ଝିଅ ଡ୍ରାଇଭର ସାଥୀରେ WILDLIFE SAFARI || ମୁଁ ବହୁତ ପଶୁ ଏବଂ ପକ୍ଷୀ କୁ ଦେଖିଲି

Sdílet
Vložit
  • čas přidán 27. 08. 2024
  • ଝିଅ ଡ୍ରାଇଭର ସାଥୀରେ WILDLIFE SAFARI || ମୁଁ ବହୁତ ପଶୁ ଏବଂ ପକ୍ଷୀ କୁ ଦେଖିଲି
    My email address labahansda97@gmail.com
    #odiacomedy #odiashorts #odiasong #labahansda #travel #odianews #odiavlog #travelvlog

Komentáře • 2,6K

  • @MuTraveller
    @MuTraveller  Před rokem +1187

    ତୁମର ପ୍ରିୟ ପଶୁ ନାମ କ’ଣ? ❤❤

    • @Sached299
      @Sached299 Před rokem +23

      Tiger, ଆଉ ଗଣ୍ଡା 😀

    • @bkn2396
      @bkn2396 Před rokem +17

      Tiger

    • @gajendrasing2095
      @gajendrasing2095 Před rokem +12

      ବାଘ

    • @Sached299
      @Sached299 Před rokem +30

      ଭାଇ କାଲି ଆମକୁ ଭାଲୁ ଗୋଡେଇ ଥିଲା

    • @RaghunathMurmu-fo1sm
      @RaghunathMurmu-fo1sm Před rokem +8

      ପ୍ରିୟ ପଶୁ Zebra 🦓....ଲବ ଭାଇ ....

  • @itssangramvlogs952
    @itssangramvlogs952 Před rokem +1326

    ଇତିହାସ ସୃଷ୍ଟି କରିଦେବା ଚାଲ କେଉଁ ଭାଇ ମାନେ ଚାହାଁନ୍ତି 2023 ସୁଧା ଲବ ଭାଇର 1 Million Subscriber ହେଇଯାଉ ବୋଲି. 👍🏻

    • @iamalone558
      @iamalone558 Před rokem +15

      Abe ba 2023 chalichhi ba 😂

    • @rkncreation5676
      @rkncreation5676 Před rokem +6

      Ok

    • @odiastatus2.058
      @odiastatus2.058 Před rokem +5

      Ok bro ❤

    • @itssangramvlogs952
      @itssangramvlogs952 Před rokem +11

      @@iamalone558 କଣ ଲେଖିଛି ଭଲ ସେ ବୁଝ ଆଗ 👍🏻

    • @iamalone558
      @iamalone558 Před rokem +4

      @@itssangramvlogs952 hn bujhi chhiba tame lekhichha 2023 sudha Abe ta 2023 hi chaluchhi thodina 2022 chaluchhi kn ta bhul kahili aapna nka lekhiba re bhul heichhi 😂

  • @Suren3288
    @Suren3288 Před rokem +2

    ବହୁତ ବଢିଆ ଲାଗିଲା video 📹 ♥️ ❤️ 😍 👌

  • @pintuvillagetour
    @pintuvillagetour Před rokem +18

    ଇତିହାସ ସୃଷ୍ଟି କରିବ ଲବ ଭାଈ ❤❤
    ଓଡ଼ିଶା ଦିନେ ତୁମ ପାଇଁ ଗର୍ବ କରିବ 👍👍👍👍❤️❤️❤️❤️❤️

  • @itssangramvlogs952
    @itssangramvlogs952 Před rokem +105

    ପ୍ରଥମ ଥର ଓଡ଼ିଆ ରେ ସଫାରୀ ବ୍ଲଗ ଦେଖୁଛନ୍ତି ଲବ ଭାଇଙ୍କ ଏତେ ପରିଶ୍ରମ ପାଇଁ ଗୋଟେ Dil ସେ Like 👍🏻 କରିଦିଆନ୍ତୁ ❤️

  • @nirmalnjnirmal
    @nirmalnjnirmal Před rokem +103

    ଜୟ ମା ତାରିଣୀ ସବୁବେଳେ ଏମିତି madichala ଆଗକୁ
    ସବୁବେଳେ ସାଥିରେ ଆମେ ଅଛୁ ଲବ ଭାଇ ❤ LOVE FROM DHENKANAL

  • @bbkt.manas.das.0007
    @bbkt.manas.das.0007 Před rokem +2

    ଅତି ସୁନ୍ଦର ଭାଇ ଓ ତମ Video 📷📷

  • @sisiranaik9741
    @sisiranaik9741 Před rokem +30

    ତମ ପାଇଁ ଆମେ ବିଶ୍ବ ଦର୍ଶନ କରିପାରୁଛୁ ଭାଇ
    ଧନ୍ୟବାଦ ଭାଇ
    ଭଗବାନ ତମକୁ ସବୁବେଳେ ଭଲରେ ରଖନ୍ତୁ 🙏

  • @Healthin2791
    @Healthin2791 Před rokem +412

    ସାହସୀ ବ୍ଲଗର ଭଗବାନ ତମକୁ ଆଶୀର୍ବାଦ କରନ୍ତୁ ଆଗକୁ ଯେତେ ଯାତ୍ରା ଆସୁଛି ସବୁ ସଫଳ ହେଉ 🙏🙏ଜୟ ଜଗନ୍ନାଥ ଜୟ ମା ମଙ୍ଗଳା 🙏🙏

    • @djdipusahoo4780
      @djdipusahoo4780 Před rokem +3

      Jay jagannath 🙏 Jay maa hingula 🙏

    • @trilochananayak2590
      @trilochananayak2590 Před rokem +1

      🙏ଜୟ ଜଗନ୍ନାଥ 🙏
      ଲାବା ଭାଇର ଯାତ୍ରା ସଫଳ ହଉ 🚩

    • @YeshkumarLifestylevlogs
      @YeshkumarLifestylevlogs Před rokem

      czcams.com/video/CERgAne4TgY/video.html

    • @a___r___k___ll8749
      @a___r___k___ll8749 Před rokem

      ​@@djdipusahoo4780❤

    • @XD_GAMER_FF
      @XD_GAMER_FF Před rokem +1

      ଭାଇ ବହୁତ୍ ବହୁତ୍ ସୁନ୍ଦର ଆଗକୁ ମାଡି ଚାଲ 🎉ଜୟ ଜଗନ୍ନାଥ

  • @ChhabilalGond1244
    @ChhabilalGond1244 Před rokem +288

    ଗାଡି ଡ୍ରାଇଭର ବହୁତ ଭଲ ଲାଗିଲା ଆଉ ଆମ କୁ ନୂଆ ନୂଆ ଜିନିଷ ଦେଖାଉଥିବା ରୁ ଅତ୍ୟନ୍ତ ଖୁସି ,ଜୟ ଜଗନ୍ନାଥ

  • @dushasanmandal2092
    @dushasanmandal2092 Před rokem +3

    ସତରେ ଭାଇ ବହୁତ ସୁନ୍ଦର ସଫାରୀ

  • @stylish_star_mithun_7
    @stylish_star_mithun_7 Před rokem +6

    Tq ଭାଇ ଆମ ମାନଙ୍କୁ ଅତେ ଭଲ ଭଲ ଜିନିଷ ଦେଖାଉଚ ଜୟ ଜଗନ୍ନାଥ 🙏ତମକୁ ଭଲ ରେ ରଖିଥ ମୋ ଭାଇକୁ ଓଡ଼ିଆ ପୁଅ ଜୟ ଜଗନ୍ନାଥ ❤

  • @madhusudandash8048
    @madhusudandash8048 Před rokem +173

    ଧନ୍ଯବାଦ ଭାଇ, wild animal ମୋର ଅତି ପ୍ରିୟ,, ତମେ ଏସବୁ ପଶୁ ମାନଙ୍କୁ ଦେଖେଇ ଥିବାରୁ ତମକୁ ବହୁତ୍ ବହୁତ୍ ଧନ୍ଯବାଦ । ଜୟଶ୍ରୀ କ୍ରୀଷ୍ଣା ।

    • @bhagabanbagh651
      @bhagabanbagh651 Před rokem

      ଏତେ କମ୍ ଜଙ୍ଗଲରେ ଵାଘ ରହୁଛନ୍ତି

    • @bhagabanbagh651
      @bhagabanbagh651 Před rokem

      ବୋହୁତ ବୋଡ଼ିଆ ତୋମୋ ପାଇଁ ଅମେ ସବୁ ଦେଖି ପାରୁଛୁ ଧନ୍ୟ ବାଦ ଭାଈ

    • @trilochananayak2590
      @trilochananayak2590 Před rokem

      🙏ଜୟ ଜଗନ୍ନାଥ 🙏

    • @sarojdash2576
      @sarojdash2576 Před rokem +1

      ହରେକୃଷ୍ଣ 🙏

  • @sumanchatar3357
    @sumanchatar3357 Před rokem +190

    Discovery channel ରେ ଦେଖିଥିଲି ପ୍ରଥମ ଥର ପାଇଁ ଓଡ଼ିଆ vlog ରେ ଦେଖିବାର ସୁଯୋଗ ମିଳିଲା |
    ବହୁତ୍ ବହୁତ୍ ଧନ୍ୟବାଦ ଭାଇ ❤❤❤ ମଜା ଆସିଗଲା🕺🕺🕺

  • @JitedraNaik-nh9hl
    @JitedraNaik-nh9hl Před rokem +4

    ଜୟ ଜଗନ୍ନାଥ ଭାଇ ମାଡ଼ି ଚାଲ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Sipunkumar2816
    @Sipunkumar2816 Před rokem +16

    ଆଗକୁ ଯେତେ ଯାତ୍ରା ଆସୁଛି ସଫଳ ହେଉ❤ଜୟ ଜଗନ୍ନାଥ 🙏ଜୟ ମା ହିଙ୍ଗୁଳା ❤❤❤💯

  • @odisha_gaming_2005
    @odisha_gaming_2005 Před rokem +52

    ଲବ ଭାଇର ୨୦୨୩ ଭିତରେ 1milone ହେଉଥାଉ ଆଶା ରଖିଛି ❤❤ support kora ❤❤

  • @my-attitude-my-style143DR

    ଭାଇ ତମ ଜୀବନ କୁ ବାଜି ଲଗେଇ ଆମକୁ ସବୁ ଭିଡିଓ ରେକର୍ଡିଙ୍ଗ କରି ଦେଖାଇ ବାରୁ ଆପଣଙ୍କୁ ଭହୁତ ଭହୁତ ଧନ୍ୟବାଦ 🙏🙏👌👌👍ଜୟ ଜଗନ୍ନାଥ 🚩🙏🙏

  • @premkumarsharma143
    @premkumarsharma143 Před 11 měsíci +7

    ଏହି video ମାନଙ୍କୁ ଦେଖି ବହୁତ ଆନନ୍ଦିତ ଲାଗୁଛି ଭାଇ❤❤❤❤❤ ସବୁ ବେଳେ ଆପଣ ଏମିତି ହିଁ ଖୁସି ଦେଉଥାଅ❤❤❤❤ ଧନ୍ୟବାଦ ❤❤

  • @alokcreation98
    @alokcreation98 Před rokem +22

    ଭାଇ ତମକୁ କଣ କହିବି ମୁ କିଛି ଭାଷା ପାଉନି.... ବାସ୍ ଏତିକି କହୁଛି ଜଗନ୍ନାଥ ପ୍ରଭୁ ତୁମକୁ ଭଲରେ ରଖନ୍ତୁ... ଜୟ ଜଗନ୍ନାଥ 🙏

  • @itssangramvlogs952
    @itssangramvlogs952 Před rokem +120

    ଲବ ଭାଇ ଆମ ମାନଙ୍କ ପାଇଁ ଏତେ କଷ୍ଟ କରିକି ଭିଡ଼ିଓ ଆଣୁଛନ୍ତି ଗୋଟେ Like 👍🏻 ସେଥି ପାଇଁ କର ଭାଇ ମାନେ 🙏🏻

    • @dhanapatimurmu9628
      @dhanapatimurmu9628 Před rokem +2

      Oh isliye ki duniya Bahut bada hai..our aise bhi desh hai laba dada bolta hai kuwan ka medak na ban..sab log to nahi ja payega..❤❤

    • @trilochananayak2590
      @trilochananayak2590 Před rokem

      🙏🚩ଜୟ ଜଗନ୍ନାଥ 🚩🙏

  • @anjusexpress9073
    @anjusexpress9073 Před rokem +84

    ଆଜି ର ଏହି ଭିଡ଼ିଓ ତି ସତରେ ବହୁତ unick ଅଛି 👍🏻କିଏ କିଏ ଅପେକ୍ଷା କରିଥିଲେ ଏହି ଭିଡ଼ିଓ କୁ ଗୋଟେ👍🏻👍🏻

  • @gayatreebehera6188
    @gayatreebehera6188 Před rokem +3

    ତୁମେ ଦିନେ ଗ୍ରିନିଜ୍ ବୁକ୍ ରେକର୍ଡ କରିବ
    ବହୁତ୍ ଆଗକୁ ଯାଓ
    God bless u ଭାଇ ❤ ତୁମେ ଓଡ଼ିଆ ଜାତି ପାଇଁ ଉଦାହରଣ
    ଜଗନ୍ନାଥଙ୍କ ଆଶିର୍ବାଦ ସବୁବେଳେ ତୁମ ସହିତ ଥାଉ

  • @sibaprasadmohanty6902
    @sibaprasadmohanty6902 Před rokem +34

    ଭାଇ As a odia ମୁଁ ନିଜକୁ ଗର୍ବ ମନେ କରୁଚି
    ଜେ ମୋର ଜଣେ ଭାଇ ଆଜି ଏମିତିକା କାମ କରି ପାରୁଚି
    Thank you so much 💕

  • @DhunaMalik-qn2kq
    @DhunaMalik-qn2kq Před rokem +18

    Wow wow beautiful very good 👍👍👍👍👍👍ଜୟ ଜଗନ୍ନାଥ 👏👏👏👏

  • @Murmukolaa
    @Murmukolaa Před rokem +19

    ଲବ ଭାଇ ପଶୁ ପକ୍ଷୀଙ୍କ ଗହଳିରେ ଦୃଶ୍ୟଟା ବହୁତ ହି ବହୁତ ଅତି ଆନନ୍ଦମୟ ଲାଗୁ ଥିଲା।

  • @dasharathanaik5030
    @dasharathanaik5030 Před rokem +1

    ବହୁତ ସୁନ୍ଦର ପ୍ରୟାସ କରୁଛନ୍ତି ଆମ ପାଇଁ, ଧନ୍ଯବାଦ, ମହିଳା ଡ୍ରାଇଭର ସୁନ୍ଦରୀ ଲାଗୁଛନ୍ତି,,,

  • @rajcrown7277
    @rajcrown7277 Před rokem +5

    ଆଜି ମୁଁ ଲବ ଭାଇ ଙ୍କ vlog ଦେଖୁଛି ନା tv ରେ Discovery channel ଦେଖୁଛି ମୁ ଜାଣି ପାରୁନି ❤❤🤔🤔🤔🤔love you brother ❤❤

  • @dgdeluxeofficial-cj3rq
    @dgdeluxeofficial-cj3rq Před rokem +15

    ବହୁତ ବହୁତ ଧନ୍ୟବାଦ ସୁନ୍ଦର ସୁନ୍ଦର ପଶୁମାନଙ୍କର ଦୃଶ୍ୟମାନ......

    • @trilochananayak2590
      @trilochananayak2590 Před rokem

      🙏🚩ଜୟ ଜଗନ୍ନାଥ 🚩🙏
      ବହୁତ ଭଲ ଲାଗିଲା ଏହି ଭିଡ଼ିଓ ଟି 🙏

  • @surendrabarad5260
    @surendrabarad5260 Před rokem +11

    ଜୟ ଜଗନ୍ନାଥ ଅପାର କରୁଣା ମିଳୁ 💐💐 ଏପରି ସୁନ୍ଦର ପ୍ରୟାସ ଜାରି ରଖ 👍👍

  • @bibekanandadas5833
    @bibekanandadas5833 Před rokem +2

    ତୁମେ ମୋହାନ ଭାଇ । ଜଗନ୍ନାଥଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ଥାଉ ।
    ତୁମେ ଜଗନ୍ନାଥ ଙ୍କ ପ୍ରଚାର କରିବା ସହିତ ଆମ ମାତୃଭାଷା ଓଡ଼ିଆର କରୁଥିବାରୁ ଆପଣ ମହାନ । ଆପଣଙ୍କ ଚିନ୍ତା ଧର ମହାନ ଭାଇ ।
    ଜଉ ଜଗନ୍ନାଥ

  • @mythoughts3907
    @mythoughts3907 Před rokem +28

    ଆପଣ ଏଥିକି ମାତ୍ର English ଜାଣିକି ସବୁ manage କରିପାରୁଛ ଭାଇ...... ଆଶା କରୁଛି ମୁଁ ବି manage କରି ପାରିବି 👍

  • @RaghunathMurmu-fo1sm
    @RaghunathMurmu-fo1sm Před rokem +124

    ଲବ ଭାଇ,,ତୁମର ସାହସିକତା ମାନିବାକୁ ପଡିବ ,.. ଜଗତର ନାଥ ଜଗନ୍ନାଥଙ୍କୁ ମୁଁ ଏତିକି ପ୍ରାର୍ଥନା କରୁଛି 🙏🙏🙏 ତୁମେ ଆହୁରି ଆଗକୁ ଯାଉ,,ଆଉ ସବୁବେଳେ ସାହସ ମିଳୁ, ଜୟ ଜଗନ୍ନାଥ ❤❤❤❤❤

  • @MKM545
    @MKM545 Před rokem +50

    ଆମେ ଘରେ ରହି ଆଫ୍ରିକା ର ସବୁ ଦୃଶ୍ୟ ଦେଖିବାକୁ ମିଳୁଛି ସେଥି ପାଇଁ ଲବ ଭାଈଙ୍କୁ ସବୁ credit ଯାଉଛି 🎉🎉🎉love from Kalahandi ❤ God bless you

  • @shibashiskanungo2489
    @shibashiskanungo2489 Před 8 měsíci +1

    ମଁ ବହୁତ ଖୁସି । ଜଣେ ଓଡ଼ିଆ ଜନ ଜାତି ପିଲା ର ବ୍ଲଗ । ଗୌରବାନ୍ବିତ ଲାଗୁଛି । ଆମ ଓଡ଼ିଶା, ଉନ୍ନତ ଓଡ଼ିଶା ।🎉🎉🎉

  • @motiranjanmallick4699
    @motiranjanmallick4699 Před 5 měsíci +2

    Beautiful bhai bhala lagila

  • @sundarmohanmarndi7979
    @sundarmohanmarndi7979 Před rokem +50

    ବହୁତ ସୁନ୍ଦର ପଶୁ ଏବଂ ପକ୍ଷୀ 🎉🎉🎉🎉

  • @kpdshiba
    @kpdshiba Před rokem +25

    ଜଉ ମାନେ ଲବ ଭାଈ କୁ ଭଲ ପାଉଛ ତେବେ ଭିଡ଼ିଓ କୁ ଗୋଟେ like kara ଯାହାକି ତୁମର ଗୋଟେ like ତାଙ୍କ ପାଇଁ ଆଶୀର୍ବାଦ ହେବ ଆଉ ଯଉମାନେ ଭିଡିଓ କୁ shear କରୁଛ ତାହା ହେବ ଲବ ଭାଇ ପାଇଁ ମହାପ୍ରଭୁଙ୍କ ନିକଟରେ ତୁମର pray. 🙏..... ⭕‼️⭕ ..........🙏 #kpdshiba i love laba bhai

  • @abinashswain4141
    @abinashswain4141 Před rokem +4

    ଭାଇ val ଲଗିଲା ତମ କଥା : ବାଘ ଭାଲୁ ଦେଖା ଆମ ଆଡ଼େ କଣ ପାଣି ନଦୀ ନାହିଁ ନା କଣ...... ❤❤❤❤❤

  • @rakesh-kf4rr
    @rakesh-kf4rr Před rokem +11

    ଧନ୍ୟ ରେ ଭାଇ ଧନ୍ୟ ତୋର ମାତାପିତା,love you bro....

  • @LaxmidharDehuri-qy7fh
    @LaxmidharDehuri-qy7fh Před rokem +21

    ଲବ୍ ଭାଇ ମୋତେ ବହୁତ ଖୁସି ଲାଗିଲା ଯାହାହେଉ ଭାଇ ଖୋଲା ଖୋଲି ଦେଖୁଚ ଭାଇ ଆପଣଙ୍କ ପାଇଁ ଆମ ଓଡ଼ିଶା ସାରା ଲୋକମାନେ ଦେଖୁଛନ୍ତି। ସତରେ ଭାଇ ଆଜିର ଭିଡିଓ ବହୁତ ଭଲ ଲାଗିଲା ଆମେ ବହୁତ ଗର୍ବିତ କାରଣ ଆମର ଲଵ୍ ଭାଇ ଅନେକ ଇଛା ଶକ୍ତି ଅଛି। ଜଗତର ନ୍ନାଥ ଜଗନ୍ନାଥ କୃପାରୁ ସେମିତି ବାହାରେ ବୁଲୁଥାଅ ଆଉ ଆମ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ଦେଖାଉଥାଅ ଜୟ ଜଗନ୍ନାଥ 🙏🙏🙏🙏🙏👍👍👍👍👍👍👍👍🥰🥰🥰😍🥰😍😍🥰😍😍😍😍 ଲକ୍ଷ୍ମୀଧର ଦେହୁରୀ ଭାରତୀ ଦେହୁରୀ 🙏🙏🙏🙏

  • @dipakkumarbal8318
    @dipakkumarbal8318 Před rokem +9

    ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ସାନଭାଇ l ଅନେକ କିଛି ଜାଣିବାକୁ ପାଇଲି ଆପଣଙ୍କ ଭିଡିଓରୁ l ଜୟ ଜଗନ୍ନାଥ 🙏

  • @radhakantasing4977
    @radhakantasing4977 Před rokem +1

    Wild life ଦେଖିଲା ଭଳି ଲାଗୁଛି। ଧନ୍ୟବାଦ ଭାଇ......

  • @SaratchandraBejSaratchandraBej
    @SaratchandraBejSaratchandraBej Před 8 měsíci +1

    Africare Odia Jatra pain mu bahuta khusi. "JAYAJAGANNATH"

  • @jibankumarnaik7278
    @jibankumarnaik7278 Před rokem +6

    ବହୁତ୍ ସୁନ୍ଦର ଦୃଶ୍ୟ ଦେଖେଇଲ ଭାଈ। ବହୁତ୍ ସାରା ଜୀବ ଜନ୍ତୁ , ପଶୁ ପକ୍ଷୀ,ଦେଖିବାକୁ ମିଳିଲା, । Video ଦେଖିକି ବହୁତ୍ ଭଲ ଲାଗିଲା , ଲବ ଭାଈ । ଭାଈ ତୁମେ ଯଉଠିବି vlog କର ନିଜର safety first ନେବ । 🙏🙏 ଜୟ ଜଗନ୍ନାଥ 🙏🙏 ଜୟ ଓଡ଼ିଶା 🌴 ଜୟ ମୟୂରଭଞ୍ଜ 🌴🌴🌱 Love you Laba Bhai ❤

  • @dasarathinanda8433
    @dasarathinanda8433 Před rokem +6

    ବହୁତ୍ ବଢିଆ ଜଙ୍ଗଲ ସଫାରୀ ଦେଖାଇଥିବା ରୁ ଭାଇ ଙ୍କୁ ଧନ୍ୟବାଦ 🎉 next vdo ଅପେକ୍ଷା ରେ

  • @mahinaik2176
    @mahinaik2176 Před rokem +3

    ଭାଇ ଆମ ମାନଙ୍କୁ ସୁନ୍ଦର ଯାଗା ଆଉ ବିଭିନ୍ନ ପ୍ରକାରର ପଶୁ ମାନଙ୍କୁ ଦେଖେଇଲ ତମକୁ ଧନ୍ୟବାଦ

  • @cancerjourney649
    @cancerjourney649 Před rokem

    Bahut sundar place

  • @bhagamattudu3515
    @bhagamattudu3515 Před rokem +48

    Sagun setah laba Dada ❤🙏🙏🙏

  • @santoshkumarofficial1086
    @santoshkumarofficial1086 Před rokem +13

    Love you L ଭାଇ ଆମକୁ ମାନଙ୍କୁ ଏମିତି ଭିଡ଼ିଓ ଦେଖାଉଥିବାରୁ ।

  • @sulemanmurmu8038
    @sulemanmurmu8038 Před rokem +9

    1 million views pura hoga❤❤

  • @rameshchandraswain9092
    @rameshchandraswain9092 Před 11 měsíci +1

    Wao wonderful vlogs
    Many many thanks👍👍👍🙋‍♂️

  • @DileswarMahantaOdiaVlogs
    @DileswarMahantaOdiaVlogs Před rokem +60

    ଜୟ ଜଗନ୍ନାଥ,,, 🙏ଭାଇଙ୍କ ପାଇଁ Like ❤ ହଉ । ବହୁତ କଷ୍ଟରେ ଭାଇ ଆମକୁ ଦେଖାଉଛନ୍ତି।

  • @sarbeswarpradhan9427
    @sarbeswarpradhan9427 Před rokem +6

    ଭାଇ ଜୟ ଜଗନ୍ନାଥ
    ତୋତେ ହୂଦ୍ୱୟରୁ ସଲାମ
    ଜମା ମଙ୍ଗଳା, ମୁଁ କାକଟପୁର ପିଲା

  • @ashokpradhan4075
    @ashokpradhan4075 Před rokem

    Daman movie ra real doctor nku aji dekha milila ,laba bhai nka pain.....tq both....jay hind

  • @ranjandas4034
    @ranjandas4034 Před rokem +10

    ଭାଇ ତମେ ତୁମେ ଵହୁତ ଆଗକୁ ଯାଅ ଆଉ ସଵୁ ଦେଶ ଵୁଲ ଜଗନ୍ନାଥ ତୁମର ମଙ୍ଗଳ କରୁନ୍ତୁ ❤❤❤❤i love you ଲଵ ଭାଇ

  • @copyrightpaste8168
    @copyrightpaste8168 Před rokem +21

    Jay jagannath 🙏🙏
    Jay maa Samalei 🙏❤️
    Love from jharsuguda Bro ❤️❤️

  • @Factchallenge
    @Factchallenge Před rokem +68

    ଭାଇ ସଦାବେଳେ ଖୁସିରେ ରୁହ, ଆହୁରି ଆଗକୁ ମାଡିଚାଲ 😄 35 ଟା ଭିଡ଼ିଓ ରେ 1.7 ଲକ୍ଷ subscriber ପହଂଚି ଗଲେଣି wao😮 ଲବ ଏକ୍ସପ୍ରେସ 🚇

  • @aspirant68889
    @aspirant68889 Před rokem +1

    Sana bhai re......dil se salute ❤god bless you

  • @sabitakerai1162
    @sabitakerai1162 Před rokem +1

    Bahuta bhala lagila bhai tq so much jaga dekheithibaru

  • @A1groupsanjubhai
    @A1groupsanjubhai Před rokem +6

    Bhai tame odisha re bahut famous hoigala
    Tame odisha asa dekhiba tamar kete fan .....
    ଓଁ ନମଃ ଶିବାୟ

  • @laxmidharbarik452
    @laxmidharbarik452 Před rokem +31

    ମୁଁ ସବୁବେଳେ ଅପେକ୍ଷା କରିଥାଏ ତମର vdo ଦେଖିବା ପାଇଁ କିଛି ଦେଖୁଚି ଆଉ କିଛି ଶିଖିବାକୁ ମିଳୁଛି ଭାଇ ତମେ ଏମିତି vdo ଆମମାନଙ୍କୁ ଦେଖେଉଥାଉ 🙏

  • @gayatreebehera6188
    @gayatreebehera6188 Před rokem +2

    ଓଡ଼ିଶା ର ଗର୍ବ ଲବ ଭାଇ ❤

  • @sambitkumar628
    @sambitkumar628 Před rokem +7

    ଭାଇ ତମର ଅତିଶିଘ୍ର 1 Million Subscriber ହୋଇଯିବ

  • @RKAnitajourney
    @RKAnitajourney Před rokem +13

    Beautiful video beautiful travel beautiful animal's ❤❤👍👍👍

  • @Rajababu-gk6kp
    @Rajababu-gk6kp Před rokem +29

    ଭାଇ ତୁମ ଯାତ୍ରା ସଫଳ ହେଉ ଆମେ ତୁମ ସହିତ ଅଛୁ ❤❤❤

  • @ganeshsahu824
    @ganeshsahu824 Před 11 měsíci +1

    Bahuta Sundar laguchi video

  • @MrShankharKumarSorenKeonjhar

    Adiy adiy napay video dada❤❤❤❤

  • @odishagaming02
    @odishagaming02 Před rokem +12

    ଯାହା ଙ୍କୁ ଏହି ଭିଡିଓ ଭଲ ଲାଗିଲା ଗୋଟେ like କର❤

  • @Sached299
    @Sached299 Před rokem +22

    ବହୁତ ସୁନ୍ଦର 😍

  • @hhprakash9047
    @hhprakash9047 Před rokem +2

    ଜୟ ଜଗନ୍ନାଥ ଲଭ୍ ଇଉ ବ୍ରୋ ❤

  • @rmahideep
    @rmahideep Před rokem +1

    Wow ! bhai blog ta pura Superhit heichi👌

  • @rajeshpradhan3591
    @rajeshpradhan3591 Před rokem +20

    Intersting & braveable journey 👍👍👍👍👍

  • @silusanwiyan4173
    @silusanwiyan4173 Před rokem +31

    Wow there are all wild animals have inter connection of each other 👍Nice place showing us Hansdaha bro 😘
    Love you bro ❤️ we always pray that you will be happy, strong and healthy. God bless you 🙏

  • @chiku4140
    @chiku4140 Před rokem +3

    ଭାଇ ବହୁତ ବଢ଼ିଆ ତମେ ଭଲ ଭଲ ଯାଗା ବୁଲୁଛ Super bro 🌸🌷🌹💐👍🏻

  • @user-do5kl7lp9c
    @user-do5kl7lp9c Před rokem +3

    Zebra 🦓.....and zirraf is looking so beautiful❤❤❤❤❤thank you bhai for showing us Africa, s natural beauty❤❤❤

  • @lizaranidas7842
    @lizaranidas7842 Před rokem +13

    ଭାଇ ସତରେ ଆପଣ ବହୁତ problem face କରିକି vdo upload କରୁଛନ୍ତି।god bless you Bhai🙏

  • @official_Music_G.p.j-95
    @official_Music_G.p.j-95 Před rokem +5

    ସକାଳୁ ଭିଡ଼ିଓ ଦେଖିକି ମନ ଖୁସି ହେଇଗଲା 😊😊❤❤

  • @user-yx6he2kw3d
    @user-yx6he2kw3d Před rokem +1

    Adi adi napay videos

  • @bimalapradhan8876
    @bimalapradhan8876 Před 11 měsíci +1

    Bahuta bhala lagila

  • @Faltu-vlog-4
    @Faltu-vlog-4 Před rokem +48

    ଭାଇ ମୁଁ ଆଜି ଯାଁ ଫିଲ୍ମ ରେ ଦେଖିଥିଲି animal ହେଲେ ଲାଗୁଛି ମୁଁ ନିଜେ ସେଠି ଓଛି ପରିକା ଲାଗୁଛି ଭାଇ ମୋ ଜୀବନ ଟା ପୁରା ଧନ୍ୟ କରିଦେଲ ଭାଇ ତମେ laba ନୁହଁ ବରଂ Love ତମେ I Love u bro

  • @samaytudu6730
    @samaytudu6730 Před rokem +14

    ଲବ ବାବୁ ସାଗୁନ 🎉ସେତାଃଆ, ନଂକାଗେ ଆରହଂ ନାୱା ନାୱା ଭିଡିଓ ଞେଲ ଅଚଲେବିନ🙏

  • @adhira.12M
    @adhira.12M Před rokem

    Mind-blowing odia youtuber jai jagannath swami 🙏🙏🙏🙏

  • @asilarya3419
    @asilarya3419 Před rokem +8

    Hello brother, I am from Orissa but I live in Russia, I understand Odia but can't speak. Best of luck for traveling the world.❤u Orissa

  • @pintupolai5735
    @pintupolai5735 Před rokem +4

    One of the BRAVEST ODIA chhua ❤❤❤❤❤❤ 🎉🎉🎉🎉 💪💪💪💪 Love you from Ganjam dist ODISHA

  • @oty6413
    @oty6413 Před rokem +63

    This man is literally born to make a best Content for us ❤

  • @Lipu4742
    @Lipu4742 Před 5 měsíci

    Bahut khusi laguchhi duniya dekhauchha bhai ❤ salute

  • @gitanjalijena3299
    @gitanjalijena3299 Před 11 měsíci

    Badhiya lagila laba new jaga dekhauthibaru ... thank you laba... God Bless You Always

  • @whatdidurthink3780
    @whatdidurthink3780 Před rokem +21

    ସକାଳୁ କାମ ହେଲା ଆମର କେତେବେଳେ ତୁମ vedio ଆସିବ ❤❤👍

  • @MahalaMandaa
    @MahalaMandaa Před rokem +31

    ଭାଇ ଆଫ୍ରିକା ରୋଡ ରେ -ମନର ମଇନା ଗୀତରେ ରିଲ୍ ବନେଇ ଆଚମ୍ବିତ କର ଆଫ୍ରିକା କୁ 🎉

  • @sibarout8276
    @sibarout8276 Před 9 měsíci +1

    Bahut bhala lagila laba bhai

  • @rameshbesra2594
    @rameshbesra2594 Před rokem +9

    You are AICONIC... From jharkhand🤘😝🤘

  • @gugulsugulvlog123
    @gugulsugulvlog123 Před rokem +11

    ଭାଇ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ

  • @jitendrapallai8085
    @jitendrapallai8085 Před rokem +3

    Great service my dear lovely bro..... Proud for your brave apperance.....i pray to lord jaganath........ always go ahead never look back....

  • @charanlamai7853
    @charanlamai7853 Před rokem

    Nice video Laba Hansda bhai Thanks you

  • @Sujitdnhfgj
    @Sujitdnhfgj Před rokem +7

    This is the best vlog ... 👍👍👌👌

  • @BanditaKarji
    @BanditaKarji Před rokem +9

    Wow really proud of you 👍👍👍❤️❤️

  • @suchentakri9223
    @suchentakri9223 Před rokem

    ବହୁତ ସୁନ୍ଦର ହେଇଛି ଭାଇ.... 👍👍👍👍

  • @digalkumarsingh6133
    @digalkumarsingh6133 Před rokem +1

    Dhaniya badal bhai bahuta bhala jaga dekheithiba ru

  • @samirkumahapatro
    @samirkumahapatro Před rokem +9

    Keep posting
    You are amazing 🎉🎉🎉