ମଣିଷ ଖିଆ ମଣିଷ ଦେଶରେ ମୁଁ ପହଞ୍ଚିଲି

Sdílet
Vložit
  • čas přidán 26. 07. 2024
  • ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ , ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1
    📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
    My Facebook :-
    / mutraveller1
    Instagram ID :-
    / laba_hansda

Komentáře • 3,4K

  • @KidsGamersVideo
    @KidsGamersVideo Před 10 měsíci +1410

    କିଏ ଭାବୁଛ ଓଡ଼ିଶା ର ନମ୍ବର ୱାନ 😮CZcamsr Lab Bhi ।। ସେମାନେ ଲାଇକ କର 😊

  • @kjr_toka_sk_purty_023
    @kjr_toka_sk_purty_023 Před 10 měsíci +239

    କଉ ମାନେ ଚାହୁଁଛ❤ ଲବ ଭାଇ ଭଲରେ ଭଲରେ ଫେରି ଆସନ୍ତୁ ବୋଲି❤❤❤

  • @TGFunny-tapan
    @TGFunny-tapan Před 10 měsíci +140

    କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି

  • @kilogram382
    @kilogram382 Před 10 měsíci +78

    ଜୀବନରେ ବଞ୍ଚିଥିବା ଯାଏଁ ତୁମ ଚଲାପଥ ସୁଖମୟ ହେଉ।❤❤🎉🎉🎉

  • @bikimiki9632
    @bikimiki9632 Před 10 měsíci +802

    ଜୟ ମା ସମଲେଶ୍ୱରୀ ତୁମକୁ ଭଲ ରେ ରଖନ୍ତୁ ❤️🙏

    • @Sambhunath9348s
      @Sambhunath9348s Před 10 měsíci +2

      Jay maa samlei 🙏🙏🙏🙏

    • @deneshdk6293
      @deneshdk6293 Před 10 měsíci +2

      Jay maa ସମଲେଶ୍ଵରୀ 🙏🏻

    • @Sudhir_Vlog
      @Sudhir_Vlog Před 10 měsíci +2

      Jay maa samlei 🎉

    • @bikimiki9632
      @bikimiki9632 Před 10 měsíci +1

      @@Sudhir_Vlog ଜୟ ମା ସମଲେଶ୍ୱରୀ ❤️❤️🙏🙏

    • @soumyaranjanroutsamir9632
      @soumyaranjanroutsamir9632 Před 10 měsíci +3

      Jay maa samaleswari jay maa tarini jay maa biraja jay maa hingula jay maa banadurga jay maa angarua jay maa mahulkona jay maa baguldei jay ho ❤🙏..

  • @itssangramvlogs952
    @itssangramvlogs952 Před 10 měsíci +216

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

    • @abhishekmahaeana
      @abhishekmahaeana Před 10 měsíci

      To maa ra biya heba sala bedhei chodi puya

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhf

    • @Bhagaan.....
      @Bhagaan..... Před 10 měsíci +1

      Hmm hejau 👍👍👍👍👍👍

  • @dainojani
    @dainojani Před 10 měsíci +29

    ଏମିତି ଡେଂଜର ଦେଶକୁ ଯାଇଛ ଲବ ଭାଇ ଥମକୁ କଣ ଡରଲାଗୁନି ଭଗବାନ ତୁମକୁ ଭଲରେ ରକାନ୍ତୁ ଭାଇ 👍👍👍

  • @tapasdas8917
    @tapasdas8917 Před 10 měsíci +31

    ଭାଇ ତୁମେ ସାଧାରଣ ନୁହଁ ତୁମେ ଓଡ଼ିଶାର ସବୁ ସେଲିବ୍ରେଟି ଠାରୁ ବୁହୁତ୍ ଉଚରେ ଅଛ🙏🙏👏👏👏🙌🙌🙌🙌🙌😀

    • @odiapuasoumya1408
      @odiapuasoumya1408 Před 3 měsíci

      Odisha ra kou balua celebraty jete jia achhanti laba bhai lale

  • @Ishanvillagecooking
    @Ishanvillagecooking Před 10 měsíci +520

    ଏ ଭଳି ସନ୍ତାନ କୁ ଜନ୍ମ ଦେଇଥିବା ମାଆ ପାଇଁ କେତେ like ❤❤❤

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐gfdyhdhg

    • @barshamajhi5547
      @barshamajhi5547 Před 10 měsíci +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @DeeptiShree
      @DeeptiShree Před 29 dny

      ❤️❤️❤️❤️satore

  • @gugulsugulvlog123
    @gugulsugulvlog123 Před 10 měsíci +383

    ଭାଇ ଆପଣ ଙ୍କୁ ସବୁବେଳେ ଭଗବାନ୍ ସାହା ଭରଷା ହୁଅନ୍ତୁ 😊

    • @OdiaBhaiPK
      @OdiaBhaiPK Před 10 měsíci +1

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dsg

  • @dhanesingh720
    @dhanesingh720 Před 10 měsíci +19

    ଜୟ ମା ସମଲେଇ🌺🌺🌺 ଦୋସ୍ତ ତୁମକୁ ଭଗବାନ ଅଛି...

  • @sindhubehera6835
    @sindhubehera6835 Před měsícem +4

    ଯାହେଉ ଲବ ଭାଈ ଖୁସି ଲାଗିଲା ଓଡିଆ ବ୍ଲଗର‌ର ଲୋକପ୍ରିୟତା କୁ ତୁମ ପରି ହୋଇପାରିବ ନାହିଁ କେହି ଧନ୍ୟବାଦ୍ ଭାଇ ❤️❤️❤️❤️😮😮😮😮😮😮

  • @officiallaxman4096
    @officiallaxman4096 Před 10 měsíci +136

    ଭାଇ ବହୁତ୍ ଭଲ କାମ କରୁଛ ଆମ ପାଇଁ ଗୋଟେ lik ହଉ

  • @ranjankumarnayak1211
    @ranjankumarnayak1211 Před 10 měsíci +80

    ଭାଇ ,ପ୍ରକୃତରେ ତୁମେ ଆଦିବାସୀ ପିଲା ,ଭାରି ସାହସୀ ।❤ତୁମ ପାଇଁ ସାରା ବିଶ୍ୱ ଇଣ୍ଡିଆ ,ଓଡିଶା ଓ ଓଡ଼ିଆ ଭାଷାର ବିକାଶ ହୋଇପାରିଛି ।ଛୋଟ କଥା ଟିଏ ।ତୁମର ଫୋନ ପେ ନମ୍ବର ଗୋଟିଏ ଭିଡ଼ିଓ ରେ ଦିଅ ।ଆମେ ଓଡିଶା ବାସୀ କିଛି କିଛି ଅର୍ଥ ପଠାଇବା ପାଇଁ ଚେଷ୍ଟା କରିବୁ❤

    • @OdiaBhaiPK
      @OdiaBhaiPK Před 10 měsíci +2

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fbdsg

  • @ffbadalyt1969
    @ffbadalyt1969 Před 10 měsíci +57

    ଭାଇ ଚିନ୍ତା କରନି ଆମେ ଅଛୁ ଖୁବ୍ ଶୀଘ୍ର ଜାନୁୟାରୀ ସୁଦ୍ଧା 1 million କରିଦେବୁ 🙏🙏🙏🙏jay jagarnath.🙏🙏🙏

  • @user-ix6es2yu5k
    @user-ix6es2yu5k Před 5 měsíci +5

    ସୁନ୍ଦର କଥା ସାନଭାଇ ବିଦେଶ ର କଥା ଦେଖାଉଛ, ଧନ୍ୟବାଦ

  • @Mrdhiroffical
    @Mrdhiroffical Před 10 měsíci +48

    ହେ ପ୍ରଭୁ ଜଗନ୍ନାଥ ଲବଭାଇକୁ ଆଶିର୍ବାଦ କର ତାଙ୍କୁ ସବୁବେଳେ ଖୁସିରେ ରଖ୍ ଜୟ ଜଗନ୍ନାଥ 🙏🙏🙏

  • @odiavlogmalaysia9001
    @odiavlogmalaysia9001 Před 10 měsíci +118

    ଯୋଉ ମାନେ ଲବ ଭାଇ ଙ୍କ ଭିଡିଓ ଫୁଲ ଦେଖିଛ plz like କର ଯିଏ ସବୁ ଦିନ ଲବ ଭାଇ ର ଭିଡିଓ ଦେଖୁଛ plz comment କର

  • @SonaliDas-wy4lv
    @SonaliDas-wy4lv Před 4 měsíci +4

    Apananka thu bahut kichhi sikhibara achhi satare very intresting video

  • @sharmistharaut4473
    @sharmistharaut4473 Před 10 měsíci +107

    ଭାଇ ତୁମ ସାହସ କୁ ମାନିବାକୁ ପଡ଼ିବ❤

  • @dinabandhubiswal2710
    @dinabandhubiswal2710 Před 10 měsíci +93

    ମୁଁ ଜଗନ୍ନାଥ ପାଖରେ ପଥନା କରୁଛି ତୁମେ ଆହୁରୀ ଆଗକୁ ଯାଉ ଆମେ ତୁମପାଖରେ ଅଛୁ ଜୟ ଜଗନ୍ନାଥ ଜୟ ମାରାଙ୍ଗୁରୁ

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fgrsdgswgt

  • @mahendrakandi6770
    @mahendrakandi6770 Před 10 měsíci +8

    Bhai tamaku bhagaban sabubele bhalare rakhantu 🙏🙏🙏mora pray 🙏🙏

  • @Sunshinetvodia
    @Sunshinetvodia Před 10 měsíci +4

    Bhai you are so dearing 😮 bhai aamti dengerous tribe nka pakharu pherichanti ❤ luv bhainka pain gote like

  • @jatraupdate2014
    @jatraupdate2014 Před 10 měsíci +122

    ଜୟ ଜଗନ୍ନାଥ ଲବ ଭାଇ ସମସ୍ତ ଙ୍କ ଆଶୀର୍ବାଦ ତମ ଉପରେ ଅଛି ଲବ ଭାଇ ଙ୍କ ପାଇଁ ଗୋଟେ like ଦିଅ 👍❤️

    • @odiaserialdunia1951
      @odiaserialdunia1951 Před 10 měsíci +3

      Thank you Bhai

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dhee

  • @trp5587
    @trp5587 Před 10 měsíci +37

    ଲବ ଭାଇ ତୁମେ ନିଶ୍ଚିତ ରୁହ ଭଲ ରେ ଓଡ଼ିଶା ଫେରିଆସିବ ଭଗବାନ ତୁମର ମଙ୍ଗଳ କରିବେ

  • @ArunBehera-yh5jt
    @ArunBehera-yh5jt Před 3 měsíci +1

    1:31 ସବୁବେଳେ ଓଡ଼ିଆ କହୁ ଥିବାରୁ ଭାଇ ବହୁତ ଧନ୍ୟବାଦ. ବାଲେଶ୍ୱର

  • @Laxmannayak-zu2vk
    @Laxmannayak-zu2vk Před měsícem

    ଲୋବ ଭାଇ ତୁମ ଭିଡିଓ ବହୁତ୍ ଭଲ ଲାଗୁଚି ଜୟ ଜଗନ୍ନାଥ ଭାଇ ଓଲ୍ଡ best ଭାଇ ବହୁତ୍ ଭଲ ଲାଗୁଚି ଭାଇ ଥେଙ୍କ୍ ଭାଇ 😘🙏🙏

  • @rasanandarout2407
    @rasanandarout2407 Před 10 měsíci +119

    ଜଗନ୍ନାଥଙ୍କ କୃପାରୁ ଭଲରେ ଭଲରେ ଫେରି ଆସିବ ଜୟ ଜଗନ୍ନାଥ

  • @Entertainmentworld-mk3th
    @Entertainmentworld-mk3th Před 10 měsíci +37

    କିଛି ହେବ ନାହିଁ ଭଗବାନ ତମକୁ ଭଲ ରେ ରଖନ୍ତୁ ଜୟ ମା ସମଲେଇ 🙏🏻🙏🏻🙏🏻

  • @mbaskeymbaskey
    @mbaskeymbaskey Před 10 měsíci +4

    ଜୟ ଜଗନ୍ନାଥ ଙ୍କ ଆର୍ଶୀବାଦ ରେ ଥିବ

  • @user-fb3le5wd9g
    @user-fb3le5wd9g Před 10 měsíci +17

    ଭାଇ ମାନିବାକୁ ପଳିବ ଆପଣଙ୍କ ସାହାସ ଜୟ ଜଗନ୍ନାଥ

  • @debasishcreation07
    @debasishcreation07 Před 10 měsíci +131

    କୋଉ ମାନେ 🎉2024 ସୁଦ୍ଧା ଲବ ଭାଇଙ୍କର 1m ହେଇଯାଉ ଚାହୁଁଛ 👍

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dvgv

  • @pratapsinghbhatra1828
    @pratapsinghbhatra1828 Před 10 měsíci +47

    ଭଗବାନ ତୁମକୁ ରକ୍ଷା କରନ୍ତୁ ଜୟ ଜଗନ୍ନାଥ

  • @chagulubehera1051
    @chagulubehera1051 Před 7 měsíci

    Bahut sundar laguchhi bhai jagata👍❤🙏 Wow 😮😯

  • @DhaneswarPalai-q9j
    @DhaneswarPalai-q9j Před 20 dny

    Bhai tame video Val laguchi Tama bhalra bhalra farias jay jaganath

  • @vikkusambalpurivlogs
    @vikkusambalpurivlogs Před 10 měsíci +273

    କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ବଳି Like Comment କର 💫🥰🌿

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fdhdf

  • @ugond484
    @ugond484 Před 10 měsíci +169

    ଓଡିଶାର ଟୋକା ଯେଉଠି ଯିବ ସେଇଠି ଘାଣ୍ଟି କି ଆସିବ ।
    ଜୟ ଜଗନ୍ନାଥ ❤🙏🙏🙏

  • @bharatkumarnayak5231
    @bharatkumarnayak5231 Před 5 měsíci +2

    ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ସିନା ନର୍କେ ପଡିଥାଉ ଜଗତ ଉଦ୍ଧାର ହେହୁ ଜୟ ମାଁ ମଙ୍ଗଳା

  • @surendrasanta9173
    @surendrasanta9173 Před 3 měsíci

    Nice video brother God bless you carry on

  • @rajendrapadhy9023
    @rajendrapadhy9023 Před 2 měsíci

    ବହୁତ ବଢିଆ l ଶୁଭ କାମନା 😮

  • @GotiMuktiAndolan_Odisha
    @GotiMuktiAndolan_Odisha Před 10 měsíci +14

    ଯେତେବେଳେ ଛାଡିଲେ ମଧ୍ଯ ଭଲ ଲାଗିବ ଯେହେତୁ ଏହା ନୂତନତାରେ ପରିପୂର୍ଣ୍ଣ

  • @lipu-skumar
    @lipu-skumar Před 10 měsíci +49

    ଖୁବ୍ ସୁନ୍ଦର ଅନୁଭୁତି । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ନିଶ୍ଚୟ ସହାୟ ହେବେ । ଜୟ ଜଗନ୍ନାଥ 🙏🙏🙏

    • @OdiaBhaiPK
      @OdiaBhaiPK Před 10 měsíci +1

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐fhdrsd

  • @RabindraKanhar-iy6jm
    @RabindraKanhar-iy6jm Před 16 dny

    ଅତି ସୁନ୍ଦର ଭାଇ

  • @manabhumia388
    @manabhumia388 Před 3 měsíci +1

    ତୁ ମର ଭିଡ଼ିଓ ଡେକିବାକୁ ଚମତ୍କାର ଲାଗେ ଭାଇ ଧନ୍ୟବାଦ ଭାଇ ଦେଖୀ ମତେ ବଉତ କୁସି ଲାଗୁଚି

  • @chandrbabur5767
    @chandrbabur5767 Před 10 měsíci +12

    ଯାହା ହଉ ଲବ ଭାଇ ଅଛନ୍ତି ବଲି ଆମେ ସବୁ ଜାଗା ଦେଖି ପାରୁଛେ thanks ଲବ ଭାଇ

  • @Whaitgamer11.
    @Whaitgamer11. Před 10 měsíci +281

    ଭଗବାନ୍ ତମକୁ ଭଲରେ ରଖନ୍ତୁ ❤️❤️

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐

  • @smrutikshyadash537
    @smrutikshyadash537 Před 10 měsíci

    ଜୟ ଜଗନ୍ନାଥ
    । ସୁନ୍ଦର ଉପସ୍ଥାପନା। ଶୁଭେଚ୍ଛା ଜଣାଉଛି

  • @lina-ys7tk
    @lina-ys7tk Před 2 měsíci

    Bhai tamaku god sabubele bhalare rakhantu Mora prarthana 🙏.

  • @deepakkundu1569
    @deepakkundu1569 Před 10 měsíci +121

    ପ୍ରଭୁ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ
    ତୁମକୁ ଏ ଧରା ପୃଷ୍ଠରେ ଜନମ ଦେଇଥିବା ମା କୁ ମୋର କୋଟି ପ୍ରଣାମ
    LOVE you Bhai❤

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dfdryh

  • @user-pt7uu1ej9g
    @user-pt7uu1ej9g Před 10 měsíci +22

    ଭଗବାନ ତୁମକୁ ଭଲରେ ରକ୍ଷୀ ଥାନ୍ତୁ ଲବ ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @DiptimayeePuhan567
    @DiptimayeePuhan567 Před 6 měsíci

    Actually yaku hin kuhanti vlogs.. Nice video bhai ❤bahut kichhi dekhibaku au sikhibaku miluchi... Thank you so much bhai😊

  • @jibansethy8743
    @jibansethy8743 Před 10 měsíci

    Bhai satare tm bahoot fearness sabu jaga ku jaucha au video karucha tm satare bahoot bahoot talented manibaku padiba tamaku Amit sabu video karithantu bhai 🙏 jai jagannath bhai god bless you always keep smiling 😊

  • @Dj_life_style
    @Dj_life_style Před 10 měsíci +136

    ଆମ ଜଗନ୍ନାଥ ପ୍ରଭୁଙ୍କ ପାଇଁ ଗୋଟେ Like Hau ❤

  • @nilakantkara6591
    @nilakantkara6591 Před 10 měsíci +1172

    ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ଙ୍କୁ କିଛିବି ହେବନାହିଁ

  • @user-ni7wb2ls5q
    @user-ni7wb2ls5q Před 10 měsíci

    Best vlogs in odisha . Your long travel for your life

  • @MrSujitray
    @MrSujitray Před 10 měsíci +1

    Bhai, you are absolutely great. Manibaku padiba tamaku..... Speechless performance

  • @entermentcomedyvideo7686
    @entermentcomedyvideo7686 Před 10 měsíci +30

    Bhai morning 7 am upload kora .ନଚେତ.. Evening 6 pm upload koro. ଏହି time କୁ କିଏ କିଏ support karucha.. 👍👍like karidio.. 👍🌹🌹🙏🙏🙏.. 💕

  • @LipsaMoralStory
    @LipsaMoralStory Před 10 měsíci +32

    ଭାଇ ଭଗବାନ ତୁମକୁ ଭଲରେ ରଖିଥାଆନ୍ତୁ❤❤❤

  • @sukantjena1984
    @sukantjena1984 Před 5 měsíci +1

    ଜୟ ଜଗନ୍ନାଥ.. ଭାଇ ଆପଣଙ୍କ ଯାତ୍ରା ସଫଳ ହେବ...

  • @niharranjansahu7633
    @niharranjansahu7633 Před 10 měsíci

    Lava bhai love you ... Mu apana nka sabu blog dekhe kichi be blog miss kareni ....

  • @SPVlogstour
    @SPVlogstour Před 10 měsíci +42

    ଜୟ ଶ୍ରୀ #ଜଗନ୍ନାଥ🙏 #ଭାଇ ତମ୍ କୁ କିଛି ନହଉ ଭଲରେ ଫେରି ଆସ# ଜୟ ଶ୍ରୀ #ଜଗନ୍ନାଥ 🙏❤️🇮🇳

  • @user-fm3no6br3y
    @user-fm3no6br3y Před 10 měsíci

    Best, channel,for, knowing, foreign, travell

  • @purandarbehera3555
    @purandarbehera3555 Před 10 měsíci

    Bhala Laguchi vai. New new news.

  • @MadhabStyleandDesigns
    @MadhabStyleandDesigns Před 10 měsíci +8

    ବହୁତ ପରିଶ୍ରମ କରୁଛ ଭାଇ ଧନ୍ୟବାଦ 🇮🇳

  • @LittleDanceralisha
    @LittleDanceralisha Před 10 měsíci +18

    ଲବ ଭାଇ ମୋ ତରଫରୁ ହୃଦୟରୁ ପ୍ରଣାମ🙏... ଲବ ଭାଇ ଆମେ ମାନେ ଭଗଵାନ ପାଖରେ ପ୍ରାଥନା କରୁଛୁ ଯେ ତୁମର 100 years ରୁ ଅଧିକା ଆୟୁଷ ମିଳୁ....
    Jay Jagannath ⭕‼️⭕
    ....plz 👍

  • @Jerina-dm9pn
    @Jerina-dm9pn Před 6 měsíci

    God bless you Bhai ❤sobu bele ama mananku emiti new New video upload korontu🙏🙏

  • @praliptasahoo393
    @praliptasahoo393 Před 10 měsíci +1

    Tame asubele agaku jao bhai❤❤❤

  • @bajuramsamad9009
    @bajuramsamad9009 Před 10 měsíci +41

    🇮🇳ଲବ ଭାଇ ପାଇଁ ଗୋଟେ ଲାଇକ ହଉ 🙏🙏🙏🙏🙏🙏🙏👌👍👌👍👌👍👌👍👌👍👌👍👌👍👌👍ଜୟ ଜଗନ୍ନାଥ ଜୟ ଓଡିଶା

  • @dasarathimohapatra618
    @dasarathimohapatra618 Před 10 měsíci +14

    ସବୁବେଳେ ଆଶୀର୍ବାଦ ପ୍ରଭୁ ଜଗନ୍ନାଥଙ୍କର ଅଛି,

  • @birendrakumarnanda9263
    @birendrakumarnanda9263 Před 4 měsíci

    I wish your happy journey and happy return to odisha

  • @Sabara458
    @Sabara458 Před 3 měsíci +1

    ଏହି ଭ ଳି ଭିଡିଓ ଭାଇ ଆମ ଓଡିଶାରେ ପହଞ୍ଚାନ୍ତୁ. ଜୟ ଜଗନାଥ🙏

  • @NandaMarndi
    @NandaMarndi Před 10 měsíci +17

    Laba ଭାଇ ଚିନ୍ତା କରନି ମା ପାଖରେ ଅଛନ୍ତି । ଆପଣଙ୍କର କିଛି ହବ ନାହିଁ । ଜୟ ଜଗନ୍ନାଥ 🙏

  • @bigyanisahoo427
    @bigyanisahoo427 Před 10 měsíci +11

    ଭାଇ ମତେ ଗର୍ବ ଅନୁଭବ ହଉଛି କାହିଁକି ନା ମୋ ଓଡ଼ିଆ ଭାଇ ଯାଇ କି ସୁବୁ ଦେଶରେ ବୁଲି ଆମକୁ ସୁବୁ ଦେଶର ସଂସ୍କୃତି ବିଷୟ ରେ ଅବଗତ କରାଉଛି ❤👍🙏ଜୟ ଜଗନ୍ନାଥ 🙏

  • @rajendradas4248
    @rajendradas4248 Před 10 měsíci

    Bhai jay jagannatha ... .....Odisha pai gotia garva tume bhai na desa bulucha jay jagannatha bhai

  • @user-gt6wo8jd7k
    @user-gt6wo8jd7k Před 10 měsíci

    God bless you bhai mu tamar vedio sabu bele deke

  • @reenirini5685
    @reenirini5685 Před 10 měsíci +159

    God bless you bro savely journey to new country 👍👍🙏🙏👏👏👏❤️❤️ love from malkangiri 👍👍👍

  • @sushilchakisushil557
    @sushilchakisushil557 Před 10 měsíci +67

    ମୁଁ GK ବହିରେ ପଢିଥିଲି ପପୁଆଁ ନ୍ୟୁଗିନୀ ଦେଶରେ ମଣିଷ ମଣିଷ କୁ ଖାଆନ୍ତି ବୋଲି 💕💕💕

  • @dillipkumar8871
    @dillipkumar8871 Před 7 měsíci

    Bhai happy journey
    Good blass u

  • @uniqueboyranjit9926
    @uniqueboyranjit9926 Před 10 měsíci

    Jay jagannath laba bhai nku sabubele vl re rakhantu❤

  • @desialifestylevlog
    @desialifestylevlog Před 10 měsíci +7

    ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ Love you ଲବ ଭାଇ❤❤❤❤❤

  • @sagardash0140
    @sagardash0140 Před 10 měsíci +27

    ଭାଈ ଙ୍କ ପାଇଁ ପଦେ ଜୟ ଜଗନ୍ନାଥ ହେଇଯାଉ 🙏🙏🙏

  • @miatisoy5173
    @miatisoy5173 Před 5 měsíci

    ଅତି ସୁନ୍ଦର bhai

  • @banibijuli6115
    @banibijuli6115 Před 10 měsíci +1

    God bless you labo bhai journey to new country 👍🥰❤️

  • @jeebanpradeepdash9491
    @jeebanpradeepdash9491 Před 10 měsíci +11

    ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି ଭାଇ ତୁମର କିଛି ବି ହବନି ଭାଇ। ଜୟ ଜଗନ୍ନାଥ 🙏

  • @pradeepkumarkhuntia4383
    @pradeepkumarkhuntia4383 Před 10 měsíci +8

    Laba bhai tama upare
    bhagaban ଙ୍କ ଆଉ ଦର୍ଶକ ଙ୍କ ଆଶ୍ରିବାଦ ଅଛି ଜୟ ଜଗନ୍ନାଥ ❤❤❤❤

  • @user-yi9kr5it4i
    @user-yi9kr5it4i Před 6 měsíci

    Nice bhaie bahut jaga bulucho nice 👍

  • @srichandrasandha4915
    @srichandrasandha4915 Před 10 měsíci

    Safe travels dada Jay Jagannath 🙏🏽 bhagwan bhal re rakhi thanutu dada ku sabu bele khusi re rakhi thanutu dada ku bhagwan

  • @MeeraMohanty
    @MeeraMohanty Před 10 měsíci +15

    ଭାଇଙ୍କ MAA ଏମିତି କର୍ମ କରି ଥିଲେ j ପୁଅ ଆଜି କଉ ଜାଗାରେ 😢 ❤ love you ମା All the best 👍 ଭାଇ

  • @T_T_T_Production
    @T_T_T_Production Před 10 měsíci +55

    ମୁଁ ପୁରୀ ରୁ, ଲବ ଭାଇ ପାଇଁ ଗୋଟେ Like ହେଇଯାଉ, ଜୟ "ଜଗନ୍ନାଥ"🙏🙏🙏🙏🙏

  • @Bhagaan.....
    @Bhagaan..... Před 10 měsíci

    Laba bhainko video pura full Hd👍👍👍👍👍👍👍👍

  • @rukdharmali367
    @rukdharmali367 Před 3 měsíci

    ବହୁତ ସୁନ୍ଦର ଲାଗୁଛି

  • @pinkikandi5596
    @pinkikandi5596 Před 10 měsíci +13

    ଭାଇ ତମ ର କେବେ ବି କିଛି ନ ହେଉ 🙏😭ସବୁ ବେଳେ ଖୁସି ରେ ରୁହ ଜୀବନର ସବୁ କିଛି ମିଳୁ ତମକୁ❤

  • @Adityafoodandvlogs
    @Adityafoodandvlogs Před 10 měsíci +11

    ବହୁତ ସୁନ୍ଦର ଭିଡିଓ ❤ଭଗବନ୍ ତମର କାମ କୁ ସହଜ ଓ ସଫଳ କରନ୍ତୁ ❤

  • @odishaterracegarden1433
    @odishaterracegarden1433 Před 3 měsíci +2

    Wow very nice sharing 👌

  • @salisahoo123sahoo5
    @salisahoo123sahoo5 Před 10 měsíci

    Satare bahuta sundara vedeo so nice story vedeo

  • @Madhasoren459
    @Madhasoren459 Před 10 měsíci +54

    ଲବ ଭାଇ ପାଇଁ ଗୋଟିଏ ଲାଇକ୍ ହୋଇଯାଅ❤❤❤

  • @MrAshok07655
    @MrAshok07655 Před 10 měsíci +104

    Your video title is very different 😱 respect button for Laba Hansda ❤

    • @OdiaBhaiPK
      @OdiaBhaiPK Před 10 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐sdtgsdg

  • @AkashKumar-ki4qe
    @AkashKumar-ki4qe Před 10 měsíci

    Super video bhai very good bless you bhai

  • @LilimaMirdha-iv1ih
    @LilimaMirdha-iv1ih Před 5 měsíci +1

    ଭଗବାନ ତମକୁ ଭଲରେ ରଖିବେ ତମକୁ । ଜୟ ଜଗନ୍ନାଥ।

  • @manojhansdag6147
    @manojhansdag6147 Před 10 měsíci +71

    Congratulations Laba Dada 400K Subscribers your CZcams family members for, we are like you.