ନବମ ଶ୍ରେଣୀ ଝିଅ ଗୀତ ଯେତେବେଳେ ଆସିଥିଲା ,ସେତେବେଳେ କଣ ଆପଣଙ୍କ ଅଞ୍ଚଳରେ କେହି ନବମ ଶ୍ରେଣୀରେ ପଢୁନଥିଲେ

Sdílet
Vložit
  • čas přidán 15. 09. 2022
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    ANDROID APP- play.google.com/store/apps/de...
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

Komentáře • 6K

  • @kumarsanu7586
    @kumarsanu7586 Před rokem +662

    ଯେତେବେଳେ ଝିଅ ମାନେ ରେଫ୍ ହଉଛନ୍ତି ସେତେବେଳେ କିଛି କରୁନ ଗୋଟେ ଗୀତ କଣ ବାହାରିଲା ବୋଲି ତାଙ୍କୁ ଧରିଚ ଲଜ୍ୟ ଲଜ୍ୟ ଛି ଛି ଛି

  • @papunkumarnaikshiba5686
    @papunkumarnaikshiba5686 Před rokem +369

    ଭାଉଜ Prema mitha ଗୀତ ବେଳେ ଏ ନାରୀ ସଙ୍ଗଠନ କ'ଣ ଶୋଇ ପଡ଼ିଥିଲେ

    • @anjananayak3971
      @anjananayak3971 Před rokem +3

      Right

    • @sibasishpradhan4453
      @sibasishpradhan4453 Před rokem +7

      Seita bhai vaujo mananku Volo laguthila

    • @suchismitaashe804
      @suchismitaashe804 Před rokem +2

      emane peloku gona

    • @jayashreemohanty4407
      @jayashreemohanty4407 Před rokem +2

      Seita semanaku bhala laguthila

    • @maheshmohanty6205
      @maheshmohanty6205 Před rokem +1

      Ki6i lokonku camera agoku asibku bhari mono...ara sala dalal...ki6i kmo nai au KN kribe ara...😭😭bhai kai aranku mind kru6o kali puni svu bhulijibe...ara ate sadhu dekhei hou6nti puni tunguru bholo ku kmti dekhuthile maa bhouni mane...🙄🙄

  • @sweetgirlpinkul2612
    @sweetgirlpinkul2612 Před rokem +140

    ଯେତେବେଳେ ରସିକିଆ ହିନ୍ଦୀ ମାଷ୍ଟର ଆଖି ଠାର ମାରୁଥିଲା । ନବମ ଶ୍ରେଣୀ ଝିଅ ଛାତି କି ହଟ୍ କରୁଥିଲା । ସାରେ ମତେ ଦଉନ କାହିଁକି ପାହାରେ ।
    ଇଶ୍ଵର ବେହେରା ଝିଅ ନୂଆ କରି କଲେଜ୍ ଯାଉଥିଲା । ଗୋରୀ ତୁ ସଙ୍କରାନ୍ତି ରେ ହବୁନି ଗେଲ। ଏମିତି ଅନେକ ଗୀତ ସମାଜ ରେ ବାଜିଲା ଏହା ବି ଭୂଲ୍ ଥିଲା । ଭଲ ଗୀତ କର ଆଗକୁ ଯାଅ । ଏ ରିପୋର୍ଟ ର ଗୋଟେ କଥା କୁ ବାରମ୍ବାର କହୁଛନ୍ତି।

    • @benudharpal3236
      @benudharpal3236 Před rokem +3

      ତା ମାନେ ସବୁ ହିନ୍ଦୀ ମାଷ୍ଟର ଖରାପ୍

    • @sweetgirlpinkul2612
      @sweetgirlpinkul2612 Před rokem +2

      ନାଇଁ ଗୀତ ଟା ଖରାପ୍ ହିନ୍ଦୀ ମାଷ୍ଟର ନୁହଁନ୍ତି। ଏଠାରେ ଗୁରୁ ଶିଷ୍ୟ। ସମ୍ପର୍କ କୁ ଗୀତିକାର ଖରାପ୍ କରିଛନ୍ତି।

    • @sanjaynahak5500
      @sanjaynahak5500 Před rokem

      Right

    • @djpecificentertainment8695
      @djpecificentertainment8695 Před rokem

      Faltu

    • @usharanidas3165
      @usharanidas3165 Před rokem

      @@benudharpal3236 😂😂😂

  • @sushilkumarsemili5243
    @sushilkumarsemili5243 Před 9 měsíci +16

    ଏହି କମେଡି ଗୀତ ବହୁତ ଭଲ ଅଛି ଧନ୍ୟବାଦ 👍👍🌹👍

  • @priyasubashsaishaexpress7662

    ମିଠା ମିଠା ଭାଉଜ ପେମ ମିଠା ଗୀତ ଶୁଣିଲା ବେଳକୁ ନାରି ମାନଙ୍କର ଛାତି ଖୁସିରେ ଫୁଲି ଉଠୁଛି । ଲାଜ ଲାଗୁନି ତମ ମାନଙ୍କୁ।

  • @Abhilipsha
    @Abhilipsha Před rokem +1103

    ଏ ଭାଇ ଠିକ କହିଛନ୍ତି ଯେତେବେଳେ ସାହିତ୍ୟ ଦିଦି ଏମିତି ଅନେକ ଗୀତ ଅଛି ସେତେବେଳେ ଏ ନାରି କୋଉଠି ଥିଲେ

  • @pramodkumarvlogs4429
    @pramodkumarvlogs4429 Před rokem +71

    ବର୍ତ୍ତମାନ ନାରୀ ସଂଗଠନ ଏହି ଗୀତକୁ ନେଇ ବାହାରିଲେ ଆଗରୁ ଅନେକ ନାରୀ ଉପରେ କଦର୍ଥ ଗୀତ ହେଇଛି ସେତେବେଳେ ନାରୀ ସଂଗଠନ କୁଆଡେ ଯାଇଥିଲେ.

    • @gopalchandrabarikgopal9943
      @gopalchandrabarikgopal9943 Před rokem +1

      Gaimalamalagita jhiamane gaichanti ban karajau jaysreeram

    • @balarambisoi5242
      @balarambisoi5242 Před rokem

      ଭାଇ ସେତେବେଳେ ନାରୀ ସଂଗଠନ ସୋଇଥିଲେ ଏବେ ଜାଗି ଉଠିଲେ

    • @AjayaKumar-gx5hp
      @AjayaKumar-gx5hp Před 2 měsíci

      Tume Kan kahiba Pani cnhuch jadi agru hene Abe haiparibani au agkubi habni soipada sbu dhnybad tumaku

  • @happymishra27
    @happymishra27 Před rokem +58

    ଛି ମୋତେ ଘୃଣା ଲାଗୁଛି ଏ ସାମ୍ବାଦିକତା ମାନଙ୍କୁ, ଗୋଟେ ପ୍ରଶ୍ନ କୁ ସହେ ଥର ଶଳା ପଚାରୁଛି ଯେମିତି ଓଡ଼ିଆ ରେ ବୁଝି ପାରୁନି, ମାନିଗଲି ଭାଇ ତୁମକୁ 👌

  • @nandiniprinkahappyodiafami8585

    ଯେତେବେଳେ ପପୁ ପମପମ୍ ଭାଉଜପ୍ରୋମ ମିଠା ମିଠା ସେତେବେଳେ ଭାଉଜ କଉଠିଥିଲା

  • @umakanthans6316
    @umakanthans6316 Před rokem +41

    ମିଡ଼ିଆ ବି ମାଗିହା ଶଳା ତୋତେ ଖାଲି ଏଇ ଗୋଟିଏ ଗିତ ଶୁଣାଗଲା କି , ଆଉ କେତେ ଅଶ୍ଳିଳ ଗିତ ଅଛି ସେମାନଙ୍କୁ ଧରୁନୁ । We support you brother. Continue your comedy 👍

  • @anusing1095
    @anusing1095 Před rokem +32

    ଭାଇ ଯାହା କହୁଛନ୍ତି ଠିକ ଭାଇର ଯଦି ଭୁଲ ହଉଚି ତାହେଲେ ଅଲଗା ଗୀତ ର ସେମାନଙ୍କୁ କୁ ବି ଧର

  • @Kishore-pf3zw
    @Kishore-pf3zw Před 3 měsíci +4

    ଭାଇ ଆପଙ୍କ ଗୀତ ଓ କମେଡି ବହୁତ ବଡିଆ ଅଛି ଆଗେ଼ଇ ଚାଲ

  • @rabiparida9482
    @rabiparida9482 Před rokem +77

    ଚାରିଆଡେ OYO ହୋଟେଲ (ଆଧୁନିକ ବେଶ୍ଯାଳୟ) ଖୋଲି ଯୁବକ ଯୁବତୀ କୁଂ ବର୍ବାଦ କରାଯାଉଥିବା ବେଳେ ଏ ନାରୀ ସଂଗଠନ ପ୍ରତିବାଦ କରୁନାହାଁନ୍ତି କାହିଁକି?

  • @pitabasbhanja4427
    @pitabasbhanja4427 Před rokem +467

    ଯଉ ମହିଳା ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତିି ତାଭିତରୁ କିଏ ବିନା ମେକେପ୍ ରେ ଆସିଛନ୍ତି ଦେଖିଲ

    • @anjananayak747
      @anjananayak747 Před rokem

      କାହିଁକି ତୋ ମାଆ ର ପଇସା ନାଇଁ ବୋଲି ସେ ମେକପ ନେଉନି!ମେକପ ନବ କଣ ଭୂଲ!ଆଜିକାଲି ଟୋକା ଯାଉ ମୁଣ୍ଡରେ ତଳି ପକେଇଲା ଭଳି ବାଳ ରଖୁଛ, ସେଇଟା କଣ? ସ୍ତ୍ରୀ ଲୋକ ସଜେଇ ହେବେ, ସେଇଟା ଆମର ଜନ୍ମଗତ ଅଧିକାର!ହାରାମି ମରୁନୁ

    • @pitabasbhanja4427
      @pitabasbhanja4427 Před rokem +2

      @@anjananayak747 ତୋ ମାଆ କୁ କାହିଁକି ବାଧୁଛି ତୋ ମା ସେ ବିରଧ ପ୍ରଦସନରେ ଅଛକି

    • @ChandanDas-vi8sp
      @ChandanDas-vi8sp Před rokem

      😀😀😀😀😀

    • @goodfornothing4829
      @goodfornothing4829 Před rokem +4

      Bhai jou mahila Mane besi kahuchanti tankara se type ra video b aachi.. Mane bujhi parucha ta??

    • @user-xb7vz7bd2o
      @user-xb7vz7bd2o Před rokem +1

      😂😂😂👌

  • @pramodkumarnayak8191
    @pramodkumarnayak8191 Před rokem +17

    ବହୁତ ସୁନ୍ଦର 🙏🙏ଠିକ କହିଛନ୍ତି ଭାଇ.. ବହୁତ ଭଉଣୀ ଖାଉଛନ୍ତି ଆମ ଭଉଣୀ ମାନେ. କଉଠି ଥିଲ ହୋ.. ଯେତେ ବେଳେ ଅଲଗା ଗୀତା viral ହଉଥିଲା. ଛି ଛି.. ଲଜ୍ୟା. ଥୁ

  • @adityanews7936
    @adityanews7936 Před rokem +42

    ମୁଁ ମଧ୍ୟ ମିଡିଆ ରେ ଅଛି ଭାଇ କିନ୍ତୁ ଭୁଲ ମାଗିଲା ପରେ ମଧ୍ୟ ଏଭଳି ପ୍ରତିକ୍ରିୟା ସର୍ବ ପ୍ରଥମେ ମୁଁ କହିବି ମିଡିଆ ର ଭୂଲ

    • @simadriurlaka2817
      @simadriurlaka2817 Před rokem +1

      ଭାଇ ଏ ମିଡ଼ିଆ ନାହିଁ ବାଣ୍ଡୋ ମିଡ଼ିଆ

  • @benudharpal3236
    @benudharpal3236 Před rokem +199

    ଯଦି ଗୀତ ଗାଇବାଟ ଭୁଲ୍ ଭାରତୀୟ ନାରୀ ଶାଢ଼ୀ ଛାଡ଼ି ନଗ୍ନ ଡ୍ରେସ ପିନ୍ଧୁଛନ୍ତି ଏଇଟା କଣ ଠିକ୍ ।

  • @dasdas4677
    @dasdas4677 Před rokem +208

    ଯୋମାନେ ଗୋଟିଏ ଗୀତ ପାଇଁ ଏତେ ରାଜନୈତିକ କରୁଛନ୍ତି ଏବେ ଯୋଉ ଝିଅ ଅଧା ଡ୍ରେଶରେ ବୁଲୁଛନ୍ତି ଶେତେବେଳକୁ ଭଲ ଲାଗୁଚି

    • @sureshbhoi4702
      @sureshbhoi4702 Před rokem +2

      ଠିକ୍ କହିଛ ଭାଇ, ଅଧା ‌ପିନ୍ଧିଛ କହିଦେଲେ ମୁଣ୍ଡକୁ ବିଛୁଆତି କାମୁଡୁଛି 😄😄

    • @PradeepKumar-ch6ms
      @PradeepKumar-ch6ms Před rokem +2

      ବଇଟ୍ କେମିତି ଦାନ୍ତ ଦେଖେଇ ଦଉଛନ୍ତି ମାଇକିନିଆ ମାନେ।

    • @bidyadhartudu8242
      @bidyadhartudu8242 Před rokem

      I like it your comment

    • @creativesolutionandedits3969
    • @dhirendranathrout3005
      @dhirendranathrout3005 Před rokem

      A salaa mediaa ku laaja nahin bodh hua ea aaji janma neichhi

  • @sachidandamallick3565
    @sachidandamallick3565 Před rokem +17

    ସା ହିତ୍ୟ ଦିଦୀ ଗୀତ ହେଲା ସମୟ ରେ
    ସାହିତ୍ୟ ଦିଦି କେହିନଥିଲେ ସେତେବେଳେ ସାହିତ୍ୟ ବହି ପ୍ରିଣ୍ଟ
    ଚାଲିଥିଲା

  • @firozonstagewithsngeet6520
    @firozonstagewithsngeet6520 Před 3 měsíci +4

    ବହୁତ ସୁନ୍ଦର ଗୀତ ହେଇଛି

  • @kalyanpanda5885
    @kalyanpanda5885 Před rokem +108

    ଭାଇ ଗୀତ ଆପଣଙ୍କର ଖୁବ ବଢିଆ, ମାଡି ଚାଲନ୍ତୁ

  • @malayajhumavlogs
    @malayajhumavlogs Před rokem +214

    ନା ଭାଈ ତମର କିଛି ଭୁଲ୍ ନାହିଁ, ଆହୁରି faltu ଅଭଦ୍ର , ଛତରା ଗୀତ ଆସୁଚି ସେତେବେଳେ ଏମାନେ କୋଉଠି ଥିଲେ

  • @bijaykumarmohapatra9341
    @bijaykumarmohapatra9341 Před rokem +2

    Bhai nka katha ekdum right comedy jindabad

  • @madanarukha8334
    @madanarukha8334 Před rokem +3

    Shankar Bhai best song very very good ❤️🤩

  • @muodia2002
    @muodia2002 Před rokem +321

    ଜେତେ ବେଳେ ଟୁଗୁଂର ବର୍ଷା ଗୀତ କରୃଥିଲେ କ଼ଉଠି ଥିଲା ଏ ଶଂଘଠନ ଜେତେ ବେଳେ ରଶିକିଆ ହିନ୍ଦି ମାଷ୍ଟର ଗୀତ ବାହାରିଲା ବିରୋଧ କର ଠିକ ଅଛି ଆଗରୃ ଜଦି ବିରୋଧ କରିଥାନ୍ତ ଆଜି ଏ ଗୀତ ହୋଇ ନଥାନ୍ତ (ମୋ କଥା ଜଦି କାହାକୁ ଖରାପ ଲାଗେ ମୁଁ ଦୁଖିତ)

  • @SBJagan
    @SBJagan Před rokem +90

    ଭାଇ ଆପଣ ଭଲ ଲେଖିଛନ୍ତି ଓ ଗୀତ ଭଲ ଗାଇଛନ୍ତି ଆପଣ ଆଗେଇ ଚାଲନ୍ତୁ । ଏହା ପୂର୍ବରୁ ଆହୁରି ବହୁତ କଦଯ୍ୟ ଗୀତ ଆସିଛି .....

  • @saishivanshnaik3241
    @saishivanshnaik3241 Před rokem +1

    Gitikar bhai thanku

  • @sibapradhan9203
    @sibapradhan9203 Před rokem +1

    Agaku madi chala bhai super comedy👌🏼

  • @ARUNARUN-lz1ov
    @ARUNARUN-lz1ov Před rokem +246

    "ଗୋରୀ ମୋର କାତ ପାଉନି ତମ ଗାଁ ଗହିରିଆ ନଇରେ ",ଇଟିଲ ବାଲି, ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ, ଷୋଳ ବୟସୀ ର କଷି ସେଓ ଏମିତି ବହୁତ double meaning song achhi sabu ban karantu

  • @janmejaymohanty1245
    @janmejaymohanty1245 Před rokem +48

    ଏଇ ବ୍ୟକ୍ତି କି ଗୀତ ଗାଇଲେ କେଜାଣି ତାକୁ controversy karucha
    Aau ଯେତେବେଳେ ଗୋଟେ ଗୀତ ଆସିଥିଲା
    ଆଣ୍ଟି ତମ ଝୁଲା କୁ ଦେଖି
    ସେତେବେଳେ ଏମାନେ କୁଆଡେ ଥିଲେ ଏମାନେ ସୁଦୁ galua ସ୍ତ୍ରୀ ଲୋକ ମାନେ

  • @shibatimarndi3990
    @shibatimarndi3990 Před rokem +1

    Bhala prasann kari cha bhai

  • @pay.service
    @pay.service Před rokem +5

    Bhai great artist

  • @brundabansahoo5998
    @brundabansahoo5998 Před rokem +73

    ମୋ ବାଳ କେସ କରୁଛନ୍ତି. ଭାଇ ତମେ ପରଫେକ୍ଟ ଗୀତ ଲେଖିଛ. ଗୀତ ଟା ବହୁତ ବଢିଆ ହେଇଛି ଏଥିରେ କେସ ର କୌଣସି ଆବଶ୍ୟକତା ନାହିଁ ଏ ହାରମ୍ ସାମ୍ବାଦିକ ବାଳ ପ୍ରଶ୍ନ କରୁଛି.

    • @dhirendranathrout3005
      @dhirendranathrout3005 Před rokem +1

      Bastabare,jeun case re jukti Kari samaj ra Mangal Kari huanta,Sethi a mediaa maane nahanti.amaanankar uddesya kichhi jhadeibaa.ato sorry kalaa,aithu kichhi jhadi paribe nahin

    • @statusbasket5621
      @statusbasket5621 Před rokem

      Hmm sala 1000 thara same question

  • @bhumijsahoo4737
    @bhumijsahoo4737 Před rokem +523

    This song is completely funny song.
    କେହି ଦେହକୁ ନିଅନ୍ତୁ ନାହିଁ। ଏହି ଗୀତ ରେ କୋୖଣସି ଅସିଳତା ଓ କଦର୍ଥ କରାଯାଇନାହିଁ just funny word.

  • @srikantasahoo7787
    @srikantasahoo7787 Před 6 měsíci +1

    Sunder hrudaya❤ bhai

  • @-kunu-panda
    @-kunu-panda Před rokem +1

    Sankar bhai Odisha Bhaskar ku tama banda ta tuke chapi baku dia sie tike chapi dei khusi heiki paleiba

  • @rudrakumar8024
    @rudrakumar8024 Před rokem +144

    ଭାଇ ଆପଣ 100% ଠିକ୍ କହିଛନ୍ତି। ଆପଣ ଯଉ କଥା କହିଲେ। କିଛି ଲୋକ ଙ୍କ ର ଠିକ୍ ଜାଗା ରେ ବାଜି ଥିବା

  • @bhz5886
    @bhz5886 Před rokem +99

    ଭାଇ ଆପଣ ଠିକ୍ କଥା କହୁ ଛ ନ୍ତି

  • @pramilapingua9901
    @pramilapingua9901 Před rokem +2

    👍Thik katha khai6 Bhai❤️👍God bless you 🙏❤️❤️❤️❤️

  • @dillipjena2740
    @dillipjena2740 Před rokem +1

    Bhai pura thik kahuchi bhai tumaku salam

  • @KunaNayak.447
    @KunaNayak.447 Před rokem +118

    ଭାଇ ତୁମେ prefect କଥା କହିଛ 👍👍

  • @webesarkari8796
    @webesarkari8796 Před rokem +47

    ଆଜ୍ଞା ଧ୍ୟାନ ଦିଅନ୍ତୁ, ଏଠି ଆମ କବି ପରା କହିଛନ୍ତି "କମେଡି ପାଇଁ ମୁଁ କବିତା ଲେଖୁଛି, ଶୁଣିଦେଇ ହସିଦେବେ, ଦୟାକରି କେହି ଦେହକୁ ନେବେନି, ଦେଖିଦେଇ ଭୁଲିଯିବେ।"

  • @kdptoka5647
    @kdptoka5647 Před rokem +1

    Bhai Pura right Katha kahuchiii

  • @CMBharati8018
    @CMBharati8018 Před rokem +1

    Continue.....Bhai.... Tomoro Kichhi vul Nahin........

  • @chandannayak9804
    @chandannayak9804 Před rokem +175

    ଯୋଉ ନାରୀ ମାନେ ଆସି କି କେସ୍ କରିଛନ୍ତି ସେମାନଙ୍କ ର ଜଦି ସତ୍ ସାହାସ ଅଛି ମହିଳା ମାନକ ପ୍ରତି ଜୋଉ ଅନ୍ୟାୟ ହେଉଛି ରେଫ୍ ହେଉଛି ତା ବିରୋଧରେ କେସ୍ କର ଦେଖିଵା ତମ ଗାଣ୍ଡିରେ କେତେ ଦମ୍ ଛିଛି ଅଲାଜୁକି ଦଳ ଆସୀଲେ ଦେଖେଇ ହେବାପାଇଁ

  • @eatingranger9929
    @eatingranger9929 Před rokem +147

    ଆମ ଓଡ଼ିଆ ର କିଛି ସୁପର୍ ହିଟ song 🔥 ଆଣ୍ଟି ତମ ଝୁଲା କୁ ଦେଖି 🔥 ନବମ ଶ୍ରେଣୀ ଝିଅ 🔥 ଗୋରୀ ମୋ କାତ ପାଉନି 🔥 ଇଟିଲି ବାଲି 🔥 ଗୋରୀ ତୋର କଲିକତୀ କଲମୀ ଆମ 🔥 ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ 🔥 ଇତ୍ୟାଦି 🔥 ଆଉ ଯାତ୍ରା ରେ ଯେଉଁ କମେଡି ହେଉଛି ସେଥିରେ କମେଡି ବୋଲି କିଛି ନାହିଁ ଖାଲି ନେକଡ କଥା🔥

  • @SanjaySanjay-qi2pf
    @SanjaySanjay-qi2pf Před 8 dny

    Sankar bhai namaste🙏🙏🙏
    Apana nka video mu dekhe
    Au Amiti video nua jenretan ba sabu bayasara loka bujhi paribe
    To moro apana nka video bahut bahut pasand
    Au apana bi bahut bhala bhabare bichar kari midia bhainku jawab ba utter nijara rakhi chanti
    Au bahut chhakre bi I lake ket
    Au A dunia re Amiti prejent minde rahiba darkar 👍👍👍👍👍👍
    🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪

  • @gulapjena3873
    @gulapjena3873 Před 10 měsíci +1

    Sankara Bhai jillara paribesakunei jhiamananka gitalekhichhanti thank you

  • @nayakbabu3015
    @nayakbabu3015 Před rokem +75

    ଠିକ୍ କଥା ଭାଇ କହିଛ 👍👍👏👏👏👏👏

  • @odiasahitya9571
    @odiasahitya9571 Před rokem +78

    ଭାଇ ସେ ଗୀତକୁ ଆଉ ଥରେ release କରନ୍ତୁ , ଆମେ ତୁମ suport ରେ ଆଉ ଗୋଟେ team ଗଢିବୁ ,

  • @nirakarasahu7644
    @nirakarasahu7644 Před 4 měsíci

    Very good bhai shankar om sharanam

  • @jyotiranjandas1657
    @jyotiranjandas1657 Před rokem +139

    ଭାଇ ଙ୍କର କିଛି ଭୁଲ ନାହିଁ.
    ଗୋଟେ ଭଲ ଗୀତ. ଗାଇ ଛନ୍ତି. 🙏🙏🙏🙏🙏
    ଏ ଭାଇ ସବୁବେଳେ ଭଲ କମିଡି କରି ହସାନ୍ତି. ସମସଙ୍କୁ.

    • @mx8939
      @mx8939 Před rokem +1

      Jyoti ranjan Das - Na Bhai ankar Kichi bhul nahi sobu bhul to Tor au😁

    • @jyotiranjandas1657
      @jyotiranjandas1657 Před rokem

      @@mx8939. ଭାଇ ଟିକି ଗୀତ ଗାଈ ଛନ୍ତି.
      ମତେ ଭଲ ଲାଗୁଚି. ଅଉ

  • @dayamedia6177
    @dayamedia6177 Před rokem +407

    ସାମ୍ବାଦିକ ମହାଶୟ ଆପଣ ବି ତାଙ୍କୁ ପ୍ରଶ୍ନ କରନ୍ତୁ ନବମ ଶ୍ରେଣୀ ଝିଅ ,ସାହିତ୍ୟ ଦିଦି,ଆଉ ଯାତ୍ରା କମେଡି ବାଲେଶ୍ୱର ଝିଅ ବାଲିଆ ବାଲିଆ ...ଖାଲି ଜଣ କୁ ପ୍ରଶ୍ନ କରିକି ଚୁପ ରହିଲେ ହେବନି ।

    • @damubag6719
      @damubag6719 Před rokem +2

      verry good

    • @chinemaybehera6926
      @chinemaybehera6926 Před rokem +4

      Right 👌👌👌

    • @surendraprasaddas3864
      @surendraprasaddas3864 Před rokem +14

      ସିଏ କି ବାଣ୍ଡ ସାମ୍ବାଦିକ

    • @ranjandalai
      @ranjandalai Před rokem +10

      Sala sambadika. Tate chakiri kia dela?. Sala boring karidelu

    • @nilunihar4701
      @nilunihar4701 Před rokem +9

      ରିପୋଟର କିଏ କଲା ଆକୁ ଗୋଟିଏ କଥାକୁ 5 ଥର ପଚାରୁଛି

  • @ranjeetpanda5584
    @ranjeetpanda5584 Před rokem +1

    Sankar bhai you are great, I will support you

  • @madanarukha8334
    @madanarukha8334 Před rokem +3

    Beautiful song❤❤

  • @MayurDLK
    @MayurDLK Před rokem +90

    ମାଗିହା , ଭଉଣୀ ଗୀହା କହି କହି ବଜାରରେ କଥା ହେଲେ କିଛି ନାହିଁ ଯଦି ତମେ ଗୀତରେ କିଛି କହିଲେ ଖରାପ୍ ,,, କିଏ ସେଇ ମହାନ୍ ମହିଳା ମାନେ ତାଙ୍କର ବୋଧେ ଗଲୁ ମାରୁଚି ,,,

    • @udeykumar6176
      @udeykumar6176 Před rokem

      Tama maa kau type ra mahila .

    • @MayurDLK
      @MayurDLK Před rokem

      @@udeykumar6176 ତ ମାଆ ଯେମିତି

  • @biswamitramishra7186
    @biswamitramishra7186 Před rokem +260

    ଅକ୍ଷୟ ମହାନ୍ତି ଙ୍କ ଯା ଯା ରେ ଭାସି ଭାସି ଯା ଗୀତରେ ସେ ତ ସବୁ ଜିଲ୍ଲା ର ଝିଅଙ୍କୁ ନେଇ ଗୀତଟି ଥିଲା ଏ ଭାଈ ଜଣେ ବ୍ୟଙ୍ଗ କବି ତେଣୁ ତାଙ୍କୁ ଏମିତି କହିବା ଠିକ୍ ନୁହେଁ ଯଦି କହୁଛ ତେବେ କେଉଁ ଗୀତରେ ସାଳିନତା ଅଛି ଯେ

  • @user-nz3ln4fx9r
    @user-nz3ln4fx9r Před 10 měsíci +1

    Sankar Bhai you are great

  • @abhyamreelsofficial
    @abhyamreelsofficial Před rokem +1

    Good speach bhai .
    ...

  • @gyanendraswain5767
    @gyanendraswain5767 Před rokem +57

    ଶଙ୍କର ଭାଇ ଆମେ ତମସାଥିରେ ଅଛୁ

  • @rcdesikalakarofficial2152

    ଭାଇ ଯାହା ବି କହୁଛ ସବୁ ସତ 👍👌

  • @SB16m2mciBT
    @SB16m2mciBT Před 4 měsíci

    Bhai super duper song Agaku madichala am support achhi

  • @sudhadehuri9889
    @sudhadehuri9889 Před rokem +1

    Thik kahico bhae👌👌

  • @joyoflife5260
    @joyoflife5260 Před rokem +45

    ନୂଆ କଳାକାର ମାନଙ୍କୁ ବାଟ ଛଡାନଯିବାର ଏହା ଏକ ସୁନ୍ଦର ପ୍ରୟାସ । କଳାକାର ର କଣ୍ଠ ରୋଧ କରାନଯାଉ । ଜଣେ କ୍ଷମା ମାଗିଲା ପରେ ଆଉକଣ ଥାଏ କି ?

  • @desibruh3129
    @desibruh3129 Před rokem +64

    ତମ ଗଳିରେ ଆମ ଗାଡ଼ି ଗଳେଇ ଦବା , ଏ ଯୋଉ ଗୀତ କଣ ଏଥିରେ ଅଶିଳତା ନାହିଁ 🥱

    • @nabaghanasahu9660
      @nabaghanasahu9660 Před rokem

      Ei gita ta vi mitha laguthila maikina mananku . Ea karidele a maikina mananku badhigala.

    • @rojaroja8188
      @rojaroja8188 Před rokem

      Aei Gita ta vajana

  • @jhiliprabhaPatra
    @jhiliprabhaPatra Před 28 dny +2

    ଭାଇ ଯେତେବେଳେ ରଶିକୀଆ ହୀଦ୍ୱ‌ିି ମାଷ୍ଟର ଗୀତ ହୋଇ ଥିଲା ସେତେବେଳେ ସାର୍ ଙ୍କୁ ଛାଡିନଥିଲେ ସେତେବେଳେ ଲୋକମାନେ କୋଉଠି ଥିଲେ

  • @murmuthakur7573
    @murmuthakur7573 Před rokem

    Bhalagita Bhai manakunele subugita kharap heijiba nice song nice lyrics.

  • @arabindadas5986
    @arabindadas5986 Před rokem +49

    ଭାସ୍କର ଭାଇ କୁ ବୋଧେ ଉତ୍ତର ଟା ଭଲ ଲାଗୁଚି ସେଥିପାଇଁ ଗୋଟିଏ ପ୍ରଶ୍ନକୁ ଗୁରେଇ ତୁରେଇ 25 ଥର ପଚାରୁଛି
    15 ମିନିt ହେଇଗଲା

    • @damodarsahoo2461
      @damodarsahoo2461 Před rokem

      Se sambadika nijaku chalak vabu6i,etaku kie sambadika kari6i,gote katha ku repeat karu6i

  • @guludada1976
    @guludada1976 Před rokem +55

    ଏ ପିଲା ଟି ଯେଉଁ ଗୀତ ବୋଲିଛି ଭୁଲ୍ କରିନି ସେ ପିଲା ଟିର ଉତ୍ତର ଦୟାକରି ଦେବେକି

  • @pratimapanda9854
    @pratimapanda9854 Před rokem +1

    you are great

  • @srushtisnehacookinglifesty2137

    Absolutely Right Bhai, I Support You are great Artist

  • @humdevdutt2801
    @humdevdutt2801 Před rokem +48

    ବହୁତ ସିଖିଛୁରେ ମିଡିଆ ବାଲା

  • @harpaldhanmat2317
    @harpaldhanmat2317 Před rokem +37

    ସ୍ୱାମୀ ସ୍ତ୍ରୀ ଝୀଅ ବାଇକ ରେ ଗଲାବେଳେ ପ୍ରାପ୍ତ ବୟସ ର ଝୀଅ ମାନଙ୍କୁ ମଝିରେ ବସେଇ କିମିତି ହମ୍ସ ରେ ବ୍ରେକ ମାଡ଼ୁଛନ୍ତି, ଏ କଥା କିମିତି ବାପ ମା ଝୀଅ ବୁଝି ପାରୁ ନାହାନ୍ତି? ଏଇଟା ଦୋଷ ନୁହେଁ, ପାପ ନୁହଁ, ମୂର୍ଖାମୀ ନୁହଁ ନ? ଓଡ଼ିଆ ପରମ୍ପରା ନା?

  • @m4ucreation954
    @m4ucreation954 Před rokem +1

    I support bro.balasore toka great 👍👍👍👍

  • @iswarinayak7731
    @iswarinayak7731 Před rokem +1

    writer nk r nija family prati respect kichi n thib. God apko sadbudhi diantu ja garbha ru janam taku nei uphas salute.

  • @kalyanpanda5885
    @kalyanpanda5885 Před rokem +155

    ଯିଏ ବିରୋଧ କରୁଛନ୍ତି , ଅତୀତ ରେ ଏହିଭଳି ଗୀତ ବାଜିବା ବେଳେ ସେମାନଙ୍କ କାନରେ ଆଉ ମନରେ କଣ ଡ୍ୟାସ ମଡ଼ା ହେଇଥିଲା l

    • @ommmishra6071
      @ommmishra6071 Před rokem +2

      right

    • @nareshpanda3114
      @nareshpanda3114 Před rokem

      Sambadik Bhai gyan pakhare rakha

    • @godisatheist1490
      @godisatheist1490 Před rokem +2

      Mausa apanaka bayasa nihati 60 haba ..how can you even support these kind of vulgarity ??

    • @godisatheist1490
      @godisatheist1490 Před rokem

      I hope apanakara kehi jhia nathantu karana apanaka bhalia abhadra loka jauthi thibe se ghare jhia Mane safe rahibeni

    • @mx8939
      @mx8939 Před rokem +1

      Atito re balya bibaha houthila Apana jhio ku ebe balya bibaha korantu

  • @sankirtankanhar680
    @sankirtankanhar680 Před rokem +34

    ଆଛା ମିଡ଼ିଆ ଭାଇମାନେ , ଆପଣମାନେ କହିବେ କି ଗୋଟିଏ ଗୀତ ବାହାରି ଥିଲା ଆଗରେ ଦେଖିଲେ ସେନ୍ତା ପଛରେ ଦେଖିଲେ ସେନ୍ତା ର ଅର୍ଥ କ'ଣ ଦୟା କରି କହିବେ କି ?

  • @heramheram1692
    @heramheram1692 Před rokem +1

    Song is very beautiful song

  • @BikashPatnaik-em7op
    @BikashPatnaik-em7op Před 2 měsíci +1

    Jay congres ❤❤❤bhai bhaut bhala katha kahicha

  • @dwitikrushnadora7661
    @dwitikrushnadora7661 Před rokem +102

    ଝିଅ ମାନେ ଛୋଟ ପାଷାକ ପିନ୍ଧିବା ହେତୁ, ନିଜର ସମ୍ମାନ ହେଉଛନ୍ତି, ଅତ୍ୟାଚାରର ଶିକାର ହଇଥାନ୍ତି, ଝିଅ ମାନଙ୍କ ଛୋଟ ପୋଷାକ ବ୍ୟବହାର ବନ୍ଦ କରାଯାଉ।

    • @robinhood8828
      @robinhood8828 Před rokem +2

      Maghia .......se chota pindhile to bou ra saya sortage padila ki ...!!! Maghia nija dekhiba nazar change kare age

    • @mopratibha2363
      @mopratibha2363 Před rokem +1

      ଭାଇ ଆପଣଙ୍କ ଦେଖିବା ଶୈଳୀ ପରିବର୍ତ୍ତନ କରନ୍ତୁ।

    • @lipsapatra6983
      @lipsapatra6983 Před rokem

      Average sexist odia person

    • @nilendrisahoovlogs312
      @nilendrisahoovlogs312 Před rokem

      Tu kiee bee ……

    • @janmejaymohanty1245
      @janmejaymohanty1245 Před rokem

      ଆମ ସଂସ୍କୃତି କୁ ସବୁ ଭୁଲିଗଲେଣି ଆଉ କଣ କରିବେ
      Fata dress ଛୋଟ dress hair ରେ 10 ପ୍ରକାର colouring ହେଇଥିବ
      ସଂସ୍କାର ସହ vadra ତା ଆଉ ନମ୍ରତା harei ସାରିଲେଣି

  • @babunudas3996
    @babunudas3996 Před rokem +55

    କମେଡି ଗୀତକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଅତିରିକ୍ତ ତାମସା ଦେଖାଉଛନ୍ତି|ଭାଇ ଆପଣ ଆଗେଇଯାନ୍ତୁ |

  • @sureshchpainter.subscribe8578

    ଆଜିକାଲି ଝିଅ ଚଳିପିନ୍ଦା ସୁନ୍ଦରୀ

    • @chandipurking1
      @chandipurking1 Před rokem

      Chandipur king search karo au dekho yaku kamite roast kari majak uda haiche

  • @samanbhatra2174
    @samanbhatra2174 Před 3 měsíci

    A bai gito karitibaru thanks

  • @Abhilipsha
    @Abhilipsha Před rokem +18

    ଏ ଭାସ୍କର ସାମ୍ବାଦିକ ଗାଲକୁ ଗୋଟେ ଟାଣିକିନା ଲଗାନ୍ତୁ

  • @artistdipika7312
    @artistdipika7312 Před rokem +55

    ଦୟା କରି ଯାହା ସମାଜରେ ଭୁଲ ହେଉଛି ତାହାକୁ ଧର,,ଗୋଟେ ଗୀତ ପାଇଁ ଛିଛି, ଭାଇଙ୍କୁ କିଛି କୁହ ନି,,ମୁଁ ବି ସମ୍ବଲପୁର ର ଝିଅ,,ମୋତେ ତ କିଛି ଲାଗୁନି,,ଆପଣ ୩କୁ ୧୩ କରି କହୁଚନ୍ତି

  • @Status11gb
    @Status11gb Před rokem +2

    ❤❤❤LOVE YOU BRO

  • @gopinathhansada8247
    @gopinathhansada8247 Před rokem +1

    ଏମିତିକା ଗିତ ଆଗରୁ ବି ଥିଲା । ଲୋକଙ୍କୁ ଭଲ ଲାଗୁଥିଲା ଏବେବି ଭଲ ଲାଗୁଛି । ନହେଲେ ଭାଈରାଲ କାହିଁକି ହୁଅନ୍ତା । ଏଠି ସବୁ ରୋଲ୍ ଚାଲିଛି

  • @henaranibehera3304
    @henaranibehera3304 Před rokem +41

    ନାରୀ ସଶକ୍ତିକରଣ ନାଆଁ ରେ ନିରୀ ମାନେ କେତେ କ'ଣ କରୁଛନ୍ତି ଏଇଟା ଗୋଟେ କଥା

  • @rojalinbarik7657
    @rojalinbarik7657 Před rokem +39

    ଭାଇ ତମ ର ଗୀତ ବହୁତ ସୁନ୍ଦର ହେଇଛି ଯୋଉ ନାରୀସଂଗଠନ ମାନେ ବିରୋଧ କରୁଛନ୍ତି କରନ୍ତୁ ହେଲା । ସେ ମାନଙ୍କ ର ତ କିଛି କାମନାହିଁ ଆସିଲେ ବିରୋଧ କରିବାକୁ
    ଯାହାର ନଥାଏ ଅନ୍ୟଗତି
    ସିଏ କରିଥାଏ ରାଜନୀତି..।

    • @silabagarty9015
      @silabagarty9015 Před rokem

      👍 𝓫𝓱𝓪𝓲

    • @ramchandranayak1302
      @ramchandranayak1302 Před rokem

      Rojalin Madam ek dum thik katha kahu chhanti.

    • @snigdhasayantika2018
      @snigdhasayantika2018 Před rokem

      Odisha re nari ku rape murder heuchhi,
      Taku Justice deba payi gharu baharu nahanti, aaji aasigale Gita payi nari ku justice debe.
      Ex- ruchika case, mamita meher, parri murder, pihu kidnap
      Ye kna nari nuhanti, eamananka payi ye nari sangathan kouthi soi rahuchhi, aaji gote Gita payi nari ku apman heigala, full faltu sangathan.

    • @rojalinbarik7657
      @rojalinbarik7657 Před rokem

      @@snigdhasayantika2018 ସତ କହିଲେ ସାର୍
      ଆରେ ଯେଉଁ ମାନଙ୍କୁ ନ୍ୟାୟ ମିଳୁନି ତାଙ୍କୁ ନ୍ୟାୟ ଦେବାପାଇଁ ନାରୀ ସଂଗଠନ ମାନେ ଏକାଠି ହୁଅ। ଆଉ ଏକ ବ୍ୟଗଂ ଗୀତ କୁ ଯଦି ଏତେ ବିରୁଧ କରୁଛ କର

    • @rojalinbarik7657
      @rojalinbarik7657 Před rokem

      ନାରୀ ସଂଗଠନ ମାନେ ଯେମିତି ଏଇ କମେଡି ଗୀତ କୁ ବିରୋଧ କରି ଯେମିତି ଧାରଣା ଦେଉଛନ୍ତି ସତେକି ସେଇଲୋକଟା ୪/୫ ଜଣଝିଅ କୁ ବଳାତ୍କାର କରିଦେଇଛି। ଯେତେ ବିରୋଧ କରୁଛ କର

  • @charancharan4225
    @charancharan4225 Před rokem +1

    Thank you comedy. Bhai madi chalantu

  • @banamalihansdah8463
    @banamalihansdah8463 Před 4 měsíci

    Comedy vai bahut sundar❤❤❤

  • @zigajkumar6151
    @zigajkumar6151 Před rokem +116

    ଟିକ କଥା ଭାଇନା ଆମେ ତମକୁ support କରୁଚୁ

    • @manoranjanthela7701
      @manoranjanthela7701 Před rokem

      Are bhai eitapara Pramila rajya

    • @prasannakahalasingh9957
      @prasannakahalasingh9957 Před rokem +2

      @ପ୍ରକୃତି ମିଶ୍ର ( ଡୁଡୁ ବିଆ) ସନ୍ନି ଲିଓନି to Bou ra kn seita nanhi kire?.

    • @odilovedrive1022
      @odilovedrive1022 Před rokem

      Haire maghiya to zila bisayare kahile tote bhola lagibo ki re maghiya ta ma au ta bhauni ku kia kahile kn karibu re bhakuda pila

    • @user-ey3ee3uc4h
      @user-ey3ee3uc4h Před 4 měsíci

      ଠିକ୍ ଆନସର ଭାଇ

  • @AO169
    @AO169 Před rokem +80

    ଏମାନେ ସତୀ ଝିଅର ମା ମାନେ...ଭାଇ ଗୀତ ଡିମାଣ୍ଟ ନବ ମାଡି ଚାଲ

  • @basantabehera8656
    @basantabehera8656 Před rokem +1

    ଭାସ୍କର ରିପୋଟରଙ୍କୁ ଅନ୍ଧାରିଆ ମାଡ ଦରକାର.....

  • @sanjukaletkt
    @sanjukaletkt Před 2 měsíci

    Right katha kahichhan

  • @rcdesikalakarofficial2152

    ଭାଇ ତମକୁ ଏମାନେ ତମ କଲା କୁ ଦେଖି କି ସହି ପାରୁ ନାହାନ୍ତି ଭଗବାନ ତମକୁ ଆହୁରି ଆଶ୍ରିବାଦ ଦିଅନ୍ତୁ

  • @saratranjanbehera6661
    @saratranjanbehera6661 Před rokem +21

    ରସିକିଆ ହିନ୍ଦୀ ମାଷ୍ଟର.. ତା କଥା କହୁନା.. କୁଆଡେ ଗଲେ ହିନ୍ଦୀ ମାଷ୍ଟର.... ମାନେ....
    ଯିଏ ଯେମିତି ତାକୁ ଠିକ ବାଧିଛି..... କାରଣ ସେମାନେ ସେମିତି ନ ହେଲେ ଆଜି ପ୍ରତିବାଦ କରି ନ ଥାନ୍ତେ.....

  • @josimarandi4020
    @josimarandi4020 Před rokem +1

    U R correct vai, keep it up 👍👍👍👍👍

  • @intertamantodisha3129
    @intertamantodisha3129 Před 3 měsíci

    Bah bhai bah badhia kahila madi chala agaku thick kahicha jiye jaha bhabuchi kahuchi kahu

  • @dhirendrarout2822
    @dhirendrarout2822 Před rokem +20

    ଭାଇ ରେ କଥା ରେ ଅଛି....
    ଚୋର ମୁହଁ ଟାଣ.
    ଏ ନାରୀ ମନେ ଯେମିତି ସତି ସାବିତ୍ରୀ