କଳା କାରନାମାର ହାଟ❗ଦେହ ବେପାର ହୁଏ❗

Sdílet
Vložit
  • čas přidán 21. 06. 2024
  • Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker

Komentáře • 596

  • @prasantapattanaik862
    @prasantapattanaik862 Před měsícem +257

    ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।

    • @AsishkumarDas-ne5yw
      @AsishkumarDas-ne5yw Před měsícem +3

      😊😊😊😊😊😊😊😊😊😊😊😊😊

    • @Bablu_33.
      @Bablu_33. Před měsícem +2

      Halo brother this is village name and dist name written u

    • @naraharipatra-vu1kr
      @naraharipatra-vu1kr Před měsícem +3

      Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw

    • @mahavir453
      @mahavir453 Před měsícem +1

      JAI HO🙏🚩
      YE KON SI JAGAH HAI KOI TO BATAAIYE PLEASE

    • @KumudiniNahak
      @KumudiniNahak Před měsícem

      😊😊😊😊😊😊😊😊😊😊😊😊😊😊

  • @niranjanbehura5258
    @niranjanbehura5258 Před měsícem +34

    ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ

  • @Papurath8
    @Papurath8 Před měsícem +72

    ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି

  • @chandraisoren3615
    @chandraisoren3615 Před měsícem +73

    ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ

  • @user-hq1gj6xb5y
    @user-hq1gj6xb5y Před měsícem +40

    ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ

    • @reactionwithrahul1
      @reactionwithrahul1 Před měsícem +1

      Yaa ku longola kori pitibe sola .se hatoku aau thore jau

  • @hsinformationandvlogs8057
    @hsinformationandvlogs8057 Před měsícem +54

    ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....

  • @goutamlohar1987
    @goutamlohar1987 Před 29 dny +102

    ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ

  • @SukindadisumBabuofficial
    @SukindadisumBabuofficial Před měsícem +37

    ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku

  • @alokbehera4660
    @alokbehera4660 Před měsícem +22

    ଭାଈ, ଆପଣଙ୍କର ନୂଆ ହଟ ଆଉ ନୂଆ ଜାଗା present କରୁଥିବା ରୁ ଆପଣଙ୍କୁ ବହୁତ ଧନ୍ୟବାଦ।from..BDK

    • @rameshmajhi4317
      @rameshmajhi4317 Před měsícem +1

      ହାଟ ଭଲ ଲାଗିଲା, କିନ୍ତୁ ଦେହ ବ୍ୟବସାୟ କଥା ହାଜମ ହେଉ ନାହିଁ

  • @bulubehera8570
    @bulubehera8570 Před měsícem +4

    Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤

  • @krishnamahakud2954
    @krishnamahakud2954 Před 29 dny +10

    ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ

  • @thedarkhorse2121
    @thedarkhorse2121 Před 25 dny +10

    ଦେହ ବ୍ୟବସାଇ ର ଶବ୍ଦ ପ୍ରୟୋଗ କରି ସେହି ସ୍ଥାନ ର ନାମ ବଦନାମ୍ କରନ୍ତୁ ନାହିଁ ।

  • @SukantaLenka-yj7kh
    @SukantaLenka-yj7kh Před měsícem +6

    Apanankara video bahuta Ananda dia bhai❤❤

  • @subratbehera8293
    @subratbehera8293 Před měsícem +1

    Very nice blog bhai

  • @jagadishdehuri1445
    @jagadishdehuri1445 Před měsícem +17

    ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ

  • @SK24NYK
    @SK24NYK Před měsícem +1

    Awesome bahi good work genuine videos

  • @sunilrauto5923
    @sunilrauto5923 Před měsícem +6

    ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ

    • @ranjitrajofficial7034
      @ranjitrajofficial7034 Před 13 dny

      ଏଇ ଲୋକଟା ଗାଲୁଆ ଲୋକଟା... ଆମ ଗାଁ ହାଟକୁ ବଦନାମ୍ କରୁଛି ଏଥର ନାମ ନବ

  • @MTRJose
    @MTRJose Před 28 dny +5

    ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ

  • @jayhind6187
    @jayhind6187 Před 29 dny +1

    ସୁନ୍ଦର ଭିଡିଓ

  • @PappuPapu-vf7ok
    @PappuPapu-vf7ok Před měsícem +13

    ମା।।। ମିଛୁଆ

  • @biruamamalaxmi541
    @biruamamalaxmi541 Před měsícem +17

    Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ

    • @bholanathmarndi7264
      @bholanathmarndi7264 Před měsícem +2

      ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି
      ନିଜ vedio ଯେମିତି ବେସି ଦେଖିବେ ବୋଲି

  • @sushantarout4872
    @sushantarout4872 Před 28 dny +1

    ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,

  • @judhisthiranaik2503
    @judhisthiranaik2503 Před měsícem +7

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l

  • @user-yn2wp5bw1t
    @user-yn2wp5bw1t Před měsícem +11

    Aau dine Jodi aamo jati bisoyare negetive ward kahibo tebe v careful understand

  • @debendrasasamal912
    @debendrasasamal912 Před 22 dny

    ଭଲ ଲାଗିଲା ଧନ୍ୟବାଦ୍

  • @sashibhusanhembram7235
    @sashibhusanhembram7235 Před měsícem +15

    Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.

    • @CharigarhVlogs1614
      @CharigarhVlogs1614  Před měsícem +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏

    • @bholanathmarndi7264
      @bholanathmarndi7264 Před měsícem

      ​@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe

    • @Pradeeppanda143
      @Pradeeppanda143 Před 29 dny

      ​@@CharigarhVlogs1614 Emiti Michha apaprachara karile kehi b subscribe karibeni ... Olti Unsubscribe karidebe

  • @dipakkumarpatra574
    @dipakkumarpatra574 Před měsícem

    Great bro

  • @silisili5649
    @silisili5649 Před měsícem +2

    Jay jagannath 🚩🚩

  • @baijayantipingua9830
    @baijayantipingua9830 Před měsícem +6

    Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti

    • @bholanathmarndi7264
      @bholanathmarndi7264 Před měsícem

      ବାଡେଇ ପକାଅ ମିଛ ପ୍ରଚାର କରୁଛି

  • @user-nn7qf8np8g
    @user-nn7qf8np8g Před 2 dny +1

    ଭାଇ ବହୁତ୍ ବଡ଼ ଭୁଲ କରୁଛ ଏମିତି ଭିଡିଓ କରିକି ।। ଆମ ଗାଁ ଟାଟା କାଇଁ ଅମେତଜନିନୁ ।। ଶଳା ଗଣ୍ଡିମରା ଲାଇକ ପାଇବା ପାଇଁ ମନ ଇଚ୍ଛା ଭିଡ଼ିଓ କରୁଛୁନା ଆଉ ଥରେ ଯାଜପୁର କୁ ଆସେ 🖕🖕🖕

  • @Hanan-to7ex
    @Hanan-to7ex Před měsícem

    I love my Odisha❤❤❤

  • @user-wr6df1rb7d
    @user-wr6df1rb7d Před 21 dnem

    Balo blog

  • @rebatimishal2986
    @rebatimishal2986 Před měsícem

    Nice video

  • @Pravatdiamond
    @Pravatdiamond Před měsícem

    Good 👍👍👍👍🎉🎉🎉🎉❤❤

  • @ranjitdigal323
    @ranjitdigal323 Před měsícem +3

    Good 👍

    • @CharigarhVlogs1614
      @CharigarhVlogs1614  Před měsícem

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @DhanaramBeshra
    @DhanaramBeshra Před měsícem +8

    Koujoga bhai

  • @BaidharNaik-my1cj
    @BaidharNaik-my1cj Před 22 dny +1

    Repoter ଭାଇ କେତେ ଦିନ ରୁ ଜାଣି ଛ ଏ ହାଟ ବିଷୟ ରେ ତେଲକୋଇ କଉଛ Keonjhar ହାଟ ମାନଙ୍କରେ ଦେହବେପାର ହୁଏ କି?
    ନିଜ କୁ ବିକି ଦିଅ ନାହିଁ

  • @rameswarsoren9096
    @rameswarsoren9096 Před měsícem +18

    ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।

    • @Papurath8
      @Papurath8 Před měsícem +4

      ଏ ଶଳା ଆମ ହାଟକୁ ବଦନାମ କରୁଛି

    • @user-cb8hs4di7v
      @user-cb8hs4di7v Před měsícem +3

      ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ

    • @dbrothertourist2452
      @dbrothertourist2452 Před měsícem +3

      Aeita kou jagare hato houchhi.. jaga na ta kn bhai

    • @user-uh9se6gs6b
      @user-uh9se6gs6b Před měsícem +1

      Bhai Eita Kouthika Hato ki?

    • @KarunakarMarndi-hc3jc
      @KarunakarMarndi-hc3jc Před 28 dny

      Mari ki Chhutu Kari diyo taku

  • @pratappatra8489
    @pratappatra8489 Před měsícem

    Jay jagannatha 🙏🙏🙏🙏

  • @ShivaramBehera-wo8ft
    @ShivaramBehera-wo8ft Před měsícem +3

    God bless you my dear brother 💞

    • @CharigarhVlogs1614
      @CharigarhVlogs1614  Před měsícem +1

      🙏🙏🙏🙏🙏🙏🙏🙏🙏🙏🙏🙏🙏

    • @ranjitrajofficial7034
      @ranjitrajofficial7034 Před 13 dny

      ​@@CharigarhVlogs1614କ୍ଷମା ମାଗିବୁ ତୋ ଭଲ କଥା ନ ହେଲେ ନାମ ନବୁ ରେ ପୁଅ

  • @anantamurmu453
    @anantamurmu453 Před 14 dny +1

    Adibasi jetiki sorolo...setiki khatarnaak...

    • @ranjitrajofficial7034
      @ranjitrajofficial7034 Před 13 dny

      ସତ କଣ ସେଇଟା ଆଗ ଜାଣିବାକୁ ଚେଷ୍ଟା କର ତା ପରେ ମତ ଦେଲେ ଭଲ ହୁଅନ୍ତା.... ଅଯଥାରେ ମିଥ୍ୟା କଥାରେ ଡେଇଁଲେ କିଛି ହବନି..... ଧନ୍ୟବାଦ୍

  • @user-dz9wb2dp9h
    @user-dz9wb2dp9h Před 19 dny

    Love from Keonjhar❤❤❤

  • @SucessloveCreation
    @SucessloveCreation Před 19 dny

    Charigarh vlogs ତୁ ଆଓ ଥରେ ଏ ହାଟକୁ ଆସେ , ତ ଅବସ୍ଥା ସାଙ୍ଘାତିକ ହେବ, ମିଛ ଟାରେ ଆମ ହାଟ ନାଁ ରେ ବଦନାମ କରୁଛୁ,

  • @bibegal
    @bibegal Před měsícem

    VERY nice

  • @damodarhembram9243
    @damodarhembram9243 Před měsícem +1

    ଗରିବ ଲୋକମାନଙ୍କ ମଜାକ ଉଡାଉ ଛ 😅

  • @pks4343
    @pks4343 Před 15 dny

    କଳିଙ୍ଗନଗର ଡ଼ୁବୁରି ହାଟରେ ଭିଡ଼ିଓ କର ଆସିକି. ପ୍ରତି ଗୁରୁବାର ଦିନ ହାଟ ହୁଏ

  • @IKrishnaKamara
    @IKrishnaKamara Před měsícem +3

    Love From Keonjhar Swampatna Sir ❤🎉

  • @user-jp2zk5hc1m
    @user-jp2zk5hc1m Před měsícem +3

    Good evening sir ❤

    • @CharigarhVlogs1614
      @CharigarhVlogs1614  Před měsícem +1

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @Naranmarndi46
    @Naranmarndi46 Před měsícem +1

    ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ

  • @padminibankara8222
    @padminibankara8222 Před 6 hodinami

    Mu jaichi re bhai

  • @pareshhansda2934
    @pareshhansda2934 Před dnem

    ଆପଣ ଲବ ହାଂସଦା ଅପେକ୍ଷା ବହୁତ ଭଲ ଭିଡିଓ କରୁଛନ୍ତି ଆପଣ ଗାଁ ର ସମସ୍ୟା ଦେଖେଇବା ସହ ତାଙ୍କର ଚଳନି ଦେଖୁଛନ୍ତି ଯାହା ସରକାର ଙ୍କ ପାଖରେ ପହଞ୍ଚିବ ସେଥି ପାଇଁ ଆପଣଙ୍କ ଭିଡିଓ ସବୁ ମୋତେ ଭଲ ଲାଗେ

  • @user-vd5nc1dp5g
    @user-vd5nc1dp5g Před měsícem +5

    Kain Gaon Bajar Dada

  • @TaniTanveerTribal
    @TaniTanveerTribal Před měsícem +2

    Love from Thakurmunda, Mayurbhanj ❤

  • @danceswuani2kmg696
    @danceswuani2kmg696 Před měsícem +3

    Ete michha kn pain' kahucha

  • @kalicharannaik7270
    @kalicharannaik7270 Před měsícem +2

    Good

    • @CharigarhVlogs1614
      @CharigarhVlogs1614  Před měsícem

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏

    • @ranjitrajofficial7034
      @ranjitrajofficial7034 Před 13 dny

      ​@@CharigarhVlogs1614ତୋ ମା ଵିଆ କୁ share କରିବେ

  • @Dev.vlogs-5989
    @Dev.vlogs-5989 Před měsícem +2

    Total bhida nahi kanhi michha kahuchha

  • @RM-xh3js
    @RM-xh3js Před 27 dny

    ମିଛ

  • @mangalentertainment6898
    @mangalentertainment6898 Před 24 dny +1

    Thomel ରେ ଠିକ ସେ ଲେଖ ନହେଲେ ମାଡ ଖାଇବୁ,ଏମିତି ମୂର୍ଖ vlog ର ପାଇଁ ଆମ ଆଦିବାସୀ ସମାଜକୁ ବର୍ବାଦ କରୁଛନ୍ତି।

  • @samirranjan6076
    @samirranjan6076 Před měsícem +1

    Michha kahuchha bhai mu tata mines re 16 years rahilani se hata ku sabu Saturday jauchhu emiti kebe sunini ,ethhi kola kholi deha bepara heuchhi jahibata thik heuni kie kahila semananka bite record kari dekhantu nachet kouthhi heuchhi video karantu kahathhu suniki gote aria name badanam karantuni plz mind karibeni emiti kahiba bhala helani

  • @KulamaniBhuyan-xj8vi
    @KulamaniBhuyan-xj8vi Před měsícem +3

    Nice looking beautiful video

    • @CharigarhVlogs1614
      @CharigarhVlogs1614  Před měsícem +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

    • @ranjitrajofficial7034
      @ranjitrajofficial7034 Před 13 dny

      ​@@CharigarhVlogs1614ତୋ ଘରକୁ ଯାଇକି ଗେହିବେ କହୁନୁ

  • @laxmankilaka5836
    @laxmankilaka5836 Před měsícem +1

    Moza lagila hato dehki❤❤❤

  • @sonukhansonukhan8387
    @sonukhansonukhan8387 Před měsícem +1

    Welcome. Tata manies. Hats ra. Maga. Khub. Sunder. Swagat. Bhai

  • @naturalforestfood1221
    @naturalforestfood1221 Před 25 dny

    ଭାଇ ମାନେ ଏହାକୁ ଯେଉଁଠି ଦେଖିବ ସେଇଠି ମାଡ଼ ମାରିବ .....

  • @krushnachandramunda2130
    @krushnachandramunda2130 Před měsícem +1

    Bhai re deha bepar kahuti hauchi ame ta janinu hata side ama ghara

  • @kapilendramohanta9767

    ସେ ଚଣ୍ଡାଲ vlogging ଉପରେ ଯେଉଁ headline ଟା ଦେଇଚ୍ଛ ତାକୁ deleat କରିବାକୁ ଅନୁରୋଧ ନହେଲେ କାହା ହବୁଡ଼ିରେ ପିଠି ସେକା ଖାଇ ଯିବ ହାତ ସହିତ ଏରିଆର ବଦନାମ କରୁଛି

  • @ssahu5635
    @ssahu5635 Před měsícem +1

  • @Pandit-booking-odisha
    @Pandit-booking-odisha Před měsícem +1

    Thank you

  • @barshamarndi7562
    @barshamarndi7562 Před měsícem +2

    Jaha jana paduchhi tame v badhe jaithila.....

  • @villagersproud3221
    @villagersproud3221 Před měsícem +1

    Bhai kanjipani hata bazar dekhaile bhala huanta

  • @beherapurnachandra1387
    @beherapurnachandra1387 Před měsícem

    Thank you bro

  • @user-pd2oo9lu5f
    @user-pd2oo9lu5f Před měsícem +1

    Nua nua jaga hata dekeila dhanyabad

  • @rahul_lyrics_k155
    @rahul_lyrics_k155 Před 12 dny +7

    ବାଳ ଟିକେ ଭିୟୁ ପାଇଁ ତମେ ହାଟ ଟାକୁ ଦେହ ବ୍ୟବସାୟରେ ପରିଣତ କରିଦେଲ😡😡😡😡😡

  • @sarojiniparida777
    @sarojiniparida777 Před měsícem +2

    Jay jagannath sir mulika ki prakara jinisa o kou kamare lage

  • @dhaneswarbarik-dx4ol
    @dhaneswarbarik-dx4ol Před měsícem +1

    ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...

  • @manojstudio566
    @manojstudio566 Před 26 dny

    ଭାଇ ହାଟକୁ ବୁଲି ବାକୁ ଯାଉଛ କିଛି ଲୋକଙ୍କୁ ବିସ୍କୁଟ ଗୋଟେ ପାଣି ବୋତଲ ଦିଅନ୍ତୁ ବହୁତ ଭଲ ହେବ please ❤❤❤😂

  • @baghasingh2777
    @baghasingh2777 Před 26 dny

    ଆରେ ଭାଇ ଭୁଲ କଥା କହୁଛ.

  • @ChittaranjanSankhua-oy9ke
    @ChittaranjanSankhua-oy9ke Před měsícem +2

    ହାଟ କେଉଁ ଜାଗାରେ

  • @subratapanigrahi3628
    @subratapanigrahi3628 Před 8 dny

    ଶଳା ଆଦିବାସୀ ଦେହ ବେପାର କେବେ ଠୁ କଲାଣି ରେ MG, ଆଦିବାସୀ ଖଟି ଖାଇବା ପସନ୍ଦ କରେ, ତାର ଦେହ ବେପାର କରିବାରେ କୌଣସି ଆବଶ୍ୟକତା ନାହିଁ

  • @hrhansdah3233
    @hrhansdah3233 Před 26 dny +1

    ମାଡ ଖାଇବୁ ଏମିତି କିଛି ହୁଏନାହିଁ

  • @user-nz8tg9jf9b
    @user-nz8tg9jf9b Před měsícem

    Jay Shree Ram 🧘🏻📖🙏

  • @adarsabehera356
    @adarsabehera356 Před 28 dny

    👍👍👍

  • @santoshbehera507
    @santoshbehera507 Před měsícem

    Mu July 12 re Telkoi jibi tk dekha kariba ok❤❤

  • @tuducreations5764
    @tuducreations5764 Před 26 dny +2

    Views ପାଇଁ thumbnail ରେ ଦେହ ବ୍ୟବସାୟ ଲେଖିଛୁ,, Monther ଚୁଦ୍,, ସେ ଗାଁ, ସେ ହାଟ ବିଷୟ ରେ ତୁ ଜାଣିଛୁ,, ଶୋଳା ବଦନାମ୍ କରୁଛୁ,,

  • @R.D.X.1000
    @R.D.X.1000 Před 6 dny

    Ame jaichhu amiti kichhi naii a sola ku ta pent khuli pitiba katha

  • @user-wi6kw7kz6y
    @user-wi6kw7kz6y Před 28 dny +1

    Deha bya basi manankara videos bana a

  • @sunil2du....1996
    @sunil2du....1996 Před měsícem

    Bhai kaubara hata hua

  • @ninlmahi
    @ninlmahi Před 8 dny

    Bhai rating badheiba payin e hata ku badnam kara nahin... Mu se jagara local.. emiti kichi kama hueni ethi.. bhala dasha achi kyama prathana kare... Nacheth picha nali Kari Baku time lagiba nahi....

  • @kishorpradhan2019
    @kishorpradhan2019 Před měsícem +1

    ହାଟ କୋଉ ଜାଗା ତାନାକନ

  • @BikerDharam
    @BikerDharam Před 19 dny

    Views ,watch time' ପାଇଁ ଏସବୁ thumbnail ରେ ଲେଖିବା ଭୁଲ

  • @Basanta962
    @Basanta962 Před měsícem +1

    Lemboo 10 tankare 6ta hele market re 10 tankare 2ta

  • @shibahembram8474
    @shibahembram8474 Před 21 dnem

    ଭାଇ nagada ରେ ହାଟ ହଉଛି ଭଲ vlog କରୀକି ଯିବ।

  • @ssshakti4763
    @ssshakti4763 Před 26 dny

    ବଦମାସ vlogger view ପାଇଁ thumbnail

  • @meghraykisku6532
    @meghraykisku6532 Před 22 dny

    A ma giha bala bloger..

  • @munabiswal8695
    @munabiswal8695 Před 27 dny

    Deha bepara name dekhi CZcams dekhili kouthi milila nahin

  • @bikashjena5727
    @bikashjena5727 Před 2 dny

    କିଛି ମାଡୁଆ ପ୍ରକୃତି ର ଲୋକ ଅଛନ୍ତି ଏ ଲୋକ ବି ସେୟା । କିଛି ଜାଣିନି କୁକୁଡ଼ା ଲଢେଇ କରୁଥିବା ବେଳେ ଦେହ ବ୍ୟବସାୟ କହିଲେଣି

  • @smunurock6966
    @smunurock6966 Před 22 dny

    View pain thumbnail lekhicho naa kn amiti

  • @singblack-fs8tt
    @singblack-fs8tt Před měsícem +2

    Adibasi manoku badonam koruchu bapogiha

  • @RajaBanara
    @RajaBanara Před 25 dny

    u tubar apan bhahanti nahi deha bepara apna nija dekichant tata mainish chanki thahel tik?

  • @ajaytravelmocar9713
    @ajaytravelmocar9713 Před 8 dny

    ଆଉ ଟିକେ zoom କରିଲେ bhaut ଭଲ ହୁଅନ୍ତା

  • @musicxyz9406
    @musicxyz9406 Před měsícem +2

    Bhai jajpur ra duburi hato ki hato name tk kuho bhai

    • @CharigarhVlogs1614
      @CharigarhVlogs1614  Před měsícem

      🙏🙏🙏🙏🙏🙏 ଆଜ୍ଞା କହିଛି and share this video and subscribe this channel 🙏🙏🙏🙏🙏🙏