News Point: Ration Card And Rice Distribution Scam | Allegation Of Corruption On Former BJD Govt

Sdílet
Vložit
  • čas přidán 11. 07. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #rationcard

Komentáře • 803

  • @Prem-bz3tr
    @Prem-bz3tr Před 21 dnem +490

    ସବୁ ତ ଧନୀ ଲୋକ ଙ୍କୁ ମିଳୁଛି ଗରିବ ଭୂମିହୀନ ଲୋକଙ୍କୁ ରାସନ କାର୍ଡ ମିଳି ନାହିଁ ଘର ଟିଏ କରିବା କୁ ଜାଗା ନାହିଁ ସରକାର ଏ ମାନଙ୍କୁ ଟିକେ ଧିଆନ ଦିଅନ୍ତୁ

  • @mr.sanjayinformationdiscov3282

    ଦୁଇ ମହଲା କୋଠା, ଘରେ ଏସି ଲାଗିଛି ତଥାପି ଚାଉଳ ମିଳୁଛି😂😂😂

  • @user-cs5ej2wr3h
    @user-cs5ej2wr3h Před 21 dnem +179

    ଖାଲି ଚାଉଳ ନୁହେଁ, ପାଇଖାନା, ଆବାସ ଯୋଜନା ରେ ଗୋଟିଏ ଘରେ ୮ଟା ଲେଖା ପିଇଛନ୍ତି। ପ୍ରତି ଗାଁ ରେ ଏମିତି ଘଟଣା ପାଇବେ

  • @DillipBhoi-mu1dk
    @DillipBhoi-mu1dk Před 21 dnem +209

    ନୂଆ ସରକାର ନୂଆ ସର୍ଭେ କରିବାର ଆବଶ୍ୟକତା ରହିଛି

  • @kkvlogs1819
    @kkvlogs1819 Před 21 dnem +54

    ନୂଆ ତ add ହିଁ କରୁ ନାହାନ୍ତି 3 ବର୍ଷ ହେଲା କେହି ଶୁଣୁ ନାହାନ୍ତି new member add ବି କରୁ ନାହାନ୍ତି କିମ୍ବା ଭୂତ୍ ଙ୍କୁ କାଟୁ ନାହାନ୍ତି ।।। ଆପଣ ଠିକ୍ କହିଛନ୍ତି।।।true news

  • @user-ns6uw3kd7s
    @user-ns6uw3kd7s Před 21 dnem +70

    ଆମଗ୍ରାମରେ ଯାହାର ପାଞ୍ଚ ରୁ ଆଠ ଏକର ଜମି ଅଛି ସେମାନେ ଚାଉଳ ନଉ ଛନ୍ତି ଭୂମିହୀନ ଗରିବ ଲୋକ ମାନେ ପାଉନାହାନ୍ତି

  • @Vibek5678
    @Vibek5678 Před 21 dnem +55

    ଯେଉଁମାନଙ୍କର ରହିବା ଛଡା ଆଉ କିଛି ବି ନାହିଁ ସେଇମାନଙ୍କୁ ରାସନ୍ card ଦିଆଯାଉ । ଯେଉଁମାନେ ଭୂମିହୀନ ସେଇ ମାନଙ୍କୁ ରାସନ୍ card ମିଳୁ ମୋର ଏତିକି ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ

  • @deepakmaity931
    @deepakmaity931 Před 21 dnem +20

    ସାଧାରଣ ଲୋକ ଚାଉଳ ଖାଇଗଲେ,ହେଲେ ନେତା ମନ୍ତ୍ରୀ ଓଡିଶା କୁ ଖାଇ ଗଲେ କିଛି ହେଉନାହିଁ କି କେହି ଅଭିଯୋଗ କରୁନାହାନ୍ତି

  • @user-fz8fl3vp3e
    @user-fz8fl3vp3e Před 21 dnem +20

    Fonny time ରେ ଦଳିଅ ଲୋକଙ୍କ ଘର ଥାଇ ମଧ୍ୟ୍ୟ ସେମାନଙ୍କୁ fonny ର କ୍ଷୟ କ୍ଷତି ଦିଆ ଯାଇଛି, ଯାହା ଘରେ ବିଜେଡି ଭୋଟର ଅଧିକ ମେମ୍ବର ଅଛନ୍ତି, ସେମାନଙ୍କୁ ଦିଆଯାଇଛି

  • @user-je5lr6tm6t
    @user-je5lr6tm6t Před 21 dnem +92

    ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ। ଭତ୍ତା ବି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ

  • @user-dr1yl8ym7k
    @user-dr1yl8ym7k Před 21 dnem +19

    ଯଉ ମାନେ ଟାକ୍ସ ଦେଉଛନ୍ତି, ସେମାନେ ବି ରାସନ ନେଉଛନ୍ତି, example - contrator, pvt jobe softwear company empoly, ଚାରିଚକିଆ ଯାନ ଥିବା ଲୋକ, ଜଣିକିଆ 6 ବଖରା ଘର ଥିବା ଲୋକ, ଜଣିକିଆ 8 ଏକର ଜମି ଥିବା ଲୋକ ପାଉଛନ୍ତି

  • @kishorekumbhar2855
    @kishorekumbhar2855 Před 21 dnem +18

    କିଏ କଣ କଲା ଦୋଷାରୋପ ନ କରି ଅଯୋଗ୍ୟ ଲୋକଙ୍କୁ କାଟି ଯୋଗ୍ୟ ଲୋକ ଙ୍କୁ ରାସନ କାର୍ଡ଼ ଦେଲେ ଭଲ ହେବ

  • @karunakarmohanty89
    @karunakarmohanty89 Před 21 dnem +7

    ବହୁତ ସୁନ୍ଦର ପଦକ୍ଷେପ ବଡ଼ ଲୋକ ମାନେ ଚାଉଳ ନେଉଛନ୍ତି ତଦନ୍ତ ଆରମ୍ଭ ହେଉ ଜୟ ମହନ ସରକାର ଜୟ ଶ୍ରୀ ରାମ

  • @rabindrarouta2465
    @rabindrarouta2465 Před 21 dnem +14

    ରାସନ କାର୍ଡ ନଥିବା ଏକ ମଧ୍ୟବିତ୍ତ ପରିବାର ଆଜି ମେଡ଼ିକାଲ ରେ ଯେଉ ଭଳିଭାବେ ସ୍ବାସ୍ଥ୍ୟଗତ ସମସ୍ୟା କୁ ନେଇ ଆର୍ଥିକ ବୋଝ ର ବାଧକ ସାଜିଛି ଯଦି ଏହିଭଳି ସମସ୍ୟା ର ସମାଧାନ ପାଇଁ ଯଦି ସରକାର କିଛି ଉଚିତ୍ ପଦକ୍ଷେପ ନେଇ ଯୋଜନା ମାନ ପ୍ରସ୍ତୁତ କରନ୍ତେ ତେବେ ଯାଇ ମଧ୍ୟବିତ୍ତ ପରିବାର ଲୋକ ଟି ସ୍ବାସ୍ଥ୍ୟଗତ ସମସ୍ୟା ରୁ ଆଶ୍ୱସ୍ତି ପାଇପାରନ୍ତା !!! ❤ଜୟ ଶ୍ରୀ ଜଗନ୍ନାଥ ❤

  • @shekhmuna3348
    @shekhmuna3348 Před 21 dnem +63

    ସର୍ଭେର କରାଯଉ ନୂଅଏ ରାସନ କାର୍ଡ ହଉ

  • @AlineOp
    @AlineOp Před 21 dnem +8

    ମାଗଣା ଚାଉଳ ଟୋଟାଲ ରାଜ୍ୟରୁ ବଂଦ ହେଉ।ଅନ୍ୟ କିଛି ବିକଳ୍ପ ମାଗଣା ଦିଅନ୍ତୁ।ନହେଲେ ବିଜେପି କୁ ମହଗା ପଡିବ

  • @maheshwardas310
    @maheshwardas310 Před 21 dnem +29

    ଆମ ଗାଁରେ ବଡ଼ ଲୋକ ପାଉଛନ୍ତି ଚାଉଳ. ଯାହାର ଚାଷ ଜମି ଅଛି 10 ଏକର୍ 20 ଏକର BJD ଦଳୀୟ ଲୋକ

  • @PradeepPradeep-ys8xi
    @PradeepPradeep-ys8xi Před 21 dnem +8

    ସରକାର ଚିହ୍ନିପରୁନାଇ ଧନୀ କିଏ ଗରିବ କିଏ ସମସ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଧୋନୀ ଲୋକଙ୍କୁ ଅଧିକ ମିଳୁଛି

  • @kumarmanas6913
    @kumarmanas6913 Před 21 dnem +8

    ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ରେସନ କାର୍ଡ ମିଳିନାହିଁ କିନ୍ତୁ ଯେଉଁମାନେ ଯୋଗ୍ୟନୁହ୍ନେ ସେମାନେ ପାଉଛନ୍ତି । ଏହା ଉପରେ କାଇଁ ତଦନ୍ତ ହେଉ ନାହିଁ ।। ବହୁତ୍ ଗରିବଶାଳୀ ଲୋକମାନେ ଏଥିରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି।

  • @manojsahu2039
    @manojsahu2039 Před 21 dnem +14

    ଯେଉଁ ବ୍ୟକ୍ତି ସରକାରୀ ରେଶମ କାର୍ଡ ପାଇବା ଉପଯୁକ୍ତ ତାଙ୍କୁ ହିଁ ଦିଆଯାଉ ତେଲିଆ ମୁଣ୍ଡରେ ତେଲ ନ ଦେଇ ରୁଖିଲା ମୁଣ୍ଡରେ ତେଲ ଦିଅନ୍ତୁ