Padampur BJD MLA Candidate Barsha Singh Bariha addresses public gathering ahead of polls | KalingaTV

Sdílet
Vložit
  • čas přidán 6. 05. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    CZcams: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Komentáře • 203

  • @surenpatel1834
    @surenpatel1834 Před měsícem +27

    ଜିଲ୍ଲା କେଭେ ହେବା

  • @madanmohanswain161
    @madanmohanswain161 Před měsícem +23

    ପଦ୍ମପୁର ଜିଲ୍ଲା ହେଲା କି

  • @user-fr9nn8nn1z
    @user-fr9nn8nn1z Před měsícem +23

    ନାନୀ ଗୋ ଇଥର କାନ୍ଦି କାନ୍ଦି ଭୋଟ ମାଗବ
    କିନୀ ଗୋ,,😢😢

  • @rasmibhuyan6255
    @rasmibhuyan6255 Před měsícem +15

    ଏହା କାହାଣୀ ନୁହଁ ଏକ ସତ୍ୟ ଘଟଣା...୧୭ବର୍ଷର ପିଲାଟିଏ ତାମିଲନାଡ଼ୁରେ ପାଉଡର କମ୍ପାନୀରେ କାମ କରୁଥାଏ ବୈଶାଖ ମାସ ପ୍ରବଳ ଖରା ପିଲାଟି ଟିକେ ଥକିପଢି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସିପଡ଼ିଛି .. ଠିକ୍ ଏହି ସମୟରେ କମ୍ପାନୀର ମେନେଜର ଆସି ଦେଖିଦେଲେ କହିଲେ ରେ ସଳା ତୁ କଣ ବସିବାକୁ ଏଠିକି ଆସିଛୁ ଚାଲ କାମରେ ଲାଗେ ପିଲାଟି ଛଳଛଳ ଆଖିରେ ଉଠିପଢି କାମରେ ଲାଗିଲା ଆଉ ଦେହଟିକେ ଭଲ ଲାଗୁନଥାଏ..ଏହି ସମୟରେ ସେ ଏକ ପେଟି ଉଠେଇ ନବା ସମୟରେ ତଳେ ପଡ଼ିଯାଏ ଓ ପିଲାଟିର ପାଦ ଆଙ୍ଗୁଳି ରେ ଛୋଟିଆ ଆଘାତ ଲାଗି ରକ୍ତ ମଧ୍ୟ ବାହାରେ..କିନ୍ତୁ ଠିକାଦାର ମହାସୟ ଆସି ପିଲାଟିକୁ ୨ଚାପୁଢା ମାରି କହନ୍ତି ...ରେ ଶଶୂର କାମ କରିପାରୁନୁ ପେଟି ଉଠେଇ ପାରୁନୁ ସଳା ଲୋଭରେ ପଳେଇ ଆସିଛୁ କେତେ ଲସ କଲୁ ଆଜି... ଚାଲ ତ ଦରମାରୁ କାଟିକିଦେବି..ପିଲାଟି ଡିୟୁଟିସାରି ରୁମକୁ ଆସେ ସଂନ୍ଧ୍ୟା ସମୟରେ ମା'କୁ ଫୋନକରେ ଆଉ କୁହେ... ମା ବାପା ଘରେ ଅଛିନାଲ କୁଆଡେ ଜାଇଛି.. ମା କୁହେ କଣ ହେଲାକି..ପିଲାଟି କୁହେ ବାପାକୁ କହିବୁ ଆସିଲେ ତାକୁ ତା ପୁଅର ରାଣ ଆଉ ବିଜେଡିକୁ ଭୋଟ ଦବନି କି ତୁ ବି ଦବୁନି ..ମା କହୁଛି ହଠାତ୍ ଏକଥା କହୁଛୁ..ପୁଅ କୁହେ ମା ତତେ ଏକ ଫଟ ପଠେଇଛି.. ଅପା (ନାନି)କୁ କହ ଦେଖେଇବ..ମା ଦେଖେ ପୁଅର ଗୋଡ଼ ଆଙ୍ଗୁଠିରେ କିଛି ଆଘାତ ଲାଗିଛି..ମା ହେଉଛି ମମତାମୟୀ ପୁଅ ର ଏମିତି ଅବସ୍ତା ଦେଖି କରୁଣ କଣ୍ଠରେ କାନ୍ଦି କାନ୍ଦି ପଚାରୁଛି ମ ଧନରେ ତର ଏମିତି କଣ ହେଇଛି ରେ.. ପୁଅ ସବୁକଥା ମା'କୁ କୁହେ..ଆଉ କୁହେ ମାଲ ମୁଁ ଜଦି ଏବେ ତ ପାଖରେ ଥାଆନ୍ତି ...ତୁ ଆଜି କେତେ ଗେଲ କରିଥାନ୍ତୁ ଆଉ ମ ପାଦରେ ଟିକେ ହାତମାରି ଠାକୁରଙ୍କୁ ଡାକିଥାଆନ୍ତୁନା .. ଦେଖ ମୁଁ ଜଦି ଏଠି ମରିଯାଏ ତୁ ମତେ କେବେ ଦେଖିପାରିବୁନି ପୁଅର ଏକଥା ଶୁଣୀ ମା କହୁଚି ପାଗଳା ଏକଣ କହୁଛୁ ବେ ଚୁପ୍...ପୁଅଟି କହୁଛି ଏସବୁ ଆଜି ତମ ପାଇଁ ହେଇଛି...କାରଣ ତୁମେ ୨୫ର୍ଷ ହେଲା ସେହି ଗୋଟିଏ ଅପାରଗ କୁ ଭୋଟଦେଇ ଚାଲିଛ..ଆଉ ସେମାନେ ତମ ଭୋଟ ପାଇସାରିଲେ... ନିଜ ପୁଅ ନାତି ସାତପୁରଷ ପାଇଁ ଧନ ଅର୍ଜନ କରିବାରେ ଲାଗିପଢନ୍ତି..ଆଉ ମ ବାପା ମୁଁ ଘରଛାଡ଼ି ପର ରାଜ୍ୟରେ ଗୁଲାମୀ ଖଠୁଛୁ...ଆମ ପାଇଁ ଏ ସରକାର କରିଛି କଣ...ମା କହିଲା ହଉ ରହ... ତବାପା ପାଟୀ ମିଟିଙ୍ଗି ଜାଇଥିଲେ ଟାଙ୍କେ ପିଇକି ଆସିଛି ନା କଣ... ହେଇ ରାସ୍ତାରେ ରାଉ ରାଉ ଡାକୁଛି ବିଜେଡି ଜିନ୍ଦାବାଦ କହୁଛି...ଏଇତ ଆମ ଭୋଟର ଏ ଆମ ଓଡ଼ିଶା...
    ପୁଅ ଯାଉ ଦାଦନ..
    ମା ମରେ ନିତିଦିନ...
    ଆଉ ଭୋଟ ପାଇଁ ବିଜେଡି କରେ ମଦଦାନ...ଚାଲ ଗଢ଼ିବା ୨୫ବର୍ଷ ଭୁଲିବା ପୁଣି ବିଜେଡି ହାତରେ ଶାଶନ ଦେବା.. ଏଇଥର ବିକାଶ ହେବ..ପ୍ରତ୍ୟେକ ନିର୍ବାଚନରେ ଏହି ପୁରୂଣା କାହାଣୀ ଶୁଣିବା..

    • @jagasahu801
      @jagasahu801 Před měsícem

      ବହୁତ ସୁନ୍ଦର ଉପଦେଶ ❤

    • @pritampolei7087
      @pritampolei7087 Před měsícem

      Thik katha agnya mu sunichi ama gaon pila nka tharu bahut hairan karanti a tamil mane.au personally mu a tamil mananka sahit kama karuchi janichi yeh sabu swarth pain natak karanti.naveen ra sarira au munda kama deuni taku a tamil phasouchi michha katha kahi au kari.amiti b ama cm no1 bjd jaha kahuchi au sata katha hela garibi bekari dadan no industry re talu no1

    • @laxmi4952
      @laxmi4952 Před 23 dny

      ଜନସାଧାରଣଙ୍କୁ ସଚେତନ କରିଥିବାରୁ ଭାଇଙ୍କୁ ବହୁତ ବହୁତ ଧନ୍ୟଵାଦ jay ବିଜେପି

  • @ajayabehera155
    @ajayabehera155 Před měsícem +48

    ୨୫ ଵଷ ଵହୁତ ହୋଇ ଗଲା ,ଏଥର ପରିବର୍ତ୍ତନ କର

  • @prabhatchandan8504
    @prabhatchandan8504 Před měsícem +10

    ତୋର୍ ମାଁ ଦୂବେଇ ଯାଇଥିବା ଘୂଡାଗେହୀ

  • @ramachandradash9952
    @ramachandradash9952 Před měsícem +7

    ଭଲ ହସ୍ପିଟାଲ ଟେ ନାଇ ବନେଇ ପାରଲା ବରଗଡ଼ ଆଉ ପଦ୍ମପୁର ରେ

  • @ramachandradash9952
    @ramachandradash9952 Před měsícem +8

    ଏଥର ପଦ୍ମ କେ ଭୋଟ ଦିଅ , ବର୍ଷା କେ ହରେଇ ଦିଅ ,ବିଜେଡି ଖାଲି ସପନା ଦେଖଇ କରି ଠଗି ଦେଶନ

  • @user-bq5vt3lo5o
    @user-bq5vt3lo5o Před měsícem +5

    _ବର୍ଷା ତୋର ଭାଷଣ ରେ ଲୋକ କେ କରୁଛୁ ପର୍ଛା କେତେ ଠକୁଛୁ ଆଉ ତତେ ଟିକେ ଲାଜ ନାଇଁ ଲାଗିବାର ତୁଇ ଯେନ କଥା କହିଥିଲୁ କାନ୍ଦି କାନ୍ଦି କରି ମତେ ଭୋଟ ଦିଅ ଇ ଥର ପଦ୍ମପୁର କେ ଜିଲ୍ଲା କରିମା ବୋଲି ଲାଲ୍ଟିନ ଦେଖାଳୁ ଇ ଥର ସବୁ କଦଳୀ ହେବା...._

  • @rasmibhuyan6255
    @rasmibhuyan6255 Před měsícem +10

    ଜୁନ ଚାରିତାରିଖ ଦିନ ପାଞ୍ଚଟା ବେଳେ ନବୀନବାବୁଙ୍କୁ heart attack ଆସିପାରେ, ବିଜେଡି ଵାଲା ଟିକେ ସଜାଗ ଥାନ୍ତୁ l
    3

  • @user-jr8sz3nn7q
    @user-jr8sz3nn7q Před měsícem +32

    ଏଥର ବିଜେଡି କେ କିଏ ବି ଭୋଟ ନାହିଁ ଦିଅ।ସବୁ ପଇସା ଖାଇଦିଅ

  • @user-kn9lq5hu6o
    @user-kn9lq5hu6o Před měsícem +5

    ତୋ ଘଇତା ସବୁ ଦଉଛି

  • @kismatbehera5346
    @kismatbehera5346 Před měsícem +4

    ସୁଣିଛେ ଦେଖିଛେ ତୁଇ ଗାଁ ଗାଁ ଯାଇକରି ଭଲ କାନ୍ଦିବାର ଅଭିନୟ କରୁଥିଲୁ ଏଥର କେନ୍ତା କରିବୁ

  • @Subashkalarvideo
    @Subashkalarvideo Před 27 dny +4

    କାନ୍ଦରୀ ମେଡ଼ମ 🙏🙏🙏

  • @hrushikeshsahoo5289
    @hrushikeshsahoo5289 Před měsícem +5

    ପଦମପୁର ଜିଲ୍ଲା ବିଷୟରେ ଟିକେ କୁହନ୍ତୁ୤।
    କାଗଜରେ ଲେଖା ପାଠ ପଢି ଶୁଣାନତୁ ନାହିଁ।

  • @sumantanaik430
    @sumantanaik430 Před měsícem +4

    Biju janata dala odishabasinkara bala Jay jagannath Jay nabin

  • @sanatankumar5535
    @sanatankumar5535 Před 12 dny

    Thank you

  • @prasantasahoo9450
    @prasantasahoo9450 Před měsícem +2

    🙏 ଜୟ ଜଗନ୍ନାଥ ଓଡ଼ିଶା ଜନ ସାଧାରଣଙ୍କୁ ଅନୁରୋଧ ତାମିଲନାଡୁ ସରକାର ହଟାଓ ଓଡ଼ିଆ ସ୍ୱାଭିମାନ ବଞ୍ଚାଓ ❗ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ନବୀନ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଇଛନ୍ତି। ପରିଵର୍ତନ ସମୟ ଆସିଛି

  • @milanthelakoushiknanchhpr9164
    @milanthelakoushiknanchhpr9164 Před měsícem +2

    ଜିଲା କେବେ ହେବା କହ ଟୁକୁନି ନବିନ ପଟନାୟକ ବରଷା କହ

  • @santoshpradhan4520
    @santoshpradhan4520 Před měsícem +1

    ଏନ୍ତା ସରକାର କୁ ଆମେ ବିରୋଧ କର୍ମା ଯେ ଆମର ବିଶ୍ବାସ କେ ଆର ଜନ କୁ ଧରେଇ ଦେଇ ଆରାମ କର୍ବା ।
    ଲୋକଙ୍କ ସହିତ ଜେନ CM ଡାଇରେକ୍ଟ କଥା ହେଇ ପାର୍ବା ତାଙ୍କୁ ବାଛୁଁ ।

  • @alokkumarbehera3862
    @alokkumarbehera3862 Před měsícem +2

    Laxmi bas ra dam kete

  • @krushnabag8269
    @krushnabag8269 Před měsícem +2

    2 Namber Thar Jilla Heba Padampur

  • @user-qs7lv8tk9d
    @user-qs7lv8tk9d Před měsícem +1

    4:05

  • @surajkumarbhoi8425
    @surajkumarbhoi8425 Před měsícem +4

    Paisa kha vote ne dia

  • @ashwinideheri8301
    @ashwinideheri8301 Před měsícem +1

    District keve

  • @gopalpalata6366
    @gopalpalata6366 Před měsícem +1

    ପଦ୍ମ ପୂର୍ ଜିଲ୍ଲା ଘୋଷଣା ହେଲାକି ପାଣ୍ଡିଆଁ ଆସଲେ ପଦ୍ମ ପୂର୍ ମାଟି ଧନ୍ୟ ହେଇଯାଉଛି ବାଃ ବାଃ ,,,,,

  • @pradiptamohanty1364
    @pradiptamohanty1364 Před měsícem +3

    Jananku kete paisa dei meating ku anichha......
    Tumara hariba ta taya.....

  • @Chandrakantbehera-dt2cl
    @Chandrakantbehera-dt2cl Před měsícem

    Ok

  • @user-hf2ht6sd5f
    @user-hf2ht6sd5f Před měsícem +2

    Au barsa didi kanduchha kini

  • @biranchi2229
    @biranchi2229 Před měsícem +1

    ତତେ ବିହକରିଦେଲେ ପୂର୍ବ ଓଡ଼ିଶାରେ ରଖଲେ ଛୁଆପିଲା କରାଳେ ତତେ MLA କରାଳେ ଭାଷଣ ଦେଉଛୁ କାହାର ଲାଗି bjd ର ଲାଗି ତତେ ଭାଷଣ ଦେବାର ଲାଗି ଚାନ୍ସ ଦେଲେ ଘର ଦେଲେ ଆଉ କାଣା ଦରକାର ଆଉ ଆମର ଲାଗି ଠେଙ୍ଗା

  • @user-qd2nu9hq6k
    @user-qd2nu9hq6k Před měsícem

    Change leader, Change government..

  • @pintudharua5813
    @pintudharua5813 Před měsícem +1

    ହାର ମୁଁ ବୋଲି ଦୁଇ ଥର ଆଇଛେ

  • @rasmibhuyan6255
    @rasmibhuyan6255 Před měsícem

    ବିପଦରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଆଉ ମଳିନ ଦିଶୁଛି ମହାପ୍ରଭୁଙ୍କ ଶ୍ରୀମୁଖ । ନକଲି କସ୍ତୁରୀ ବ୍ୟବହାର ଯୋଗୁଁ ଏଭଳି ହେଉଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ସେବାୟତ।
    #ArgusNews #jagannathtemple #kasturi #Puri #OdishaNews

  • @user-lf9dd4tv2z
    @user-lf9dd4tv2z Před měsícem +1

    Tume jitba pura ho 💕💝

  • @samitapuruseth5365
    @samitapuruseth5365 Před měsícem

    Ap jo v ho,jis party ki bare bolo,ap ke pass achi talent. Hai.logo ki seva me log jao .ap ki future bright hai 💐

  • @rasmibhuyan6255
    @rasmibhuyan6255 Před měsícem +1

    ଆପଣ ଯାହା କୁହନ୍ତୁ ପାଣ୍ଡିୟାନ ବାବୁ ଇରେଜ ମାନଙ୍କ ଠାରୁ ଅଧିକ ଚତୁର। ସେମାନେ ବାଣିଜ୍ୟ କରିବାକୁ ଆସି ଭାରତ ଶାସନ କରିଥିଲେ ଏ ବାବୁ ତାମିଲରୁ ଓଡିଶବାସୀଙ୍କ ସେବକ ହୋଇ ଆସିଥିଲେ କିନ୍ତୁ ଓଡିଆଙ୍କୁ ତାଙ୍କର କ୍ରିତଦାସ ବନେଇ ଦେଲେ ।

  • @kailashrana9198
    @kailashrana9198 Před 24 dny

    Khub sundar bahut bhal nani 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾aapanankar bhasan mte khusilagla

  • @basudevpati6799
    @basudevpati6799 Před měsícem +1

    Mla ମନ୍ତ୍ରୀ ଆସୁନାହିଁ ତୁ କାଂହ୍ ଆସୁଛ

  • @sambhunathchand8935
    @sambhunathchand8935 Před měsícem +1

    ନାନୀ ଟିକିଏ କାନ୍ଦ 😢😢😢

  • @KaramsaniBatphar
    @KaramsaniBatphar Před 28 dny +1

    Ar nai kanda na go nani

  • @PeacefulDreamCatcher-wq5es
    @PeacefulDreamCatcher-wq5es Před měsícem +1

    Sarpanch ke dakare.......... Barsha Singh Bariha dakuche 😂😂😂😂😂

  • @user-nj5tm9qc3v
    @user-nj5tm9qc3v Před měsícem +1

    ବିଜେଡି 👌

  • @DinabandhuNaik-yw1xs
    @DinabandhuNaik-yw1xs Před 21 dnem

    ନବୀନ ଯେନଟା କହେସନ ସେଟା କରସନ ପଦ୍ମପୁର କେ ଜିଲ୍ଲା କରଲେ କାଇଁ

  • @dkDeepak3887
    @dkDeepak3887 Před 5 dny

    A good actress 😊

  • @user-hq8lc4dh8r
    @user-hq8lc4dh8r Před měsícem +1

    Haribu sure

  • @DRMTV-be7jh
    @DRMTV-be7jh Před měsícem +1

    Dari

  • @ramachandradash9952
    @ramachandradash9952 Před měsícem +1

    ପାଣ୍ଡୁ ଚୋର ,୨ ଟା ଚିଡ଼ିଆ ଛାପ, ଅଧା କେଜି କୁକରା ଶିକାର ଆଉ ୫୦୦ ଟଙ୍କା ଦେଇକରି ଜିତବ

  • @rabindrabag5551
    @rabindrabag5551 Před 27 dny

    ପଦମପୁର ଜିଲ୍ଲା କେଭେ ହେବା

  • @Jibardhan.25
    @Jibardhan.25 Před měsícem

    ବନେ କରି ଟିକେ କହ... ପଛର ଲୋକ ଶୁଣି ନାଇ ପାର୍ ବାର 😂

  • @BijayBariha-ut9ch
    @BijayBariha-ut9ch Před 28 dny +1

    ତୁଇ ବିଂଝାଲ ଆଉ ବୋଲି ପ୍ରମାଣ କା ଣା ଅଛି, ତୁଇ ଆମର ବିଂଝାଲ ନାଁ ରେ ଭୋଟ ପାଉଛୁ, ଯଦି tital ବଦଳି ଯେ, ତତେ କିହେ ନି ପଚରାନ, ଜୟ ବିଂଝାଲ, ଭୋଟ for ଜୟ ବିଜେପି, ଭୂ ଏ, ପୁରୋହିତ 🌹2🌹

  • @Wcktsponcdhjk
    @Wcktsponcdhjk Před měsícem +1

    Election asla bele 2 din hela Laxmi bus chala la kete katha kahucha 5 baras nu kene sui thila BJD

  • @user-mo5ni2ld8x
    @user-mo5ni2ld8x Před 27 dny

    100%carret madam

  • @ranjanpadhan666
    @ranjanpadhan666 Před měsícem +1

    Harbu go nani

  • @user-eg6ns6vh1z
    @user-eg6ns6vh1z Před měsícem

    ପଦମପୁର ଜିଲ୍ଲାରୁ ସିଧା ପସାରଣ

  • @urmilapradhan4617
    @urmilapradhan4617 Před měsícem

    Jodi sankha bajale pandian ke PM karba kein?

  • @JagannathPatra-sr6or
    @JagannathPatra-sr6or Před měsícem +1

    Jila kn payin heini kahunu lo tokel?

  • @debabratapujari3110
    @debabratapujari3110 Před 21 dnem

    SHG au Mission Shakti Centre ru control hesi. Tame iti Kai interfere karuchha. Kaandi basa etkara

  • @satyanarayandash5261
    @satyanarayandash5261 Před 28 dny +1

    ତୁଇ କେତେ କଥା କହିଶୁ ରେ ବର୍ଷା.

  • @PeacefulDreamCatcher-wq5es
    @PeacefulDreamCatcher-wq5es Před měsícem

    Padampur district kebhen hebare Nani

  • @Loverboy-dc5wp
    @Loverboy-dc5wp Před měsícem

    Ayushman Card Ban Kaina Ban Heichi😅😅

  • @GopalSahu-ps3ul
    @GopalSahu-ps3ul Před 29 dny +1

    ପାଣ୍ଡିଆନ୍ ଚପଳମାଳ ପିଦ୍ଧାଅ ବଟାଅ

  • @ManojPatel-de3gm
    @ManojPatel-de3gm Před 24 dny

    Dairect rajdhani heba

  • @AnimaPruseth
    @AnimaPruseth Před 28 dny

    Odisha baharea bsky card ne chalea

  • @sureshmajhi7798
    @sureshmajhi7798 Před 20 dny

    ଆମ୍ କୁ କାଣାଦେଲୁ

  • @amreshthapa4667
    @amreshthapa4667 Před měsícem +1

    Puri ja

  • @nalinbar9774
    @nalinbar9774 Před 22 dny

    ତତେ କେତେ ବର୍ଷ ହେଲାନ ବର୍ଷା
    ଯେ। ୨୫ବରଷ ର କଥା କହୁଚୁ

  • @anchalmajhi3459
    @anchalmajhi3459 Před měsícem

    Sarkar prati panch Barsha re change heba darkar

  • @pradiptamohanty1364
    @pradiptamohanty1364 Před měsícem +1

    Tamil babu thik training deichhanti....emananku..
    Odisha ku puni thare lutiba re sahajya kariba ...
    Bjd ra training sabu michha katha upare adharita....

  • @SsnaikNaik
    @SsnaikNaik Před měsícem +2

    Kandri

  • @payalprusty894
    @payalprusty894 Před měsícem +1

    ଦୁ ମଲୁନୁ

  • @Bidulatajena792
    @Bidulatajena792 Před 29 dny

    Jila helani

  • @pitabasmeher1136
    @pitabasmeher1136 Před 29 dny

    ଇଏତ କଥା ଲାଗେ ନାଇଯାନବାର କାମ କାନା କର ବା

  • @BudhuramHo
    @BudhuramHo Před měsícem +1

    Padmpur district hei parila nai ehi thare boycott kara jiba bjd ku

  • @ramachandradash9952
    @ramachandradash9952 Před měsícem

    କେତେ ଠଗସ ଗୋ ନନି ଆୟୁଷ୍ମାନ ଭାରତ କାର୍ଡ ପ୍ରାଇଭେଟ୍ କମ୍ପାନୀ , କିଏ ବୁଦ୍ଧି ଦେଲା ତମକୁ

  • @user-si7ej5dn9z
    @user-si7ej5dn9z Před měsícem +1

    Jai padma pur Jill barsa

  • @noiseinpetscottage9123

    Sarpanch agyan mane n asi k....Jana samudra re Haji jaichhan bodhe....

  • @BasicKnowledgebyGSM
    @BasicKnowledgebyGSM Před 28 dny

    Laxmi bus band karidia amar panchayat ne anti b gote lok b nei basbar hee bus ne

  • @sumitraftar4347
    @sumitraftar4347 Před měsícem

    Dist nai hela je

  • @rasmibhuyan6255
    @rasmibhuyan6255 Před měsícem

    ସାରା ଭାରତରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାକୁ ସ୍ବର୍ଗତ Atal jee SHG mahila sangathana ଗଠନ କରିଥିଲେ ପରମୁହୁର୍ତାରେ ମୋଦି ଜି ମିଶନ ଶକ୍ତି ନାମରେ ହଜାର ହଜାର କୋଟି ଟଙ୍କା ମହିଳା ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ଦେଇ ଆସୁଛନ୍ତି ,ଯେଉଁ ସବୁ ଯୋଜନାକୁ ଚଞ୍ଚକତ କରି ମହିଳା ମାନଙ୍କ ଆଖିରେ andhapati ବାନ୍ଧି ଭ୍ରମିତ କରିବାରେ BJD prayasa karuchhi , Mahila mananku anurodha Pandu ,Nabina nka kathare pathahara ହୁଅନ୍ତୁ ନାହିଁ

  • @gbudhadevdora5118
    @gbudhadevdora5118 Před měsícem +1

    Laja laguni😂😂😂

  • @ajjtak3811
    @ajjtak3811 Před 23 dny

    I love you

  • @basantapanda6646
    @basantapanda6646 Před měsícem +1

    Laja laguni

  • @bramhanandtripathy8506
    @bramhanandtripathy8506 Před měsícem

    Insurance Company... tamar kn kala

  • @RajuSahu-en4pp
    @RajuSahu-en4pp Před měsícem +1

    Pandu ke biha heija

  • @mamatarana8991
    @mamatarana8991 Před 28 dny

    Ni kaha9 au

  • @user-qd2nu9hq6k
    @user-qd2nu9hq6k Před měsícem

    Change government

  • @amreshthapa4667
    @amreshthapa4667 Před měsícem +1

    Aau Kandbu kai

  • @UdhabaSuna-hg9ov
    @UdhabaSuna-hg9ov Před měsícem

    Eta barsa lagi Biju kadheiche

  • @RanjitBehera-lv5lp
    @RanjitBehera-lv5lp Před měsícem

    B J P jindabad..padmpur jilaa helakain.. June 4 Tarik wait Kara..😂😂😂

  • @dilipbag5332
    @dilipbag5332 Před měsícem

    Bhasan maruchhu je sabu nijar swartha lagi 25 year re kete ta company karichha, district kebe heba padampur, kebe sambalpur bhasa manyata milba

  • @SM_SUDHIR_OFFICIAL
    @SM_SUDHIR_OFFICIAL Před měsícem +1

    Bhasan debar bhalse sikha didi
    Tarpare candidate heba
    Bhasan dauchha ki kanduchha

  • @BasicKnowledgebyGSM
    @BasicKnowledgebyGSM Před 28 dny

    Tel kharcha nei baharbar bus chaluchhe j

  • @birengadatya7713
    @birengadatya7713 Před měsícem

    kan he pandian

  • @prasantabehera4669
    @prasantabehera4669 Před 28 dny

    Keatea nabu lageaibaku dabu kaha

  • @user-yq3kc6yl7h
    @user-yq3kc6yl7h Před měsícem +1

    Tuei ta bag charni au

  • @Nifty50Trader
    @Nifty50Trader Před měsícem

    Eta katha kahi paruni...

  • @ByasadevPradhan-lk3lk
    @ByasadevPradhan-lk3lk Před měsícem

    Padam pur jilla hela kain

  • @dasharathbag5417
    @dasharathbag5417 Před 25 dny

    Save ta pm modi k follow kala

  • @sweety_from_kashmir
    @sweety_from_kashmir Před měsícem

    Neta mantri k ta hate nachauche pandian

  • @user-di3wj4sf1x
    @user-di3wj4sf1x Před měsícem

    Bjd haribo Jay shree ram