ଆଜି କେବଳ ଓଡିଆ ରେ କଥାବାର୍ତ୍ତା no English  କେବଳ ଓଡିଆ ଚାଲିବ || AFRICA ODIA VLOG

Sdílet
Vložit
  • čas přidán 26. 07. 2023
  • ଆଜି କେବଳ ଓଡିଆ ରେ କଥାବାର୍ତ୍ତା no English କେବଳ ଓଡିଆ ଚାଲିବ || AFRICA ODIA VLOG
    #odiashorts #labahansda #travel #odiacomedy #odiasong #odiasong #odiacomedy #odiavlog #

Komentáře • 2,3K

  • @ICANPUBLICATION
    @ICANPUBLICATION Před rokem +2428

    Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି

  • @skingchhabinayak
    @skingchhabinayak Před rokem +318

    ଭାଇ ଆଜିର ❣️ଭିଡ଼ିଓ ରେ ମୁଁ ବହୁତ 🤣ଖୁସି ଆଉ କାହାକୁ କାହାକୁ🥱 ଖୁସି ଲାଗିଲା ଗୋଟେ 👍 ହୋଇ ଯାଉ..
    .

  • @Aadivasiodia
    @Aadivasiodia Před rokem +201

    କାହାର ହଗିଲା ମୁତିଲା ଭିଡିଓ ନ ଦେଖି ଏ ଭାଇଙ୍କ ଭିଡିଓ full time ଦେଖିବା ଭଲ ❤

  • @chiku4140
    @chiku4140 Před rokem +28

    ଆମ ଓଡ଼ିଆ ଭାଷାରେ କଥା ହେଲ ବହୁତ ଭଲ ଲାଗିଲା ଯାହାବି ହେଲେ ଇଂରାଜୀ ଭାଷାରେ କହିବାକୁ ପଡିବ 🌹💐🌷🌸🌺💐🏵️❤️

  • @priyadarsini5892
    @priyadarsini5892 Před rokem +71

    ଭାଇ ସେ ଲୋକ ମାନେ ଯେମିତି ତମକୁ ଦେଖୁଛନ୍ତି ଦେଖିକି ହିଁ ଡର ଲାଗୁଚି,ସେଇ ଜାଗାରେ ତମେ ଏକୁଟିଆ ବୁଲୁଚ salute bhai😂

  • @shreechandan143
    @shreechandan143 Před rokem +472

    ଆଜି ବହୁତ ଖୁସି ଲାଗୁଥିବ କାରଣ ଓଡ଼ିଆ ଖାଦ୍ୟ ଏବଂ ସାଙ୍ଗ ଏକାଠି ପାଇଥିବାରୁ ଜୟ ଜଗନ୍ନାଥ

  • @ajitsahu09
    @ajitsahu09 Před 11 měsíci +6

    କହି ଜାଣିଲେ କଥା ସୁନ୍ଦର ନାଇ ଜାଣିଲେ ମଥା ସୁନ୍ଦର ❤️ବହୁତ ଭଲ ଲାଗିଲା 🇮🇳

  • @subratsahu3841
    @subratsahu3841 Před 11 měsíci +20

    ଭାଇ ସେଠି ଓଡ଼ିଆ ରେ କଥା ହେବା ର ଦେଖି ବହୁତ୍ intresting ଲାଗିଲା
    Love from Mayurbhanj ❤
    Jay jagannath 🙏

  • @birbirsamundaproduction7673

    ବୋହୁତ ଖୁସି ଲାଗିଲା ଆଜି ତୁମ ସାନ୍ତାଳୀ ସାଙ୍ଗ ଗୋଟେ ପାଇଥିବାରୁ...

  • @B.NBOYOFFICEL
    @B.NBOYOFFICEL Před rokem +325

    ଯାଇଛନ୍ତି ଓଡ଼ିଶାରୁ,,,
    Blogging କରୁଛନ୍ତି ଆଫ୍ରିକାରୁ,
    ନାଁ ଟି ତାର ଲବ,,,,,,,
    ଓଡ଼ିଶାର ନାଁ ରଖିବ,,,
    ❤ଜୟ ଓଡ଼ିଶା ❤

  • @prajaktasvlog06
    @prajaktasvlog06 Před rokem +34

    Sara duniya ku odia sikheiki asa❤️❤️ Jay Jagannath 🙏🏻🙏🏻🙏🏻

  • @bhagabanpradhan7500
    @bhagabanpradhan7500 Před rokem +8

    ବଢ଼ିଆ ବର୍ଣନା ଭାଷା କହିବାଶୈଳୀ
    ଶଙ୍କର ଭାଇଙ୍କ ଭଳି ଭାବିଲି ତାଙ୍କ ସାନଭାଇ ବୋଲି ଶୁଦ୍ଧ ଓଡ଼ିଆ ଉଚ୍ଚାରଣ। ମାନିବାକୁ ପଡ଼ିବ ଆଗେଇ ଚାଲ ଧନ୍ୟବାଦ ମା ତାରିଣୀ

  • @dipakkumarbal8318
    @dipakkumarbal8318 Před rokem +151

    ବହୁତ ଖୁସି ଲାଗିଲା ସାନଭାଇ l ଅଜସ୍ର ଅଭିନନ୍ଦନ ଆପଣଙ୍କୁ l ଜୟ ଜଗନ୍ନାଥ 🙌

  • @mkofstatus
    @mkofstatus Před rokem +33

    କାଲିର ଭିଡ଼ିଓ ରେ ଲବ ଭାଇର ପ୍ରେମ କାହାଣୀ କେମିତି ଲାଗିଲା ଗୋଟେ 👍👍👍

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ଦୁଃଖ ଲାଗିଲା 😢

  • @Kap1011
    @Kap1011 Před 11 měsíci +7

    ଭାଇ ବହୁତ୍ ମଜା ଲାଗୁଛି,, ଭଗବାନ ତୁମର ମଙ୍ଗଳ କରୁ,, ଜୟ ଜଗନ୍ନାଥ

  • @sumanishere5161
    @sumanishere5161 Před rokem +15

    ମୁ ଗୋଟେ ଜିନିଷ ନୋଟିସ କରିଲି ସବୁଠୁ intresting କଥା ହେଉଛି ଆପଣ vlog ବନେଇଲା ବେଳେ ଆପଣ ଙ୍କୁ ସବୁ Africa ର ଲୋକ ମାନେ ବୁଲି ବୁଲି ଦେଖୁଚନ୍ତି ଆଶ୍ଚର୍ଯ୍ୟ ହୋଇକି😉❤️

  • @GuluSakti-qh2pt
    @GuluSakti-qh2pt Před rokem +64

    ଭାଇ ସତରେ ଅଲଗା ଦେଶରେ ଯଦି ଆମ ଦେଶର ଲୋକ ମିଳିଜାନ୍ତି ଭାରି ଖୁସି ଲାଗେ ଭଲ ଲାଗିଲା ଏତେ ଦିନ ପରେ ମୋ ଭାଇ ଖୁସିରେ ଖାଇବା ଖାଉଛି ପୁଣି ଭାରତ ଖାଇବା। ଜୟ ଜଗନ୍ନାଥ ଭାଇ ଭଲ ରେ ରୁହନ୍ତୁ

  • @Freshodia
    @Freshodia Před rokem +20

    2024 ରେ ଭାଇଙ୍କର 1 million complete ଅତି ଶୀଘ୍ର ହୋଇଯିବ।

  • @KULU-ub2tt
    @KULU-ub2tt Před 11 měsíci +2

    Jai Jagannath

  • @sipusethi3450
    @sipusethi3450 Před 10 měsíci +1

    ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଚି l ଧନ୍ୟବାଦ୍ 🙏🙏

  • @rajureetasibanichannel5305

    ଭାଇ ମୁ ତମ video କୁ କେବେ miss କରିନି ମୋତେ ବହୁତ ଭଲ ଲାଗେ

  • @rinkusahu9316
    @rinkusahu9316 Před rokem +114

    ବନ୍ଦେ ଉତ୍କଳ ଜନନୀ ❤❤❤❤ love from deogarh ❤❤

  • @niranjanmaity8227
    @niranjanmaity8227 Před 10 měsíci +1

    ଜୟ ଜଗନ୍ନାଥ 🙏🙏
    ଭାଇ ଆମର ଟିକେ ଦୁଷ୍ଟ.. ଟିକେ ଚଗଲା
    ଖୁବ ସୁନ୍ଦର ଲାଗିଲା...👍👍👍

  • @Aarti-uj3tl
    @Aarti-uj3tl Před rokem +11

    1...🤣😂 ମତେ ସେଇଠି ଛାଡେ,ତାପରେ ପଇସା ଦେବି,....
    2..ଖୁଚୁରା ଅଛି,🤣
    3..କେମିତି ଅଛ ମାଉସୀ 😆
    ବହୁତ୍ ବଢିଆ ଭାଇ ,,ଏମିତି ଖୁସିରେ ରୁହ ସବୁବେଳେ,GOD BLESS YOU 🥰🙌

    • @manojfine7386
      @manojfine7386 Před 11 měsíci

      Sothara bhauta bhalo laguche tinka katha sunike 😁😁😁

  • @Healthin2791
    @Healthin2791 Před rokem +268

    ଭାଇ ତମେ ସେଠି ବାହା ହେଇଯାଅ ଆମ ଓଡିଶା କୁ ନେଇ ଆସ ତମ ସ୍ତ୍ରୀ ଙ୍କୁ god blesss u

    • @mkofstatus
      @mkofstatus Před rokem +17

      ଭାଇ ଏୟାକୁ ଗୋଟେ ଆଣିଦିଅ ବାହା ହେବ ଏ ଭାଇ 😂😂😂

    • @rjsoy4432
      @rjsoy4432 Před rokem +7

      First Experiance ନେଲା ପରେ ବାହା ହୁଅନ୍ତି 😅

    • @Hansdah407
      @Hansdah407 Před rokem +5

      😂😝😂🤣🥵🥵🥵🥵🥵

    • @mdqueen329
      @mdqueen329 Před rokem +5

      😂🤣😂🤣

    • @bhumiakel9460
      @bhumiakel9460 Před rokem +5

      😂😂😂

  • @PADANSORENRCKola
    @PADANSORENRCKola Před rokem +111

    ଲବ ଭାଇ କୁ କିଏ କିଏ ଦିଲ୍ ସେ ❤️ ଭଲ ପାଅ
    Like କର ....

  • @aswinisamal7618
    @aswinisamal7618 Před 10 měsíci +1

    ବହୁତ ଭଲ. ଅଗୁକୁ ଆଗକୁ ଆହୁରି ଉନ୍ନତି କର ଜୟ ଜଗନ୍ନାଥ

  • @manasdas5715
    @manasdas5715 Před 29 dny

    ବହୁତ ସୁନ୍ଦର ପ୍ରୟାସ,ଜହାହେଉ ଭାରତର ଜଣେ ଝିଅ କେନିୟା ବେଶଭୁଷା ରେ ବହୁ କଷ୍ଟରେ ଏକ remote area ରହୁଛନ୍ତି, ବହୁତ ଭଲ ଲାଗିଲା 👌👍

  • @odiavillagecooking1267
    @odiavillagecooking1267 Před rokem +66

    Finally ଆମ ଭାଇଙ୍କୁ ନିଜ ପସନ୍ଦର ଖାଦ୍ୟ ମିଳିଗଲା ❤️

  • @ChhabilalGond1244
    @ChhabilalGond1244 Před rokem +42

    ଶୁଭ ସକାଳ ଜୟ ଜଗନ୍ନାଥ ଜୟ ଓଡ଼ିଶା ବହୁତ ମଜା କରୁଛ ଭାଇ ଆଜି ଦିନଟା ସାରା ଖୁସି ରେ କଟୁ

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ଆଜି ଦିନଟି ବହୁତ ଖୁସିରେ ଯାଉ ଲବ ଭାଇର 👌

  • @agaming1367
    @agaming1367 Před rokem +11

    ଭାଇ ଏମିତି ଆଗକୁ ମାଡିଚାଲ। ତୁମ ଭିଡିଓ ଦେଖିବାକୁ ଆମେ ବତକ ଭଳିଆ ଚାହିଁଛୁ। ଜୟ ଜଗନ୍ନାଥ। 🙏🙏🙏

  • @sanjeetbehera5620
    @sanjeetbehera5620 Před rokem +8

    Your presentation and confidence is top class...

  • @Dhemssaherobabula
    @Dhemssaherobabula Před rokem +31

    ଆମେ ଓଡ଼ିଆ ସବୁଠୁ ବଡିଆ , ଜୟ ଜଗନ୍ନାଥ , ବନ୍ଧେ ଉତ୍କଲ ଜନନୀ

    • @trilochananayak2590
      @trilochananayak2590 Před rokem +1

      🙏ଜୟ ଜଗନ୍ନାଥ 🙏
      🙏ଜୟ ଓଡିଶା 🙏

  • @anjusexpress9073
    @anjusexpress9073 Před rokem +66

    ଆଜି ର ଏହି ଭିଡ଼ିଓ କୁ ଦେଖିବାକୁ କିଏ କିଏ ଅପେକ୍ଷା କରିଥିଲେ ମୁଁ ତ ବହୁତ୍ excited ଥିଲି ଗୋଟେ👍🏻👍🏻👍🏻

    • @trilochananayak2590
      @trilochananayak2590 Před rokem +1

      🙏ଜୟ ଜଗନ୍ନାଥ 🙏
      ମୁଁ ପୁରା ଅନେଇ ବସିଥିଲି 👌

  • @santoshofficial7037
    @santoshofficial7037 Před rokem +1

    ବହୁତ ଖୁସି ଲାଗ୍ ଲା ଦାଦା ତୁମର୍ video ଦେଖିକରି ଭଲ୍ ସେ ରୁହ ଦାଦା ଇଟା ହି ମାଁ ସମଲେଶ୍ଵରୀ କେ ଦୁଆ ମାଗୁଚେ ଜୟ କୋଶଳ love from Boudh ❤️❣️🥰😘🤟🏻❤️❤️❤️

  • @Mahakaal_love__143
    @Mahakaal_love__143 Před 10 měsíci +4

    ମଜା ଆସିଗଲା ଭାଇ 😂😂😂😂😂😂😂😂😂

  • @jagadishpattanaik707
    @jagadishpattanaik707 Před rokem +40

    ଲବ ଭାଇ ସବୁ ଜାଗାରେ ତମର ସାଙ୍ଗ ଅଛନ୍ତି, ଦେଖି ବହୁତ ଖୁସି ଲାଗିଲା । ସେମାନେ ତମକୁ ସାହାଯ୍ୟ ବି କରୁଛନ୍ତି ବହୁତ ବଢିଆ.... ❤❤ ମୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୁ ତମ ସବୁ ଭିଡ଼ିଓ ଦେଖୁଛି, ଭଲ ଲାଗୁଛି । ଧନ୍ୟବାଦ ❤❤

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      🚩🚩🚩❤️🚩🚩🚩

  • @artasir1391
    @artasir1391 Před rokem +84

    ଭାଇ ନମସ୍କାର। ଆପଣ ବହୁତ ଭାଗ୍ୟବାନ କାରଣ ଆପଣ ଯେଉଁ ସବୁ ସ୍ଥାନରେ ବିଦ୍ୟମାନ ଅଛ ଏହା ଆମ୍ଭ ମାନଙ୍କ ପାଇଁ ସ୍ଵପ୍ନ । ଆପଣଙ୍କ ଏହି ମହାନୁଭବ ପାଇଁ ହୃଦୟରୁ ସମ୍ମାନ କରୁଛି।

  • @prabirsan5211
    @prabirsan5211 Před rokem +1

    ଭାଇ ଥରେ ଆପ୍ରିକା ମୋତେ ବି ନେଇ ଯାଆ ବହୁତ୍ ଖୁସି ଲାଗୁଛି

  • @coolboy2202
    @coolboy2202 Před 11 měsíci +2

    😆😆😆 hasi hasi Peta khrp heigala,,,Toka ra sence of humer 👌👌👌 Munda khrp Toka amr

  • @babajidayanandadas
    @babajidayanandadas Před rokem +31

    ଲବ ତୁମ ପ୍ରତିଭା ସବୁ ଦେଖୁଛି, କୁହ କେବେ ପ୍ରଧାନମନ୍ତ୍ରୀ ହେବ,ଆହୁରି ଖୁସିହେବୁ ନମୋ ନାରାୟଣ ସ୍ବାମୀ

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ଇଣ୍ଡିଆ ଆସିଲେ 😄

  • @sksidharthofficial3263
    @sksidharthofficial3263 Před rokem +80

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ ଆଶୀର୍ବାଦ ଦରକାର -🙏😚

    • @trilochananayak2590
      @trilochananayak2590 Před rokem +1

      🙏ଜୟ ଜଗନ୍ନାଥ 🙏
      ଏ ଭାଇ ଭଳି vloging କର suport ନିଶ୍ଚିନ୍ତ ମିଳିବ❤️❤️❤️

    • @bablybhoi
      @bablybhoi Před 11 měsíci

      good❤❤❤

  • @odia_vlogger_swagatika
    @odia_vlogger_swagatika Před 11 měsíci

    Mind fresh heijiba ae vdo sabu 😊😊❤❤

  • @jitendrabehera4903
    @jitendrabehera4903 Před 11 měsíci +1

    Jay.jagannath.madilal vhae❤

  • @sisiranaik9741
    @sisiranaik9741 Před rokem +12

    ଏଇ ଭାଇଙ୍କୁ ବହୁତ Support କର
    ଯେତେ ପାରୁଛ Like,Share & Subscribe କର ....
    ଭାଇ ଆମକୁ ବହୁତ କଷ୍ଟ କରିକି ଅନ୍ୟ ଦେଶର ଭାଷା,ପରମ୍ପରା,ସେଠାକାର ପରିସ୍ଥିତି ସବୁକିଛି ଦେଖାଉଛନ୍ତି ....
    ❤❤❤❤❤❤❤

  • @RMalik110
    @RMalik110 Před rokem +16

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 🙏

  • @GirijaShankar9
    @GirijaShankar9 Před rokem +1

    ଭାଇ background music ବଢିଆ ଲାଗୁଛି ପୁରା video କୁ song matching

  • @keshabchandradash2038
    @keshabchandradash2038 Před 10 měsíci +1

    ଜୟ ଜଗନ୍ନାଥ ପ୍ରଭୁ ତୁମକୁ ଆଗକୁ ଆଗକୁ ନେଇ ଚାଲନ୍ତୁ ଏତିକି କାମନା

  • @SnjSports-ep4xi
    @SnjSports-ep4xi Před rokem +23

    ଆଫ୍ରିକା ରେ ମାଣ୍ଡୁ ଗୋଟିଏ ଖୋଜ ଭାଇ 😍😍😍😍

  • @Sudarshan9029
    @Sudarshan9029 Před rokem +14

    ଭାଇ ତମ ଭିଡିଓ ଦେଖି ବହୁତ ଭଲ ଲାଗୁଛି।
    ମୋତେ ବି ଏମିତି ବାହାରକୁ ଯିବା କୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏🙏

  • @ajaykumarmishra9443
    @ajaykumarmishra9443 Před rokem +4

    ବହୁତ ସୁନ୍ଦର

  • @simanjagaranga-or9yv
    @simanjagaranga-or9yv Před 11 měsíci +1

    Supper Bhai tame ଆପ୍ରିକା ଯାଇକି most ଆମ ଇଣ୍ଡିଆ language Use କରୁଛ Good 👍👍Happy journy Bro 👍👍👍

  • @gugulsugulvlog123
    @gugulsugulvlog123 Před rokem +40

    ଭାଇ ବହୁତ୍ ସୁନ୍ଦର vlog God bless you

  • @minifoodsodishastyle
    @minifoodsodishastyle Před rokem +6

    Odisha basi chanhile auu Indian mane chanhile 1 moths bi bhai 1 million heipariba bhainka jatra bahut sahaj auu sundar bhabare safhala hei prabhunka pakhare prathana Jay jagannath ❤🎉🎉🎉🎉🎉🎉🎉❤❤❤

  • @Biplabii
    @Biplabii Před 11 měsíci +1

    ଓଡ଼ିଆ ଭାଷୀ ଭାଇ ଭଉଣୀ ମାନେ ମୋର ବିଶ୍ଵ ରୁ ନେଇ ମହାକାଶ ପର୍ଯ୍ୟନ୍ତ ଯାଆନ୍ତୁ । ଜୟ ଜଗନ୍ନାଥ।

  • @mrcreation18
    @mrcreation18 Před rokem

    Bhai bahut khusi laguchi . Jay jagannath

  • @surendrabarad5260
    @surendrabarad5260 Před rokem +64

    ଜୟ ଜଗନ୍ନାଥ, ଜୟ ଓଡ଼ିଆ ଭାଷାର ମହତ୍ ଉଦ୍ଦେଶ୍ୟ regards to others 🙏🙏

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ଆମେ ଓଡ଼ିଆ 👌
      ଭାରି ବଢିଆ 👌

  • @royalbikascreation5846
    @royalbikascreation5846 Před rokem +19

    ଯାହା ହଉ ଭାଇ ବିଦେଶ ରେ ଯଦି ଜଣେ କେହି ଆମ ଭାରତୀୟ ଲୋକ ସହ ଭେଟ ହେଇ ଯାଏ ତ ବହୁତ୍ ନିଜର ନିଜର ଲାଗନ୍ତି ଆଉ ଖୁସି ବି ଲାଗୁଥିବ ଭାଇ .
    ଯାହା ହଉ ଭଲ ରେ ରୁହ ଭାଇ ଜୟ ଜଗନ୍ନାଥ

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ବହୁତ ଖୁସି ଲାଗିଲା ଭାରତୀୟ ଲୋକ ମିଳିଗଲେ 🙏

  • @ShrabaneePattnaik-kitchen

    ବହୁତ୍ ବଢିଆ ଆଜି ପ୍ରଥମ ଥର ଦେଖିଲି । ବଢିଆ ଭିଡିଓ।

  • @kamalkaran254
    @kamalkaran254 Před 11 měsíci

    Appreciated ...bahut bhala lagila vlog

  • @nigomnaik9834
    @nigomnaik9834 Před rokem +8

    ଭଲ ଲାଗୁଛି ତମର ସବୁ ଭିଡ଼ିଓ ଭାଇ ମୁଁ ଘଟଗାଁ ତାରିଣୀ ମନ୍ଦିର ପାଖ ରୁ 👌👍👍

  • @damusingbhatara3894
    @damusingbhatara3894 Před rokem +5

    ବହୁତ ଭଲ ଲାଗିଲା ❤❤❤ କେମିତି ଅଛନ୍ତି ଭାଇ

  • @pravatsamal-qw4qb
    @pravatsamal-qw4qb Před 9 měsíci

    ଭାଇ ବହୁତ ସୁନ୍ଦର 🌹👍👌

  • @mamatagouda3016
    @mamatagouda3016 Před rokem

    I m very very happy to seen this type of different vlog

  • @sidharthkumar126
    @sidharthkumar126 Před rokem +15

    ଲବ ଭାଇ. ଏବେ ଖାଲି ଅପେକ୍ଷା ରେ ରହିଲୁ,ତମର👉 ❤ଦମନ❤ ଦେଖିବାକୁ 👍ଆଉ ବହୁତ exited ବି ଅଛୁ.❤❤❤❤

  • @ChandanBehera-wi6dn
    @ChandanBehera-wi6dn Před rokem +17

    ଭାଇ ତମେ ବହୁତ ଠକ କହିଲ କି 100k suscribe ହେଲେ କହିବ କି କଣ କର ଆଉ କୋଉଥି ପାଇଁ ଆଫ୍ରିକା ଯାଇଚ କହିବ ବୋଲି କିନ୍ତୁ 100k suscribe ହେଲା ପରେ ବି କହିଲାନି😄😄😄 ଭାଇ ତମ ର ସବୁ ଭିଡ଼ିଓ ବହୁତ ଭଲ ଲାଗୁଛି ।

  • @ajayakumarsahu7091
    @ajayakumarsahu7091 Před rokem

    Bahut sundar video 🙌👌👍❤️

  • @jagannathmalik2111
    @jagannathmalik2111 Před 11 měsíci

    ଅତି ସୁନ୍ଦର ଭାଇ 👍👍👍 lage raho

  • @Srusti880
    @Srusti880 Před rokem +7

    ଶୁଭ ସକାଳ ଭାଇ ା
    ବହୁତ ମଜା ଲଗିଲା

  • @foryoucreation8591
    @foryoucreation8591 Před rokem +59

    ଭାଇ ଜୟ ଜଗନ୍ନାଥ ❤❤❤
    ଆପଣକୁ ହୃଦୟରୁ ପ୍ରଣାମ 🙏🙏
    ଖୁବ୍ ସୁନ୍ଦର ଲାଗୁଛି ତୁମ କଥା କହିବାର ଶୈଳୀ 😊
    ଭାଇ ଏମିତି ଆଗକୁ ମାଡିଚାଲ ❤❤

    • @rakeshksamal5354
      @rakeshksamal5354 Před rokem +1

      𝓘 𝓵𝓸𝓿𝓮 𝔂𝓸𝓾 𝓫𝓻𝓸 ❤❤❤

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏
      ଲବ ଭାଇନା ତମ କଥା ଗୁଡାକ ଭାରି ମଜାଳିଆ ଲାଗୁଛି 👌

  • @gajendraprasadsahu703
    @gajendraprasadsahu703 Před 9 měsíci

    Bahut badhiya video. Thank you 👍👍👍👍❤❤❤❤

  • @karanrout8635
    @karanrout8635 Před 5 měsíci

    ଅତି ସୁନ୍ଦର ଭିଡ଼ିଓ brother 👌🏻👌🏻👌🏻🙋🏻‍♂️❤️

  • @rakeshcreationhd5358
    @rakeshcreationhd5358 Před rokem +46

    ଭାଇ ପାଇଁ ଗୋଟେ like 👍 ହେଉ ❤

  • @suryacreations3611
    @suryacreations3611 Před rokem +141

    ରୁପା ପିଣ୍ଟୁ କୁ ଛାଡି ଭାଇ କୁ ସପୋର୍ଟ କର ଆମ ପାଇଁ ଭାରତ ବାହାରେ ଭିଡିଓ କରୁଛନ୍ତି ❤❤

  • @kishorechandrasahoo8959
    @kishorechandrasahoo8959 Před 11 měsíci +1

    ଭାଇ ତମେ ଭଲ କହୁଚ, ଜୟ ଜଗନ୍ନାଥ

  • @debasishcreative9853
    @debasishcreative9853 Před 10 měsíci

    ଭାଇ ଓଡିଆ ଭାଷାକୁ ବିଶ୍ୱସ୍ତରରେ ପହଁଞ୍ଚାଇଥିବାରୁ ବହୁତ ଧନ୍ୟବାଦ❤ Love from Mayurbhanj Bangriposi❤

  • @Adityafoodandvlogs
    @Adityafoodandvlogs Před rokem +13

    ବହୁତ ଭଲ ଲାଗିଲା ❤ମନ ଖୁସି ହେଇଗଲା

  • @khusichattips3443
    @khusichattips3443 Před rokem +52

    ଜୟ ଜଗନ୍ନାଥ ଭାଇ ❤🙏
    ବହୁତ ବଢିଆ Vlog
    Keep it up 🥳

    • @trilochananayak2590
      @trilochananayak2590 Před rokem +1

      🙏ଜୟ ଜଗନ୍ନାଥ 🙏
      ବହୁତ ବଢିଆ vlog 👌

  • @ranjankumarrout6412
    @ranjankumarrout6412 Před 11 měsíci

    Bhai bahut bahut dhanyawad. For making such informational videos.

  • @saratsahoo2339
    @saratsahoo2339 Před 11 měsíci

    Bhai tuma something different TQ bhutu khusi laguchi tuma video dakhiki

  • @mituodiavlogs6995
    @mituodiavlogs6995 Před rokem +8

    Ur behev& attitude actually odisha ra odia pua❤

  • @pabitranayak3445
    @pabitranayak3445 Před rokem +23

    ଭାଈ ତମ ଭିଡିଓ ମୋ ମନକୁ ଛୁଇଁ ଚି ❤ ଅତି ସୁନ୍ଦର

  • @sabarbabuofficial5818
    @sabarbabuofficial5818 Před 11 měsíci

    Bahut sundar laguchi bhai...👍👍👍 very very thanks..god bless you 🙏🙏

  • @aswinisingh9173
    @aswinisingh9173 Před rokem

    ବହୁତ intersting video

  • @haripadadeo6589
    @haripadadeo6589 Před rokem +6

    ଆଜିର video 📸 ଟା ଭଲ ଲାଗିଲା ❤

  • @chintu-cartoon-world
    @chintu-cartoon-world Před rokem +11

    Laba Bhai no 1 international vloger. Jaldi Bhainkara 1M subscriber heijau❤❤👌👍

  • @JISAYTUTORIAL
    @JISAYTUTORIAL Před rokem +1

    ସାଧା ଖାଇଙ୍ଗ୍ 😂😂 very funny........

  • @user-dr1vd9bq4e
    @user-dr1vd9bq4e Před 11 měsíci

    Madhya bahut Bhala laguchi tomato sab video Jay Jagannath like 👍👍🙏🕉️🤝🆗👍💯

  • @DrBibhutiPBarik-xe3bb
    @DrBibhutiPBarik-xe3bb Před rokem +523

    ଭାଇ ତୁମେ ବହୁତ ଦୂର କୁ ଯାଇ ବୁଲି ପାରୁଛ, ଜୀବନ କୁ ଉପଭୋଗ କରୁଛ
    , ତୁମେ ପ୍ରକୁତରେ ଭାଗ୍ୟବାନ, ଜଗନ୍ନାଥ ତୁମ କୁ ଆଶୀର୍ବାଦ କରନ୍ତୁ

    • @trilochananayak2590
      @trilochananayak2590 Před rokem +3

      🙏ଜୟ ଜଗନ୍ନାଥ 🙏

    • @MULTIOBSERVER
      @MULTIOBSERVER Před rokem +4

      ନାହିଁରେ ଭାଇ କୁହ ଆମେ ପୃଥିବୀର ସ୍ଵର୍ଗରେ ଅଛେ ଦୂରରେ ଥାଇ ଦେଖ ଯିବା କଥା BHABANI VARI DANGER JAGA

    • @bijayalaxmimishra6241
      @bijayalaxmimishra6241 Před 11 měsíci

      ​Bahut sundar laghuc hai vai. Africa. Am. Bhubaneswar rahi ki. Dekhuchhi jay. Jaganatha

    • @BhojrajMallik
      @BhojrajMallik Před 7 měsíci

      B. C. C. C. C. C. C. C. V. C c c. C. C. C. Ccc c. C. C. C. C. V. C c. V x c. C. V. C c. Cc. C. C cx. C. C. C. C c cc cc cccvc. C. Cc. C. Cc xccc cc cc ccc c cx cc. C c cx. Xc. C. C. C. C. C. C. C. C. C cccc. Ccvcc cx. Cbc cvc xc xc. C. Bcx c xbxbc. Bv c c. C c. C. X. C c vv x. C. Xv cc cc c c. B v. Cc. .v x. Nvc. C vc. V c. V. C. V v vc BC cc. V. C c c cc c c c . C vmavvavdmscmmvmmdm mcmmmscdddmmmmsdmmdCc c

    • @msubhramanyumrao7062
      @msubhramanyumrao7062 Před 7 měsíci

      ​@@trilochananayak2590😊~}}8878🎈]]l🤣😊😊😊😊😊

  • @rashmi6884
    @rashmi6884 Před rokem +9

    ଓଃ ଭାଇ। ଜୟ ଜଗନ୍ନାଥ। ଏତେ talent କଉଠୁ ଆଣିଲ।

  • @rkgodiacomedy
    @rkgodiacomedy Před rokem

    ବହୁତ ସୁନ୍ଦର ପରିବେଷଣ ଲବ ଭାଇ

  • @Shree_vlog2.0
    @Shree_vlog2.0 Před 11 měsíci +1

    ଆମେ‌ ଓଡ଼ିଆ ଭାରି‌ ବଢ଼ିଆ 💕

  • @Bunny___biker
    @Bunny___biker Před rokem +19

    Odisha ra garba tame ❤

  • @comedyking14343
    @comedyking14343 Před rokem +6

    ତମ ଭିଡ଼ିଓ ଦେଖି ମୋତେ ବହୁତ ଭଲ ଲାଗୁଛି ଭାଇ /ଆମ ମୟୁରଭଞ୍ଜ ପିଲା ଅଲଗା ଦେଶ କୁ ଜାଇ ଭିଡ଼ିଓ ଵଣୌଚ ଆମକୁ ଗର୍ବ ଲାଗୁଚି ଜୟ ମୟୁରଭଞ୍ଜ ଜୟ ଓଡିଶା 🙏

  • @mahapatralalkrishna
    @mahapatralalkrishna Před 11 měsíci +1

    ବାଃ। କଣ ଦେଖିଲା ଏ ଆଖି। 😅
    ଭାଇ ତମେ ଧନ୍ୟ।

  • @pitabaskhuntia-nl3ms
    @pitabaskhuntia-nl3ms Před 11 měsíci

    Bahut badhia Jay Jagannath 🙏🙏🏻🙏

  • @silusanwiyan4173
    @silusanwiyan4173 Před rokem +6

    ଭାଇ ବହୁତ ବଢିଆ କାମ କରୁଛ ଆଗକୁ ବି ବହୁତ ବଢିଆ କରିବ ଆମେ ଅଶା କରୁଛୁ l ଜୟ ଜଗନ୍ନାଥ ⭕‼️⭕
    ସବୁ ବେଳେ ଆମେ ଆପଣ ଙ୍କ ପାଖରେ ଅଛୁ l love you bro 🥰🥰🥰😘

  • @ffodishagamer7487
    @ffodishagamer7487 Před rokem +7

    ମୋତେ ବହୁତ ମଜା ଲାଗୁଛି😊😊 ଭାଇ love you from Bhadrak

  • @babula-le1cy
    @babula-le1cy Před 11 měsíci

    Bhai mote bahut khusi laguchhi Toma video dekhi

  • @Mansar-bm82n
    @Mansar-bm82n Před 11 měsíci

    Bahut bhala topic kahichanti bhai 👌👌