Ama Odisha Naveen Odisha Scam, Pandian's Name Involved In Rs 4,000 Crore Corruption!

Sdílet
Vložit
  • čas přidán 7. 09. 2024
  • Ama Odisha Naveen Odisha Scam, Pandian's Name Involved In Rs 4,000 Crore Corruption! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 370

  • @ArunDas-hc5zz
    @ArunDas-hc5zz Před měsícem +28

    CBI ତଦନ୍ତ ହେବା ନିହାତି ଆବଶ୍ୟକ।

  • @Uttamdihudi
    @Uttamdihudi Před měsícem +24

    ସାର୍ ମୋହନ ସରକାର କେବେ ପଣ୍ଡିଆନ କୁ arrest କରିକି ଜେଲ୍ କୁ ପଠାଇବା ସେଥି ପାଇଁ ଓଡିଶା ବାସୀ wait karuchanti ସବୁ ସରକାର ଯୋଜନା ରେ ଘୋଟାଲ ହଉଛି ଖାଲି ତଦନ୍ତ ଆବଶ୍ୟକ ମୋହନ ସରକାର କଣ କରୁଛନ୍ତି ଆଗକୁ ଖାଲି ଅପକ୍ୟକରେ ଓଡ଼ିଶା ବାସୀ

  • @bhubanmohanty3853
    @bhubanmohanty3853 Před měsícem +13

    ପ୍ରତିଦିନ ପ୍ରତି ଖବର କାଗଜରେ ପ୍ରଥମ ପୃଷ୍ଠାରେ ପୂର୍ଣ୍ଣ ପୃଷ୍ଠା ବିଜ୍ଞାପନ ବାହରୁଥିଲା ତାହାର ହିସାବ କିଏ ଦେବ ।

  • @maheswarpradhan4247
    @maheswarpradhan4247 Před měsícem +21

    Govt should investigate and take action strictly.

  • @biswabhusanbhanja1561
    @biswabhusanbhanja1561 Před měsícem +14

    ପାଣ୍ଡିଆନ୍ ଉପରେ E.D. ଓ C.B.I. ଚଢ଼ାଉ କରିବାରେ ମୋହନ ସରକାର ଏତେ ବିଳମ୍ବ କାହିଁକି କରୁଛନ୍ତି? ଏହା ଫଳରେ ସେ କିଛିଟା ପ୍ରମାଣ ଲୁଚାଇବାକୁ ସମର୍ଥ ହୋଇପାରେ.

    • @bidhanchandraganthia9351
      @bidhanchandraganthia9351 Před měsícem

      Pandu ra kichhi hebani bhai. Se amit shah saha deal karisarichi😂.

    • @lipsa5949
      @lipsa5949 Před měsícem

      Pandu bahut chalak taku sharibaku bahut time lagiba jahabi hauna kahniki taku nihati jeil bateiba darkar

    • @bidhanchandraganthia9351
      @bidhanchandraganthia9351 Před měsícem

      @@lipsa5949 Na ta ra kichhi hebani bhai khali ebe jemiti news re Bobby das ra badnam heuchi semiti heba kintu action kichhi hebani. Au aji jaen kebe dekhicha odisha re CBI ed action neichi bada bada politician nka ra. Kebe nuhe kahinki na sabu odisha ku misiki lutanti.

  • @padmalayaprusty4526
    @padmalayaprusty4526 Před měsícem +9

    ଏ ସରକାର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିବେ ତା ପାଇଁ ସମୟ ଏକ ଫାକ୍ଟର ନୁହଁ କାର୍ଯ୍ୟକାରିତା ହିଁ ପ୍ରସଙ୍ଗ

  • @user-sl1rs9ij8y
    @user-sl1rs9ij8y Před měsícem +26

    ପାଣ୍ଡିଆନ ବବି ଙ୍କ ର ଦୁର୍ନୀତି ସବୁ ଟଙ୍କା ଅସୁଲ କରି ବୃଦ୍ଧ ବୃଦ୍ଧା ବିଧବା ଭତା ମାସକୁ 3000 ଟଙ୍କା ଦିଅନ୍ତୁ ମୋହନ ସରକାର

    • @AshokPanda-qt4qn
      @AshokPanda-qt4qn Před měsícem +1

      Orissa ra Janata Pandian o Tank Team mankar Ghara Agare Dharana Deba Nitanta Abasyak Aha MohanSarkar Sugandhita Bhabare Samasta Block ru Zilla stariya comitte kari ba.pain Anurodha

    • @santoshsahoo6523
      @santoshsahoo6523 Před měsícem

      @@user-sl1rs9ij8y Jemiti Modi 15 Lakh black money deithila sabu gariba lonka ku😭

    • @ashwinisahu6584
      @ashwinisahu6584 Před měsícem +2

      PANDU KU CBI LAGEI SABU ...Adaya kariba darkar 🎉🎉

  • @brajakishorepadhi4022
    @brajakishorepadhi4022 Před měsícem +16

    ନବୀନ ପଟ୍ଟନାୟକ ଉପରେ ଆକସନ୍ ହେଉ ଶିଘ୍ର। ସବୁ ପ୍ରପଂଚ ର ହିସାବ ହେଉ।

    • @jagannathpatnaik8409
      @jagannathpatnaik8409 Před měsícem

      କି ଏ ରେ ବାପ ତୁ ଶୋଇ ଥିଲୁ କି? ରବି ନାୟକ ଗିରଫ ହେବେ?

  • @ugrasenmahanta7005
    @ugrasenmahanta7005 Před měsícem +31

    ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କର
    C B I ତଦନ୍ତ ହେବା ଆବଶ୍ୟକ।

  • @satishchandrabehera7291
    @satishchandrabehera7291 Před měsícem +10

    ଘଟଣାର ସତ୍ୟାସତ୍ୟ ଯଥାଯଥ ଯାଞ୍ଚ ଜରୁରୀ।
    ସତ ହେଲେ ଉଚ୍ଚ ସ୍ତରୀୟ ଏହା ବଡ କେଳେଙ୍କାରୀ।।
    ଜୟ ଜଗନ୍ନାଥ!!!

  • @bipracharanjena2736
    @bipracharanjena2736 Před měsícem +30

    ସିବିଆଇ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଦରକାର

  • @pareshkumarchoudhury2634
    @pareshkumarchoudhury2634 Před měsícem +50

    ଦୁର୍ନିତୀ ପ୍ରମାଣିତ କରିବା ସହିତ ସବୁ ଟଙ୍କା ଫେରେଇ ଆଣିବର ଏକ ନୁଆ ଧାରା ଆରମ୍ଭ ହେବା ଦରକାର୍।

  • @satishchandrabehera7291
    @satishchandrabehera7291 Před měsícem +28

    ଆପଣଙ୍କୁ ମୋର ଅଶେଷ ଭକ୍ତି ଓ ସମ୍ମାନ ଜଣାଉଛି।
    ଆପଣଙ୍କୁ ମୋର ପ୍ରିୟ ଲୋକଭାବେ ମୁଁ ସ୍ଵୀକାର କରୁଛି। ଜୟ ଜଗନ୍ନାଥ!!!

  • @bulusethy9220
    @bulusethy9220 Před měsícem +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤❤❤

  • @shreekiduniya9144
    @shreekiduniya9144 Před měsícem +7

    Only CBI, sarkaar suparish karatu

  • @maheswarparihari5189
    @maheswarparihari5189 Před měsícem +61

    ମୋର କାହିଁକି ହୃଦବୋଧ ହେଉନାହିଁ ମୋହନ ସରକାର C B I ଦ୍ବାରା ପାଣ୍ଡିଆନକୁ ବାନ୍ଧି ପାରିବ,ତାହା ସମୟ କହିବ ,ଜୟ ଜଗନ୍ନାଥ !

    • @prashantpalei361
      @prashantpalei361 Před měsícem +3

      ପଣ୍ଡିଆନ ସହ ଶାହା ଙ୍କ ଭିତିରି deal ଅଛି

  • @mituprdhan2020
    @mituprdhan2020 Před měsícem +7

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @chhabiramnayak8947
    @chhabiramnayak8947 Před měsícem +7

    Yes (CBI)

  • @BidyabhusanKuldy-yy4cb
    @BidyabhusanKuldy-yy4cb Před měsícem +5

    Welcome to Lekha chhidei deba...... Tomorrow. Best analysis by Naveen Das sir. Thank you🙏🙏.

  • @jyotirmayadas4981
    @jyotirmayadas4981 Před měsícem +5

    ଆପଣଙ୍କ ଭଳି ବରିଷ୍ଠ ସାମ୍ବାଦିକଙ୍କ ଆଲୋଚନ ଦ୍ବାରା ନବୀନ ସରକାରର ପତ୍ତନ ହେବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି।ତାପରେ ସମସ୍ତ ଗୁମର ଖୋଲି ରାଜ୍ୟର ଅଶେଷ ଉପକାର ସାଧନ କରୁଛନ୍ତି।କିନ୍ତୁ ଆପଣ କଣ ବୁଝିପାରୁ ନାହାନ୍ତି ଯେ ପଚାଶଜଣ ବିଜେଡି ବିଧାୟକଙ୍କୁ ଓଏଷ୍ଟ ମିନିଷ୍ଟର ଭାବେ ବିଭାଗ ବଣ୍ଟନ କରାଯାଇଛି ଯେ ବିଭାଗୀୟ ମନ୍ତ୍ରୀ ଓ ଅଫିସର୍ ଙ୍କୁ ବିଭିନ୍ନ ସମସ୍ୟାରେ ଛନ୍ଦି ସେମାନଙ୍କୁ ବ୍ଲାକମେଲ କରି ସେମାନଙ୍କଠାରୁ ଅର୍ଥ ଆଦାୟ କରି ଚଳିବା ସହ ଦଳକୁ ମଜଭୁତ କରି ଆମେ ସବୁ ବିଭାଗକୁ ଜଗିଛୁ ବୋଲି ଓଡ଼ିଶାବାସୀଙ୍କଠାରେ ଧାରଣା ସୃଷ୍ଟି କରାଇ ପାଞ୍ଚବର୍ଷ ପରେ ପୁଣି କ୍ଷମତାକୁ ଆସିବାକୁ ତଥା ଓଡିଶାକୁ ଲୁଟିବାକୁ, ସେମାନଙ୍କୁ ପାଞ୍ଚବର୍ଷ ଘରେ ନ ବସାଇଦେଇ କର୍ମଚଞ୍ଚଳ ରଖି ଦଳକୁ ପୁଣି ମଜଭୁତ କରିବାକୁ। ସେମାନେ ମଧ୍ୟ ସାମୟିକ ଭାବେ ନବୀନଙ୍କ ସାନ୍ନିଧ୍ୟ ଲାଭକରି କୃତ୍ୟ କୃତ୍ୟ ହେବାକୁ।ତେଣୁ ବିରୋଧିଦଳର ଛାୟା ସରକାର ତାଙ୍କ ନେତାମାନଙ୍କର ରୋଜଗାରର ମୂଖ୍ୟ ପନ୍ଥା ହେବ ଓ ଦଳ ସେମାନଙ୍କୁ ସେମାନଙ୍କୁ କାମ କରାଇବାକୁ ପଇସା ଦେବନାହିଁ।ତେଣୁ ଏହି ବିଷୟରେ ବ୍ୟାପକ ଆଲୋଚନା କରିବାକୁ ଅନୁରୋଧ।

  • @manjupravamishra8000
    @manjupravamishra8000 Před měsícem +5

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @bijayaharichandan1592
    @bijayaharichandan1592 Před měsícem +2

    ଧନ୍ୟବାଦ sir

  • @user-qq1nd5oo8e
    @user-qq1nd5oo8e Před měsícem +4

    C.B.I investigation is highly essential. Dr Sahoo.

  • @bijaymahanta802
    @bijaymahanta802 Před měsícem +3

    Only CBI.

  • @gopalsamall8365
    @gopalsamall8365 Před měsícem +5

    ରିମିକ୍ସ ଦୁର୍ନୀତି କୁ ଖୋଜୁ ଖୋଜୁ 5 ବର୍ଷିଆ ଅବଦ୍ଧି ନିଅଣ୍ଟ ହେବନି ତ?

    • @saratdalai9265
      @saratdalai9265 Před měsícem

      ନିଅଣ୍ଟ ହେବ ଚେର କୋଉଟା ମୂଳ କୋଉଟା କିଛି ବି ଜାଣି ପାରିବେ ନାହିଁ

  • @kastucharansahu6656
    @kastucharansahu6656 Před měsícem +5

    ତଦନ୍ତ ନିର୍ଦ୍ଦେଶ ନିଶ୍ଚିତ ହେବ

  • @akpanda833
    @akpanda833 Před měsícem +5

    Secretary food & civil supply govt of Odisha after Madhu Padhi should be investigated

  • @basantapattnaik7812
    @basantapattnaik7812 Před měsícem +4

    ସାର ପ୍ରଣାମ 🙏🌹

  • @bibhutibhusanbehera5147
    @bibhutibhusanbehera5147 Před měsícem +23

    ପାଣ୍ଡିଆଁ କୁ ଶୀଘ୍ର ଗିରଫ କରାଯିବ ଦରକାର ମୋହନ ସରକାର କଣ ପାଇଁ ଆକ୍ସନ ନେଉ ନାହାନ୍ତି

    • @satanicverses1
      @satanicverses1 Před měsícem

      Rajya Sabha

    • @RanjanBehera-ge1kf
      @RanjanBehera-ge1kf Před měsícem

      NDA not required BJD..! BJP can be manage by other Opposition. Example - YSR, JMM.....❤🎉❤

    • @satanicverses1
      @satanicverses1 Před měsícem

      @@RanjanBehera-ge1kf no, BJD and YSRCP most relevant

    • @bijaymohanty2248
      @bijaymohanty2248 Před měsícem

      କେନ୍ଦ୍ରର ଚାପ !!
      ଦିଲ୍ଲୀ ଯାଇଥିଲେ ସମସ୍ୟା ସମାଧାନ ପାଇଁ !!!

    • @saratdalai9265
      @saratdalai9265 Před měsícem

      ପାଣ୍ଡିଆ ର ଗଡ୍ Father ହେଉଛନ୍ତି ଅମିତ୍ ଶାହା ତେଣୁ କରି ପାଟି ଖୋଲିବା ପାଇଁ ସମସ୍ତଙ୍କୁ ମନା

  • @prafullamohanty5557
    @prafullamohanty5557 Před měsícem +3

    ସୁନ୍ଦର ଉପସ୍ଥାପନା।
    ମୋହନ ସରକାର କାହାକୁ ଅପେକ୍ଷା କରିଛନ୍ତି। ସରକାର ଦୁବିଲା ପାରେ ଦୁର୍ନିତି ର ତଦନ୍ତ ନିର୍ଦ୍ଦେଶ ଦେବେ? ଜଣେ ମନ୍ତ୍ରୀ ଅଭିଯୋଗ ଆଣୁଛନ୍ତି। ମୁଖ୍ୟ ମନ୍ତ୍ରୀ ପଣ୍ଡିୟନ୍ କୁ ପାଇଲଟ୍ ସହିତ ସୁରକ୍ଷା ଯୋଗାଇବାରେ ବ୍ୟସ୍ତ। BJP ର କିଛି ତାଳମେଳ ନାହିଁ। ଏପରି ଆଚରଣ ଏ ସରକାର କୁ ନେଇ ଡୁ ବିବ। ଏପଟେ ପାଣ୍ଡୁ କୁଆଡେ ନବୀନ ବାବୁ ଙ୍କୁ କଥା ଦେଇଛି ୬ ମାସ ରେ BJP ସରକାର ର ପତନ କରି ଦେଖାଇବ। ତଥାପି ମୋହନ ମାଝି ଶୋଇଛନ୍ତି। ଯାହା ଓଡିଶା ବାସି ଙ୍କ ମନରେ ଅବଶୋଷ ଆଣି ଦେଉଛି।

  • @user-sl1rs9ij8y
    @user-sl1rs9ij8y Před měsícem +17

    ଯେତେ ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କର ପସବୁକ ଜବତ କରି ତଦନ୍ତ କରନ୍ତୁ

    • @SwarnaMohanty-hj5rs
      @SwarnaMohanty-hj5rs Před měsícem +1

      Sei officer Mane tanka adaya Kari BJP sarkar ku debe Delhi khajana !

  • @TirtharajPanda
    @TirtharajPanda Před měsícem +3

    Jai Jagannath
    Very true analysis
    Proud of U sir
    Pray to Lord Jagannath for ur good health and happiness.

  • @pranatidildilbecharasahoo6719
    @pranatidildilbecharasahoo6719 Před měsícem +1

    Very good.Thank you sir.

  • @user-qq1nd5oo8e
    @user-qq1nd5oo8e Před měsícem +2

    Nirvaya is absolutely right. Dr N C Sahoo.

  • @Ashish-mh5yj
    @Ashish-mh5yj Před měsícem +4

    Sir BJP should try to collect money from Pandian Babu and co.. and also sent them jail..this is our Odisha people's demand.

  • @mihirdwivedi8843
    @mihirdwivedi8843 Před měsícem +3

    It's high time for the present government to start CBI enquiry against Pandian at the earliest.

  • @jagannathmishra5300
    @jagannathmishra5300 Před měsícem +3

    ନୂତନ ବିଜେପି ସରକାର ଗୋଟେ ସ୍ଵତନ୍ତ୍ର ବିଭାଗ କରନ୍ତୁ ଦୁର୍ନୀତି ର ତଦନ୍ତ କରିବାକୁ। ପାଣ୍ଡିଆନ, ବବି ଦାସ ଆଉ ନବୀନ ପଟ୍ଟନାୟକ ଏଇ ତିନି ଜଣ ବିରୋଧର ଦଣ୍ଡ ବିଧାନ କରାଯାଉ।

  • @laxmidharnayak4191
    @laxmidharnayak4191 Před měsícem

    ଅଶେଷ ଅଶେଷ ଧନ୍ୟବାଦ। ଅତି ସୁନ୍ଦର ଉପସ୍ଥାପନା।ସେପରି କିଛି ହେବନି। ନିରାପତ୍ତା ପାଇଁ ଏବେବି ସରକାର ସେକୁରିଟି ଦେବାକୁ ଭୁଲି ନାହାଁନ୍ତି। ଦୁର୍ନୀତି ବିରୋଧୀ ନାରା ନାରାରେ ରହି ଯିବ? ଦୃଢ଼ ଇଚ୍ଛାଶକ୍ତି କାହିଁ ? ସମୟ କହିବ। ଲୋକେ ଅପେକ୍ଷା କରିଛନ୍ତି।🙏

  • @saratmohanty9049
    @saratmohanty9049 Před měsícem +3

    ଜୟ ଜଗନ୍ନାଥ sir ❤

  • @PurnachandraBehera-if5tu
    @PurnachandraBehera-if5tu Před měsícem +1

    ନବୀନ ପଟ୍ଟନାୟକଜଣେ ଦୁର୍ନୀତି ଗ୍ରସ୍ତ ମୁଖ୍ୟ ମନ୍ତ୍ରୀ।

  • @ramakantmahanta6994
    @ramakantmahanta6994 Před měsícem

    ସି ବି ଆଇ ତଦନ୍ତ କରିବା ନିହାତି ଆବଶ୍ୟକ ।
    ଜୟ ଜଗନ୍ନାଥ 🙏

  • @Jagannath-oc9ht
    @Jagannath-oc9ht Před měsícem +3

    JAI JAI SHREE JAGANNATH.

  • @santoshbiswal6256
    @santoshbiswal6256 Před měsícem +3

    Mohan babu cbi lagantu.

  • @prabhasray675
    @prabhasray675 Před měsícem +2

    Jay Jagannath Jay Shriram

  • @mohancharandas614
    @mohancharandas614 Před měsícem +2

    Sir , ପ୍ରଣାମ ।

  • @santoshpurohit8540
    @santoshpurohit8540 Před měsícem

    ❤🙏 Thanks,Mr, Minister

  • @gayadhargiri6258
    @gayadhargiri6258 Před měsícem

    Very good analysis of odisha politics

  • @hemantkumarsingh1387
    @hemantkumarsingh1387 Před měsícem +3

    Nabin odisha needs to be investigated by CBI immediately.

  • @manojkumarsaint7803
    @manojkumarsaint7803 Před měsícem +1

    Jay Shree Jagannath

  • @GayatriJyotiSangeetPrashikhyan

    Immediate action expected on this scam along with other scam.

  • @santoshbiswal6256
    @santoshbiswal6256 Před měsícem +3

    Sir pranam. Pandian and co ku turanta arrest karantu.mohan babu padakhyap niantu.

  • @santoshnarayanbhagat2437
    @santoshnarayanbhagat2437 Před měsícem +1

    Best analices sir ji

  • @srikantapanda9772
    @srikantapanda9772 Před měsícem +2

    Covid ପରିଚାଳନା ଠାରୁ ଆରମ୍ଭ କରି ଶୀ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ମା ତାରାତାରିଣୀ ପ୍ରକଳ୍ପ, ମା ସମଲେଶ୍ୱରୀ ପ୍ରକଳ୍ପ ସ୍କୁଲ କଲେଜ ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ରେ ପାର୍କ ଏବଂ ପୁଷ୍କରିଣୀ ରୂପାନ୍ତରିକରଣ, ନୂଆ +ଓ, ନବୀନ ଓଡିଶା ଏବଂ ଝୋଟ ବ୍ୟାଗ କିଣା ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ହକି ଷ୍ଟାଡିୟମ ଠାରୁ ଆରମ୍ଭ କରି କଳିଙ୍ଗ ଷ୍ଟାଡିୟମ ପ୍ରଯ୍ୟନ୍ତ ସବୁ ଠାରେ ପାହାଡ଼ ଭଳି ଦୁର୍ନୀତି l ଏବଂ ସବୁ ଦୁର୍ନୀତି ର ସୁତା ପାଣ୍ଡିଆନ ପାଖରେ ଥିଲା l ସେ ଲୋକ ଜେଲ ରେ ପଶିଲେ ଓଡିଶା ଲୋକ ଙ୍କ ମନ ଶାନ୍ତି ହେବ l

    • @jchoudhury274
      @jchoudhury274 Před měsícem

      ଠିକ୍ କହି ଛନ୍ତି ଭାଈ BJD ସରକାର ପାହାଡ଼ ଭଳି ଦୁର୍ନିତି ରେ ଛିଡ଼ା ହୋଇ ଥିଲା

  • @pratapdash4863
    @pratapdash4863 Před měsícem

    ଜୟ ଶ୍ରୀରାମ 🙏

  • @DeepakMishra-cw3rj
    @DeepakMishra-cw3rj Před měsícem

    Thank you so much sir
    For your nice and true
    Analysis

  • @binayamishra3723
    @binayamishra3723 Před měsícem +2

    Jai jagannath

  • @hemantakumarmohanty849
    @hemantakumarmohanty849 Před měsícem

    ଜୟ ଜଗନ୍ନାଥ

  • @user-um7gb1ol1z
    @user-um7gb1ol1z Před měsícem

    Many many thanks to Nirbhaya Gumar Katha for highlighting the issues for public sensitisation.People should understand and strongly support to popular Government whose motto will be concentrated giving priority on development.
    With regards
    Ganeswar Rout.

  • @user-ck8be4th4t
    @user-ck8be4th4t Před 14 dny

    କେମିତି ଭଗବାନ ସହୁଛନ୍ତି ସେମାନଙ୍କୁ

  • @user-ou6id9le5o
    @user-ou6id9le5o Před měsícem

    Yes.CBI

  • @radheshyammeher4318
    @radheshyammeher4318 Před měsícem

    ଆଳୁ ଖୋଲା ଆରମ୍ଭ ହେଲା ଆଜ୍ଞା

  • @manasmandal4983
    @manasmandal4983 Před měsícem +2

    🎉🎉🎉

  • @gokulanandadas4048
    @gokulanandadas4048 Před měsícem

    Nabin Babu namaskar , Apananka ବାସ୍ତବ ଘଟଣା ଉପରେ ଆଧାରିତ ଉପସ୍ଥାପନ ପାଇଁ ଅଶେଷ ଧନ୍ୟବାଦ , ତଥାପି ଆପଣ ଯାହା କୁହନ୍ତୁ ନା କାହିଁକି ମୋହନ ସରକାର ନବୀନ ସରକାରକୁ ଭୟ କଲାପରି ଅନୁମାନ କରାଯାଉଛି ,କାରଣ କ୍ଷମତାକୁ ଆସିବା ପୂର୍ବରୁ ଯେପରି ଦୁର୍ନୀତି ବିରୁଦ୍ଧରେ ସନିତ ଆକ୍ରମଣ କରୁଥିଲେ ସେପରି ପଦକ୍ଷେପ ନେବାର ଆଶା କରଜାଉନି , ଯଦି ଦୁର୍ନୀତିର ପର୍ଦ୍ଦାଫାଶ କରିବାରେ BJP ବିଫଳ ହୁଏ ତାହେଲେ ଜନତାଙ୍କ ଅସ୍ଥା ତୁଟିଯିବ ,

  • @akpanda833
    @akpanda833 Před měsícem +2

    900000 CR eaten & hope govt does CBI Investigation

  • @fullasrirout2711
    @fullasrirout2711 Před měsícem

    Sir dhanyabad, aapnk sathik nirbhik pray as ku

  • @purnachandrarout3982
    @purnachandrarout3982 Před měsícem

    Very. Good. Analysis

  • @bharatchandrabarik5921
    @bharatchandrabarik5921 Před měsícem

    ରାଜ୍ୟ ସରକାର ପଣ୍ଡିଆନ ଙ୍କୁ ଗିରଫ କରିପାରିବେ ନାହିଁ ,ଯଦି କେନ୍ଦ୍ରସରକାର ଚାହିଁବେ ଏ ମହାଶୟଙ୍କୁ ଗିରଫ ସମ୍ଭବ,

  • @satchidanandaacharya7119
    @satchidanandaacharya7119 Před měsícem

    ନବୀନ ଦାଶ ମହାଶୟ ଆପଣ ସତ୍ୟ ଉପରେ ସବୁ ଗୁମର ଖୋଲି ନିର୍ଭୟ ଗୁମର ଚାନେଲ କୁ ବଳିଷ୍ଠ ପ୍ରମାଣ ଭିତ୍ତିକ ଉପସ୍ଥାପନ କରି ଲୁଟେରା ମାନଙ୍କ ମୁଖା ଖୋଲି ଦେଇଛନ୍ତି,, ଓଡ଼ିଶା ବାସୀଙ୍କ ପ୍ରିୟ ପାତ୍ର ହେଇ ପାରିଛନ୍ତି,, ସେଥିପାଇଁ ଧନ୍ୟ ବାଦ୍ e,,

  • @abhibarik3320
    @abhibarik3320 Před měsícem

    ବହୁତ ଭଲ ଲାଗିଲା l Dhenkanal ରେ ଏକା IDCO TOWER bahubarsa hoi ଭୁତ କୋଠୀର ପରିଣତ ହେବାକୁ ଯାଉଛି l ଦୟାକରି ଧ୍ୟାନ ଦେଲେ ଖୁସି ଲାଗିବ l ଏହା କୋଟି କୋଟି ଟଙ୍କାରେ ତିଆରି ହୋଇ ପଡ଼ିରହିଛି l

  • @madhusudanchhachhan7405
    @madhusudanchhachhan7405 Před měsícem +1

    Immediate action

  • @jchoudhury274
    @jchoudhury274 Před měsícem

    ସାରା ଓଡ଼ିଶା ବାସୀ ଅପେକ୍ଷା କରିଛନ୍ତି ସବୁ ଦୁର୍ନୀତି ର ତଦନ୍ତ ହେଉ ଆଉ ଯିଏ ଦଶୀ ଦଣ୍ଡ ପାଉ ଜୟ ଜଗନ୍ନାଥ

  • @saubhagyabiswal4401
    @saubhagyabiswal4401 Před měsícem

    Jay. Jaganath.

  • @subodhakumardash6750
    @subodhakumardash6750 Před měsícem

    ମାନ୍ଯବର ମନ୍ତ୍ରୀ ଙ୍କ ବକ୍ତବ୍ଯ କୁ ମାନ୍ଯବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ସହିତ ବିଚାର କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି

  • @pradeeppanigrahi5225
    @pradeeppanigrahi5225 Před měsícem

    ସବୁ ଦୁର୍ନୀତିର ମୁଖ୍ୟ ଖଳନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିଆଇ ତଦନ୍ତ କରି ନବୀନ ପଟ୍ଟନାୟକ ଙ୍କୁ ଜେଲ ପଠାଇବା ଦରକାର

  • @BibhutiBhusan-nh2tw
    @BibhutiBhusan-nh2tw Před měsícem

    CBI investigation ନିହାତି ଦରକାର।

  • @Jagannath-oc9ht
    @Jagannath-oc9ht Před měsícem +1

    ପୋର୍ବତନ ମୁଖ୍ୟମନ୍ତ୍ରୀ ନବିନ ବାବୁ ନିଜେ ତିଷ୍ଠିବା ପାଇଁ ଅନେକ ଅନେକ କୁକର୍ମ କରିଛନ୍ତି, କରାଇଛନ୍ତି । ଗୁରୁତ୍ବ ପୁର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଧୋକା ଦେଇଛନ୍ତି ।ନିର୍ବାଚନରେ ଜିତିବା ତିଷ୍ଠିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଭିନ୍ନ ଅଙ୍ଗ, ସେଥିପାଇଁ ସେ ସ୍ତ୍ରୀ ପୁରୁଷଙ୍କୁ ସାଖି କଣ୍ଡେଇ କରି ଜିତିବା ପରେ ସେମାନଙ୍କୁ ଫୋପାଡି ଦେଇଛନ୍ତି। ଅନେକ ହତ୍ୟା, ଧର୍ଷଣ ଓ ହତ୍ୟା, ଶିଶୁ ହତ୍ୟା କ୍ଷମା ନାରୀ ନିର୍ଯ୍ଯାତନା ଏମିତି କି ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ର ପରଦା ଫାସ୍ କଲାନାହିଁ ବରଂ ସେଗୁଡିକ ଘୋଡେଇ ଦେଇଛନ୍ତି ଯହାକି ନିଜେ କରିବା ସହିତ ସମାନ । ବ୍ୟବହାର କର ଫୋପାଡି ଦିଅ ( use & through) ନୀତି ର ଆଶ୍ରୟ ନେଉଥିଲେ ।

  • @ramratan3907
    @ramratan3907 Před měsícem

    No reaction only action CBI tadant jay Jagannath

  • @prafulasingh2267
    @prafulasingh2267 Před měsícem +1

    ସାଧାରଣ ଜନତା ଚାହୁଁଛନ୍ତି , ଆପଣଙ୍କ ମାଧ୍ୟମରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଅନୁରୋଧ କରୁଅଛୁ ଏହି 4000 କୋଟି ଟଙ୍କାର ସ୍କାମ୍ କୁ ED ଓ CBI ଦ୍ଵାରା ଯାଞ୍ଚ କରାନ୍ତୁ , କେବଳ ଏହି ସ୍କାମ୍ ନୁହେଁ ୨୫ ବର୍ଷ ସରକାରର ପ୍ରତ୍ୟେକ ବିଭାଗର ହୋଇଥିବା ସ୍କାମ୍ କୁ ମଧ୍ୟ ED ଓ CBI ଦ୍ଵାରା ଯାଞ୍ଚ୍ କରାଯାଉ ।

  • @laxmidharabarik2952
    @laxmidharabarik2952 Před měsícem

    ସାର୍ 🙏 ୨୦୦୯ ରୁ ୨୦୨୪ ମଧ୍ୟରେ ନବୀନ ସରକାରଙ୍କ ଦ୍ଵାରା ହୋଇଥିବା ଚିଟଫଣ୍ଡ ଖଣି ପାଣି ଡାଲି ଭଳି ବଡ଼ ବଡ଼ ଦୁର୍ନୀତିର ଇଡି ଓ ସିବିଆଇ ତଦନ୍ତ ହେବା ଦରକାର। ସବୁଠାରୁ ଦୁଃଖର କଥା ଏହି ୪ ହଜାର କୋଟିରେ ଓଡ଼ିଶାର ଗର୍ବ ଓ ଗୌରବ ଓଟିଏମ୍ ର ପୁନଃରୁଦ୍ଧାର ଖୁସିରେ ହୋଇ ଯାଇ ଥାଆନ୍ତା। ❤❤

  • @ghanashyammohapatra1491
    @ghanashyammohapatra1491 Před měsícem

    CBI Investigation only

  • @nandakumarjagdila7861
    @nandakumarjagdila7861 Před měsícem +1

    It is better to take action on CBI

  • @bijayakumardash7925
    @bijayakumardash7925 Před měsícem +3

    ରିଲ୍ସ ସନ୍ୟାସୀ ଙ୍କ ଗୁଣ ଅବର୍ଣ୍ଣନୀୟ ନୃତ୍ୟ ଗୀତ ଓ ରଙ୍ଗଶାଲା ର ଜୀବନ୍ତ ମୂର୍ତ୍ତି

  • @Narmada-s3y
    @Narmada-s3y Před měsícem

    ବେଲେ ପାଣି ଗିରି ଭାଈନା ଚର୍ଚ୍ଚା କରିବାକୁ ସମାନେ ଆଇବାର ଏକା🎉🎉ତାଂକେ ଶଂଖ ପତିଂକ ଲେଖା ଛିଡ଼ା ଇ ଦେଇଥିବାର🎉🎉🎉ୱ

  • @thirdeye9492
    @thirdeye9492 Před měsícem +1

    ସବୁ ରୋଗର ଗୋଟିଏ ନିଦାନ
    ଇଡି.. ସିବିଆଇ ଲଗାନ୍ତୁ ମୋହନ
    ଚୋର ଖଣ୍ଟ ଦାଗୀ ଯେତେକ ଦ୍ୱାଚୋର
    ସସମ୍ମାନେ ଶଠ ଯାନ୍ତୁ ଚଉଦ୍ୱାର 😢

  • @trilochanpatnaik6321
    @trilochanpatnaik6321 Před měsícem +1

    ଯେତେ ଯାହା ହେଲେ ବି Pandian ର ଡକାୟତି ବୁଦ୍ଧି କୁ award ଦେବା କଥା। ମୋହନ ସରକାର ଗୋଟାଏ ବଡ଼ award Pandian କୁ ଦେଲେ ଓଡ଼ିଶାବାସୀ ଜାଣିବେ ପ୍ରକୃତରେ ଓଡ଼ିଶା BJP ସରକାର ଏକ ନମ୍ବର ସରକାର।

  • @santoshpradhan2509
    @santoshpradhan2509 Před měsícem +1

    ସାର୍ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ପାଣ୍ଡିଆନ ବିରୁଦ୍ଧରେ ଯାହା କହିଲେ କଣ ହେବ ମୋହନ ସରକାର ପାଣ୍ଡିଆନକୁ ସୁରକ୍ଷା ଦେଉଛନ୍ତି ।ପାଣ୍ଡିଆନ କଣ ସରକାରଙ୍କ ତରଫରୁ ସିକ୍ୟୁରିଟ ପାଇବାକୁ ହକ୍ କି କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ ଯୋଗାଇ ଆସୁଛନ୍ତି ଏଇ ସରକାର, ଆଜି ପାଣ୍ଡିଆନ ପାଇଁ ଏତେସବୁ ହେଇଛି, ଯାହା ପାଇଁକି ବିଜେଡି ସରକାର ର ପତନ ଘଟିଲା । ଓଡ଼ିଶା ବାସୀ କଣ ବିଜେପି ସରକାରଙ୍କଠାରୁ କଣ ଏୟା ଆଶା ରଖିଥିଲେ । ଯଥାଶୀଘ୍ର ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଜନ ଅସନ୍ତୋଷ ତୀବ୍ର ହେବ । ଏଥିରେ କୋୖଣସି ଦ୍ଵିମତ ନାହିଁ । ଜୟ ଜଗନ୍ନାଥ ଜୟ ଶ୍ରୀରାମ,ଜୟ ଭାରତମାତା ,ଜୟ ଉତ୍କଳ ଜନନୀ ,

  • @gaurangadas2630
    @gaurangadas2630 Před měsícem

    Govt.should hear your discussions in this Nirvaya Gumar katha positively .

  • @kamalakantadas6050
    @kamalakantadas6050 Před měsícem

    ଚମତ୍କାର ଆଲୋଚନା । ଧନ୍ୟବାଦ୍ ସାର୍ । ନୂଆ ସରକାର୍ ସାହସୀ ହୁଅନ୍ତୁ , ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏ ସରକାରଙ୍କୁ ଶକ୍ତି ଦିଅନ୍ତୁ ।

  • @skaifoundation8120
    @skaifoundation8120 Před měsícem

    Things are worse than what I had thought. My God. Prabhu 🙏.

  • @adhikaridash7543
    @adhikaridash7543 Před měsícem

    ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସମସ୍ତଙ୍କୁ cbi ଖୋଜି ବାହାର କରିବା ଆବଶ୍ୟକ। ଏବଂ ସମସ୍ତ ଟଙ୍କା ସେହିମାନଙ୍କଠାରୁ ଆଦାୟ କରିବା ଦରକାର। ଜୟ ଜଗନ୍ନାଥ।

  • @rabisahoo6633
    @rabisahoo6633 Před měsícem

    CBI ତଦନ୍ତ ନିହାତି ଦରକାର ଆମେ ସରକାର ଙ୍କୁ ବିନୀତ ଅନୁରୋଧ କରୁଛୁ

  • @user-iy4zn5cf9b
    @user-iy4zn5cf9b Před měsícem

    ନିର୍ଭାୟ ର ଗୁମର କଥା କୁ ଅଶେଷ ଧନ୍ୟବାଦ,. ମହନ ସରକାର ନିର୍ଭୟ ରେ କାମ କରିବାକୁ ପଡିବ

  • @b.k.sachindra5852
    @b.k.sachindra5852 Před měsícem

    CBI enquiry required.

  • @suryadakua9473
    @suryadakua9473 Před měsícem

    Mohan ସାରଙ୍କୁ ଅନୁରୋଧ କି C B I ଲଗାଇ ଯାଞ୍ଚ କରାଯାଉ

  • @skaifoundation8120
    @skaifoundation8120 Před měsícem

    Prabhu 🙏. Jagannath culture. Can't believe.

  • @AshokPanda-qt4qn
    @AshokPanda-qt4qn Před měsícem

    Dhanyabada Nabinbabu Babu Ahi Artha Pandian &Co Pakharu Ferei Anile Amara Rajyara Arthika Sudhurijiba Amar Priya Mukhyamantri nku Ame Anurodha karichhe An tene Prakarena Taha Ferei Ani Rajkosh re Jama kareipain Anrodha Jai MAA Bharti 🙏

  • @munakumar5538
    @munakumar5538 Před měsícem +3

    ପାଣ୍ଡିଆନ, ବବି କୁ ଜେଲ ନ ପଠେଇଲେ ବିଜେପି ର ଆଦର କମିବ

    • @saratdalai9265
      @saratdalai9265 Před měsícem

      କମିବାଟେ ନିହାତି ଦରକାର କିନ୍ତୁ ପାଣ୍ଡିଆ କୁ ବବି କୁ ଆରେଷ୍ଟ କରିପାରିବେ ନାହିଁ ଯେହେତୁ ଅମିତ୍ ଶାହା ହେଉଛନ୍ତି ଏମାଙ୍କ GOD FATHER

  • @jagannathpatnaik8409
    @jagannathpatnaik8409 Před měsícem

    ଦୂନୀତି ହେବା ପ୍ରମାଣ ଅଛି କି ନ ଥାଇ ଯଦି ଏ ଲୋକ କହୁଛି ତା ହେଲେ ୟା କୁ ଗିରଫ ହେବା ଦରକାର।

  • @user-yw8vq3fb5v
    @user-yw8vq3fb5v Před měsícem +1

    ଏକେତ' ଅନଭିଜ୍ଞ ସରକାର ଦ୍ୱିତୀୟରେ ବିଜେପି ଦଳରେ ଢୋଲକ ଭିତରେ ମୂଷା । ସେହିମାନେ ହିଁ ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଘଣ୍ଟ ଘୋଡେଇବାର ପ୍ରୟାସ ଜାରୀ ରଖିଥିବାର ଶୁଣାଯାଏ । ପରୋକ୍ଷରେ ମୋହନ ମାଝିଙ୍କୁ ବଦନାମ କରିବାର ଚକ୍ରାନ୍ତ ହୋଇଥାଇପାରେ ।

  • @pradiptamohanty1364
    @pradiptamohanty1364 Před měsícem

    Odisha re sabu dept re durniti ra investigation CBI dwara heba jaruri.....
    Aau odisha basi se sabu ku janiba nihati darakar....