Mohan Government To Get Trapped In Naveen's drama ! | Nirbhay Gumara Katha

Sdílet
Vložit
  • čas přidán 8. 07. 2024
  • Mohan Government To Get Trapped In Naveen's drama ! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 2K

  • @manojpradhan6454
    @manojpradhan6454 Před 13 dny +153

    ନବୀନ ସବୁ ସମୟରେ ହିରୋ ❤

    • @arabindamohanty835
      @arabindamohanty835 Před 12 dny +8

      Balo na. Naben odisha ry kalanka

    • @sunilpradhan1892
      @sunilpradhan1892 Před 7 dny

      ତୁ ନବିନ ବାବୁ ର କଉ ବାଳ କୁ ସରି ହେବୁନୁ ରେ ବୋକା choda ତୁ ମୋ ବାଳ ଲୋକ​😂😂@@arabindamohanty835

    • @sriballavmohanty4822
      @sriballavmohanty4822 Před 6 dny

      To bou bia re kari delaki ​@@arabindamohanty835

    • @BiswajitPradhan-sl4gm
      @BiswajitPradhan-sl4gm Před 4 dny

      Au ମୋହନ କାଠ ପୁଥିଲୀ ଜନ ମୁଣ୍ଡି ​@@arabindamohanty835

    • @akshayakumarbiswal6593
      @akshayakumarbiswal6593 Před 4 dny

      ତୁ ସବଠୁ ବଡ଼ କଳଙ୍କ ତ ବାପା ମା ତୋତେ ଜନ୍ମ କରି କି ଭୁଲ୍ କରିଦେଇଛନ୍ତି​@@arabindamohanty835

  • @trinathdash3129
    @trinathdash3129 Před 13 dny +103

    ସାରେ ଆପଣଙ୍କ ବିସୟ ମୁଁ ଆଜି କିଛି ବୁଝି ପାରିଲିନି।ଆପଣଙ୍କୁ ଭାରିରାଗ ଲାଗୁଚି ।କଣ ନବିନ ବିରୋଧରେ କହିବାପାଇଁ ।ଆପଣ ଠିକା ନେଇଛନ୍ତିନା କଣ।

    • @kathiyawadroadlines7079
      @kathiyawadroadlines7079 Před 13 dny

      Say murkha mantri baniba

    • @rockyraajkanhar5744
      @rockyraajkanhar5744 Před 9 dny +1

      ତୋର କଣ ଗଲା ବାଳ ନା

    • @sunitadash478
      @sunitadash478 Před 7 dny +2

      Ea ssbubele naben birodhare hin kuhanti

    • @sibashankarparida4548
      @sibashankarparida4548 Před 6 dny +3

      ଆରେ ଇଏ ନିରପେକ୍ଷ ସାମ୍ବାଦିକ ନୁହେଁ.. ମୁଣ୍ଡ ବିକା ଟା

    • @sriballavmohanty4822
      @sriballavmohanty4822 Před 6 dny

      Haire haramkhor madarchod Raghbar das pua Odia Aso mada marila Odia asmita kuade gala. Tu param maghia au bhasa nahin to pain.

  • @MangalamayaLearnEarnWorld
    @MangalamayaLearnEarnWorld Před 12 dny +76

    ବାବୁ ନବୀନ ଦାସ ଆପଣ ଯେତେ ଚେଷ୍ଟା କଲେ ବି ନବୀନ ପଟନାୟକ ଙ୍କୁ କଳଙ୍କିତ କରିପାରିବେନି, ଆପଣଙ୍କ ଚେଷ୍ଟା ବୃଥା ହେବ , Nabin Pattanayk always 'HERO'

  • @prabodhapanda5184
    @prabodhapanda5184 Před 12 dny +12

    ଆପଣ ଜଣେ ନିର୍ଲଜ ସାମ୍ବାଦିକ.

  • @anupamamishra9496
    @anupamamishra9496 Před 13 dny +56

    ନମସ୍କାର ନବୀନ ଦାସ୍।ଆପଣ‌ନ ନହାତି ନିର୍ଲଜ ଲୋକ ଟେ। ଆଜି ବି ସମଗ୍ର ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ କରନ୍ତି।ଯାହା କି ଆପଣଙ୍କୁ ବଡ କଷ୍ଟ ଦେଉଛି ।

  • @anandsatapathy1616
    @anandsatapathy1616 Před 12 dny +35

    ଅତ୍ୟନ୍ତ ନିନ୍ଦନୀୟ ଭାବେ ଆପଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଅପମାନ କରୁଛନ୍ତି । ଏସବୁ ଗ୍ରହଣୀୟ ନୁହେଁ।

    • @rameshpanda03
      @rameshpanda03 Před 23 hodinami

      Yete gyana deba ku apanku kiye kahila...

  • @bhabanims2472
    @bhabanims2472 Před 12 dny +51

    ଏ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଙ୍କୁ ଓଡିଶା ରେ କିଏ ନିନ୍ଦା କରିନାହାନ୍ତି। ଆପଣ ସର୍ବଜ୍ଞ ହେଇଛନ୍ତି ଆପଣ ସବୁ ଜାଣିଛନ୍ତି ଓଡ଼ିଶା ର 4 କୋଟି ଓଡ଼ିଆ ମୂର୍ଖ। ତୁମେ ଏକା ଜ୍ଞାନୀ। ଆପଣ ହେଉଛନ୍ତି bjp ଚେଲା ସେଥି ପାଇଁ ଏ ସବୁ ଫାଲତୁ ଭାଷଣ 😂😂😂😂😂😂😂

    • @sunitadash478
      @sunitadash478 Před 7 dny

      BJP chela a budha

    • @YashrajLive
      @YashrajLive Před 3 dny

      ଏଟା ଗୋଟେ ମୁର୍ଖ ..ଶଳା ମହାପ୍ରଭୂ କୁ ସମ୍ମାନ ଦେଇ ଜାଣିନି।।

  • @nbfc-mfinews2512
    @nbfc-mfinews2512 Před 13 dny +85

    ତମ ବୟସ କୁ ଦେଖିକି କିଛି କହିବାକୁ ମୋ ବିବେକ ବାଧା ଦଉଚି. ନହେଲେ.........

  • @trilochandas2736
    @trilochandas2736 Před 10 dny +17

    ଆମେ ରାଜନୀତି କରୁନାହୁଁ କି କୌଣସି ରାଜନୈତିକ ଦଳର ସମର୍ଥକ ନୋହୁଁ। କିନ୍ତୁ ଆପଣଙ୍କ ଆଲୋଚନାରୁ ଏତିକି ଜାଣିଲୁ ଯେ ବୋଧହୁଏ ନବୀନ ପଟ୍ଟନାୟକଙ୍କ ପାଇଁ ସ୍କ୍ରିପ୍ଟ୍ ହିଁ ଆପଣ ଲେଖିଥିଲେ।

    • @manjubasu-cm9wg
      @manjubasu-cm9wg Před 9 dny +1

      Thik kahichhanti....gote reporter sabubele nirapakhya hei....sambadikata Kariba katha.... kintu perticular kichhi channel ki... CZcamsr gote loka pachhare....are kichhi nua kuha....

    • @vloggerdeb93
      @vloggerdeb93 Před 5 dny

      ସତ କହିଛନ୍ତି , ଏଇଟା ଗୋଟେ ରିପୋର୍ଟର ନା ମୋ - - . . .

  • @kartikbapi
    @kartikbapi Před 10 dny +17

    ନବୀନ ପଟ୍ଟନାୟକ 25ବର୍ଷ କାଳ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସେହି ସମୟରେ ପ୍ରତି ବର୍ଷ ରଥ ଯାତ୍ରା କୁ ପୁରୀ ଯାଉଥିଲେ ଏବେ ସେ ମୁଖ୍ୟମନ୍ତ୍ରୀ ପଦରେ ନଥିଲେ ବି ରଥ ଯାତ୍ରାକୁ ଆସିଛନ୍ତି ଜଣେ ବୟସ୍କ ଭକ୍ତ ହିସାବରେ ତାକୁ ନେଇ କମ ସେ କମ୍ ସମାଲୋଚକ କରିବା ଠିକ୍ ସାମ୍ବାଦିକତା ର ପରିଚୟ ନୁହେଁ

    • @Er.Bapuni
      @Er.Bapuni Před 9 dny

      Ki chuti sambadika ea 😡😡😡 yeh ta Naveen Patnaik Babu nka pachhare padi jaichhi.irsa parayana byaktineq Naveen Das 😂😂😂

  • @user-rw2mk1rw1p
    @user-rw2mk1rw1p Před 12 dny +10

    ସମ୍ମାନ କମା ଯାଏ ଆଜ୍ଞା .... ଯାହା ଦୟା ରେ ମିଳେ ତାହା ଭିକ... ନବୀନ ବାବୁ ସମ୍ମାନ କମାଇଛନ୍ତି ସେଥିପାଇଁ ତ ସମସ୍ତ ଓଡିଶା ବାସିଙ୍କ ହୃଦୟ ରେ ଏବେ ବି ଅଛନ୍ତି ଆଉ ଶେଷ ପର୍ଯ୍ୟନ୍ତ ଥିବେ, ଆଉ ଧର୍ମେନ୍ଦ୍ର ବାବୁ ସେଥିପାଇଁ ତାଙ୍କୁ ପାଛୁଟି ନେଲେ . ତେଣୁ ଅନୁରୋଧ ରହିଲା ମହାଶୟ କାହା ବିଷୟରେ କିଛି କହିବା ଆଗରୁ ଥରୁଟେ ଚିନ୍ତା କରିବା ଆବ୍ୟଶକ, ଆମେ ଜାଣିଚୁ ଯେ ଆପଣ ବିଜେପି ର ଅନ୍ଧ ସମର୍ଥକ ... ବୟସ ଦୃଷ୍ଟି ରୁ ଆପଣଙ୍କ ମୁହଁ ରୁ ଏ ସବୁ ଶୋଭା ପାଉନି...

  • @mrityn10
    @mrityn10 Před 13 dny +71

    ଭଦ୍ର ବ୍ୟକ୍ତି ଟିର ହୃଦୟ ଫାଟି ଯାଉଛି .

  • @pramodpradhan9171
    @pramodpradhan9171 Před 13 dny +51

    ଆଜ୍ଞା ଏହା ସୌଜନ୍ୟତା କଥା । ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ | ତାଙ୍କୁ କଣ ଏଡାଇ ଯାଇଥିଲେ କଣ ଭଲ ହେବ?

  • @Binodkumarpanigrahi2187
    @Binodkumarpanigrahi2187 Před 13 dny +119

    ନବୀନ ବାବୁ ଯେ କି କ୍ଷମତାରେ ନାହାଁନ୍ତି,ତେଣୂ ସେ କାହଁକି ମଞ୍ଜ ଉପରକୁ ଯିବେ?ସେ ତୁମ ପରି ସମାଲୋଚକ ନୁହନ୍ତି,ସାବଧାନ ନବୀନଙ୍କୁ ନିନ୍ଦା କରନି l

  • @susantanayak2603
    @susantanayak2603 Před 13 dny +117

    ଏଇଟା ଗୋଟେ ଅଭଦ୍ର ପାଗଳ, ସବୁ ବେଳେ ନବୀନ ପଟ୍ଟନାୟକଙ୍କ ବିରୋଧ ରେ କହୁଚି, ଧର୍ମେନ୍ଦ୍ର ପ୍ରଧାନ ମଣିଷ ପଣିଆ ଦେଖେଇ ଛନ୍ତି

    • @sudhirsahoo841
      @sudhirsahoo841 Před 12 dny +3

      Aeta kia

    • @Manojmishra154
      @Manojmishra154 Před 12 dny +4

      Right jete bele dekha BJD ra birodhabhaba

    • @sbp1650
      @sbp1650 Před 11 dny +1

      Birodh kale karantu
      Tama ghare gaon re Sahara re sabuthi birodh Kariba loka achhanti..
      Samaste abhadra ki

    • @nikunjasahoo6762
      @nikunjasahoo6762 Před 11 dny

      Satare eeita sala param chutia n avadra ta sala...

    • @nikunjasahoo6762
      @nikunjasahoo6762 Před 11 dny

      Eei sala pura param chutia tee...nija pua ra law pain Naveen Babu nku dosa rap karuchhi....emitire eeei sala pura sanman kan janini...aaku sala kie sanman deba...mo Bala upasthapaka nirvayara...

  • @goutamkumarnayak2158
    @goutamkumarnayak2158 Před 10 dny +7

    ଓଡିଶା ସରକାର ଙ୍କର ବାର୍ଷିକ ଆର୍ଥିକ ବଜେଟ ହେଉଛି ₹2,50,000 କୋଟି ( ଅଢେଇ ଲକ୍ଷ କୋଟି )
    ମୋହନ ସରକାର ଯଦି 5 ବର୍ଷରେ 50 ଗୁଣା ବିକାଶ କରିବେ ତେବେ ବାର୍ଷିକ ଆବଶ୍ୟକ ପଡିବ 25 ଲକ୍ଷ କୋଟି..
    ଏତେ ଟଙ୍କା କୁଆଡୁ ଆସିବ କେମିତି ଆସିବ..
    କିଛି ଭିତ୍ତି ଭୂମି ଅଛି ନା ଖାଲି ମନକୁ ଯାହା ଆସିଲା ତାହା ଗପି ଚାଲିବ..
    ବାର୍ଷିକ 25 ଲକ୍ଷ କୋଟି କଣ ଭକ୍ତ ଙ୍କ କିଡ଼ନୀ କଲିଜା ହୃତପିଣ୍ଡ ଆଖି ଅଣ୍ଡୋକୋଷ ବିକି ଆଦାୟ କରିବ...

  • @chittasahoo3236
    @chittasahoo3236 Před 13 dny +223

    ନବୀନ କୁ ନିମନ୍ତ୍ରଣ କରନାହିଁ ନବୀନ ତମ ବିଜେପି ବାଲାଙ୍କ ଭେଳା ବୁଡ଼େଇବ ଯେତେ ଶିଘ୍ର ପାରୁଚ ବିଜେଡ଼ି ର ଦୁର୍ନିତୀ ଉପରୁ ପରଦା ଉଠାଅ ନହେଲେ ତମର ଭେଳା ବୁଡ଼ିବା ସୁନିଶ୍ଚିତ ଯେତେ ଶିଘ୍ର ପାରୁଚ ବିଜେପି ବାଲା ସୁଧୁରିଯାଅ

    • @dr.prabhatpanda3417
      @dr.prabhatpanda3417 Před 13 dny +12

      BJP bala nija lokanku ignore kariki bahara lokanku importance deba ,tankara culture !!!!!
      Jemiti Modi sarkar hindu ku neglect Kari muslim appeasement kare .

    • @princerajesh475
      @princerajesh475 Před 13 dny +13

      Nijara youtube views badheiba pain a loka kichhi b kahijauchhi😡😡 nonsense 😢

    • @pradiptasahoo3488
      @pradiptasahoo3488 Před 13 dny

      ମୋହନମାଝି ସରକାର ଙ୍କୁ ଅନୁରୋଧ ତୁରନ୍ତ ଏପରି କୁଚକ୍ରି, ଲୁଟେରାଂକୁ ତୁରନ୍ତ ଧରାଯାଇ ଏମାନଂକୁ ଦଣ୍ଡିତ କରାଯାଉ।

    • @madhabmohanta1727
      @madhabmohanta1727 Před 13 dny

      Yes​@@princerajesh475

    • @prananathpati9976
      @prananathpati9976 Před 13 dny +1

      @@chittasahoo3236 ଶଳା ବିଜେପି ବାଲା ଦୁର୍ନୀତି ର ତଦନ୍ତ ନକରି ନବୀନ ଚୋର ସହ ମିଶି ଗୋଟେ ଡ୍ରାମା ଚଲେଇଛନ୍ତି। ଅତି ଭଦ୍ରାମି ଚୋରର ଲକ୍ଷଣ।

  • @user-wz7oj2he1o
    @user-wz7oj2he1o Před 13 dny +21

    ତୁ ଶଳା ନବୀନ ଦାସ ନବୀନ ବାବୁଙ୍କ ବିରୋଧି ସବୁବେଳେ ବିରୋଧ କରୁ ।ବୁଢା ହୋଇ ତୋର ଏତେ ଚୁଗୁଲି ଧନ୍ୟବାଦ ।

  • @singhsmita2306
    @singhsmita2306 Před 10 dny +7

    ଆରେ ଏ ବୁଢ଼ାର ନବୀନ ପଟ୍ଟନାୟକ ଛଡା ଆଉକିଛି ବିଷୟ ନାହିଁ କହିବା ପାଇଁ ନବୀନ ପଟନାୟକ ପାଇଁ ଏୟାର Chanel ଚଳେଇଛିତୁତ ସମସ୍ତଙ୍କ ମନରେପଶିଛି କି କଣ Plannକରୁଛି ସବୁଜାଣିଆରୁଛି

  • @santosh.mohanty96
    @santosh.mohanty96 Před 12 dny +4

    ଜ୍ଞାନ ପେଲିବା ପାଇଁ ଏଇ ଭଦ୍ର ବ୍ୟକ୍ତି ଙ୍କୁ certificate ଦିଆଯିବ...ସଜ ଭାତ ରେ ପୋକ ପକେଇଦେବେ ଏଇ ଭଳି ମାର୍କା ମରା ଭଦ୍ର ଲୋକ...

  • @smstudycircle5061
    @smstudycircle5061 Před 13 dny +55

    ସବୁବେଳେ ଖାଲି bjd o ନବୀନ ପଟ୍ଟନାୟକଙ୍କ ବିପକ୍ଷରେ କହୁଚ,bjp ବାଲା ଙ୍କ ବିପକ୍ଷରେ ତ କେବେ କହୁନ

    • @ABHISHEKHASWAIN
      @ABHISHEKHASWAIN Před 13 dny +7

      Ea baa chora bika heichi

    • @user-lm6hj4yj7k
      @user-lm6hj4yj7k Před 13 dny +2

      ଏ ମାରବିଆ ଭାଷା ଏମିତି ଖାଲି ବିଜେଡି ବିରୋଧ କହୁଚି

    • @abhisekmohanty6766
      @abhisekmohanty6766 Před 13 dny +1

      Views pa BJD pain miluchi

    • @phalgunipradhan8192
      @phalgunipradhan8192 Před 13 dny +2

      Eita gote faltu reporter.khali bjd birudhare kahu chhi but bjp birudhare kahuni

    • @jagannathpatnaik8409
      @jagannathpatnaik8409 Před 10 dny +1

      କହିବେନି ଏମାନଙ୍କ ଦମ୍ ନାହିଁ।

  • @Lipun-Das-DirectShot
    @Lipun-Das-DirectShot Před 13 dny +58

    କଣ ତୁମ ନାମ ? ନବୀନ ଜେନା, ନବୀନ ପଟ୍ଟନାୟକ କଣ ପାଇଁ ନିଜେ ନିଜେ ମଞ୍ଚ ଉପରକୁ ଯାଇଥାନ୍ତେ ? ଧର୍ମେନ୍ଦ୍ର ବାବୁ ତାଙ୍କୁ କଣ ପାଇଁ ପାଛୋଟି ନେଇଥିଲେ ? ନବୀନ ପଟ୍ଟନାୟକଙ୍କ ସେଇ ମଞ୍ଚ ତଳୁ ନମସ୍କାର ଜଣାଇ, ଭୁବନେଶ୍ୱର ଫେରିଯାଇଥାନ୍ତେ । ଏତେ ଯଦି ଚିନ୍ତା ଯାଉନୁ ମୋହନ ମାଝିଙ୍କର PA ହୋଇ ପରାମର୍ଶ ଦେବ

    • @Dillip5331
      @Dillip5331 Před 13 dny +5

      Ekdam right Bro ♥️

    • @razzkara7608
      @razzkara7608 Před 11 dny

      Chup be

    • @Lipun-Das-DirectShot
      @Lipun-Das-DirectShot Před 11 dny

      @@razzkara7608 କିରେ, ବଧିଲା କି ? ତୁଇ ମୋତେ ଚୁପ କରେଇମୁ

  • @DebasisBhoi-se5jg
    @DebasisBhoi-se5jg Před 9 dny +7

    ଏ ବିଜେପି ର ପାଦ ଚଟା

  • @Foodrecipes054
    @Foodrecipes054 Před 12 dny +4

    Hau agaku mohan sir puri jantu sabu asajada kama sajadantu bada thakura padi gale mahabahu nka akhire luha sabu kama sajadantu loka mane samaste jinana dele bada thakura padi gale sabu sebakanku basaiki bichara karai sabu kama sajadantu Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭

  • @sivacharana3867
    @sivacharana3867 Před 13 dny +32

    ଗଲେ ଦୋଷ
    ନ ଗଲେ ଦୋଷ
    ରାଷ୍ଟ୍ରପତି ଅଛନ୍ତି
    ନମସ୍କାର ଭୁଲ
    ନ କଲେ ଭୁଲ
    ବିରୋଧ କରିବା ସାର . . .

  • @sasmitamohanty1970
    @sasmitamohanty1970 Před 13 dny +55

    ଯିଏ ଯୋଉ ରଙ୍ଗ ର ଚଷମା ପିନ୍ଧିଥିବ ଦୁନିଆ ର ସମସ୍ତ ମଣିଷ ମଧ୍ୟ ସେହିଭଳି ଦେଖାଦେବ 😂😂😂
    ଯାହାର ସ୍ଵଭାଵ ଯାହା ସିଏ ସେହିପରି କହିବ
    ଆପଣ ଜିରା ରୁ ସିରା କାଢି କଥା ବାର୍ତ୍ତା କରୁଛନ୍ତି 😆😆😆
    ନବୀନ ପଟ୍ଟନାୟକ ସତରେ ସରଳ ବୋଲି ସାରା ବିଶ୍ୱ ଜାଣିଛି ଓଡିଶା କୁ କୋଉ ଅବସ୍ଥା ରୁ ଆଣି ବିଶ୍ୱଦରବାର ରେ ପହଁଞ୍ଚେଇଛନ୍ତି...
    ଆପଣଙ୍କ ଜଣା ନାହିଁ ପାର୍କିଂଶନ ପ୍ରୋବ୍ଲେମ😡 ନବୀନ ପଟ୍ଟନାୟକ ଙ୍କର ସେଥିପାଇଁ ତ ପାଣ୍ଡିଆନ ହାତ ଲୁଚେଇ ଦେଉଥିଲେ. 😆

    • @Zanil-kr7ll
      @Zanil-kr7ll Před 13 dny +8

      Nabin das Naveen Pattanaik nku irsha kare Jana paduchi

    • @akpanda8369
      @akpanda8369 Před 13 dny +1

      Parkinson problem ଯଦି ଅଛି, ବିରୋଧୀ ଦଳ ନେତା ହେଉଥିଲେ କାହିଁକି, କ୍ଷମତା ଲୋଭି ନବୀନ ପଟ୍ଟନାୟକ.

    • @debasis580
      @debasis580 Před 13 dny +6

      ​@@Zanil-kr7ll always hate speech diye Navin Das

    • @nirajkumarmohanta1304
      @nirajkumarmohanta1304 Před 13 dny

      No 1 chora cm

    • @subhrapradhan2987
      @subhrapradhan2987 Před 13 dny

      Kyamata lobhi ta nischita, nahele se bishram nebara bela asijaichi

  • @maanandakisworicreation
    @maanandakisworicreation Před 12 dny +3

    ସାର ସ୍କ୍ରିପ୍ଟ ରେ ଲେଖା ଥିଲା ଧର୍ମେନ୍ଦ୍ର ଆସି ପାଛୋଟି ନେବା, ଆପଣ ଙ୍କ କଥା କହୁଛି ନବୀନ ବାବୁ ଚାହୁଁ ଥିଲେ ବିଜେପିସରକାର କରୁ....

  • @manishapattanayak2152
    @manishapattanayak2152 Před 6 dny +4

    ସତରେ ଏହି ଚନ୍ଦା ଆତ୍ମ ଘୋଷିତ ରିପୋର୍ଟର ବୁଢାଟା ପୁରା ପାଗଳ ହେଇ ଗଲାଣି ଏମିତି ହେଇ ହେଇ କେତେବେଳେ ହାର୍ଟ ଷ୍ଟ୍ରୋକ ରେ ମରିଯିବ😂

  • @sailendraswainpintu8138
    @sailendraswainpintu8138 Před 13 dny +56

    ତୁ ବୁଢ଼ା ବହୁ ରୋଲ କରୁଛୁ।ନବୀନ ପଟ୍ଟନାୟକ କୁ ଜମା ସହି ପାରୁନୁ ।

    • @Zanil-kr7ll
      @Zanil-kr7ll Před 13 dny +3

      Yes , tanka face re jealous sapha dekha jauchi

    • @Funnytrainvideos-u1g
      @Funnytrainvideos-u1g Před 13 dny

      Had Nabin not betrayed LK Advani, Pradeep Panigrahi,and others

    • @Er.Bapuni
      @Er.Bapuni Před 9 dny

      Yeh budha irsha karuchi,loka yanka video dekhuchhanti aau budha ku views ru Paisa miluchi,se Naveen Patnaik nka pain kichhi paisa pauchi tathapi kharap kahuchi 😂😂😂

  • @sudarsanmallick6250
    @sudarsanmallick6250 Před 13 dny +33

    ଆପଣ ଭୁଲ୍ କହଛନ୍ତି ଆମ ନବନ ସାର ବହୁତ ସରଳ ନିଷ୍କପଟ ମଣିତ ଟିଏ ଜୟ ଜଗନ୍ନାଥ ତମେ ବାଲ ଭାଷାର ବାଜ ବନ୍ଦ କର

  • @kamalpati5401
    @kamalpati5401 Před 9 dny +5

    ❤ମହାନ୍ ଜନ ନାୟକ ନବୀନ ପଟ୍ଟନାୟକ

  • @diptisatpathy2799
    @diptisatpathy2799 Před 10 dny +5

    Nabin Pattnaik great CM

  • @Shaktranjanpadhi
    @Shaktranjanpadhi Před 13 dny +25

    JEALOUSY AT ITS PEAK. I CAN FEEL YOUR PAIN NIRBHAY

  • @MrPpcops
    @MrPpcops Před 13 dny +64

    ଏଇଟା ନା ଗୁମର ନା ପ୍ରସଙ୍ଗ । ଆଜିର ଅଧ୍ୟାୟ ଖାଲି ଚୁଗୁଲି ଓ ଗାଲୁଗପ ।

  • @sridhardas8509
    @sridhardas8509 Před 10 dny +2

    ଏଇଟା ଆପଣଙ୍କ ର ପାଗଳାମି , କାହିଁକି ନାଁ ଆପଣ ଭାବୁଛନ୍ତି ବିନା ନିମନ୍ତ୍ରଣ ରେ ନଵିନୀ ବାବୁ ପେଣ୍ଡାଲ କୁ ଯାଇଥାଆନ୍ତେ ନାଁ କଁ,ଣ?

  • @hrudanandadash8283
    @hrudanandadash8283 Před 11 dny +2

    ଆପଣଙ୍କର ଆକଳନ ସମ୍ପୁର୍ଣ୍ଣ ବିଭ୍ରାନ୍ତି ଜନକ, ଅଭଦ୍ରୋଚିତ, ଦଙ୍ଗା ଉତ୍ୟେଯକ, ନିଜକୁ ସମିକ୍ଷା କରିବାକୁ ଅନୁରୋଧ, ଯେଉଁମାନେ ଏହା କରିଛନ୍ତି ସେମାନେ ଆପଣଙ୍କ ଠାରୁ ବହୁ ଉର୍ଦ୍ଧରେ, ଆପଣ ଚାହିଁଲେ ବି ସେଠି ପହଞ୍ଚି ପାରିବେନି, ଆଉ ତାହାର କାରଣ ହେଉଛି ଆପଣଙ୍କ ଠାରୁ ସେମାନଙ୍କର ଚିନ୍ତାଧାରା ବହୁ ଗୁଣରେ ଉର୍ଣ୍ଣତ, ଦୟାକରି ରାଜ୍ଯ ଓ ଦେଶର ମର୍ଯ୍ୟଦା ଉପରେ ଦୃଷ୍ଟିଦେଇ ଆଗକୁ ମନ୍ତବ୍ୟ ଦେବେବୋଲି ଆଶା କରୁଛି, ଶେଷରେ ଏତିକି କହିବି, ଭାରତୀୟ ସକୃତିରେ ସେତୁ ପ୍ରତିଷ୍ଟା କରି ଶ୍ରୀରାମ ମହାନ, ଆଉ, ନିମନ୍ତ୍ରଣ ରକ୍ଷାକରି, ପୂରଧା ଭାବେ ରାବଣ ଉପସ୍ଥିତ ରହି ସେ ମଧ୍ୟ ମହାନ, ଧନ୍ଯବାଦ 🙏

  • @user-qh6ws7eh5e
    @user-qh6ws7eh5e Před 13 dny +96

    ଗିରିଧାରୀ ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ କାହିଁକି ଆମନ୍ତ୍ରିତ ନୁହନ୍ତି 😮😮

    • @santanubrahma743
      @santanubrahma743 Před 13 dny +11

      Hemananda Babu au nahanti.

    • @ManojPradhan-uv6fg
      @ManojPradhan-uv6fg Před 13 dny +2

      @@user-qh6ws7eh5e ବହୁତ ପୁରୁଣା ହୋଇଗଲେଣି ଗୋମାଙ୍ଗ, ବିଶ୍ୱାଳ ବାବୁ ନାହାନ୍ତି ବୋଧହୁଏ

    • @padarbindasamal4365
      @padarbindasamal4365 Před 13 dny +2

      Both are not World Class CMs

    • @rjsoy4432
      @rjsoy4432 Před 13 dny

      ​​@@ManojPradhan-uv6fgପୁରୁଣା ହେଇ ଗଲେ ମାନେ ତାଙ୍କ ଅବଦାନ ନାହିଁକି ଓଡ଼ିଶା କୁ ଉଜ୍ଜ୍ବଳ ଭବିଷୟତ ଅଭିମୁଖେ ଓଡ଼ିଶା କୁ ଆଗେଇ ଦିଗିଦର୍ଶ ଦେଖଇବାରେ ❔❓⁉️

    • @dwarikanath1958
      @dwarikanath1958 Před 13 dny

      @@ManojPradhan-uv6fg ହେମାନନ୍ଦ ବାବୁ ପରଲୋକ ରେ।

  • @prasannapattanyak3777
    @prasannapattanyak3777 Před 13 dny +32

    ନବୀନ ପଟ୍ଟନାୟକ କଣ ଆପଣଙ୍କୁ ପଚାରି ଯାଇ ଥାନ୍ତେ? ନବୀନ ବାବୁ ଯାହା କଲେ ତାହା ଆପଣଙ୍କୁ ଓଲଟା ଲାଗୁଛି।

    • @mathsforcompetitiveandscho3189
      @mathsforcompetitiveandscho3189 Před 13 dny +2

      ଇଏ ମହାଶୟଙ୍କର ପ୍ରବଳ ରାଗ ନବୀନ କୁ

    • @user-mr2hn2uv3y
      @user-mr2hn2uv3y Před 13 dny

      ​@@mathsforcompetitiveandscho3189right brother

    • @user-mr2hn2uv3y
      @user-mr2hn2uv3y Před 13 dny

      BJP Ra Chamcha karuchi

    • @subhasmitadash4871
      @subhasmitadash4871 Před 13 dny +1

      ୟାଙ୍କ ର କଥା ସବୁବେଳେ ନବୀନ ପଟ୍ଟନାୟକ ଙ୍କ ବିରୋଧ ରେ

    • @Pk2018-d2h
      @Pk2018-d2h Před 13 dny

      Ye loka ta ra dosha achhi..sabu dosh dekhuchhanti

  • @shankardmishra121
    @shankardmishra121 Před 12 dny +1

    The Odisha BJP has been hypnotized by the enigma of Pandu-Naveen duo. It's high time the former took actions before it's too late.

  • @pradeeppkbehera2930
    @pradeeppkbehera2930 Před 13 dny +2

    Respected sir, ajira episode dekhi lagila ki apana jou neta bisayare barsa barsa dhari kahi asuchanti tanku apanka party BJP dauthiba sanmanaku sahi paru nahanti..🙏

  • @nrushinghnathsahu1630
    @nrushinghnathsahu1630 Před 13 dny +77

    ଗୋଟିଏ ବାକ୍ଯ ରେ କୁହା ଯାଇ ପାରିବ ଯେ ଯିଏ ନବୀନ୍ ପଟନାୟକ ଙ୍କୁ ଯିଏ ଚିହ୍ନି ପାରି ନାହିଁ ସେ ନିଜ ବାପା ମାଆଙ୍କୁ ଚିହ୍ନି ପାରି ନାହିଁ.

    • @arabindamohanty835
      @arabindamohanty835 Před 12 dny

      Au naben bandu.
      Balo CM. Thaka ta
      Pare. Mameta. Bybena
      Ra. Hatya kare. BJD ra kalnka

    • @nrushinghnathsahu1630
      @nrushinghnathsahu1630 Před 10 dny +2

      @@Govinda986 ତୁମେ କହିବା ଅନୁଯାଇ ନବୀନ୍ ତୁମ ବାପା

    • @nrushinghnathsahu1630
      @nrushinghnathsahu1630 Před 10 dny +1

      @@Govinda986 ତମ ଘର ଆଡ଼େ

    • @Govinda986
      @Govinda986 Před 10 dny

      @@nrushinghnathsahu1630 uncle ତମେ ଆସ

    • @Govinda986
      @Govinda986 Před 10 dny

      @@nrushinghnathsahu1630 uncle ତମେ ଆସ

  • @ranajitjena4668
    @ranajitjena4668 Před 13 dny +5

    ରାଜନୀତିର ପରିଭାଷା ଶିଖାଇଲେ ଏବଂ ଦେଖାଇଲେ ଓଡ଼ିଆ ଅସ୍ମିତା କୁ ସାଙ୍ଗରେ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ମାନ୍ୟଗଣ ବ୍ୟକ୍ତିଙ୍କୁ

  • @rajanikantapanda8625
    @rajanikantapanda8625 Před 13 dny +1

    Very important interpretation.

  • @SidharthMishra99
    @SidharthMishra99 Před 13 dny +1

    Apana perfect journalism,perfect both sided analysis ra Example.I wish u 2 Crore Subscriber.

  • @priyadarsansatpathy910
    @priyadarsansatpathy910 Před 13 dny +15

    ଜୟନାରାୟଣ ମିଶ୍ରଙ୍କୁ କଣ ପାଇଁ ଆଡେଇ ରଖାଗଲା? ନବୀନ ବାବୁଙ୍କ ଚାପରେ ତାଙ୍କୁ ମୋଦିଶାହ ଅଲଗା ରଖିଦେଲେ। ନବୀନ ମ୍ୟାଜିକ ସବୁବେଳେ କାମ କରିବ।

  • @Odiaclasic
    @Odiaclasic Před 13 dny +38

    ଏ ବିଜେପି ସରକାର ପୂର୍ବ ବିଜେଡି ସରକାରଙ୍କ କୌଣସି ଦୁର୍ନୀତି ର ପର୍ଦାଫାଶ କରିପାରିବେ ନାହିଁ କାହିଁକିନା ଏମାନେ ଏତେ ଦକ୍ଷ ଭଳି ଲାଗୁନାହାନ୍ତି l ମାସେ ପୁରିଗଲା ସାମାନ୍ୟ ସଚିବ ଯେଉଁଠି ବଦଳି ପାରୁନାହାନ୍ତି ସେମାନେ ଦୁର୍ନୀତିର ପର୍ଦାଫାଶ କରିବେ ବୋଲି କେମିତି ଆପଣ ମାନେ ଭାବୁଛନ୍ତି

  • @antarjyamikar8877
    @antarjyamikar8877 Před 13 dny +1

    Good analysis

  • @deepakparimanik1989
    @deepakparimanik1989 Před 13 dny +1

    Sir good news

  • @umakantaparida8086
    @umakantaparida8086 Před 13 dny +7

    ନବୀନ ଦାସବାବୁ ଆପଣ ବୁଝିବାଦରକାର ମୋଫତରେ ଓଡ଼ିଆମାନେ 24 ବର୍ଷ ନବୀନ ପଟ୍ଟନାୟକଙ୍କୁ ଗାଦିରେବସାଇଥିଲେ କୌଶଳ ପାଇଂ ନୁହେ। ଧନ୍ୟବାଦ ଆପଣଙ୍କର ଏହିଟପିକର ଭେଲୁଅରଦେଖନୣ।

  • @kalandimurmu3303
    @kalandimurmu3303 Před 13 dny +5

    ଭଣ୍ଡାମୀ ର ହାଇଡ୍ରାମା। ଭୋଟର ଙ୍କୁ ଭକୁଆ ବନେଇ ପାରିବ। ପାଇଁ ସତରେ ଏ ପ୍ରକାର୍ କଳା ୟାକୁ ଭଲ କି ମନ୍ଦ ଭାବେ ଜଣା।

  • @Foodrecipes054
    @Foodrecipes054 Před 12 dny +2

    Sir apana jaha kahuchhanti tike nije janiparuchhanti Nabin sir kichhi kahileki pradhan sir kichhi kahileki apana kahiki manaru kahuchhanti Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @ranjankumardas9429
    @ranjankumardas9429 Před 9 dny

    ସତରେ " ନିର୍ ଭୟ ' ଆପଣଙ୍କ ରକ୍ତ ରେ ଅଛି । ❤❤❤

  • @akashmohanty9703
    @akashmohanty9703 Před 13 dny +46

    ଅନୁଭବ ମହାନ୍ତି ବିଷୟରେ ଆଗରୁ ବହୁତ ଗପୁଥିଲ ତା ବାପା ଗୋଟେ ଫର୍ଜି ସେ ଗୋଟେ ଫର୍ଜି ଏବେ ତ ଆଉ କହୁନ ନା ବିଜେପି କୁ ଗଲା ପରେ ସେ ଭଲ

  • @akshayakumarbhol4132
    @akshayakumarbhol4132 Před 13 dny +46

    ଦ୍ରୌପଦୀ ମୁର୍ମୁ ଙ୍କ ସଭାକୁ ପରା ଅନ୍ଧାରରେ ରଖିଦେଇଥିଲେ ।

  • @sasmitanayak2547
    @sasmitanayak2547 Před 9 dny

    Absolutely Right.....we hv to open our eyes

  • @NirakarDas-qr2ml
    @NirakarDas-qr2ml Před 2 dny

    Excellent n prolific idea of Ex supremo

  • @user-wj3lf4xi7n
    @user-wj3lf4xi7n Před 13 dny +43

    CBI E D investigation immediately

  • @ramprasadpatra386
    @ramprasadpatra386 Před 13 dny +7

    ଏମାନେ ପୁରୁଣା କ୍ରୀତଦାସ ନବୀନ ବାବୁକଂର...ଆଗରୁ ତାକଂ ପାଖରେ ଚାକିରି କରୁଥିଲେ...ଭୁଲି ପାରୁ ନାହାନ୍ତି ବିଜେପି ବାଲା...

  • @user-xk2rq1fl7y
    @user-xk2rq1fl7y Před 5 dny

    ଆପଣ ଯାହା ଭି କୁହନ୍ତୁ ସେ ନିସ୍ୱାର୍ଥପର, ନିର୍ଲୋଭୀ ଓ ଭଦ୍ର ବ୍ୟକ୍ତି ଜଣେ ଆମ ସମସ୍ତଙ୍କ ନମନ୍ 🙏🌹

  • @chaturbhujamahakuda3301
    @chaturbhujamahakuda3301 Před 13 dny +1

    President ra quality Kami gala

  • @jyotirmayjena1869
    @jyotirmayjena1869 Před 13 dny +23

    ମୁଁ ଗୋଟିଏ କଥା ବୁଝିପାରୁନି ବିଜେପି ବିରୋଧୀ ଦଳ ଥିଲା ବେଳେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଥିଲେ, କେବିନେଟ ପାହ୍ୟା ମିଳିଥିଲା । ଅଥଚ ନିଜ ସରକାର ଆସିଲା ପରେ ତାଙ୍କୁ କେବିନେଟ ମନ୍ତ୍ରୀ ପଦ ଗୋଟିଏ ମିଳିଲା ନାହିଁ ।
    ଏହା ମୋହନଙ୍କ ନିଜ ନିଷ୍ପତ୍ତି ବୋଲି ମନେ ହେଉନାହିଁ , ମୋତେ ଲାଗୁଛି ଏହା ଜୟନାରାୟଣ ବିରୋଧୀ ଗୋଷ୍ଠୀର ନିଷ୍ପତ୍ତି ।

    • @RanjanBehera-ge1kf
      @RanjanBehera-ge1kf Před 13 dny +3

      Bada bhai dhanyavad tume thik katha kahichha....❤🎉❤

    • @biswanathpadhy8371
      @biswanathpadhy8371 Před 13 dny +1

      Jay narayana mishra is fit for home minister of odisha

    • @santoshpradhan4520
      @santoshpradhan4520 Před 11 dny

      ନିଶ୍ଚିତଭାବେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବ ଅପେକ୍ଷା କରନ୍ତୁ
      ଯଦି ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲେ BJD ଏହାକୁ ଏକ ଇସୁ କରିଥାନ୍ତା ।ଘରେ ପସୁ ନ ପସୁ ଚାଳ ବାଜିବା ଘଟଣା କୁ ଦୂରେଇ ଦେବା ପାଇଁ ଉଦ୍ୟମ କରାଯାଉଛି ।

  • @udayabmohapatra845
    @udayabmohapatra845 Před 13 dny +4

    Don't compare jay narayan mishra with Naveen patnayak

  • @user-jd8fz4pb3y
    @user-jd8fz4pb3y Před 13 dny +1

    ସାମ୍ବାଦିକ ନିନ୍ଦୁକ ହେବା ଉଚିତ ନୁହେଁ
    Nabin Das କୁହନ୍ତୁ ଓଡ଼ିଆ ଅସ୍ମିତା କଥା
    ଚାରି ଦ୍ଵାର ଫିଟା କଥା କୁହ
    ଦର ଦାମ୍ କଥା ଉତ୍ଥାନ
    କରନ୍ତୁ
    Pandian sir ଙ୍କର brain ଅଛି
    କଣ କରୁଛି ବିଜେପି କୁହନ୍ତୁ

  • @sukumarrana9091
    @sukumarrana9091 Před 13 dny

    Your analysis is absolutely correct.

  • @rabimohanty112
    @rabimohanty112 Před 13 dny +6

    ଅବସର ଅଧିକାରୀଙ୍କୁ ଶୀଘ୍ର ବାହାର କରନ୍ତୁ, ଆଇ ମୁହୂର୍ତ୍ତେ ରଖନ୍ତୁ ନାହିଁ. ବର୍ତ୍ତମାନ ଯୁବ ପିଢ଼ି ବେଶୀ ଦକ୍ଷ ଅଛନ୍ତି.

  • @rabindranayak1205
    @rabindranayak1205 Před 13 dny +25

    ଏଠାରେ ଆମେ ଅନୁଭବ କଲୁ ନବୀନ ପଟ୍ଟନାୟକ Jane ଅତି ସରଳ vadraloka ଓ ସେ ଓଡ଼ିଶାର ନିଷ୍କଳଙ୍କ ଜନନେତା. ତେଣୁ ତାଙ୍କୁ ସମସ୍ତେ କରିବେ ହିଁ କରିବେ.

  • @chittaccc
    @chittaccc Před 6 dny +1

    Apan khusi heba katha, raghubar das nka son don giri karuchi, au kete jp jp japibe.
    🎉🎉🎉

  • @manojmish7
    @manojmish7 Před 3 dny

    ବହୁତ ଭଲ ଉପସ୍ଥାପନା 🙏ନବୀନ ପଟ୍ଟନାୟକ ସବୁବେଳେ ଚର୍ଚ୍ଚାରେ ରହିବେ l

  • @surendranathlenka3599
    @surendranathlenka3599 Před 13 dny +99

    ସଠିକ ବିଶ୍ଳେଷଣ । ଆଶା ମୋହନ ସରକାର ଏଥିରୁ କିଛି ଶିକ୍ଷା ନେବେ।

    • @SubhransuPandaOfficial
      @SubhransuPandaOfficial Před 13 dny +9

      କିଛି ଶିକ୍ଷା ନେବେନି sir, ଖାଲି ଫୁଲତୋଡା ନେଇ ନେଇ 5 ବର୍ଷ ସରିଯିବ ।

    • @umeshnayak9265
      @umeshnayak9265 Před 13 dny +1

      Prakutakatha

  • @i_amhbb
    @i_amhbb Před 13 dny +4

    Tama katha bujha haba navin das BJD kebe na kebe sarkar ku asiba sedina jana padiba kete katha kuha..
    Chatukar ra height dekha agyan😂😂

  • @gyanabratamohanty4219
    @gyanabratamohanty4219 Před 13 dny +1

    ସମ୍ପୂର୍ଣ ଠିକ ବିଶ୍ଳେଷଣ | ସର୍ପ ସମାନ ଭୟଙ୍କର, ଦୁର୍ଜନ ଜନେ ପରିହର | ସବୁ ଦୁର୍ନୀତିର ମାଷ୍ଟର ମାଇଣ୍ଡଙ୍କୁ, ନାଟକବାଜଙ୍କୁ ଭଦ୍ରାମୀ ଦେଖାଇଲେ - ପରିଣାମ ଭୟଙ୍କର ହେଵା ଅସମ୍ଭବ ନୁହେଁ |

  • @niharranjanbehera3069

    ସାର,ନିର୍ଭୟ ର ରିପୋର୍ଟ ଟା ଦେଖିଲି ''he is on doubt but not out''ଉକ୍ତିଟି ଭଲ ଲାଗିଲା

  • @user-uf6fp6nl2p
    @user-uf6fp6nl2p Před 13 dny +5

    ଓଡିଶା ବିଜେପି ଯୋଗିଆଦିତ୍ୟ ନାଥଙ୍କ ଠାରୁ କିଛ ଶିଖିବା ଦରକାର

  • @BishnucharanRay-xy5ox
    @BishnucharanRay-xy5ox Před 13 dny +15

    କେନ୍ଦ୍ରୟ ବଜେପି ସରକାର ବଞୟୀ ବାକୁ କେନ୍ଦ୍ର ବଜେପି ରାଜ୍ୟ ସଭା ସଦସ୍ୟ ଙ୍କର ସହାୟତା ପାଇଁ, ବିଜେଡି ସରକାର ତାଙ୍କ କଳା କାରନାମା ଲୁଚାଇବାକୁ ବଜେପି କୁ ଡରାଇବା ସ୍ୱାଭାବିକ.

  • @svycganesha
    @svycganesha Před 13 dny

    This drama was nicely tackled by Dharmendra Pradhan.

  • @loknathmaharana4826
    @loknathmaharana4826 Před 11 dny

    ଆପଣଙ୍କର ଏହି ପରି ଚିନ୍ତା ଧାରା ଏକ ଦୁର୍ବଳ ମାନସିକତାର ପରିଚୟ ଦଉଚି

  • @bulusethy9220
    @bulusethy9220 Před 13 dny +16

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @maheswarparihari5189
    @maheswarparihari5189 Před 13 dny +12

    ନବୀନ ବାବୁ ହେଉଛନ୍ତି ସମ୍ତଙ୍କ ଠାରୁ ବୟସ୍କ ବ୍ୟକ୍ତି ,ତାଙ୍କୁ ସମ୍ମାନ ଦେବା ଓଡ଼ିଆ ଅସ୍ମିତା ବୋଧ ହୁଏ

  • @karnaraita1039
    @karnaraita1039 Před 7 dny

    Absolutely presentation sir

  • @banils_shorts
    @banils_shorts Před 10 dny

    ସେ ବାଳ କଥା କୁହନି.. ସେ kn ପାଇଁ ଉପରକୁ ଯାଇଥାନ୍ତେ .. ନବୀନ ପଟ୍ଟନାୟକ ଠିକ୍ କରିଛନ୍ତି ❤❤❤

  • @chandrakantsutar2922
    @chandrakantsutar2922 Před 13 dny +7

    Pandu is behind the vell of all this kind of deama😂😂😂😂😂

  • @user-fb8fb5qc2n
    @user-fb8fb5qc2n Před 13 dny +21

    ଇଏ ବିଜେପିର ଭଦ୍ରମୀ ନୁହ ଏହା ଭିତରେ କିଛି ଅକୁହା କଥା ନିଶ୍ଚୟ ରହିଛି। ଏ କଥା ମୋଦୀ ଶାହା ଜାଣିଥିବେ।

  • @P.k.R.1977
    @P.k.R.1977 Před 9 dny

    Truth is truth . You are great.li

  • @sachinvlogs02FEB
    @sachinvlogs02FEB Před 5 dny +1

    Naveen babu always Hero ❤

  • @mrutyunjayakhatua6362
    @mrutyunjayakhatua6362 Před 13 dny +8

    Sir your topic elaborate is very appreciative

  • @BishnucharanRay-xy5ox
    @BishnucharanRay-xy5ox Před 13 dny +34

    ପାଣ୍ଡିଆନ କଳା କାରନାମା ର ଭାଗିଦାର ପ୍ରେମ ପେଟଟନାୟକ, ତେଣୁ ପାଣ୍ଡିଆନ ଲୁଚୁଛନ୍ତି, କାରଣ ନବୀନ ପଟ୍ଟନାୟକ ଙ୍କର ଭାଇ ପ୍ରେମ ପଟନାୟକ ଭିତିରି ସମ୍ପର୍କ ପାଣ୍ଡିଆନ ସହିତ

  • @LokanathBehera-ip3ll
    @LokanathBehera-ip3ll Před 6 dny

    ଆପଣ ସଠିକ୍। କଥାକୁ ଖଞ୍ଜେଇ। ମଞ୍ଜେଇ ଯେଉଁ ଭଳି। କହୁଛନ୍ତି। ପ୍ରାୟତ କେତେକଙ୍କୁ ସୁହାଉ। ନାହିଁ ସେଥିପାଇଁ। ବିଭିନ୍ନ କଟୁ। ମନ୍ତବ୍ୟ। ଦେଉ ଛନ୍ତି

  • @YashrajLive
    @YashrajLive Před 3 dny

    jai jagannath କହିବାର ସହିଲି ଚେଞ୍ଜ କଲେ ଭଲ ହବ ।। ଜଣା ପଡ଼ୁଛି ବାଧ୍ୟ କିଏ କରିଛି ଜୟ ଜଗନ୍ନାଥ କହିବା ପାଇଁ

  • @Spysince95
    @Spysince95 Před 13 dny +97

    ନବୀନ ବୁଢ଼ା ଭଲ ଭାବେ ଜାଣିଛି, କେମିତି ଖେଳାଯାଏ emotional card... ଏମିତି କରିକରି ତାର ଭୁଲକୁ ଭୁଲିଯିବା କଥା ନୁହେଁ। ସେ ହଉଛି ଧୃତରାଷ୍ଟ୍ର।

    • @rasanandabiswal
      @rasanandabiswal Před 13 dny +5

      Yes

    • @Stutee24
      @Stutee24 Před 13 dny +5

      Yes correct

    • @suvashreeray5494
      @suvashreeray5494 Před 13 dny +1

      ଅଂଧ

    • @Spysince95
      @Spysince95 Před 13 dny

      @@suvashreeray5494 ଠିକ୍ କହିଚ ଭଉଣି, ଏ ଅନ୍ଧ ପାଇଁ ଆଜି ଓଡିଶାକୁ ଫମ୍ପା କରିଦେଲେ

    • @sippunkumars1706
      @sippunkumars1706 Před 13 dny

      Tu sala budha kahaku kahuchu jani paruchu na nabin babu tate kn kahithile bhasa sanjog kariki kuha

  • @chakradharmishra5274
    @chakradharmishra5274 Před 13 dny +6

    ଅତି ଭଦ୍ର ଭଲ ଲକ୍ଷଣ ନୁହଁ l

  • @dillipsatapathy7940
    @dillipsatapathy7940 Před 13 dny

    ଆପଣ ତ ନିଜେ ଏବେ ବି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କହୁଛନ୍ତି l ଟିକେ ନିଜ କଥା ନିଜେ ଶୁଣନ୍ତୁ l ଆପଣ ନାଟକ କରିଛନ୍ତି 🙏

  • @rajendrakumarpatra1139

    You are 100% correct . I think that before you .

  • @ashokkumarraul3504
    @ashokkumarraul3504 Před 13 dny +3

    ଆପଣଙ୍କ ମନେ ଥିବ ବିଜେଡି ଚାହିଁ ଥିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଦଳରେ ମୋହନ ମାଝୀ ହୁଅନ୍ତୁ ଆପଣ ହିଁ କହିଥିଲେ ।

  • @dillipkumarsahoo4823
    @dillipkumarsahoo4823 Před 13 dny +9

    କେତେଜଣ ଗରିବ ଲୋକଙ୍କୁ ତୁ ଶଳା ଖାଇବାକୁ ଦେଇ ପାରିବୁ। କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶା କୁ ଭୋକ ର ଭୂଗୋଳ ପୃଷ୍ଠା ରୁ କାଢି ଆଣିଲେ। ବୁଝିଲୁ କୁକୁର। ତୋର ନାଁ ହେଲା କୁକୁର ଦାସ।

  • @subratjena8136
    @subratjena8136 Před 10 dny

    Jay jagannath,Jay Naveen, jay odisha

  • @SureshHarichandan-ye5pr

    Perfect Analysis,🙏

  • @prafulasingh2267
    @prafulasingh2267 Před 13 dny +4

    ଓଡ଼ିଶାର ଜନତାଙ୍କ ଭାବାବେଗକୁ ବୁଝିପାରୁ ନାହାଁନ୍ତି ଭାରତୀୟ ଜନତା ପାର୍ଟିର ନେତୃତ୍ବ ।
    ଓଡ଼ିଆଙ୍କ ଅସ୍ମିତା କୁ କେବେବି ବୁଝିପାରିବେ ନାହିଁ ନବୀନ ବାବୁ ଓ ତାଙ୍କର ଟିମ୍ ।
    ଆଜିର ଗୁମର କଥାଟି ଭାରତୀୟ ଜନତା ପାର୍ଟିର ନେତୃତ୍ବଙ୍କ ପାଇଁ ହିତୋପଦେଶ ଥିଲା । ଗ୍ରହଣ କଲେତ ହେଲା ।

  • @Dillip5331
    @Dillip5331 Před 13 dny +3

    New CM Ex CM Girdhari Gomango nku Dakileni kanhiki

  • @balarammishra5886
    @balarammishra5886 Před 12 dny

    ଆପଣଙ୍କ କଥାରେ ମୁ ଏକମତ...❤❤❤

  • @dlx_dynamite
    @dlx_dynamite Před 11 dny

    Because Nabin sir is a gentleman and honest person