ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ରାଗିବାର କାରଣ କହିଲେ କାର୍ତ୍ତିକ ପାଣ୍ଡିଆନ

Sdílet
Vložit
  • čas přidán 6. 05. 2024
  • #kartikpandian #gopalpur #ganjam #bjd #nandighoshatv #odisha
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 107

  • @Virajsamal
    @Virajsamal Před 25 dny +30

    ଓଡ଼ିଶାରେ ସବୁଦିଗରେ ବିକାଶର ଧାରା ଆଗେଇଚାଲିଛି. ଓଡ଼ିଶାର ଲୋକେ ନବୀନବାବୁଙ୍କ ପ୍ରଗତିମୂଳକ କାର୍ଯ୍ୟରେ ଖୁସି ବ୍ୟକ୍ତ କରୁଛନ୍ତି.

  • @Soumya_suriyans
    @Soumya_suriyans Před 25 dny +25

    ଓଡିଶା ର ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି ଏବଂ ଓଡିଶା ବାସୀ ଙ୍କ ଭଲ ପାଇବା ବିଜେଡି ଦଳସହିତ ଅଛି ତାହା ଆଜି ରାଇଜିଂ ଭାରତରେ କହିଛନ୍ତି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ!

  • @Soumyajit_behera
    @Soumyajit_behera Před 25 dny +19

    ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି ଓ ସାଡେ ଚାରି କୋଟି ଓଡିଶା ବାସୀ ରୂପାନ୍ତିକରଣ କୁ ସମ୍ପୂର୍ଣ ସମର୍ଥନ କରୁଛନ୍ତି l

  • @Komalsahoo
    @Komalsahoo Před 25 dny +18

    ଜନସେବା ପାଇଁ ବିଜେଡି ହିଁ ସଭିଙ୍କ ପସନ୍ଦର ଦଳ।‌ ଜୟ ବିଜେଡି ଜୟ ନବୀନ।

  • @sourabh_behera
    @sourabh_behera Před 25 dny +20

    ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ପାଇଁ ଷଷ୍ଠ ଥର ପୁଣି ଥରେ ନବୀନ ବାବୁ ବିଜୟ ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ସାମିଲ ହେବେ ଏବଂ ଓଡ଼ିଶାବାସୀଙ୍କ ସେବା କରିବେ ସେଥିପାଇଁ କୌଣସି ଅସୁବିଧା ନାହିଁ '

  • @Himanshu_bhusan
    @Himanshu_bhusan Před 25 dny +15

    ଓଡ଼ିଶାରେ ଯେଉଁସବୁ ପ୍ରଗତିମୂଳକ କାର୍ଯ୍ୟ ହୋଇଛି ଲୋକେ ସେଥିରେ ମୁଗ୍ଧ ହୋଇଛନ୍ତି. ଆଗାମୀ ଓଡିଶା ନୂତନ ଇତିହାସ ରଚନା କରିବାକୁ ଯାଉଛି.

  • @Himanshu_bhusan
    @Himanshu_bhusan Před 25 dny +10

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିନ୍ନ ପ୍ରକାର ଯୋଜନା ଏବଂ ବିଭିନ୍ନ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @surendraprusty6694
    @surendraprusty6694 Před 22 dny +1

    ମିଛୁଆ ତାମିଲ ଜଗନ୍ନାଥ ହିଁ ଧ୍ବଂସ କରିବେ

  • @Sonalikapradhan-
    @Sonalikapradhan- Před 25 dny +6

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମାଗଣା ଚିକିତ୍ସା ବ୍ୟବସ୍ଥା ସ୍ୱାସ୍ଥ୍ୟ ସେବା ଏକ ବିଳାସ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବା ପାଇଁ ନବୀନଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

  • @Tapassamal-
    @Tapassamal- Před 25 dny +7

    ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ l

  • @Virajsamal
    @Virajsamal Před 25 dny +9

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

    • @NewHorizon645
      @NewHorizon645 Před 25 dny +1

      Kathare nuhe kana channel buli bulibaku khali gapuchanti

  • @sudarshansamantaray3118
    @sudarshansamantaray3118 Před 25 dny +2

    Great project's in LORD JAGANNATH.

  • @Mamali_behera
    @Mamali_behera Před 25 dny +5

    ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଅନ୍ତର୍ଭୁକ୍ତ ଓ ପ୍ରଗତିଶୀଳ ଶାସନର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ଉଭା ହୋଇଛି ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣ କରିବା ପାଇଁ ମାନଦଣ୍ଡ ସ୍ଥାପିତ କରିଛି।

  • @bijita_das
    @bijita_das Před 25 dny +4

    ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆଉ ନବୀନ ବାବୁଙ୍କ ନେତୃତ୍ଵରେ ବିଜୁ ଜନତା ଦଳ ଆଗକୁ ଏମିତି ସାରା ଓଡିଶାରେ ବିକାଶ ଧାରା ଜାରି ରଖିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ପୁଣି ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବ...।

  • @goodfoodgoodhelth1783
    @goodfoodgoodhelth1783 Před 25 dny +3

    Tamili officer tharu ame kichi sunibaku chaunu

  • @Pujarani_khuntia
    @Pujarani_khuntia Před 25 dny +3

    ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରାଧାନ୍ୟ ତାଙ୍କୁ ଏକତା ଓ ଦୂରଦୃଷ୍ଟି ସହିତ ଏକାଠି ହୋଇ ନେତୃତ୍ୱ ନେବାର ଦକ୍ଷତାକୁ ଦର୍ଶାଉଛି।

  • @goodfoodgoodhelth1783
    @goodfoodgoodhelth1783 Před 25 dny +2

    Odissa aji gariba pandu chora pain

  • @sibusahoo1418
    @sibusahoo1418 Před 23 dny +1

    Super

  • @deepakrana9543
    @deepakrana9543 Před 19 dny

    Jai jagannath

  • @RAJESHpradhan01994
    @RAJESHpradhan01994 Před 22 dny +1

    କେତେ ଖାଇଛନ୍ତି ପରିକ୍ରମା ପ୍ରକଳ୍ପରେ

  • @prafullachandrasahoo9688

    କାହିଁକି କରାଇଦେଉଁଥିଲେ ଟିକେ କହିବେକି. ଆପଣ କଣ ACT ବିରୁଦ୍ଧରେ କରୁଥିଲେ କି. ଆମେମାନେ ଆଜ୍ଞା ଜାଣିନାହୁଁ. ଟିକେ କାରଣ କଣ ବିରୋଧ ପାଇ.

  • @mrrawdyrana7627
    @mrrawdyrana7627 Před 25 dny +1

    I like your smile v.k sir, love you 😊😊😊

  • @sibusahoo1418
    @sibusahoo1418 Před 23 dny +1

    🙏

  • @himeshpatraentertainment
    @himeshpatraentertainment Před 25 dny +1

    VK Pandian Sir Is A Good Person

  • @bhaktiarghya
    @bhaktiarghya Před 25 dny

    ❤bjd

  • @goodfoodgoodhelth1783
    @goodfoodgoodhelth1783 Před 25 dny +1

    Jadi bjd party re bhala leaders nahanti bjd hatao

  • @user-xb2ct4vb8o
    @user-xb2ct4vb8o Před 25 dny

    ନବୀନ ହେଉ କି ଧର୍ମେନ୍ଦ୍ର ପାଣ୍ଡିଆ ହେଉକି ଗାଣ୍ଡିଆ ସବୁ ଆମରି ଧନରେ ବାହାଦୁରି ଦେଖୋଉଛନ୍ତି ମୁଁ ଏମାନଙ୍କୁ କୋଉ ବାଳରେ ଖାତିର କରେନା ଯାହା କରିବ ମୋ ଜଗନ୍ନାଥ ହିଁ କରିବ ସବୁ ତାଙ୍କ ଇଛାରେ ହେବ

  • @Sonalikapradhan-
    @Sonalikapradhan- Před 25 dny +2

    ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେବଳ ନୀତି ନୁହେଁ, ଧାରଣାରେ ମଧ୍ୟ ପରିବର୍ତ୍ତନ ଆଣିଛି, ଯାହା ଓଡ଼ିଶାକୁ ଜାତୀୟ ସ୍ତରରେ ଏକ ନୂଆ ଆଲୋକରେ ପହଞ୍ଚାଇଛି।

  • @user-xb2lx9um8i
    @user-xb2lx9um8i Před 25 dny +1

    ଏଥର ଡବଲ ଶଙ୍ଖ ପୁଣି ଥରେ ନବୀନ ପଟ୍ଟନାୟକ ଆସିବା ଦରକାର। ଜୟ ଜଗନ୍ନାଥ ଜୟ BJD ❤❤❤❤

  • @himeshpatraentertainment

    Good Answer

  • @sarbeswarmishra6695
    @sarbeswarmishra6695 Před 22 dny

    If. BJP. . Said. Truth,... You. Are. Being. Fire... Atmahatya. Kara

  • @rockyvlogs5890
    @rockyvlogs5890 Před 25 dny

    Jay bjd

  • @user-tw9le4mi8w
    @user-tw9le4mi8w Před 25 dny +1

    ରତ୍ନ ଭଣ୍ଡାର କେବେ ଖୋଲାହେବ ଚାବି କାଇଁ ମିଳୁନି କୁହ

  • @goodfoodgoodhelth1783
    @goodfoodgoodhelth1783 Před 25 dny +1

    Naveena hatao odissa bachao

  • @ramachandrasahoo7067
    @ramachandrasahoo7067 Před 21 dnem

    ହତାଶ bjp ଦଳ ।ଏଥର ହାରିବା ନିଶ୍ଚିତ ତେଣୁ ଜ୍ଵର ବାଉଲାରେ ତାଟିଆ କମୁଡୁଚନ୍ତି ।

  • @KISHOR-OFFICIAL-356
    @KISHOR-OFFICIAL-356 Před 25 dny

    ଦାଦନ ସରକାର ନଵୀନ ସରକାର Jai Jagannath Jai BJP

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Naveena jadi cm haba naveena odia lokanku dekha karibaku press meeting kariba katha

  • @kadambinibhoikadambinibhoi5254

    Jay bjd team ❤

  • @banditaswain5308
    @banditaswain5308 Před 25 dny

    4gate open kara

  • @pritampolei7087
    @pritampolei7087 Před 25 dny

    Thare Naveen ku nei ram mandir ja dekhe kemiti heichi kete tanka kharcha heichi au sarkar nkara sethire fund ru kete tanka kharcha heichi au kete tanka banchichi kharcha na hoi pari

  • @bijayalaxmikar5879
    @bijayalaxmikar5879 Před 23 dny

    💚💚💚🐚🐚🐚🙏🙏🙏🙏🙏

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd re kn au bhala leaders kehi nahanti pandian bhala lokate tamili ru ashiki

  • @himeshpatraentertainment

    Be The Best Join Odisha BJD Party Members

  • @NewHorizon645
    @NewHorizon645 Před 25 dny

    Tama culture re ta Sri Jagannath and Sri Ram nk upare Biswas karantini

  • @pranabbehera8513
    @pranabbehera8513 Před 25 dny

    Tamil re odia manakun hairan karjauchhi

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Naveena ra bag dhari pachare buliba officer te thila se kahuchi mu cm

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd leaders press meeting karunahanti ta?

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Odia hoi naveen babu odia nku bhala pauni

  • @user-sw1ko4oo1y
    @user-sw1ko4oo1y Před 25 dny

    Dharma ra joy haba Ama Nabeen babu puni 6th muskhya mantri hebe

  • @banditaswain5308
    @banditaswain5308 Před 25 dny

    4000 koti ra phaida uthaila sri mandir parikrama nare

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Naveena babu jadi strength nahanti hati jaantu

  • @hatakishoresahoo1984
    @hatakishoresahoo1984 Před 25 dny

    Bjd hatao odisha banchao

  • @pradipkumarmallick8143

    ଆପଣ ରାଗନ୍ତ୍ନି ଇଟାର ଜବାବ ପଥର ରେ ଦୀଅନ୍ତୁ

  • @WolfRaider999
    @WolfRaider999 Před 23 dny

    Ama chinha SANKHA chinha.
    Ama neta Shri Naveen Patnaik.
    Prabhu Jagannath apananku ashirvaad karantu.

  • @eatingeti
    @eatingeti Před 25 dny

    ପରିକ୍ରମା ପ୍ରକଳ୍ପ BJD କୁ ବେଶୀ ବଦନାମ କଲା

  • @user-sy4lz6bz7x
    @user-sy4lz6bz7x Před 25 dny

    Education pain sir kichhi kahibeki.primary education pain kichhi kuhantu.

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd MLA MP chora e pandu ta ? bhala

  • @pruthwirajsamal7738
    @pruthwirajsamal7738 Před 25 dny

    Naveen Pattnaik 5ta latrrine karichhanti

  • @pranabbehera8513
    @pranabbehera8513 Před 25 dny

    Ae ta Tamil na.. Khali vote pain Katha kahuchhi

  • @mohanty56
    @mohanty56 Před 21 dnem

    ଓଡ଼ିଶା ବିଜୁ ର ରାଜ୍ୟ.... ଗୁକ୍ଜୁ ର ନୁହେଁ

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Pandian kie ?

  • @bijaykumarrout4161
    @bijaykumarrout4161 Před 21 dnem

    Ghtala scheme

  • @bikasjena3990
    @bikasjena3990 Před 19 dny

    Kartika hela bhala hela je 4200cr bahut paisa Kharcha heigala re. Kete mariki khaicha tame

  • @rajeshrana5805
    @rajeshrana5805 Před 25 dny +1

    Only bjp

  • @sanjaybiswal9242
    @sanjaybiswal9242 Před 25 dny

    Ha😮 pandu lunge kholahaba bj p 💞💕❤️😊😊

  • @sarojmallick4935
    @sarojmallick4935 Před 25 dny +1

    କେନ୍ଦ୍ରାପଡ଼ାର ଜ୍ବାଇଁ, ଓଡ଼ିଶାର ଜ୍ବାଇଁ, Pandian Sir, ତାଙ୍କୁ ତାମିଲ୍ କହି ଅପମାନ ଦେବାକୁ ଚେଷ୍ଟା କରିଥିବା ଲୋକଙ୍କୁ କେନ୍ଦ୍ରାପଡ଼ା ଓ ଓଡ଼ିଶାର ଲୋକ ଆଗାମୀ ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ। ତାଙ୍କୁ ଅପମାନ ଅର୍ଥ କେନ୍ଦ୍ରାପଡ଼ାକୁ ଅପମାନ। ଓଡ଼ିଶାର ଅପମାନ।

  • @vocabularylearning5195

    development karicha kiye mana karuchhii but jagannath parikrama re 4000 cr ra kama heini tume lutucha odisha ku nd kan eka eka development kariba na kan ama mla mp mane marigale ki tumara sei autocracy chalibani odishare ... tumaku hateibu ei thara

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Ame vote naveena ku deiuchu

  • @Kalki6940
    @Kalki6940 Před 20 dny

    ଜୟ ଜଗନ୍ନାଥ ❤
    Modi hatao desh bachao

  • @maheswarbadatyamasm9616

    puri kramare satare 4200 crore s tanka lagichhi ki ?

  • @bram7195
    @bram7195 Před 25 dny

    Tamil sir

  • @patrikc3337
    @patrikc3337 Před 25 dny +1

    4200କୋଟି ଖାଇଛୁ

    • @moodisha7635
      @moodisha7635 Před 24 dny

      Pramana achhi ta de ..Tama kukura mananka bhalia bhuku na

  • @user-tr4co9qq4d
    @user-tr4co9qq4d Před 25 dny +1

    ତୁମେ କିଏ? ଓଡ଼ିଶାର ମୋତେ କୁହନ୍ତୁ

  • @crazyentertainment1761

    Jaga achi kehi attack kariparibeni

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd leaders gale kuaade

  • @mcmohapatra4292
    @mcmohapatra4292 Před 25 dny

    Jaganta KU BAHARA BHIKA MAGURHILA BALA KOU SANSKAR THILA .
    FRIST REPLY.

  • @user-hp9yn8kw6c
    @user-hp9yn8kw6c Před 25 dny

    Bjd darakar odisaku

  • @bishnupriyadash2437
    @bishnupriyadash2437 Před 25 dny

    Gote katha pacharuchi ama puri au jagannath mandira pakhare thiba mota jaka sabu kn pai bhanga gala kuha se mota ama pai odisha ra parichaya thila

  • @user-jc9yi9rv6t
    @user-jc9yi9rv6t Před 25 dny

    କାହିଁକି ଏମିତି ହ ଉଛ ଏଥର ନବୀନ ନବୀନ

  • @prasannakumarratha
    @prasannakumarratha Před 19 dny

    BJP

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd hatile odissa ra bikash haba

  • @mohanty56
    @mohanty56 Před 21 dnem

    ଏଇ ଦୁଇଟା MP ମୋଦୀ ର ପୋଷା କୁକୁର

  • @Kalki6940
    @Kalki6940 Před 20 dny

    Jay shree Ram ❤
    Modi hatao desh bachao

  • @munapradhan-eb8dm
    @munapradhan-eb8dm Před 25 dny

    a bjp chara party

  • @goodfoodgoodhelth1783
    @goodfoodgoodhelth1783 Před 25 dny

    Bjd hatiba darkar

  • @user-sy8nk1ss6c
    @user-sy8nk1ss6c Před 25 dny

    Tu Kia ki , sabu chhodidelu ?

  • @Techodishark
    @Techodishark Před 25 dny

    Argus channel re debet kar pandu

  • @udayanarayanjena456
    @udayanarayanjena456 Před 11 dny

    Tu kete tanka marichu

  • @jangyadattasahoo9392
    @jangyadattasahoo9392 Před 19 dny

    Bjp India ru hatao

  • @travel_diary.
    @travel_diary. Před 25 dny

    Jay BJD

  • @travel_diary.
    @travel_diary. Před 25 dny

    Mora abebi mane achhi Parikrama prakalpa kama chalithiba bele Aparajita Sadhangi and Dharmendra pradhan kama band kariba pain chesta karithile ....Kahile bada bada hole kara jauchi Srimandir chari pate mandira bhusudi padiba ...Mandira bhangiba pain BJD ra plan emiti kahi kama band karibaku chahinthile.....Cheap politics

  • @sibusahoo1418
    @sibusahoo1418 Před 23 dny +1

    Super