ଜଗନ୍ନାଥ ଭଜନ କୁ ପରିହାସ କଲା ପରେ ବି, କ୍ଷମା ମାଗିବାକୁ ନାରାଜ ହ୍ୟୁମାନ ସାଗର

Sdílet
Vložit
  • čas přidán 9. 07. 2024
  • ଜଗନ୍ନାଥ ଭଜନ କୁ ପରିହାସ କଲା ପରେ ବି, କ୍ଷମା ମାଗିବାକୁ ନାରାଜ ହ୍ୟୁମାନ ସାଗର ..
    ‪@OdishaBhaskar1‬
    ‪@PratidinTVodisha‬
    ‪@OdishaPrabhab‬
    ‪@KanakNewsDigital‬
    ‪@ArgusNews_in‬
  • Věda a technologie

Komentáře • 380

  • @user-sp4fp3kh7n
    @user-sp4fp3kh7n Před 20 dny +32

    ଖ୍ରୀଷ୍ଟିଆନ ଲୋକ ବୋଲି ବିରୋଧ କରାଯାଉଛି

    • @ShuvamDasMangaraj
      @ShuvamDasMangaraj Před 19 dny +3

      Dharma Jaha Bi Hau, Jane Kalakar Hisab Re Sabu Prakar Gita Gaiba Darkar. Kintu Human Sagar Jagata Ra Natha Shree Jagannath Nka Bhajan Gaiba Pai Mana Kare. Mu Nije Contact Karithili Gote Shree Jagannath Nka Bhajan Gaiba Pai, Se Mana Kala. Ebhali Artist Ku Ban Kariba Darkar

    • @kilogram382
      @kilogram382 Před 18 dny +2

      Right

  • @user-xc9tj8rd5w
    @user-xc9tj8rd5w Před 20 dny +72

    ଭାଇ ପପୁ ପମ ପମ ଯେଉ ଓଡ଼ିଆ ଭଜନ କୁ କଦର୍ଯ୍ୟ କରି ଗାଇଛି ସେ କଥା ତ କହିଲନି |

    • @nakulnaik1423
      @nakulnaik1423 Před 20 dny +8

      ପପୁ ପମ ପମ କୁ ବି କିଳା ଦେଲା ପରେ କ୍ଷମା ମାଗିଥିଲା ଜାଣିନ କି ଭାଇ

    • @user-vn9ks2st5c
      @user-vn9ks2st5c Před 20 dny +4

      Cuttickea kale Lila sambalpuria kale kila aea

    • @laxmifabrics6586
      @laxmifabrics6586 Před 19 dny +1

      ​@@nakulnaik1423papu pam pam bhul magini ki sei gitare kehi b kichhi kahinahanti jauta bhul magithila seita puri re kharap bhasa re kahithila tame bala kichhi janina

    • @ArmyLover-jw7vp
      @ArmyLover-jw7vp Před 18 dny +1

      Katkie sale ku mad darkar karuche💪💪💪💪

    • @mpk6852
      @mpk6852 Před 16 dny +1

      ତାଙ୍କ ପାଟିରେ ବୁଢ଼ା ବେଙ୍ଗ ଟେ ପଶିଛି 😂😂😂

  • @Vijaya070
    @Vijaya070 Před 20 dny +17

    ଖଟ ନ ମିଳିଲେ ନାହିଁ। ଏ ଗୀତ କେବେ ଶୁଣିଛ ନା ନାହିଁ। ନହେଲେ ଆମେ ଶୁନେଇ ଦେବୁ। ଜଣକର କ୍ୟାରିଅର ନଷ୍ଟ କରନି।

  • @pareshkumarbehera1483
    @pareshkumarbehera1483 Před 20 dny +11

    ଜୟ ଶ୍ରୀଜଗନ୍ନାଥ*🙏

  • @balliarsinghdeepak5401
    @balliarsinghdeepak5401 Před 6 dny +1

    ଜଗନ୍ନାଥ କଣ ତ ବାପାର ପୁଅ କି ରେ ଭାଇ।
    ସେ ପରା ବିଶ୍ଵର ଭଗବାନ ବୋଲି ମାନନ୍ତି।
    ତମେ କିଏ ହ ଭାଇ।

  • @Kalahandiavlogger
    @Kalahandiavlogger Před 20 dny +8

    ପପୁ ପମ ପମ ଆଉ ଚତୁର୍ଚଂପତି ସେ ଦୁଇ ଜଣଙ୍କ ର କଣ ଭୁଲ ଦେଖା ଯାଉନି କି ସେ ଦୁଇ ଜଣ ଜଗନ୍ନାଥ ଙ୍କ ଭଜନ କୁ ବି ଖରାପ ରେ ଗାଇଛନ୍ତି ଭାଇ

    • @mks5547
      @mks5547 Před 20 dny

      ସେ କାଳୀ ମାଡ଼ ହେଇଚି ଭୂଲ୍ ମାଗିଛନ୍ତି human Cristian ସିଙ୍ଗର ହିନ୍ଦୁ ଧର୍ମ କେ ଘୋର ଅପମାନ କରିଛେ ଜୟ ଶ୍ରୀ ରାମ

  • @Knewsodia46
    @Knewsodia46 Před 20 dny +28

    ଭାଈ କହିବାକୁ ଖରାପ୍ ଲାଗୁଚି ଯେତେ ବେଳେ ଗୋଟେ ଗୀତ ବାହାରିଥିଲା _ଲୋ ଘୋଡା ଗେହୀ ଖଟ ନମିଳିଲେ ପଛେ ନାଇ ସେତେ ବେଳେ କାଇଁ କିଏ କିଛି କହିଲେନି ତ

    • @pabitravideovision3586
      @pabitravideovision3586 Před 20 dny +2

      Right

    • @prabhatachandradash9514
      @prabhatachandradash9514 Před 17 dny +1

      ଭାଇ ସୋସିଆଲ ମିଡ଼ିଆ ରେ ଟିକେ ସା ଲିନତା ରଖ

    • @christiansonglyrics3196
      @christiansonglyrics3196 Před 16 dny

      Original sanga ochi bhai ​@@prabhatachandradash9514

    • @bhaskardadajokes6127
      @bhaskardadajokes6127 Před 16 dny

      ଠିକ କହିଛ ଭାଇ ଏ ମାନକ ଆଖି କୁ ଦିଶୁ ନାହିଁ ​@@prabhatachandradash9514

    • @mukundadigal4861
      @mukundadigal4861 Před 14 dny

      ଏମାନେ ଅନ୍ଧ ଭକ୍ତ ଭାଇ ଏମାନେ ସଂଗୀତ କଣ ଜାଣନ୍ତିନାହିଁ

  • @GSMUSICOFFICIAL316
    @GSMUSICOFFICIAL316 Před 20 dny +5

    ରଥ ଉପରେ ବସିକି ଯାହାକୁ ପ୍ରଭୁ ବୋଲି କହୁଚ ତାଙ୍କ ଆଗରେ ଵିଆ ବାଣ୍ଡ ପଲେଇ ଶବ୍ଦ ବାହାର କରିବ ଦନ୍ୟ ତମେ ହିନ୍ଦୁ ଧନ୍ୟ ତମ ପୂଜା ସହ ସହ ମା ଭଉଣୀ ଆଗରେ ଏପରି ମନ୍ଦ ଭାଷା ତମେ ରୋଷ୍ଟ କରୁଚ ହ୍ୟୁମାନ ଭାଇ ସେଇ ଭଜନ ଗାଇନୀ ଗାଇଛି ରୁକୁ ଭାଇ ରୁକୁ ଭାଇର ନା ନନେଇ ତମେ ବେସୀ ହୁମାନସାଗର ନା ଅଧିକ ନେଉଚ୍ଚ

    • @manishrout9252
      @manishrout9252 Před 17 dny

      Tama father mananku kuha aga nun nka Saha charitraban byabahara karibe…..ta pare gyan Deba bhai

  • @saisomentertainment2762
    @saisomentertainment2762 Před 20 dny +7

    Jay Jagannath

  • @ranjitking9314
    @ranjitking9314 Před 15 dny +1

    ଜୟ କୋଶଳ

  • @durjyakhara5940
    @durjyakhara5940 Před 14 dny +2

    Human Sagar it is best singer odia industry

  • @Rajlaxmi591
    @Rajlaxmi591 Před 20 dny +4

    ୟେ ସୋରରେ।। ବି ଗୀତ ଅଛି।। ଲୋ ଘୋଡା ଗେହି ଚାଲିଆ ଠିଆ ଦେମି ଗେହି ଲୋ ଘୋଡା ଗିହି
    🇮🇳🇮🇳ୟେ ଗୀତ କିଏ କିଏ ଶୁଣିଛନ୍ତି କୁହ 👍👍👍👍

    • @balsinghkata9649
      @balsinghkata9649 Před 20 dny

      Right kintu samaste nijaku bhal boli kahibeni kehi mu suni6i boli nahele samaste jani chhanti

    • @prabhatachandradash9514
      @prabhatachandradash9514 Před 17 dny

      😢 ଆରେ ଭାଇ ଟିକେ ତ ସାଳିନତା ତ ରଖ।

  • @bindashboymanoj5259
    @bindashboymanoj5259 Před 20 dny +4

    Jai jagannath🙏🙏🙏

  • @Satya91
    @Satya91 Před 20 dny +2

    ହ୍ଵୁମାନ ସାଗର ଙ୍କର କିଛି ଦୋଷ ନାହିଁ, ଏମାନଙ୍କ ର ଇର୍ଷା

  • @kunjabbabuofficial8412

    ବହୁତ୍ ବଢିଆ ଭାଇ

  • @GOURAHARIMOHANTA-db5zz
    @GOURAHARIMOHANTA-db5zz Před 20 dny +3

    ଧର୍ମ କଥା କୋଉଠୁ ଆସିଲା

  • @Artist123khamaribabu
    @Artist123khamaribabu Před 20 dny +6

    ସମସ୍ତେ ମଦ ପିଇଛନ୍ତି କି ଏ ଗୀତ ରେ ଖରାପ ଶବ୍ଦ ବ୍ଯବହାର ହି କରିନାହାନ୍ତି ଖାଲି ସବୁେବେଳ ରାଜନୀତି ସବୁ ଜିନିଷ କୁ ରାଜନିତି କୁ ନେବାର କଥା ନୁହେଁ ଆହେ ଦୟା ମୟ ବିଶ୍ୱ ବିହାରି ମୋତେ କଲ କାହିଁ ଏତେ ସୁନ୍ଦରି ଏହା ବୋଧେ ସାଂସ୍କୃତିକ ଗୀତ ଆପଣ ହି କୁହନ୍ତୁ

    • @rmediaodisha8589
      @rmediaodisha8589 Před 20 dny +3

      Ruck star ruku suna😂and human sagar Paschim odisha loka bali purba odisha ra loka birod karuchhanti

    • @user-wt2zg9wl1i
      @user-wt2zg9wl1i Před 20 dny

      Kou balaku video viral kruthile

    • @balsinghkata9649
      @balsinghkata9649 Před 20 dny

      ଯେଉଁ ଗୀତ ପାଇଁ ଏତେ ରାଜନୀତି ହେଉଛି ତାର 100 ପ୍ରତିଶତ ଅଶ୍ଳୀଳ ଗୀତ ୟୁଟ୍ୟୁବରେ ଅଛି।

    • @Artist123khamaribabu
      @Artist123khamaribabu Před 19 dny +1

      @@balsinghkata9649 right bhai

  • @JyotirmayaOfficial
    @JyotirmayaOfficial Před 20 dny +4

    Happy Ratha Yatra

  • @user-hu2oh4gr8m
    @user-hu2oh4gr8m Před 19 dny

    ବହୁତ ବଡ଼ିଆ କଇଲ

  • @itisrirout139
    @itisrirout139 Před 20 dny +2

    Right

  • @pabitramohangayan1482
    @pabitramohangayan1482 Před 20 dny +1

    ହ୍ୟୁମାନ ସାଗର ରକ୍ଷା ପାଇ ଯାଉଛି କାରଣ ସେ ହିନ୍ଦୁ ଧର୍ମକୁ ଥଟ୍ଟା ପରିହାସ କରୁଛି। କାରଣ ଆମେ ମାନେ କ୍ଷମାଶୀଳ। ତା'ର ଯଦି ସାହାସ ଅଛି ସେ ଶଳା ଥରେ ମାତ୍ର ମହାପୁରୁଷ ମହମ୍ମଦ ଙ୍କ ବିଷୟରେ ଥରେ ମାତ୍ର କହୁ। ତା'ର ଅସ୍ତିତ୍ବ ରହିବନି। ଏପରି ପଇସା ଲୋଭରେ ଧର୍ମ ପରିବର୍ତନ କରୁଥିବା ଲୋଖଟା ଠାରୁ ଆଉ କ'ଣ ବା ଆଶା କରିବେ?

  • @anjananayak3971
    @anjananayak3971 Před 20 dny +1

    You are Right

  • @jacobbisoi06
    @jacobbisoi06 Před 20 dny +1

    ହ୍ୟୁମାନ ସାଗର ର ତିକେବି ଭୁଲ ନାହିଁ ଆପଣ ତର୍ଜମା କରନ୍ତୁ ତାପରେ କହିବେ

  • @Sudhakarmudhuli
    @Sudhakarmudhuli Před 20 dny +2

    You are Always Right...We Fully Support you Soma Bhaina..... Never Fear....💯💯💯✔️✔️✔️❤️❤️❤️

  • @rajatkumar6604
    @rajatkumar6604 Před 20 dny +1

    Brother's last one was epic 👍👍

  • @prabhatachandradash9514
    @prabhatachandradash9514 Před 17 dny +1

    ରୁଙ୍କୁ ସୁନା ଓ ହ୍ୟୁମାନ ସାଗର ଏମାନେ, ଶ୍ରୀଚରଣ, ରବୀନ୍ଦ୍ର ମହାପାତ୍ର, ମାନସୀ ପାତ୍ର ଙ୍କ ଠାରୁ କିଛି ଶିଖିବା ଦରକାର

  • @gyanendramohapatrs5841
    @gyanendramohapatrs5841 Před 20 dny +37

    କିଛି ନାହିଁ ଏଇଟା ଭଜନ ନ ଥିଲେ ଏଇଟା ଗୋଟେ ସମ୍ବଲପୁରୀ ଗୀତ ଥିଲା

  • @sonuchandan9028
    @sonuchandan9028 Před 20 dny +3

    Right kahuchhanti vai

  • @user-rn7dq8uc2p
    @user-rn7dq8uc2p Před 19 dny +2

    ଏ କଟକିଏ ତମେ କାଣା ଜାନିଛ ଆମର ସମ୍ବଲପୁରି ଗାନା

  • @dilipgomango7142
    @dilipgomango7142 Před 20 dny +1

    ଠିକ୍ କଥା....

  • @sasmitamallick9299
    @sasmitamallick9299 Před 20 dny +1

    U r right bhai

  • @Kingoftheuniverse99
    @Kingoftheuniverse99 Před 20 dny

    full support kara bhai nku jai jagannath

  • @user-hb2lx3hu8f
    @user-hb2lx3hu8f Před 18 dny

    Bhai apan great

  • @situofficalfunnychennal
    @situofficalfunnychennal Před 20 dny +1

    Jay koshal

  • @SmilingBeachHammock-fi1zv

    Thik bhai

  • @user-js6yg7hq7l
    @user-js6yg7hq7l Před 20 dny +12

    ସଲାମ ଭୁବନେଶ୍ବର ଫିଲ୍ମ କଥା କୁହ ତମେ ଯାହା କହିଲ ଏବେ ସାହୁ ଜି ଆଉ ଫିଲ୍ମ ପ୍ରୋଜଯକ୍ ତମକୁ ଗାଳି କରିଲେ ତା ବିଷୟରେ କଣ କୁହ

  • @utkalcreativeworld971
    @utkalcreativeworld971 Před 20 dny

    Ri8 Bhai 🙏

  • @JadduCreation726
    @JadduCreation726 Před 16 dny +1

    ଜଦି ରୁକୁ ସୁନା ଓ ହ୍ୟୁମାନ ସାଗର ଜଗନ୍ନାଥ ସଂସ୍କୃତି କୁ ଆଘାତ ଦେଇଛନ୍ତି ତାହେଲେ ପପୁ ପମପମ୍, ଜୁନିଅର ପପୁ, ଲୁବୁନ୍ ଟୁବୁଁନ୍,କୁନା ତ୍ରପାଠୀ ଓ ତୁଳସୀ ଗଣନାଟ୍ୟ ର singer ଆଉ ଯଉ ମ୍ୟୁଜିକ ଡାଇରେକ୍ଟର ଓ lyrics jie ଲେଖିଛନ୍ତି ଏମାନେ କଣ ଜଗନ୍ନାଥ ସଂସ୍କୃତି କୁ ସମ୍ମାନ ଦେଇଛନ୍ତି? Please replay

  • @piyushrajkumar15
    @piyushrajkumar15 Před 14 dny

    ମାଡ଼ ହେବା ଦରକାର ନଚେତ ଏ ହ୍ୟୁମାନ ସାଗର କୁ ସମ୍ପୂର୍ଣ ବାସନ୍ଦ କରାଯାଉ

    • @alinnayak6578
      @alinnayak6578 Před 13 dny

      😂😂ଖଟ ନ ମିଳିଲେ ନାହିଁ ଗୀତ ତୁମ ଘରେ ଶୁଣିବ ତ ତାପରେ ମାଡ ମାରିବ

  • @santoshsuna1983
    @santoshsuna1983 Před 20 dny

    Ek dum right bhaina🙏♥️👍🌹👑🎈💐🎂💯💯

  • @kilogram382
    @kilogram382 Před 20 dny +83

    ହୁମନ୍ ଭାଇ ଜଗନ୍ନାଥ ଭଜନ ଗୀତକୁ ପରିହାସ କରିନାହାନ୍ତି, ରୁକୁ ଭାଇ କମେଡି କରି ଗୀତ ଗାଇବାରୁ ଜୋର୍ ରେ ହସି ଦେଇ ମଜା କରୁଥିଲେ। ଏଇଥିରେ କିଛି ପରିହାସ ନୁହଁ କି ଅପମାନ ନୁହଁ।

    • @user-hx9it2fq3b
      @user-hx9it2fq3b Před 20 dny +8

      Kahi ki comady kariba ama bhajanaku nai. Bhajana kana comady ra bisaya
      Tuma kana comment karuch.daya laguchi hindu au odia jati upara

    • @kilogram382
      @kilogram382 Před 20 dny

      @@user-hx9it2fq3b ରୀକୁ ଭାଇ ର body languae ଆଉ expression ଦେଖିଲେ ତ ଲାଗୁଛି କମେଡି।

    • @m.d6954
      @m.d6954 Před 20 dny +4

      Kemiti parihas helani ? Bhajan taku Jane bikruta Kari gauchi au Jane taku mana na kariki jore hasuchi, di jana jaka dosi hele

    • @topperexam1826
      @topperexam1826 Před 20 dny +2

      Human bhul magu

    • @ajitkumarsamal7202
      @ajitkumarsamal7202 Před 20 dny

      Se loka ra sath deba mane bhi crime. Action nihati darkar tanka against re

  • @ganeswarbehera-fj6yu
    @ganeswarbehera-fj6yu Před 20 dny

    ଧନ୍ୟବାଦ ଭାଇ ।

  • @gourangasahu-sy1jk
    @gourangasahu-sy1jk Před 20 dny

    Super news Bhai 😁😁😁

  • @Allvideoeverything
    @Allvideoeverything Před 19 dny

    ହେ ପ୍ରଭୁ କଣ ହଉଚି ଏସବୁ 😮

  • @abhijeetsahu8449
    @abhijeetsahu8449 Před 20 dny +1

    Good decision

  • @sushilchakisushil557
    @sushilchakisushil557 Před 20 dny +4

    ଭାଇ ତୋମ ବିଷୟରେ ଲୋକେ ୟାଡୁ ସିଆଡୁ ଗପୁଚନ୍ତି ପୂର୍ବ video ପାଈଁ ତା ଉପରେ ଗୋଟେ କାଉଣ୍ଟର attack ହୋଉ ❤

  • @emfstudypoint4612
    @emfstudypoint4612 Před 20 dny +2

    Namaskar

  • @subasjena1252
    @subasjena1252 Před 20 dny

    Right 👍👍👍

  • @achyutapadhan8295
    @achyutapadhan8295 Před 20 dny +1

    Thank

  • @anilshyanti56
    @anilshyanti56 Před 20 dny

    Right bhai

  • @bindashboymanoj5259
    @bindashboymanoj5259 Před 20 dny +2

    Hi som bhai

  • @user-rn7dq8uc2p
    @user-rn7dq8uc2p Před 19 dny +3

    ଜ‌ଏ କୋଶଳ 🚩

  • @kalyani817
    @kalyani817 Před 20 dny

    👍🏻👍🏻

  • @jitusahucomedy9599
    @jitusahucomedy9599 Před 20 dny +6

    ପପୁ ପମପମ୍ ର ଲୋ ପୋଡ଼ା ମୁହି ଗୀତ ଦେଖ

  • @gopabandhuhans3955
    @gopabandhuhans3955 Před 20 dny +3

    ପପୁ ପମ୍ ପମ୍ ବି ସେମିତି ଗୀତ ଟେ ଗାଇଥିଲେ ସେ ବିଷୟରେ ରେ କିଛି କୁହ

  • @smaraksatapathy6344
    @smaraksatapathy6344 Před 20 dny

    Best Odisha mukhymantri Naveen Patnak

  • @adityamelodynight0812
    @adityamelodynight0812 Před 20 dny +25

    ମୋବାଣ୍ଡମାନ୍ ସାଗର

    • @gaurisahoo6007
      @gaurisahoo6007 Před 20 dny +3

      E te bhala singar ku kharap kahuchhu

    • @user-vk2jg6lq2y
      @user-vk2jg6lq2y Před 18 dny +1

      ତୋ ମାକୁ ବେଶି ଚାପିକି ଗେହିଲା କି..ମାଗୀହା ତୋ ଭଉଣିକୁ ଗେହିବି ମାଗିହା

    • @sanjeevpradhan849
      @sanjeevpradhan849 Před 15 dny +1

      Tu kie be magya

    • @adityamelodynight0812
      @adityamelodynight0812 Před 15 dny

      To bopa

  • @rajendratandi
    @rajendratandi Před 14 dny

    ଯାହାର ଇଛା ଯେମିତି ସିଏ ସେହି ଗୀତ gaeba

  • @mukundadigal4861
    @mukundadigal4861 Před 14 dny

    ଆରେ ଅନ୍ଧ ଭକ୍ତ ଆଦୁନିକ ଗୀତରେ କାହିଁକି ଭଜନ କରାଯାଉଛି ବେଶି ଆଦୁନିକ ଗୀତରେ ବଲବମ ଗୀତ ହେଉଛି କାହିଁକି ଅନ୍ଧ ଦଳ ନା......... ଦଳ ଏତିରେ ଭୁଲ ରୁକୁ ସୁନା କିମ୍ବା ହ୍ୟୁମାନ ସାଗର କିଛି ଭୁଲ ନାହିଁ ତୁମେ ଗବର କିଆ ଭକ୍ତ ଙ୍କ କେତେ କ ବୁଦ୍ଧି ସଂଗୀତ ରାଗ ରେ ତିଆରି ଗାଟିଏ ରାଗରେ ଗାଟିଏ ସୁରରେ ଅନେକ ଗୀତ ହେଈ ପାରିବ ତୁମେ କଣ ବିରୋଧ କରୁଚ କଙ୍କଡା ଜାତି ଅନ୍ଧ ଭକ୍ତ

  • @myvideo7274
    @myvideo7274 Před 20 dny

    ଗାଇବ ନିହାତି

  • @ashokkumartandi4479
    @ashokkumartandi4479 Před 16 dny

    ସାରେ ଆପଣ କଂ ଭିଡିଓ ବହୁତ୍ ଦେଖେ ଭଲ ଲାଗେ କିନ୍ତୁ ଏଭିଡିଓ ରେ ଆପଣ କଂ ମତ ରେ ମୁ ସହମତ ନୁହଁ କାରଣ ରୁକୁ ସୁନା ଓଡିଆ ଭଜନ କୁ କଦର୍ୟ୍ଯ କରି ନାହାନ୍ତି ସେ କେବଳ ସେ ସ୍ବରରେ ଗିତ ବୋଲିଲେ ଯେମିତି କି କାଓଡିଆ ମାନକଂ ଭଜନ ଆଧୁନିକ ଗିତ ଓ ସମ୍ବଲପୁରି ଗିତ ସ୍ବରରେ ବୋଲା ହୁଏ ଆପଣ ହ୍ରୁଦୟ ରେ ହାତ ରଖି ବିଚାର କରିବେ ।

  • @dayaanddaya1920
    @dayaanddaya1920 Před 10 dny

    ପପୁ ପମ୍ ପମ୍ କେତେ ନମ୍ବରରେ ରହିବେ ?

  • @asabraaj7520
    @asabraaj7520 Před 13 dny

    ଏ ଜଗନ୍ନାଥ କୁ କିଏ ଆଉ ଛାଡ଼ିଛି କି 😄😄😄😄

  • @user-wr5vg7jx3e
    @user-wr5vg7jx3e Před 14 dny

    ହିନ୍ଦୁ ମାନଙ୍କର ଶିକ୍ଷା ଏହା, ଛି କି ଲଜ୍ୟା

  • @JyostnaraniRout-xc3cr
    @JyostnaraniRout-xc3cr Před 17 dny

    Hasiba Kan manaa hasila ta Kan asubidha hela

  • @binodbiharitarei3634
    @binodbiharitarei3634 Před 10 dny

    Bhai dharmendra sir nka bhasana bisayare kahileni

  • @Babubhaipatra
    @Babubhaipatra Před 20 dny +7

    ପପୁ ପମ ପମ କୁ ବି expose କର ଭାଇ..
    ସେ ବି ବହୁତ ଖରାପ ଖରାପ ଗୀତ ଗାଈ ଛନ୍ତି....

  • @prayashkumbhar6435
    @prayashkumbhar6435 Před 15 dny

    Amaku amar ra koshal darkar odisha darkar nahi

  • @sasmitapadhi-nw6jg
    @sasmitapadhi-nw6jg Před 17 dny

    Thick katha.kristan mane hi human ku soppurt kribe.taku gala dhaka mariki kada

  • @satyabanmj7460
    @satyabanmj7460 Před 20 dny +1

    Sabu nija nija faida pain option AAU kichhi na thila vdo trp badhei baaku

  • @satyabanmj7460
    @satyabanmj7460 Před 20 dny +1

    Se vdo full mu dekhichi ebe jau vdo viral hauche seta gote sort clip but jagannathanku apaman ra katha ta nahi ta dhire gote sambalpuri hit gita ku dukhishyam tripathi kemiti gae be boli gute mimicry kari ki gauthile but sabu loka nijara trp badhei Baku pachhare padi chhanti 😅😅 balangiria babu❤

  • @gaurisahoo6007
    @gaurisahoo6007 Před 20 dny +1

    Maa giha bedhua chuaa kan amiti kharap gaidelabe

  • @sharatpradhan4399
    @sharatpradhan4399 Před 20 dny

    Bala Sagar

  • @mr.santosh5111
    @mr.santosh5111 Před 20 dny

    ସେତେବେଳେ ପାକିସ୍ତାନ ରେ ଥିଲେ

  • @myvideo7274
    @myvideo7274 Před 20 dny

    ବିଜେପି ଚାଲ

  • @manashnayak2794
    @manashnayak2794 Před 18 dny

    ଜଗନ୍ନାଥ ଙ୍କ ନାନେଇ ଶେ ଗାଳି ଦେଇନିତ ଗାଇଲା ବାଳ କଣ ଉଡଡ଼ି ଗଲା 💯ପକାର ଭଜନ ଗାଉଛତି ଅଲଗା ପକାର ଶୋର ରେ ଶେ କଣ ଠିକି ୟୁଟୁବ ରେ କେବେ ଦେଖିନ ଲାଗୁଚି ଖାଲି ତା ବାଳ ତୁମକୁ ଦିଶୁଚି

  • @alokgartia8356
    @alokgartia8356 Před 20 dny

    Jamuna jiba ku mate hoi chhi mana remix

  • @digambarbehera1022
    @digambarbehera1022 Před 20 dny +1

    Bro your stands is not clear

  • @Oneplayer123
    @Oneplayer123 Před 20 dny

    ପଶ୍ଚମ ଓଡିଶା ବାଲା ପଶ୍ଚିମ ଓଡିଶା ଲୋକଙ୍କୁ ହିଁ ବଦଲାମ କରୁଛନ୍ତି,

  • @majeshdalabehera3986
    @majeshdalabehera3986 Před 20 dny +7

    ଭାଇ ପିଟା ପିଟି ପାଇଁ ଜନମ ମୋହର..... ଗୀତ ଟା ବି ସାମ୍ନା କୁ ଅଣା ଯାଉ 😁😛

  • @balsinghkata9649
    @balsinghkata9649 Před 20 dny

    ଲୋ ଚାନ୍ଦ ମୁହି ଯାଉଛି ଦାରୁ ଖୋଜି....ଏଇ ଗୀତ ର ଅବିକଳ 100 ପ୍ରତିଶତ ଅଶ୍ଲୀଳ ଗୀତ ୟୁଟ୍ୟୁବରେ ଅଛି। କଣ ସେହି ଗୀତ ପାଇଁ ହିନ୍ଦୁ ଧର୍ମ ବଦନାମ୍ ହଉନି କି।ମୁ ବି ଜଣେ ହିନ୍ଦୁ ।ହେଲେ ମୂର୍ଖ ମାନଙ୍କ ଭଳି ନୁହ।ଯାହାକୁ ପ୍ରମାଣ ଦରକାର୍ ୟୁଟ୍ୟୁବରେ ସର୍ଚ୍ଚ କର ଲୋ ଘୋଡ଼ା ଗେହୀ ଠିଆ ଠିଆ ...ଯାହା ପାଖରେ ସତ କୁ ଗ୍ରହଣ କରିବା ଶକ୍ତି ଅଛି ସର୍ଚ୍ଚ କର ଆଉ ତାପରେ ରେପ୍ଲେ ଦେବା।

  • @user-ei4bh1vs6p
    @user-ei4bh1vs6p Před 16 dny

    Bahi tamaku 🖕🖕🖕🖕🖕🖕🖕🖕🖕🖕🖕🖕🖕🖕😆😆😆😆💋💋💋💋😆😆😆😆😆🖕

  • @NIHARFINANCIALbusinessservices

    Bhai ta nare Kali morning re Sara jajpur district laka abu block ru 50 ta leka afir haba ..tuma 2 Jana ka Kali re jajpur district laka Tara kana kale Malay ra Tara problem jajpur district laka Tara kana kale

  • @lokanathsendria1957
    @lokanathsendria1957 Před 19 dny

    J Bhai Kalia Jagannath Subhadra Name Sunle kyan Se Gita Re Tr Tune Tr Line Re Se Gita K Gau6n Seta Ke Dharba J Heba Bhagwan Sab kr lagi Same an Hnta Dekhba Jadi Sabhe Mazak Udau6n Aau Bhi Video Clip Search Kara Milli G ba knta mazak udau6n j janbe...
    Jai Jagannath 🙏❤
    Jai Maa Samalei 🌺🪔🙏

  • @DoyaDholia
    @DoyaDholia Před 5 dny

    Kai ki bhojon gai no thile kai ki na se jone crishtiyan se janichonti oh baibol podichonti seti pai gai nhati hela

  • @gyanranjanmishra6842
    @gyanranjanmishra6842 Před 20 dny

    Not DUKHISHYAM TRIPATHY...This was sung by The Legendary Singer NIMAI HARICHANDAN...👍

  • @HeartTouchableMusic
    @HeartTouchableMusic Před 18 dny +1

    ମାଗିହା ତୁ ଯେମିତି ଲୋକ ସେମିତି କହିବୁ ତୁମର ପ୍ରକୃତି ପରା ସେଇୟା। ତୋ ମା ର ଘଇତା ପପୁ ପମପମ୍ କୁନା ତ୍ରିପାଠୀ ଲୁବୁନ୍ ଏମାନଙ୍କ କଥା ତ କହିଲୁ ନି ମାଗିହା ପରମ ଚୁତିଆ । ଓ ହୋ ସେମାନେ ପରା ତୋ ବାପା। ବାପା କୁ କୁ କହିଲେ ତୋ ମା କୁ ଖରାପ ଲାଗିବ। ଯାହାର ବାପା ଗ୍ରାମବାସୀ ବୃନ୍ଦ ସେ ଏମିତି କଥା କହିବ। ତୋ ମା କୁ ଖରାପ ଲାଗିବ ବୋଲି ତୋ ବାପା ମାନଙ୍କ ଭିଡ଼ିଓ କରୁନୁ। ତତେ ଯେତେ କହିଲେ କମ୍ ହେବା

    • @MannuDeep-ez8lo
      @MannuDeep-ez8lo Před 17 dny

      Ma gihe kar mude budhi nai na
      Kuna Tripathy papu pampam kale lila au ruku human kale kila

  • @bindashboymanoj5259
    @bindashboymanoj5259 Před 20 dny +1

    🩷🩷🩷

  • @Sahoo983
    @Sahoo983 Před 20 dny +6

    ମା ଗୀହା କୁ ବଡେଇକି କଟକ ରୁ କାଢି ଦଉନ 🎉 ଭାଇ ତୁମେ କଟକ ରେ ରହୁଛ ପା

  • @b.c.pradhan8930
    @b.c.pradhan8930 Před 20 dny

    ଆରେ ବାବୁ ସେଇଟା ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ଗୀତ ନୁହେଁ, ବାଣୀକଣ୍ଠ ନିମେଇଁ ହରିଚନ୍ଦନଙ୍କ ଗୀତ ଯାହା ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଛନ୍ତି

  • @LambodarBhoi-rl8fm
    @LambodarBhoi-rl8fm Před 20 dny

    ଭାଇ ପପୁ ପମ ପମ ଯୋଉ ଗୀତ ଗାଈ ଥିଲେ ସେଇ ଭିଡିଓ ତୋ ଦେଖାଇଲ ନାହିଁ ଯାତ୍ରା ଟେଜ୍ ଯୋଉ ଗୀତ ଗାଈ ଥିଲେ ତାହାର ବି ତୋ ଦେଖାଲ ନାହିଁ ମଦ ବୋତଲ ଭିଡିଓ ବି ନାଇ ଦେଖାଇ ଲ ତୁମର ଭିଡିଓ ଭଲ ଲାଗିଲା ଭାଇ

  • @bhaskardadajokes6127
    @bhaskardadajokes6127 Před 16 dny

    ତୁଇ ଭାଇ ହାଇକୋର୍ଟ ର ଜର୍ଜ ki

  • @theunknownvoice8474
    @theunknownvoice8474 Před 13 dny

    Katkiaa mane sabu bele Aamar koshal k ahankar heichhan, eina humane sagar au Ruku suna ra geeta re problem nai na semane koshla fa bali kensi na kensi bhul gute bahar kariki badnam kara jauchhe, kalakar manku ninda kara jauchhe, Koshal rajya alga hele hin aaamr Einar lok mankar unnati heba..
    We demand separate Koshal State

  • @user-vy4by8ib9w
    @user-vy4by8ib9w Před 20 dny

    Human be careful

  • @ganeshpati22
    @ganeshpati22 Před 20 dny

    ଓଡ଼ିଶା ରେ ଜବରଦସ୍ତି କିଛି କୁ ଭି ଜଗନ୍ନାଥ ଭକ୍ତ ବନାଇବା ପାଇଁ ଚେଷ୍ଠା ଚାଲିଛି । ଓଡ଼ିଶା ର ସଂପୂର୍ଣ୍ଣ ଦଳିତ ସମାଜ କେବଳ ହିଁ କେବଳ ଡଃ. ଆମ୍ବେଦକର ଏବଂ ବହୁତ ଜନ ନାୟକ ମାନଙ୍କୁ ନିଜ ଭଗବାନ ମାନନ୍ତି...କିନ୍ତୁ ସମ୍ବିଧାନି ଦୃଷ୍ଟି ରୁ ଅନ୍ୟ ଧର୍ମ କୁ ମଧ୍ୟ ସମ୍ମାନ ଦିଅନ୍ତି । ଯେତେ ବେଳେ ପୂର୍ବ ଓଡ଼ିଶା ର କଳାକାରମାନେ ଆଗରୁ ମଧ୍ୟ ଏହି ସ୍ବର ତାଳ ରେ ଅନେକ ଗୋଟାଏ ସଂଗୀତା ଗାଇଛନ୍ତି ତୁମେମାନେ କୁଆଡେ ଥିଲ । ଏଇଟା ଦେଖି ନିଅ facebook.com/100092276078898/posts/394318130320720/?mibextid=rs40ab7s9ucbxw6v

    • @ranjansm6014
      @ranjansm6014 Před 20 dny

      Bhai tumaku dalita na kie dela😂 sei ambedkar hi tamaku dalit baneichhi se gote kala British thila jieki Engrej mana nka chapal chatu thila😂 se kebe b engrej mana nku birodh karu nathila olata semananka chapal chari ahuri samarthan karuthila aau aemananka saha misi hindu dharm ku badnam karuthila aau hindu mana nku bhaga bhag kari rajniti karuthila o aau tama bhalia kichhi loka nka marga darsan /thikadar kuhau thila e gulam giri chada nijaku chinha tame kie😢

    • @balsinghkata9649
      @balsinghkata9649 Před 20 dny

      Ke9 thisa bo jahake dekha kie hindu kie Muslim kie dalit, Cristian kebe ta gote manisha ku manisa bhaba...

  • @susmitasahoo2599
    @susmitasahoo2599 Před 20 dny +1

    Sae ta nijaku mane mane Arijit singh sir vhabi daechonti 😂😂

  • @debarajlenka7297
    @debarajlenka7297 Před 20 dny

    𝚃𝚞 𝚐𝚘𝚝𝚎 𝚖𝚊 𝚐𝚑𝚒𝚊

  • @radhesketchpainting
    @radhesketchpainting Před 20 dny +1

    Are bhai tama ghara ta kouthi
    Auu tame karuchha kan
    Kichhi desha dunia katha jana achhi na nhi
    Khali yehi rostig

  • @Farmarlive
    @Farmarlive Před 20 dny

    Rukuda, 👍

  • @sasmitamallick9299
    @sasmitamallick9299 Před 20 dny +1

    Alcohol piiki gaile emiti huea

    • @arunamohanty2986
      @arunamohanty2986 Před 20 dny

      Yes ghoda madua human mora favorite singer thila kintu ebe taku industry ru but cut karahau riku suna bhul mahila eye emiti kan ki