ଏଠାରେ ମୃତ ଦେହକୁ ଘରେ ରଖାଯାଏ || TORAJA TRIBE INDONESIA 🇮🇩

Sdílet
Vložit
  • čas přidán 27. 08. 2024
  • ଏଠାରେ ମୃତ ଦେହକୁ ଘରେ ରଖାଯାଏ || TORAJA TRIBE INDONESIA 🇮🇩
    ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ , ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1
    📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
    My Facebook :-
    / mutraveller1
    Instagram ID :-
    / laba_hansda

Komentáře • 3,5K

  • @RajuDasComedy
    @RajuDasComedy Před rokem +1045

    ମୁଁ ଚାଁହୁଥିଲି କିଏ ଜଣେ ଓଡିଶାରୁ ବାହାରନ୍ତୁ ଏଇ ଭଳି World tour ପାଇଁ ...
    keep it up Labo Hansda 😊😊

    • @mr.bhabani05
      @mr.bhabani05 Před rokem +16

      ସାରା ଓଡ଼ିଶାବାସୀଙ୍କୁ ହସାଉଥିବାରୁ ବହୁତ ବହୁତ ଧନ୍ଯବାଦ ଭାଇ ❤

    • @munastudio7032
      @munastudio7032 Před rokem +6

      SAHU BABU 🎉🎉🎉🎉❤❤❤

    • @naikvlogsnaik9688
      @naikvlogsnaik9688 Před rokem +11

      ଆପଣ ବି ଭାଇ ସାରା ଓଡିଶା କୁ ହସଉ ଅଛନ୍ତି ଏବଂ ଲବ ଭାଇ ଙ୍କ ଠାରୁ ବହୁତ ଶିଖିବା ପାଇଁ ମିଳୁଛି ❤both are luv u❤❤

    • @bkodiaSong_brahmakumarisOdia
      @bkodiaSong_brahmakumarisOdia Před rokem +3

      Sahu babu ❤🎉

    • @ShaikhJamal-ny7pj
      @ShaikhJamal-ny7pj Před rokem +1

      Raju bhai next video kabhe asebo appnkoro😂😂😂😂

  • @pintuvillagetour
    @pintuvillagetour Před rokem +807

    ଏଭଳି ଆଶ୍ଚର୍ଯ୍ୟ କଲାଭଳି ଜାଗା ବେବଳ ଲବ ଭାଇ ହିଁ ଦେଖେଇ ପାରନ୍ତି 💐💐 ଏହି କଥାରେ ଯିଏ ଏକମତ ଗୋଟେ ଲାଇକ୍ କରନ୍ତୁ 👍👍❤❤

    • @ganespradhan8244
      @ganespradhan8244 Před rokem +1

      Kebala

    • @OdiaBhaiPK
      @OdiaBhaiPK Před 11 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐ds

  • @srikantbarik7783
    @srikantbarik7783 Před rokem +160

    ଜୟ ଜଗନ୍ନାଥ ଭାଇ
    .. ତୁମକୁ ଡର ଲାଗୁନି... ତୁମ ସାହସ କୁ ମାନି ବାକୁ ପଡ଼ିବ... ଭଗବାନ୍ ତୁମକୁ ସୁରକ୍ଷିତ ରଖନ୍ତୁ... ରାଧେ କୃଷ୍ଣ ❤❤❤❤❤❤

    • @hrushikeshrath
      @hrushikeshrath Před rokem

      Tumuku Dara dekhi taku b daraa lagiba

    • @OdiaBhaiPK
      @OdiaBhaiPK Před 11 měsíci

      ସୁନ୍ଦର ଭିଡିଓ 😍😍
      ମୋ ଭିଡିଓ ସବୁ ଟିକେ ଆସିକି ଦେଖ🧐🧐dsfrd

  • @dibamandingidibamandingi5495

    ଆମ ଲଭ ଭାଇ ଙ୍କ ଉପରେ ଇଶ୍ୱର ଙ୍କ ଆଶ୍ରିବାଦ ସର୍ବଦା ରହିଅଛି ❤️❤️❤️👌👌

  • @banamalihansdah8463
    @banamalihansdah8463 Před rokem +893

    ଲବ ଭାଇର ସାହସ ମାନିବାକୁ ପଡିବ ଅଜବ ଗଜବ ଇତିହାସ ଦେଖେଇପାରୁଛି,ଧନ୍ୟ ରେ ଭାଇ ହିରଲା ମାରାଂବୁରୁ❤❤❤❤

  • @ekalabyabag143
    @ekalabyabag143 Před rokem +3666

    କିଏ କିଏ ଭାବୁଛ ୨୦୨୪ ପୂର୍ବରୁ ୧ ମିଲିୟନ ହାଇ ଜଉ ବୋଲି ।।।❤❤❤ ।।👍👍👍👍👍👍👍

  • @nigomnaik9834
    @nigomnaik9834 Před rokem +43

    ସବୁ ବେଳେ ଖୁସି ରେ ଥାଅ ଭାଇ ଜୟ ମା ତାରିଣୀ ତମକୁ ଭଲରେ ରଖିଥାନ୍ତୁ ♥️

  • @mohansahoo6989
    @mohansahoo6989 Před 6 měsíci +13

    Laba bhai MO Pakhare
    Vasa nahi tumaku
    Kahibi boli
    Tume dine duniara sabuthhu
    Uchatama Sikharare pahanchiba
    Mu prabhu Jagannath nikatare koti koti dandabata 🙏🙏🙏🙏🙏🙏🇮🇳
    Guhari

  • @itssangramvlogs952
    @itssangramvlogs952 Před rokem +688

    ଲବ ଭାଇ ଙ୍କ ମଙ୍ଗଳ ଚିନ୍ତା କରୁଥିବା ଭାଇ ମାନେ Like 👍🏻 କରିଦିଅନ୍ତୁ. ❤️

  • @Debabrata_panda
    @Debabrata_panda Před rokem +1221

    0% ego 0% attitude 100% talent 100% hardwork Labo Hansda❤

  • @chandrasenamajhi3781
    @chandrasenamajhi3781 Před rokem +23

    ଭାଇ ଆପଣଙ୍କ ଅଭିନଵ ପ୍ରୟାସ କୁ କୋଟି କୋଟି ପ୍ରଣାମ ଆଉ ଆମକୁ ନୁଆ ଜିନିଷ ନୁଆ ଜାଗା ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ .... ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ...😍😍😍😍

  • @MaheshBabu-mj8rm
    @MaheshBabu-mj8rm Před rokem +77

    ଆମର ଏଠି ବ୍ୟକ୍ତି ବଞ୍ଚିଥାଉ ଥାଉ ଭଲପାଇବା ସ୍ନେହ ପ୍ରେମ ସରିଯାଉଛି ଜିଅନ୍ତା ବାପା ମା ଙ୍କୁ ପିଲା ପଚାରୁ ନାହାନ୍ତି..

  • @saritascreativeart7043
    @saritascreativeart7043 Před rokem +96

    ମାଆ ଲୋ, ଡର ଲାଗୁଛି.... କେମିତି tradition ରେ ବାବା...... ପୁରା ନୂଆ ଜିନିଷ ଦେଖୁଛି, ପ୍ରାୟ ସମସ୍ତଙ୍କ ପାଇଁ ଏଇଟା ନୂଆ ଦୃଶ୍ୟ ହେଇଥିବ, କାରଣ ଆମେ ଜାଣିଛେ ପୁରାତନ କାଳ ରେ ମିଶର ଦେଶରେ mummy ତିଆରି ହେଉଥିଲା... ଏବେ କୋଉଠି ଏମିତି ଅଛି ବହୁତ ଆଶ୍ଚର୍ଯ୍ୟ ଲଗିଲା,.....thanx for such an UNIQUE vedio.... ❤️❤️❤️

  • @satyadevotional6467
    @satyadevotional6467 Před rokem +272

    ତମ ପାଇଁ ଖାଲି ଓଡିଶା ନୁହେଁ ସାରା ଭାରତ ଗର୍ବିତ । ତମେ ସବୁବେଳେ ସୁସ୍ଥରେ ରୁହ । ଜୟ ଜଗନ୍ନାଥ

  • @jharanaghosh315
    @jharanaghosh315 Před rokem +7

    ଗୋଟେ ନୂଆ ତଥ୍ୟ ଜଣାଇଥିବାରୁ ଅନେକ ଅନେକ ଧନ୍ୟବାଦ 🙏🙏

  • @pushpanjalisharma-xc3ow
    @pushpanjalisharma-xc3ow Před 3 měsíci +6

    ବହୁତୁ ବଢିଆ ନୂଆ ନୂଆ କିଛି ଦେଖି ବାକୁ ମିଳୁଛି ବହୁତୁ ବହୁତୁ ଧନ୍ୟବାଦ 🙏ଜୟ ଜଗନ୍ନାଥ 😘

  • @prafullamohapatra858
    @prafullamohapatra858 Před rokem +51

    ଲବ ବାବୁ,ବହୁତ୍ ସୁନ୍ଦର୍ ଉପସ୍ଥାପନା ନୂଆ ନୂଆ କଥା ଘରେ ବସି ଜାନୁଛୁ ପୁଣି ମାଗଣାରେ।ବହୁତ୍ କଷ୍ଟ କରୁଛ ଆମ ପାଇଁ। ଭଗବାନଙ୍କ ଆଶୀର୍ବାଦ ଓ ଆମ ମାନଙ୍କ ଶୁଭେଚ୍ଛା ତୁମ ସହ ଅଛି।
    ଧନ୍ୟବାଦ୍।
    ପ୍ରଫୁଲ୍ଲ ମହାପାତ୍ର, ରାଉରକେଲା,

  • @biswajitswain7140
    @biswajitswain7140 Před rokem +119

    ଭାଇରେ 👌👌ଆମେ ଯାହା ଶୁଣିଥିଲେ ଆମ ଭାଇ ଶେଷବୁକୁ ଆମକୁ directly ଦେଖାଉଛନ୍ତି 👌👌ଯାହା ହଉ ଆମେ ଆମ ଭାଇ ପାଇଁ ଗର୍ବ ଅନୁଭବ କରିଛୁ.. Love you bhai.... ଜୟ ଜଗନ୍ନାଥ 🙏🙏

  • @aniruddhadas5169
    @aniruddhadas5169 Před rokem +5

    ବହୁତ ସୁନ୍ଦର,ଏଠି ସ୍ନେହ ଶ୍ରଦ୍ଧା ଭକ୍ତି ଏବଂ ସମ୍ମାନ ସହିତ ଭଲପାଇବା।

  • @maheswargantayat7537
    @maheswargantayat7537 Před rokem +13

    ଆମ କୁ ଏତିକି କରିବାକୁ ଶହେ ଜନ୍ମ ଲାଗି ଯିବ ଲବ ଭାଇ l ❤️❤️❤️❤️❤️❤️❤️❤️❤️❤️ I Love You
    ଓଡିଶାର ନାଁ ରଖି ଦେଲମ .....l ଜୟ ଓଡ଼ିଶା ଜୟ ଲବ ଭାଇ 🙏🙏🙏......... I

  • @PRAMILARANA-kd4sr
    @PRAMILARANA-kd4sr Před rokem +205

    ଭାଇ, ସେମାେନ ତାଙ୍କ ପୂର୍ବ ପୂରୁଷ ମାନଙ୍କୁ ବହୁତ ଭଲ ପାଇବା ଆଉ ସମ୍ନାନ ଦେଖି ଖୁସି ଲାଗିଲା। ସେମାନଙ୍କୁ ୧୫ ବର୍ଷ ଯାଏ ରଖନ୍ତି କି ସବୁଦିନ ପାଇଁ ରଖନ୍ତି ଟିକେ କହିବ। ଜୟ ଜଗନ୍ନାଥ ଜୟ ମା ତାରିଣୀ🙏🙏

  • @AMRITA687
    @AMRITA687 Před rokem +53

    Jay jagannath 💐🙏🙏🙏🙏
    ଭଗବାନ ଙ୍କ ଠାରେ ଏତିକି ପ୍ରାର୍ଥନା ଆପଣ ଏମିତି ବହୁତ ଆଗକୁ ଯାଆନ୍ତୁ

  • @Simpul.
    @Simpul. Před rokem +3

    ଲବ ଭାଇ ଙ୍କର 1 million ହେବା ନିହାତି ଦରକାର୍ ସେ ଅନେକ ଭଲ ଭଲ ଭିଡିଓ ଇଣ୍ଡିଆ ବାହାରକୁ ଜାଇକି ବନଉଛନ୍ତି ବହୁତ୍ କଷ୍ଟ କରୁଛନ୍ତି ତାଙ୍କ ପାଇଁ
    ଲାଇକ୍ ହେଇଯାଉ ଲଭ ୟୁ ଲବ ଭାଇ ❤❤❤

  • @Golokavani
    @Golokavani Před rokem +2

    ଜୟ ଜଗନ୍ନାଥ ବହୁତ ସୁନ୍ଦର
    ଆଜିବି କିଛି ସମ୍ପ୍ରଦାୟର ଲୋକମାନେ ନିଜର ମୃତ ପିତା ମାତା ଙ୍କୁ ଘରେ ରଖି ସେବା କରୁଛନ୍ତି କିନ୍ତୁ ଆମର ଏଠି ବଞ୍ଚି ଥାଉ ଥାଉ ଘରୁ ଭିନ୍ନ କରି ଦେଉଛନ୍ତି ଖାଇବାକୁ ଦେବା ତ ଦୂରର କଥା 🎉🎉
    ଏମିତି ବିଭିନ୍ନ ଭାଷା ଭାଷୀ ଲୋକଙ୍କର ସସ୍କୃତି ପରମ୍ପରା ଆମକୁ ଜଣାଉ ଥିବାରୁ ହୃଦୟର ସହିତ ଶୁଭେଛା ଏବଂ ଅଭିନନ୍ଦନ ସାନ ଭାଇ 🎉😂😂😂🎉❤❤❤#Golokavani

  • @S-B-Official5824
    @S-B-Official5824 Před rokem +167

    ହୃଦୟ ରୁ salute ଲବ ଭାଇ ଙ୍କୁ ,ଯିଏ ହୃଦୟ ରୁ ବଳ ପାଉଛ likeକର

  • @ASHOK51...
    @ASHOK51... Před rokem +226

    ଦେଖିବା ଆଜି ଏହି 🇮🇳 ପାଇଁ କେତେଟା like 👍 ମିଳୁଛି

  • @PITAMBARMAHALIK-zq8uh
    @PITAMBARMAHALIK-zq8uh Před 2 měsíci +1

    Tuma pain anta desara culture Jani heuchhi,so you are great 👍

  • @omPrakash-ps6yr
    @omPrakash-ps6yr Před rokem +11

    What a great distinct culture.... I hertfully solute to 'Taroja culture' from Indonesia.... And also give respect to the LOBA BHAI....

  • @pramodswain974
    @pramodswain974 Před rokem +467

    ଭାଇ ତୁମେ ବହୁତ ଆଗକୁ ଯିବାପାଇଁ ମୋର ଠାକୁର ଙ୍କ ପାଖରେ ପ୍ରାର୍ଥନା ସବୁବେଳେ ❤❤❤❤❤❤❤❤❤

  • @alliswell4252
    @alliswell4252 Před rokem +137

    ଲବ ଭାଇଙ୍କୁ ହୃଦୟ ରୁ ଭଲ ପାଉଥିଲେ
    ଲେଖନ୍ତୁ
    ବନ୍ଦେ ଉତ୍କଳ ଜନନୀ ❤

  • @Dharitreemallik
    @Dharitreemallik Před měsícem +1

    O my god amiti jaga ku sabu tame jaucha laba bhai 👍😊 👍👍👍❤❤❤❤ omg 😱

  • @abhisheknaik7679
    @abhisheknaik7679 Před 2 dny

    ATI Sundar vidio bhai jay jaganath

  • @jagannathmurmu7666
    @jagannathmurmu7666 Před rokem +22

    ଅନ୍ୟ ଦେଶରେ ରହୁଥିବା ଆଦିବାସୀମାନଙ୍କର ସଂସ୍କୃତି ପରମ୍ପରା ନିତିଦିନିଆ ଜୀବନଶୈଳୀ ସଂପର୍କରେ ଆମକୁ ବହୁତ୍ ସାରା Information ଦେଉଥିବାବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ Thank you God bless you Jay Jagannath

  • @olliswell3488
    @olliswell3488 Před rokem +92

    କିଏ କିଏ ଲବ ଭାଇଙ୍କୁ 100%ଭଲ ପାନ୍ତି ତା ପାଇଁ ଗୋଟେ like କରନ୍ତୁ

  • @brahmanchhaivillagefastiva1093

    ବହୁତ ସୁନ୍ଦର ❤️
    ଭାରତ ଛାଡ଼ି ଅନ୍ୟ ଦେଶରେ ମଧ୍ୟ ନିଜ ଧର୍ମ ଉପରେ ଭରଷା କରନ୍ତି ❤
    ବହୁତ ସୁନ୍ଦର ❤️ ଲବ ଭାଇ ଆହୁରି ଆଗକୁ ଯାନ୍ତୁ

  • @rajeshmahananda439
    @rajeshmahananda439 Před rokem +7

    ଲଭ୍ ଭାଇ ତମେ ଓଡ଼ିଶାର ନାମ ଗୌରବ ସବୁ ଉପରେ ରଖିଦେଲ ତୁମକୁ 🙏🙏🙏👍👍👍👍🇮🇳🇮🇳🇮🇳

  • @kilogram382
    @kilogram382 Před rokem +13

    Wow ଲବ ଭାଇ ଆଶ୍ଚର୍ଯ୍ୟ ଜିନିଷ ଦେଖାଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ଚଲାପଥ ରେ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ।ଆମେନ୍✝️✝️✝️✝️

  • @gunuchunusorts9978
    @gunuchunusorts9978 Před rokem +65

    ତମ ସାହସ କୁ ମାନିବାକୁ ପଡିବ ଭାଇ ମୁ ତ ଡରିଗଲି ଦେଖି, ଭଗବାନ ତମକୁ ଏମିତି ସାହସ ଦିଅନ୍ତୁ ଭଲରେ ରଖନ୍ତ ବହୁତ ଆଗକୁ ନିଅନ୍ତୁ ❤️❤️❤️❤️

  • @jagaj.pexpress
    @jagaj.pexpress Před rokem +2

    ଜୟ ଜଗନ୍ନାଥ ଭାଇ ଭାରତ ବାହାରେ ଆପଣ ଏମିତି ଭିଡ଼ିଓ ଦେଖେଉଥିବାରୁ ବହୁତ ବହୁତ ଧନ୍ୟବାଦ ❤❤❤❤❤❤❤

  • @Ramram16-bx7tg
    @Ramram16-bx7tg Před rokem

    ସୁନ୍ଦର ଯେତିକି ଅନ୍ଧାର ସେତିକି ତେଣୁ ତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ, ଆଗରେ ପଡ଼ିଛି ପଥ ବହୁଦୂର ଆହୁରି କେତେ ଯେ ବାକି
    ଏଇ ଯେ ଗହନ ବନ
    ଚାଲିବି ଚାଲିବି ନ ପଡ଼ିବି ଥକି
    ମୁଦିବା ଆଗରୁ ଆଖି ।❤❤❤ u bro

  • @Krishnamusic112
    @Krishnamusic112 Před rokem +648

    ଆମ ଲବ ଭାଇ ଙ୍କ ପାଇଁ ଉପରେ ଇଶ୍ଵର ଙ୍କ ଆଶ୍ରିବାଦ ସର୍ବଦା ରହିଥାଉ❤❤❤

  • @Tikilifestyle
    @Tikilifestyle Před rokem +98

    କେଉଁଝର ରୁ କିଏ କିଏ ଲବ ଭାଇଙ୍କ ଭିଡିଓ ସବୁଦିନ ଦେଖୁଛନ୍ତି ❤ସେ ଗୋଟେ like କରନ୍ତୁ 🙏🙏ଆଜି ଟିକେ late ହେଇଗଲା ଭାଇ କାଲି ବହୁତ କମ ଲୋକ join ହେଇଥିଲେ ଆଜି କେତେ ଦେଖିବା love from keunjher ❤️❤️❤️❤️

    • @Tikilifestyle
      @Tikilifestyle Před rokem +1

      ତୁମ ସାନ ଭଉଣୀ କୁ ଟିକେ ଭଲ ପାଇବା ମିଳୁ plzz ମୋ ଭିଡ଼ିଓ ବି ଟିକେ ଦେଖନ୍ତୁ 🙏🙏🙏🙏ପ୍ଲିଜ଼ ଆଉ କମେଣ୍ଟ କରନ୍ତୁ କଉ ଜାଗାରୁ ସବୁ ଦେଖୁଛ 👍👍

    • @lipisatyabarik9198
      @lipisatyabarik9198 Před rokem +1

      Mu keonjhar ghatanga maa tarini pakharu maa tarini 🙏ama laba bhainku bhala re rakhantu aao bahuta agaku jaantu

    • @morazu8781
      @morazu8781 Před rokem +1

      Right didi

    • @lipisatyabarik9198
      @lipisatyabarik9198 Před rokem +1

      Jay maa tarini 🙏🌺🌺🙏

    • @Tikilifestyle
      @Tikilifestyle Před rokem

      ମୁଁ ବି ଘଟଗାଁ ରୁ ଜୟ ମାଆ ତାରିଣୀ ❤️❤️🙏🙏🙏

  • @ibookscpy-wb9yp
    @ibookscpy-wb9yp Před 9 měsíci

    ଜୀବନ ରେ ପ୍ରଥମ ଥର ଏମିତି vedio ଦେଖିବାକୁ ମିଳିଛ। Thank you so much ଏହି video ତିଆରି କରିବା ପାଇଁ

  • @user-jl4tx5tf3j
    @user-jl4tx5tf3j Před rokem

    ଲବ ଭାଇଙ୍କୁ ମୋ ହୃଦୟ ରୁ ସେଲୁଟ 🙏
    ମୟୁରଭଞ୍ଜ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବା ହେତୁ ମୁ ତୋମର ବେଷ୍ଟ ସାଙ୍ଗ 🤝🤝🤝

  • @Aditya.aditya.
    @Aditya.aditya. Před rokem +15

    ଇତିହାସ ରେ ପଢୁଥିଲେ ଏବେ ଏହି ମମି କୁ ଆଖିରେ ଦେଖିବାର ସୁଯୋଗ ପ୍ରଦାନ ତମ ଯୋଗୁଁ ହେଲା ବହୁତ ବହୁତ ଧନ୍ୟବାଦ ଲବ ବାବୁ

  • @bijaysahoo6607
    @bijaysahoo6607 Před rokem

    ସାରା ଓଡ଼ିଶାରେ ଗୋଟେ ଟୋକା ତୁମେ
    ଏତେ ବଡ଼ କଲିଜା ରଖିଛ।ଭାରତ ସାରା ମିଡ଼ିଆ ଯୋଉ କାମ କରି ଦେଖେଇ ପାରିନାହାନ୍ତି ତୁମେ ଅକା ଯାଇ କରିଛ ଦିଲ❤ସେ ସାଲୁଟ ଭାଇ ତୁମକୁ

  • @prasantakhadia7507
    @prasantakhadia7507 Před rokem +24

    କିଏ ଭାବନ୍ତି ଲବ ଭାଇ ଏକ ନମ୍ୱର ବଳି ଲାଇକ କରନ୍ତୁ

  • @cutemanishka
    @cutemanishka Před rokem +99

    କେଉଁ ମାନେ ମନୁଛ କି । Papa is real hero in our life . Love you pap n miss u😊🙏

  • @Deva69795
    @Deva69795 Před rokem +58

    ଏହି ଭିଡିଓ ବହୁତ୍ ବଢିଆ ହେଇଛି ଭାଇ,,, ଭଗବାନ ତମକୁ ଆଊ ତମ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ,,,ଜୟ jagannath 🙏🏻🥀❤❤❤❤❤❤❤❤❤❤

  • @puspanjalinaik164
    @puspanjalinaik164 Před rokem

    ଭାଇ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l ଜୟ ଜଗନ୍ନାଥ 🙏🙏🙏🙏

  • @niharmajhi3630
    @niharmajhi3630 Před 10 měsíci +3

    Proud of my odisha 💙😇💯

  • @samaytudu6730
    @samaytudu6730 Před rokem +74

    ଧନ୍ଯ ବାଦ, ଲବ ବାବୁ🎉🎉ତୁମର ଗଜବ, ଗଜବ ଇତିହାସ ଦେଖି ବହୁତ ଭଲ ଲାଗିଲା❤❤ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ, ଏହା ହିଁ ମୋର କାମନା 🙏🙏🙏🇮🇳🇮🇳🇮🇳

  • @mrcreative4660
    @mrcreative4660 Před rokem +94

    ଆମ ଏଠାରେ ଜୀଅନ୍ତା ବାପା ମାଆଙ୍କୁ ଘୋରେ ରଖନ୍ତି ନାହିଁ। ଯାହା ହଉ ଲବ ଭାଇ ପାଇଁ ଆଜି ଗୋଟେ ବହୁତ୍ ବଡ଼ କଥା ଜାଣିବାକୁ ପାଇଲି

    • @jayapallamara1080
      @jayapallamara1080 Před rokem +2

      ବହୁତ ପୁରୁଣା କଲ୍ଚର ଦେଖାଇବାରୁ ଧନ୍ୟବାଦ ଲବ ଭାଇ।

  • @sarojinimajhi571
    @sarojinimajhi571 Před 4 měsíci

    Thank you Bhai ete sara knowledge ama mananku deuthibaru....🎉❤

  • @RabisingGond-sj7eh
    @RabisingGond-sj7eh Před 5 měsíci +3

    ଭାଇ‌ ଆଫଣଙ୍କୁ‌ କୋଟି କୋଟି ପ୍ରଣାମ ‌ ଜୟ ଜଗନ୍ନାଥ

  • @user-xc8hj5ub4y
    @user-xc8hj5ub4y Před rokem +265

    ଭାଇ ତୁମ ହୃଦୟ କୁ ମାନିବାକୁ ପଡିବ ତୁମ କଷ୍ଟ ପରିଶ୍ରମ ତୁମକୁ ଭଗବାନ ଆଗକୁ ନିଅନ୍ତୁ ❤

  • @BhambaraHo-qe6kb
    @BhambaraHo-qe6kb Před rokem +26

    ଲବ ଭାଇ ମୁଁ ଜାଣି ପାରୁନି କାହିଁକି ମୁଁ ଆପଣଙ୍କୁ ସବୁବେଳେ ଦେଖିବାକୁ ଇଚ୍ଛା ହେଉଛି।କଣ କରୁଛ ,ଖାଇଲକି ନାହିଁ, କେମିତି ଅଛ,କୁଆଡେ ଯାଉଛ ଇତ୍ୟାଦି ମୁଁ ଭାବୁଛି ତମ ବିଷୟରେ ।ଓକେ ଭାଇ ଯେଉଁ ସ୍ଥାନରେ ଅଛ ଭଲରେ ଥାଆନ୍ତୁ ମୁଁ God nku prayer karuchi

  • @SmrutiPanda-hr1tv
    @SmrutiPanda-hr1tv Před 5 měsíci +2

    A bhai ku je kahiba dimond CZcamsr❤❤❤❤❤❤

  • @rabichandranayak998
    @rabichandranayak998 Před rokem +1

    Tq Bhai emiti ka video upload karithibaru ama bhali students mananku bahut helpful heu6i... Kichhi new new katha janibaku paochhu agaku emiti new new video upload kara ❤❤❤❤❤ again tq emiti video pain

  • @kishanoffical6634
    @kishanoffical6634 Před rokem +94

    ବହୁତ ଭଲ ଲାଗିଲା ଭାଇ । ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। LOVE FROM KALAHANDI ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ajaymunda2725
    @ajaymunda2725 Před rokem +104

    ଏ ପତାକା 🇮🇳 ପାଇଁ ୧୦ 👍

  • @basantinaik6194
    @basantinaik6194 Před rokem +1

    ଲବ ଭାଇ ବହୁତ ବହୁତ ଧନ୍ୟବାଦ।ଏହି ଭିଡିଓ ଟି ବହୁତ ଭଲ ଲାଗିଲା।ଆପଣଙ୍କ ସବୁ ଭିଡିଓ ଶିକ୍ଷଣୀୟ ଅଟେ। ଖାସ୍ କରି ଏହି ଭିଡିଓ ଟି ଦେଶ ,ସମାଜ, ଛାତ୍ର ଛାତ୍ରୀ ଆଉ ଆମ ଯୁବ ପିଢ଼ି ଙ୍କୁ ଶିକ୍ଷା ର ଅନେକ ବାର୍ତ୍ତା ଦେଉଛି।ଆପଣ ଆମ ଓଡ଼ିଶା ଏବଂ ଭାରତ ଦେଶର ଗର୍ବ ଅଟନ୍ତି। ଆପଣ ଆହୁରି ଆଗକୁ ଯାଅ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

  • @bichitra11
    @bichitra11 Před 11 měsíci

    ଓଡ଼ିଆ ୟୁଟୁବ ଜଗତରେ ଏକ ମାଇଖୁଣ୍ଟ ଏ ଚ୍ୟାନେଲ❤

  • @TaniTanveerTribal
    @TaniTanveerTribal Před rokem +73

    ମୁଁ office ରେ ଅଛି but ତୁମ notification ଆସିଲେ office ରେ ଥିଲେ ବି ତୁମ ଭିଡ଼ିଓ ଯେମିତି ହେଲେବି ଦେଖେ. କିଏ କିଏ office Duty time ରେ laba ଭାଇ ର ଭିଡ଼ିଓ ଦେଖୁଛନ୍ତି. ❤

  • @Dambaru51
    @Dambaru51 Před rokem +59

    Indonesia ର Vlog କାହାକୁ କାହାକୁ ଭଲ ଲାଗୁଛି Like କର ❤❤ Thank you ଲବ ଭାଇ ଜୟ ଜଗନ୍ନାଥ 🙏

  • @jyotiranjanmohanty9719

    ବହୁତ୍ କଠିନ ପରିଶ୍ରମ ର ଭିଡିଓ, ଧନ୍ୟବାଦ୍ , ଜୟ ଜଗନ୍ନାଥ।

  • @rachananayak9181
    @rachananayak9181 Před 11 měsíci

    Salut bhai Salut apanankara amiti inspire video dekhila pare mate sabu country ra details janibaku lagichi thank you so much God bless you

  • @ISSHU_BABY
    @ISSHU_BABY Před rokem +334

    କେଉଁମାନେ ଚାହୁଚ ଜଲଦି ୧ ମିଲିୟନ ହେଇଯାଉ ❤❤❤❤ ଲଵ ଭାଈଙ୍କର like comment karantu

  • @deepakpradhan3512
    @deepakpradhan3512 Před rokem +22

    ଭାଇ ରେ ତମ କାମ ଆଉ ସାହାସ ମାନିବାକୁ ପଡିବ.... ବହୁତୁ କଷ୍ଟ କରି ଆମ ସେ ବିଷୟରେ vedio ମାଧ୍ୟମରେ ଦେଖାଉଛ..... Salute u ଭାଇ.... ଜଗନ୍ନାଥ ତମର ମଙ୍ଗଳ କରନ୍ତୁ 🙏

  • @rupsagarpatra2625
    @rupsagarpatra2625 Před rokem

    Wah re raja beta tumne to Kamal hi kardia love you

  • @bhagirathibehera553
    @bhagirathibehera553 Před 3 měsíci

    Thank you for your information continuesly run this type video ❤❤❤❤❤

  • @gaganbiharipradhan4091
    @gaganbiharipradhan4091 Před rokem +13

    ତମ ମାଧ୍ୟମରେ ଆମେ ନୂଆ ନୂଆ ଜିନିଷ ଦେଖିବାକୁ ପାଉଛୁ ଲବ ଭାଇ ,ଧନ୍ୟବାଦ୍ ଆପଣଙ୍କୁ

  • @suvendupattnaik2670
    @suvendupattnaik2670 Před rokem +14

    Explore....Explore... and Explore.
    We feel proud for this ODIA TOKA

  • @krishnaentrainment4120
    @krishnaentrainment4120 Před 8 měsíci

    Dhanyabad bhai emitire tume bi bahut bhala manisha tie.bahut bhala lagila ei tumara sahash ku .god blesh you🎉🎉🎉🎉🎉🎉🎉🎉

  • @Food_Blogger_Sakti
    @Food_Blogger_Sakti Před 10 měsíci +1

    ଲବ ଭାଇ ଦିନେ ଭାରତର number 1 CZcamsr haba ❤

  • @KrishnaPurty-zu2li
    @KrishnaPurty-zu2li Před rokem +22

    ଭାଇ ରେ ଦେଖିଲା ପରେ ମତେ ଭାରି ଡର ଲାଗୁଥିଲା । କେବେ ଦେଖିନଥିଲି ଏମିତି ଦୃଶ୍ୟ ଆଉ କେବେ ବି ଶୁଣି ନଥିଲି ପ୍ରଥମ ଥର ଏ ବଳି କଥା ଶୁଣିବା ତା ସହିତ ନିଜ ଆଖିରେ ଦେଖିବା......😮😮😮😮😮😮😮

  • @user-kc7iz5hs3q
    @user-kc7iz5hs3q Před rokem +59

    ଭାଇ ତମ କୁ ଠାକୁର ଭଲରେ ରଖନ୍ତୁ ।
    ମରିବା କଥା କୁହ ନାହିଁ । ଶୁଣିକରି ଦୁଃଖ ଲାଗିଲା

  • @prakashsahoo7848
    @prakashsahoo7848 Před rokem

    ଧନ୍ୟବାଦ ଲବଭାଇ,
    ବହୁତ ସୁନ୍ଦର ଲାଗିଲା ତୁମେ ସୁ ଦୂର ଇଣ୍ଡୋନେସିଆ ରେ ଅଜଣା ଥିବା culture ବିଷୟରେ ଖୁଵ ସରଳରେ ଜଣାଇଥିବାରୁ
    ଈଶ୍ୱର ତୁମର ସବୁ ଲକ୍ଷ ପୂର୍ଣ୍ଣ କରିବେ, ଧନ୍ୟବାଦ 👍🏿👍🏿

  • @aitipsandtricks.
    @aitipsandtricks. Před rokem +2

    💯 pure odia vlogger ❤ Dil se salute

  • @Nilanchal673
    @Nilanchal673 Před rokem +161

    This man is
    Hard work -100%
    Talent -100%
    Ego-0%
    Attitude -0%
    I'm proud of you laba bhai ❤❤❤❤❤❤❤ like friends

  • @KeonjhariaJhiavlog
    @KeonjhariaJhiavlog Před rokem +139

    ଜୟ ଜଗନ୍ନାଥ ଭାଇ 🙏😇
    ତମକୁ ଡର ଲାଗିଲାନି 😂😂😂
    ବହୁତ୍ ବଢିଆ ଭିଡ଼ିଓ ଟି ହେଇଛି, ଏମିତି ଆଗକୁ ବଢ଼ ଭଗବାନ୍ ତମକୁ ବହୁତ୍ ଆଗକୁ ନିଅନ୍ତୁ ......❤❤
    Lot's of love Bhai 💞💞💗

  • @chinmayeeacharya2748
    @chinmayeeacharya2748 Před 5 měsíci +1

    Vai your great person god bless you ❤❤❤❤❤❤🎉🎉🎉🎉🎉🎉🎉🎉🎉❤❤❤❤❤

  • @MAHESWARIPICTURE
    @MAHESWARIPICTURE Před rokem

    I am very happy ki ama odisha ro Jane ama ku sabu kichhi sikhhaochhanti thhanks you very much Bhai Dil dlse love you ❤❤

  • @Cyclists.krishna
    @Cyclists.krishna Před rokem +22

    ଆମ ଲବ ଭାଇ ଭଦ୍ରକିଆ ଙ୍କ ପାଇଁ ଗୋଟେ ସୁନ୍ଦର ସମୟ ଏବେ ....ଭଦ୍ରକିଆ ମାନେ ଭଦ୍ରକିଆ ଟୋକା real hero...

  • @alliswell4252
    @alliswell4252 Před rokem +196

    ଭାଇଙ୍କ ସବୁ vedio କୁ କିଏ କିଏ like କରିଛ

  • @nirakarkharsel
    @nirakarkharsel Před rokem

    Amazing amazing amazing place toraja tribe 😮😮😮. 👑👑👑👑laba hansda

  • @SubashMukhi-k6y
    @SubashMukhi-k6y Před 4 dny

    ଜୟ ଜଗନ୍ନାଥ 🙏❤

  • @Adityafoodandvlogs
    @Adityafoodandvlogs Před rokem +13

    ପୁଅ ତମ ଲାଗି ଗର୍ବ ଲାଗୁଚି ଯାହା ଆମେ ଇତିହାସ ରେ padhutjilu ଆଜି ତମେ ଆମକୁ ଦେଖାଇଲା ❤❤

  • @brahmanandapandabp1268
    @brahmanandapandabp1268 Před rokem +10

    ଭାଇ ତମ ପାଇଁ ଆଜି ଟିକେ ବାହାର ଦୁନିଆର ଘଟଣା ମାନ ଦେଖିବା ସହିତ ଜାଣି ସେଉଛି
    ସେଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ

  • @RanjanTudu-bs4xe
    @RanjanTudu-bs4xe Před 11 měsíci

    Dada adi napaye video benaoedam so nice 👍👍👍👍👍

  • @gspproduction8332
    @gspproduction8332 Před rokem +1

    So amazing culture lobo bhai lots of love their family members of toroja people in Indonesia really I like it❤❤❤❤❤❤❤❤❤❤❤

  • @JNCreation
    @JNCreation Před rokem +19

    ମୁଁ ଦେଖିବାରେ ଗୋଟିଏ ବି Negetive comment ନାହିଁ ଦେଖି ବହୁତ ଖୁସି ଲାଗିଲା❤
    ସମସ୍ତଙ୍କୁ ଧନ୍ୟବାଦ❤

  • @nirupamavlogsandfood
    @nirupamavlogsandfood Před rokem +22

    ଭିଡ଼ିଓ ବହୁତ ଭଲ ଲାଗିଲା ଭାଇ | ଏତେ ସୁନ୍ଦର ଭିଡ଼ିଓ ପାଇଁ ବହୁତ ବହୁତ ଧନ୍ୟବାଦ 🙏❤️❤️ ଜୟ ଜଗନ୍ନାଥ 🙏

  • @binodkumarvlog6436
    @binodkumarvlog6436 Před 2 měsíci

    Laba bhai dhanyabad apana ka lakshya🔥🔥🔥🙏🙏🙏🙏

  • @jagatanandsagar5879
    @jagatanandsagar5879 Před 2 měsíci

    World traveller person only you and I obey to you courage

  • @Subhenduraut
    @Subhenduraut Před rokem +45

    ଆମ ଓଡ଼ିଶାରେ ଏମିତି ହୋଇଥିଲେ ଆମେ ମଧ୍ୟ ଆମ ବାପା, ଜେଜେବାପା ଓ ତାଙ୍କ ପୂର୍ବଜଙ୍କୁ ଏବେ ପର୍ଯ୍ୟନ୍ତ ଦେଖୁଥାନ୍ତେ.... 😊❤
    Big salute to you Laba bhai for introducing us this type of different cultures ....God bless you❤

  • @ODISHA_KUHE
    @ODISHA_KUHE Před rokem +4

    1st time in any ODIA BLOGS......
    ଜୟ ଜଗନ୍ନାଥ ଭାଇ।
    ମାଡ଼ି ଚାଲ.......

  • @partishpattanayak2873

    Satare bhai tuma pain ame ete sabu nua jaga nua culture dekhi paruchi tq so much.god bless you❤

  • @gopindrasharma6268
    @gopindrasharma6268 Před 9 měsíci

    Bahut badhiya, thank you

  • @tanmayeesahu2277
    @tanmayeesahu2277 Před rokem +40

    ସତରେ ଭାଇ ଆପଣଙ୍କ ଭିଡିଓ ରେ ବହୁତ୍ କିଛି ଜାଣିବାକୁ ମିଳୁଛି ❤ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ସବୁବେଳେ ଖୁସିରେ ରହନ୍ତୁ ❤