ଓଡିଶା ରୁ ଦୁବାଇ ମାଗଣା I PHONE ପାଏ ଆସୀ ଲି ତା’ପରେ କଣ ହେଉଛି ??? 🇦🇪DUBAI ODIA VLOG

Sdílet
Vložit
  • čas přidán 12. 06. 2023
  • ଓଡିଶା ରୁ ଦୁବାଇ ମାଗଣା i ଫୋନ୍ ପାଏ ଆସୀ ଲି ତା’ପରେ କଣ ହେଉଛି ???

Komentáře • 2,7K

  • @sangram__ff_143
    @sangram__ff_143 Před rokem +878

    ଆମ ଓଡ଼ିଆ ଭାଇ ଦୁବାଇ ରେ ଅଛନ୍ତି 😊 ଆଉ ଓଡ଼ିଆ ଭାଷା ରେ ବି ଆମକୁ କହୁଛନ୍ତି ☺️ ଭାଇଙ୍କ ପାଇ ନିହାତି like/comment/share କରନ୍ତୁ 🙏🏻🙏🏻🙏🏻

    • @Sammy-tl2ik
      @Sammy-tl2ik Před 3 měsíci

      Au kana Arabic re katha hei thante

    • @subashbarik4076
      @subashbarik4076 Před 2 měsíci

      Se kn aka kete odia loka achhanti mu bi achhi but kareni blog

    • @GaluaToka2494
      @GaluaToka2494 Před 2 měsíci

      Kou bandaku to mas janma karithila e maghian jaiki bhika maguchi lajja nai e bedha chua ku tu puni taku Bhai kahuchu aaaa thu

  • @user-tj6ui7qe4r
    @user-tj6ui7qe4r Před 11 měsíci +116

    ଭାଇ ସେ mobile free ଦଉ କି ନ ଦଉ କିଛ କଥା ନାହିଁ but ଏତିକି ଖୁସି ଲାଗିଲା ତମେ ଦୁବାଇ ରେ ରହିକି ଆମ ଓଡ଼ିଆ ଭାଷା use କରୁଛ... Love u so much ମୋ ଭାଇ ❣️💞🌹

  • @rajkishorvlogs212
    @rajkishorvlogs212 Před 11 měsíci +48

    ଖାଲି ଗୋଟିଏ ନାମ ସତ ଜୟ ଜଗନ୍ନାଥ ‼️⭕️⭕️‼️🙏🙏🙏

  • @gnanewsodisha474
    @gnanewsodisha474 Před 6 měsíci +30

    ଭାଈ ବହୁତ କଷ୍ଟରେ ସୁନ୍ଦର ଭିଡିଓ ଛାଡୁଛନ୍ତି ବହୁତ ବହୁତ ଧନ୍ୟବାଦ

  • @DurgaPrasad-tj3wv
    @DurgaPrasad-tj3wv Před rokem +2104

    କେବଳ ଓଡ଼ିଆ ଭାଷା ର ପ୍ରଚାର ହଉ ଜୟ ଜଗନ୍ନାଥ ଜୟ କଳିଙ୍ଗ ❤🎉

  • @ranjanmajhi7890
    @ranjanmajhi7890 Před rokem +663

    ଭାଇ ସେଠି ଜାଇକି ଦୁଇ ଭାଇ ର ପରଦା ଫାସ କରିଦେଇ ଚ ସେଥି ପାଇଁ ଧନୀୟ ବାଦ

    • @RajeshSahu-me1ig
      @RajeshSahu-me1ig Před rokem

      Sat katha

    • @SrinibasKumar5656
      @SrinibasKumar5656 Před rokem +1

      Really nice bro ମୁଁ ବି ଜାଣୀଲି ଭାଉ 😃😃😀😀😄😄😁😁😆😆😄😃😀

  • @user-hj9qj2el2u
    @user-hj9qj2el2u Před měsícem +2

    ଧନ୍ୟବାଦ ଭାଇ ସତ ବାହାର କୁ ଆଣି ବା ପାଇଁ

  • @sampurnasinu5354
    @sampurnasinu5354 Před 11 měsíci +28

    Welcome to Dubai ଚାଲ ଯିବା ଫୋନ୍ ଆଣିବାର ପାଇଁ.... ଏଇ କଥା ଟା ଭାରି ଭଲ ଲାଗିଲା ❤❤❤❤

  • @RahulNije
    @RahulNije Před rokem +209

    ସେ ଯାହା ବି ହଉ ଭାଇଙ୍କ ପାଇଁ ଗୋଟେ like/comments କାଁହିକି କି ନା ଆମ ଓଡିଶା ର ଭାଷା ଦୁବାଇ ରେ ବି.....😢❤

  • @itzsabya
    @itzsabya Před rokem +496

    ରଥଯାତ୍ରା ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ||
    ଏ ହଉଛି ଜଗନ୍ନାଥ ମାଟି ||ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ||🙏🙏❤️❤️❤️❤️

    • @sukantdubaivlog
      @sukantdubaivlog Před rokem +2

      ଜୟ ଜଗନ୍ନାଥ

    • @sukantdubaivlog
      @sukantdubaivlog Před rokem +2

      ଆଉ ଯଦି କହିବ ମଁ ଓଡ଼ିଆରେ ବନେଇବି vlog

    • @basukumar3035
      @basukumar3035 Před rokem

      Tui nikil bo sala...Jena dekhle nahela katha khali

    • @rajibmishra3228
      @rajibmishra3228 Před 11 měsíci +1

      ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

    • @laxmidharbarik8868
      @laxmidharbarik8868 Před 11 měsíci +1

      Bhai Oman asa dekha heba mu achi dekha heba pilz❤

  • @lalitasingh9649
    @lalitasingh9649 Před 11 měsíci +86

    ଭାଇ ଆପଣ ଙ୍କୁ ଡର ମାଡିଲାନି ଏତେ ସାରା ସାପ ଭଲରେ ରୁହନ୍ତୁ ମାଁ ତାରିଣୀ ଆପଣଙ୍କୁ ଘଣ୍ଟ ଘୁଡେଇ ରଖନ୍ତୁ

  • @dkdraked1159
    @dkdraked1159 Před rokem +22

    ବହୁତ୍ ଭଲ କାମ କରିଲ ଭାଇ, ସତ କୁ ସାମ୍ନା କୁ ଅନିକି 😊 ଜୟ ଜଗନ୍ନାଥ

  • @studytechodia3723
    @studytechodia3723 Před rokem +20

    ଧନୀ ରାଷ୍ଟ୍ର ଦୁବାଇ, ସମସ୍ତେ କାମ କରିବା ପାଇଁ ଦୁବାଇ ଯାଉଛନ୍ତି, ଯେମିତି ଓଡିଶା ଲୋକେ କେରଳ ଯାଉଛନ୍ତି

  • @samaimarndi4769
    @samaimarndi4769 Před rokem +53

    ବହୁତ ଭାଗ୍ୟବାନ ତୁମେ । ପୃଥିବୀ ଯାକ ବୁଲି ଦିଅ । ଆମକୁ ବି ଦୁନିଆ ବିଷୟରେ ସୂଚନା ଦେଉ ଥା ଅ । ଆଡି କଡା ଗେ । ଚାଲୁ ଚାଲୁ । ଆଗକୁ ବି ଚାଲୁ ।

  • @montytaria9543
    @montytaria9543 Před 11 měsíci +12

    U exposed the hyped duo brothers, now i will comment on their reels for such marketing . Thanks bhai

  • @BikashBalyarsingh
    @BikashBalyarsingh Před 11 měsíci +7

    ୱା ଭାଇ ତମେ ସେ ଦୁବାଇ ଯାଇକି ସମସ୍ତଙ୍କୁ ସତ ଜଣେଇ ଦେଇଛନ୍ତି ସେଥିପାଇଁ ବହୁତ୍ ଖୁସି ମୁଁ ଆଉ ଆପଣ ଭଲରେ ସବୁ ଜାଗାର ସବୁ କିଛି ବୁଝାନ୍ତୁ Thank you ଭାଇ

  • @cartunguys-T
    @cartunguys-T Před rokem +78

    କିନ୍ତୁ ଧନ୍ୟବାଦ୍ ଭାଇ ତମେ ଆମକୁ ସାତ ଜନେଇଲେ ତୁମର ଏତେ ଟଙ୍କା ଖର୍ଚ୍ଚ ହେଇଗଲା 🙏🫡 odisha is a great of our wold 🌎

  • @Ramchandra098
    @Ramchandra098 Před rokem +151

    I Really Proud To Be An Indian 🇮🇳

  • @armylover_48
    @armylover_48 Před 9 měsíci +7

    ଭାଇ ଜଗନ୍ନାଥ ମହାପ୍ରଭୁ ତମକୁ ଆଶୀରବାଦ କରୁନ....🙏🙏🙏
    ବହୁତ୍ mehenat କରୁଛ....

  • @harizKhan506
    @harizKhan506 Před 2 měsíci +3

    ଓଡିଆ ଭାଷା ସବୁଆଡ଼େ ବ୍ୟାପୁଚ ଭାରି ଖୁସି ଲାଗେ ଏମିତି ଗୋଟେ ଭାଇ ଅଛନ୍ତି କୋଣ କୋଣ ଆମ ଭାଷା ପହଚେଇଛନ୍ତି

  • @Itismita_Life_Style
    @Itismita_Life_Style Před rokem +3434

    ମୁଁ ଭାବୁ ଥିଲି ଯେମିତି ସେମିତି ହିଁ ହେଲା 🥺🥺 ସେ ଦୁଇ ଭାଇ ପୁରା ମିଛୁଆ ଖାଲି Marketing ବାହାନାରେ ଭିଡ଼ିଓ upload କରନ୍ତି। 😞 ଧନ୍ୟବାଦ ଭାଇ ସତ କଥା ଆଗକୁ ଆଣି ଥିବାରୁ 🙏🙏

  • @Rajabhai-ms4zi
    @Rajabhai-ms4zi Před rokem +120

    ହେମାନକୁ ପିଟିବା ପାଇଁ ଇଛା ହଉଛି ମାକସମ୍ ଭାଇ😊.....I LOVE YOU DADA😊

  • @jaysivasankar4268
    @jaysivasankar4268 Před 6 měsíci +8

    ଆରେ ଭାଇ ତମେ ଯାଣିନ ମୁଁ ଜାଣିଛି ଭାଇ ସବୁ ମିଛୁଆ ଭାଇ ସେଇ ଦୁଇଯଣ

  • @kamdevpidika6877
    @kamdevpidika6877 Před 11 měsíci +2

    Sobu deso ro amo odisha basinku dekauchu bhai really proud of you bhai

  • @padmapokharimayurbhanj7857
    @padmapokharimayurbhanj7857 Před rokem +132

    ବହୁତ ଭଲ ହେଲା ଓଡ଼ିଆ ରେ vlog ଆରମ୍ଭ କଲ santhali ଆଉ ହିନ୍ଦୀ ରେ ତ international vlogger ଭାବରେ ସବୁଆଡେ ପରିଚିତ ଏବେ ଓଡ଼ିଆରେ ବି ସେମିତି ଭଲ ପାଇବା ମିଳୁ ମୋର ଆଶୀର୍ବାଦ....... ଜୟ ଜଗନ୍ନାଥ ଜୟ ମୟୁରଭଞ୍ଜ.................................

  • @Sudeshkumar-yu8mj
    @Sudeshkumar-yu8mj Před rokem +47

    ଆମେ ତୋ ଆଗରୁ ଜାନୀତିଲୁ ମିଛ ବୋଲି ଧନ୍ୟବାଦ ଭାଇ

  • @hiteshsagar6141
    @hiteshsagar6141 Před 10 měsíci +2

    Nice bro..keep growing. Jai odisha jai bharat.

  • @paribabuvlog219
    @paribabuvlog219 Před 9 měsíci +3

    Bhai tamaku hats off nd thank you eithi pai dubai re bi tame odia vlog karucha

  • @RespectShorts-op1xt
    @RespectShorts-op1xt Před rokem +31

    ଧନ୍ୟବାଦ ତୁମକୁ ତାଙ୍କର କଳାକାରନାମା ଜଣାଇବା ପାଇଁ

  • @sunilbehera4157
    @sunilbehera4157 Před rokem +20

    ସତ ଜନେଇବାରୁ thank you ଭାଇ ❤🙏🙏🙏

  • @labhaofficial1436
    @labhaofficial1436 Před 11 měsíci +2

    Sabu sata katha janila pare bahut vala lagila bhai greet vlog 👌😍

  • @affbhaskar
    @affbhaskar Před 11 měsíci +26

    Proud to be odia,, ❤

  • @rabindrakumarsahu1766
    @rabindrakumarsahu1766 Před rokem +6

    Bhai tamaku dhanyabad....etiki sata ta viral karithibaru...... ଧନ୍ୟବାଦ ଆପଣଙ୍କୁ। ଏତିକି ସତ କହିଥିବାରୁ।

  • @bhumijdanguakola8671
    @bhumijdanguakola8671 Před rokem +197

    He also famous as a tribal santali vloger..❤❤❤ keep it up bro 👍🏻

  • @samalofficestationery5244
    @samalofficestationery5244 Před 11 měsíci +9

    Also proud of odisha ❤ mo bhasa odia mo jaga badhiaa❤❤🎉

  • @SumitraBhoi-ye3go
    @SumitraBhoi-ye3go Před 11 měsíci +2

    Bahut bhal lagla bhai video ta au agke bhal bhal video ani kari asa bhai ❤❤

  • @sksidharthofficial3263
    @sksidharthofficial3263 Před rokem +372

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ ଆଶୀର୍ବାଦ ଦରକାର -🙏😚

    • @GAMECONTENT2023
      @GAMECONTENT2023 Před rokem +12

      Bless you

    • @Asim7684
      @Asim7684 Před rokem +5

      ଆମେ କଣ ଆଶୀର୍ବାଦ ଦବୁ ଆମେ କଣ ଭାଗବାନ ଯାଅ ଭାଗବାନ ଙ୍କୁ ପୂଜା କରେ ଆଶୀର୍ବାଦ ମିଳିବ

    • @debashishpradhan2269
      @debashishpradhan2269 Před rokem +5

      Vlogging au Blogging Vitare bahut farak thai bhai. First difference jana ta pare kariba 🤣

    • @kamalakantajena7913
      @kamalakantajena7913 Před rokem +2

      3

    • @bestieki_kamini845
      @bestieki_kamini845 Před rokem +1

      Same bro..

  • @babukhatua3880
    @babukhatua3880 Před rokem +29

    ଯାହା ହଉ ଭାଇ ଭଲ ଲାଗିଲା ଆମ ଓଡ଼ିଆ ଭାଷା ରେ ତୁମେ କରୁଛ ଭଲ ଜୟ ଜଗନ୍ନାଥ 🙏🙏🙏🙏

  • @dipakjena8884
    @dipakjena8884 Před 3 měsíci +2

    ଛୋଟା ଭାଇ ତା ବୋଉ ଵିଆ ଭାଇ ମହାଗିଆ ବେଧ ମଙ୍ଗଳ 2 ଟାକ ସମସ୍ତଙ୍କୁ ଏମିତି ଠକୁଛନ୍ତି ,,,,,,,,,, sorry Bhai mu coment re Amiti gali Kali sethilagi I am really sorry 😔 mu bi Amiti a 2 janaka thakeire padithili sethilagi aau mo nijaku control kariparilini gali Kali ,,,,,,But I love you bro 💞💞 thanks

  • @prativadas6835
    @prativadas6835 Před 10 měsíci +5

    ଧନ୍ୟବାଦ ସତ ସାମ୍ନାକୁ ଆସିଲା ସେମ।ନଙ୍କୁ ଆଉ କମେଣ୍ଟ ଦେବା ନି

  • @JCupload
    @JCupload Před rokem +194

    ସବୁ କିଛି ମିଛ ପ୍ରମାଣିତ ହୋଇ ସାରିଛି
    ପଲେଇ ଆସ ଭାଇ
    iPhone ମିଳିଲା ନାହିଁ
    କିଡନୀ ବିକି କରି iPhone କିଣିବା😂😂😂
    Love From କେନ୍ଦୁଝର

  • @akashmurmu382
    @akashmurmu382 Před rokem +23

    Apono amoro Indian Hero dada ate dure jaiki ate sata katha amoku jonauchhonti thank you dada👍👍👍👍👍

  • @nabinkumar888
    @nabinkumar888 Před 9 měsíci +1

    Thank u..bahi give for more important information..well done

  • @sambitcivil8991
    @sambitcivil8991 Před 11 měsíci +110

    For the first time seeing a Odia guy in ZAMZAM!! ❤

  • @Respectprabhu
    @Respectprabhu Před rokem +11

    ଧନ୍ୟବାଦ ଭାଇ ସତ କଥା ଆଗକୁ ଆଣି ଥିବାରୁ👍🙏

  • @keyboardkinggaganofficial

    ଭାଇ ମୁଁ ବି ମିଛ ଭାବୁଥିଲି ଗୋଟେ ଭିଡ଼ିଓ ରେ କମେଣ୍ଟ ଦେଇଥିଲି ସେଠି ବହୁତ୍ ଗାଳି ମିଳିଲା କିନ୍ତୁ ଆପଣ ସତ୍ କହିଲେ ଧନ୍ୟବାଦ୍ ❤

  • @arriver_soumya8418
    @arriver_soumya8418 Před 3 měsíci +5

    ଭାଇ dunia ରେ କିଛି ବି free ନୁହଁେ

  • @anilkhadia2488
    @anilkhadia2488 Před 3 měsíci

    Thank you so much bhi aamo odiaa bhasa ku bebahar karu Cha bali God bless you Amen Amen

  • @DurgaPrasad-tj3wv
    @DurgaPrasad-tj3wv Před rokem +367

    ଜୟ ଜଗନ୍ନାଥ ଜୟ କଳିଙ୍ଗ ଓଡିଶା ❤🎉

    • @gangadharmallick8287
      @gangadharmallick8287 Před rokem +4

      Bahuth bhala kama kala bhai ame jani no thilu amaku thoki chhanti fake karu chanti age chala bhai ame achhi 👍👍👍👍👍👍👍

    • @mrcreationxyz2005
      @mrcreationxyz2005 Před rokem +2

      Jay Kalinga ⛳ Jay sanatan 🙏

    • @srikrishna20
      @srikrishna20 Před 10 měsíci +1

      Hii

  • @prabhuprasadswain6667
    @prabhuprasadswain6667 Před rokem +59

    Free iPhone ପାଇଁ ଲୋକ କିଡିନ ବିକି ଦେଉଛନ୍ତି ମୁଁ ୨/ ୩ ଘଣ୍ଟା ଅପେକ୍ଷା କରିପାରିବିନି is Epic 😮😅

  • @mrutyu100
    @mrutyu100 Před rokem +40

    As a odia you are only one in Dubai, U rock, ur videography also very good

  • @sankarkhillo8373
    @sankarkhillo8373 Před 11 měsíci +1

    Bhout bodiya heichi bhai 😍

  • @DurgaPrasad-tj3wv
    @DurgaPrasad-tj3wv Před rokem +165

    ଓଡ଼ିଆ ଭାରି ବଢିଆ ❤

  • @ATTITUDESAYARIVideo_
    @ATTITUDESAYARIVideo_ Před rokem +18

    ଯାହା ହେଉ ଆମ ଓଡ଼ିଆ bloger ବହୁତ୍ ସୁନ୍ଦର୍ ଭାଈ 🎉🎉🎉❤❤

  • @biswanathpatra7761
    @biswanathpatra7761 Před 10 měsíci +1

    Jay jagannath bhai 👍👍👍👍👍good job Dil se love you bro

  • @user-jg1xh4zd7t
    @user-jg1xh4zd7t Před 16 dny +1

    Bhai vala laguchi tame dekhaya ame enjoy karibu

  • @smartboysantoshkumar1431
    @smartboysantoshkumar1431 Před rokem +12

    କିନ୍ତୁ ଭାଇ ତୁମକୁ ବହୁତ୍ ଧନ୍ୟ ବାଦ ସତ କଥା ଟା ସମସ୍ତଙ୍କୁ ଜଣାଇଥିବାରୁ ଭାଗବନ ତୁମର ମଙ୍ଗଳ କରନ୍ତୁ

  • @explorewithanurag2196
    @explorewithanurag2196 Před rokem +38

    ଜୟ ଜଗନ୍ନାଥ ⭕️‼️⭕️
    ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା

  • @comeabhi100
    @comeabhi100 Před 3 měsíci

    Odisha ra garba and gauraba. Bhai salute u..

  • @MahendraGolari-hs7wx
    @MahendraGolari-hs7wx Před 3 měsíci

    Most enjoy karuchu bhaina good luck 👍🏻👍🏻

  • @IMABHIy
    @IMABHIy Před rokem +12

    ବହୁତ୍ ବଢିଆ VLOG ଭାଇ ❤😊

  • @swarupsuvampanda
    @swarupsuvampanda Před rokem +26

    Your confidence is awesome love from Kendujhar

  • @mamatatripathy1088
    @mamatatripathy1088 Před rokem

    Bhai tuma vd bhai bhala laguchi maja maja katha suni..or vd bhi nice

  • @Deepak____9
    @Deepak____9 Před 10 měsíci

    Thanks Bhai 🎉 amaka dher Sara jankari dei thibaru

  • @satyamalik6252
    @satyamalik6252 Před rokem +37

    ବହୁତ ଭଲ ଲାଗିଲା❤❤❤😊😊❤

  • @airstar8142
    @airstar8142 Před rokem +10

    Thank ଭାଇ ସତ କଥା ଜଣେଇଥିବାରୁ

  • @user-ok1uh1ex5d
    @user-ok1uh1ex5d Před 9 měsíci +1

    ❤ ଜୟ ଜଗନ୍ନାଥ ❤ ଓଡ଼ିଆ ଭାଷା ବହୁତ ବଡ଼ିଆ❤

  • @Unique.papuni
    @Unique.papuni Před 2 měsíci

    ସତ କଥା ଆଗକୁ ଆଣିଥିବାରୁ ଭାଇ ତମକୁ ବ‌ଉତ ଧନ୍ୟବାଦ

  • @Mr_shyanty
    @Mr_shyanty Před rokem +7

    I truly love your channel. Keep doing the best work❤❤❤

  • @chidanandabej206
    @chidanandabej206 Před rokem +9

    Finally Odia toka se sola 2 bhainko bol kholila jai Jagannath ❤❤❤

  • @sumitdash39
    @sumitdash39 Před 10 měsíci

    Life story video dekhila pare jete bele aee video ta dekhe, lageni je Laba bhai ra kichi dina tala ra past kichi kharap thila bhalia, bahut badhia athi transformation heichi, life ra family/personal matter ku gote side re and nija passion ku gote side re rakhi bhai agei chalichanti…
    Anyway wishing a very happy journey to you Laba bhai, move ahead, achieve everything in life whatever you want and planned to…
    Happy Travel/journey to the next destiny Indonesia…🎉🎉🎉
    Jay Jagannath 🙏🏻

  • @badmininaik1754
    @badmininaik1754 Před 10 měsíci

    Bhai dino sara tumo video dekhuchi kahikina tume nua nua jinisa dekhaucha sethipai bahut khusi

  • @sbodiacreations
    @sbodiacreations Před rokem +17

    ମୁଁ ଆଗରୁ ଜାଣିଥିଲି ତାଙ୍କ ଦୁଇ ଭାଇ ଙ୍କର କଥା ସେଠି ଖାଲି promotion ଆଉ ପ୍ରୋହାସନ

  • @ajayhalba4675
    @ajayhalba4675 Před rokem +7

    ବହୁତ ବଢିଆ ଭାଇ ଭଲ କାମ କରିଲ ନହେଲେ ଏ ଦୁଇ ଭାଇ ଙ୍କ ପଛରେ ହଜାରେ ପାଗଳ ହୋଇଥାନ୍ତେ ମତେ ମଧ୍ୟ ଦିନେ ଫୋନ୍ କରି ଭକୁଆ ବନାଉଥିଲେ ମତେ କହିଲେ ତମେ 6000 ଟଙ୍କା ଫୋନ୍ ପେ କର ଆମେ ତମକୁ ଆଇ ଫୋନ ପୋଷ୍ଟ ଆଲ୍ ରେ ପଠେଇ ଦେବୁ

  • @manojkumarmohanty1866
    @manojkumarmohanty1866 Před 11 měsíci +6

    Lord Jagannath bless you. 🙏🏻

  • @Sanjukutadadare
    @Sanjukutadadare Před 3 měsíci

    Super bhai mein bahut Khushi Dilip per chhote bhai bade bhai thank u thank u veri Mach❤❤❤

  • @bahadurtudu7530
    @bahadurtudu7530 Před rokem +5

    Bahut bholo lagila Laba Bhai from West Bengal, India.

  • @prabhuprasadswain6667
    @prabhuprasadswain6667 Před rokem +33

    ଭାଇ ତମ କଥା ବହୁତ୍ ମଜା ଲାଗୁଛି ମୁଁ i phone 14 ନେଇକି ଯାଇଥାନ୍ତି ମନ ଦୁଃଖ ହେଇଗଲା😅

  • @WilliamBhuyan143
    @WilliamBhuyan143 Před 5 měsíci +2

    ସବୁ ମିଛ ସେ 2 ଭାଇ ଙ୍କୁ ଆପଣ କିଛି ଦୁଃଖ କରନି

  • @cscservicehelponline2635
    @cscservicehelponline2635 Před 10 měsíci +1

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ

  • @AhmedAyaaz_TripathiAnkit
    @AhmedAyaaz_TripathiAnkit Před rokem +16

    Woohh bro I'm revert Muslim from Odisha I love my India.❤❤ Love for all Indians.
    Mu Odia mo bhasa Odia beautiful language. So sad about your expectation they both are cheater for marketing.

  • @Web-Himansu
    @Web-Himansu Před rokem +7

    you exposed the origional hype bro I am from odisha
    love you bro.

  • @runamanseth8231
    @runamanseth8231 Před 5 měsíci

    Bahut bhala lagila bhai

  • @dubaientertainment7433
    @dubaientertainment7433 Před 2 měsíci

    ଜୟ ଜଗନ୍ନାଥ 🙏 ଭାଇ ଏଠି ଅମ ଓଡ଼ିଆ ଭାଇ ମାନେ କେମିତି କାମ କରୁଛନ୍ତି ଅଉ କେମିତି ରହୁଛନ୍ତି ସେମାନେ ଙ୍କ ଉପରେ ଗୋଟିଏ ଭିଡ଼ିଓ ବନାନ୍ତୁ

  • @sunandakumar8006
    @sunandakumar8006 Před rokem +6

    Thank you very much Bhai ସତ କଥା ଜଣାଇ ଥିବାରୁ

  • @RamGaneshd2986
    @RamGaneshd2986 Před rokem +11

    କିଛି ତ କୁହ ଭାଇ ମୁଁ ତୁମକୁ ହାତ ଜୁଡୁଛି🙏🙏🙏

  • @jagabandhu686
    @jagabandhu686 Před rokem +3

    ବହୁତ ବଢିଆ ଲାଗିଲା ଭାଇ ଏଇ ଭିଡ଼ିଓ ଟି, ଜମ୍ ଜମ୍ ବାଲାଙ୍କ ର ପର୍ଦା ଫାସ କରି ଦେଲ 😄

  • @pravatsahu5545
    @pravatsahu5545 Před rokem +9

    ଭାଇ ଭିଡ଼ିଓ ଟା ଭଲ ହେଇଛି । ଜୟ ଜଗନ୍ନାଥ ❤❤❤

  • @basantamohanty304
    @basantamohanty304 Před rokem +6

    Think you bhai 🙏🙏ସତ କଥା ଆଗକୁ ଅଣିଥିବାରୁ

  • @ranjanmallik2316
    @ranjanmallik2316 Před 11 měsíci

    Thanks bro jankary dabaru
    Jai jagannatha.🙏🙏🙏🙏🙏

  • @AdityaLipun
    @AdityaLipun Před 9 měsíci +1

    Mana dukha karani bhai
    Tamehela ama sabu odisha bashinka dhana 😊😊 love you Bhai 🙏🙏

  • @beniakhageswar2315
    @beniakhageswar2315 Před rokem +5

    Dil Se salute 🙏 he brother ,tame ,,ama mana pain Dubai jiba ru,,

  • @jagannathjay9915
    @jagannathjay9915 Před rokem +15

    ଧନ୍ୟବାଦ୍ ଭାଈ zam zam ଭାଈ ଆଜି ଖମ୍ ଖମ୍ ହେଇଗଲେ😂😂😂😂

  • @bhaskarmania741
    @bhaskarmania741 Před 10 měsíci

    Video bahut vala lagila .

  • @ManojSahu-m143
    @ManojSahu-m143 Před 9 měsíci

    Thanks bhai 💖 sata katha samna ku ani thibaru

  • @sumitrapreetiprajya7463
    @sumitrapreetiprajya7463 Před rokem +49

    ଭାବୁଥିଲି ମୁଁ ଯାଇଥାନ୍ତି ଫ୍ରୀ iphone ଅନିତେ ହେଲେ ଆଉ ଜିବିନୀ

    • @BapiSradhaHousekitchen
      @BapiSradhaHousekitchen Před rokem

      Na mo Bhai tm jao mo pain gote aniba please mu banglore re rahuchi daba mate don't mind ❤

  • @hembramar2211
    @hembramar2211 Před rokem +4

    Bahut bhala heichi video bhai

  • @samirtechnicalsopat3667
    @samirtechnicalsopat3667 Před 11 měsíci +4

    Congratulations Bhai 1. 5 Million views 😊😮🎉

  • @ashoksethi6694
    @ashoksethi6694 Před 11 měsíci

    Dhanyawad Bhai sata Katha samastanka samna ku anithibaru❤

  • @MrMKS-kt1of
    @MrMKS-kt1of Před rokem +184

    Your confidence level 🔥 ❤