ଗରିବ ଲୋକଙ୍କୁ କଣ Airport ଯିବା ମନା ??

Sdílet
Vložit
  • čas přidán 18. 08. 2023
  • ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ , ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ଧନ୍ୟବାଦ 🙏
    Link :-
    / mutraveller1

Komentáře • 3,5K

  • @itssangramvlogs952
    @itssangramvlogs952 Před 11 měsíci +4937

    ଆମ ଲବ ଭାଇଙ୍କ ଉପରେ ସେ ଦିନ ଘଟଣା ପାଇଁ Airport ବଲା କୁ ଦଣ୍ଡ ମିଳୁ ବୋଲି କିଏ କିଏ ଚାହୁଁଛନ୍ତି Like 👍🏻 କର

  • @itssangramvlogs952
    @itssangramvlogs952 Před 11 měsíci +1766

    ମା ତାରିଣୀ ଙ୍କ ପାଇଁ କେତେଟି Like 👍🏻 ଆସୁଛି ଦେଖିବା 🙏🏻🌺🪔

  • @RatnasinghRk
    @RatnasinghRk Před 11 měsíci +417

    ଆମ ଲବ ଭାଇଙ୍କୁ ଯିଏ ଯିଏ 100%
    ଭଲପାଉଛନ୍ତି ତାହେଲେ ନିଶ୍ଚୟ ଗଟେ like କର 🙏🙏

  • @bhagyashreebarik9321
    @bhagyashreebarik9321 Před 10 měsíci +118

    ଯାହାର ମଣିଷ ପୋଣିଆ ନାହିଁ ତାକୁ କଣ କହିବ ତୁମେ ମନ ଦୁଃଖ କରନି ଲବ ଭାଇ ତୁମେ ଆଗକୁ ଚାଲ ଆମେ ତୁମ ପଛରେ ଅଛୁ।best of luck 👍👍👍

  • @mrganulolodia1491
    @mrganulolodia1491 Před 11 měsíci +137

    ଛୋଟ ପ୍ରକୃତି ଲୋକଙ୍କ ଛୋଟ କାମ ଭାଇ... ତମେ ଆମ ଓଡିଶାର ଗର୍ବ ❤💐

    • @a.s.cricket_18
      @a.s.cricket_18 Před 11 měsíci +1

      Right bhai

    • @jalandharbehera2456
      @jalandharbehera2456 Před 11 měsíci

      kn se teki pakeichi aeire mg

    • @mr.coolodiatoka9959
      @mr.coolodiatoka9959 Před 11 měsíci

      ​@@jalandharbehera2456 ନାଁ ତୋ ବୋଉ କୁ ନେଇକି ଆଫ୍ରିକା ରେ ପେଲିଛି.. ବେଧଛୁଆ ଟା କିରେ ତୁ ହଁ ହଁ ଜଣା ପଡୁଛି ଆଉ

  • @Deva69795
    @Deva69795 Před 11 měsíci +503

    କିଏ କିଏ ଚାହୁଁଛ ଲବ ଭାଇଙ୍କର ୨୦୨୪ ପୂର୍ବରୁ 1million subscriber ହେଇଯାଉ ❤

    • @jagadish7768
      @jagadish7768 Před 11 měsíci +5

      Mu chahe tankara billion subscriber hebe❤❤

    • @Deva69795
      @Deva69795 Před 11 měsíci +1

      @@jagadish7768 hmm bhai

    • @krishnavlog2.0405
      @krishnavlog2.0405 Před 11 měsíci +5

      ସାରା ଓଡ଼ିଶା ବାସି ଚାହୁଛି 1milion ହୋଇ ଯିବ 2024 ପ୍ରୁବରୁ

    • @Deva69795
      @Deva69795 Před 11 měsíci +7

      @@krishnavlog2.0405 hmm Odisha ro no 1 vlogger କରିଦେବା ଭାଈ ଙ୍କୁ

    • @milanbag5754
      @milanbag5754 Před 11 měsíci +3

      Mu

  • @user-km9pd9qe5x
    @user-km9pd9qe5x Před 11 měsíci +64

    ଲବ ଭାଇଙ୍କୁ ମୁଁ ହୃଦୟ ରୁ ବହୁତ୍ ଭଲ ପାଏ.ସେ ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବ.ତାଙ୍କ ଭଳି ସାହସୀ ଲୋକ ଆମ ଓଡ଼ିଶା ରେ ମିଳିବା ବହୁତ୍ ବିରଳ.

  • @baradaprasannabhuyan4723
    @baradaprasannabhuyan4723 Před 11 měsíci +69

    ବହୁତ୍ ଦୁଃଖ ଲାଗିଥିଲା ଭାଇ ସେଦିନ ଏମିତି ଘଟଣା ପାଇଁ। Love u so much bro 🥰❤️❤️❤️❤️

  • @naresh8603
    @naresh8603 Před 11 měsíci +195

    ଭାଇ ତମେ ଗରିବ ଘରରୁ ଆସିଛ ଆଉ ଆମେ ବି ସେହି ଗରିବ ଘରୁ ଆସିଛୁ। ଗରିବ ହିଁ ଗରିବ ରୋ ଦୁଃଖ ବୁଝିପାରିବ ଭାଇ ❤❤❤ love you Bhai . full support for you

    • @suraimurmu6588
      @suraimurmu6588 Před 11 měsíci +1

      ଠିକ ଭାଇ ତମେ ଠିକ କହୁଛ 👌👌👌👌

    • @saniamundha4511
      @saniamundha4511 Před 11 měsíci +1

      ଠିକ କହିଛ ଭାଇ

  • @RameshBadaraita-oy3sf
    @RameshBadaraita-oy3sf Před 11 měsíci +84

    ଲବ ଭାଇ ଅନ୍ୟ ମାନେ ଯାହା କୁଅନ୍ତୁ ନା କାହିଁକି.... କିନ୍ତୁ ମୋ କହିବା ରେ ଆପଣ ଜନେ ବହୁତ ଭଲ ଲୋକ। ଆପଣ ବହୁତ ଆଗକୁ ଯିବେ। Thank you.

  • @odia__comedy
    @odia__comedy Před 3 měsíci +9

    ଭାଇ ତମ ପ୍ରତି ଯାହା ହେଲା ସେଥି ପାଇଁ ମୁଁ ଦୁଃଖିତ 😢ହେଲେ ତମେ ଜାଣିଚ କିଏ ଟିକେ ଆଗକୁ ଗଲେ ତା ଗୋଡ଼ ଟାଣିବା ଆମ ଓଡ଼ିଶା ଲୋକ ଙ୍କ କାମ ତମେ କାହା କଥା କୁ ନ ଧରି ଆଗକୁ ବଢ଼ି ଚାଲ love you 🥰

  • @Dbx__Chandu
    @Dbx__Chandu Před 11 měsíci +724

    ଲବ ଭାଇ ଙ୍କୁ କିଏ ଭଲ ପାଉଛ ହୂଦୟ ର ସହ ଲାକ୍ କର ♥️

  • @anjusexpress9073
    @anjusexpress9073 Před 11 měsíci +731

    କିଏ କିଏ ଚାହୁଁଛ ଲବ ଭାଇଙ୍କ 1m ହେଇଯାଉ 2024 ସୁଦ୍ଧା👍🏻

  • @brundabansingh9319
    @brundabansingh9319 Před 11 měsíci +17

    ଲଵ ହାଁସଦା ଜିନ୍ଦାବାଦ....ଦଲାଲ ଅଇଁଠା ଖିଆ ପରିବାରରୁ ଜଉମାନେ ଆସିଥାନ୍ତି ସେମାନେ ଲୋକଙ୍କ ଖୁସିକୁ ସହିପାରନ୍ତି ନାହିଁ।

  • @sdkumarcollegelifestyle
    @sdkumarcollegelifestyle Před 11 měsíci +26

    ଭାଇ ଏଠି ସମସ୍ତେ Selfish ଭାଇ ତମେ ପୁଣି ତୋମ କାମ ରେ ଧ୍ୟାନ ଦିଅ କର୍ମ ହିଁ ଜୀବନ....❤

  • @official6kanha173
    @official6kanha173 Před 11 měsíci +993

    0% ego
    0% attitude
    100% onest
    100%hardworks
    Dil se salute bhai❤❤❤

  • @BudhuramBirua881
    @BudhuramBirua881 Před 11 měsíci +166

    ଭାଇ କିଛି ମନ ଦୁଃଖ କରନି
    ମୁଁ ଜଗନ୍ନାଥ କୁ ପ୍ରାର୍ଥନା କରୁଛି ଲବ ଭାଇ ସବୁଦିନ ପାଇଁ ଏମିତି ଖୁସିରେ ରହୁ ଏ ପୃଥିବୀର ଭଲ ଭଲ ଜିନିଷ ଦେଖାଉ

  • @Majhiofficial1431
    @Majhiofficial1431 Před 11 měsíci +17

    ନେଇ ଡର ଭଗବାନଙ୍କ ଆଶୀର୍ବାଦ ଅଛେ ଆପଣଙ୍କ ସହିତ ଜୟ ଜଗନ୍ନାଥ ମହାପ୍ରଭୁ🙏

  • @poshaadumangproduction4493
    @poshaadumangproduction4493 Před 11 měsíci +32

    ଗରିବ ର ଇଯତ୍ ଆଉ ଜୀବନ ର ମୂଲ୍ୟ କିଛି ନାହିଁ😭😭😭

  • @KhitishranjanMohanty-iq7kc
    @KhitishranjanMohanty-iq7kc Před 11 měsíci +503

    ଯାହାବି ହଉ ଆମ ଲବ ଭାଇଙ୍କୁ ସବୁବେଳେ ଭଲରେ ରଖନ୍ତୁ. 🙏🙏ଜୟ ଜଗନ୍ନାଥ 🙏🙏

  • @Krishnamusic112
    @Krishnamusic112 Před 11 měsíci +1855

    ଭାଇ ଆମର କୌଣସି ସେଲି ବ୍ରେଟି ଙ୍କ ଠାରୁ କମ୍ ନୁହନ୍ତି ❤❤❤

  • @MSNAREN
    @MSNAREN Před 11 měsíci +28

    ପ୍ରାୟ ସବୁ ଜାଗାରେ ଗରିବକୁ ସମ୍ମାନ ମିଲେନି, ଏପରି କାହା ସହିତ ହୋଇଛି LIKE କର 😢😢😢😢😢😢😢😢😢😢

    • @pramodamallick6216
      @pramodamallick6216 Před 8 měsíci +2

      Goribo nuhe dalita adiwasi bhalo kamo kale nicha drusti dekhanti

  • @DESIGYMBOY-rw9bz
    @DESIGYMBOY-rw9bz Před 11 měsíci +5

    🇮🇳Tum aage chala ❤❤ଲଭ bhai aam teraa pichhe hai tum kiss kaa baat ନା ସୁନ ଆମେ ତୁମାକେ, ଭଲପାଏ ଜୟ ଜଗନ୍ନାଥ 🙏🙏

  • @itssangramvlogs952
    @itssangramvlogs952 Před 11 měsíci +623

    ଲବ ଭାଇଙ୍କ ଶୁଭକାମନା କରୁଥିବା ଭାଇ ଓ ଭଉଣୀ ମାନେ Like 👍🏻 କର. 🩷

  • @CDkiDuniya
    @CDkiDuniya Před 11 měsíci +80

    ଲବ ଭାଇ ମୂର୍ଖ ଲୋକମାନେ ଏମିତି ବ୍ୟବହାର କରିବେ କାହିଁକି ନା ଏୟାରପୋର୍ଟ ନେତାମାନଙ୍କ ପାଇଁ ବନାହେଇଛି ଆମ ପାଇଁ ନୁହ ବଧେ ❤❤❤❤🙏🙏🙏

  • @mamatadash-io2yv
    @mamatadash-io2yv Před 11 měsíci +7

    Aji kali loka bhala katha ku accept kariparantini you don't worry laba we all are with you go ahead

  • @odia__comedy
    @odia__comedy Před 3 měsíci +3

    ଭାଇ ଆଗକୁ ବଢ଼ିବାକୁ ହେଲେ ସବୁ problems କୁ face କରିବାକୁ ପଡ଼ିବ 💪 କେହି ନଥିଲେ ଆମ ଯୁବ ଗୋଷ୍ଟି ତମ ପଛରେ ଅଛୁ ତମେ ଆମ ଓଡ଼ିଶା ର ଗର୍ବ 🙏

  • @chandanpatra8582
    @chandanpatra8582 Před 11 měsíci +534

    ଲବ ଭାଇ କୁ କିଏ କିଏ ଭଲ ପାଉଛ ଗୁଟେ Like ହେଉ dil se ❤❤

  • @dtofacts
    @dtofacts Před 11 měsíci +72

    Tuma pari kehi nahanti bhai ❤

  • @susamasusama535
    @susamasusama535 Před 11 měsíci +3

    Thanks you loba Bhai 🙏 apanankara hrudayaru nambrata ra katha and sabu loka nka prati bhalapaiba sabu bele thau and apana agaku badhantu , Prabhu jeeshu khrista apananku ashirbad karantu

  • @lovelybibhusambhuvlogs2784
    @lovelybibhusambhuvlogs2784 Před 11 měsíci +3

    ଭାଇ ତୁମେ ମହାନ୍ 🙏🏼 ଭଗବାନ୍ ତୁମର ମଂଗଳ କରନ୍ତୁ,👍🙏🏼 ଜୟ ଜଗନ୍ନାଥ ⭕❗⭕🙏🏼🙏🏼

  • @SHORTOFFICIAL-tn7yz
    @SHORTOFFICIAL-tn7yz Před 11 měsíci +368

    ଲବ ଭାଇ କୁ ଯିଏ Support କରୁଛ Like କର 🙏

  • @itssangramvlogs952
    @itssangramvlogs952 Před 11 měsíci +114

    ଲବ ଭାଇ ଆମକୁ ଇଣ୍ଡୋନେସିଆ ର ବାଲି ଭିଡ଼ିଓ ପାଇଁ ବହୁତ କଷ୍ଟ କରିକି ଯାଇଛନ୍ତି ସେଥି ପାଇଁ Like 👍🏻ଟେ ହଉ. ❤️

  • @rinamaawithfamilyvlog
    @rinamaawithfamilyvlog Před 11 měsíci +4

    ଜୟ ଜଗନ୍ନାଥ 🙏❤️🙏ଧନରେ ଵିଡୁଓ ଦେଖି ବହୁତ ଖୁସି ଲାଗିଲା ❤️ ଆଗକୁ ଆଗକୁ ଯାଅ ଠାକୁର ସମସ୍ତ କୁ ଭଲରେ ରଖନ୍ତୁ ଆଗକୁ ଆଗକୁ ଯାଅ ❤️ ମୁଁ ତୋର ସହିତ ଅଛି ଧନ ❤️କୋଟେ କମେଟ ରେ

  • @Aarti-uj3tl
    @Aarti-uj3tl Před 11 měsíci +5

    ଭାଇ ,ଆମର ପ୍ରକୃତ ହିରୋ 😍

  • @Odiasahityasansara7999
    @Odiasahityasansara7999 Před 11 měsíci +231

    ଲବ ଭାଇଙ୍କ ପାଇଁ କେଉଁ ମାନେ ଗର୍ବ କରୁଛନ୍ତି ଆଉ ତାଙ୍କ ପ୍ରତି ଅପବ୍ୟବହାର ର ପ୍ରତିଶୋଧ କେଉଁ ମାନେ ଚାହୁଛ??? ଦୟାକରି କୁହା like ରେ

  • @Kishore_Comedy_Creation
    @Kishore_Comedy_Creation Před 11 měsíci +12

    ଲବ ଭାଇ...ଜିନ୍ଦାବାଦ୍....।

  • @suryasekhersahoo685
    @suryasekhersahoo685 Před 11 měsíci +1

    Don't worry about it we all are with you , sara odisha achi. Best of luck

  • @subhashreegiri7753
    @subhashreegiri7753 Před 10 měsíci +3

    You are real hero my country we proud to be in indian.. Jay jagannath

  • @JK_Lifestory
    @JK_Lifestory Před 11 měsíci +49

    ଆମ ଓଡ଼ିଶାରେ ଏମିତି ପରିସ୍ଥିତି ଚାଲିଛି ଲବ ଭାଇ❤❤❤❤❤ bye-bye Odisha welcome to Other country 🎉

  • @-hindustanboy222
    @-hindustanboy222 Před 11 měsíci +47

    ଜୀବନ ରେ ଆଗକୁ ବଢିବାକୁ ହେଲେ ।।ବହୁତ୍ କଷ୍ଟ ସହିବାକୁ ପଡ଼ିଥାଏ ଭାଇ ..

  • @mr_subham__77
    @mr_subham__77 Před 11 měsíci +5

    💯 Correct Speech By The Way Bro💖

  • @BhambaraHo-qe6kb
    @BhambaraHo-qe6kb Před 11 měsíci +1

    ଲଵ ଭାଇ ଆପଣଙ୍କ ହୃଦୟ ବହୁତ ସରଳ ମୁଁ ବି ଆପଣଙ୍କ ପରିବାରରେ ମିଶିବାକୁ ଚାହୁଁଛି ଭାଇ ହଁ କି ନାହିଁ Reply ଦେବ ତୃତୀୟ ମେସେଜ କରୁଛି ଭାଇ ହୃଦୟରୁ ଭାବିକି apananka sms opekhyare achi

  • @chaturbhujamahanta9490
    @chaturbhujamahanta9490 Před 11 měsíci +87

    ଯାହା ଘଟଣା ହେଇଛି ଘଟିଛି କୌଣସି ଭାଇ ମନ ଦୁଃଖ କରନ୍ତୁ ନାହିଁ
    ଆମ ଓଡିଶା ସେମିତି

  • @sanjibkumarbarik3234
    @sanjibkumarbarik3234 Před 11 měsíci +49

    ଏ ଦୁନିଆ ସେମିତି ଭାଇ. ଭଲ ଲୋକଙ୍କ କ୍ଷେତ୍ରରେ ଏମିତି ସବୁ ଭୋଗିବାକୁ ପଡେ ଭାଇ. ଏସବୁ ଙ୍କୁ ଖାତିର କରନ୍ତୁନି. ଆମେ ଅଛୁ ଆପଣଙ୍କ ସାଙ୍ଗରେ

  • @user-kd5jw9gs5z
    @user-kd5jw9gs5z Před 11 měsíci +3

    ପ୍ରଭୁ ଯୀଶୁ ଲବ ଭାଇଙ୍କୁ ଆଶୀର୍ବାଦ କରନ୍ତୁ

  • @MRFUNNY606
    @MRFUNNY606 Před 11 měsíci

    Tame Bi Kau Hero Tharu Kam Nuhe Hero Mane Paisha Pae Kama Karnti Au Tame public pae Love You bro ❤❤❤❤

  • @Pyaratopno283
    @Pyaratopno283 Před 11 měsíci +143

    ଲବ ଭାଇ ପାଇଁ ୨୦୦ ଲାଇକ କରନ୍ତୁ ❤❤❤❤

  • @T_T_T_Production
    @T_T_T_Production Před 11 měsíci +155

    ଭାଇ ମୁଁ ପୁରୀ ଟୋକା ଲବ ଭାଇ ପାଇଁ ଗୋଟେ Like ହେଇ ଯାଉ 🙏🙏🙏

  • @kandanmajhi8197
    @kandanmajhi8197 Před 11 měsíci +4

    ସାନ ଭାଇ ତୁ ଠିକ୍ ବୁଝିଚୁ। ନିଜର ସ୍ବାର୍ଥ ପାଇଁ ଅନ୍ୟମାନେ ତତେ ବ୍ୟବହାର କରିବାପାଇଁ ଚାହିଁବେ, ସେସବୁଠୁ ଦୂରେଇ ରହିବା ଉଚିତ।

  • @motivation.0333
    @motivation.0333 Před 11 měsíci +1

    . Nice bruh love you ❤😘💕God bless you 🙌🙌🙌🙌🙌🙌🙌

  • @dlovecreation5929
    @dlovecreation5929 Před 11 měsíci +66

    ଲବ ଭାଇ ଙ୍କୁ ଆଗକୁ ଆହୁରି famous କରିବା ସମସ୍ତେ ମିଶିକି । ଯୋଉ ମାନଙ୍କର ଇଚ୍ଛା ଅଛି ଗୋଟିଏ like କରନ୍ତୁ।

  • @desiboydhal2156
    @desiboydhal2156 Před 11 měsíci +318

    ଜେଉ ଭାଇ ମାନେ ଗରିବ ଅଛ ମୋ କୋମେଟ କୁ ଦିଲ ସେ ଲାଇକ 👍 କରନ୍ତୁ ଆଉ ଆମ ଲୋଵ ଭାଇ ବି ଗରିବ ପିଲା

    • @kilogram382
      @kilogram382 Před 11 měsíci +1

      ଯେତିକି ଜଣ ତୋମ comment box ରେ thumb ଦେଇଛନ୍ତି ସମସ୍ତଙ୍କ ଠାରୁ ମୁଁ ବହୁତ ଗରିବ 😭😭👍👍👍pray for me.

    • @kilogram382
      @kilogram382 Před 11 měsíci

      You are Instagram id plz bro.

    • @sandhyaranimalik4017
      @sandhyaranimalik4017 Před 11 měsíci +1

      ମୁଁ ଭିକି ମାଗୁଛି 😊😊😊😊😊

    • @desiboydhal2156
      @desiboydhal2156 Před 11 měsíci

      @@kilogram382 😆🤦😆🤦😆

    • @desiboydhal2156
      @desiboydhal2156 Před 11 měsíci

      @@sandhyaranimalik4017 🙇🙆🙇🙆

  • @missbasantitudu6724
    @missbasantitudu6724 Před 10 měsíci

    Good job bro.God bless u,Go ahead.

  • @krushnachandra3815
    @krushnachandra3815 Před 11 měsíci +6

    Good luck brother 4your jurney from odisha to Indonesia 🎉🎉

  • @Upendranaths587
    @Upendranaths587 Před 11 měsíci +75

    ତୁମେ ତୁମ କାମ କର ଭାଇ
    ଟେନଷନ୍‌ ଜମାରୁ ନିୟନ୍ତୁନି
    ତୁମ ସାଙ୍ଗରେ ଆମେ ସମସ୍ତେ ଅଛୁ
    ଜୟ ଜର୍ଗନାଥ ଜୟ ଓଡ଼ିଶା

  • @Debasish22
    @Debasish22 Před 11 měsíci +103

    ଜୟ ଜଗନ୍ନାଥ🙏❤️ନବରଙ୍ଗପୁର❤️

  • @Ariya271
    @Ariya271 Před 11 měsíci +3

    ଭାଇ ତୁମେ କିଛି ଭୁଲ କରିନ❤❤ ଆମେ ସମସ୍ତେ ତୁମର vlogs ରେ ବହୁତ ଖୁସି ❤

  • @gitinanda
    @gitinanda Před 3 měsíci

    Perfect said ...e duniya re change kariba bahut difficult

  • @nileshsahoo9753
    @nileshsahoo9753 Před 11 měsíci +28

    ଜୟ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ.... Dil se❤️ U Laba bhai 🥰🥰🥰

  • @ashokbhuyan8602
    @ashokbhuyan8602 Před 11 měsíci +14

    so sad ମୁଁ ମର୍ମାହତ ଲବ ଭାଇଙ୍କ ପାଇଂ 😭😭 Ur Great person ଲବ ଭାଇ ❤❤

  • @Mamatarani845
    @Mamatarani845 Před 2 měsíci

    God bless uhh bhai bahut agaku jao ❤🙏

  • @raghunandandeo3329
    @raghunandandeo3329 Před 11 měsíci

    You are great bhai... Jie jaha kahu bhai aapan bas aapananko kama kari chalantu... Jomaru tension niontu nahi.... Auu mu tomoro sobu video watch kore.... Dil se best off luck Lobo bhai❤❤ ❤❤❤❤❤

  • @HariharMallik
    @HariharMallik Před 11 měsíci +19

    Problem ସବୁ ବେଳେ ଜୀବନରେ ରହିବ ସେ ବଡ ଲୋକ ହଉ କି ଛୋଟ ଲୋକ ହଉ problem ସମସ୍ତଙ୍କର ଅଲଗା ଅଲଗା। ବଡ କଥା ହେଲା ଯେତେ ବଡ problem ହଉ ତା ଭିତରୁ ବାଟ ଚିରି ଆଗକୁ ବଢ଼ିବା B+ ବାକି ସବୁ ବଢିଆ ଚାଲିବ ଜୟ ଜଗନ୍ନାଥ 🙏

  • @SinuDasOdiaVlogs
    @SinuDasOdiaVlogs Před 11 měsíci +43

    ଭାଇ ତମେ ଭଲରେ Indonesiaଜାଅ ଜୟ ଜଗନ୍ନାଥ ଭାଇ ❤

  • @munajani3164
    @munajani3164 Před 7 měsíci +3

    Proud to Odisha love you bro .....jai Sri Ram

  • @chudamanibiswal6943
    @chudamanibiswal6943 Před 11 měsíci

    Go ahead Laba Bhai.....Tuma video ru bahut kichhi jani heuchhi....

  • @darkqueensony1947
    @darkqueensony1947 Před 11 měsíci +18

    ଯୋଦି ନିଶା ମହାରଣା ଆସି ଥାଆନ୍ତା ସବୁ ମହୁ ମାଛି ଭଳି ଜଡ଼ି ପଡ଼ିଥାଆନ୍ତେ 😂😂
    Love you laba bhai ❤️🙂 ଓଡ଼ିଶା ହିରୋ ❤

  • @atv1295
    @atv1295 Před 11 měsíci +27

    ଲବ ଭାଇ ତୁମେ ମହାନ ତୁମକୁ ମୂରୁଖ ଅନ୍ଧ ମାନେ ଚିହ୍ନି ପାରୁନାହାନ୍ତି your are greate Hero in odisa 👍🤝🇮🇳

  • @henamanibarik1738
    @henamanibarik1738 Před 11 měsíci

    You are great mind karani samaste achhanti tuma support re 🙏🙏🙏🙏

  • @pramilasingh2410
    @pramilasingh2410 Před 11 měsíci

    You are great Bhai love you bhai dukha karani tuma sahita ame achhu au bhagban achhanti

  • @papunexpress236
    @papunexpress236 Před 11 měsíci +14

    ଭାଇ ଆଫ୍ରିକାରେ ଥିଲାବେଳେ କିଛି ଅସୁବିଧା ନଥିଲା ହେଲେ ଓଡ଼ିଶା ଆସି ଅସୁବିଧା ହେଲା କିଛିଟା ଲୋକ ଗରିବ ଆଗକୁ ନଯାଉ ଚାହାଁନ୍ତି 😂ଭାଇ କିଛି ଚିନ୍ତାକରନି ତମେ ଏମିତି ଆଗକୁ ଯାଓ ଆହୁରି ସୁନ୍ଦର ସୁନ୍ଦର ଭିଡିଓ ଆଗକୁ ଆଣ ଆପଣଙ୍କ ଚଲାପଥ ମଙ୍ଗଳମୟ ହୋଉ❤❤❤❤❤❤

  • @likanray5831
    @likanray5831 Před 11 měsíci +24

    ସତରେ ଭାଇ ର ମନ ଟା ପୁରା ଅଲଗା ପ୍ରକାର ର,, ବହୁତ୍ ଖୁସି ଲାଗେ ଭାଇ ତୁମ କଥା ଶୁଣିବାକୁ, କିଛି ଶିଖିବାର ବି ଅଛି ତୁମ ଠୁ, ଭଗଵାନ ମଙ୍ଗଳ କରନ୍ତୁ ❤

  • @anusuyaswain3664
    @anusuyaswain3664 Před 2 měsíci +1

    ତୁମର କାମ ଠିକ୍ ଅଛି , ତୁମକୁ ସମସ୍ତ ଙ୍କର ଆଉ , ପ୍ରଭୁ , ଜଗନ୍ନାଥଙ୍କ ଆଶୀର୍ବାଦ ତମ ସାଥିରେ ରହିଛି । ଆଗକୁ ମାଡ଼ିଚ଼ାଲ . we love u यार्

  • @mamalipradhan7331
    @mamalipradhan7331 Před 9 dny +1

    Tame continue Kara bro, loka bahut kahibe, you just don't worry, all the best, and thank you so much, Odisha ra proud thank you 🙏🙏🙏🙏🙏🙏🙏🙏🙏🙏🙏🙏🙏,continue continue bro all the best

  • @DebiBebiVlogs
    @DebiBebiVlogs Před 11 měsíci +84

    ୟେ ପାତର ଅନ୍ତର ଦୁନିଆ ରୁ କେବେ ହଟିବ କେଜାଣି 😢 ଧନୀ ଲୋକ ପାଇଁ ଗୋଟେ ନିୟମ ଆଉ ଆମ ଭଳି ଗରିବ ଙ୍କ ପାଇଁ ଆଉ ଗୋଟେ ନିୟମ ।
    ଜୟ ଜଗନ୍ନାଥ ଭାଇ 🙏 ।

    • @Suriyaexplore
      @Suriyaexplore Před 11 měsíci

      Bando ktha heuchu sahrukh ku usa re cheking heuchi ki ktha ye kie

    • @ExcellentArabinda
      @ExcellentArabinda Před 11 měsíci

      ​@@Suriyaexploreta bapa ba ya 😂😂😂😂😂😂

    • @ExcellentArabinda
      @ExcellentArabinda Před 11 měsíci

      ​@@Suriyaexploretu kanhiki chodi hauchu ba 😡😡😡ta gandi re dam nahi tu semiti haepariluni first haeki dekh ba

  • @mithundash3231
    @mithundash3231 Před 11 měsíci +52

    କିଏ କିଏ ଚାହୁଁଛ ଲବ ଭାଇଙ୍କର ୨୦୨୪ ପୂର୍ବରୁ 1million subscriber ହେଇଯାଉ comment Kara
    ମୁଁ ଜଗନ୍ନାଥଙ୍କୁ ଡାକୁଚି ଭାଇଙ୍କର 1 ମିଲିୟନ ହେଇ ଯାଉ ❤❤❤❤❤❤

  • @krishnachandra8759
    @krishnachandra8759 Před 11 měsíci

    Yes,bro you are right..........god blessu..keep it up..

  • @manovkumarpatra3019
    @manovkumarpatra3019 Před 3 měsíci

    ଲବ bhai all the best ❤❤❤❤❤❤❤❤ଆଗକୁ ମାଡିଚାଲ 🙏🙏🙏🙏🙏

  • @haldharhdm
    @haldharhdm Před 11 měsíci +12

    ଲବ ଭାଇ ତୁମେ ବହୁତ ଭଲ ତୁମେ ଆଗକୁ ବଡ଼ି ଚାଲ ତୁମର କେହି କିଛି ବିଗାଡି ପାରିବେନି public support ଅଛି best of luck 🙏🙏

  • @justentertainment3576
    @justentertainment3576 Před 11 měsíci +68

    ଭାଇ ଙ୍କ ପାଇଁ ଗୋଟେ like ହଉ

  • @msytofficialchanel6577
    @msytofficialchanel6577 Před 11 měsíci

    SO NICE VLOGER ; ALWAYS I LIKE YOUR VIDEO.

  • @rockycomedyceation2640
    @rockycomedyceation2640 Před 11 měsíci

    ଭାଇ ତମ କଥା ହୃଦୟ କୁ ଛୁଇଁ ଗଲା 🥰👑🫂💫

  • @Shivsunaproduction.
    @Shivsunaproduction. Před 11 měsíci +94

    ଭାଇ କିଛି ସୁବିଧା ପାଇଁ କିଛି ଅସୁବିଧା ହୋଇଥାଏ।। କିଛି କଥା ନାହିଁ ଆମେ ଆପଣଙ୍କ ସହିତ ଅଛୁ।। ଯେଉଁ ମାନେ ମୋ ସହିତ ସହମତ ଅଛନ୍ତି ଏହି କମେଣ୍ଟ କୁ ଲାଇକ୍ କରିବା ସହିତ ମୋ ଚ୍ୟାନେଲ କୁ ଥରେ ଦେଖିବେ।।

  • @KidsGamersVideo
    @KidsGamersVideo Před 11 měsíci +111

    ଲବ୍ ଭାଇ ଙ୍କୁ କିଏ କିଏ Dil ♥️ se ସପୋର୍ଟ କରୁଛ ।।Like ❤ କରି ପକାଅ 😮।।

  • @sushreepinky1527
    @sushreepinky1527 Před 11 měsíci

    Bhai ame sabubele apananka saha achi..we really proud of you..bhai

  • @user-vd5ld3qf2i
    @user-vd5ld3qf2i Před 11 měsíci

    Laba Bhai tama katha bht bht hi bhal lage ❤❤❤ ekdum Dil se ❤like .isupuea rasikara kaji.😊

  • @Adityafoodandvlogs
    @Adityafoodandvlogs Před 11 měsíci +13

    ଆଜିର ଭିଡିଓ ପୁରା ଅଲଗା ପ୍ରକାର ସତରେ ଏମିତି ହିଁ ଚାଲିଛି ସେମାନେ ଚିଲାନ୍ତୁ କଛି ନାହିଁ ତମକୁ ତମର youtube family ବହୁତ ଭଲ ପାଆନ୍ତି ❤ଭଗବନ୍ ତମକୁ ସବୁବେଳେ ଖୁସିରେ ରଖନ୍ତୁ ଏମିତି ସମଦ୍ତଙ୍କ ହୃଦୟକୁ ଜିତ ❤

  • @SitaramMarndi-ct8iw
    @SitaramMarndi-ct8iw Před 11 měsíci +63

    ଭାଇ ଯିଏ ଯାହା କୁହ ତମେ ମନ ଦୁଃଖ କରନି ଆପଣଙ୍କ ସହିତ ଆମେ ଓଡିଶା ର ଭାଇ ଓ ଭଉଣୀ ଅଛନ୍ତି 🙏 ଜୟ ଜଗନ୍ନାଥ 🙏

  • @renukagardenndcooking2514
    @renukagardenndcooking2514 Před 11 měsíci

    Tumaku jagannath saha hebe mana dukha ta hela aagaku aahuri vida heba ♥️👍

  • @bhimsenhansdah5768
    @bhimsenhansdah5768 Před 10 měsíci

    Don't worry bro keep ur vlogs and I hope God is always with you

  • @sahoobabu3782
    @sahoobabu3782 Před 11 měsíci +30

    ଭାଇ ଭଲରେ ରୁହ ଖୁସିରେ ରୁହ ଯେ ପର୍ଯ୍ୟନ୍ତ ତମେ ସତ୍ ରାସ୍ତାରେ ଅଛ କେହି କିଛି ତମର ବାଳ ବଙ୍କା କରିପାରିବେନି
    ଆଉ ଆମ ମାନଙ୍କ ସ୍ନେହ ଓ ଭଲପାଇବା ତମ ସହ ସବୁବେଳେ ରହିବ ଆଗାମୀ ଦିନରେ ତମେ କୋଉ ସେଲିବ୍ରେଟୀ ଠାରୁ ବି କମ୍ ହବନି ଏତିକି ଆମର ଆଶା ଏବଂ ବିଶ୍ୱାସ
    ପ୍ରଭୂ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ

  • @Art21MyAllArts
    @Art21MyAllArts Před 11 měsíci +64

    ଭାଇଙ୍କୁ କେତେ ଲୋକ ସମ୍ମାନ ଦିଅ ❤ କର

  • @SNEHAx7
    @SNEHAx7 Před 11 měsíci +4

    Next time bhubaneswar airport big meetup 🔥🔥🔥😎

  • @sanjaynayak1462
    @sanjaynayak1462 Před 11 měsíci +2

    ଭାଇ କିଛି ଚିନ୍ତା କରନି ସେମାନେ ମଣିଷ କୁ ମଣିଷ ଭଳି ଦେଖନ୍ତି ନାହିଁ useless ଲୋକ 😂😂👩‍👧‍👦👍😁🙏
    ଜୟ ଜଗନ୍ନାଥ 😂🙏🙏🙏ଆମ ଲବ ଭାଇ ଜଣେ ଆମ ପାଇଁ ଗର୍ବ
    God bless you ଭାଇ ଆମ ଭଲ ପାଇବା ସବୁବେଳେ ଅଛି

  • @pramodswain974
    @pramodswain974 Před 11 měsíci +14

    ଭାଇ ତୁମେ ଜାଣିନ କି ଗରିବ ଲୋକଙ୍କୁ ଏଭଳି ବ୍ୟବହାର କରନ୍ତି । କିଛି ଅଭଦ୍ର ଲୋକଙ୍କ କାରନାମା ❤❤❤❤❤

  • @umakantsahoo313
    @umakantsahoo313 Před 11 měsíci +276

    Laba Bhai you are an icon of odisha.Ups& downs are part of life.ignore this & take your journey to next level.We all are with you🙏🙏

  • @user-jj9pj9vg7s
    @user-jj9pj9vg7s Před 7 měsíci

    ଭାଇ ତମେ ଆମ ଓଡିଶା ରୋ hero' no 1 ❤❤ jai jagannath Bhai ❤❤❤

  • @SurenBariha-ly6br
    @SurenBariha-ly6br Před 6 hodinami

    Love bhai ku.mora pura support ❤

  • @pkvt.creation5402
    @pkvt.creation5402 Před 11 měsíci +24

    ସତରେ ଭାଇ ତମେ ଅନ୍ୟ ମାନଙ୍କ ଠାରୁ ବହୁତ୍ ଭଲ ❤love you mo bhai ବହୁତ୍ ଆଗକୁ ଯାଅ ❤