ଗିରଫ ହେବାକୁ ନେଇ ମୁହଁ ଖୋଲିଲେ ନିଜେ ନବୀନ ପଟ୍ଟନାୟକ ଆଉ କହିଲେ...| Naveen Patnaik | @A1ODIA

Sdílet
Vložit
  • čas přidán 6. 09. 2024
  • A1 ODIA | ODISHA NEWS | ODIA NEWS
    ଗିରଫ ହେବାକୁ ନେଇ ମୁହଁ ଖୋଲିଲେ ନିଜେ ନବୀନ ପଟ୍ଟନାୟକ ଆଉ କହିଲେ...| Naveen Patnaik | ‪@A1odia‬ #naveenpatnaik #odishapolitics
    #A1Odia #Odianews #Odishanews #A1TVOdisha
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️CZcams(A1 ODIA): / @a1odia
    ↪️CZcams(A1 ODISHA) : / @a1odisha
    ▶️CZcams Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

Komentáře • 370

  • @BabuliBehera-zs2ko
    @BabuliBehera-zs2ko Před měsícem +67

    ବିଜେପି ହୁଇସିଲ ମାରି କିଳାକୁ ଡାକୁଛି

  • @user-vc3jj2nd7k
    @user-vc3jj2nd7k Před měsícem +19

    Navin Pattnaik is always Hero

  • @jyotiranjannayak1701
    @jyotiranjannayak1701 Před měsícem +34

    ନବୀନ ପଟ୍ଟନାୟକ ଆମ ହୃଦୟରେ ସର୍ବଦା ଅଛନ୍ତି, ନବୀନ ପଟ୍ଟନାୟକଙ୍କୁ ଯଦି ଆରେଷ୍ଟ କରିବ ତେବେ ସେଇ ବିଧାନସଭା କୁ ଘେରାଉ କରିଦେବୁ

    • @purnimapatra920
      @purnimapatra920 Před měsícem

      Nabin babu nku kebe bhetichha tike taku odia sikhai dia Pandian sar ta tanka tharu bhala odia kahuchanti

  • @tapankumarsahoo9302
    @tapankumarsahoo9302 Před měsícem +79

    ନବୀନ ବାବୁଙ୍କୁ ଗିରଫ କଲେ ଓଡ଼ିଶା ଉଠିବ ପଡିବ

  • @susilpradhan3116
    @susilpradhan3116 Před měsícem +50

    ଯଦି BJP ର ଦମ୍ ଅଛି ତାହେଲେ ନବୀନ ବାବୁଙ୍କୁ ଗିରଫ କରି ଦେଖ ,ତାପରେ କଣ ହବ ସେତେବେଳେ ସ୍ଥିତି ସମ୍ଭାଳି ପାରିବ ତ।
    ମୁକେଶ୍ ମହାଲିଙ୍ଗ ତମକୁ ଓଡ଼ିଶା ବାସୀ ଜାଣିଛନ୍ତି କି ନାହିଁ ମୁଁ ଜାଣିନି ।କିନ୍ତୁ ନବୀନ ବାବୁ ଙ୍କୁ ସାରା ବିଶ୍ଵ ଜାଣିଛି ସେ କେମିତି ଲୋକ ❤

    • @akhilkumarray3930
      @akhilkumarray3930 Před měsícem +3

      The real Hero of Odisha NABIN Pattnaik it's not a name it's a brand 🙏

  • @Deva5577-i3c
    @Deva5577-i3c Před měsícem +92

    ନବୀନଙ୍କୁ ଗିରଫ କରିବ !!!ଭେଜାଲ୍ ହିନ୍ଦୁ ଦଳ ବିଜେପି ପରିଣାମ ସମ୍ଭାଳି ପାରିବ ତ ? ଓଡିଶା ଅଗ୍ନି ପିଣ୍ଡୁଳା ହୋଇଯିବ ଓ ସେ ନିଆଁ ରେ ବିଜେପିର ହାଡ଼ ବି ରହିବନି।ଯଦି ବିଜେପିର ଦମ୍ ଅଛି arrest ତ ପଛ କଥା ଖାଲି ଥରେ ଚାହିଁ ଦେଉ ତାପରେ ଦେଖିବ......

    • @malikabichhara8835
      @malikabichhara8835 Před měsícem +1

      ଜଡି ଏହା ହୁଏ ସେ ମୁହୂର୍ତ୍ତରେ ସବୁ ଯବନିକା ର ଅନ୍ତ ହେଲା ବୋଲି ଜାଣ,
      ଜୟ କଳଙ୍କି ରାମ।

    • @sudhansusekhardash9010
      @sudhansusekhardash9010 Před měsícem +1

      Very right

    • @Ambassador_Christ
      @Ambassador_Christ Před měsícem +1

      Right

    • @ranajitkumarmohanty9740
      @ranajitkumarmohanty9740 Před měsícem +2

      ଲାଗୁଛି ଅଧା ନେତା ହାଣ୍ଡିଆ ପିଇକି ଆସୁଛନ୍ତି ll

    • @Deva5577-i3c
      @Deva5577-i3c Před měsícem

      @@ranajitkumarmohanty9740 ଭାଇ ସେମାନେ ଯାହା ପିଅନ୍ତୁ କିଛି matter କରୁ ନାହିଁ କଥା ହେଉଛି ନବୀନଙ୍କୁ କହିଥିବା ଓ ତାକୁ ସମର୍ଥନ କରିଥିବା ଲୋକଙ୍କ ଜିଭ କାଟି ଦେବା କଥା

  • @jagannathbhagwan9385
    @jagannathbhagwan9385 Před měsícem +49

    ଏଇ ବିଜେପି ର ମୁର୍ଖ ଗିରଫ ହେଵ

  • @SumitMohanty-ro2rf
    @SumitMohanty-ro2rf Před měsícem +17

    Nabin pattnayak Hiro

  • @baidyanathmallick9985
    @baidyanathmallick9985 Před měsícem +12

    ଗାଣ୍ଡି ରେ ଦମ ଅଛି ଗିରଫ କର ବାହାସପଟ ମାରନା

  • @bijayparida8085
    @bijayparida8085 Před měsícem +29

    ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି

  • @Anil1234-bd9xy
    @Anil1234-bd9xy Před měsícem +4

    Mukes mahalingi kie.? ସେ କଣ odia.? ନବୀନ ପଟ୍ଟନାୟକ ଙ୍କୁ ଗିରଫ କରି ଦେଖା.... ଓଡ଼ିଆ ଅସ୍ମିତା ର defination କଣ ଅଜାଣିପାଇବ.... ମୋହନ ମାଝୀ our chif minister... ତାଙ୍କଠାରୁ ଶାଳୀନତା ଶିଖନ୍ତୁ.... ମନ୍ତ୍ରୀ ମହାଶୟ.... ନବୀନ ସର୍ବଦା ନବୀନ... ଓଡିଶା ଯେତେବେଳେ ଭୋକିଲା... ଦରିଦ୍ର... ଥିଲା ତାକୁ ଏଇ ସୋପାନରେ ପଂହଁଚେଇ ଥିବା ମୁଖ୍ୟମନ୍ତ୍ରୀ ନବୀନ babu ସର୍ବଦା ଇତିହାସ ହୋଇ ରହିବେ.... ସାରା ପୃଥିବୀ ରେ ନବୀନ କୁ ସନମାନ କରୁଥିବା ବେଳେ... ଆପଣ ତାଙ୍କୁ ଅପାରଗ.. ଆରେଷ୍ଟ କରିବା କଥା କହୁଛନ୍ତି... ଅନଭିଜ୍ଞ ହୋଇ....!
    ବିଜେପି ସରକାରକୁ ଆସିବା ବିଜେଡି କର୍ମିକ ଆଶ୍ରିବାଦ ରେ....ନହେଲେ ପୁଣି ପାଞ୍ଚ ବର୍ଷ ବିରୋଧୀ ଭୂମିକାରେ ଥାନ୍ତ...... Pandian... Babi ପାଇଁ କର୍ମୀ ଅସନ୍ତୁଷ୍ଟ ହୋଇ ପରିବର୍ତନ କଲେ...କିନ୍ତୁ ତନୁହେଁ ତମେ ନବୀନ କୁ ଗାଳିଦେବେ.....
    କେନ୍ଦ୍ର ଓଡିଶାରୁ କୋଡିଏ ଜଣ mp ପାଇଲା.ଓଡିଶା ପାଇଁ କେନ୍ଦ୍ର କରୁଛି କଣ?
    କିଛି ନାହିଁ....

  • @amarmalik5994
    @amarmalik5994 Před měsícem +23

    ନବୀନ ପଟ୍ଟନାୟକ କର ଗୋଟେ ବାଳ ବଙ୍କା କରିପାରିବ ନାହିଁ ବିଜେପି ଦଳ କି ବିଜେପି ର ଡବଲ ଇଞ୍ଜିନ ସରକାର

  • @basudebsenapati2181
    @basudebsenapati2181 Před měsícem +19

    ନବୀନ ଗିରଫ ହେଲେ ଓଡ଼ିଶାରେ b j p sarakara ରହିଵତ

  • @happybhol1685
    @happybhol1685 Před měsícem +6

    ହଉ ଥରେ ବନ୍ଧୀକି ଦେଖ.....

  • @brahmaachary3955
    @brahmaachary3955 Před měsícem +25

    Naveen Babu zindabad

  • @durgeshpatra4498
    @durgeshpatra4498 Před měsícem +27

    ମହାଳିକ ପିଲା ଭଳିଆ କଥା କହିଛନି

    • @antaryamimishra449
      @antaryamimishra449 Před měsícem +4

      ମହାଲିଙ୍ଗ ର ଲିଙ୍ଗ କାଟି ଦିଅ

  • @sanjeevkumarsahu8960
    @sanjeevkumarsahu8960 Před měsícem +9

    ନୁଆ ନୁଆ ହେଇ ଛନ୍ତୀ ତ ତେଣୁ ପୁରା ଉଛୁଳୁ ଛନ୍ତୀ, bjp ରେ ଗୋଟେ ନେତା ଦେଖା ଯାଉଛି କିଏ,ଭାରି ବଡ ବଡ କଥା, ମିଛୁଆ ସରକାର ଛି ଛି,

  • @bramhanandpattnaik4695
    @bramhanandpattnaik4695 Před měsícem +3

    Jay Nabin Jay ODISHA 🙏

  • @sumantabehera7642
    @sumantabehera7642 Před měsícem +50

    ନବୀନ ପଟ୍ଟନାୟକ କୁ ହାତ ଦେଇକି ଦେଖ ନିଆଁ ଜଳେବୁ ଦେଖ

    • @ghanashyamamahanta1297
      @ghanashyamamahanta1297 Před měsícem

      ଛୋଡି ପକେଇବୁ

    • @devmadhual2816
      @devmadhual2816 Před měsícem

      ​​@@ghanashyamamahanta1297 Hata dekheiki dekha bjp wala nkara gandi tako mari diya jiba

    • @sumantabehera7642
      @sumantabehera7642 Před měsícem

      @@ghanashyamamahanta1297 ମା ଘିଆ ତୁ କିରେ ମା ଘିଆ

    • @shineboysiba9238
      @shineboysiba9238 Před měsícem

      ​@@ghanashyamamahanta1297Tama ghare ditails dia tapare kn haba janibu re

  • @WilliamRussell-ws9uo
    @WilliamRussell-ws9uo Před měsícem +63

    ମୁକେଶ ମହାଳିଙ୍ଗ କଣ ଗୋଟିଏ ମଣିଷ ରେ ଗଣା ନାଁ ବିଜେପି ଦଳର ମାନବିକତା ଅଛି

  • @anupahembram1019
    @anupahembram1019 Před měsícem +3

    Navin sir is the great hero in ODISHA

  • @santoshkumarnayak4569
    @santoshkumarnayak4569 Před měsícem +14

    Odisha re nia jaliba

  • @sandeepramjansingh1894
    @sandeepramjansingh1894 Před měsícem +18

    ମୁକାଶ ମହାଲିଙ୍ଗ କେତେ ବର୍ଷର ଅଭିଜ୍ଞତା ରାଜନୀତି ମନ୍ତ୍ରୀ ତାଙ୍କ ରାଜନୀତି ରେ ବହୁତ ଜ୍ଞାନ ଅର୍ଜନ କରିଛନ୍ତି ସେଥିପାଇଁ ବିଧାନ ସଭାରେ ଗୋଟିଏ 25.ବର୍ଷର ମୁଖ୍ୟମାନ୍ତିଙ୍କୁ ଆରେଷ୍ଟ କରିବାକୁ କୁହାଯାଉଛି.. ଛି ଛି. ମୁହଁକୁ ସରମ ଲାଗୁନି

  • @kartikpatra2346
    @kartikpatra2346 Před měsícem +26

    ମହଲିଙ୍ଗ ନା ସିବ୍ ଲିଙ୍ଗ ଯଦି ଜଦି ତମେ ନବୀନବାବୁଙ୍କୁ ଗିରଫ କରିବ ତମ କୁ ଚପଲ ମାଳ ପ୍ରସ୍ତୁତ କରିବ ମୁ

  • @subrhamohanmohanty9843
    @subrhamohanmohanty9843 Před měsícem +11

    ମହଲିଙ୍ଗ ର ଲିଙ୍ଗ ଅଛିଟି ଆଉ ଆରେଷ୍ଟ କଣ କରିବ

  • @sachitradas6257
    @sachitradas6257 Před měsícem +13

    Gyan nahi odisha mantri manankar

  • @jayantinayak7804
    @jayantinayak7804 Před měsícem +23

    ବିଜେପି ମନ୍ତ୍ରୀମୁକେଶମହାଲିଙ୍ଗ ଙ୍କରମୁଣ୍ଡକାମକରୁନି

  • @goutamnathpradhan5628
    @goutamnathpradhan5628 Před měsícem +29

    ମୁର୍ଖ ମହାଲିଙ୍ଗ ରାଜ୍ୟପାଳ କୁ ଛାଡି ଏ ବିଜେପି ନେତାଙ୍କୁ ବାଡାଅ ନବୀନ ପଟ୍ଟନାୟକ ସଭା ଛାଡି ଜିଵେନି ବୁଦ୍ଧି ନାହିଁ ଏ ବିଜେପି ନେତାମାନଙ୍କର ଆରମ୍ଭର କାରଣ ଜାଣି ପାରୁନାହିଁନ୍ତି ନୁଆ ନୁଆ ଶାସନ କୁ ଆସି ଛନ୍ତି ତ ବେଶି ଫଡ ଫଡ ହଉଛନ୍ତି

  • @BhabagrahiNayak-gi4yj
    @BhabagrahiNayak-gi4yj Před měsícem +3

    ହାତ ଦେଇକି ଦେଖ ତା ପରେ କଣ ହେବ ବିଜେପି ଅବସ୍ଥା 👍👍👍

  • @user-ky5op7tw5w
    @user-ky5op7tw5w Před měsícem +4

    ଜିଏ ଦୋଷ କଲା ତାକୁ ଗିରଫ୍ କରିପାରୁନ। ପ୍ରଥମେ ମୁକେଶ କୁ ଗିରଫ୍ କରାଯାଉ

  • @user-zg1sn1wf3l
    @user-zg1sn1wf3l Před měsícem +24

    Naveen Patnaik Hero favourite Nahin

  • @sameerjena7341
    @sameerjena7341 Před měsícem +3

    ନବିନ ପଟ୍ଟନାୟକ ସବୁ ଓଡିଆ କ 3:02 ହୃଦୟ ଅଛନ୍ତି ଆଉ ରହିବେ ।jai jagannath.

  • @Ambassador_Christ
    @Ambassador_Christ Před měsícem +7

    Touch kariki dekhao❤

  • @user-lf7jr2dd5o
    @user-lf7jr2dd5o Před měsícem +2

    ନିଆଁ ଜଳିବ ରାଜରାସ୍ତାରେ ଜୟ ନଵିନ୍ ପଟ୍ଟନାୟକ ସାର୍ 🙏

  • @sudhansu159
    @sudhansu159 Před měsícem +6

    Aga cm mohana ku arest karu chapal fhopadichi

  • @narusinghcharanamohanty9625
    @narusinghcharanamohanty9625 Před měsícem +7

    Pagala.Mantri.

  • @SantoshPrasad-yq7ph
    @SantoshPrasad-yq7ph Před měsícem +7

    Bepar mantri nka ghara katha Naveen Patnaik sir nku giraffe karibe jadi dam achi tebe giraffe kariki dehantu

  • @skriazuddin2911
    @skriazuddin2911 Před měsícem +8

    Bjp neta pagala hai gale budhi nahi

  • @akshayakumar9384
    @akshayakumar9384 Před měsícem +3

    ଆରେ ବାଳ ପାଠ ସାଥ ପଢ଼ି କହୁଚ ଗିରଫ ହେବା ଦରକାର ନା କିଏ ମନ୍ତ୍ରୀ କଲା ସେଇ ଲୋକ କୁ parliamentary book ପଢ଼ିଚ ନା ଏମିତି କହିଦେଲା

  • @CaptainMithun10
    @CaptainMithun10 Před měsícem +18

    BJP ଡରୁଛି 😂😂 ମୂର୍ଖ ବ୍ୟକ୍ତି

  • @asutoshpanda7187
    @asutoshpanda7187 Před měsícem +2

    ଗିରଫ କରିବାକୁ କହିଦେଇ ବହୁତ୍ ବଡ଼ ଭୁଲ କରିଛନ୍ତି ନବୀନ ଗିରଫ ହେବେ ମାନେ କହୁଥିବା ନେତା ସମ୍ଭାଲିବ ଦରକାର

  • @ranajitkumarmohanty9740
    @ranajitkumarmohanty9740 Před měsícem +4

    ହାତୀ ପାଖରେ କୁକୁର ମାନେ ଭୋକି ସନ୍ତୁଷ୍ଟ ହୁଅନ୍ତି ll ନବୀନ ପଟ୍ଟନାୟକ ସିଂହ ଛୁଆ ll କଣ କରିବେ ଏ ମୂର୍ଖ ଗୁଣ୍ଡା ବାହାପିଆ ll ଆଲୋ ସଖୀ ଆପଣା ମହତ ଆପେ ରଖି ll ଏ ସରକାର ଦେଶର ସବୁଠୁଁ ନିକୃଷ୍ଟ ଓ ଦୁର୍ବଳ ସରକାର ll

  • @user-pz3rp4hi4r
    @user-pz3rp4hi4r Před měsícem +3

    Naveen babu jindabad ❤❤❤❤❤

  • @NarayanaMatia
    @NarayanaMatia Před měsícem +2

    ସେ ଶଳା ପ୍ରଥମ ଥର ମନ୍ତ୍ରୀ ହୋଇଛିତ ସେଥିଯୋଗୁଁ ସମସ୍ତଙ୍କୁ ଗିରଫ କରି ଘରେ ନେଇ ରଖ

  • @RameshBehera-qy2ct
    @RameshBehera-qy2ct Před měsícem +5

    ମୁକେଶ ଗାଣ୍ଡିରେ ବହୁତ ଦମ୍ ଅଛି ତ କରିକିଦେଖା

  • @rupmanjarijena5748
    @rupmanjarijena5748 Před měsícem +4

    Mankad hatare salagrama jaha eamanka hatare sasan bhara taha.

  • @upendrasahoo3541
    @upendrasahoo3541 Před měsícem +4

    Tamar dum achhita

  • @techhelpwithbalaram6840
    @techhelpwithbalaram6840 Před měsícem +3

    Mahalunga bandhahaba

  • @Pkvideo-r1s
    @Pkvideo-r1s Před měsícem +1

    ନବିନ ସାରଜ୍ଞୁ ଗିରଫ କଲେ ଓଡ଼ିଶାରେ ନୀଆ ଜଳିଵ

  • @aknobita644
    @aknobita644 Před měsícem +5

    Mahalinga na ta bopalinga nonsence

  • @swarnalatasahoo1293
    @swarnalatasahoo1293 Před měsícem +1

    We Love to Navin pattaniak.He is great

  • @shantanyurout9445
    @shantanyurout9445 Před měsícem +3

    Ei new minister pagala hoi galeni.

  • @bhikaricharansahu8064
    @bhikaricharansahu8064 Před měsícem +2

    Mukesh mahalink କୁ arrest କରାଯାଉ

  • @user-nx7dg4hg3v
    @user-nx7dg4hg3v Před měsícem +2

    ଆରେ ମହାଲିଙ୍ଗ ତୁ କୋଉ ମୁଣ୍ଡି ରାଜ୍ୟପାଳ ପୁଅକୁ ବାନ୍ଧିବା କଥା ବାଳ କହୁନୁ ତୋ ମୁଣ୍ଡ କେତେ ମହାଲିଙ୍ଗ ତୋ ପାଟିରେ କଣ --ମଡ଼ା ଯାଇଛି ଜଣେ ଓଡ଼ିଆ ଅଫିସର କୁ ରାଜ୍ୟପାଳ ପୁଅ ମାଡ଼ ଘଟଣା କଣ କହୁଛୁ ମହାଲିଙ୍ଗସେଇଟା ଓଡ଼ିଆ ଅସ୍ମିତା ନୁହେଁ

  • @PrabhatKumar-gq4fx
    @PrabhatKumar-gq4fx Před měsícem +2

    Naveen Patnaik is a Hero of all world but who are known your

  • @sudarsanmallick6250
    @sudarsanmallick6250 Před měsícem +1

    ନବୀନ ବାବୁ ଗିରଫ କଲେ ସାରା ଓଡ଼ଶାର ନିଆଁ ଜଳିବ

  • @akshayakumarbehera3502
    @akshayakumarbehera3502 Před měsícem +2

    କିଛି ବାଳ ବଙ୍କା କରିପାରିବ ନାହିଁ. ପୁରୁଷ(ଲିଙ୍ଗ )ବାବୁ.

  • @minaketan5562
    @minaketan5562 Před měsícem +7

    ମୁକେଶ ମହାଲିଙ୍ଗ ଜଣେ ବିଜେପି ଚଞ୍ଚା ନେତା । ରାଜ୍ୟ ପାଳ ର ପୁଅକୁ ଗିରଫ କରନ୍ତୁ ତୁମ ପକ୍ଷରେ ବାଳ ଅଛି ଯଦି ନରେନ୍ଦ୍ର ମୋଦୀ ଙ୍କ କଥା ରେ ଓଡ଼ିଶା ସରକାର ଚାଲୁଛି ଛି ଛି ତୁମେ ମାନେ ଓଡ଼ିଆ ଅସ୍ମିତା କୁ ଆସିଛ ଏବେ ଭୁଲିଗଲ ତୁମେ ବାଳ ସରକାର କରିବ। ତୁମେ କାହାକୁ ଗିରଫ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଏଇ ବିଜେପି ସରକାର ଓଡ଼ିଶା ବଳାତ୍କାର କରି ଛାଡ଼ିବ ବିଜେପିର ସବୁ MLA ଆଉ MP ମାନଙ୍କ ପାଇଁ ଆମ ଓଡ଼ିଶା ଆଜି ମଣିପୁର ଓଡ଼ିଶା କରିଛନ୍ତି ତୁମ କୁ ବହୁତ୍ ଲଜ୍ୟା ଲାଗିବା କଥା । ତୁମେ ଦୁର୍ନୀତି ହଟେଇବ କଣ ତୁମେ ଦୁର୍ନୀତି ରୁ ମହା ଦୁର୍ନୀତି କରୁଛ ୧ବର୍ଷ ମଧ୍ୟ ଶାସନ କରିନ ଏତେ ଆଦିବାସୀ ମାନଙ୍କ ଉପରେ ନିର୍ଯ୍ୟାତନା, ଜବରଦଖଲ କରି ଲୋକଙ୍କୁ ମାରୁଛନ୍ତି ।ଆଦିବାସୀ ମୁଖ୍ୟ ମନ୍ତ୍ରୀ ହେଉଛନ୍ତି କିଛି ନ୍ୟାୟ ପାଇଁ ନୁହେଁ ବରଂ ଆଦିବାସୀ ମାନଙ୍କୁ ମାରିବା ପାଇଁ ସରକାର ଓଡ଼ିଶା ରେ ଗଡ଼ିଛନ୍ତି । ବାଳ ନ୍ୟାୟ କରୁଛନ୍ତି ଓଡ଼ିଶାରେ ଆଦିବାସୀ ଗରିବ ବହୁତ୍ ଅଛନ୍ତି କିନ୍ତୁ ତୁମ bjp ସରକାର ୫ରୁ ୧୦ ଏକର ଜମି ଅଛି ସେଇ ମାନଙ୍କୁ ପ୍ରଧାମନ୍ତ୍ରୀଙ୍କର ଆବାସ ଗୃହ ମିଳିଛି ଆଉ ଗରିବ ଲୋକଙ୍କ ତୁମ ବାଳ ଖାଇ ବଞ୍ଛିବେ ଏଇ କଥା ବିଜେପି ଦଳ ର ନେତା ମନ୍ତ୍ରୀ ପାଇଁ ।

  • @sudiptasetty9181
    @sudiptasetty9181 Před měsícem +1

    ଏବେ ସତ୍ତା କୁ ଆସୁ ଆସୁ ତାଙ୍କର ମୁଣ୍ଡ କାମ କରୁନି ଆଗକୁ କଣ କରିବେ ତାହା ଓଡ଼ିଶାବାସି ଜାଣିଛନ୍ତି ।। ଜୟ ଓଡ଼ିଶା ଜୟ ନବୀନ

  • @ranjitkumarpothal9558
    @ranjitkumarpothal9558 Před měsícem +1

    ବିନାଶ କାଳେ ବିପରିତ ବୁଦ୍ଧି।
    ନବିନ ପଟ୍ଟନାୟକଙ୍କୁ ଆରେଷ୍ଟ କରିବା ପୂର୍ବରୁ , ଥରୁଟିଏ ଖାଲି ଭୋଟ କରିଛି ଦେଖ... ବିଜେପି ର ପତା ବି ରହିବନି।
    ରାଜ୍ୟପାଳର ପୁଅ ଗୋଟିଏ ଓଡ଼ିଆକୁ ମାଡ଼ ମାରିଲା ତା'ର ତ କିଛି କରିବାର ଶକ୍ତି ନାହିଁ।
    ହେଲେ ଯିଏ ଓଡ଼ିଶାର ଉନ୍ନତି କରିଛନ୍ତି। ତାଙ୍କ ଉପରେ କେବଳ ଚଡ।

  • @pradyumnapradhan7225
    @pradyumnapradhan7225 Před měsícem +1

    Naveen Pattnaik ଗିରଫ ହେଲେ ଓଡ଼ିଶାରେ ଖାଲି ନିଆଁ ଜଳିବ

  • @GoutamNayak-ej7ro
    @GoutamNayak-ej7ro Před měsícem +1

    ଯିଏ ଗିରଫ କରିବ ସିଏ ମରିବ ଆଉ ଯିଏ ଅପିଲି କରୂଛି ସେ କିଛି ଜାଣିନି ମୟାଟା

  • @BasantaBehera-gl3li
    @BasantaBehera-gl3li Před měsícem +2

    ଖାଲି କିଛି ଷ୍ଟେପ ନେଲେ ମାହା ଲିଙ୍ଗ ର ଲିଙ୍ଗ କଟା ହବ

  • @OmmprakashRoutray-bw1jq
    @OmmprakashRoutray-bw1jq Před měsícem +4

    ସଳାଟା ମଦୁଆଟା

  • @SeemaKumari-qq5cq
    @SeemaKumari-qq5cq Před měsícem +8

    Nabin nku bandhiba ara thara total rahul modi ra bi pata rahibani.....

  • @BibhutiDalei-hz7xs
    @BibhutiDalei-hz7xs Před měsícem +4

    ତୋ ବୋପା ବାଇସ ଶଳା ?

  • @sasmitajena934
    @sasmitajena934 Před měsícem +4

    Makes ku bandhiba darkar

  • @pk5993
    @pk5993 Před měsícem +1

    ଉଚିତ୍ ତଦନ୍ତ କରି ଯଦି ନବୀନ ପଟ୍ଟନାୟକ ଗିରଫ ହେବାର ଯୋଗ୍ୟ ବିବେଚିତ ହେବେ ଗିରଫ ହେଲେ କିଛି ଅସୁବିଧା ନାହିଁ

  • @user-mk7kt3pf5k
    @user-mk7kt3pf5k Před měsícem +4

    Kendra ru adhika chaula anajau kahara ration card kata na jau adhika ration card dele BJP phuni asiba nahele au BJP ku kehi vote debeni

  • @manmathbehera9527
    @manmathbehera9527 Před měsícem +1

    ନବିନ୍ ଗିରଫ ହେଲେ ପୁରାଓଡିସା ଜଳିବ

  • @RabinBehera-yk8zi
    @RabinBehera-yk8zi Před měsícem

    ⛳🙏❤Jay Nabin sir ❤️🙏⛳

  • @adityakhushiexpress1680
    @adityakhushiexpress1680 Před měsícem +1

    ନବୀନି ସାରେ ଙ୍କୁ ହାତ ଲଗେଇ ଦେଖାଅ ସାରା ଓଡିଶା ନିଆଁ ଜଳିବ ଦମ ଅଛି ତୁମ ମାନଂକର

  • @user-zo5yh2lj7p
    @user-zo5yh2lj7p Před měsícem +1

    BJP Minister doesn't know. Constitution and Laws

  • @KartikNag-xo9eu
    @KartikNag-xo9eu Před měsícem

    Jay Naveen sir

  • @rajeebmohanty3995
    @rajeebmohanty3995 Před měsícem +2

    Rahul Gandhi Delhi re modi ku basuthu karauchi..

  • @BinodiniRoutBinodiniRout
    @BinodiniRoutBinodiniRout Před měsícem

    Nabeen is really Hero❤❤❤❤❤

  • @pratapchandrasamal2396
    @pratapchandrasamal2396 Před měsícem +1

    ମନ୍ତ୍ରୀଙ୍କ ଅଜ୍ଞତା ନୁହେଁ ମୂର୍ଖାମୀ। ଯଦି ଦମ୍ ଅଛି କରିକି ଦେଖାଅ।

  • @user-fy8kq2uf2z
    @user-fy8kq2uf2z Před měsícem

    Right

  • @p.cpanda5605
    @p.cpanda5605 Před měsícem

    Jago janta jago odisha bashi

  • @kavyarasmituluofficial4041
    @kavyarasmituluofficial4041 Před měsícem

    Jay Naveen sir ❤

  • @kanhudas3308
    @kanhudas3308 Před měsícem

    ନବୀନ sir ଙ୍କୁ ଗିରଫ କଲେ ଓଡିଶା ରେ ନିଆଁ ଜଳିବ 😡

  • @amiyakumarjena8633
    @amiyakumarjena8633 Před měsícem

    All alleged scandals and scams during last 24 years of BJD Govt should be investigated by an independent agency, to be monitored by court.

  • @bknbrsp
    @bknbrsp Před měsícem +1

    ମୁକେଶ ମହଲିଂଙ୍ଗ ମନ୍ତ୍ରୀ ହେବାପରେ ଟିକେ ଭଦ୍ରାମି ଓ ସିଷ୍ଟାଚର ଶିଖିଲେ ଭଲ ହୁଅନ୍ତା 😂😂😂

  • @reenapatra15
    @reenapatra15 Před měsícem +1

    Nahin sir thik kahichhanti

  • @mamunisdeliciouskitchen6595

    Yes Nabin is a brand.

  • @hiranyasahoo3548
    @hiranyasahoo3548 Před měsícem

    ନବୀନ ସାର ଙ୍କ ବାଳ ରେ ଯାହା ଅଛି ମୁକେଶ ମହାଲିଙ୍ଗ ତୋ ଗଜ କପାଳ ରେ ନାହଁ

  • @krushnabehera8170
    @krushnabehera8170 Před měsícem

    ଭଲଦଶାଅଛି କିଳା ଡାକନାହିଁ କଣ ମନେ ମନେ ଭାବୁଛ ଭୀରୁଡି ବଷାରେ ହାତ ମାରୁଛ ଦେଖିକି

  • @dancersudhansu1609
    @dancersudhansu1609 Před měsícem

    ବିଜେପି ଶାସନ କରିବା ପାଇଁ ଡରୁଛନ୍ତି ସରକାରku ଯେମିତି ହେଲେ faseidel ଖେଳ khatm ହେଇଯିବ

  • @djysrikant55
    @djysrikant55 Před měsícem

    Nabin sir is the best 🙏💚

  • @anusayamohanty1775
    @anusayamohanty1775 Před měsícem +1

    1st bjp dala odisharu bida karJau😢

  • @bramhasethy1043
    @bramhasethy1043 Před měsícem

    କଣ ଦରକାର ହେଲା ଯେ BJP ସରକାର ଵିମୁଦ୍ରୀ କରଣ କରି ନୁଆ ନୋଟ୍ ବନେଈଲା ?? ଯାହା ୧୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିନାହିଁ !! କଣ ସ୍ବାର୍ଥ ??

  • @srinibasbariha1096
    @srinibasbariha1096 Před měsícem

    Naveen Pattanayak is not only the former chief minister but also a senior leader. He should not be arrested
    Govt should pull him to the court
    Namaste

  • @iJagannath
    @iJagannath Před měsícem

    ଚବିଶ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକ ନୁହଁ, ଚବିଶ ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକ କୁହ

  • @kanhucharannathkanhu323
    @kanhucharannathkanhu323 Před měsícem

    ଶହ ଶହ ନାଇଁ ହଜାର୍‌ କୁଟି ର୍‌ ଘୋଟାଲା ହେଇଛେ, ପାନ୍‌ଡୁ ଗାନ୍‌ଡୁ କରିଛେ,ନିଜେ ନବିନ୍‌ ପଠେଇଚେଁ ବଲି କହେଲେ,ହଜାର୍‌ କୁଟିର ଖର୍‌ଚା କିଏ ଦେବା ହୋ ନବିନା

  • @BarunGarnaik
    @BarunGarnaik Před měsícem

    Naveen Pattnaik Jindabad.

  • @sanatanuneti2410
    @sanatanuneti2410 Před měsícem

    Ok

  • @bikashmalikbmm599
    @bikashmalikbmm599 Před měsícem +1

    Bepar mantri girop hebe ???

  • @ksheerodmishra8544
    @ksheerodmishra8544 Před měsícem

    Perhaps paper tigers can not intimidate JHARAKHANDIs least so ODIA heroes

  • @PurnachandraBehera-if5tu
    @PurnachandraBehera-if5tu Před měsícem

    ନବୀନ ବାବୁ ଙ୍କ ଗିରଫ ଦାରି କୁ BJP ଦଳ ଓ ରାଜ୍ୟ ପାଳ ପୋଷ୍ଟ ପଣ୍ଡ କରି ଛନ୍ତି।mahaling ଠିକ କହିଲେ।

  • @piyushranjanpanda6057
    @piyushranjanpanda6057 Před měsícem

    Thik kahichhnti mahaling