ସତ ରେ ଧୋକା କିଏ ଦେଇଛି ? ରାଣୀ ପଣ୍ଡା ନା ବିକ୍ରମ ? ପ୍ରକୃତ ସତ କଣ ?

Sdílet
Vložit
  • čas přidán 16. 04. 2024
  • ସତ ରେ ଧୋକା କିଏ ଦେଇଛି ? ରାଣୀ ପଣ୍ଡା ନା ବିକ୍ରମ ? ପ୍ରକୃତ ସତ କଣ ?
  • Věda a technologie

Komentáře • 544

  • @AmanEntertainment7
    @AmanEntertainment7 Před 2 měsíci +38

    ସେ ନିଶା ମହାରଣା ଏବଂ ରାଣୀପ୍ରିୟଦର୍ଶିନୀ ଯାହା କହୁଥିଲେ ସବୁ ଠିକ ଥିଲା, 👌

  • @sewanayak945
    @sewanayak945 Před 2 měsíci +41

    ଭାଇ ଆପଣକୁ କୋଟି ପ୍ରଣାମ ଠିକ କଥା କହିଛ ❤️❤️

  • @Commentofhappy
    @Commentofhappy Před 2 měsíci +39

    ଏଇ video ଦେଖିକି କିଏ କିଏ ମୋ ଭଳି ଆଉ Rani pandaku support କରୁନାହିଁ

  • @stylesstar7751
    @stylesstar7751 Před 2 měsíci +34

    ରାନୀ ପଣ୍ଡା କୁ ଦୈତାରି ପଣ୍ଡା ଠିକ୍ ଗେହୁ ଥିଲା 😂😂😂😂😂😂😂😂

  • @shashikant-tw3uk
    @shashikant-tw3uk Před 2 měsíci +20

    ଏଭଳି ନଷ୍ଟ ଚରିତ୍ର ନାରି ଓଡିଶା ପାଇଁ କଳଙ୍କିତ

  • @sriaurobindoashram7473
    @sriaurobindoashram7473 Před 2 měsíci +18

    ଯିଏ ଭଲ ପାଏ । ସେ ସବୁ ବେଳେ ଚାହାନ୍ତି ଯିଏ ଯୋଉଠି ଥାଉ ଭଲରେ ଥାଆନ୍ତୁ।

  • @Kumarjit-vn6wg
    @Kumarjit-vn6wg Před 2 měsíci +15

    ଏଇ ରାଣ୍ଡି ରାଣୀ ପଣ୍ଡା ସୋସିଆଲ ମେଡିଆ ରେ ବହୁତ ପ୍ରକାରର ବାଇଟ ଦେଇଛି.....
    ଥରେ କହିଲା ତା'ର ୫୩୨ ଜଣ boyfriend ଅଛନ୍ତି, ଆଉଥରେ କହିଲା ସେ ୬ ଜଣ ଟୋକାଙ୍କ ସହିତ ଶୋଇକି ଗିଁହା ଖାଇଛି, ଆଉଥରେ କହିଲା ତା'ର ବିଆ ପୁରା ସିଲ୍ ହେଇକି ଅଛି ତାକୁ କେହି ଗେଁହିଁ ନାହାଁନ୍ତି , ଆଉଥରେ କହିଲା ସେ କେବଳ ପ୍ରଦୀପ ମହାରଥୀ କୁ ବାହା ହେବ ଆଉ କାହାକୁ ବାହା ହେବନି, ଆଉଥରେ କହିଲା ସେ ବିକ୍ରମ ଯଦି ମୋତେ ବାହା ନହୁଏ ତାକୁ କିଛି ଫରକ ପଡିବନି ! ତେଣୁ ଏଥିରୁ ଜାଣନ୍ତୁ ସେ ରାଣ୍ଡି ରାଣୀ ପଣ୍ଡା ହେଉଛି ଓଡ଼ିଶାର ଦୀତିୟ ଅର୍ଚ୍ଚନା ନାଗ୍ !

  • @ritunandabal9089
    @ritunandabal9089 Před 2 měsíci +27

    Are baap ରେ..... ye to sach me dhoti khol raha he..... Great roster..... ଏବେ finally ସତ ସାମ୍ନା କୁ ଆସିଲା.... 👍

    • @OdiaHungama
      @OdiaHungama  Před 2 měsíci

      🙏🙏🙏

    • @signage373
      @signage373 Před 2 měsíci

      ରାଣୀ ର ପୁରା ଫୋଲା 😀😀😀😀

  • @prithvirajnaik6100
    @prithvirajnaik6100 Před 2 měsíci +10

    ଭାଇ, ଯାହା କୁହ ଓଡ଼ିଶା ରେ ଯେତେବେଳେ ଯାହା ହୁଏ। ମୁଁ direct ତମ video ଆସିଲେ ଦେଖି ଦିଏ । Complete data ସହ solution 👍👍👍all the best ଭାଇ

  • @Kumarjit-vn6wg
    @Kumarjit-vn6wg Před 2 měsíci +20

    ମଝିରେ ଏମିତି ସଲମନ ଖାଁ କୁ ବାହା ହେବ ପାଇଁ କାନ୍ଦିଲା ପୁଣି ଅନୁଭବ କୁ ବାହା ହେବା ପାଇଁ କେତେ କଣ ନାଟକ କଲା ପୁଣି ଥରେ ବର ପାତ୍ର ପାଇଁ ସ୍ୱୟମ୍ବର କଲା ଏତେ ନାଟକ ପରେ ଏବେ ନୂଆ ନାଟକ ପଡିଛି l

  • @tilucreations
    @tilucreations Před 2 měsíci +19

    Output will be good when we deeply analysis and research something like this guys. Thanks for your dedication

  • @manashbiswal9649
    @manashbiswal9649 Před 2 měsíci +16

    ଭାଇ ସତ କହିଲ....
    ଏମାନେ ସବୁ ଗୋଟେ ଗାଈର ଗୋବର....

    • @Ansha157
      @Ansha157 Před 13 dny

      Thik katha
      Please subscribe 🙏🙏🙏🙏

  • @jyotiranjannayak420
    @jyotiranjannayak420 Před 2 měsíci +9

    ନିଶ୍ଚିତ ରାଣୀ ଦିଦି କ୍ଷମା ମାଗ 🙏
    ନ ହେଲେ ବାଳ ଦିଦି ଗାଣ୍ଡି ମରେଇବୁ ତୁ 👍
    ଓଡ଼ିଆ ଟୋକା ଛାଡ଼ିବେନି ତତେ💋
    ତ ଗାଣ୍ଡି ଫଟେଇଦେବେ👍
    Odia hungama ଭାଇ ତୁମକୁ ହୃଦୟରୁ ଧନ୍ୟବାଦ 🙏
    Salute bro 💗

  • @sriaurobindoashram7473
    @sriaurobindoashram7473 Před 2 měsíci +19

    ଛିଃ ଛିଃ ଛିଃ
    ଭାଇ ଆପଣ ଠିକ୍ କଥା କହିଛନ୍ତି।

  • @Kumarjit-vn6wg
    @Kumarjit-vn6wg Před 2 měsíci +24

    ରାଣୀ ପଣ୍ଡା କେବଳ ଏମିତି ମିଛ ନାଟକ କରିକି ଓଡିଶା ର ଜନତାଙ୍କୁ ଭୁଆଁ ବୁଲାଉଛି !
    ପ୍ରଥମ ମିଛ: ରାଣ୍ଡି ରାଣୀ ପଣ୍ଡା ଓଡ଼ିଶାକୁ ୨୦୧୯ ମସିହାରେ ଆସିଲା, ତା'ହେଲେ ବିକ୍ରମ ସହିତ ତା'ର ଆଠ ବର୍ଷର ପ୍ରେମ ସମ୍ପର୍କ କେମିତି ହେଲା ?
    ଦୀତିୟ ମିଛ: ଯଦି ରାଣୀ ପଣ୍ଡା ବିକ୍ରମ କୁ ପ୍ରକୃତ ରେ ବାହା ହେବା ପାଇଁ ଭଲ ପାଉଥିଲା, ତା'ହେଲେ କିଛି ଦିନ ପୁର୍ବରୁ କାହିଁକି ରାଣୀ ପଣ୍ଡା ତା'ର ବିବାହ ର ସ୍ଵୟମ୍ବର ପାଇଁ କହୁଥିଲା ?
    ତୃତୀୟ ମିଛ: ରାଣ୍ଡି ରାଣୀ ପଣ୍ଡା ତ ଏତେ ବୋକା ଝିଅ ନୁହେଁ, ତା'ହେଲେ ସେ ବିକ୍ରମ ସହିତ ପ୍ରଥମ ରୁ କୋର୍ଟ ମ୍ୟାରେଜ ନକରି କ'ଣ ପାଇଁ ଶାରୀରିକ ସମ୍ପର୍କ ରଖୁଥିଲା ?
    ଚତୁର୍ଥ ମିଛ: ରାଣ୍ଡି ରାଣୀ ପଣ୍ଡା ଏବେ ଗୋଟେ ତା'ର ମୁହଁ ଫୁଲା ଫଟୋ କୁ ଭାଇରାଲ କରିକି କହୁଛି ଯେ, ବିକ୍ରମ ତା'ର ମୁହଁକୁ ମାରିକି ଫୁଲେଇ ଦେଇଛି ! ଏବଂ ସେଇ ସମାନ ମୁହଁ ଫୁଲା ଫଟୋ ଟା କିଛି ମାସ ପୁର୍ବରୁ ଭାଇରାଲ କରି କି କହିଥିଲା ଯେ, ତା'ର ଗାଡ଼ିରେ accident ହେଇକି ଯେଉଁ ପିଲା ଟା ମୃତ୍ୟୁ କରିଥିଲା ସେଥିପାଇଁ ରାଣୀ ପଣ୍ଡା ର ମୁହଁ ମାଡ଼ ହେଇକି ଫୁଲି ଯାଇଥିଲା !
    ଏଠି ପ୍ରଶ୍ନ ଉଠୁଛି ଯେ, ଗାଡ଼ି accident ରେ ରାଣୀ ପଣ୍ଡା ର ମୁହଁ ଫୁଲି ଥିଲା ନାଁ ବିକ୍ରମ ରାଣୀ ପଣ୍ଡା ର ମୁହଁ କୁ ମାରିକି ଫୁଲେଇ ଥିଲା ! ଏଥି ମଧ୍ୟରୁ କେଉଁଟା ସତ୍ୟ ?
    ଆଉ ଗୋଟେ ସବୁଠାରୁ ବଡ଼ important କଥା ହେଉଛି ଯେ, ରାଣୀ ପଣ୍ଡା ଏବଂ ବିକ୍ରମ ଶାରୀରିକ ସମ୍ପର୍କ ସମୟରେ ରାଣୀ ପଣ୍ଡା କେଉଁ ଉଦ୍ଦେଶ୍ୟ ରେ ସେ ସବୁ ର ଭିଡ଼ିଓ ରେକର୍ଡିଙ୍ଗ୍ କରୁଥିଲା ? କାରଣ ଗୋଟେ ପୁଅ ଆଉ ଝିଅ ଯଦି ଦୁହେଁ ଦୁଇଜଣଙ୍କୁ ପ୍ରକୃତ ରେ ଭଲ ପାଉଥିବେ, ତା'ହେଲେ କେହି ବି ଅନ୍ତରଙ୍ଗ ସମୟରେ ଭିଡିଓ କରିବେ ନାହିଁ !
    ତେଣୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ରାଣୀ ପଣ୍ଡା ସେ ବିକ୍ରମ ସହିତ ଶୋଇକି ମୋଟା ଅଙ୍କର ଟଙ୍କା ନେଇଛି ଏବଂ ଭିଡ଼ିଓ ରେକର୍ଡିଙ୍ଗ୍ କରିଛି ! ଯାହା ଫଳରେ ରାଣୀ ପଣ୍ଡା ସେ ବିକ୍ରମ କୁ ଟଙ୍କା ଆଉ ଫେରେଇବ ନାହିଁ , କେବଳ ସେ ଅନ୍ତରଙ୍ଗ ସମୟର ଭିଡ଼ିଓ କୁ ଦେଖେଇ କି ବିକ୍ରମ କୁ blackmailing କରିବ ! ଯେଉଁ ନାଟକ ରାଣୀ ପଣ୍ଡା ଏବେ କରୁଛି !

  • @DilipKumarRout-lz8gl
    @DilipKumarRout-lz8gl Před 3 hodinami

    ଧନ୍ୟବାଦ ଭାଇ ମୁ ତମକୁ ବହୁତ ଭଲପାଏ କାହିକି ନା ତୁମେ ପ୍ରକୃତ ସତ୍ୟକୁ ଲୋକ ଲୋଚନକୁ ଆଣୁଛ | ତୁମ ୟୂଚୁବ୍ ଚ୍ୟାନେଲ୍ ମୁ ପ୍ରତ୍ୟେକ ଭିଡ଼ିଓ ଦେଖେ ଏଥିରେ ନିରପେକ୍ଷ ଏବଂ ସତ୍ ବାର୍ତା ପ୍ରଦାନ କରୁଛନ୍ତି।

  • @sankarsandas19790
    @sankarsandas19790 Před 2 měsíci +7

    ଓଡ଼ିଶାର କଳଙ୍କ, ମୂର୍ଖଟାର ବୃଦ୍ଧି ଖରାପ, ଚାଖୁଛି ବହୁ ଚାଖୁଛି, ଧନ୍ୟ ତୁମ ନାରିତ୍ବ, ସମୟ ଏମିତି ସରିଲାଣି

    • @Ansha157
      @Ansha157 Před 13 dny

      Thik katha kahicha
      Please subscribe 🙏🙏

  • @lalitmohanmishra3561
    @lalitmohanmishra3561 Před měsícem +4

    ଯିଏ ସବୁ କହୁଥିଲେ ଆମେ ରାଣୀ ଦିଦି,ରାଣୀ ପଣ୍ଡା ....କୁ ସପୋର୍ଟ କରୁଛୁ,ରାଣୀ ଆମ ଭଉଣୀ,ସାଙ୍ଗ,...ସେମାନେ ଏକଥା ଶୁଣି ଲଜ୍ଜିତ ହେଉଥିବେ ନିଶ୍ଚିନ୍ତ,
    ଏମାନେ ହେଉଛନ୍ତି ବେଶ୍ୟା ପ୍ରକୃତି ର ଝିଅ,ଏମାନଙ୍କୁ ଯେତେ ଭଲ ପାଇଲେ,କି ପ୍ରଶଂସା କଲେ ଏମାନଙ୍କ ଗୁଣ ପରିବର୍ତ୍ତନ ହେବନି,ଯିଏ ବାର ତୁଠରେ ପାଣି ପିଇଲାଣି ତାକୁ ଗୋଟିଏ ତୁଠ ପାଣି ଭଲ ଲାଗିବନି,
    ବିକ୍ରମ କଥା ଛାଡ଼ କୋଉ ରlଣ୍ଡୁଆ ବି ଏମିତି ବେଧେଇ କୁ ବାହା ହେଇ ଯମକୁ ନିମନ୍ତ୍ରଣ କରିବନି

  • @sarbeswarpradhan9774
    @sarbeswarpradhan9774 Před 2 měsíci +79

    କୁକୁର ଲଙ୍ଗୁଡ଼ କେବେ ସିଧା ହବନି😮😮 ଏରା ଯୋଉ ବେଧେଇ କି ସେଇ ବେଧେଇ ରହିବେ

  • @user-sw4ye2nh2b
    @user-sw4ye2nh2b Před měsícem +3

    Tumaku koti koti pranam bhai. Aaji santi lagila

  • @narayanpradhan1900
    @narayanpradhan1900 Před 2 měsíci +6

    Bhai tama katha ek dum 101% correct jesa ku tesa.
    Bhul ta sabu bele bhul,samastanka paain bhul sie kie bi hou.
    Emane sabu gote thaalira ainthaa.

  • @hovlog6238
    @hovlog6238 Před 2 měsíci +21

    ଆଜ୍ଞା ଆପଣଙ୍କୁ ମାନିବାକୁ ପଡ଼ିବ❤

  • @baradaprasannabhuyan4723
    @baradaprasannabhuyan4723 Před 2 měsíci +37

    ଆଜି ଠାରୁ ତା ନା ରାଣୀ ପଣ୍ଡା ନୁହେଁ ରlଣ୍ଡି ପଣ୍ଡା, ଏଟାକୁ ଆଉ ସମ୍ମାନ ନା ବାଳ ଦିଆଯିବ। ଏରାଙ୍କ ପ୍ରକୃତି କେବେ ବଦଳିବନି

    • @sunilpradhan1892
      @sunilpradhan1892 Před 2 měsíci

      ମୋ ବାଳ ନା ଆଉ କିଛି 😂😂😂😂

    • @baradaprasannabhuyan4723
      @baradaprasannabhuyan4723 Před 2 měsíci

      @@sunilpradhan1892 ବାଳ 🤣🤣🤣

    • @samirnaik5627
      @samirnaik5627 Před 2 měsíci

      ​@@sunilpradhan1892rani panda ro kete number ghoita kire tu😊😊 to support ru mahu baharuchhi😅😅😂

  • @nrbvlogs2382
    @nrbvlogs2382 Před 2 měsíci +5

    Right କହିଲ ଭାଇ

  • @rknkumar1874
    @rknkumar1874 Před 2 měsíci +14

    ତାଙ୍କ ମାନଙ୍କର କିଛି ହୋବା ନାହିଁ କାହିଁକି ନା ତୁ ଜଣେ ବେଧ ତ ଅଭିଶାପ ପଡ଼ିବ ନାହିଁ 😊 କେମିନ୍ତି କହୁଥିଲୁ ମୁ ଅନୁଭବ କୁ ବାହାହେବି ତାମାନେ ଜଣାପଡୁଚି ତର ନୁଆଁ ନୁଆଁ ବାଣ୍ଡ ପୁରେଇବା ରେ ଭାରି ଇଚ୍ଛା ରାଣି ପଡାର ଟିକେ ପାଗଳ ଦଶ ଅଛି ତମେ ଆଉ ପ୍ରେମ କରନୀ ସମାଜ୍ ଶେବା କରିଚାଲ

  • @kpallvideomasti5197
    @kpallvideomasti5197 Před 2 měsíci +5

    Bhai tame gote pilara ejat bancheai dela thanks good

  • @kalingasendha
    @kalingasendha Před 2 měsíci +2

    ଏ ଷଳାର ଯଉଁ ରେକର୍ଡ଼ କେହିବି ବାହା ହେବେ ନାହିଁ ରାଣୀ ପଣ୍ଡା ନିଜ ଲିମିଟ କ୍ରସ୍ କରୁଚି

  • @sriaurobindoashram7473
    @sriaurobindoashram7473 Před 2 měsíci +1

    କିଛି ହବନି । ଭଗବାନ ଅଛନ୍ତି । ରାଣୀ ପଣ୍ଡା କ'ଣ ଭଗବାନ ଅଭିଶାପ ଦେଉଛି ।

  • @Manini587
    @Manini587 Před 2 měsíci +19

    ହଁ kanaka news ରେ ବି କହୁଥିଲା କି ମୁ କାହାକୁ ଏ ପ୍ରଯନ୍ତ ମୁ କାହାକୁ ଭଲ ପାଏନି 😂

  • @proudtobeanindian2149
    @proudtobeanindian2149 Před 2 měsíci +3

    ଗୋଟିଏ ଗାଈର ଗୋବର କଣ କହୁଚ, ଗାଈର ଗୋବର ସହ ଭଗବାନ ସମାନ ନୁହେଁ ,ଏମାନଙ୍କୁ ତୁମେ ତୁଳନା କରୁଛ

  • @davesahoo
    @davesahoo Před 2 měsíci +2

    Bhai, One of your best videos. Nicely explained and proven

  • @tilucreations
    @tilucreations Před 2 měsíci +7

    You are right bro

  • @gobindanayak3215
    @gobindanayak3215 Před 2 měsíci +4

    ବାଃ ଦିଦି ବାଃ ତମକୁ ତ ମାନିବାକୁ ପଡ଼ିବ 😂😂😂 । ତମେ ଆଜି ପ୍ରମାଣ କରିଦେଲ ଯେ ତମେ ଜଣେ ଅଭିଜ୍ଞତା ଥିବା ପୁରୁଣା ଖେଳାଳି 😂😂।

  • @ajitdashvideo
    @ajitdashvideo Před 2 měsíci +6

    Pura thik.....katha

  • @lilibagh6059
    @lilibagh6059 Před 2 měsíci +31

    🙏 ଆପଣ ୦ିକ୍ କହି ଛନ୍ତି

  • @ReshmapP-zh7ik
    @ReshmapP-zh7ik Před 2 měsíci +13

    Anubhav anubhav hauthila rani. akhanda deepa jaichi Anubhav pai kahuthila.swami swami hauthila.gold ra jota pindheibi Anubhav ku kahuthila ae kichi dina tale.jadi bikram ku bhala pauthila...Anubhav Anubhav! ??🤔🤔🤔🤔🤔😶😶😶r

  • @ChandrakantaSenapati-dk6mt
    @ChandrakantaSenapati-dk6mt Před 2 měsíci +9

    ଠିକ କହିଛ ଭାଇ 🎉

  • @manojpatra4651
    @manojpatra4651 Před 2 měsíci +6

    Aage kahuthila se khusire rahu taa khusire mu khusi hele mind change😂😂😂

  • @santospanda4600
    @santospanda4600 Před 2 měsíci +4

    Bhai you r great..

  • @Kumarjit-vn6wg
    @Kumarjit-vn6wg Před 2 měsíci +3

    ଆରେ ଭାଇ,,,,, ସେ ରାଣ୍ଡି ପଣ୍ଡା ପ୍ରଥମେ ଓଡ଼ିଶାକୁ ୨୦୧୯ ମସିହାରେ ଆସିଲା, ତା'ହେଲେ ସେ ବିକ୍ରମ କୁ ଆଠବର୍ଷ ହେବ ଭଲ ପାଇଲା କେମିତି ?

  • @salisahoo123sahoo5
    @salisahoo123sahoo5 Před 2 měsíci +11

    Right katha kahicha bro

  • @Odiaclasic
    @Odiaclasic Před měsícem +3

    ଅପସଂସ୍କାରି ପରିବାର ରୁ

  • @user-pv9jt7iq8s
    @user-pv9jt7iq8s Před 2 měsíci +2

    ଠିକ୍ କୁ ଠିକ୍ କହୁଛ ଭାଇ ଅଭୂଜା ଲକ ହଁ କହିବ, ଯେତେ ବଡ଼ ସମାଜ ସେବା କଲେ ମଧ୍ୟ ଭୁଲ କୁ ଭୁଲ ଆଉ ଠିକ୍ କୁ ଠିକ୍ ମେଡି ଚାଲ ଭାଈ

  • @mamatanath3829
    @mamatanath3829 Před 2 měsíci +2

    ଛିଃ ଛିଃ ଏଭଳି ଝିଅ ଭଗବାନ କୌଣସି ମା,ବାପାକୁ ନ ଦିଅନତୁଂ. ବହୁତ ପାପ ଆଉ ଅଭିଶାପ ର ଫଳ ରୁ ଏମିତି ଝିଅ ମିଳେ .

  • @anantasoren8763
    @anantasoren8763 Před 2 měsíci +12

    ସତରେ sir
    ଜାଣି ଶୁଣି କେହି ପେଲେଇକୁ ଵାହାହବନି, ସେ ଯେତେ ରାଣ୍ଡୁଆ ହେଇଥାଉନା କାହିଁକି

  • @Abhirammallick-zb3ln
    @Abhirammallick-zb3ln Před 2 měsíci +9

    Som Bhai . Jay jagannath...pura right khata kahicha..i love u Bro

  • @srisaiagency1491
    @srisaiagency1491 Před 2 měsíci +2

    Mo bhai sabubela great

  • @ashishkumardas9870
    @ashishkumardas9870 Před 2 měsíci +2

    Bhai You are great,kete data collect karicha 😂😂😂

  • @subashbehera3845
    @subashbehera3845 Před 2 měsíci +19

    ଭାଈ ଜଣେ ଭଲ ସମାଜ ସେବି କେବେ କାହାର ଅମଙ୍ଗଳ ଚିନ୍ତା କରିବେନି କି କାହାର ଖରାପ ଚାହିଁବେନି ଏ ଭିଡ଼ିଓ ଦେଖିଲା ପରେ ସେ ସମାଜ ପାଈଁ ବହୁତୁ ଖରାପ କହିଛନ୍ତି ଜୟ ଜଗନ୍ନାଥ 🙏🏻

  • @shreegourang3787
    @shreegourang3787 Před 2 měsíci +1

    Nice vidio...

  • @AmanEntertainment7
    @AmanEntertainment7 Před 2 měsíci +3

    ଭାଇ ଏକଦମ ସତକଥା କହିଲେ 👍😮

  • @Swayamgaming785
    @Swayamgaming785 Před 2 měsíci +5

    Tame bhai aka aji sata kahila

  • @diamondmusic222
    @diamondmusic222 Před 2 měsíci +3

    Thik katha kahilo bhai

  • @ranjankumarnayak1211
    @ranjankumarnayak1211 Před 2 měsíci +23

    ସୋମ ବାବୁ ,ଏ ଦୁନିଆରେ ଅଦୃଶ୍ୟ ଶକ୍ତି ର ପ୍ରଭାବ ରହିଛି ।କିଏ ଭଲ,କିଏ କିଏ ଖରାପ ତାହା ଆମକୁ ଜଣା ନାହିଁ ।ଏଣୁ ବିକ୍ରମ ର ଭୁଲ ଥିଲେ ,ନିଶ୍ଚିତ ଭାବରେ ନାରୀ ଆଖିର ଲୁହ ର ଅଭିଶାପ ପଡିବ ।ରାବଣ ବଂଶ ଧ୍ୱଂସ ହେଲାପରି ,ଗାଡ଼ି ଧକ୍କା ରେ ବିକ୍ରମ ହିଁ ଚାଲିଯିବ । ନଚେତ ରାଣୀ ପଣ୍ଡା ତା'ର ମିଥ୍ୟା ର ଫଳ ନିଶ୍ଚିତ ପାଇବ ।ଆମେ ବାହାର ଲୋକ ,ଭଲ ମନ୍ଦ କିପରି ଜାଣିବା ? 💔

    • @OdiaHungama
      @OdiaHungama  Před 2 měsíci +4

      Jetiki clip social media re acchi.... Mu sei sabu clip ku nei ki kahuchi

    • @Kumarjit-vn6wg
      @Kumarjit-vn6wg Před 2 měsíci

      ରାଣ୍ଡି ରାଣୀ ପଣ୍ଡା ମିଛ କହୁଛି ବୋଲି ସଫା ସଫା ଜଣା ପଡୁଛି ! ତୁମେ ତା'ର ସମସ୍ତ ବାଇଟ ଦେଖ ତା'ପରେ ଜାଣି ପାରିବ !

    • @ranjankumarnayak1211
      @ranjankumarnayak1211 Před 2 měsíci

      @@OdiaHungama 💐🙏

  • @silisili5649
    @silisili5649 Před 2 měsíci +2

    Great vai

  • @pintudora6056
    @pintudora6056 Před 3 dny

    Bhai i❤u ,your talking style

  • @PSPattanayak
    @PSPattanayak Před 2 měsíci +2

    Vai bahut bahut dhanyawad sata Katha kahuthibaru...Anya kehi Roasters sata kahibaku sahas rakhu nahanti...only tame au Aroop das..di jana sata kahuchanti..🙏🙏

  • @karunakarasaradia910
    @karunakarasaradia910 Před 2 měsíci +2

    ରାନି
    ରାନୀ ମରେଇ ହେଲା ଫୂଲ ତ ଚରିତ୍ରହୀନତା

  • @sagarsahu7849
    @sagarsahu7849 Před 2 měsíci +1

    Som bhai tumara real news analysis tumaku bahut agaku neijiba.... Truth is always triumph....

    • @OdiaHungama
      @OdiaHungama  Před 2 měsíci

      Bahoot bahoot dhanyabaad bhai... 🙏

  • @prakashpanda-811
    @prakashpanda-811 Před 2 měsíci +5

    Som bhai very intelligent police officer

    • @OdiaHungama
      @OdiaHungama  Před 2 měsíci

      Police nuhen..... CID... 😂😂

  • @chitaranjandas1433
    @chitaranjandas1433 Před 2 měsíci +1

    Thik Katha kahila bhai ..

  • @sagarikamajhi2061
    @sagarikamajhi2061 Před 2 měsíci +2

    Ur great sir 🙏

  • @ManojKumar-fi8jp
    @ManojKumar-fi8jp Před 2 měsíci +1

    You're so right thanks

  • @user-yw9xt6tq5h
    @user-yw9xt6tq5h Před 2 měsíci +5

    Sata Katha Bhai rite kahucha

  • @ajeducation1868
    @ajeducation1868 Před 2 měsíci +3

    NICE...BRO.... GOOD....JOB...

  • @punammohanty4327
    @punammohanty4327 Před 2 měsíci +4

    Ate dina pare sata katha te samna ku anile

  • @rahulrashmikant6145
    @rahulrashmikant6145 Před 2 měsíci +2

    Very good❤

  • @NIHARFINANCIALbusinessservices
    @NIHARFINANCIALbusinessservices Před 2 měsíci +3

    Love you brother 🙏🙏🙏😘😘😘

  • @kedarkumar2523
    @kedarkumar2523 Před 2 měsíci +2

    Bhai tame hele great

  • @sailantpatmajhi7199
    @sailantpatmajhi7199 Před 7 dny

    Thanks bhai for information

  • @jyotsnanityacreation2424
    @jyotsnanityacreation2424 Před 2 měsíci +9

    Big fan 🎉

  • @user-ne2kd4tf1m
    @user-ne2kd4tf1m Před 2 měsíci +1

    Thik kotha brother

  • @manasgiricreation7371
    @manasgiricreation7371 Před 2 měsíci +13

    ରାଗରେ kn ସବୁ କହି ଦେଇଛନ୍ତି ସେଗୁଡା ଧରନ୍ତିନି

    • @OdiaHungama
      @OdiaHungama  Před 2 měsíci +4

      Ta boli kana chhua ku sodibe?

    • @PSPattanayak
      @PSPattanayak Před 2 měsíci

      ​@@OdiaHungama Vai ahuri video ana au sata samna ku ana...e Vasa gali dei kete society ku kharap karuchi... Anya roaster nka Vali micha sath kebe debani🙏

  • @rohanoooo
    @rohanoooo Před měsícem

    ବହୁତ ସୁନ୍ଦର ଧେଖାଉଛ ଭିଡିଓ ରେ ସୁନ୍ଦର 🎉🎉🎉🎉

  • @MousumiDas-wk6hk
    @MousumiDas-wk6hk Před 2 měsíci +3

    Pura perfect katha kahichanti Apana

  • @ramdayalmarandi5025
    @ramdayalmarandi5025 Před 2 dny

    Nice video

  • @Mr_mahesh4337
    @Mr_mahesh4337 Před 2 měsíci +2

    Satare bhai tama video mate bahut vl lage...

  • @sukantinahak3821
    @sukantinahak3821 Před 2 měsíci

    Thanks vai

  • @sudhirbehera787
    @sudhirbehera787 Před 2 měsíci +1

    Very good thanku

  • @user-hb2lx3hu8f
    @user-hb2lx3hu8f Před 2 měsíci +1

    Bhai apan bohut sundar katha kahuchanti....super mind

  • @bijoyalaxmipadhi2048
    @bijoyalaxmipadhi2048 Před 4 dny

    Ekk dum right sir

  • @user-ry7qd9zl8i
    @user-ry7qd9zl8i Před 2 měsíci +1

    Right Bhai 😂😂

  • @signage373
    @signage373 Před 2 měsíci +1

    ରାଣୀ କୁ ଭାଷା ନାଇଁ କହିବାକୁ

  • @karunakarabehera1286
    @karunakarabehera1286 Před 12 dny

    Fantastic discussion

  • @kalingasethi3102
    @kalingasethi3102 Před 2 měsíci +1

    ଭାଇରେ ଆଜି ତା ପୋଲ ଖୋଲି ଦେଲେ ,ଧନ୍ୟବାଦ୍ ,ମୁ ତାକୁ ପ୍ରଥମରୁ ବିରୋଧ କରୁଛି।ଯୋଉ ଗଜପତି ବାଳ ପତି ସେ କୁଆଡେ ରାଣୀ ପଣ୍ଡା କୁ ମୁଣ୍ଡରେ ବସେଇଛି।

  • @mrp1441
    @mrp1441 Před 2 měsíci +2

    ଏ ରାଣ୍ଡୀ କୁ ଜେଲ୍ ରେ ପୁରେଇବା କଥା

  • @Healthandwealth600FullMoon
    @Healthandwealth600FullMoon Před 2 měsíci +1

    Great bhai....truth samna ku ani baku...
    Bhusidgiya gajapati ku ehi video pathei diya..bahoot support karu chhe...sala sabu charcterless.....

  • @manoranabehera-nq1ld
    @manoranabehera-nq1ld Před 2 měsíci +8

    Thick katha kahuchanti Bhai sabu Badmas ❤❤❤

  • @kunabarad531
    @kunabarad531 Před 2 měsíci +1

    Kya baat hai

  • @sontoshdash581
    @sontoshdash581 Před 2 měsíci +1

    Rani ଦିଦି ମୁଣ୍ଡ ଖରାପ୍ ହେଇଯାଇଛି 😢

  • @jibanjyotiparida892
    @jibanjyotiparida892 Před 2 měsíci +1

    Bhai thik katha

  • @susanta659
    @susanta659 Před 2 měsíci +1

    Bhai tomo video pura original heart ku toch kala

  • @kanhuCharn-ho8pc
    @kanhuCharn-ho8pc Před 2 měsíci

    You are right bro....

  • @aranyakamalmohapatra5314
    @aranyakamalmohapatra5314 Před 2 měsíci +1

    Rani panda, Love ku lightly nei thila, Bikrama ra bahaghara katha suni full react hei galaa..💔

  • @munanayak8749
    @munanayak8749 Před 22 dny

    Thank you bro

  • @dibya63
    @dibya63 Před 2 měsíci +3

    😄😄😄😄😄100% right

  • @S.K.M-JhumarExpress
    @S.K.M-JhumarExpress Před 2 měsíci +2

    Odia hungama is great ❤❤❤

  • @AbhiBisoyi-vj5co
    @AbhiBisoyi-vj5co Před 2 měsíci

    Bhai Tama vedeo bahuta bhala laguchhi madi chala

  • @BikasMalik-eg4hs
    @BikasMalik-eg4hs Před 2 měsíci

    ଆରେ ମୁ ଭାବିଲି ରାନୀ ଗରିବ ଲୋକଙ୍କୁ ସାହାଯ୍ୟ କରୁଛି ଗୋଟେ ଭଲ କାମ କରୁଛି ହେଲେ ଏଇଟା ଗୋଟେ ରାକ୍ଷସୀ ଅସିରୁନି ଗୋଟେ ସନ୍ତାନ ଦୁନିଆକୁ ଆସିନି ତାକୁ ଅଭିଶାପ ଛି ଛି ଛି ଛି ଏଇଟାକୁ ଓଡିଶାରୁ ତଡିଦିଅ 👊👊

  • @bhagabansadangi1996
    @bhagabansadangi1996 Před 2 měsíci +3

    Yara kichhi kama nahin khali controversy re sabubele rahuchhi. Khali social media agare acting. Khali eku publicity darkar. Nija guna jogu nije fasuchhi. Eku jie marriage kariba taara bela kharap sabubele ghare jhagada heba.