ନିଜେ ପଇସା ନେଲେ ସବୁ ଭଲ, ହେଲେ ଆଉ କିଏ ପଇସା ନେଲେ ସବୁ ଖରାପ

Sdílet
Vložit
  • čas přidán 27. 05. 2024
  • ନିଜେ ପଇସା ନେଲେ ସବୁ ଭଲ, ହେଲେ ଆଉ କିଏ ପଇସା ନେଲେ ସବୁ ଖରାପ
    ‪@OdishaBhaskar1‬
    ‪@KanakNewsOdisha‬
    ‪@PratidinTVodisha‬
    ‪@OdishaPrabhab‬
    ‪@ODIAMIRCHI‬
  • Věda a technologie

Komentáře • 346

  • @jyotiprakashsahoo1292
    @jyotiprakashsahoo1292 Před 2 měsíci +161

    ଭାଇ ଏମାନଙ୍କ ଇଜ୍ଜତ ନାହିଁ। ଯିଏ ସ୍ୱାମୀ ବଦଳାଏ ସେ ରଙ୍ଗ କଣ ବଦଳେଇବ। ଅର୍ଚିତା ଯଦି ଓଡିଶା ଲୋକ ଙ୍କୁ ସ୍ଥିତି ଦେଖିଥାନ୍ତା ବେଲଜ୍ୟା ଭଳି ବିଜେଡି ପ୍ରଚାର କରନ୍ତା ନାହିଁ

    • @ranjitbehera206
      @ranjitbehera206 Před 2 měsíci +5

      Bhai a youtube ra bi bjd ra bhaga neichi ...but Archita mam pachara bjd na karithante .. youtube ra Mane video Kari pari nthate .....ta athiru Jana padila a youtube ra Archita mam video Kari ki youtube ru piece kamei chanti ....Mane bjd ru % neichanti..........? R u understand.....

    • @puspanjali6765
      @puspanjali6765 Před 2 měsíci +2

      😂😂😂 aha aha ha ha ha

    • @rabinarayanpal9741
      @rabinarayanpal9741 Před měsícem

      ବିଜୟ ମହାନ୍ତି ଙ୍କ ନାମ ଖରାପ କରିଦେଲେ ତାଙ୍କ ଝିଅ

  • @dhananjaysahoo4579
    @dhananjaysahoo4579 Před 2 měsíci +105

    ଆପଣଙ୍କ ଭଳିଆ ରୋଷ୍ଟର ଭାଇ ମାନଙ୍କୁ ହୃଦୟ ରୁ ଧନ୍ୟବାଦ୍।

    • @musicalparadise614
      @musicalparadise614 Před 2 měsíci +1

      Yeh roaster bhai bhi BJP thu paisa nei paid campaign karuchanti😂😂😂he tag argus

    • @karunakarabehera1286
      @karunakarabehera1286 Před 2 měsíci

      Kidakhilobhai fantastic point out

  • @Shivangi0705
    @Shivangi0705 Před 2 měsíci +104

    ଅଳ୍ପ ପଇସା ନେଇ ଭୋଟ ଦିଅନି... . ଅର୍ଚ୍ଚିତା ତୁମେ କେତେ ନେଇଛ କୁହ ସେତିକି ଆମେ ମାଗିବା।

  • @Shripatitapabana
    @Shripatitapabana Před 2 měsíci +63

    ଅସରପା ଗୋଟେ ପକ୍ଷୀ ନା ସବ୍ୟ ଅର୍ଚ୍ଚିତା ଗୋଟେ କଳାକାର 😂

  • @PaagalKhopdi
    @PaagalKhopdi Před 2 měsíci +48

    ଟଙ୍କା ଦେଲେ ଜଙ୍ଗଲରୁ ଭାଲୁ ଆସି ଗାଣ୍ଡୀ ହଲାଉଚି 😂 ଆଉ ଏମାନେ ତ ଚଳଚ୍ଚିତ୍ର କରୁଥିବା ଲୋକ ଟଙ୍କା ଯୁଆଡ଼େ ଏମାନେ ସିଆଡେ😂
    ଗତ ଥର ନିର୍ବାଚନ ରେ ଟଙ୍କା ନେଇ ଆମ ଏପଟ ବିଧାୟକ ରାଲିରେ ଗୁଳୁଗୁଳିଆ ଧୁ ଧୁ ଖରାବେଳେ ବୁଲୁଥିଲା 😂

  • @pabitramohandas6943
    @pabitramohandas6943 Před 2 měsíci +18

    ଫିଲ୍ମ ଷ୍ଟାରଙ୍କ ଦ୍ୱାରା ଯେଉଁମାନେ ପ୍ରଭାବିତ ହୁଅନ୍ତି,କିଛି ପଇସାପତ୍ର ନେଇ ଭୋଟ ଦିଅନ୍ତି, ସେମାନଙ୍କର ମାନସିକତା କେଉଁ ସ୍ତରର?

  • @santoshmajhi550
    @santoshmajhi550 Před 2 měsíci +8

    ଏମାନ ଙ୍କୁ କଳାକାର କୁହା ଯାଏନି ପଇସା ପାଇଁ ସବୁ କରି ପାରିବେ ଏମାନେ କଳା ଜଗତ ପାଇଁ ଗୋଟେ ଗୋଟେ କଳଙ୍କ

  • @bnmcreations4670
    @bnmcreations4670 Před 2 měsíci +39

    କଣ କରିବେ ଏମାନେ ଅଭିନୟ ତ ଜଣା ନାହିଁ ପଇସା ପାଇଁ କିଛି ବି କରିଦେବେ ଏମାନେ

  • @user-gl3ns7ik9m
    @user-gl3ns7ik9m Před 2 měsíci +5

    ଭାଇ ତୁମର ଯେତିକି ଭିଡ଼ିଓ ସବୁ ଭିଡ଼ିଓ ରେ ଦମ ଅଛି ସଠିକ ତଥ୍ୟ ଆପଣ ଉପରେ ଭିଡ଼ିଓ କରୁଛନ୍ତି
    ଧନ୍ୟବାଦ ଭାଇ

  • @NareshkumarNara-oq1ii
    @NareshkumarNara-oq1ii Před 2 měsíci +69

    ଏମାନେ ଓଡିଶାରେ ଗୋଟେ ଗୋଟେ ବାଣ୍ଡ ସେଲିବେଟ୍ରି

  • @Tech143bro
    @Tech143bro Před 2 měsíci +36

    ଲଜ୍ଜ୍ୟା ଲୋକେ ହସୁଛନ୍ତି ଛି ସଭ୍ୟ ଅର୍ଚ୍ଚିତା

  • @Guddusir_Creation
    @Guddusir_Creation Před 2 měsíci +7

    ଆରେ ଭାଇ ଏ ସେଲିବ୍ରିଟି ମାନେ ଭଲ ସେ ଜାଣିଛନ୍ତି ଯେ ଦେଲେ ନେଲେ ସମ୍ପର୍କ ଭଲ ରୁହେ... ସେଥିପାଇଁ ଏମାନେ ନେଲେ ଆଉ ଦେଲେ ପେଣ୍ଡାଲ ଉପରେ ଜନତାଙ୍କ ଆଗରେ

  • @soumyaranjan6709
    @soumyaranjan6709 Před 2 měsíci +7

    ବାଳ ସବ୍ୟସାଚୀ ବାଳି ଅର୍ଚ୍ଚିତା ଆଉ ଆଜିଠୁ ଏମାନଙ୍କ cinema ban ହେଲା ଆଉ ଦେଖିବାର ନାହିଁ

  • @Alokkumarshortvideo9583
    @Alokkumarshortvideo9583 Před 2 měsíci +13

    ଏସବୁ ଠିକ୍ ନୁହେଁ ଭାଈ ସେମାନେ ପ୍ରଚାର କରିବେ ଯୋଉ ଦଳ ଡାକିବ ଓଡ଼ିଶା କୁ ଛାଡ଼ ଅଲଗା ରାଜ୍ୟ କୁ ଯାଇ ଦେଖ ଫିଲ୍ମ ଷ୍ଟାର ପ୍ରଚାର କରୁଛନ୍ତି ସେମାନେ ଆଜି କଲେ ବିଜେଡି ଆରଥରକୁ ବିଜେପି ନହେଲେ କଂଗେସ ପ୍ରଚାର କରିବେ ସେମାନେ ଷ୍ଟାର ପ୍ରଚାର କରିପାରିବେ ସେଇଟା ତାଙ୍କ ଇଛା

    • @pujaranibehera3355
      @pujaranibehera3355 Před 2 měsíci +1

      Thik kahichanti bhai👍

    • @soumyaranjansahoo9191
      @soumyaranjansahoo9191 Před 2 měsíci

      Right

    • @OdiaHungama
      @OdiaHungama  Před 2 měsíci

      Last thara bi emane paisa nei ki prachara kari thile. Hele.... setebele kehi oppose kari nathile, kintu e thara loka mane kahinki oppose karuchanti? Se bisayare tike chinta kariba katha.

    • @musicalparadise614
      @musicalparadise614 Před 2 měsíci

      ​@@OdiaHungamabhai sata kahila BJP tamaku kete deichi😂😂😂argus tv ta BJP party ra tame taku tag karicha.... Eithuru jana paduchi tame bhi kete sachhot

    • @OdiaHungama
      @OdiaHungama  Před 2 měsíci

      @@musicalparadise614 Khali argus tv tag dekha gala? Bhaskar, pratidin, kanak e sabu tag dekha gala nahin?

  • @user-ud1lp4oh5t
    @user-ud1lp4oh5t Před 2 měsíci +4

    ଏମାନେ କହିବେ ସରକାର ଓଡିଆ ଫିଲ୍ମ ପାଇଁ କିଛି କରୁନାହିଁ ଧାରଣା ଦେଉଛନ୍ତି ଏବେ ବିଜେଡି ପାଇଁ କେମିତି ପ୍ରଚାର କରୁଛ

  • @SuperHitsOdia
    @SuperHitsOdia Před 2 měsíci +7

    *ଏମାନଙ୍କ ___ରେ ବଡ଼ ଅଚଞ୍ଛା ବାଉଁଶ ପୂରେଇବା ଦରକାର । ଶଳାମାନେ ପଇସାପାଇଁ ଏତେ ତଳକୁ ଖସି ଯାଉଛନ୍ତି , ଛି .... ଥୁ ....*

  • @katakiatoka
    @katakiatoka Před 2 měsíci +45

    ପଇସା ତ ସବୁ ବାଇଆ କଲା ଆଉ

    • @kariamarandi9397
      @kariamarandi9397 Před 2 měsíci +1

      ସବୁ ଜାଗାରେ ଟଙ୍କା କାମ କରେନି ଭାଇ 😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @katakiatoka
      @katakiatoka Před 2 měsíci

      @@kariamarandi9397 କେତେଜଣ ଏଇ କଥା ବୁଝୁଛନ୍ତି ଭାଇ?

  • @hemantkumarsahoo9654
    @hemantkumarsahoo9654 Před 2 měsíci +4

    ଏଣ୍ଡୁଅ କିନ୍ତୁ ତାର ଧର୍ମ ପାଳନ କରୁଛି
    ଏମାନେ ଟଙ୍କା ପାଇଁ ସବୁ କିଛି କରିପାରିବେ।

  • @Manishbhai234
    @Manishbhai234 Před 2 měsíci +2

    ବହୁତ୍ ବଢିଆ ଭାଇ ଅର୍ଚ୍ଚିତା ଦାରୀ କୁ roast କରି ଥିବାରୁ।

  • @prasantapadhan6192
    @prasantapadhan6192 Před 2 měsíci +2

    ମାଙ୍କଡ଼ ବସିଛି ଡ଼ାଳରେ
    ଅର୍ଚିତା ପାଣ୍ଡୁ ପେଲରେ
    ମଲା ସେ ସବ୍ୟ ଏବେ ଯାଯାବର ହେଇଯିବ

  • @gulekhmahakur-vr5hi
    @gulekhmahakur-vr5hi Před 2 měsíci +2

    ପଇସା ମିଲି ଗଲେ ଏମାନେ ପୁରା ଖୁଲିଦେବେ

  • @SRAJ2662
    @SRAJ2662 Před 2 měsíci +3

    ସବୁଠୁ ଭଲ ହେବ ଓଡ଼ିଆ ଫିଲ୍ମ କେହିବି ଦେଖନ୍ତୁନି... ଦେଖିଲେ ଏମାନେ ଲୋକପ୍ରିୟ ହେବେ ତାପରେ ଟଙ୍କା ନେଇ ରାଜନୀତି ରେ ମିଶିବେ

  • @KailasChPat
    @KailasChPat Před 2 měsíci +4

    ପଇସା ପାଇଁ ସବୁ ନାଟ, ଘରଭାଙ୍ଗି ଏ ମହିଳା ଙ୍କର ଇଜ୍ଜତ୍ ନାହିଁ, ଏକଥା ସମସ୍ତେ ଜଣାନ୍ତି ଏ 2 ପଇସା ର ଅଭିନେତ୍ରୀ ପୁଣି ଦିଗଦର୍ଶନ ଦେବେ କେବଳ ମାତ୍ର ନିଜର ଓଜୋନ ହ୍ରାସ ଛଡା କିଛି ନୂହେଁ

    • @Iwantpeace-bc1vi
      @Iwantpeace-bc1vi Před 2 měsíci

      ସତ କଥା ଭାଇ ସବ୍ୟସାଚୀ love mrg କରିଥିଲା କାଦମ୍ବିନୀ ପତ୍ରିକା ରେ ତାର mrg ର ପୁରା photos ଥିଲା। ଏ prostitute ତା life ରେ entry କରି
      ତା ସ୍ତ୍ରୀ ର ବିଶ୍ବାସ ପଡ଼ିବ ଅର୍ଚ୍ଚିତା ଉପରେ

  • @manashnayak2794
    @manashnayak2794 Před 2 měsíci +2

    ଟଙ୍କା ଦେଇଡାକୁନ ସବୁ ଓଡ଼ିଆ ହିରଇନିଙ୍କୁ ଜଙ୍ଗଲ ଭିତରେ ମେଲୋଡି କରିବା ଦଉଡିଆସିବେ ଆଉ କଣ କରିବେ ଓଡ଼ିଆ ମୁଭି ଚାଲିଲାନି ରାଜ ନୀତି କରିବେ କୁତ୍ତା ଭଳି ହାରିବେ 😂😂😂

  • @goutammusic6358
    @goutammusic6358 Před 2 měsíci +2

    Right 👌👌👌

  • @pradeeppatra2655
    @pradeeppatra2655 Před 2 měsíci +6

    ଏ ସିନେମା ବାଲା କଥାରେ କିଛି ମୂଲ୍ୟନାହିଁ ।

  • @prakashmohanty5051
    @prakashmohanty5051 Před 2 měsíci +2

    ଏଭଳି ବେଧେଇ ମାନଙ୍କୁ ବିଆ ବେପାରୀ କୁହନ୍ତି ଆମ ଓଡ଼ିଶାରେ ଭିଇ ଠିକ୍ କହିଲି ନା

  • @afsheenchowdhury0123
    @afsheenchowdhury0123 Před 2 měsíci +2

    ବେଶ୍ୟା ମାନଙ୍କ ବି ଆତ୍ମ ସ୍ୱାଭିମାନ ଥାଏ ଆଉ ଏମାନେ ଏତେ ତଳ କୁ ଖସିଲେଣି... ଛି

  • @royalcreation8845
    @royalcreation8845 Před 2 měsíci +4

    ଓଡ଼ିଆ ହିରୋ ହିରୋଇନ୍ ଙ୍କ ଫିଲ୍ମ କେହି ଦେଖନ୍ତୁ ନାହିଁ। ଫିଲ୍ମ ଆସିଲେ ବ୍ୟନ୍ କରନ୍ତୁ।

  • @Ttyilojg
    @Ttyilojg Před 2 měsíci +2

    ନିର୍ଲଜ୍ଜ ଓଡ଼ିଆ କଳାକାର ମାନେ 😢

  • @soumyaranjan6709
    @soumyaranjan6709 Před 2 měsíci +4

    ଏମାନଙ୍କର ଲୋକ ପ୍ରୀୟତା ଆଜିଠୁ କମିଲା

  • @bikashbehera4936
    @bikashbehera4936 Před 2 měsíci +3

    ଏକଦମ ଠିକ୍ କଥା ଭାଇ ।

  • @jayantsethi3353
    @jayantsethi3353 Před 2 měsíci +2

    Madam ଆପଣ କେତେ ପାଇଥିଲେ ପ୍ରଚାର ପାଇଁ ?😂😂😂

  • @prakashbehera8833
    @prakashbehera8833 Před 2 měsíci +7

    Correct Bro😊😊

  • @IshwarchandraPatra-by1jh
    @IshwarchandraPatra-by1jh Před 2 měsíci +7

    ଅର୍ଚ୍ଚିତା ର କହିବା କଥା ହେଲା ଅଳ୍ପ ପଇସାରେ ଭୋଟ ଦିଅନି ମୋ ଭଳି ଅଧିକ ପଇସା ନେଇ ଭୋଟ ଦିଅ !

  • @abinashnayak8840
    @abinashnayak8840 Před 2 měsíci +3

    ଏଇଟା ଗୋଟେ ଘୋଡା ପେଲେଇଟା
    ଏ ସାଳୀର ଆଉ କିଛି ନାହିଁ ସବୁ ପଚିଯାଇଚି
    ଏଇଟା ଫୁଲ ତାମିଲ ପେଲା ଖାଇଚି

  • @mithunnaik2960
    @mithunnaik2960 Před měsícem +1

    ଧନ୍ୟ ବାଦ୍ ଭାଇ ❤❤❤

  • @suryaprasaddash7084
    @suryaprasaddash7084 Před 2 měsíci +1

    Yemananku laja lagiba kath, thanks brother

  • @KahnucharanPollai
    @KahnucharanPollai Před 2 měsíci +3

    ଭଲ ଲାଗୁଛି, କେତେ ଦେଇଛନ୍ତି. ବେଲଜ୍ୟା

  • @jyotirajmaharana635
    @jyotirajmaharana635 Před 2 měsíci +3

    ଭାଇ ପୁଣି ଏହି ବର୍ଷ ର ରଜ ସୁନ୍ଦରୀ କୁ ନେଇକି ଭିଡ଼ିଓ ନେଇକି ଆସନ୍ତୁ? Please

  • @PramodKumar-pz2ev
    @PramodKumar-pz2ev Před 2 měsíci +2

    ମଣିଷପଣିଆ ଯାର ନାହିଁ,ତାର କଥା ଠିକ୍ ନାହିଁ ।

  • @sonuromanticcreation2000
    @sonuromanticcreation2000 Před 2 měsíci +2

    Love bhai

  • @cmasandeep
    @cmasandeep Před 2 měsíci +3

    ଭାଇ ଇଏ କହୁଛନ୍ତ 500 କି 1000 ନିଅ ନାହିଁ ମୋ ଭଳିଆ ମୋଟା ଅଙ୍କରେ ମାଲ୍ ନେଇ ଭୋଟ୍ ଦିଅ।

  • @gbudhadevdora5118
    @gbudhadevdora5118 Před měsícem +1

    Super news❤❤❤

  • @ramakrushnabehera3097
    @ramakrushnabehera3097 Před 2 měsíci +2

    କଳାକାର ଜାତି ପ୍ରତି କଳଙ୍କ ଏମାନେ
    ଏମାନଙ୍କୁ କୌଣସି ଫିଲ୍ମ ରେ ସ୍ଥାନ ଦିଆ ନ ଯିବା ଉଚିତ୍

  • @suchitradei7500
    @suchitradei7500 Před 2 měsíci +1

    Fine

  • @srikantadakua439
    @srikantadakua439 Před 2 měsíci +2

    ଇଏ ମାଈପ ଛାଡକୁ ବାହା ହେଲା କଣ ଜାଣିବ

    • @Iwantpeace-bc1vi
      @Iwantpeace-bc1vi Před 2 měsíci

      ୟାରି ଯୋଗୁଁ ସେ ତା wife କୁ ଛାଡିଦେଲା କୌଣସି ମିଡିଆ ରେ କେବେ ଦେଖିନି ସବ୍ୟସାଚୀ wife ଏବେ କେଉଁଠି
      ଏ prostitute ଯୋଗୁଁ ସେ ବିଚାରି ର ଘର ଭାଙ୍ଗିଲା

  • @damusingbhatara3894
    @damusingbhatara3894 Před 2 měsíci +2

    Right katha bhai👍👍👍

  • @shantanibeditamohanty1286
    @shantanibeditamohanty1286 Před měsícem +1

    U r right

  • @bijaykumarparida1936
    @bijaykumarparida1936 Před měsícem +1

    Right bhai

  • @samirkumarrana8550
    @samirkumarrana8550 Před měsícem +1

    Super bhai

  • @BidyadharSwain-us8lx
    @BidyadharSwain-us8lx Před 2 měsíci +1

    Your right

  • @user-xv5hp1kw5i
    @user-xv5hp1kw5i Před 2 měsíci +3

    Right

  • @MR-nq2xr
    @MR-nq2xr Před 2 měsíci +4

    Bhai sata Katha hela mun wait karithili apan kebe ee duita nku roast karibe

  • @user-jt3sb6pw3p
    @user-jt3sb6pw3p Před 2 měsíci +2

    ଲାଞ୍ଚୁଆ ପ୍ରଚାରକ କୁ ସାବଧାନ

  • @srikantsahoo3504
    @srikantsahoo3504 Před měsícem +1

    ଓଡ଼ିଶାର ଲୋକମାନେ ମଧ୍ୟ ପଇସା ନେଇ ପରେ ବଦଳି ଗଲେ😂😂😂ପଇସା ନେଲେ BJD ରୁ ଭୋଟ ଦେଲେ BJP କୁ😂😂😂😂

  • @PrabhatKumarSatapathy
    @PrabhatKumarSatapathy Před 2 měsíci +6

    You are right brother

  • @sujitmajhi4538
    @sujitmajhi4538 Před měsícem

    ଆରେ ଭାଇ ତମେ ବୁଝି ପରୁନା ,ସିଏ କହୁଛି ,ମୋଟା ପଇସା ନିଅ ଭୋଟ ଦିଅ

  • @kalyani817
    @kalyani817 Před 2 měsíci

    👍🏻👍🏻

  • @user-se8du5kj1o
    @user-se8du5kj1o Před 2 měsíci +1

    ଏ ମାନଙ୍କ ମୁହଁ କୁ ଲଜ୍ଜା ସରମ କିଛି ନାହିଁ

  • @viraljyoti
    @viraljyoti Před 2 měsíci +2

    They r not stars , they are entertainers

  • @DeepakDas-wp2uu
    @DeepakDas-wp2uu Před 2 měsíci

    Great job

  • @ashokkumarnayak499
    @ashokkumarnayak499 Před měsícem

    ଏ ଘୋଡାଘେଁଇ ର କଣ ଇଜ୍ଜତ, ନିଜ କୁ ଟିକେ ଦେଖେ😂

  • @user-od8sl6su5c
    @user-od8sl6su5c Před 2 měsíci

    Bhai bahut sunder video karichanti . Thank you

  • @dasharathiroutray7176
    @dasharathiroutray7176 Před měsícem

    Good analysis

  • @DontMindDost
    @DontMindDost Před 2 měsíci +1

    Right... 👌👌🙏👍

  • @santoshmajhi550
    @santoshmajhi550 Před 2 měsíci +1

    Thanks Bhai

  • @avaynayak6619
    @avaynayak6619 Před 2 měsíci +1

    Right katha bhai pura correct hinasta gura

  • @babidasyouthchannels9388
    @babidasyouthchannels9388 Před 2 měsíci +8

    କଂଗ୍ରେସ party Like କରନ୍ତୁ 👍👍👍

  • @sujatabhutia6421
    @sujatabhutia6421 Před 2 měsíci +2

    Actors Mane money paei Sabu kichhi kariparibe 😅

  • @kailashsethy3
    @kailashsethy3 Před měsícem

    Sabyasachi bhai apananku odisha lokomane bahut bhala pauthile hele elections re apan mota ankara tanka nei jeunvali vabare prachara kale taha lokomanku bahut aghaat dela agabhali au apanku bhala paibeni

  • @user-po9zi5ks2e
    @user-po9zi5ks2e Před 2 měsíci +21

    Third grade actor Archita.

  • @pradiptaroutray6021
    @pradiptaroutray6021 Před 2 měsíci +1

    Ee bhai b bijuli advertisment karichanti koumane janicha like kara

  • @josnapanda
    @josnapanda Před 2 měsíci +1

    Ete din pare gote video vala lagila

  • @Roster8572
    @Roster8572 Před 2 měsíci

    Bhai ସିଏ ମେଡାମ୍ କଣ କହିଲେ ବୁଝି ପାରିଲେନି ଆଉ100 200 500ନେଇକରି ଦିଅନି ଆମେ ଗୋଟେ ସୋ 150000ଟଙ୍କା ନେଇ ପ୍ରଚାର କରୁ

  • @ganeshbehera8701
    @ganeshbehera8701 Před 2 měsíci

    😄😄😄😄👌

  • @Abhirammallick-zb3ln
    @Abhirammallick-zb3ln Před 2 měsíci

    Som Bhai.. Jay jagannath ❤.. pura right

  • @samirkumarrana8550
    @samirkumarrana8550 Před měsícem

    😂😂😂😂right bhai

  • @rajeshmohapatra3694
    @rajeshmohapatra3694 Před měsícem

    👍👍👍👍👍👍👍👍👍

  • @samaruhernna4118
    @samaruhernna4118 Před měsícem

    ଏ ଭଳି ରାଜନେତ୍ରୀ ମାନେ ଓଡିଶା କୁ ପୋଇସା ପାଇଁ ବିକିଦେବେ

  • @food_good_inside
    @food_good_inside Před 2 měsíci +2

    Are bhai ଏ ମାନଙ୍କୁ ଟଙ୍କା ଦେଲେ always ରେଡି

  • @MyLove_SARADA
    @MyLove_SARADA Před 2 měsíci +1

    ବାଳ ନାୟିକା😂😂

  • @niranjandas-du4ek
    @niranjandas-du4ek Před 2 měsíci

    Right,,,,,,

  • @CHINMAYEEBARIK-ki3lw
    @CHINMAYEEBARIK-ki3lw Před 2 měsíci

    Thik

  • @odishatouristplace
    @odishatouristplace Před 2 měsíci

    Good bro

  • @subhasisphotography4292
    @subhasisphotography4292 Před 2 měsíci

    Love u bhai you are legend ❤️🙏

  • @bkentertainment4155
    @bkentertainment4155 Před 2 měsíci

    ଏମାନେ ତ ଫିଲ୍ମ କରୁନାହାନ୍ତି ଆଉ ତାହାଲେ ସେମାନେ ଏଇ କାମ କରିବେନି ତ ଆଉ କେମିତି ବଞ୍ଚିବେ, ଏମାନେ ଜାଣି ସାରିଲେଣି ଏମାନଙ୍କ ଭିଡିଓ କେହି ଦେଖିବେ ନି

  • @pareshkumarbehera1483
    @pareshkumarbehera1483 Před 2 měsíci +1

    ଜୟ ଶ୍ରୀଜଗନ୍ନାଥ*🙏
    👍👍👍👍...

  • @Omvibes4678
    @Omvibes4678 Před 2 měsíci

    Very good bhai

  • @JagannathaBadatya-mh5fk
    @JagannathaBadatya-mh5fk Před měsícem

    ଏମାଙ୍କ ଲାଗି ତ ଆମ ଓଡ଼ିଶାର ଫିଲ୍ମ ହଲ ବନ୍ଧ ହେଇଯାଇଚି

  • @boringblogs5852
    @boringblogs5852 Před 2 měsíci

    ❤❤

  • @antaryamiswain6937
    @antaryamiswain6937 Před 2 měsíci +2

    ଅର୍ଚ୍ଚିତା ତୁ ଅମିତି ହବୁ ବୋଲି ମୁଁ କେବେ ବିଶ୍ୱାସ କରିନଥିଲେ କୁକୁରିଆଣି

  • @kajalmohanta7152
    @kajalmohanta7152 Před měsícem

    ଠିକ କହୁଛ ଭାଇ 👍👍

  • @kilogram382
    @kilogram382 Před 2 měsíci

    ଓଡ଼ିଶା ର ଅଭିନେତା ଅଭିନେତ୍ରୀ ମାନେ ସବୁ ରାଜନେତା ଆଉ ରାଜନେତ୍ରୀ ହୋଇଗଲେ।😂😂

  • @manoranabehera-nq1ld
    @manoranabehera-nq1ld Před 2 měsíci +2

    Super video Som Bhai Thick katha Paisa khaichi Beiman❤❤❤

  • @nirmalkumarmishra4964
    @nirmalkumarmishra4964 Před 2 měsíci +1

    ଏଇଟା ଗୋଟେ ମଶାରୀ,

  • @ratnakarpatra4935
    @ratnakarpatra4935 Před 2 měsíci

    Nice vidio ❤❤❤

  • @sarojjena3125
    @sarojjena3125 Před měsícem

    ଆରେ ତମେ ମାନେ କେତେ ନେବ କୁହ ଆମେ ଦେବୁ ଗୋଟେ ରାତିକୁ

  • @SabyasachiPanda-jz6fo
    @SabyasachiPanda-jz6fo Před 2 měsíci

    Bhai right katha 😂😂

  • @pravkakarnayak9117
    @pravkakarnayak9117 Před měsícem

    ଏହି ଭିଡିଓ ଭଲ ଲାଗିଲା