ଆମେ ବା 50 ଲକ୍ଷ ଟଙ୍କା ରେ ତେଲୁଗୁ ଭଳିଆ ଫିଲ୍ମ କରି ଦବୁ | 2 ବର୍ଷ ଲାଗିଲା release ହେବାକୁ |

Sdílet
Vložit
  • čas přidán 6. 07. 2024
  • ଆମେ ବା 50 ଲକ୍ଷ ଟଙ୍କା ରେ ତେଲୁଗୁ ଭଳିଆ ଫିଲ୍ମ କରି ଦବୁ | 2 ବର୍ଷ ଲାଗିଲା release ହେବାକୁ

Komentáře • 367

  • @Lipunproduction782
    @Lipunproduction782 Před 21 dnem +44

    ଦମନ ପ୍ରତିକ୍ଷା ପୁଷ୍କରା ପାଵାର୍ କେତେଦିନ ହଲ୍ ରେ ଥିଲା ଜାଣିଛୁ ପୁଷ୍କରା ଫିଲ୍ମ 50+ ଦିନ ଥିଲା ଆଉ ପାଵାର ଫିଲ୍ମ ଗୋଟିଏ ମାସ ହେବାକୁ ଯାଉଛି ଆଉ ତୁ କ'ଣ କହୁଛୁ ଓଡ଼ିଆ ଫିଲ୍ମ ଦୁଇ ଦିନ ରେ ଉଠିଯାଉଛି

  • @soumya_motivation
    @soumya_motivation Před 21 dnem +9

    ଏ ଲୋକ ର ଭିଡିଓ ସବୁ ବେଳେ ଫାଲତୁ

  • @Ramachadra3639
    @Ramachadra3639 Před 21 dnem +51

    ପବିତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ହାର୍ଦିକ ଅଭିନନ୍ଦନ 🛕🛕🛕🙏🙏ଜୟ ଜଗନ୍ନାଥ 🙏🙏

  • @soumya_motivation
    @soumya_motivation Před 21 dnem +20

    ଆରେ ଭାଇ ଆପଣଙ୍କର କିଛି କାମ ନାହିଁକି

  • @biswaranjanparida297
    @biswaranjanparida297 Před 21 hodinou +4

    ସିଦ୍ଧାନ୍ତ ମହାପାତ୍ର, ବାବୁସାନ ଏହି ଦୁଇଜଣ ଙ୍କୁ ଛାଡିଲେ ଆଉ କାହାକୁ କଳାକାର ର କ ଅକ୍ଷର ଯଣାନାହିଁ। ଓଡିଆର ଦମ୍ ଅଛି, ହେଲେ ଏ କଳାକାରମାନଙ୍କ ର ଦମ୍ ନାହିଁ।

  • @soumya_motivation
    @soumya_motivation Před 21 dnem +12

    ରୋଷ୍ଟର ଜିନିଷ ଟା କଣ ମୁ ବୁଝପାରୁନାହିଁ

  • @hemantakumar007
    @hemantakumar007 Před 21 dnem +18

    ସତରେ ଭାଇ ରେ ସେ ହେରୋଇନ ଟା କଣ ବେଙ୍ଗ ଭଳିଆ ଦେଖା ଯାଉଛି

  • @sanjaynayak324
    @sanjaynayak324 Před 9 hodinami +1

    ନୂଆ ହେରୋ no problem ଖାଲି ହିରୋ ର body ଥିଲେ ହବନି acting bi ଭଲ ହେବ ଦରକାର hero ର acting tk ଭଲଲାଗିଲାନି trailer re

  • @RanBansita7235
    @RanBansita7235 Před 21 dnem +14

    ଓଡ଼ିଆ ଇନ୍ଦର୍ଷ୍ଟ୍ରି ର ସୋନିଶୁଟ

  • @sarojmalik6022
    @sarojmalik6022 Před 14 dny +1

    ଏଇ ମାନଙ୍କ ନିର୍ଲଜ ଆଉ ବେହିଆ yuotober ପାଇଁ ଓଡ଼ିଆ film ତଳକୁ ଯାଉଛି ,,, ଆରେ ଭାଇ ଆଗେ ଦେଖିକି ତ ଆସ ,ତା ପରେ ଯାଇ କହିବ

  • @AmiyaSc
    @AmiyaSc Před 21 dnem +112

    A film ଆସିବା ବେଳ କୁ ହିରୋ କୁ ଏଡ଼ସ ହେଇ ଯାଇଥିବ😅😅😅😅😅😅

  • @IASaspairant
    @IASaspairant Před 21 dnem +41

    Hero ଗୋଟେ ବାଳ ଭଳିଆ ହେଇଛି ଆଉ ବାଳ ଭଳିଆ ଫିଲ୍ମ ଯୋଉ ତିଆରି କରୁଛ ସେଥିପାଇଁ ଲୋକ ଦେଖୁ ନାହାଁନ୍ତି

  • @KKtechnicalDubai
    @KKtechnicalDubai Před 21 dnem +17

    Happy ରଥଯାତ୍ରା ଜୟ ଜଗନ୍ନାଥ।

  • @sarojkumarbiswal3477
    @sarojkumarbiswal3477 Před 21 dnem +38

    Movie taa samsung s24 ULTRA phone re shooting karaajaichhi😂😂

  • @kpstudio318
    @kpstudio318 Před 21 dnem +12

    Part 1 part 2

  • @JAGRUTIODIATV
    @JAGRUTIODIATV Před 21 dnem +13

    Som bhai Jay Jagannath 🙏

  • @ratnakardehuri3409
    @ratnakardehuri3409 Před 21 dnem +46

    ହିରୋଇନ୍ କଣ ବାମୁଣୀ ବେଙ୍ଗ ଭଳିଆ ଦେଖା ଯାଉଛି 😂😂

  • @user-rz1cd8co6q
    @user-rz1cd8co6q Před 21 dnem +16

    ଭାଇ ଏହି ହିରୋଇନ ଟି କୋଉ ମସିଆର ମିସୱ୍ୟାଲଡ଼ କି ମିସଇଣ୍ଡିଆ ର ହିରୋଇନ ସେ ଗୁଟେବି ଆଲବମରେ ନୋ ଥିବ, ଓଡ଼ିଆ ସିନେମା ଏଥିପାଇଁ ପୁରା ପଛରେ ରହୁଛି,

  • @SRAJ2662
    @SRAJ2662 Před 16 hodinami +1

    KALI GITA movie record କରିବ ଜଣେ ନିଚ୍ଛକ ଓଡ଼ିଆ ଚାଷୀ ଉପରେ ଆଧାରିତ ଫିଲ୍ମ

  • @manojrath9787
    @manojrath9787 Před 21 dnem +8

    Jou Bala film ta