ବିଜେପି ଠାରୁ ନିଜ ଝିଅଙ୍କୁ ବଞ୍ଚାନ୍ତୁ ! sanghamitra jena | BJP | khati

Sdílet
Vložit
  • čas přidán 4. 08. 2023
  • ବିଜେପି ଠାରୁ ନିଜ ଝିଅଙ୍କୁ ବଞ୍ଚାନ୍ତୁ ! sanghamitra jena | BJP | khati #bjd #bjp #odisha

Komentáře • 224

  • @subashbarik3468
    @subashbarik3468 Před 11 měsíci +59

    ଧନ୍ୟବାଦ ଭଉଣୀ ତୁମକୁ ସଲାମ ନାରୀର ଦୁଃଖକୁ ଆଉଜଣେ ନାରୀହିଁ ବୁଝିପାରେ ତୁମର ଏହି ସଂଘର୍ଷ ନିଶ୍ଚୟ ସଫଳ ହେବ

    • @kanderamsing4927
      @kanderamsing4927 Před 2 měsíci +1

      ବହୁତ ସୁନ୍ଦର ଦିଦି, ନାରୀ ମାନଙ୍କୁ ସଚେତନ କରନ୍ତୁ। ସବୁ ସତ କହିଲେ।

  • @skjena5530
    @skjena5530 Před 22 dny +20

    ସଂଘମିତ୍ରା ଭଉଣୀ ବହୁତ ସୁନ୍ଦର କଥାଟି କହିଛନ୍ତି

  • @kalashreea6031
    @kalashreea6031 Před 11 měsíci +21

    ସାବାସ୍ ସଂଘମିତ୍ରା ଜେନା !
    ଆଜିର ଦିନରେ ଏମିତି ନିର୍ଭିକତାର ସହିତ କହିବାର ଆବଶ୍ୟକତା ରହିଛି ।
    ଜୟ ଜଗତ୍

  • @saratchandranayak2512
    @saratchandranayak2512 Před 11 měsíci +15

    ଠିକ୍ କହୁଛନ୍ତି ବେଟି। ମୋଦିଙ୍କୁ ଅନୁରୋଧ ଶିଘ୍ର ଏଭଳି ନେତାଙ୍କୁ ଦଳରୁ ବାହାର କରିଦିଅନ୍ତୁ।

  • @rameshchandranayak575
    @rameshchandranayak575 Před 11 měsíci +32

    ଓଡ଼ିଶାରେ ମଧ୍ୟ ସେହି ଅବସ୍ଥା ।

  • @satyam7satyam7
    @satyam7satyam7 Před 11 měsíci +20

    ବାଃ ବାଃ ଭଉଣୀ ତୁମ କଥାର ଜବାବ ନାହିଁ

  • @ullashmaharana6320
    @ullashmaharana6320 Před 11 měsíci +10

    ଲାଲ୍ ବାହାଦୂର ଶାସ୍ତ୍ରୀ , ଅଟଳ ବିହାରୀ ବାଜପେୟୀ ଙ୍କ ଭଳି ପ୍ରଧାନ ମନ୍ତ୍ରୀ ଆଉ ମିଳିବା କଷ୍ଟ , ଏଣିକି ଯିଏ ମଧ୍ୟ ପ୍ରଧାନ ମନ୍ତ୍ରୀ ହେଉଛନ୍ତି , କେବଳ ସ୍ବାର୍ଥ ପାଇଁ । ଆମେ ନିରୀହ ଭକୁଆ । ଜଗନ୍ନାଥ ଆମକୁ ସାହା।

  • @adumallick2027
    @adumallick2027 Před 3 měsíci +8

    ରାଷ୍ଟ୍ର ପତି ଖାଲି ସ୍ବାର୍ଥ ପାଇଁ ଅଛନ୍ତି

  • @maisrakaraita5199
    @maisrakaraita5199 Před měsícem +7

    ଧନ୍ୟବାଦ ଆପଣଙ୍କ ଭାଷଣ

  • @lkd9323
    @lkd9323 Před 5 měsíci +5

    ଓଡ଼ିଶା ରେ ଜଉ ବେବିନା, ପ ରି rape case ହେଲା ସେତେବେଲେ ତୁ କଉଠୀ ଥିଲୁ ଆଉ ତୋ ପାଟି ରେ କଅଣ ପସି ଥିଲା????

  • @surendraraut6236
    @surendraraut6236 Před 4 dny +1

    ଧନ୍ଯ ଧନ୍ଯ ସଙ୍ଘମିତ୍ରା ତୁମକୁ ,
    କି ମାଡ ମାର ବିଜେପି ଦଳକୁ ।
    ଭ୍ରଷ୍ଟ ଏ ବିଜେପି ଦଳ ବେକାର ,
    ପ୍ରଶଂସା କହିଲେ ତାଙ୍କୁ ଛି,କାର ।।

  • @saratswain7951
    @saratswain7951 Před dnem +1

    ମଣିପୁର ଘଟଣାବଳୀ ଉପରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।

  • @SurendraSurendra-ym8mi
    @SurendraSurendra-ym8mi Před 17 dny +3

    ନାଟାକୁ ଆଦିବାସୀ ରାଷ୍ଟ୍ରପତି କିଛି ଲାଭ ନାହିଁ

  • @niranjannayakgreatodisha2342

    ଭଉଣୀ ବହୁତ ବହୁତ ଧନ୍ୟବାଦ ସତ କଥା ବିଜେପି ହଟାଓ

  • @rajendradas9689
    @rajendradas9689 Před 11 měsíci +12

    Bjp Hotaao Aur Desh Bochaao

  • @ramachandrasahoo7067
    @ramachandrasahoo7067 Před 20 dny +4

    ଧନ୍ୟ ବାଦ ଭଉଣୀ

  • @nakulnaik1423
    @nakulnaik1423 Před 14 dny +1

    ଭଉଣୀ ବିଲକୁଲ ଠିକ କଥା କହୁଛନ୍ତି କିନ୍ତୁ ପକ୍ଷପାତ ମାନସିକତା ରହୁଛି

  • @nilamanisandha1804
    @nilamanisandha1804 Před 3 měsíci +4

    ଓଡ଼ିଶାର ଅବସ୍ଥା ଏଭଳି ତେଣୁ ଓଡ଼ିଶାର ସରକାର ଵଦଲାଅ

  • @prabirjena2147
    @prabirjena2147 Před 4 měsíci +3

    Sandeshkhali ଘଟଣା ଉପରେ ଦୁଇ ପଦ କହିଥିଲେ ଆମେ ସମର୍ଥନ କରିଥାନ୍ତୁ,

  • @lockstart.p.n598
    @lockstart.p.n598 Před 11 měsíci +3

    ସବୁ ଦଳ ସମାନ କେହି ଭଲ ନୁହେଁ

  • @rajivdas5518
    @rajivdas5518 Před 11 měsíci +1

    Right katha kahichhanti.dhanyabad.

  • @swayamprakashpattanaik1549
    @swayamprakashpattanaik1549 Před 11 měsíci +7

    ଯା ଯା,ଚାଲୁଣି କହୁଛି ଛୁଞ୍ଚି କୁ।
    ବଦମାସ ଦୋମୁହାଁ ସ୍ତ୍ରୀଲୋକ କହୁଛି ବିଜେପି କୁ।

    • @gobardhanbehera7908
      @gobardhanbehera7908 Před 19 dny

      ଆରେ ଭାଈ ଟିକେ ଦେଖେ କଣ ହଅଉଛି ମୁଦି ସରକାର ଓଡିଶା ବିକିବାକୁ ଆରମ୍ବ କରୁଛି ଦେଖେ

  • @krishnaprasadrath
    @krishnaprasadrath Před 11 měsíci +1

    🙏 Jai Srikrishna 🙏 Mu tikie soipade

  • @felixnayak6317
    @felixnayak6317 Před 11 měsíci +3

    Evm bane kale bjp hajijiba

  • @blindsingersibaji2667
    @blindsingersibaji2667 Před 11 měsíci +2

    Thik katha kahila ସିଷ୍ଟ

  • @dillippradhan996
    @dillippradhan996 Před 11 měsíci +1

    Right. Fight all for the development of human beings

  • @hksahoo8755
    @hksahoo8755 Před 11 měsíci +2

    Bala katha kahucha Sabu dala katha kuha janaku target karani😮

  • @PrabirDey-zv5jd
    @PrabirDey-zv5jd Před 11 měsíci +2

    Manipur tu chadi ,odisha katha kaha,,,,bjd ku kana kahibu,,,,na hele tu kana Congress

  • @niranjanbehura5258
    @niranjanbehura5258 Před 18 dny +2

    ଏଇ ମାନଂକ ପାଇଁ କଂଗ୍ରେସ ଦଳ ର ଏ ଦୁର୍ଦ୍ଦିନ ।। ଜନତା ସବ ଜାନତାହେ ।।କେତେ ପାଇଛୁ ଗପିବା ପାଁଇ

  • @sudarsanmallick6250
    @sudarsanmallick6250 Před 21 dnem +1

    ଅନ୍ୟବାଦ ଭଉଣୀ

  • @BhaktabandhuSenapati
    @BhaktabandhuSenapati Před 2 měsíci

    ନମସ୍କାର🙏

  • @kamallochannayak9660
    @kamallochannayak9660 Před 11 měsíci

    Dhanyavad Sister very Goo Diluge BJP Hatao Bharat Banchao

  • @user-cw9fl7jx4f
    @user-cw9fl7jx4f Před 11 měsíci

    Didi thik kahile 👍👍👍👍🙏🙏🙏🙏

  • @cbl9319
    @cbl9319 Před 24 dny

    🌹🌹🌹🌹🌹🌹🌹🌹🌹🌹🌹🌹

  • @nageswarnews7508
    @nageswarnews7508 Před 11 měsíci +1

    Purusha manankara e dunia re kan naya achhi

  • @MamataPradhan-ls2rv
    @MamataPradhan-ls2rv Před 25 dny +1

    ❤❤❤❤

  • @jhadeswarpalei788
    @jhadeswarpalei788 Před 11 měsíci +3

    You are another Iron lady.plz lead us.....Nation needs you..

  • @karttickdey6162
    @karttickdey6162 Před 11 měsíci +1

    Odisara punampandit

  • @santoshojha7114
    @santoshojha7114 Před 19 dny

    👏👏👏👏👏👏👌👌👌🙏🙏🙏🙏

  • @pramodpanda8976
    @pramodpanda8976 Před 11 měsíci +1

    Madam 3td frant gathana pai bata fhitantu kahiki labha nahi odishare Aka kegirwal bahariba darkar

  • @muralichand582
    @muralichand582 Před 11 měsíci

    Very very nice and thanks so much ahuri agaku badhi chalantu

  • @user-jl9ge4jk9g
    @user-jl9ge4jk9g Před 23 dny +1

    ଭ ଉଣୀ ଆପଣକଂର ଏହିଭଳି ଵାଣୀ ଵି ଜେ ବି କୁଦରକାର

  • @user-uq3gb9sv2v
    @user-uq3gb9sv2v Před 5 měsíci

    ok.we want president rules inindia

  • @user-ub6vf8qq6v
    @user-ub6vf8qq6v Před 18 dny

    👍

  • @kailashnahak8005
    @kailashnahak8005 Před 11 měsíci

    Mu pachrchi Cangres 47 years sasan Kala kichi desare paribana Aniparlanahi d _d, dheere dheere karibu

  • @sabnamkhatun-ds3lr
    @sabnamkhatun-ds3lr Před 19 dny

    ଧନ୍ଯବାଦ ଭଉଣୀ ତୁମକୁ ସାଲାମ

  • @santwana7164
    @santwana7164 Před 11 měsíci

    BJP jadi central re asibo ki odisha re Bjd asibo tebe bi dong Nishchay hebo karan BJP au BJD Bhai bhai

  • @dharitripanda6070
    @dharitripanda6070 Před 11 měsíci

    Bhauni emiti kichhi haba darkar every Indian should protest against injustice...

  • @user-kp2fl6yv4k
    @user-kp2fl6yv4k Před 18 dny

    Verygood sañghamitra katha

  • @sushilatoppo6062
    @sushilatoppo6062 Před 11 měsíci +1

    Pari Bebina malakar nyay kebe miliba ?

  • @namitadigal4693
    @namitadigal4693 Před 21 dnem

    👍👍👍

  • @kaibalyakumar4493
    @kaibalyakumar4493 Před 19 dny +1

    Ok bhal katha bhauni

  • @vanubatimajhi1010
    @vanubatimajhi1010 Před 14 dny

    Rastra pati kahile main kuchh nehin manga mujhe sab kuchh mila,

  • @harapriyaparida6371
    @harapriyaparida6371 Před 20 dny

    👍👍

  • @raghunarhkarjee947
    @raghunarhkarjee947 Před 11 měsíci +3

    ହଇଲ ନାନୀ ତୁ କଣ india ଦଳ ସପକ୍ଷରେ କହୁଛୁ ନା ସତରେ ମଣିପୁର ବିଷୟରେ କହୁଛୁ ? ହଉ ତୋ କଥା ରଖି ଲୋକେ india ଦଳକୁ ଭୋଟ ଦେବେ ତୁ ଗ୍ୟାରେଣ୍ଟି ଦେଇ ପାରିବୁ କି ତାଙ୍କ ଶାସନ କାଳରେ ରେପ କି ମଡ଼ର ହେବନି ବୋଲି!

    • @bimalpradhan2829
      @bimalpradhan2829 Před měsícem

      ହଇରେ ଶଳା ତୋ ମା, ଭଉଣି,ଝିଅ ଙ୍କୁ ରେପ୍ କଲେ କଷ୍ଟ କଣ ଜାଣିବ।

    • @raghunarhkarjee947
      @raghunarhkarjee947 Před měsícem +1

      @@bimalpradhan2829 ହଁ ଜୁଇଁ ତମ କଥା ଠିକ ଯେ ହେଲେ କଂଗ୍ରେସ ଅମଳ ରେ ବି ଏମିତି ଅନେକ ଘଟଣା ଘଟିଛି, ତୁମେ ଏତେ କାହିଁକି ଛୁଡ଼ି ହେଉଛ !

    • @anandamohakuda4943
      @anandamohakuda4943 Před 16 dny

      Se pura thik katha kahichi

  • @user-qs8qp5uk4j
    @user-qs8qp5uk4j Před 6 dny

    ଧନ୍ୟବାଦ ଭଉଣୀ ଠିକ୍ କଥା

  • @satyarasandhan794
    @satyarasandhan794 Před 11 měsíci

    Thik katha kahila bhauni 🙏

  • @AnantaHembram-mi1jm
    @AnantaHembram-mi1jm Před 11 měsíci

    Madamnku mbj ku pathantu direct swdhin mp prarthi bhabe nirbachan re Jay jugta karaebu mo motare kahuchi emitika talent mohila odisha re darkar.

  • @nmtv3636
    @nmtv3636 Před 2 měsíci

    Jai bhim namo budhaya

  • @BayijantiPingua-rf8sk
    @BayijantiPingua-rf8sk Před 18 dny

    Bjd sarkar narinku puja karuthile ki tahahele pari pihyu au kete kete nari dharshana madar heuthila kemiti kete dukhinku kete nyaya deichhanti bjd Sarkar

  • @user-km4qe7ov9x
    @user-km4qe7ov9x Před 7 dny

    ଧନ୍ୟବାଦ୍ ଭଉଣୀ

  • @bhaktaharigahan1874
    @bhaktaharigahan1874 Před měsícem

    Odishare sunndar bhane chalichhi

  • @rudrapadil5545
    @rudrapadil5545 Před 4 měsíci

    Humanism is our religion

  • @kabi9285
    @kabi9285 Před 3 měsíci

    Thiki didi bjp na bjd kehi bhalanuhanti

  • @felixnayak6317
    @felixnayak6317 Před 11 měsíci

    You are great my dear sister!

  • @user-rn4mo3uw7b
    @user-rn4mo3uw7b Před 2 měsíci

    Didi. Apana sanghars karantu sathire. Achhu. Ame

  • @dharitripanda6070
    @dharitripanda6070 Před 11 měsíci +1

    Very nice bhauni.....I m always with you...Go ahead

  • @user-vl7hp7es6m
    @user-vl7hp7es6m Před 25 dny +1

    Bjp କେତେ ଦିନର ,ତମେ ଖାଲି ଗପୁଚ,କଣ ଭାବୁଛ,pattnaik ରହିଥାନ୍ତି ,ତାଙ୍କ ଯା ଗୀ ରି ଦେଖିଚ,ଭାରତ ମାତା ଗାମୁ ଚ୍ଛା ପିନ୍ଧି balle balle dhabare,, Mera bharat mahan,

  • @user-km7pq4lq8w
    @user-km7pq4lq8w Před 9 dny

    Kathata real satya
    Thank you very much
    I am very happy

  • @sanatansahoo8683
    @sanatansahoo8683 Před 14 dny

    Bhala Katha

  • @SantoshKumar-wz1vo
    @SantoshKumar-wz1vo Před 11 měsíci

    ଭଉଣୀ ଦଳିଅ ଚିନ୍ତା ଠାରୁ ଦୂରରେ ରହି କାମକରୁ ଥିବା ଗୋଟିଏ ରାଷ୍ଟ୍ରପତି ଥିଲେ କଲାମ,ଆମ ବର୍ତ୍ତମାନ ରାଷ୍ଟ୍ର ପତିଙ୍କୁ କଣ ଏ ବିଷୟରେ ଅବଗତ କଣ ନାହିଁ

  • @BapunukumarBapunukumar
    @BapunukumarBapunukumar Před 3 měsíci +1

    ତୁମେ ଓଡିଶା କଥା କହୁନ

  • @sakuntalasahoo1711
    @sakuntalasahoo1711 Před 17 dny

    Very very nice thik katha

  • @yashodamohanta1649
    @yashodamohanta1649 Před 19 dny

    Manipur dekhi Chanti ki. Kashmir jai ki dekhi Chanti ki

  • @susantakumarnaik1177
    @susantakumarnaik1177 Před 11 měsíci

    Great job,super speech thanks

  • @user-lh3lo2io2k
    @user-lh3lo2io2k Před 3 měsíci

    Thanks sister

  • @MunaMuna-fn4hw
    @MunaMuna-fn4hw Před 10 dny

    ପୁରା ଠିକ୍ କଥା ଆଗକୁ ଓଡ଼ିଶାରେ ହବ

  • @_mr___rajput
    @_mr___rajput Před 11 měsíci +1

    Odisha ra pari & bebina & itishree katha tik kuha nija ghara thik nahi anya state katha kai bhabuchha

  • @jayantagiri5339
    @jayantagiri5339 Před 11 měsíci

    Thenks Sister

  • @kamalpati5401
    @kamalpati5401 Před 19 dny

    ❤❤❤❤❤

  • @siraramdhal4358
    @siraramdhal4358 Před 11 měsíci

    Bhasona..doucha.dio.ddlaku..aa.khepo..kora.nahni

  • @RameshKumar-bv6yd
    @RameshKumar-bv6yd Před 2 měsíci

    Naty. Gaill

  • @ashisswain8499
    @ashisswain8499 Před 18 dny

    Right katha bhuni

  • @lalitadei953
    @lalitadei953 Před 20 dny

    Nari ebe durga rupa dhariba darkar

  • @jyotiindrakumardas841
    @jyotiindrakumardas841 Před 15 dny

    Sister Aap Ko Salute🙏

  • @AjaykumarNayak-op8ob
    @AjaykumarNayak-op8ob Před 6 dny

    ❤❤❤

  • @jugallakra8584
    @jugallakra8584 Před 18 dny

    God bl. You

  • @AnjelaLakhla-rw4vk
    @AnjelaLakhla-rw4vk Před 20 dny

    Thank you sister for raising your voice for justice

  • @dibakarsethi4802
    @dibakarsethi4802 Před 19 dny

    Bjp hotao odisha banchao

  • @subhransu9817
    @subhransu9817 Před 17 hodinami

    0:45 kalia yojana kuade gala

  • @tutugouda6947
    @tutugouda6947 Před měsícem

    Right 👍👍 madam

  • @rabindrabehera9410
    @rabindrabehera9410 Před 11 měsíci +4

    ଖାଲି media କୁ ଡାକି ଭାଷଣ ଦେଲେ ହେବନି ଏଠି ସରକାର ଯିଏ ବି ଥାଉନା କାହିଁକି ଏହି ଘଟଣା ମାନ ଆପଣଙ୍କ ଭଳି ledy ମାନଙ୍କ ପାଇଁ ହେଉଛି, କାରଣ ନିଜକୁ ପ୍ରମୋଟ କରିବା ପାଇଁ ଏମିତି କହିକି ଦେଶକୁ ବଦନାମ କରୁଛ rape murder ବା ନାରୀ ଉପରେ ଅତ୍ୟାଚାର ଏଭଳି ଅପରାଧ କେବଳ ସରକାର ଦୁଆର ହେଉନି ଅମନୁସିକ ରାକ୍ଷସ ମାନଙ୍କ ଦ୍ଵାରା ହେଉଛି ତେଣୁ bite ଦେଲା ବେଳେ ଭୂଳିଯାଉଛ ଯେ ଗଣତନ୍ତ୍ର କୁ ବଦନାମ କରୁଛ , ତେଣୁ ପ୍ରତେକ୍ ଦେଶରେ ଏସବୁ ହିଉଛି କେବଳ ଭାରତ ରେ ହେଉଛି ତାହା ନୁହେଁ, ଯାହା ଉଦାହରଣ ଦେଇ ଭାଷଣ ଦେଉଛ ତାହା ଠିକ୍ ନୁହେଁ!ଆପଣ ମାନେ କଣ କରିଛନ୍ତି ମଣିପୁର ଘଟଣା କୁ ନେଇ ବା ଅଲଗା ଅଲଗା ରାଜ୍ୟ ରେ ଯେଉସବୁ ଏଭଳି ଘଟଣା ଘଟୁଛି କେବେ ସେଠି ପହଞ୍ଚି ଏ ସବୁ ବିଷୟରେ ଆଲୋଚନା କରୁଛନ୍ତି କି କିମ୍ବା ଏସବୁ କେମିତି ନହେବ ତା ଉପରେ କିଛି ପ୍ଲାନ କରୁଛନ୍ତି କି ଯଦି ନାହିଁ ଏମିତି ଭାଷଣ ର ମୂଲ୍ୟ ନାହିଁ କିନ୍ତୁ ଜଣେ leader ର କାମ ଖାଲି ସରକାର ଙ୍କୁ ଦୋଷ ଦେଲେ ହେବନି ପରିସ୍ଥିତି ପରିବେଶ ଆଉ ଅବସ୍ଥା କୁ ଅନୁଧ୍ୟାନ କରାଯାଇ କାର୍ଯ୍ୟ ପନ୍ଥା ନିଆଯାଏ

    • @RajeshKumar-ze7qm
      @RajeshKumar-ze7qm Před 11 měsíci

      ତୁମେ କିଛି କହି ପାରିବ ନାହିଁ ବୋଲି ଅନ୍ୟକୁ ବି କହିବାକୁ ଦେବ ନାହିଁ।

    • @rabindrabehera9410
      @rabindrabehera9410 Před 11 měsíci

      @@RajeshKumar-ze7qm ଭୁଲ କଥା ଆମେ ଏଭଳି ମିଡ଼ିଆ କୁ ଡାକି ବାରମ୍ବାର ଆଯୁକ୍ତିକ ବୟାନ ବାଜି କରୁ ନାହୁଁ ବାକି ସବୁବେଳେ ଖାଲି ଆନ୍ଦୋଳନ, ସରକାର ଙ୍କ ବିରୁଦ୍ଧରେ ଭାଷଣ ଟା ସୋଭାପାଇନହି ଆଉ ଦେଶର ଶାସନ ତ କାମ କରୁଛି ଏବଂ ଜନତା ମାନେ ଯେତିକି ଆଲୋଚନ କରିବା କଥା କରୁଛନ୍ତି ପ୍ରଶାସନ ବି କରୁଛି ତାମନେ କଣ ଏମାନେ ସମସ୍ତେ ମୂର୍ଖ ଖାଲି ଏହି ଭଳି bite ଦେଉଥିବା ଲୋକ ମନେ କଣ ସବୁ ଜାଣିଛନ୍ତି, ଭାରତ ଭଳି ଦେଶ ଯେ କେତେ ବଡ଼ ତା ଭିତରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି ସମସ୍ତ ଙ୍କୁ ସମାନ ଅଧିକାର ସରକାର ଦେଇଛନ୍ତି ବି କମକରୁଛନ୍ତି କେଉଁଠି ଠିକ୍ କରୁଛନ୍ତି ତ୍ ଭୁଲ ବି ହେଉଛି ସେଟା ତ୍ ରହିବ ସମସ୍ତେ ରାମ ନୁହନ୍ତି କି ରାବଣ ତେଣୁ ଆମେ କଣ କରିପାରିବା ସେଟା କହିବା ଦରକାର ନା ଖାଲି ସମସ୍ତଙ୍କୁ ଖରାପ କହିବା

    • @kalpanaparidavlogchanel9693
      @kalpanaparidavlogchanel9693 Před 8 dny

      Gantantra dhancha re sarkar nku samalochna kara jiba bhul sudha ri be nahele khali basi baa aapana kahiba mutabaka

  • @bijaypradhan2891
    @bijaypradhan2891 Před 21 dnem

    Rastara pati mahabanda

  • @rudrapadil5545
    @rudrapadil5545 Před 4 měsíci

    Bahut bhal didi

  • @satyanarayanjena964
    @satyanarayanjena964 Před 11 měsíci

    Very nice, congratulations

  • @suryanarayanmohanty9022

    ଏଇଟା ଗୋଟେ ପାଗଳାମି........।

  • @user-cd1cd8wy4h
    @user-cd1cd8wy4h Před 3 měsíci

    ଜାତି ଭିତ୍ତିକ ଜନଗଣନା,
    ଉଚ୍ଚ ନୀଚ୍ଚ ଭେଦଭାବ ବା ଜାତି ବାଦ ବା ଜାତି ପ୍ରଥା କୁ ସାମ୍ବିଧାନିକ ସିଦ୍ଧାନ୍ତ ବା ଅଧିକାର ନୁହେଁ କି?
    ୧୯୫୦/୧୯୬୮,
    ଜାତି ଭିତ୍ତିକ ଜନଗଣନା ଅସୁବିଧା କେଉଁଠି?
    ୭୫ ବର୍ଷ ସଂରକ୍ଷଣ ପରେ ଯୋଜନା ବିଫଳ ଦାୟୀ କିଏ?
    ସେକୁଲାର ଜାତି ବା ସେକୁଲାର ଧର୍ମାବଲମ୍ବୀ ପ୍ରେମୀ,
    ମସଜିଦ ବା ଚର୍ଚ୍ଚ ରେ ଧର୍ମ କରିବାରେ ଅସୁବିଧା କେଉଁଠି?
    ସେକୁଲାର ଜାତି ବା ସେକୁଲାର ଧର୍ମାବଲମ୍ବୀ ପ୍ରେମୀ,
    ସେକୁଲାର ମୈ।ଲାନା ଙ୍କ ଦ୍ବାରା କର୍ମ କାଣ୍ଡ କରିବାରେ ଅସୁବିଧା କେଉଁଠି,?
    ଦେଶ ଧର୍ମ ବା ଜାତି ଭିତ୍ତିକ ବିଭାଜନ, ଯୁଦ୍ଧ ଅବସାନ ଘଟିବ?

  • @lalitadei953
    @lalitadei953 Před 20 dny

    Emane purusha nuhanti, rakshyasha

  • @hemantapradhan8703
    @hemantapradhan8703 Před 19 dny

    Didi soe jae thilaki

  • @PratapchadraDas
    @PratapchadraDas Před 23 dny

    ଠିକ୍ କଥା