛନ୍ତି. ଆଗାମୀ ଓଡିଶା ନୂତନ ଇତିହାସ ରଚନା କରିବାକୁ ଯାଉଛି.

    • @Pkthatoi1245
      @Pkthatoi1245 Před 25 dny +1

      😂😂😂

    • @janmejaytripathy4386
      @janmejaytripathy4386 Před 25 dny +2

      ଚଟା ଚାମ୍ଚା

    • @Save_Odisha_from_looters
      @Save_Odisha_from_looters Před 24 dny +1

      ଆଜି 90 ଲକ୍ଷ ଓଡିଆ ରାଜ୍ୟ ବାହାରେ ଦାଦନ ଶ୍ରମିକ | ଆମ ରାଜ୍ୟ ଆୟ ହେଉଛି 3 ଲକ୍ଷ କୋଟି | 30% ଗରିବ ଓଡିଆ ଓଡିଶାରେ ପଲିଥିନ ଭିତରେ ରହିଛନ୍ତି |
      ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |

    • @Save_Odisha_from_looters
      @Save_Odisha_from_looters Před 24 dny

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

    • @jaysingbhatra9364
      @jaysingbhatra9364 Před 14 dny

      😊​@@Pkthatoi1245

  • @sourabh_behera
    @sourabh_behera Před 25 dny +22

    ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି ଓ ସାଡେ ଚାରି କୋଟି ଓଡିଶା ବାସୀ ରୂପାନ୍ତିକରଣ କୁ ସମ୍ପୂର୍ଣ ସମର୍ଥନ କରୁଛନ୍ତି l

    • @binthgaming9789
      @binthgaming9789 Před 25 dny

      Odissa ra present population Kete Thik janichantiki au Kete other state re kama karuchanti

    • @janmejaytripathy4386
      @janmejaytripathy4386 Před 25 dny

      ପୁରେଇ ଦେ ପାଟିରେ 😂

    • @saratkumarswain887
      @saratkumarswain887 Před 25 dny

      ଚିଟଫଣ୍ଡ ଟଙ୍କା ମିଳିଲା ଚୋର bjd ଦଳ no vote

  • @Soumyajit_behera
    @Soumyajit_behera Před 25 dny +24

    ଓଡ଼ିଶାରେ ସବୁଦିଗରେ ବିକାଶର ଧାରା ଆଗେଇଚାଲିଛି. ଓଡ଼ିଶାର ଲୋକେ ନବୀନବାବୁଙ୍କ ପ୍ରଗତିମୂଳକ କାର୍ଯ୍ୟରେ ଖୁସି ବ୍ୟକ୍ତ କରୁଛନ୍ତି.

  • @Soumyakant_sahoo
    @Soumyakant_sahoo Před 25 dny +24

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

    • @mr.rakesh1558
      @mr.rakesh1558 Před 25 dny

      Seta kama re 1 no. Nuha kamare uttarpardesh ra mukhyamantri Yogi adityanath...ama Nabin Pattnaik houchanti papular minister re 1 no. 5 thara ministar heuthibaru...

    • @saratkumarswain887
      @saratkumarswain887 Před 25 dny

      Chitifund tanak kudegala

  • @Sonalikapradhan-
    @Sonalikapradhan- Před 25 dny +11

    ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖି ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '

    • @janmejaytripathy4386
      @janmejaytripathy4386 Před 25 dny

      😂😂😂😂😂😂

    • @Save_Odisha_from_looters
      @Save_Odisha_from_looters Před 24 dny

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @niranjanpanda8574
    @niranjanpanda8574 Před 24 dny +9

    ମୁଚୁକି ହସି ଓଡିଶା ଖାଇ ସାରିଲାଣି। ଖଣି ଲୁଟ, ଚିଟଫଣ୍ଡ, ଜଗନ୍ନାଥ ଜମି ବେଦାନ୍ତକୁ ଦେବା, ଜଗନ୍ନାଥ ନାମରେ ଚାଉଳ ଆଦାୟ କରିବା, ବେ ବିନା, ପରୀ, ମମିତା, ଇତିଶ୍ରୀ.... ଛି... ଛି। ଜଗନ୍ନାଥ କରିଡର କରି କେତେ ଖାଇଚୁ, ବହାରିବ।୩ୟ ଧନୀ କିପରି ହେଲୁ? ସମୟକୁ ଅପେକ୍ଷା କର।

  • @Rashmitasahoo-
    @Rashmitasahoo- Před 25 dny +11

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

    • @janmejaytripathy4386
      @janmejaytripathy4386 Před 25 dny

      ମା ହେଲେ ଜାଣିବ, ମଦୁଆ ପୁଅ ନୁହଁ ସଭ୍ୟ ପୁଅ ହେଲେ ସେ କହିବ କଣ ହୁଏ ଏଠି ଆମ ଭଳି ପୁଅ ଝିଅ ମାନଙ୍କ ସହ...ଆମ ଆଶା କୂ ଦଳିଦିଆଯାଏ....

    • @Save_Odisha_from_looters
      @Save_Odisha_from_looters Před 24 dny

      ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @Soumya_suriyans
    @Soumya_suriyans Před 25 dny +18

    ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ପାଇଁ ଷଷ୍ଠ ଥର ପୁଣି ଥରେ ନବୀନ ବାବୁ ବିଜୟ ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ସାମିଲ ହେବେ ଏବଂ ଓଡ଼ିଶାବାସୀଙ୍କ ସେବା କରିବେ ସେଥିପାଇଁ କୌଣସି ଅସୁବିଧା ନାହିଁ '

  • @Himanshu_bhusan
    @Himanshu_bhusan Před 25 dny +11

    ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ SHG ମାଧ୍ୟମରେ ସ୍ୱାବଲମ୍ବୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଆଜି ସାରା ଓଡ଼ିଶାରେ ଚର୍ଚାର ବିଷୟ ପାଲଟିଛି ।

  • @Komalsahoo
    @Komalsahoo Před 25 dny +18

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

    • @janmejaytripathy4386
      @janmejaytripathy4386 Před 25 dny +1

      କେତେ ରେ ବିକିଛୁ ମୁଣ୍ଡ.....😂

    • @saratkumarswain887
      @saratkumarswain887 Před 25 dny

      ଚିଟଫଣ୍ଡ ଟଙ୍କା ମିଳିଲା ବେଲାଜି bjd ଦଳ boycott bjd

    • @jayjagannath-Puri123
      @jayjagannath-Puri123 Před 16 dny

      Naveen kahin kahuchhu... Se chali paruni ki munda kama karuni.... Pandu kah to priya pandu, kariba tote gavagandu, tu heijibu nandu

  • @Save_Odisha_from_looters
    @Save_Odisha_from_looters Před 24 dny +5

    ଆଜି 90 ଲକ୍ଷ ଓଡିଆ ରାଜ୍ୟ ବାହାରେ ଦାଦନ ଶ୍ରମିକ | ଆମ ରାଜ୍ୟ ଆୟ ହେଉଛି 3 ଲକ୍ଷ କୋଟି | 30% ଗରିବ ଓଡିଆ ଓଡିଶାରେ ପଲିଥିନ ଭିତରେ ରହିଛନ୍ତି |
    ଆଜି ପାଣ୍ଡିଆନ୍ ତାମିଲନାଡୁର ଧନୀ ବ୍ୟକ୍ତି ଯିଏ ଆମ ଓଡିଶାର ଗରିବ ଲୋକଙ୍କୁ ଟଙ୍କା ଲୁଟ କରୁଛନ୍ତି |

  • @Mamali_behera
    @Mamali_behera Před 25 dny +10

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @nabakishortripathy9740
    @nabakishortripathy9740 Před 24 dny +3

    ଧନ୍ୟ ରେ ନିର୍ଲଜିଆ ପଦ୍ମପୁର ବାସି ଗଲା ଥର super ଠକ dist କରମି କହି କରି ଜିତି ଗଲା last କେ ଫେର ଥରେ ଭକୁଆ ବନlବାର ଲାଗି ଗୁମାସ୍ତା ଆଉ କ୍ରୀତଦାସ ପଳେଇ ଆସଲେ, ଇ ଥର ପଦ୍ମପୁର ବାସି ଦେଖଇ ଦିଅ

  • @nkr211
    @nkr211 Před 24 dny +4

    ଯାହା ମୁଁହ ରେ ଲାଜ ଟିକେ ଅଛି ସେ ଦଳ ଛାଡ଼ି ଚାଲି ଯାଉଛି ଆଉ ଯେଉଁ ବେଧଏଇ ମାଇକିନା ର ଛୁଆ ସେମାନେ ପାଣ୍ଡୁ ର ପାଦ chatuchhanti, କୁକୁର ଗୁଡାକ, ଆଃ ଥୁ

  • @Tapassamal-
    @Tapassamal- Před 25 dny +14

    ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି l

  • @sadanandamallickmallick6748

    ମିଛ ଧରାପଡିଗଲାଣି ରେ ପାଣ୍ଡୁ

  • @ajayabehera155
    @ajayabehera155 Před 25 dny +18

    ୨୫ବଷ ଭୂଆଁ ବୁଲାଇଲ, ଆଉ ନୁହେଁ

  • @Virajsamal
    @Virajsamal Před 25 dny +8

    ଓଡିଶା ର ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି ଏବଂ ଓଡିଶା ବାସୀ ଙ୍କ ଭଲ ପାଇବା ବିଜେଡି ଦଳସହିତ ଅଛି ତାହା ଆଜି ରାଇଜିଂ ଭାରତରେ କହିଛନ୍ତି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ!

    • @user-gq3pl1ey8h
      @user-gq3pl1ey8h Před 25 dny

      ପାଣ୍ଡୁ ର ଗୋଡ଼ ଧୋଇ ପାଣି ପି ଦେ

  • @spykerbabu8404
    @spykerbabu8404 Před 25 dny +5

    ପଦମପୁର ଜିଲ୍ଲା କାଜେ ନେଇ ହେଲା
    ମିଛି କଥା ନଈ କୁହ ରେ ବାବୁ ତଳେ ଭୋଟ ନାଇ ଦଉ

  • @chanti124
    @chanti124 Před 25 dny +1

    Parikrama pakalpa re jau mariki paisa khaila bhagaban sahibeni kebe bi 😢😢😢

  • @user-wb2dn1hi5c
    @user-wb2dn1hi5c Před 25 dny +12

    ନିକଟରେ ପାର୍ଥିନୀ ଟୁକୁନି ସାହୁ ଏକ ସଭାରେ କହୁଥିଲେ କି ମୂଖ୍ଯମନ୍ତ୍ରୀ ପଦ୍ମପୁର କୁ ଜିଲ୍ଲାର ମାନ୍ୟତା ଦେଲେନାହିଁ,ତେବେ ମୁଖ୍ୟମନ୍ତ୍ରୀ କଣ ଆପଣ ଯାହା କହୁଛନ୍ତି

  • @ranjanpradhan8423
    @ranjanpradhan8423 Před 19 dny

    ମୋଦି କହିଥିଲେ କଳାଧନକୁ ଫେରିଇଆଣିବେ କିନ୍ତୁ 1ଟଙ୍କା ଦେଖେଇଲେକି ନା ଖାଲି ଜାଣିଛନ୍ତି 7ହଜାର୍ ର dress ଆଉ 3ହଜାର୍ ରେ ଛତୁ ଖାଇବା ଆଉ କିଛି ନାହିଁ ଏବେ vote ବେଳେ ଖାଲି କଥା ନବୀନ ପଟ୍ଟନାୟକ କଣ କରିନାହାନ୍ତି ଦେଖନ୍ତୁ ଯାନ୍ତୁ ମାଲକାନଗିରି ଦେଖନ୍ତୁ କି ପ୍ରକାର ବ୍ୟବସ୍ଥା ହୋଇଛି ଓଡିଶା ରେ ଯଦି ବିଜେପିକୁ ସରକାର ଆସିବ ଏ ଶଳା ଓଡିଶାକୁ ଖାଇଦେବେ ଖାଲି ମୋଦି ବାହାରେ ବୁଲିକି ରାଜ୍ୟକୋଷ ରୁ ଖର୍ଚ କରିବା ଜାଣିଛି । ଜୟ ନବୀନ ସରକାର

  • @villagesboy7973
    @villagesboy7973 Před 24 dny +1

    Padampur district kebe heba kaha

  • @dinabandhumajhi6531
    @dinabandhumajhi6531 Před 24 dny

    Right

  • @ratikantabehera8987
    @ratikantabehera8987 Před 25 dny +8

    ପଦମପୁର ଜିଲ୍ଲା କରିବାକୁ କହିଥିଲୁ ରେ ଟାଉଟର.

  • @saradaprasannamishra8375

    Jaya Jaya Ho........

  • @user-tw9le4mi8w
    @user-tw9le4mi8w Před 23 dny +1

    ତାମିଲ୍ ର ଲୋଭ ଲାଗିଛି କେମିତି ଓଡ଼ିଆ ଲୋକଙ୍କୁ ଶାସନ କରିବ ନିଜେ ହେଲିକେପ୍ଟରରେ ବୁଲିବ ଓଡ଼ିଆ ମାନଙ୍କୁ ଗୋଲାମ ପରି ବ୍ୟବହାର କରିବ

  • @user-ko3uj6tp1e
    @user-ko3uj6tp1e Před 25 dny

    Jay Jagannath

  • @romisinghsarjom4675
    @romisinghsarjom4675 Před 25 dny +5

    ତାମିଲନାଡୁ ରାଜ୍ୟରେ ଭାଷଣ ମାରିବୁ ଜା ମେଣ୍ଢା ଓଡ଼ିଆ ମାନଙ୍କୁ ପୁରା ବୁଝା ଅଛି

  • @rashmidas6288
    @rashmidas6288 Před 25 dny

    Best speech

  • @sunildas4018
    @sunildas4018 Před 25 dny +1

    Sabu khai ki Tamilnadu nei jiba

  • @prasantapattanaik862
    @prasantapattanaik862 Před 25 dny +1

    ୩୦ ଟା ଜିଲ୍ଲା କୁ ପୁଣି ଆଉ୩୦ ଟା ଜିଲ୍ଲା କର।

  • @babubhuyan5422
    @babubhuyan5422 Před 24 dny +1

    Khali karucha haeni aahuri

  • @bipinprivatevideo
    @bipinprivatevideo Před 24 dny

    ଜୟ ଜଗନ୍ନାଥ 🙏

  • @ErkamalDharua
    @ErkamalDharua Před 25 dny

    Sir one request please complete the rest bijuexpress as soon as possible

  • @chumkisahu8967
    @chumkisahu8967 Před 23 dny

    Dadan b badhei chhan

  • @trinathsinghmahapatra5032

    କେବେ ଜିଲ୍ଲା କରୁଛ 25 ରେ ହେଲା ନାହିଁ ଆଉ25 ଲାଗିବ

  • @parameswarmahanta-rv5or
    @parameswarmahanta-rv5or Před 25 dny +1

    ନବୀନ ଚୋର no -1 ଧର୍ଷଣ no-1=ଦାଦନ no-1dakayat no-1

  • @comedyshow9029
    @comedyshow9029 Před 24 dny +1

    ଖାଲି ଭୋଟ ବେଳେ ମିଠା ମିଠା କଥା

  • @babulkumardas5385
    @babulkumardas5385 Před 25 dny

    ଆମେ ନବୀନ ବାବୁଙ୍କୁ ଭଲ ପାଉ କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ବୃଧ୍ୟ ହେଇଗଲେଣି ତାଙ୍କର ଆଉ ସାସନ କରିବାକୁ ଶାରରିକ ଭାବେ ଫିଟ ନୁହନ୍ତି, ତାଙ୍କର ଏବେ ରେଷ୍ଟ ନବ କଥା,
    କିନ୍ତୁ ଭି.କେ ପାଣ୍ଡିଆନ କୋଉ ଆସନରୁ ପାର୍ଥି ହେଇଛନ୍ତି ଓ ନବୀନ ବାବୁ କାଇ ରୋଡ ସୋ କରୁନାହାନ୍ତି ,ସବୁଥିରେ ଭି.କେ ପାଣ୍ଡିଆନ ରୋଡ ସୋ କରୁଛନ୍ତି କଣ ଓଡିଶା ବାସି ଭି.କେ ପାଣ୍ଡିଆନକୁ ମୁଖ୍ୟ ମନ୍ତ୍ରୀ ଭାବୁଛନ୍ତି, ମନେ ରଖନ୍ତୁ ବିଜେଡି ଜିତିଲେ ଭି.କେ ପାଣ୍ଡିଆନ ଶାସନ କରିବେ ଏବଂ ଆମେ ଗୋଟିଏ ବାହାର ଲୋକର ଶାସନରେ ଶାସିତ ହବୁ, ଓଡିଶା ଜଣ ସାଧାରଣ ଆପଣ ମାନେଙ୍କର ବହୁତ ମୂଲ୍ୟ ଭୋଟ ଦେଖିକେ ଦେବେ

    • @saratkumarswain887
      @saratkumarswain887 Před 25 dny

      Chitifund ଟଙ୍କା ମିଳିଲା bjd ଦଳ ବାଲ ଚୋର ଦଳ bjd

  • @ElectionGrid
    @ElectionGrid Před 24 dny

    👍👌

  • @BibunaBibhuti
    @BibunaBibhuti Před 25 dny

    Right your speaker .bjd saarathi of nabeen cm

  • @SoumitreshMahapatra
    @SoumitreshMahapatra Před 24 dny

    How are you Ananya Das Madam?

  • @bipinprivatevideo
    @bipinprivatevideo Před 24 dny

    ଆପଣ ଓଡ଼ିଶାରେ Arlledy ଜିତି ସାରିଲେଣି

  • @rashmiyr1989
    @rashmiyr1989 Před 19 dny

    Sabu bhala kahichani Kintu apananku gotiye anurodh, odisha re #Dadanakhati ra hisab debe... odisha ra sabutho bada samasya rojagar milu nahi odisha re, odisha basi bahara rajyaku kamakaribaku jauchanti😒😒😒

  • @ganeshdas525
    @ganeshdas525 Před 16 dny

    ସବୂକଥାକହୁଛପଦମପୁରଜିଲାକୈଆଡେଗଲା

  • @subashbhoi5192
    @subashbhoi5192 Před 20 dny

    Odisha bjd re kounasi bhedia pua nahanti je e panduku prachara Kariba pain dakuchhanti

  • @akshayadebata9826
    @akshayadebata9826 Před 25 dny

    Good

  • @nkr211
    @nkr211 Před 24 dny

    ଯେଉଁ ମାନେ ୟା କୁ ପାଛୋଟି ନେଇ ମୂରବୀ ଆସନ ରେ ବସାଉଛନ୍ତି ପଛରେ ପସ୍ତବେ,

  • @GKforU-kc8kv
    @GKforU-kc8kv Před 19 dny

    Bjd କେ ଭୋଟ କେହି ବି ଦିଅ ନାହିଁ ।
    ଏଥର ପରିବର୍ତ୍ତନ ଆଣ

  • @ShridharNayak-kp9fk
    @ShridharNayak-kp9fk Před 25 dny

    Hau dekhiba Pandia 4pare katha haba

  • @susantakupanda
    @susantakupanda Před 25 dny

    Nabin damage battery 🔋, change battery 😮 🙏

  • @Lipsa109-xi4ew
    @Lipsa109-xi4ew Před 21 dnem

    ପଦମ ପୁର କେବେଜିଲ୍ଲା ହେବ

  • @basantibariha1725
    @basantibariha1725 Před 24 dny +1

    Padampur zilla kbhe heba 😂😂😂😂

  • @chakradharofficial6837
    @chakradharofficial6837 Před 25 dny +1

    ଜୟ ବିଜେଡି ପୁଣି ମୁଖ୍ଯ ମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

  • @jullysamal6626
    @jullysamal6626 Před 25 dny

    ଜୟ ଜୟ pandian sir I salute you,your super first brain ବୁଦ୍ଧି। ଜୟ BJD ନବୀନ ଶଙ୍ଖ

    • @nilamanidakua6124
      @nilamanidakua6124 Před 25 dny

      Super brain boli odishare sasana karuchi odianku boka baneiki

  • @jstechnology6981
    @jstechnology6981 Před 25 dny

    Time ku wating kara

  • @Activeboy100
    @Activeboy100 Před 24 dny

    Congress jindabad .... Congress hin sabu kariba......

  • @swaintech4794
    @swaintech4794 Před 25 dny

    @KoramaniPanda-cg1vr pari, bibina, kunduli pidita emananka ra vul kan... Odisha bekari re 22 rajya vitare 1st rank😂😂... Tamil loka sasan karibe.. odia nku

  • @nilamanidakua6124
    @nilamanidakua6124 Před 25 dny +1

    Kuchakri gosti hela bjd titlagada mla tukuni sahu

  • @ShrabanaKumarbehera-nq7px

    କେତେ ବର୍ଷ ଆଉ ଲାଗିବ.....

  • @Activeboy100
    @Activeboy100 Před 24 dny +1

    ପାଣ୍ଡୁ ବନେ ଠକି ଜାଣି ଛେ ବଳ ତ.........

  • @rintumallik6655
    @rintumallik6655 Před 25 dny +1

    Padampur district j kari6n bhel tumar CM

    • @gopalpalata6366
      @gopalpalata6366 Před 25 dny

      Cm kn karibe ae ta super cm bjd ra harta karta bhagya bidhata samasta nki bhakua banauchhi

  • @amtcreation4788
    @amtcreation4788 Před 25 dny

    ଯେ ହିନିସ୍ତା ଲାଗୁ ଛେ କି ନି ଲାଗ୍ ବାର୍ ବଳୁ ଛେ ଜିଲ୍ଲା କର୍ବ ବାଲୁ ଥିଲ କେଜେ କେ ଲାଜେ ଯାଇ ଛ ଜେ 😂

  • @keshababariha4039
    @keshababariha4039 Před 22 dny

    ଭୋଟ ଠକି କରି ନେବାର୍ ଲାଗି ମାଗିହା ଭକୁଆ ବନଉଛେ ।

  • @maheswarbadatyamasm9616

    ghoshana karide ka na paisa laguchhi ki ba ?

  • @itishreejena6424
    @itishreejena6424 Před 25 dny

    Jay bijadi

  • @sunildas4018
    @sunildas4018 Před 25 dny

    Padampur jilla kn hela

  • @RamakantaKaramRamakantaKaram

    Jay Odisha Jay Navin Jay BJD ❤🙏

  • @sambalpuriavlogs1753
    @sambalpuriavlogs1753 Před 25 dny +1

    Pita e puo k

  • @csclahanda5215
    @csclahanda5215 Před 25 dny +1

    Zila kebe heba

  • @niranjanpanda9430
    @niranjanpanda9430 Před 25 dny +2

    ପଦ୍ମପୁର ଜନସାଧାରଣ କୁ କେତେ ଥର ଠକିବ

  • @sampattypandey
    @sampattypandey Před 25 dny +4

    ତୁମର କୁଟୁନି ସାହୁ ତ ସିଧା ସିଧା ଭାବରେ କହିଲା କି ଯଦି ପଦମପୁର ଜିଲ୍ଲା ହେଇଥାନ୍ତା ତାହାହେଲେ ସେ ପ୍ରଥମେ ଦଳ ଓ ପଦରୁ ଇସ୍ତଫା ଦେଇଥାଆନ୍ତି । ତାହାହେଲେ ତୁମ ଦଳ ଭିତରେ ହିଁ କୁଚକ୍ରି ଅଛନ୍ତି ।
    ତୁମ ଦଳ ଭିତରେ କୁଚକ୍ରୀ ଅଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କର ପ୍ରକୃତ ହତ୍ୟାକାରୀ କିଏ ଜଣା ପଡ଼ିଲା ନାହିଁ ।

  • @RameshMirdha-zt9ti
    @RameshMirdha-zt9ti Před 25 dny

    Padampur k kebhe heba dist kahun Katha kahele ni chale

  • @jayjagannath-Puri123
    @jayjagannath-Puri123 Před 16 dny

    Naba das place re pandu ku injection debara thila

  • @noiseinpetscottage9123

    Padampur Jilla hela ki ,,,hela ki,,,,

  • @user-es3fn9dc5u
    @user-es3fn9dc5u Před 24 dny

    ଏ ଭଏଁରା ପାଁଡୁ ଯାହା ହଉ ତୁଇଁ ବି ନବିନ୍ ମିତାଲ୍ ଓଡ଼ିଆ ଶିଖି ଗଲୁ ନ ବୋ।

  • @comedyshow9029
    @comedyshow9029 Před 24 dny

    କି ମିଛୁଆ

  • @ARMY-we8jj
    @ARMY-we8jj Před 25 dny

    Heta paisa dei6a je jai6an😂😂😂

  • @dillipjethani1731
    @dillipjethani1731 Před 25 dny

    Tamil nadunu bus aanichu ta

  • @sureshsahu3375
    @sureshsahu3375 Před 25 dny

    Panchyat ra khata re nai de ee,sir ,

  • @rajdeep4757
    @rajdeep4757 Před 5 dny

    Padampur jila hai gala j

  • @chanti124
    @chanti124 Před 25 dny

    25 barsha vuha buleaila au kete dina sadharana paribarta chahanti tamil sasana chalibani

  • @saratkumarswain887
    @saratkumarswain887 Před 25 dny

    Pandiy dama achi mla chida hie dekhe to bala upadi odisha basi fingidebe

  • @Tarakanta980
    @Tarakanta980 Před 25 dny

    ପଦ୍ମପୁର ଜିଲ୍ଲା ହେଲା କି ???

  • @narayanrouta9270
    @narayanrouta9270 Před 25 dny

    Pandu sampurna micha kahuchi jila kariba rajya sarakarankara kama bjp nuhne ae sabu prakalpa ru k😢ete kti khaechi pndu ku pachara

  • @PravashKumarsahuSahu
    @PravashKumarsahuSahu Před 25 dny

    Dharmendra padhan

  • @binodmallik7383
    @binodmallik7383 Před 25 dny

    District katha k hela j nai kaheber 😂😂😂😂

  • @RM_RAGHU_office
    @RM_RAGHU_office Před 22 dny

    Aap apni Sarkar Hai Aap kar sakte hain Kyon Itna Jhooth bolate ho district karne per aap Chahe to district ho sakte hain aap dost Kyon de rahi ho BJP ko Pandu Babu bahut Jhooth bol rahi ho

  • @user-ku6uk5hs5s
    @user-ku6uk5hs5s Před 25 dny

    ଇଏ ବାୟା ହୋଇ ଗଲାଣି

  • @RM_RAGHU_office
    @RM_RAGHU_office Před 22 dny

    Aap log bahut Jhooth bolate ho Padampur ko lollipop mil chuka hai not District not vote

  • @sunnynayak8099
    @sunnynayak8099 Před 25 dny

    Aeta ku pura biroda kara.... a pura michua loka

  • @ambujasahoo4202
    @ambujasahoo4202 Před 25 dny

    Aji odisha ra pragati pai pandian sir... Jagannath nka pakhare parthana karuchi sabu khusi pandian sir nku diantu...
    Next Cm odisha re kari BJD ku sasakti karantu

    • @janmejaytripathy4386
      @janmejaytripathy4386 Před 25 dny

      ଛି..........😂
      ଶଳା ବାହାର state re nija state govt.chakiri Anya state pila ku
      daunahantii....ତୋ ବାପାଙ୍କର ଓଡ଼ିଶା ତ ମୁଖ୍ୟମନ୍ତ୍ରୀ ହେବେ.....
      ବିଜୁ ବାବୁଙ୍କ ଭଳି ଯୁବ ନାୟକଙ୍କୁ ମୋ ଭୋଟ

  • @comedyshow9029
    @comedyshow9029 Před 24 dny

    ପଦ୍ମପୁର କୁ ଜିଲ୍ଲା କରିପାରିଲେନି

  • @jayjagannath-Puri123
    @jayjagannath-Puri123 Před 16 dny

    Srimandir kama hela boli tu 4000 crore khailu

  • @silankumar3248
    @silankumar3248 Před 25 dny +1

    ଆନ୍ଧ୍ରରେ ନୂଆ ରାଜ୍ୟ ହେଲା କର୍ଣ୍ଣାଟକରେ କଂଗ୍ରେସ ଥାଇ ନୂଆ ରାଜ୍ୟ ହେଲା ଓଡ଼ିଶାରେ ପାଣ୍ଡୁ କଲାନି ପଦ୍ମପୁରରେ ଯାଇ ଭାଷଣ ଦଉଛି, ଉଚିତ୍ ଜବାବ ମିଳିବ, କଳାପାହାଡ଼ କୁ ଓଡ଼ିଶାରୁ ବାହାର କର

  • @maheswarbadatyamasm9616

    harijiba bhayare rati nida heuni pandu ku , tenu prana nikalate ghiri ghiri buluchhi !bahut bada bada ghotala karichhi boli loke kahuchhanti .

  • @ghasiamajhi2365
    @ghasiamajhi2365 Před 25 dny +1

    Abki bar only bjp sarkar bjd change heba darkar

  • @SumiKrishnaLifestylevlogs

    Puri jagannath nka dasana kariba bahut kasta jeijaichi agaku bhalase dasan karuthilu hele ebe chida hoi hoi jibana chadijauchi

  • @sabitapradhan2168
    @sabitapradhan2168 Před 25 dny

    COVID pilanku pratisruti dei kichhi bi kaleni