ଏହି ଗାଁରେ ତୁମେ ୧୦୦ ପତ୍ନୀଙ୍କୁ ରଖି ପାରିବ || MAASAI TRIBE ODIA VLOG

Sdílet
Vložit
  • čas přidán 7. 09. 2024
  • ଏହି ଗାଁରେ ତୁମେ ୧୦୦ ପତ୍ନୀଙ୍କୁ ରଖି ପାରିବ || MASAI TRIBE ODIA VLOG
    #odiashorts #labahansda #travel #odiacomedy #odiasong #odiasong #odiacomedy #odiavlog #

Komentáře • 2,7K

  • @MuTraveller
    @MuTraveller  Před rokem +1352

    ଦୟାକରି ଏହି ଭିଡିଓ share, କରନ୍ତୁ 🙏🙏

  • @itssangramvlogs952
    @itssangramvlogs952 Před rokem +895

    କେଉଁ ଭାଇ ମାନେ ଚାହାଁନ୍ତି 2024 ସୁଧା ଲବ ଭାଇର 1 Million Subscriber ହେଇଯାଉ ବୋଲି. 👍🏻

  • @Veryfied_z7
    @Veryfied_z7 Před rokem +858

    କିଏ କିଏ ଲବ ଭାଇଙ୍କୁ DIL ସେ ଭଲ ପାଉଛ ସେମାନେ Like କର ❤

  • @nandakishorjena9062
    @nandakishorjena9062 Před 11 měsíci +8

    ଜୟ ଜଗନ୍ନାଥ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

  • @Kabi-sn
    @Kabi-sn Před rokem +21

    ଦେଶ ବିଦେଶ ର କାହାଣୀ ମୋତେ ବହୁତ୍ ଭଲ ଲାଗେ ।ତମେ ମୋତେ ସେସବୁ ଯୋଗେଇ ଦେଇଛ ଏ ଅବସର ସମୟରେ ।ତମ ପରି ପୁଅ ଓଡ଼ିଶା ପାଇଁ କାମ୍ୟ। ମୁଁ ଜଣେ ଛାର କବି ।ତମ ଆଖିରେ ମୁଁ ବହୁତ୍ କଥା ଦେଖିଲି ।ତେଣୁ ତମକୁ ଅଜସ୍ର ଧନ୍ୟବାଦ ଜଣାଉଛି ।ଭଗବାନ ତମର ମଙ୍ଗଳ କରନ୍ତୁ ।

  • @kpdshiba
    @kpdshiba Před rokem +186

    କିଏ କିଏ ମାନୁଛନ୍ତି ଦୁନିଆର ସବୁଠାରୁ ବଡ଼ ଯଦ୍ଧା Maa'
    # kpdshiba ❤❤❤❤❤ i love maa

  • @JCBXpertTiTu
    @JCBXpertTiTu Před rokem +519

    ଯାହା ହେଉ ଆପଣଙ୍କ ପାଇଁ ଆମେ ଓଡିଶାବାସୀ ଗର୍ବିତ ଅନୁଭବ କରୁଛୁ... ପ୍ରଭୁ ଜଗନ୍ନାଥ ଆପଣଙ୍କ ଭ୍ରମଣ ଚଲାପଥ କୁସୁମିତ କରନ୍ତୁ 🙏🙏🙏

    • @iamalone558
      @iamalone558 Před rokem

      ​@@kuchhtonayahe4500prabhu kn pai dekhibe prabhu kn pH rakhi chha nti tanka bina ta Patra haleni ❤

    • @adyasha.sibani4773
      @adyasha.sibani4773 Před rokem +2

      Good

    • @trilochananayak2590
      @trilochananayak2590 Před rokem

      ​@@kuchhtonayahe4500 ହଁ ପ୍ରଭୁ ଦେଖୁଛନ୍ତି 🙏

  • @ICANPUBLICATION
    @ICANPUBLICATION Před rokem +129

    Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି

  • @Sharmistha_art_world
    @Sharmistha_art_world Před rokem +41

    ସତରେ ଆମେ ଧନ୍ୟ ତୁମକୁ ଆମ ଓଡ଼ିଶାରେ ପାଇକି।😊। ଶ୍ରୀ ଜଗନ୍ନାଥ ତୁମକୁ ଏମିତି ଖୁସି ରେ ରଖନ୍ତୁ।❤❤❤❤❤❤❤

  • @Dkmfitness07
    @Dkmfitness07 Před rokem +1

    Thank you bhai new new culture dekhba ke miluche Tamar lagi jay odisha

  • @purnanayak5383
    @purnanayak5383 Před rokem +243

    ସତରେ ଭାଇ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମର ଏତେସବୁ ଅବଦାନ ପାଇଁ,, ଧନ୍ୟବାଦ❤ ❤❤❤

  • @atulyakumar4769
    @atulyakumar4769 Před rokem +126

    ବାହାର ଜାଗା ର ଦୃଶ୍ୟ ଦେଖିବା ପାଇଁ ଆମେ ବହୁତ୍ ଖୁସି ଅନୁଭବ କରୁଚୁ ଜୟ ଜଗନ୍ନାଥ ❤❤❤

  • @jhalakmallick
    @jhalakmallick Před rokem +276

    ଯାହା ହଉ ଆପଣଙ୍କ ପାଇଁ ଆମେ ଓଡିଶା ବାସି ଗର୍ବିତ ଅନୁଭବ କରୁଛୁ...ପ୍ରଭୁ ଆପଣଙ୍କୁ ଆଶ୍ରୀଆଦ କରନ୍ତୁ !❤❤❤

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏

    • @supravapradhan8166
      @supravapradhan8166 Před rokem

      ତୁ ତା କରି କଥା କହୁଛି କାହାକୁ ଦିଶୁନି।

    • @tornado6722
      @tornado6722 Před rokem

      ​@@supravapradhan8166Santali re ameti katha barta karnti au sound suna jae dekha jaeni Madam

    • @shantilatamajhi9936
      @shantilatamajhi9936 Před rokem

      ​@@supravapradhan8166mayurbhanjia bhasa suni nahanti adhikansa loko emiti bhasa re hin katha huanti

  • @bulunagarjun4883
    @bulunagarjun4883 Před rokem +5

    ଲୋବ ଭାଇ ଆପଣଙ୍କ ଭିଡିଓ ଦେଖି ବହୁତ ଖୁସି ଏବଂ ଆନନ୍ଦ ଲାଗୁଛି। ଧନ୍ୟବାଦ୍ ଭାଇ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ।

  • @anandadubruka3849
    @anandadubruka3849 Před 7 měsíci +4

    ଭାଇ, ଆପଣଙ୍କ ଭିଡିଓ ଦେଖି ବହୁତ କିଛି culture ବିଷୟଗୁଡ଼ିକ ଜାଣିପାରୁଛୁ,so lots of thanks and good bless you.

  • @BhumisRupa-tm8qu
    @BhumisRupa-tm8qu Před rokem +131

    ତମ ସବୁ ଭିଡିଓ ବହୁତ ଭଲ ଲାଗେ ଭାଇ ଜଲଦି ଜଲଦି ଭିଡିଓ ଛାଡନ୍ତୁ ଖୁବ୍ ଶୀଘ୍ର 1 million subscribe ହେଇଯାଉ କଣ କହୁଛ ଭାଇ ମାନେ ଜୟ ଜଗନ୍ନାଥ

  • @MohanExcellentAWPL
    @MohanExcellentAWPL Před rokem +17

    Massai Tribe ମାନଙ୍କର ଖାଦ୍ୟ କଣ ଏବଂ ସେମାନେ ଚାଷବାସ କରନ୍ତିି କି ନାହିଁ ବର୍ଷା ହୁଏ କି ନାହିଁ ଟିକେ କହିବ ♥️ very amazing vdeo❤ପୂର୍ବ କାଳର ମଣିଷ ଦେଖିଲା ପରି ଲାଗୁଛି ❤ଭଗବାନ ତୁମକୁ ଭଲରେ ରଖନ୍ତୁ❤❤❤THANK YOU ଭାଇ

  • @Rajababu-gk6kp
    @Rajababu-gk6kp Před rokem +34

    ଏବେ ବି ପୂର୍ବ ପୁରୁଷ ମାନଙ୍କ ଜନଜାତି ପରମ୍ପରା ବଞ୍ଚି ରହିଛି ❤

  • @sabitaranijena8057
    @sabitaranijena8057 Před 7 měsíci +4

    ବହୁତ ଭଲ ଲାଗିଲା।। ଅତି ଭଲ ଲାଗିଲା ଯେ ଜଣେ ଓଡିଆ ଭାଈ କଂର ବିଡିଓ।। 👌👌🙏🙏🌷

  • @shasikantajena3321
    @shasikantajena3321 Před rokem +48

    ବଡ଼ ଖୁସି ର କଥା ଆମ ଓଡ଼ିଆ ଭାଇ ଜଣେ ଆଫ୍ରିକା ର ଜନ ଜାତି ଙ୍କ ଉପରେ ଭିଡିଓ କରି ପାରିଛନ୍ତି,ଆମେ ନିଜ କୁ ଗର୍ବିତ ଅନୁଭବ କରୁଛି,ବନ୍ଦେ ଉତ୍କଳ ଜନନୀ

  • @prasantkumarmallick5636
    @prasantkumarmallick5636 Před rokem +14

    ବହୁତ ବହୁତ ଧନ୍ୟବାଦ, ଯାହାହେଉ ଆପଣ ଙ୍କ ପାଇଁ ଆମ୍ଭେମାନେ ବାହାର ଦେଶର କିଛି ଝଲକ ଦେଖିପାରୁଛୁ, ଧନ୍ୟବାଦ l

  • @KanheikumarVlog
    @KanheikumarVlog Před rokem +28

    ପ୍ରକୃତରେ ଭାଇ ଙ୍କ ପାଇଁ ଆମେଆଜି ଓଡ଼ିଶାରେ ରହି ବି ଆମେ ଆପଣ ଙ୍କ ପାଇଁ ଆଫ୍ରିକା ର କିଛି ଦୃଶ୍ୟ ଦେଖି ପାରୁଚୁ ତୁମେ ଭାଇ ମହାନ୍❤❤❤❤

  • @Pande435
    @Pande435 Před rokem +105

    ଆଫ୍ରିକାନ ଭଲି ଦେଖାଯାଉଥିବା ଝିଅ ଟି Santali ଝିଅ ❤❤❤

  • @MamataNaik-fc2mw
    @MamataNaik-fc2mw Před 6 měsíci +1

    Video dekhi kari mu bahut enjoy karili

  • @mamatanayak4635
    @mamatanayak4635 Před rokem +2

    Afrika re jai baharo jaga dekhai paruchha sethipain bahut bahut dhanyabad Jay Jagannath

  • @Creativeschoollife
    @Creativeschoollife Před rokem +8

    ଯେ ଦେଶେ ଯାଇ ସେ ଫଳ ଖାଇ
    Bohut ଖୁସି ଲାଗିଲା

  • @ranima_pradhan_reel_Queen

    ବହୁତ ସୁନ୍ଦର traditional &trivel ଲୋକ ବହୁତ ସୁନ୍ଦର blessing ମତେ ଅଜବ ଲାଗୁଛି କିନ୍ତୁ ବହୁତ ଭଲ 💫💫💫

  • @babajidayanandadas
    @babajidayanandadas Před rokem +42

    ଦିବ୍ୟ ମହାତ୍ମାନ ଲବ ବାବୁ ପ୍ରଧାନମନ୍ତ୍ରୀ ହେବ ,ତୁମର କୃତିତ୍ୱ କହୁଛି , ନମୋ ନାରାୟଣ ସ୍ବାମୀ,

  • @balarambalaram6710
    @balarambalaram6710 Před rokem +2

    ବହୁତ୍ ବଢିଆ ଲାଗୁଛି ଗ୍ରାମରେ ଥିବା ଲକ

  • @BhanumatiNaik-xr9my
    @BhanumatiNaik-xr9my Před 11 měsíci +2

    Bahut bhal laguji video

  • @brahmanchhaivillagefastiva1093

    ମୋର ତ ଏ ଜନ୍ମରେ ଅନ୍ୟ ଦେଶକୁ ଯିବାପାଇଁ ଆଶା ନାହିଁ କିନ୍ତୁ ଭାରତରେ ରହି ଅନ୍ୟ ଦେଶର ବିଷୟ ଜାଣି ହେଉଛି 🙏 ବହୁତ ସୁନ୍ଦର ଭାଇ ❤ ଆଗକୁ ବଢି ଚାଲନ୍ତୁ ❤😊

  • @Suryasms440
    @Suryasms440 Před rokem +9

    ଆମେ ଓଡ଼ିଶାବାସୀ ତମ ପାଇଁ ଗର୍ବ କରୁଛୁ...thanks lava bro

  • @KanhuMallick-xr8dh
    @KanhuMallick-xr8dh Před rokem +27

    ଲବ ଭାଇ ବହୁତ ଖୁସି ଲାଗୁଚି ଭିଡିଓ ଦେଖିକି ଆପ୍ରିକା ର କଲଚର ଆମୋକୁ ଦେଖାଇ କି ଭଗବାନ ଆପଣଙ୍କୁ ଖୁସିରେ ରୋଖନ୍ତୁ

  • @myfamilyvlogs993
    @myfamilyvlogs993 Před rokem

    ଭାଇ ସତରେ ବହୁତ ସୁନ୍ଦର ଲାଗିଲା

  • @ayushcreation4706
    @ayushcreation4706 Před rokem +3

    ଅତି ସୁନ୍ଦର ଭାବରେ ଦେଖେଇଛନ୍ ସେ କଲଚର ❤❤❤❤

  • @ffshortsvideo6068
    @ffshortsvideo6068 Před rokem +6

    Tume gote real hero brother 👌

  • @purnanayak5383
    @purnanayak5383 Před rokem +49

    Really you are so proud for each odia and Odisha and the country of India

  • @neelxofficial8496
    @neelxofficial8496 Před rokem +4

    Love u bro 😘

  • @gayatrirout5033
    @gayatrirout5033 Před rokem +6

    That dialogue __"Store room ରେ ତା ସ୍ତ୍ରୀ କୁ store କରିକି ରଖିଚି" 😅

  • @footballdamotivation4108

    Amazing respect and support. ...for lava da....nice jay jagannath

  • @Gajapatitokaofficial
    @Gajapatitokaofficial Před rokem +37

    Really this is called Life , Learn something new beyond from book knowledge 🎉❤
    Love you LABA Bhai 🇮🇳🇮🇳🇮🇳🇮🇳
    Bande Maataram🙏🙏🙏
    Jai Jagarnath 🪔🪔🪔

  • @YsPrabesh
    @YsPrabesh Před rokem +26

    ଭାଇ ଜୟ ଶ୍ରୀରାମ 🙏
    ଭାଇ ଆପଣଙ୍କ ଭିଡ଼ିଓ ବହୁତ ସୁନ୍ଦର 💯👍👍👍

  • @tusarbisoivlogs
    @tusarbisoivlogs Před rokem +4

    Jay jagannath

  • @nrusinghaprasadmishra4774

    ବହୁତ ଅଜଣା ଯାଗା ଅଜଣା ଭାଷା ଅଲଗା ରୀତି ନୀତି ସାମାଜିକ ଜୀବନ ଚାଲି ଚଳନ ସଂସ୍କୁତି ସଂପର୍କରେ ତଥ୍ୟ ପ୍ରଦାନ ପାଇଁ ଅନେକ ଅନେକ ଧନ୍ୟବାଦ

  • @MRBADALKUMARVLOGS
    @MRBADALKUMARVLOGS Před 8 měsíci +2

    ଭାଈ ବହୁତ ବହୁତ ସୁନ୍ଦର ❤❤❤

  • @ranjankumarcreation40
    @ranjankumarcreation40 Před rokem +4

    Jai jagannath bhai

  • @arabindasundarpalei1228
    @arabindasundarpalei1228 Před rokem +24

    Excellent vedio...u r the proud of MAYURBHANJ 🎉🎉

  • @KarBibeka10
    @KarBibeka10 Před rokem +17

    ପୂର୍ବ ଅପେକ୍ଷା ଏ ଏପିସୋଡ ଅନେକ ଭଲଥିଲା। ଧନ୍ୟବାଦ୍ ଅନେକ ନୂଆ କଥା ଜାଣିହେଲା।ତୁମର ଶ୍ରମ ଫଳରେ ଆମେ କିଛି ଜାଣିବାକୁ ପାଉଛୁ। ଈଶ୍ୱର ତମର ମଙ୍ଗଳ କରନ୍ତୁ।

  • @krupasindhumishra3135
    @krupasindhumishra3135 Před rokem +2

    ଜୟ ଜଗନ୍ନାଥ ଶ୍ରୀ ରାଧେ ରାଧେ

  • @pradeepmishra9661
    @pradeepmishra9661 Před rokem +28

    କିଏ ମୋ ଲବ ଭାଇ କୁ ଦିଲ୍ ସେ ଭଲପାଉଛ ମୋ କମେଣ୍ଟ କୁ ଗୋଟିଏ ଲାଇକ୍ କର Jay Jagannath 🙏

  • @popugiri3734
    @popugiri3734 Před rokem +8

    ମାଡି ଚାଲ ଭାଇ Love from moyurbhanj Odisha💖💖💖ତୁମ video shere କରି ଦେଇଛି

  • @khusirajalaxmidiptiexpress5041

    ବହୁତ ସୁନ୍ଦର ଭିଡ଼ିଓ 🥰ଜୟ ଜଗନ୍ନାଥ 🙏

  • @sujansandha1342
    @sujansandha1342 Před rokem +7

    ବହୁତ ବଢିଆ.... ସାନ୍ତାଳୀ ଝିଅ ଟା 😄😄

  • @Only_education-xc6mz
    @Only_education-xc6mz Před rokem +15

    This was epic ,ଷ୍ଟୋର ରୁମ ଭିତରେ ତା ସ୍ତ୍ରୀକୁ ଷ୍ଟୋର କରିକି ରଖିଚି 😂😂😂😂

  • @pragyanparida1566
    @pragyanparida1566 Před rokem +3

    This type of blog is needed.....so impressive

  • @LOCALFC
    @LOCALFC Před rokem +40

    ଭାଇ ତୁମର ବହୁତ ଜଲଦି 1 milion subscribers ହୋଇଯିବେ l ମୁଁ ଆଶା କରୁଛି ଜୟ ଜଗନ୍ନାଥ 🙏🙏🙏🙏🙏

  • @shaktireddy2746
    @shaktireddy2746 Před rokem +11

    ଭାଇ ଅଶାନନ୍ତେ ଧନ୍ୟବାଦ ଜୟ ଜଗନ୍ନାଥ

  • @jagannathsoy7666
    @jagannathsoy7666 Před rokem +36

    ଧନ୍ୟବାଦ୍ ଭାଇ ମୁଁ କାଲି evening ରୁ ଅପେକ୍ଷା କରୁଥିଲି ଭିଡିଓ

  • @sibaprasadmohanty6902
    @sibaprasadmohanty6902 Před rokem +2

    ଭାଈ ପୁରା superb 👍💝
    Thanks 🙏 for this adventure video 📸

  • @helenaguria2871
    @helenaguria2871 Před rokem

    Beautifull Masai village..... 👌👌👌

  • @hembrambabuproduction2349

    Laba is an unique odia vlogger for odisha,so support him always, and all time,4 crore odia compulsory support to laba ❤❤❤❤

  • @skofficial6647
    @skofficial6647 Před rokem +32

    ମଝିରେ ମଝିରେ ସାନ୍ତାଳୀ ଭାଷା କହୁଛ Good Job laba bro 😂😂😂

  • @umarpradhini4034
    @umarpradhini4034 Před rokem +4

    My hero🥰

  • @NEPALMALI
    @NEPALMALI Před rokem

    ବହୁତ ସୁନ୍ଦର ହେଇଛି ❤❤❤

  • @radhekrishan526
    @radhekrishan526 Před rokem +26

    ଭାଇ ବହୁତ ଗର୍ବ ଲାଗୁଚି ସେଠାକାର ଲୋକ ମାନେ ତୁମକୁ ସ୍ବାଗତ କରିବା ଦେଖି

  • @nkcpanthikharisasan7674
    @nkcpanthikharisasan7674 Před rokem +17

    ଭାଇଙ୍କର 2month ରେ 1 million subscriber ହେଇଯିବ ମୋର ବିଶ୍ବାସ ଅଛି 😊

  • @kanhupinguaofficial6778
    @kanhupinguaofficial6778 Před rokem +22

    So beautiful 😍❤️

  • @sunilkumarminj5331
    @sunilkumarminj5331 Před rokem +40

    Tribe all around the world is our brothers and sisters. You travel their community makes us know them better. I like your effort.

  • @vapianjali8901
    @vapianjali8901 Před rokem +12

    Congratulations my brother
    Thank you
    All odisha people proud of you
    God bless you
    Jai jagannath 🎉🎉🎉

  • @lipu-skumar
    @lipu-skumar Před rokem +19

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ। ଆପଣ ଆମ ଓଡ଼ିଶା ର ଗର୍ବ ଓ ଗୌରବ । ଜୟ ଜଗନ୍ନାଥ 🙏🙏🙏

  • @mamalimurjia1637
    @mamalimurjia1637 Před rokem +4

    Jay Jagannath bhai bahuta Bhala lagila video ❤❤🎉🎉

  • @pratikranjanbishwal-iz8mz

    Beautiful and nice heart'teaching Village Life 🙏🙏🙏 many more thanks to you and your friends 🙏🙏🙏 God bless you ❤️❤️❤️👍👍👍 Jay Jagarnath 🙏🙏🙏

  • @MULTIOBSERVER
    @MULTIOBSERVER Před rokem +5

    AWESOME PRESENTATION IN VIDEO AND NICE EXPLORATION OF TRIBAL CULTURE

  • @dillippradhan2276
    @dillippradhan2276 Před rokem

    ବହୁତ ସୁନ୍ଦର ହେଇଛି ଏଇ ଭଳିଆ ଜାଗାକୁ ଯାଇ ଭିଡ଼ିଓ କରି ଥିବାରୁ ଆପଣଙ୍କୁ ଧନ୍ୟବାଦ୍

  • @sriradhekanheyaram
    @sriradhekanheyaram Před rokem +1

    ବହୁତ ସୁନ୍ଦର vlog 🌹❤️🌹

  • @princepriencessvlogs4730
    @princepriencessvlogs4730 Před rokem +18

    So beautiful❤❤ jay jagannath 🙏

  • @trilochananayak2590
    @trilochananayak2590 Před rokem +9

    🙏ଜୟ ଜଗନ୍ନାଥ 🙏
    ଲାବା ଭାଇ ତମ ବିଦେଶ ଯାତ୍ରା ସଫଳ ହଉ ତମ ମନ ଭିତରେ ଯାହା ଅଛି ସବୁ ପୂରଣ ହଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି 🙏
    🚩ହରିବୋଲ 🚩

  • @copyrightpaste8168
    @copyrightpaste8168 Před rokem +10

    Jay jagannath 🙏🙏
    Jay maa Samalei 🙏🙏
    Love from jharsuguda Bro ❤️❤️

  • @dibyapatha8555
    @dibyapatha8555 Před rokem +1

    ଜୟ ଜଗନ୍ନାଥ ଭାଇ
    ସବୁଠାରୁ ଏହି ଭିଡ଼ିଓ ଭଲ ଥିଲା
    Walcom ଜଣେଇବା ପାଖରୁ ଆରମ୍ଭ କରି ଅନ୍ୟ ଆନ୍ୟ ସବୁ କିଛି
    ଜୟ ଜଗନ୍ନାଥ

  • @salmansilpadia2357
    @salmansilpadia2357 Před rokem +2

    ବହୁତ ସୁନ୍ଦର vlog ଭାଇ 👌👌👌👌👍🏼👍🏼🔥🔥🔥🔥🔥🔥🔥👍🏼👍🏼👍🏼👍🏼👍🏼🔥🔥♥️👌👌♥️♥️♥️🔥🔥🔥🔥🔥

  • @j.j.j.official
    @j.j.j.official Před rokem +5

    ଆମ ଗାଁ ଗହଳିରେ ଆଗକାଳରେ ଏହି ପ୍ରକାର ନିଆ ବାହାର କରୁଥିଲେ । ଆଜି ବହୁତ ଦିନକୁ ଦେଖିଲି ।❤❤🎉🎉 super sharing bro

  • @sourabhadehury4643
    @sourabhadehury4643 Před rokem +45

    ଆଗକୁ ମାଡି ଚାଲ ଆମେ ପଛରେ ଅଛୁ❤

  • @SRPVLOGS0
    @SRPVLOGS0 Před rokem +5

    Bhai love you ❤ from bhadrak asurali

  • @manojvlogs963
    @manojvlogs963 Před 8 měsíci +1

    ସତରେ ଭାଇ ତମ vlogs ଗୁଡିକ ସମସ୍ତଙ୍କଠାରୁ ପରା unique ମୋତେ ବହୁତ ଭଲ ଲାଗିଲା,❤❤ keep it....,😊😊

  • @user-ro6cv6rl5v
    @user-ro6cv6rl5v Před 9 měsíci +1

    ଲଭ ଭାଇର ଆକ୍ରାନ୍ତ ପରିଶ୍ରମ କୁ ପ୍ରଭୁ ଜଗନ୍ନାଥଙ୍କ ଅଶେଷ କ୍ରୁପା ଲାଗି ରହିଥାଏ ଜୟ ଜଗନ୍ନାଥ।

  • @ALOKFOODS
    @ALOKFOODS Před rokem +4

    ଭାଇ 🙏ଜୟ ଶ୍ରୀ ଜଗନ୍ନାଥ🙏
    ଭଲ ଲାଗିଲା ଭିଡ଼ିଓ 👍

  • @prakashsahoo7848
    @prakashsahoo7848 Před rokem +6

    Very nice information about massai traditional culture,
    Tx a lot dear Bro 🙏🏿🙏🏿

  • @sarmisthapanda468
    @sarmisthapanda468 Před rokem +6

    Thanks for exploring new ideas and Tribal Cultures. God Bless You

  • @HrusikeshChinda
    @HrusikeshChinda Před měsícem

    ବହୁତ ସୁନ୍ଦର ❤❤❤❤❤ ଜେ ଜଗନ୍ନାଥ

  • @madhusmitadas8677
    @madhusmitadas8677 Před rokem +2

    Store room ଭିତରେ ତା ସ୍ତ୍ରୀ କୁ store କରିକି ରଖଛି😂😂😂 this line is soo funny 🤣🤣🤣🤣😂😂 u are great bro .. God bless you 😍🙏 love from Keonjhar

  • @Chillikavlogger
    @Chillikavlogger Před rokem +20

    ❤ love you brother . And you are great person in odisha. ସମସ୍ତେ ଯଦି ଭାଇ ଙ୍କୁ ସତରେ ଭଲ ପାଉଛନ୍ତି ! ତେବେ ସମସ୍ତେ love you brother comment କରନ୍ତୁ ! ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @antanasinku7610
    @antanasinku7610 Před rokem +11

    Absolutely amazing ❤❤❤❤❤

  • @silusanwiyan4173
    @silusanwiyan4173 Před rokem +16

    Cinematography ବଢିଆ ହେଇଛି ଏବଂ ତମ କହିବା ର ଶାୟେଲି ବହୁତ ବଢିଆ 👍👍be continued we are always with you
    Love you bro 🥰🥰😘

  • @kasibiswanathmahankudo7731
    @kasibiswanathmahankudo7731 Před 8 měsíci +1

    Interesting to know about a new area.

  • @prabhasiniparida5300
    @prabhasiniparida5300 Před rokem

    Thanks bhai gote nua culture bisayare ete kichhi janeila thank u very much 😊 God always bless u 😇

  • @mrbapuvlog6533
    @mrbapuvlog6533 Před rokem +10

    ମୁଁ ଶହେ ଜନମ ନେଲେବି ସେ ଜାଗାକୁ ଯାଇ ପାରିବିନି ❤❤😢😢😢😢

    • @SamirSamantaray
      @SamirSamantaray Před rokem

      ଯଦି ସେଇଠି ଜନ୍ମ ନେଇଗଲ

    • @mrbapuvlog6533
      @mrbapuvlog6533 Před rokem

      @@SamirSamantaray ଓଡ଼ିଶା ଠିକ୍ ଆମର

    • @SamirSamantaray
      @SamirSamantaray Před rokem

      @@mrbapuvlog6533 ବହୁତ ଭଗବାନ ଆମେ ପୁରୀ ଧାମ ରେ ଜନ୍ମ 🙏

    • @happyboy9412
      @happyboy9412 Před rokem

      Solid answer

  • @manojnaik1682
    @manojnaik1682 Před rokem +6

    It's amazing how they are welcome to a tourist. ❤

  • @nmcreations705
    @nmcreations705 Před rokem +10

    Excellent video and detail description 👌 👍 👏

  • @nirmalbarik4275
    @nirmalbarik4275 Před 10 měsíci +1

    ଭାଇ ତୁମକୁ ପ୍ରଥମେ 🙏🙏🙏... ଆମେ ଫୋଟୋ ରେ ଦେଖିଥିଲୁ but ତୁମେ ସମ୍ଭବ କରିଦେଲ. ଆପଣକୁ ବହୁତ ବହୁତ ଧନ୍ୟବାଦ..

  • @akpradhan6120
    @akpradhan6120 Před 7 měsíci +1

    Your discussion satisfied as old is gold