ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV
Vložit
- čas přidán 7. 07. 2024
- #puri #loot #RathaYatra #NandighoshaTV
ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
CZcams: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......
Jogi Adityanath UP ସରକାର ଭଳି ଆକ୍ସନ ନିଆଯାଇ ନ ହେଲେ ଓଡ଼ିଆ ରେ BJP ସରକାର ପାୱାର ଥାଇ ମଧ୍ୟ କିଛି ଲାଭ ନାହିଁ
Tamaku gandi maru chanti
To nani ki geichnti se
@@HaraprasadRana-fm1uuha ba 😂😂😂😂
@@HaraprasadRana-fm1uuup re bodhe chori hauni😂😂😂
ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ
ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊
ଜଗନ୍ନାଥ ରାଜ୍ୟରେ ଚୋରି କାହାକୁ କହିବି ଛି ଛି?
ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି
ଡ୍ରନ କ୍ୟାମରା ଠେଲା ପେଲା ଚିପାଚିପି ଦେଖୁଥିଲା 😂
😂😂😂@@bhagabatsoren249
ବହୁତ ବଢିଆ 👍👍👍👍
ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି
Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭
ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା
ଭଗବାନ କୁ ବି ଡର ନାଇଁ
ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି
Jaha heu, sei maane hi odisha ra asmita .... 😅
ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏
👍
ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ
ସେମାନେ ସେବାୟତ ହିଁ ଚର
ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ
Au tame janipalani kichi
@@user-pt9qe5tf8v ଜାଣି ପାରିଲି ଗର୍ଭଗୃହ ru ବାହାରିଲା ପରେ । ସେବେଠୁ mu sling bags ye bhalia ଗହଳି ଜାଗା ku neyiki jayuni ଅନ୍ଧ ଥରେ ବାଡ଼ି hajeyiba
ଆଗରୁ ଏମିତି ହେଇନଥିଲା ଏବେ ପରିବର୍ତ୍ତନ ହେଉଛି
Bhai bhauni nku mora gote request puri rathayatra kimba anya mela ku jauthile kebe gold ornaments pindhi jantu nahi...
For own careless
Mera odisha, jai jagannath
ସେବାୟତ ମାନେ ଚୋରାଇବେ। ଏଥିରେ ସରକାର କଣ କରିବେ।
ସେବାୟତ ମାନେ ହେଲା ଅସଲି ଚୋର
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏
Good good good nd 👏👏👏, because ,ଚୋର ମାନଙ୍କୁ ଜଗନ୍ନାଥ ଙ୍କ ସମର୍ଥନ। ........
Tate jouthi dekhibi nandighosh Bala mandira pakhare sedina pacharibi tate head line superb
ଆଗକୁ ଆଉରି କ'ଣ କ'ଣ ହେବ ଦେଖ
😂😂😂😂😂😂
ଭଗବାନ ଙ୍କ ନାରେ ସବୁ ଚୋର ..........
🚩 ଜେ ଶ୍ରୀ ରାମ 🚩
Thik katha
Jay
Mo mobile chori hoijaichhi
Pravu baladev nka ratha tanu tanu.....😢
Jaga nischita bujhiba....e choro nka katha
ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖନ୍ତୁ
🙏🙏🙏🙏🙏
ଲଜ୍ଜା ଜନକ ଖବର ଯେଉଁଥିରେ କି ଏତେ ମାତ୍ରାରେ ବୃଦ୍ଧି ପାଇଛି ଚୋରି ଆମର ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଆସୁଥିବା ବେଳେ ଏ ଗୋଟିଏ ଚ୍ୟାନେଲ ଯିଏକି ଓଡିଶାର ବିଭିନ୍ନ ସ୍ଥାନରେ ଲୁଟି ଥିବା ବଡ଼ ଚୋର ମାନଙ୍କର ନାମ କରଣ ରୁ ବହୁତ ଦୂରରେ ରହୁଛି
ଜଗନ୍ନାତ ରଖ୍ୟ କରିବେ ଆପେକ୍ଷ୍ୟା କରନ୍ତୁ
Dhanyabada Sir Aha Chalichhi AME Sethipae Bhida Bhadre Puri jiba ku Sahas Heunahi Mor bigata 10 bars Agaru Paradise Hotel samanru Jaganatha Ratha Darshan kale belaku Mor Pocket re Chaligala Muthanre FIR kari Number ku Block kali Dhanyabada Police Mor kam kardela Mor man hela Kahiki Asili A Ratha jatraku Se Dinathu Mu pura Dari Jaechhi Jai Maa Samleiswari 🙏
Puri Surakshita Nuha Jai Jaganath🙏
Ratna vandar bhi lut heba.......
Jay siyaram ha mora nanada ra madya bayag ra chen kholi thila kintu senei parini
ମନ୍ଦିର ଭିତରେ ସି ସି ଟିଭି ଲାଗିଲେ କିଏ ଚୋରି କରୁଛି ଜଣା ପଡିବ
Kichi Darakar nahi chakadola thile hela
Sabu barsha chori hua mobile chen atakana nuakatha ki nija jinisa nije sambhali rakhi paruna sekanamanisa
0:42 0:45 0:46 0:47 0:47 0:47 0:48
E Barsha para advanced technology use kara jai thila sabu phus😅😅😅😅
Jade jagarnnath satare thaante hele sethee chori ଦଙ୍ଗା hoi na ଥାଆନ୍ତେ
ଲୁଟେରା ମାତିଛନ୍ତି. ହୁସିଆର
Jaganaths people are steeling in pury badadanda.
😊😊😊
Bhai samsung mobile jadi chori hele milijibo charge thile phone off kariparibani choro
/ମହିଳା ଚୋର
ହୁସିଆର
ସବୁ ତାଙ୍କରି ଇଚ୍ଛା ରେ ବାବା ।
ପୁରୀ ରେ ବଡ଼ ଚୋର ଅଛନ୍ତି,ସାବଧାନ
ଏଇ ଠେସବୁ ଚୋରି ହେବ ଜଗନାଥ ନାହିଁ
Bhai joumane ehei Kama karuchanti sei lokanku phasi diajau
CCI kemra banajau
Also I have lost my phone
ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
Se Loka thakuchhi .seta.baniam pindichhi satnuha
Jagannath prabhu kuade gale j ete chori hoigala
Sebayata manankara dress code hele bhala, distinguished rahibe, I card haba darkar
Jay Jagannath
ଚୋର ମାନେ ଭଲ ଭାବେ ଜାଣିଛନ୍ତି ଭଗବାନ ନାହିଁ
Amara b mobile chori heichi
Sebayata mane atagata achi
Luckily mausa dhoti Pindi thile nahale pant chain kholi jatra nei jai thante....😂😂
Ta question pachara ku manibaku padibo
2 Egin ra kamal bhai mohan babu achhanti sabu opadidebe 😂😂😂😂
🎉🎉
Thana front ru
Naya Sarkar aane ki vajah se sab kuchh ho raha hai
Kebe suni no tili mu ai barshare sunili
Nai nai 2barsa tale mo husband nka bekaru mandira bhitare amiti chori heithila.......
Gehi chup😊
ପୋଲିସ୍ ସଚେତନ କରିବାପରେ ମଧ୍ଯ ଟଙ୍କା ସୁନା ଅଳଙ୍କାର ସାଥିରେ ନେଇ ଯାଉଛନ୍ତି କାହିଁକି ?
Police Bala hatha rahuchi kichi action neaunahanti
Sebhaitang mangu kad banjau
Sybayta bysadare bahut asichanti dakhina diya boli kahi markmari lotuchanti
😂😂😂😂😂 What is the Solution...?
Ratha Yatra. Re chain pindhi aasiba kan darkar
Jou chormane chori karchanti ehi video ki bahut enjoy karuthibe 😅😅😅😅
😂😂😂
😂
😂😂😂😂
ମୂଲ୍ୟ ହୀନ ଖବର ପ୍ରକାଶ କରିବା ସମସ୍ତଙ୍କୁ ଆଶେ ତୁମ ଚ୍ୟାନେଲ ତା ମଧ୍ୟରୁ ଏକ ଜନ ସାଧାରଣ ଙ୍କ ମତରେ କୋଉଁଠି ଭି ଚୋର ର ସନ୍ଧାନ ରେ ଯାଇଚ ନା ଯାଇପାରିବ ସାଧାରଣ ଲୋକ କଥା ହେଉ କି ରାଜନେତା ଙ୍କ
Reporter Pachhare Nana Patekar 😮😮
Tame kanak ru asiki nandighosh re
Put ur mobiles n money in lodge where u r staying
No!kasting
Kete dina ? Kete lut? Hele sachetan hebe ?
ଯାତ୍ରା କୁ ସୁନା ଚେନ୍ ପିନ୍ଧିଯିବା ପଇଁ ଜଗନ୍ନାଥ କହିଛନ୍ତି କି?
Jio ro tile mua dekha jau
Are Bhai emiti kie mobile dhare ki
ଚୋରର ସରକାର ଗଲା ସାଧୁ ସରକାର ଆସିଲା ପୁଣି ଚୋରି କେମିତି ହଉଛି ?? ବଡ଼ ଦୁଃଖର ବିଷୟ । ଜଗନ୍ନାଥ ମାଝୀ , ବଳଦେବ ସିଂହଦେଓ ଆଉ ସୁଭଦ୍ରା ପରିଡ଼ା ଥାଉ ଥାଉ ଚୋରି ହେଇଯାଉଛି ।
Nice comment
Jai Shree⭕‼⭕Jagannath❤❤❤🙏🙏🙏. What do you mean to say. It's his/her own fault careless. If you always careful nobody can even touch you ok.
ଚୋରି ଆଗରୁ ବି ହେଉଥିଲା
Semane thile hin chori heba
Kahniki na naveen ku apaman kala sethipain emiti hela jadi naveen thanta ta hele lut heinathanta😅
Tebe kichhi badaliba
Thik chori houchhe kana pain jauchha hene
Police jte kahile b ei loka bujhibeni, suna pindhiki jibe
Au mobile ku jathasambhaba samna pocket re rakhantu
BJP sarkar kana Karu Tila
Khela
Ye kn nua Katha ki
Agoru hounothila ? Tike budhi bichari kahuno....
Tame Ghare thila ba
Police sibili ra bulantu
Sabayata hi lutuchhanti....
Amara bag katiki mob au 5000 tanka b nei gale chora
ଯଦି ରଥଯାତ୍ରା ରେ ଚୋରମାନେ ଜଗନ୍ନାଥଙ୍କ ଭକ୍ତ ମାନଙ୍କର ଚେନ,ମୋବାଇଲ ଚୋରି କରି ନେଇ ଚାଲି ଯାଉଛନ୍ତି।ତାହାହେଲେ ଭଗବାନ ଜଗନ୍ନାଥ କଣ ଏହା ଦେଖି ପାରୁ ନାହାଁନ୍ତି?
Mo bou ra phone bi chori heichhi
Jay Jagganath ladies chaln pindhi kahinki jauchhanti ama Orissa chorara gantaghara choramananku God must punished bada dukha laguchhi
Santi Duta
bhai Tama sata se paket nahi michhaka
ପୁରୀ ରଥଯାତ୍ରା ସମୟରେ ମୋବାଇଲ୍ ସୁନା ଗହଣା ପାଇସା ଲୁଟନ୍ତି
Thakur,hajiba jinisha deve,kintu jinisha akarare nuha...bhabare
କଟକିଆ ଗୁଟିଏଚୋର ଓ ବାଳ
Same happened to my cousin sister 😮