PM Modi Turns a Blind Eye Like 'Dhritarashtra' On Manipur! | AISF State President Sanghamitra Jena

Sdílet
Vložit
  • čas přidán 27. 07. 2023
  • Watch AISF State President Sanghamitra Jena Reaction On PM Modi and Manipur Violence.
    #AISFStatePresident #SanghamitraJena #pmmodionmanipur #manipurvoilance #manipurisburning #modispeech #indiavsnda #indiaalliance #manipurconflict #manipurcrisis #manipurcase #manipurclashes #odishapoliticalanalysis #odishapoliticalupdate #odishapolitics #odianews #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodisha.in/
    ➠CZcams: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

Komentáře • 935

  • @kailashmajhikailashmajhi2567
    @kailashmajhikailashmajhi2567 Před 11 měsíci +213

    ସତ କଥା କହିପାରୁ ଥିବାରୁ ମେଡମ ତୁମକୁ କୋଟି କୋଟି ଧନ୍ୟବାଦ 👋👋👋💝💝💝

  • @govindakusulia7741
    @govindakusulia7741 Před 11 měsíci +104

    ଧନ୍ୟ ବାଦ୍ ଭଉଣୀ ବହୁତ ଭଲ ଜବାବ୍ ଦେଲେ ।

  • @sukantjena1984
    @sukantjena1984 Před 11 měsíci +78

    ଆପଣଂକୁ ବହୁତ ଧନ୍ୟବାଦ. ଆପଣଙ୍କ ପ୍ରତ୍ୟେକ point ରୁ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି. ଅପା ବହୁତ ବହୁତ ଧନ୍ୟବାଦ.. ଜୟ ଜଗନ୍ନାଥ

  • @bijayasabar7025
    @bijayasabar7025 Před 10 měsíci +55

    " ଲେମ୍ବୁ ଅତି ଚିପୁଡ଼ିଲେ ପିତା ଲାଗେ "
    ସେମିତି ଗୋଟିଏ ଦଳ ଅଧିକ ଶାସନ
    କଲେ ଦୁର୍ନୀତି ଅତ୍ୟାଛାର ବଢ଼େ।

  • @LorenceJojo-un4pv
    @LorenceJojo-un4pv Před 11 měsíci +36

    ଭଉଁଣୀ ସତ କଥା ଖୋଳି କହିଛନ୍ତି ଧନ୍ୟବାଦ

  • @pramodkumarjena6442
    @pramodkumarjena6442 Před 11 měsíci +87

    ସତ କଥା କହି ପାରିଥିବାରୁ ଧନ୍ୟବାଦ ।excellent speech

  • @jalasuna228
    @jalasuna228 Před 11 měsíci +134

    ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ହେଲା ପରେ ,ନିଜର ମଣିଷ ପଣିଆ ଭୁଲି ଗୋଲା! ତାକୁ ମନ୍ତ୍ରୀ ପଦରୁ ହଟା ଜାଉ

  • @sadhunabakishordas7297
    @sadhunabakishordas7297 Před 11 měsíci +44

    ଯଥାର୍ଥ ମତାମତ ଦେଇଥିବାରୁ ବହୁ ଧନ୍ୟବାଦ

  • @RubindraMallick-mr4nr
    @RubindraMallick-mr4nr Před 2 měsíci +9

    ସତକଥା କହି ପଛେ ମଲେ ମାରିବି, ମାଡାମ ଧନ୍ୟବାଦ 🙏👍👍👍

  • @Calebmallick567
    @Calebmallick567 Před 10 měsíci +49

    ଆପଣଙ୍କ ପରି ସାହାସି ଲିଡର ଦରକାର ତମର କହିବା ବହୁତ ସୁନ୍ଦର❤❤🎉

  • @umakantbag4800
    @umakantbag4800 Před 11 měsíci +91

    ସମ୍ପୁର୍ଣ୍ଣ ଭାବେ ସତକଥା କହିଲେ ଭଉଣୀ,,

  • @bsbodiafamily12
    @bsbodiafamily12 Před 11 měsíci +31

    ସତ କଥା କହିଲ..... ଦିଦି.....❤❤❤❤

  • @GotiMuktiAndolan_Odisha
    @GotiMuktiAndolan_Odisha Před 11 měsíci +51

    ବହୁତ ଧନ୍ଯବାଦ ସୁନ୍ଦର ମତାମତ ପାଇଁ। ନିଜଭଳି ଝିଅ ରାଜନୀତିକୁ ଆସିବା ଦରକାର । ସମାଜ ପାଇଁ ଆଦର୍ଶ

  • @maaannapurnaproduction1567
    @maaannapurnaproduction1567 Před 11 měsíci +26

    ThankU sister justified talks

  • @PradeepNayak-om6db
    @PradeepNayak-om6db Před 11 měsíci +18

    ସଂଘମିତ୍ରା ତୁମକୁ ପ୍ରଭାତ ସାର ଓ ମୋର ବହୁତ ଧନ୍ୟବାଦ।

  • @padmalochanjuanga8697
    @padmalochanjuanga8697 Před 11 měsíci +35

    100% Right

  • @raghunath_sethi
    @raghunath_sethi Před 11 měsíci +31

    Save our mother and daughter

  • @PramodKumar-oi2yj
    @PramodKumar-oi2yj Před 11 měsíci +23

    You are right sister ❤

  • @junasbage2486
    @junasbage2486 Před 11 měsíci +14

    ବିଜେପି ହଟାଓ, ବେଟି ବଞ୍ଚାଅ 😭😭😭

    • @bibhutibhusansamal5503
      @bibhutibhusansamal5503 Před 3 měsíci

      ମୂର୍ଖ ଙ୍କ ପରି କଥା କୁହନି ବିଜେପି ଯେତେବେଳେ ଶାସନ ନକରୁଥିଲା ସେତେବେଳେବି ନାରୀ ନିର୍ଯାତନା ହଉଥିଲା

  • @susantamallick9192
    @susantamallick9192 Před 11 měsíci +51

    Excellent, mind-blowing speech madam against Modi and BJP government about Manipur hinsha bisayare.......🙏🙏🙏🙏🙏🙏🙏🙏👍👍👍👍👍👍👍👍👍👍👍👍💯💯💯💯💯💯💯💯💯💯💯💪💪💪💪💪💪💪💪💪💪💪👌👌👌👌👌

  • @sabhyabarik250
    @sabhyabarik250 Před 11 měsíci +38

    Excellent, mind blowing speech sister. Thank you

  • @bimalbara3302
    @bimalbara3302 Před 11 měsíci +41

    Very good.India need many more reporter like you .

  • @DebasisBhoi-se5jg
    @DebasisBhoi-se5jg Před měsícem +3

    ସତ କଥା କହି ଥିବାରୁ ଧନ୍ୟବାଦ

  • @narasingpurty3504
    @narasingpurty3504 Před 2 měsíci +3

    ବହୁତ ସୁନ୍ଦର ବାର୍ତ୍ତା ଦେଉଛନ୍ତି ଦିଦି l ଜୟ ଜଗନ୍ନାଥ 🙌

  • @debeshkumarbiswal4509
    @debeshkumarbiswal4509 Před 11 měsíci +8

    ସଂଘମିତ୍ରା ବହୁତ ଜ୍ଞାନୀ ପିଲା l

  • @sureshmandingi
    @sureshmandingi Před 11 měsíci +8

    ଆପଣଙ୍କୁ ପ୍ରଭୁ ଆଶିର୍ବାଦ କର ନତୁମେଡମ😢😂

  • @balarambhoi1185
    @balarambhoi1185 Před 11 měsíci +16

    You have saying right & true fact,,congratulations sister.

  • @user-im4ef6yf8n
    @user-im4ef6yf8n Před 11 měsíci +12

    ନାରୀ ଭଳିଆ ନାରୀ ହୁଅ ସନମାନ ମିଳିବ

  • @rameshchandranayak575
    @rameshchandranayak575 Před 11 měsíci +12

    ଧୃତରାଷ୍ଟ୍ର ସାଜିବା କଣ ସେ ନିଜେ ଧୃତରାଷ୍ଟ୍ର ।

  • @satyabratanayak8168
    @satyabratanayak8168 Před 11 měsíci +13

    . ଓଡ଼ିଶା ସରକାରଙ୍କ କଥା କହିଲେ ଭଲ ହୁଅନ୍ତା

  • @saibaba-sj3pq
    @saibaba-sj3pq Před měsícem +1

    Jy johar**କଟି କଟି ଧନୟବାଦ**ଏପରି ଜାନକା୍ରି ଆହୁରି ଦିଓନ୍ତୁ**

  • @haripadagangai770
    @haripadagangai770 Před měsícem +1

    ସତକୁ ଶୁଣନ୍ତୁ ଭାଇ ଓ ଭଉଣୀ ମାନେ ଠିକ୍ କଥା କୋଉ ଛନ୍ତି ଧନ୍ୟବାଦ ଭଉଣୀଙ୍କୁ 👍

  • @satyasabar1627
    @satyasabar1627 Před 11 měsíci +15

    Congratulations sister

  • @allentertainmentchannels3417
    @allentertainmentchannels3417 Před 10 měsíci +3

    ସତ କଥା କହିଥିବାରୁ ଧନ୍ୟବାଦ 🙏🙏🙏

  • @karunakarmallick5854
    @karunakarmallick5854 Před 4 měsíci +2

    ସତଟା ସବୁବେଳେ ସତ ଧନ୍ୟବାଦ

  • @krushnapatra6312
    @krushnapatra6312 Před 11 měsíci +6

    ମଣିପୁର topic ରେ ବୋବାଲ କରୁଛ bangal ସେହିଭଲି ହେଇଛି କିଛି ତ କହୁନ ମୁହଁ ରେ ଦହି ଜମିଯାଇଛି

  • @PrasantaKumar-rq4bc
    @PrasantaKumar-rq4bc Před 11 měsíci +5

    You are right

  • @jbanara2437
    @jbanara2437 Před 2 měsíci +4

    Bahut bahut dhanyawad sanghamitra madam.❤❤❤

  • @padminibankara8222
    @padminibankara8222 Před měsícem

    ବହୁତ୍ ବହୁତ ଧନ୍ୟବାଦ୍ ଭଉଣୀ ମୋ ତରଫରୁ ତୁମର ଖୋଲା ଖୋଲି କଥା ଲୋକଙ୍କୁ ସଚେତନ ହେବାକୁ ଆହ୍ଵାନ କରୁଛି thank you

  • @benudharmajhi4568
    @benudharmajhi4568 Před 11 měsíci +13

    Exactly 💯 right speech madam

  • @Rubendrasabar6244
    @Rubendrasabar6244 Před 10 měsíci +4

    ସତ କଥା କହିବାରୁ ଥିବାରୁ ନାନୀ ତୁମକୁ ଧନ୍ୟବାଦ

  • @ganeswarsingh7920
    @ganeswarsingh7920 Před 11 měsíci +5

    ବଢ଼ିଆ କଥାଟିଏ କହିଛନ୍ତି ମାଡାମ୍

  • @Erasfgreaguh
    @Erasfgreaguh Před měsícem

    ଧନ୍ୟବାଦ୍ ଭଉଣୀ।

  • @suvendranayak9642
    @suvendranayak9642 Před 11 měsíci +12

    You are the mirror of Indians. I salute you

  • @BatakrushnaSwain-hj8qr
    @BatakrushnaSwain-hj8qr Před 11 měsíci +10

    ଏହି ଭଦ୍ର ମହିଳାଙ୍କ ଭାଷଣ କ'ଣ ବିଜେପି ନେତାମାନଙ୍କ କାନରେ ପଡୁନି?ସଙ୍ଘମିତ୍ରା ମାଡାମ୍,ଏହି ସାକ୍ଷାତକାରର ଭାଷଣ ପାଇଁ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ।

  • @dalapatinayak573
    @dalapatinayak573 Před 11 měsíci +7

    Very excellent taking sister

  • @Madanpradhan711
    @Madanpradhan711 Před 3 měsíci +4

    Thanks for your beautiful speech 🙏🙏

  • @narshubhuyan9053
    @narshubhuyan9053 Před 11 měsíci +9

    Congratulation.. Madam 🙏🙏

  • @user-im4ef6yf8n
    @user-im4ef6yf8n Před 11 měsíci +6

    ବଡ ବଡ କଥା କହିବା ଆଗରୁ ନାରୀ କୁ ଠିକ କର଼ dress ଉପରେ ଧ୍ୟାନ ଦବା ଦରକାର

    • @queenashiq_
      @queenashiq_ Před 9 měsíci

      ତୋତେ ନାରୀ ର ଦେହ ଦେଖିବା ପାଇଁ କିଏ କହିଲା??? ତୋ ଦୃଷ୍ଟି ଖରାପ ମନ ଚିନ୍ତା ଖରାପ,ସେଟା ଆଗ ଠିକ କରେ then ନାରୀ କୁ ଅନେଇବୁ, କାଏଁ ରାସ୍ତା କଡ଼ ରେ ପୁରୁଷ ମୁଳୁଛି seta କହୁନୁ

    • @tapasswain3231
      @tapasswain3231 Před 5 měsíci

      Hmm thik

  • @Arjunsabar1
    @Arjunsabar1 Před 2 měsíci +4

    Thank you mm God bless you

  • @santoshnayak4949
    @santoshnayak4949 Před 11 měsíci +5

    I salut you sister

  • @chittamajhi3412
    @chittamajhi3412 Před 2 měsíci +4

    You are right statement.

  • @udaynathray4251
    @udaynathray4251 Před 11 měsíci +6

    India need u like a talent lady

  • @bibhutibhusannayak6445
    @bibhutibhusannayak6445 Před 2 měsíci

    ପ୍ରତ୍ୟେକ ଶବ୍ଦ ର ଯଥାର୍ଥ ଅଛି । ରାଜ୍ୟ ଓ ଦେଶ ପାଇଁ ବାର୍ତ୍ତା ବହୁତ ମୂଲ୍ୟବାନ ।

  • @pandasusant121
    @pandasusant121 Před 11 měsíci +6

    Really nice 👍 your right

  • @uriyaraita4756
    @uriyaraita4756 Před 10 měsíci +4

    That's great your questions mem 😢😢😢🙏🙏🙏❤️❤️❤️👌👌👌👍👍👍

  • @subaldas3254
    @subaldas3254 Před 3 měsíci +4

    ଜୟ ଜଗନ୍ନାଥ
    ଗୋବିନ୍ଦମାଦିପୁରୁଷଂ ତ୍ବମହଂ ଭଜାମି୍।
    ଦୌପଦୀ ବସ୍ଷ୍ ହରଣରେ ଦ୍ରୌପଦୀ ସ୍ବୟଂ ପ୍ରତିରୋଧ କରିଛନ୍ତି। ଯେତେବେଳେ ନିରୁପାୟ ହୋଇଗଲେ ସେତେବେଳେ ଉର୍ଦ୍ଧ୍ବବାହୁ କରି ହେ ଗୋବିନ୍ଦ ବୋଲି ଡକଦେଲେ। ଗୋବିନ୍ଦ ଅବଶ୍ୟ ରକ୍ଷା କରିବେ। ରକ୍ଷାକଲେ ମଧ୍ୟ। ଯୁଗେଯୁଗେ ସେହିଁ ରକ୍ଷାକର୍ତ୍ତା।ଜୟ ଜଗନ୍ନାଥ
    ଗୋବିନ୍ଦମାଦିପୁରୁଷଂ ତ୍ବମହଂ ଭଜାମି୍।
    ଦୌପଦୀ ବସ୍ଷ୍ ହରଣରେ ଦ୍ରୌପଦୀ ସ୍ବୟଂ ପ୍ରତିରୋଧ କରିଛନ୍ତି। ଯେତେବେଳେ ନିରୁପାୟ ହୋଇଗଲେ ସେତେବେଳେ ଉର୍ଦ୍ଧ୍ବବାହୁ କରି ହେ ଗୋବିନ୍ଦ ବୋଲି ଡକଦେଲେ। ଗୋବିନ୍ଦ ଅବଶ୍ୟ ରକ୍ଷା କରିବେ। ରକ୍ଷାକଲେ ମଧ୍ୟ। ଯୁଗେଯୁଗେ ସେହିଁ ରକ୍ଷାକର୍ତ୍ତା।

  • @bijaysabar8474
    @bijaysabar8474 Před měsícem

    ଏଇ ପରି କଥା କହିବା ପାଇଁ ଆଗକୁ ଆସନ୍ତୁ ଆଜିର ନାରୀ ଧନ୍ୟବାଦ ମାଡାମ

  • @bharatination1428
    @bharatination1428 Před 2 měsíci

    ଧନ୍ୟବାଦ ଭଉଣୀ ସତ କହୁଚ

  • @SamnathGadaba
    @SamnathGadaba Před 2 měsíci +4

    Bahut sundar kotha sangmitra didi really I love u didi

  • @bhagyabatibehera7470
    @bhagyabatibehera7470 Před 11 měsíci +4

    Thanku mam bahut khusi lagila apan hrudaya ku bidirna karidele

  • @sibarampanda5962
    @sibarampanda5962 Před 11 měsíci +7

    God bless you

  • @user-zy3rj6of9r
    @user-zy3rj6of9r Před měsícem

    ଧାନବାଦ bhaini

  • @abhijitnayak8901
    @abhijitnayak8901 Před 11 měsíci +7

    Thankssister for your speech

  • @kailashmalik4393
    @kailashmalik4393 Před 11 měsíci +6

    You are nice statement 👍👍💯

  • @MrBarik-gd3ee
    @MrBarik-gd3ee Před 2 měsíci

    ଓଡିଶା ର ମୁଖ୍ୟ ମନ୍ତ୍ରୀ ଇଏ ଭଉଣୀ ହବା ନିହାତି ଦରକାର.... 👍🏻👍🏻👍🏻👍🏻

  • @user-xd9oh1he2p
    @user-xd9oh1he2p Před 2 měsíci

    100%right mam ରାଜନୀତି ଏମିତି କା mam ଦରକାର 💯💯

  • @purnachandrakumbrika767
    @purnachandrakumbrika767 Před 11 měsíci +5

    Thank you sister,tume 💯/correct kahichha

  • @143officialgirl
    @143officialgirl Před 11 měsíci +5

    Praise the lord 🙏mam - ja bi kahuchonti mam sabu sata kahuchonti sethi pain thanks for you mam

  • @shaikharifuddin2480
    @shaikharifuddin2480 Před 2 měsíci +2

    Thank you bahan ..

  • @oneteamonedream7152
    @oneteamonedream7152 Před 11 měsíci +15

    Great lady leader of Odisha....

  • @BLPlus6940
    @BLPlus6940 Před 11 měsíci +28

    ପରୀକ୍ଷାରେ ଝିଅ ଟପ୍ପର, ଖେଳରେ ଝିଅ ଆଣିବେ ପଦକ, ଘର ସମ୍ଭାଳିବେ ଝିଅ, ପୃଥିବୀକୁ ମଣିଷ ତିଆରି କରି ଆଣିବେ ଝିଅ..!
    ଘୁଷୁରିମାନେ ଝିଅଙ୍କୁ ଉଲଗ୍ନ କରିବେ
    #ମଣିପୁର
    ଦେଶ ଛବି ନା ଆଜି ଖରାପ କରିଛି ମୋଦୀ ସରକାର।

  • @srikantapanda3200
    @srikantapanda3200 Před 2 měsíci +3

    Sanghamitra madam namaskaar ❤

  • @PrakashKanhar-jc6yh
    @PrakashKanhar-jc6yh Před 2 měsíci

    ନରେନ୍ଦ୍ର ମୋଦି ଙ୍କୁ ଜବାବ ଦିଅନ୍ତୁ ଧନ୍ୟବାଦ

  • @adumallick2027
    @adumallick2027 Před 3 měsíci +1

    ରାଷ୍ଟ୍ରପତି ବିଜେପି ର ଗୋଲାମୀ ଅଟନ୍ତି ଆମେ ଜାଣି ବାରେ

  • @satyaranjandhal5287
    @satyaranjandhal5287 Před 11 měsíci +3

    👍

  • @pradeepkumarnanda2571
    @pradeepkumarnanda2571 Před 11 měsíci +6

    100% right. Ama sarakara vott lobha re chup rahuchanti. Chhi chhi chhi chhi .....

  • @romanusdungdung2378
    @romanusdungdung2378 Před měsícem

    ବହୁତ ଧନ୍ୟବାଦ didi.... 🎉🎉🎉🎉

  • @dhanupangi7486
    @dhanupangi7486 Před 3 měsíci +2

    Bahut bahut Dhanyabad❤❤

  • @SrikunjaSrikunja-qd5yw
    @SrikunjaSrikunja-qd5yw Před 11 měsíci +6

    ଭାରତ ମାତା ର ଇଯତ କେତେ ସାରା ବିଶ୍ୱ ଦେଖିଲା

  • @user-xh8lw5th4h
    @user-xh8lw5th4h Před 11 měsíci +4

    Thank you sister

  • @gaurangapradhan8667
    @gaurangapradhan8667 Před 11 měsíci +1

    you are right

  • @P.R.D300
    @P.R.D300 Před 2 měsíci +2

    ଏ ରାଜା କିଛି କରି ପାରନ୍ତି ନାହିଁ ଆଉ ଜଣେ ରାଜା ଅଛନ୍ତି ସେ ସବୁ କିଛି କରିପାରନ୍ତି

  • @meyou6605
    @meyou6605 Před 11 měsíci +4

    Thank you mam

  • @birendrajagadala4391
    @birendrajagadala4391 Před 2 měsíci +1

    Right 💯

  • @LaxmidharSahoo-ei1tq
    @LaxmidharSahoo-ei1tq Před 2 měsíci +2

    Strugle of life is symbol of victory

  • @user-vj5fi7if3d
    @user-vj5fi7if3d Před 11 měsíci +3

    Right sister ❤❤

  • @sasmitasha2513
    @sasmitasha2513 Před 11 měsíci +6

    You are best sister

  • @mamatakumari3338
    @mamatakumari3338 Před 17 dny

    ଠିକ୍ କହିଛ ଆମେ ଜବାନ ଦେଶ ର ସବୁବେଳେ ସୁରକ୍ଷା କରୁଥିବା ଜବାନ ଙ୍କୁ ଆମେ କଣ କରୁଛ ଜୟ ଜବାନ୍ ❤❤❤

  • @lazarmandalmusic8105
    @lazarmandalmusic8105 Před 2 měsíci

    ଆପଣଙ୍କୁ ସ୍ବାଗତ ଏବଂ ଅଶେଷ ଧନ୍ୟବାଦ୍ ଆପଣଙ୍କ ସହଯୋଗ ସାହାସ ପାଇଁ 🎉

  • @johnalardsudhir1944
    @johnalardsudhir1944 Před 11 měsíci +4

    👍 Let people should know the truth, and accept it. What is sister is speaking?
    Appreciate you..

  • @samikshyanayak8726
    @samikshyanayak8726 Před 11 měsíci +5

    Right sister

  • @sarojkumarpangi4772
    @sarojkumarpangi4772 Před 11 měsíci +5

    Right 😢😢😢😢

  • @satyadurga1267
    @satyadurga1267 Před 11 měsíci +3

    Thankyou sister 💯💯💯👍👍👌👌

  • @kalicharanmahapatra885
    @kalicharanmahapatra885 Před 11 měsíci +26

    ଭାରତରେ ମୋଦି ଓଡ଼ିଶାରେ ନବୀନ ,ଆମ ସବୁ। ଗାନ୍ଧୀ ମାଙ୍କଡ ସମାନ

  • @pradhansasikanta8320
    @pradhansasikanta8320 Před 11 měsíci +6

    💯 right

  • @kunakishan-dd3nj
    @kunakishan-dd3nj Před 11 měsíci +1

    Right

  • @akshayakumarmohanty8962
    @akshayakumarmohanty8962 Před měsícem

    Thank you. God bless you. Very nice.

  • @portulacasatya9435
    @portulacasatya9435 Před 11 měsíci +8

    ବିଜେପି ସବୁବେଳେ ବଳାତ୍କରୀ କ ସହ ।।। ବିଜେପି କୁ ହଟାଅ ଝିଅମାନକୁ ବାଞ୍ଚଅ।

  • @narasinghabhuyan2307
    @narasinghabhuyan2307 Před 11 měsíci +7

    ଓଡ଼ିଶାରେ ବିଜେଡି ସରକାର ଅଛି ଜମା ରେପ୍ କେସ୍ ହଉନି କି ? ଆଉ ଦୋଷୀଙ୍କୁ ନିର୍ଦୋଶ କରୁନାହାନ୍ତି କି ? ୨୫ ବର୍ଷ ଭିତରେ ବିଜେଡି ସରକାର ରହିକି କେତେ ଦୋଷୀଙ୍କୁ ଦଣ୍ଡ ମିଳିଛି କେତେ ଦୋଷୀଙ୍କୁ ଏନକାଉଣ୍ଟର ହେଇଛି ନା ଫାଶି ହେଇଛି ଚିନ୍ତା କରନ୍ତୁ.. ବଜାତି ମାଇକିନା 😡😡😡