ଏ ଗାଁ କୁ ଯିଏ ବି ଆସେ ତାକୁ ମାରିଦିୟାଯାଏ || DANGEROUS ISLAND IN UGANDA

Sdílet
Vložit
  • čas přidán 27. 08. 2024
  • ଏ ଗାଁ କୁ ଯିଏ ବି ଆସେ ତାକୁ ମାରିଦିୟାଯାଏ || DANGEROUS ISLAND IN UGANDA #mutraveller L

Komentáře • 1,4K

  • @itssangramvlogs952
    @itssangramvlogs952 Před 5 měsíci +310

    ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତାତ୍ସମେଇ ଶ୍ରୀ ଗୁରବେ ନମଃ.🙏🏻 ହୃଦୟରୁ ଗୁରୁ ଙ୍କ ପାଇଁ ୧ ଲାଇକି କରନ୍ତୁ.❤

    • @debd7630
      @debd7630 Před 5 měsíci +1

      Like pain vika magiba band karantu ...ethi vlog delhantu labo vai ra

    • @itssangramvlogs952
      @itssangramvlogs952 Před 5 měsíci

      @@debd7630 ଆମେ ଦେଖୁଚୁ ଆଉ Share ମଧ୍ୟ କରୁଛୁ. ଆପଣ ଆପଣଙ୍କ କାମ କରନ୍ତୁ.

    • @HariharHansdah-o2l
      @HariharHansdah-o2l Před 22 dny

      Adi Adi sarhaw Dada

  • @user-premanada
    @user-premanada Před 5 měsíci +37

    ଲବ ଭାଇ ବହୁତ ପରିଶ୍ରମ କରୁଛ ଭଗବାନ ତୁମକୁ ସବୁବେଳେ ସୁଖରେ ରଖନ୍ତୁ ଜୟ ଜଗନ୍ନାଥ

  • @binodkumar-px7ld
    @binodkumar-px7ld Před 5 měsíci +72

    ଅନାଥାଶ୍ରମ ପିଲା ସବୁ ଜଗନ୍ନାଥଙ୍କ କୃପାରୁ ଭଲରେ ରୁହନ୍ତୁ

  • @TOFHANGMRYT
    @TOFHANGMRYT Před 5 měsíci +25

    କେନ୍ଦ୍ରାପଡ଼ା ରୁ କିଏ କିଏ ଦେଖୁଛ ଲାଇକ କର ❤❤

  • @RG_comedy688
    @RG_comedy688 Před 5 měsíci +435

    ଜଗନ୍ନାଥ ମହାପ୍ରଭୁ କୁ ଯିଏ ଭଲ ପାଉଚ like କର 🙏🙏

  • @BuluToday
    @BuluToday Před 5 měsíci +134

    ଲବ ଭାଇଙ୍କୁ ଯେଉଁ ଭାଇ ମାନେ ହୃଦୟ ରୁ ଭଲପାଅ ଲାଇକ କର ♥️♥️♥️♥️♥️

    • @Jajpur.toka.2891
      @Jajpur.toka.2891 Před 5 měsíci +1

      Lab bhai ku jou mane bhala pauchnti tate gandi maribe magia chora khali like kara to ma ghaita magia

    • @BinasMajhi
      @BinasMajhi Před 5 měsíci

      Taku vl paile kana miliba ki re

  • @kumarcreation1791
    @kumarcreation1791 Před 5 měsíci +5

    ବହୁତ ସୁନ୍ଦର ଭିଡିଓ

  • @sunilcreation02
    @sunilcreation02 Před 5 měsíci +10

    ଗୁରୁ ହିଁ ପରମ ଈଶ୍ବର 🙏🙏

  • @MMSTAR143
    @MMSTAR143 Před 5 měsíci +349

    700k complete ଖୁସିରେ
    ଲବ ଭାଈଙ୍କ ପାଇଁ ଗୋଟିଏ ଲାଇକ ହେଉ । ❤❤❤🎉🎉🎉

  • @ratanlalpurty3569
    @ratanlalpurty3569 Před 5 měsíci +37

    ମନପୁରା ଭରି ଗଲା, ବହୁତ ସୁନ୍ଦର ଜାଗା, God Blesse You Brother ❤️🌹❤️🌹❤️🌹

  • @pravanjandash3991
    @pravanjandash3991 Před 5 měsíci +8

    ଏ ଦୁନିଆର ସବୁ ଜାଗା ସୁନ୍ଦର କିନ୍ତୁ ସବୁଠୁ ସୁନ୍ଦର ନିରୀହ ଶିଶୁ ମୁହଁର ହସ। ❤️, ଖୁବ୍ ସୁନ୍ଦର

  • @sonust3902
    @sonust3902 Před 5 měsíci +164

    ଆମ ପୃଥିବୀରେ ଯେତେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଅଛନ୍ତି ତାଙ୍କ ପାଇଁ Like କରନ୍ତୁ । ଜୟ ଜଗନ୍ନାଥ❤❤❤

    • @AamaGaonAamaMati
      @AamaGaonAamaMati Před 5 měsíci +1

      ଜୟ ଜଗନ୍ନାଥ 🙏🙏🙏

    • @Jajpur.toka.2891
      @Jajpur.toka.2891 Před 5 měsíci +3

      Tame sabu gote gote banda mundi khali like kara tamaku pela kara na

  • @Mu-Raghunath
    @Mu-Raghunath Před 5 měsíci +25

    ଲଭ ❤ ମୟୂରଭଞ୍ଜ

  • @samirmajhi6433
    @samirmajhi6433 Před 5 měsíci +183

    ବାଲେଶ୍ୱର ରୁ କିଏ କିଏ ଦେଖୁଛ ଗୋଟେ ଲାଇକ କରନ୍ତୁ

    • @Comedy_boy_maheswar
      @Comedy_boy_maheswar Před 5 měsíci

      Subscribe karlo

    • @sms2sumanta
      @sms2sumanta Před 5 měsíci +2

      Mu Achi

    • @notzgaming6297
      @notzgaming6297 Před 5 měsíci

      Tamara to bala kichhi kama nahi

    • @user-yr2mp8fv9m
      @user-yr2mp8fv9m Před 5 měsíci

      Baleswar baharu kehi like karibeni naa kana... don't personal bhai jadi tuma comments padhibe al ready taku un subscribe karidebe so being humanity...

    • @Jajpur.toka.2891
      @Jajpur.toka.2891 Před 5 měsíci

      Bhai sata katha tame gote magiha tamara kichi kama nahin balesor ru like kara tate geibe balesor re magia

  • @JesusLoveyou
    @JesusLoveyou Před 5 měsíci +12

    ସତରେ ଲବଭାଇ ଦୁନିଆଅଁର କୌଣସି ଗାଁରୁ ବି ତମେ ବଞ୍ଚିକି ସବୁଦେଶର ଲୋକମାନଙ୍କ ଜୀବନ, ହୃଦୟ ଜିତିକି ପୁଣି ଆମ ଓଡିଶାର ମାଟିକୁ ଫେରିଆସିବ। ଏ ବିଶ୍ବାସ ମୋର ଈଶ୍ବରଙ୍କ ଉପରେ ଅଛି। God bless you Laba Bhai 🙏🏻

  • @simple.boy..akshaya8290
    @simple.boy..akshaya8290 Před 5 měsíci +56

    ଗୁରୁଙ୍କୁ ନ ମଣିବ ନର,
    ଗୁରୁ ହିଁ ସାକ୍ଷାତ ଈଶ୍ୱର ।
    🙏🙏🙏

  • @Ramachadra3639
    @Ramachadra3639 Před 5 měsíci +29

    ବହୁତ ସୁନ୍ଦର ଜାଗା Drone shot ବହୁତ ଭଲ ଲାଗିଲା

  • @shivaprasadjena8656
    @shivaprasadjena8656 Před 5 měsíci +5

    Nava hansda welcome to you discovery uganda

  • @sureshmajhi4280
    @sureshmajhi4280 Před 5 měsíci +15

    ବହୁତ ଭଲ ଲାଗିଲା ବହୁତ ସୁନ୍ଦର ଦୃଶ୍ୟ ସ୍କୁଲ ପିଲାଙ୍କ ସହିତ ଡାନ୍ସ କରିଥିବା ରୁ ବହୁତ ଖୁସି 🙏🎉❤️

  • @dusmantanayak8304
    @dusmantanayak8304 Před 5 měsíci +10

    ଭାଇ ବହୁତ ସାରା ଭଲ ପାଇବା ବାଲେଶ୍ଵର , ନିଳଗିରି, ପଂଚଲିଂଗେଶ୍ୱର, ସନ୍ତରାଗଡ଼ିଆ, ଶିକିଡିଆ ରୁ ଦୁଷ୍ମନ୍ତ ନାୟକ ❤🥰😍

  • @pewds6164
    @pewds6164 Před 5 měsíci +11

    Wow. Bahut sundar heichi vedio. First to last .bahut sundar.
    Hanuman bless you.

  • @BuluToday
    @BuluToday Před 5 měsíci +77

    ଗୁରୁ ଜନ ମାନଙ୍କୁ କେତେ ଜଣ ଭଲପାଅ ♥️♥️♥️♥️ଲାଇକ କରନ୍ତୁ

    • @Jajpur.toka.2891
      @Jajpur.toka.2891 Před 5 měsíci

      Magia kichi kama dhanda nahin khali askki like kar tate geibe sabu loka magia bedha chua

  • @phinyalatabhuyan789
    @phinyalatabhuyan789 Před 5 měsíci +7

    ବହୁତ ବହୁତ ଧନ୍ୟବାଦ ଲବ ଭାଇ ଆପଣଙ୍କ ଦ୍ବାରା ଆମେ ବହୁତ କିଛି ଦେଖିପାରୁଛୁ, ଆଉ ସ୍କୁଲ ପିଲାଙ୍କ ପ୍ରେମ ଖୁସି ମୁ ମଧ୍ଯ ଆନନ୍ଦ କରିଛି, ଆଉ Hans ଭାଇଙ୍କ ପ୍ରେମ ବହୁତ ଭଲ ଲାଗେ, ଏପରି lord ତୋମ ଉପରେ ଆଶୀର୍ବାଦ କରନ୍ତୁ , ଧନ୍ୟବାଦ ❤❤❤

  • @mr..gobindagb3327
    @mr..gobindagb3327 Před 5 měsíci +9

    ସମସ୍ତ ଗୁରୁ ଗୁରୁମା ମୋର 🙏🙏🙏🙏🙏❤️❤️❤️❤️❤️

  • @mstatuscreation784
    @mstatuscreation784 Před 5 měsíci +14

    Hans bro is very peaceful person great bro ❤❤

  • @litukumar6867
    @litukumar6867 Před 5 měsíci +15

    ଭାଇ ବହୁତ ସୁନ୍ଦର ଜାଗା ବୁଲୁଚ

  • @KarBibeka10
    @KarBibeka10 Před 5 měsíci +14

    1:13 Excellent video. Thanks.
    Good teacher teaches,
    Better teacher explains,
    Best teacher demonstrates,
    Great teacher inspires.

  • @Cks_official_199
    @Cks_official_199 Před 5 měsíci +8

    ବହୁତ ଭାଲ ହଇଛି veiw

  • @NOMADNAYAK02
    @NOMADNAYAK02 Před 5 měsíci +14

    LOVE FROM MAYURBHANJ THAKURMUNDA ❤❤❤❤❤❤

  • @user-mf2bd8vb6o
    @user-mf2bd8vb6o Před 5 měsíci +146

    ମୟୂରଭଞ୍ଜ ରୁ କିଏ କିଏ ଦେଖୁଛ dil❤❤❤❤ se ଲାଇକ୍ କର❤❤❤

  • @narayanraha4267
    @narayanraha4267 Před 5 měsíci +10

    ଧନ୍ୟବାଦ୍ ଭାଇ, ବହୁତ୍ ସୁନ୍ଦର୍ ହୋଇଛି ଭିକ୍ଟୋରିଆ lake ଏବଂ ସ୍କୁଲ କିନ୍ତୁ ପିଲା ମାନଙ୍କୁ ଖାଇବା ପାଇଁ ଭଲ ଖାଦ୍ୟ ଦେଲେ ସେମାନଙ୍କୁ ବହୁତ୍ ଭଲ ହୁଅନ୍ତା.

  • @santali417
    @santali417 Před 5 měsíci +8

    ମୟୁରଭଞ୍ ରୁ କିଏ କିଏ ଦେଖୁଛ ଲବଭାଇପାଇଁ ଗଟେ👍ହୋଉ ସମସ୍ତଙ୍କର ମଙ୍ଗଳ କାମନା କରୁଛୁ ଜହାର୍🙏

  • @kumarcreation1791
    @kumarcreation1791 Před 5 měsíci +7

    କଟକରୁ କେଉଁ ଭାଇଭଉଣୀ ମାନେ ଲବ ଭାଇଙ୍କ ଭିଡିଓ ଦେଖୁଛ ଲାଇକ୍ 👍 କର

  • @dalabandhumajhi7721
    @dalabandhumajhi7721 Před 5 měsíci +53

    ଛୋଟ ମୁଁ ଅରେ ବଡ଼ କଥା ବୟସ ରେ ମୁଁ ତମର ଟୁ ବଡ଼ ବଳିଉପଦେଶ ଦେଲି ଆଗକୁ ଏମିତି ସୁନ୍ଦର ସୁନ୍ଦର ବ୍ଲଗ୍ ବନାନ୍ତୁ ଫ୍ରମ୍ କୋରାପୁଟ

  • @baburajnahakbaburajnahak8425
    @baburajnahakbaburajnahak8425 Před 5 měsíci +6

    ଅତି ସୁନ୍ଦର ପ୍ରାକୃତିକ ପରିବେଶରେ ଭରା

  • @Sahu362
    @Sahu362 Před 5 měsíci +7

    ନବ ଭାଇ ଛୁଆଁ ମାନଙ୍କୁ ପଢ଼ାଇ ବାକୁ କହିଛନ୍ତି ଯେଉଁମାନେ ପଢୁଛନ୍ତି ସେମାନେ ଗୋଟିଏ ଲାଇକି କରନ୍ତି ❤😂

  • @rajabagha6523
    @rajabagha6523 Před 5 měsíci +18

    ବହୁତ୍ ଭଲ ଭିଡିଓ ଟା ଏମିତି ପ୍ରତି ଦିନ ଭିଡିଓ ଆସୁ❤❤ ଓଡ଼ିଶା ର ଗୌରବ

  • @biswajitmallick6048
    @biswajitmallick6048 Před 5 měsíci +396

    କନ୍ଧମାଳ ରୁ କିଏ କିଏ ଦିଖୁଛ

  • @durgeshpatra4498
    @durgeshpatra4498 Před 4 měsíci

    ବହୁତ ବଢିଆ ଲାଗିଲା ବହୁତ ସୁନ୍ଦର ଯାଗା ବହୁତ ଭଲ ମଣିଷ ଆଫ୍ରିକାରେ ଅଛନ୍ତି ସବୁଠୁ ବହୁତ ଧନ୍ୟବାଦ ତୁମକୁ ସେଠାରେ ରହି ତାଙ୍କ ମନନେଇଚଳୁଛ

  • @user-sz8vw7jd4p
    @user-sz8vw7jd4p Před 5 měsíci +2

    Laba bhai Jay shree Ram (very beautiful video) angul

  • @chandramanimahanta8332
    @chandramanimahanta8332 Před 5 měsíci +3

    ଗୁରୁ ଙ୍କ ସ୍ଥାନ ସବୁବେଳେ ଉଚ୍ଚରେ
    ସେ ଗୁରୁ ଙ୍କୁ ଧନ୍ୟବାଦ ଏତେ ବଡ ଅନାଥାଶ୍ରମ କରି ସିଖ୍ୟଦାନ କରୁଥିବାରୁ
    ଜୟ ଜଗନ୍ନାଥ

  • @Barun14362
    @Barun14362 Před 5 měsíci +51

    ଗଞ୍ଜାମ ରୁ କିଏ ଦେଖୁଛନ୍ତି ❤ like କର

  • @subhashree584
    @subhashree584 Před 5 měsíci +4

    Hans bhai super 👌

  • @Ranjitmalik11
    @Ranjitmalik11 Před 5 měsíci +23

    ଗଞ୍ଜାମ ରୁ କିଏ କିଏ ଦେଖୁଛ like kara bhai ku

  • @laxmipriyabehera2194
    @laxmipriyabehera2194 Před 5 měsíci +5

    ଲବ ଭାଇ ପ୍ରତି ଓଡ଼ିଆ ଭାଷା ପାଇଁ ତୁମେ ଆମ ପାଇଁ ଗର୍ବ କରିବା ର କଥା ❤❤❤❤❤❤❤ପୁରୀର ଲକ୍ଷୀୁ ଭାଇ ତୁମକୁ ଭଗବାନ ଭଲରେ ଚଲା ବାଟ କୁସୁମିତ କରନ୍ତୁ❤

  • @pradeepkumarsnath5516
    @pradeepkumarsnath5516 Před 5 měsíci +7

    Salute to you Sir

  • @YOBOY08
    @YOBOY08 Před 5 měsíci +15

    ପୁରୀ ରୁ କିଏ କିଏ ଲବ ଭାଇ ଙ୍କ ଭିଡ଼ିଓ ଦେଖୁଛନ୍ତି like କର ❤️

  • @GOPINATHMALLICK-zr2wc
    @GOPINATHMALLICK-zr2wc Před 5 měsíci +6

    ଭାଇ ବହୁତବହୁତ ଭଲଲାଗୁଚି ତ ଆଗକୁ ବଢିଚାଲ ଜୟ ଜଗନ୍ନାଥ

  • @sibakumarmahapatra1707
    @sibakumarmahapatra1707 Před 5 měsíci +26

    ଲବ ଭାଇ ଶୁଭ ସକାଳ ଆମେ ଯେଉଁ ଜାଗା ଦେଖିନାହଁୁଁ ତୁମେ ଦେଖାଉଛ, ଆଗକୁ ବହୁତ ଭଲ ଲାଗୁଛି ଧନ୍ୟବାଦ,

  • @LitanShortsVideo
    @LitanShortsVideo Před 5 měsíci +8

    Morning re mind fresh heigala a video dekhiki ❤❤❤

  • @rameshbesra2594
    @rameshbesra2594 Před 5 měsíci +5

    JOHAR 🌹🌹🌹Hansa is very.. good person... thanks from jharkhand.

  • @Sanjibasamal4449
    @Sanjibasamal4449 Před 5 měsíci +1

    Beautiful place Mind blowing video love you Bhai take care God bless you

  • @sankarshanpalei8264
    @sankarshanpalei8264 Před 5 měsíci +7

    Spending time with children actually really good ,bro keep it

  • @namita702
    @namita702 Před 5 měsíci +6

    Thank you bhai emiti video dekhau thibaru❤❤❤❤🎉🎉🎉🎉

  • @Krushna38129
    @Krushna38129 Před 5 měsíci +2

    Brehampur ru kie kie dekhucha ama loba bhai ra video ku like kara

  • @dasarathimohapatra618
    @dasarathimohapatra618 Před 5 měsíci +2

    ବହୁତ ସୁନ୍ଦର ଲାଗିଲା ଭିଡିଓ ଟି, ପିଲାମାନେ ବହୁତ ସରଳ ସୁନ୍ଦର ଲାଗିଲା, ଗୁରୁ ମାନେ ପିଲାମାନଙ୍କୁ ଭଲ ଶିକ୍ଷା ଦେଇଛନ୍ତି, ଗୁରୁ ହଁ ଇଶ୍ଵର,ଜୟ ଜଗନ୍ନାଥ,

  • @LitanShortsVideo
    @LitanShortsVideo Před 5 měsíci +8

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @gaurangacharanasahu6033
    @gaurangacharanasahu6033 Před 5 měsíci +6

    Jay jaganatha Jay odisha super hero 😎💯 Bhai

  • @jchoudhury274
    @jchoudhury274 Před 5 měsíci

    ବହୁତ୍ ବଢିଆ ଭିଡିଓ ଜୟ ଜଗନ୍ନାଥ

  • @Suryasms440
    @Suryasms440 Před 5 měsíci +3

    Hans is very good friend....he is so fabulous to everyone

  • @ranjanjena1378
    @ranjanjena1378 Před 5 měsíci +7

    Proud to be a teacher..... Thank you so much lab Bhai.... ❤❤❤

  • @laxmipriya7230
    @laxmipriya7230 Před 5 měsíci +21

    ଶୁଭ ସକାଳ ❤️ଜୟ ଜଗନ୍ନାଥ 🙏 ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି 😍 ହେଲେ ଭାଇ ଭିଡ଼ିଓ ବନେଇବା ପାଇଁ ଏତେ ଡେଂଜର ଜାଗାକୁ ଯିବା ଦରକାର ନାହିଁ 🙏

  • @lilyjena3703
    @lilyjena3703 Před 5 měsíci +1

    Satare bhai dekhile mind fresh heijauchi

  • @rameshnaik7185
    @rameshnaik7185 Před 5 měsíci +1

    Bhai bahut enjoy karuthibe

  • @manasranjansahoo3445
    @manasranjansahoo3445 Před 5 měsíci +5

    Jay jagarnath bro. Very nice and interesting video

  • @nehatudu8621
    @nehatudu8621 Před 5 měsíci +3

    Bahut vala lagila vedio ta..

  • @user-yj8ht6jn7m
    @user-yj8ht6jn7m Před 5 měsíci +2

    ଲଭ ଭାଈ ଜଉ ଜାଗାରେ ଯାହିଚି ଭଲ ରେ ରହୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଜୟ ଜଗନ୍ନାଥ 🤗🤗

  • @bdillipk
    @bdillipk Před 5 měsíci +1

    ବହୁତ ସୁନ୍ଦର ଯାଗା। ମନ ଖୁସି ହୋଇଯାଈଛି

  • @chittaranjankanhar7991
    @chittaranjankanhar7991 Před 5 měsíci +11

    କିଏ କିଏ କନ୍ଧମାଳ district ରୁ ଲବ ଭାଇ ଙ୍କଭିଡ଼ିଓ ଦେଖୁଛ ଗୁଲେ ଲକୁରି ଜେଡା ଜୁହାରି 💚🙏🙏

  • @GayaBehera-zk2jg
    @GayaBehera-zk2jg Před 5 měsíci +6

    One of my favourite laba bhai ❤❤

  • @kalicharanmarndi3369
    @kalicharanmarndi3369 Před 5 měsíci +1

    ବହୁତ ସୁନ୍ଦର ପ୍ରାକୃତିକ ପରିବେଶ ବହୁତ ଭଲ ଲାଗିଲା ଲବ ଦାଦା ଜହାର ଗେ ଉଦଳା ମୟୂରଭଞ୍ଜ ଖନ୍

  • @minakshi8919
    @minakshi8919 Před 5 měsíci

    Bohut sunder vedio best vedio I ever seen ...chua jetehele chua

  • @rameshparhi8084
    @rameshparhi8084 Před 5 měsíci +3

    Satare Bhai bahuta Bhala lagila

  • @jagannathmurmu7666
    @jagannathmurmu7666 Před 5 měsíci +2

    School pilanko khushi dekhi bohuto khushi lagila... dance is amazing ❤❤❤

  • @bibhutipanda8087
    @bibhutipanda8087 Před 20 dny

    Island ପୋଗ୍ରାମ ସ୍କୁଲରେ ଏବଂ ଅନ୍ୟାନ ବହୁତ ଭଲ ଲାଗିଲା 👌👌

  • @taisam70777
    @taisam70777 Před 4 měsíci

    Bouth bodeya Bhai super oti chamatkar ❤❤🎉🎉🎉🎉🎉🎉🎉❤❤❤

  • @scpursantalientertainment
    @scpursantalientertainment Před 5 měsíci +4

    ❤❤❤❤❤ Ati sudor lagila......

  • @LitanShortsVideo
    @LitanShortsVideo Před 5 měsíci +13

    ଭଦ୍ରକ ଜିଲ୍ଲାରୁ କେଉଁ କେଉଁ ମାନେ ଦେଖୁଛ ଲାଇକ୍ କର ଭାଇଙ୍କୁ 👍👍👍

  • @DashaMurmu-vy1rw
    @DashaMurmu-vy1rw Před 5 měsíci +1

    ଏଇ episod ବହୁତ ଅଜାର୍ଶିନୀୟ ହେଇଛି.. Good luck

  • @murmudukhabandhumajhi
    @murmudukhabandhumajhi Před 5 měsíci

    Bahut sunder lagila labs brother

  • @akshayswain1984
    @akshayswain1984 Před 5 měsíci +8

    700k ପୂରଣ ହେବାରୁ 🎉🎉🎉🎉 ଅଭିନନ୍ଦନ

  • @sibaprasadsethy2363
    @sibaprasadsethy2363 Před 5 měsíci +4

    ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର

  • @sunshinemeryrashmi3738
    @sunshinemeryrashmi3738 Před 5 měsíci +1

    Really Bache man ke sache hote hain😘😘😘🤗🤗🤗

  • @prakashkumarsenapati-2603
    @prakashkumarsenapati-2603 Před 5 měsíci

    ଭାଇ ବହୁତ ସୁନ୍ଦର video ମୁ ବହୁତ Enjoy କଲି

  • @rabindramajhi4081
    @rabindramajhi4081 Před 5 měsíci +3

    Love you Bhai,,, ପ୍ରତ୍ୟେକ video ଦେଖିବା ,,, ପାଇଁ ଅଭ୍ୟାସ ହେଇଗଲି,,,ଗୋଟେ ଦିନ ନ ଦେଖିଲେ,,,ଭଲ ଲାଗୁ ନାହିଁ। From Rayagada ❤

  • @B-ow9zf
    @B-ow9zf Před 5 měsíci +27

    ବହୁତ୍ ଭଲ ଲାଗିଲା ଭାଇ ଲବ ଭାଇ ପାଇଁ ଗୋଟେ ଲାଇକ କରନ୍ତୁ ❤❤❤❤

  • @damusingbhatara3894
    @damusingbhatara3894 Před 5 měsíci +1

    Thank you laba bhai tuma pai boli aji kete dunia.dekhuchhi.jibanare.ta.kebe.dekhina thanty......❤❤❤❤❤,🙏🙏🙏🙏🙏🙏👍

  • @khusi9513
    @khusi9513 Před 5 měsíci +1

    Video dekhi Bahut khusi lagila😊🥰 ଲବ ଭାଇ ❤❤

  • @BandalNaik
    @BandalNaik Před 5 měsíci +5

    ଶୁଭ ଶକାଳ ଲବ ଭାଇ ଜୟ ଜଗନ୍ନାଥ

  • @DrillsCr7
    @DrillsCr7 Před 5 měsíci +2

    Bahut bholo lagila video🎉🎉🎉🎉🎉🎉🎉🎉🎉🎉🎉🎉🎉

  • @user-wv2ip4qf7q
    @user-wv2ip4qf7q Před 5 měsíci

    ଧନ୍ୟବାଦ ଲବ ଭାଇ ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ ଥିବାରୁ । ଜଣେ ଶିକ୍ଷକ ହିସାବରେ ଆଜି ବହୁତ ଖୁସି ହେଲି ତୁମର ଏହି ଭିଡିଓ ମୋତେ ସବୁବେଳେ ମନେ ପକେଇ ଦେବ ମୋ କର୍ତ୍ତବ୍ୟ ଓ ଦ୍ବାୟିତ୍ବକୁ ,,,,,, ତମେ ଏମିତି ଆହୁରି ଆଗକୁ ବଢ ,,

  • @user-ql5ud8of1f
    @user-ql5ud8of1f Před 5 měsíci +1

    Ilove my school teacher very nice lobo bhai

  • @pradyumnanayak7278
    @pradyumnanayak7278 Před 5 měsíci +5

    ମିଳିପାରେ ସିନା ରାଜ ସିଂହାସନ
    ନ ମିଳିବ ଆଉ ଛାତ୍ର ଜୀବନ 😊

  • @rajanaik1312
    @rajanaik1312 Před 5 měsíci +4

    Bangriposi ରୁ କିଏ କିଏ ଦେଖୁଛ like kora❤️❤️❤️

  • @deeparanipradhan-sm5os
    @deeparanipradhan-sm5os Před 5 měsíci +1

    Video Bahut bhala heichhi bhai

  • @Tapan789
    @Tapan789 Před 5 měsíci +2

    ଜୟ ମା ତାରିନୀ Kendujhar ru କିଏ କିଏ ଦେଖୁଛ like କର Jay maa tarini

  • @Pankajshortszone963
    @Pankajshortszone963 Před 5 měsíci +55

    କିଏ କିଏ ଠାକୁମୁଣ୍ଡା ରୁ ଦେଖୁଛ ଲୋବ ଭାଇକୁ like👍କରିବ 🙏ଜୟ ଜଗନ୍ନାଥ 🙏🙏

    • @Jajpur.toka.2891
      @Jajpur.toka.2891 Před 5 měsíci

      Jie thakumunda ru dekhuchnti tate gandiaribe tate geibe magiba

  • @balaramnayak9067
    @balaramnayak9067 Před 5 měsíci +2

    ଲବ ଭାଇଙ୍କ ଦ୍ଵାରା ଭଉତ କିଛି ଦେଖିବା ଏବଂ ଶିକିବାକୁ ମିଳୁଛି ଭିଡ଼ିଓ ଋ... ଧନ୍ୟବାଦ ଲବ ଭାଇ ଆଗକୁ ଆଉରୀ ଅନେକ.. କିଛି ଦେଖିବାକୁ ମିଳୁ

  • @abhiramtudu4583
    @abhiramtudu4583 Před 5 měsíci +1

    Very nice LABAHASDA very nice

  • @ipsitakumar1711
    @ipsitakumar1711 Před 5 měsíci +1

    ଆପଣଙ୍କ vidio ଦେଖି ସତରେ ବହୁତ ଖୁସି ଲାଗିଲା। ଆପଣ ଭବିଷ୍ୟତକୁ ନେଇ ଯେଉଁ ବାର୍ତ୍ତା ଆମ viewers ମାନଙ୍କୁ ଦେଲ ତାହା ବହୁତ ଭଲ ଲାଗିଲା। କାରଣ ସବୁ ବାପା ମା ଚାହାନ୍ତି ତାଙ୍କ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହୋଇ ତାଙ୍କ ନା କୁ ଉଜ୍ବଳ କରନ୍ତୁ। ଶେଷରେ କହିବି ଭାଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ସାଥିରେ ରହୁ।