ନିର୍ବାଚନ ପରେ କୁଆଡେ ଗାୟବ ହେଇ ଗଲେ ପାଣ୍ଡିଆନ ? କଣ ତାମିଲନାଡୁ ପଳେଇଲେ କି ?

Sdílet
Vložit
  • čas přidán 4. 06. 2024
  • ନିର୍ବାଚନ ପରେ କୁଆଡେ ଗାୟବ ହେଇ ଗଲେ ପାଣ୍ଡିଆନ ? କଣ ତାମିଲନାଡୁ ପଳେଇଲେ କି ?
    ‪@OdishaBhaskar1‬
    ‪@PratidinTVodisha‬
    ‪@otvodisha‬
    ‪@Argusdigital.official‬
    ‪@ArgusNews_in‬
    ‪@KanakNewsOdisha‬
    ‪@KanakNewsDigital‬
    ‪@OdishaPrabhab‬
    ‪@ODIAMIRCHI‬
    ‪@OdiaHungama‬
  • Věda a technologie

Komentáře • 277

  • @jyotirajmaharana635
    @jyotirajmaharana635 Před měsícem +22

    କିଏ କିଏ ମୋ ଭଳି ଭାବୁଛ ଯେ ପାଣ୍ଡିଆନ ଆମ ନବୀନ ବାବୁ ଆଉ ସମସ୍ତ ଓଡିଶା ବାସୀଙ୍କ ସହ ବିଶ୍ୱାସ ଘାତକତା କରିଛି।

  • @Shripatitapabana
    @Shripatitapabana Před měsícem +24

    ଜଗନ୍ନାଥ ହିଁ ସବୁ ଗର୍ବ ଅହଙ୍କାରକୁ ଚୁନା କରିଛନ୍ତି ବାବୁ, ଆମେ କିଛି କରିନାହୁଁ। ଗର୍ବ ଗଞ୍ଜନ ନରହରି ଗର୍ବ ନରଖନ୍ତି କାହାରି 🙏। ଜୟ ଜଗନ୍ନାଥ 🙏🙏❤️

  • @susantakumarsahu7675
    @susantakumarsahu7675 Před měsícem +26

    କାରଣ କିଛି ନୁହେଁ,କେବଳ ଲୋକ ଚାହିଁଲେ ପରିବର୍ତ୍ତନ ସେୟା ହିଁ ହେଲା ।

  • @Nature-and_educational-S.H
    @Nature-and_educational-S.H Před měsícem +19

    ବିଜେଡ଼ି ହାରିବାର ପ୍ରମୁଖ କାରଣ
    1) ସରକାରୀ କଳର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର
    2) ଅପରାଧି ଟିଏ ଯଦି ଶାସକ ଦଳ ର ତେବେ ସେ ଯେତେ ବଡ଼ ଭୁଲ୍ କଲେ ବି ତାକୁ ମାଫ୍ କିନ୍ତୁ ଜଣେ ସାଧାରଣ ନିର୍ଦ୍ଦୋଷ ଲୋକ ହେଲେ ବି, ସେ କିଛି ଦୋଷ କରିନଥିଲେ ବି ତାକୁ ବିନା ଦୋଷରେ ଖୋଜି ଖୋଜି ଆଣି ଦଣ୍ଡ ।। ପୁଣି ତାକୁ ହିଁ ଧରିବେ ଯିଏ ଚାହିଁଲେ ବି ଆଇନ୍ କାନୁନ୍ ମ୍ୟାଟର ରେ କିଛି କରି ପାରିବ ନାହିଁ।।
    3) ଯୋଜନା ପରେ ଯୋଜନା କରିବା ଓ ସେଥିରୁ ବହୁ ଯୋଗ୍ୟ ହିତାଧକାରୀଙ୍କୁ ବାଦ୍ କରି ଅଯୋଗ୍ୟ ହିତାଧକାରୀ ବା ଶାସକ ଦଳ ର କର୍ମୀ ଙ୍କୁ ଦେଖି ଦେଖି ତାଙ୍କର ସବୁ ଥିଲେ ବି ସୁଦ୍ଧା ଯଚେଇକି ଯୋଜନାର ସୁଫଳ ତାଙ୍କୁ ଦେବା
    4) ବିଜେଡ଼ି ଦଳର ସବୁଠାରୁ ବଡ଼ ଘୋଟାଲା ଥିଲା ଗରିବ ମେଧାବୀ ଙ୍କୁ ବାଦ୍ କରି ଟଙ୍କା ନେଇ ଅଯୋଗ୍ୟ ଲୋକଙ୍କୁ ସରକାରୀ ଚାକିରୀ ଦେବା, ଯୋଗ୍ୟ ପାର୍ଥିଙ୍କୁ ବାଦ୍ କରିବା।।ସେଥିପାଇଁ ବାରମ୍ବାର ପାର୍ଥି ଙ୍କ ତରଫରୁ କୋର୍ଟ ରେ କେସ ହୋଇଥିଲେ ବି ତାର ସୁଫଳ କିଛି ମିଳି ନଥିଲା ।। ଯେଉଁ ଗରିବ ଚାକିରୀ ଆଶାୟୀ ମାନେ ହତାଶ ହେଇଥିଲେ ସେଇମାନେ ବିଜେଡ଼ି ବିପର୍ଯ୍ୟୟ ର ପ୍ରମୁଖ କାରଣ ସାଜିଲେ।।
    5) ଦଳୀୟ ଭିତ୍ତିରେ ପୋଲିସ୍ ବିଭାଗ କୁ ପରିଚାଳନା କରିବା
    l6) ବିଜେଡ଼ି କର୍ମୀଙ୍କ ସାଧାରଣ ଜନତା ଙ୍କ ଉପରେ ଗୁଣ୍ଡାରାଜ୍
    7) ଓଡ଼ିଶାରେ ସବୁ ସଂସାଧନ ବା ଖଣି ଖାଦାନ ଇତ୍ୟାଦି ଥାଇବି ଓଡ଼ିଶା ଏକ ଗରିବ ରାଜ୍ୟରେ ମାନ୍ୟତା ପାଇବା
    8) ରୋଜଗାରରେ ଅଭାବ ଓ ଓଡ଼ିଶା ଲୋକଙ୍କ ବାହାର ରାଜ୍ୟ ରେ ଦାଦନ ବୃଦ୍ଧି
    9) ସାଧାରଣ ଲୋକଙ୍କୁ ବିଜେଡ଼ି ସପୋର୍ଟର ହେବାକୁ ତାଙ୍କ ଉପରେ ଚାପ ପକେଇବା ଓ ତାଙ୍କ ବିରୁଦ୍ଧରେ କିଛି କହିଲେ ସରକାରୀ ଯୋଜନାର ରାସନ୍ କାର୍ଡ, ଗୃହ ଆଦି ଯୋଜନାରୁ ବଞ୍ଚିତ କରିବା ଓ ତାଙ୍କ ନାମରେ ମିଛ ପୋଲିସ୍ କେସ କରିବାକୁ ଧମକ ଦେବା ଏବଂ ଲୋକଙ୍କୁ ଭୟଭୀତ କରେଇବା ଓ ଓଡ଼ିଶାର ରାଜସ୍ଵ ର ଅପ ବ୍ୟବହାର କରି ନିଜ ବ୍ୟକ୍ତଗତ ସ୍ବାର୍ଥ ଓ ବିଜେଡ଼ି ଦଳର ସ୍ବାର୍ଥ ପାଇଁ ଖର୍ଚ୍ଚ କରିବା।।
    10) ରାଜ୍ୟରେ ଅପରାଧ ବୃଦ୍ଧି ଓ ନାରୀ ନିର୍ଯାତନା ବୃଦ୍ଧି
    11) ଭି.କେ ପାଣ୍ଡିୟନ୍ ଙ୍କ ଭଳି ଜଣେ ରାଜ୍ୟ ବାହାର ଲୋକକୁ ଓଡ଼ିଶା ଶାସନ କ୍ଷେତ୍ରରେ ଆଣି ହସ୍ତକ୍ଷେପ କରିବାକୁ ଅଯଥାରେ ସୁଯୋଗ ଦେବା
    12) ଆଇନ୍ କାନୁନ୍ ସମ୍ବିଧାନ ଆଦିକୁ ନିଜ ଦଳର ସ୍ବାର୍ଥ ପାଇଁ ବ୍ୟବହାର କରିବା
    13) ରାଜ୍ୟରେ ବାଂଲାଦେଶୀ ଙ୍କ ଅନୁପ୍ରବେଶ ଓ ରାଜ୍ୟ ସରକାରଙ୍କ ନୀରବତା
    14) ମାତ୍ରାଧିକ ନିଶା କାରବାର
    15)ଓଡ଼ିଶାର ଖଣି ଖାଦାନ କୁ ଓଡ଼ିଶାର ବିଜେଡ଼ି ଦଳର ଚାମଚା ଓ ତାଙ୍କ ସହିତ ତାମିଲ୍ ଚୋର ମାନେ ଲୁଟିକି ଖାଇବା
    16) ଲୋକଙ୍କ ପ୍ରକୃତ ବିକାଶ ପାଇଁ କାମ ନକରି ଇଲେକ୍ସନ ପୂର୍ବରୁ ମଦ ଓ ଟଙ୍କା ବାଣ୍ଟିକି ଭୋଟ ହାତେଇବାର ଯେଉଁ ନିଶା, ସେଇଟା ବେଶି ବିଜେଡ଼ି ପାଇଁ କାଳ ହେଲା, କାରଣ ଲୋକ କହିଲେ ବିଜେଡ଼ି ଠୁ ଖାଇବୁ କିନ୍ତୁ ଭୋଟ ଦେବୁ ଆଉ କାହାକୁ ।। କାରଣ ଲୋକ ଚାହିଁଲେ ନିଜର ଶାନ୍ତି,ସୁରକ୍ଷା, ବିକାଶ ଓ ସମ୍ମାନ କିନ୍ତୁ ଟଙ୍କା ଓ ମଦ କି ଅନ୍ୟକୌଣସି ଜିନିଷ ନୁହେଁ
    ଏମିତି ଅନେକ କାରଣ ଅଛି ଯାହାକୁ କହିଲେ ମୋ ଫେସ୍ ବୁକ୍ ପେଜ୍ ପୁରିଯିବ ପଛେ କିନ୍ତୁ ଲେଖା ଛିଡ଼ିବ ନାହିଁ ।। ତେଣୁ ବିଜେପି ଯଦି ଏଗୁଡ଼ା ବିଜେଡ଼ି ଭଳି ଦୋହୋରେଇବ ତେବେ 2029 ଇଲେକ୍ସନ ବିଜେପି ଜିତିବା ମୁସ୍କିଲ ହେବ।। କାରଣ ଏସବୁକୁ କରିକି ବିଜେଡ଼ି ଗଲା, କିନ୍ତୁ ବିଜେପି ଯେମିତି ଏସବୁ ନକରେ ଓ ନଯାଏ।। କାରଣ ଆମେ ଚାହୁଁଛୁ ଦଶ ପନ୍ଦର ବର୍ଷ ବିଜେପି ଓଡ଼ିଶା ରେ ଶାସନ କରୁ କିନ୍ତୁ ଭୁଲ୍ କଲେ ଏପରି ବିଜେଡ଼ି ଭଳି ବିଜେପି କୁ ମଧ୍ୟ ଉପାଡ଼ି ଫୋପାଡ଼ି ଦେବୁ।।

  • @Ramachadra3639
    @Ramachadra3639 Před měsícem +68

    ଭାଇ ମୁଁ କଣ କହୁଥିଲି ଲୋକମାନେ ପରିର୍ବତ୍ତନ ଚାହୁଁଛନ୍ତି 👍👍👍ଏବେ ଟିକେ ପୁରୀ ଚନ୍ଦନଯାତ୍ରା ଉପରେ କୁହ ଗୋଟେ ସପ୍ତାହରୁ ଅଧିକ ହେଇଗଲାଣି କିଛି ଜଣା ପଡୁନାହିଁ ନିର୍ବାଚନ news ଆଗରେ ସେ ଦୁଃଖଦ କଥାଭୁଲି ଯାଉଛନ୍ତି

    • @MrbaudiaCreation
      @MrbaudiaCreation Před měsícem +1

      କେବେ?

    • @Ramachadra3639
      @Ramachadra3639 Před měsícem +2

      ​@@MrbaudiaCreationପୂର୍ଵ ଭିଡ଼ିଓ ଦେଖ

    • @panipagaodisha-nz5fx
      @panipagaodisha-nz5fx Před měsícem +1

      ଗାଣ୍ଡିର ଦମ ଅଛି ୟାର

    • @Humanity299
      @Humanity299 Před měsícem +1

      ଚାକିରୀ ବିକ୍ରି ହେଲା କିଏ ସମାଧାନ କରିପାରିଲେ?

  • @alokkumardas5236
    @alokkumardas5236 Před měsícem +33

    ଲେଖା ଟା ଛିଡ଼ିଗଲା finally 😂😂

  • @Shripatitapabana
    @Shripatitapabana Před měsícem +97

    ପାଣ୍ଡୁ ସହ ମିଶନ ଶକ୍ତି ମହିଳା ମଧ୍ୟ ତାମିଲନାଡୁ ଯାଆନ୍ତୁ।

    • @gayatridas5698
      @gayatridas5698 Před měsícem +6

      Tama maa aga thiba se line re don't underestimate the women on this state

    • @gayatridas5698
      @gayatridas5698 Před měsícem +3

      Mission sakti re loka Dubai Jai asileni .. tamilnadu krte bata

    • @bikashmohapatra4807
      @bikashmohapatra4807 Před měsícem +4

      Aau jibeni Dubai ebe jibe tamilnadu

    • @gayatridas5698
      @gayatridas5698 Před měsícem

      Tamil Nadu kn pae leader gujrat ra leader hba tah tame Mane dadan khatibaku seithi hi jiba​@@bikashmohapatra4807

    • @kjrboytarun
      @kjrboytarun Před měsícem +1

      😂🤣😂

  • @bnmcreations4670
    @bnmcreations4670 Před měsícem +8

    ନବୀନ ବାବୁ ଙ୍କୁ ମଦ ଦେଇକି ପାଣ୍ଡିଆନ ବହୁତ ଲୁଟିନେଲା l

  • @biswajitnayak8467
    @biswajitnayak8467 Před měsícem +5

    Huge Respect for NABIN PATNAIK SIR ❤🙏

  • @SKBarik-sd8sy
    @SKBarik-sd8sy Před měsícem +8

    Odia jindabad

  • @gayatridas5698
    @gayatridas5698 Před měsícem +7

    Exactly. Naveen patnaik is so poised and cultured. He knows what to talk where to talk, how much to talk etc. isloye ek proud feeling tha ki we are under a father figure who knows how to care for us.

  • @debendrakumarsahoo8975
    @debendrakumarsahoo8975 Před měsícem +3

    Bhai Apanka katha bahut badhia

  • @prakashkanhar6717
    @prakashkanhar6717 Před měsícem +5

    ସେଇ ଗାଲୁଆ ମନୋଜ ମିଶ୍ର ବିଷୟରେ କିଛି ଆସୁ

  • @user-pv9jt7iq8s
    @user-pv9jt7iq8s Před měsícem +5

    ଭାଇ ମନୋଜ ମିଶ୍ର କୁ ଟିକେ ହେଇ ଯାଉ

  • @ranjankumarnayak6141
    @ranjankumarnayak6141 Před měsícem +1

    Good news bhai

  • @Official_B.kanhar7289
    @Official_B.kanhar7289 Před měsícem +3

    ସତ ଟା ପର୍ଦ୍ଦାଫାଶ ହୋଇଗଲା।

  • @trinathdas5716
    @trinathdas5716 Před měsícem +4

    ସ୍ଵାଭିମାନୀ ଓଡିଶା ବାଶି କେବେ ପଇସା ପାଇଁ କେବେ ମୁଣ୍ଡ ବିକିବେ ନାହିଁ jay shree ram ❤

  • @sukantidash9468
    @sukantidash9468 Před měsícem +2

    Pravu Jagannath sabu problem solve karideleJaya Jagannatha🙏🌹

  • @TIGERRR-354
    @TIGERRR-354 Před měsícem +5

    Correct bro.....

  • @Madhuvlogs94
    @Madhuvlogs94 Před měsícem

    Thank you odisha basi

  • @user-ou6rp3jj9r
    @user-ou6rp3jj9r Před měsícem +12

    ଆଉ କିଛି ପାଣ୍ଡୁର ପେଳଚଟା ଦାଦନ ଖଟିବାକୁ ପାଇଁ ରେଡି ହୁଅ

  • @energeticram9928
    @energeticram9928 Před měsícem +1

    ମିସ୍ ୟୁ ନବୀନ ସାର୍

  • @SiluswainSiluswain-jd2gf
    @SiluswainSiluswain-jd2gf Před měsícem

    Sesha heijiba odisha

  • @lionkapil8775
    @lionkapil8775 Před měsícem +9

    ପଇସା ଢେର ବଣ୍ଟା ହେଇଚି ତାହା ବିଜେପି ତରଫରୁ
    ମୁଁ ନିଜେ ଆଖିରେ ଦେଖିଚି
    ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜୋନ no ୩ ରେ

    • @drdmediasibatala4061
      @drdmediasibatala4061 Před měsícem

      BJD kete bantila seta b kuha kantabanji re ta 5k deithila BJD

    • @shaktiprasad5897
      @shaktiprasad5897 Před měsícem +2

      ଏଇ କଥା ଗୋଡା ଏଇ mgh CZcamsr ମାନେ କହିବେ ki 😂
      ଖାଲି godi Ku support କରିବେ ଆଉ ପାଣ୍ଡୁ କୁ ସୋଧିବେ ବେ😂
      ଶଳା Godi media 😂

    • @lionkapil8775
      @lionkapil8775 Před měsícem

      @@shaktiprasad5897 😆😆

    • @mamataghadei83
      @mamataghadei83 Před měsícem +1

      But na padila Bjd

    • @shaktiprasad5897
      @shaktiprasad5897 Před měsícem +1

      @@mamataghadei83 Hmm ba

  • @ROMEOKAHANIYAN
    @ROMEOKAHANIYAN Před měsícem +19

    ଭାଇ ତୁମେ ବି ପାଣ୍ଡିଆନ କୁ ଡରୁଛ ବୋଧେ ସେଥିପାଇଁ ସମସ୍ତେ ପାଣ୍ଡୁ ପାଣ୍ଡୁ କହୁଥିଲା ବେଳେ ତୁମେ ପଣ୍ଡିଆନ ବାବୁ ବୋଲି ସମ୍ବୋଧନ କରୁଛ

    • @omsahoo4370
      @omsahoo4370 Před měsícem +1

      Au police au officer ta hath re achanti je sie au kahar chodiba

  • @rameshnaik6987
    @rameshnaik6987 Před měsícem +4

    Right bro

  • @L.kstatus694
    @L.kstatus694 Před měsícem +2

    ଓଡ଼ିଶାରେ ପରିବର୍ତ୍ତନ ହେବା ନିହାତି ଦରକାର ଥିଲା

    • @musicalparadise614
      @musicalparadise614 Před měsícem

      Dekha agaku paristhiti... UP re dekhisarithiba abastha kan

  • @bimalcharanmishra3002
    @bimalcharanmishra3002 Před měsícem +6

    Those serial heroes and heroines must go to Chennai

  • @prithvirajnaik6100
    @prithvirajnaik6100 Před měsícem +2

    ଜୟ ଜଗନ୍ନାଥ 🙏🙏🙏 ଭାଇ, ହେଲେ ପାଣ୍ଡିଆନ ଗଲା କୁଆଡେ ଆଉ କଣ ଦେଖା ଯାଉନି।

  • @debiprasadgouda6635
    @debiprasadgouda6635 Před měsícem

    Nice video

  • @deepakswain777
    @deepakswain777 Před měsícem +5

    ଦେଖିବା BJP ଓଡ଼ିଶା ପାଇଁ କଣ କରିବ
    ପ୍ରଥମ bsky card ବନ୍ଦ କରିଦେଲାଣି
    କେତେ ରୋଜକର ମିଳିବ

  • @user-hu2oh4gr8m
    @user-hu2oh4gr8m Před měsícem

    ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏

  • @bhagabannayak5890
    @bhagabannayak5890 Před měsícem

    Many many thanks brother for your good information

  • @anjananayak3971
    @anjananayak3971 Před měsícem +3

    Odisha basi pramaan karidele je semane kritadasa nuhanti

  • @vlogdisbilitybapunu
    @vlogdisbilitybapunu Před měsícem +2

    Ld ବହୁତ ବଢିଆ ହେଲା. ଅଂହକାର ଖାଇ ଦେଲା.

  • @pareshkumarbehera1483
    @pareshkumarbehera1483 Před měsícem +3

    ଜୟ ଜଗନ୍ନାଥ*🙏/Bro....👍

  • @gurubhailifestyle
    @gurubhailifestyle Před měsícem +1

    ଭାଇ ଫିଲ୍ମ ଅଭିନେତା ଅଭିନେତ୍ରୀ ଙ୍କ ବିଷୟରେ ଟିକେ କୁହନ୍ତୁ
    ଅଭିନେତା ଅଭିନେତ୍ରୀ ପାଣ୍ଡିଆୟାନ କଥାରେ ପଡି କେତେ ମିଛ କହୁଥିଲେ
    ସେଇ ବିଷୟରେ କୁହନ୍ତୁ
    ଗରିବ ଲୋକ ଖାଇବାକୁ ପାଉନଥିବା ବେଳେ ଏଠି ସେଲିବ୍ରେଟି ମାନେ କେତେ ଟଙ୍କା ନେଇ ମିଛ ଗପୁଥିଲେ

  • @kabunayak8218
    @kabunayak8218 Před měsícem

    Nice❤

  • @basudevpradhan8334
    @basudevpradhan8334 Před měsícem

    Thik heichi

  • @nilakanthasahoo8101
    @nilakanthasahoo8101 Před měsícem +1

    ପୁରୀ ଶଙ୍କରାଚାର୍ଯ୍ୟ ଅଭିଶାପ ପଡିଲା bjd ଗର୍ବ ଗଞ୍ଜନ କରି ଚନ୍ତି ଜଗନ୍ନାଥ

  • @gaurangacharanasahu6033
    @gaurangacharanasahu6033 Před měsícem

    Jay jaganatha Jay odisha Jay Bharat super news bhai 😁😁😁

  • @ajitkumarsamal7202
    @ajitkumarsamal7202 Před měsícem +6

    BJD haribar reason hauchhi only Pandiyan aau voters paribartan chanhuthile

  • @tripatibisoi6235
    @tripatibisoi6235 Před měsícem +1

    Nabin sir bohut bholo
    Pandian pain harila bjd

  • @CampingKoshal
    @CampingKoshal Před měsícem +2

    Mind blowing.. ❤from bolangir patanagarh......

  • @prasantchinara9911
    @prasantchinara9911 Před měsícem +1

    Right brother

  • @balarammohanty8451
    @balarammohanty8451 Před měsícem

    East aur west hungama Chanel is the best।।।।

  • @Abhirammallick-zb3ln
    @Abhirammallick-zb3ln Před měsícem +1

    Jay jagannath.. som Bhai.....mu apana nk big fan .. Bhai apana nk Katha kahibar style Bhala Lage ❤ u bro

  • @jaherayo6978
    @jaherayo6978 Před 20 dny

    👍🏼👍🏼👍🏼

  • @soumyananda3828
    @soumyananda3828 Před měsícem

    We support you

  • @cmcreation4905
    @cmcreation4905 Před měsícem

    Thik kahichhanti bhai

  • @user-dl5mo1gi7s
    @user-dl5mo1gi7s Před měsícem

    Bhai thik katha😂

  • @KhuSus536
    @KhuSus536 Před měsícem

    Bhai jaha bi kuha ...ame apanankara bada fan ❤❤❤❤The way of narrating is absolutely fine

  • @anshumanparichha4870
    @anshumanparichha4870 Před měsícem

    Odisha best Odisha base is the best mue Paschim Odisha ra

  • @ganeshwarmahanta
    @ganeshwarmahanta Před měsícem +1

    ହଁ ୟେ ଠିକ୍ କଥା b j d ଜାଣିଥିଲା କି ସେ ଆଉ ଜିତି ପାରିବନି ସେଥି ପାଇଁ ଆମ ଓଡ଼ିଶା କୁ ପୁରା କମ୍ ଜର କରି ଦେଲେ B J D party

  • @situdas09
    @situdas09 Před měsícem

    👍👍👍👍

  • @tunadasvlogs6621
    @tunadasvlogs6621 Před měsícem +1

    ଜୟ ଜଗନ୍ନାଥ

  • @pujaranipanda16
    @pujaranipanda16 Před měsícem +2

    Jete jaha kahile b Nabin Pattnaik hele ama best CM aeta sata..Odiaha ku khaiba loko hela ae pandiyan ..cm nka b setiki dosa pandiyan hata re sabu kichi teki deele..hele Nabin Pattnaik ama stste pai bahut kichi karichanti

  • @spshortsvideo052
    @spshortsvideo052 Před měsícem

    Pura right

  • @ganeshkarjee4896
    @ganeshkarjee4896 Před měsícem

    Tame thik kahila bhai...

  • @SatyaVlogs147
    @SatyaVlogs147 Před měsícem +6

    Bhai Daya Kari gote Varsha Priyadarshini upare gote video hou

  • @Official_B.kanhar7289
    @Official_B.kanhar7289 Před měsícem +2

    BJD ra ଦଳ ଦୁର୍ବଳ ହୋଇଯାଇଥିଲା pandian ସକାଶେ।pandian କୋଉ ମନ୍ତ୍ରୀ, ନେତା ମାନଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ଦେଲେନି।pandian ନବୀନ ପଟ୍ଟନାୟକ ଓଡ଼ିଶାରେ ନଜର ବନ୍ଦୀ ରଖିଥିଲେ।ସାଧାରଣ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଖା କରି ପାରିଲେନି । ଓଡ଼ିଶା ରେ ଦୁର୍ନୀତି ବଡିଲା, ମଦ ର କାରବାର ବଢିଲା ସେଥି ପାଇଁ ଆଜି BJD ଖସିଲା।😮😮😮😮

  • @sahooradhakanta8921
    @sahooradhakanta8921 Před měsícem

    Bhai tike se debashish ku tike dhoidia next video re plz

  • @subratsk99
    @subratsk99 Před měsícem

    Superb🎉🎉
    Watching from
    BHATLI, DIST-BARGARH (ODISHA).

  • @oyekarim143official
    @oyekarim143official Před měsícem

    Right Bhai ❤️

  • @SudeepGaming-kz3uk
    @SudeepGaming-kz3uk Před měsícem

    ପେଲେଇ ପୁଅ ପାଣ୍ଡୁ ଗୋଟିଏ ଚୋର ତାପରେ ଡ୍ରାଇଭର କି ରାଜନୀତି କରିବ ।

  • @bhubaneswarwholesalemarket
    @bhubaneswarwholesalemarket Před měsícem

    ଭାଇ ❤❤❤❤ ତୁମ ଭିଡିଓ। ବହୁତ୍ ପସନ୍ଦ ଲାଗେ❤❤

  • @binapanisahu5554
    @binapanisahu5554 Před měsícem +1

    Som bhai..bjd ra kete chama chhela kukura abe bjp re samil hei6anti..dam a6i sei corrupted neta nku roast karibaku..

  • @slb7498
    @slb7498 Před měsícem

    ହଁ ଭାଇ ବିଜେପି ବି ପଇସା ଦେଇଛି

  • @tukunavlogs8097
    @tukunavlogs8097 Před měsícem +2

    BJP ଜୟ ଶ୍ରୀ ରାମ ❤❤❤❤

  • @pkboy7494
    @pkboy7494 Před měsícem +3

    ଭାଇ ତମେ ପୁରା ମଞ୍ଜି କଥା ଗୁଡାକ ଗଟି ଗଟି କରି ବାହାର କରୁଛ ହେଲେ video ଟା ଛଟ ହୋଇଗଲା

  • @krishnadehury963
    @krishnadehury963 Před měsícem

    Bhai tomo video ku mu wait kori thili

  • @balasoretokakartick5784
    @balasoretokakartick5784 Před měsícem

    Naveen Sir 🙏🏻You Are Great But Mg Vk Pandian Destroy Naveen Sir Personalty

  • @BasantiMajhi-wm7vp
    @BasantiMajhi-wm7vp Před měsícem

    Good video

  • @jkkumar9189
    @jkkumar9189 Před měsícem

    Bhai Jay shree Ram

  • @kalyani817
    @kalyani817 Před měsícem +1

    👍🏻👍🏻

  • @sureshpanda8529
    @sureshpanda8529 Před měsícem

    Right bro...

  • @madanapattnaik1243
    @madanapattnaik1243 Před měsícem

    Correct

  • @Knewsodia46
    @Knewsodia46 Před měsícem

    I truly love your channel. Keep doing the best work.
    Such creative videos you’ve on this channel. Just subscribed!
    Officially the first viewer of any video on this channel.
    I’ve never witnessed such awesome editing as this one.
    Following your channel from the last two years, interesting content!
    You’re working so hard, may all your wishes come true.
    Congratulations on your first 10K followers, may you reach 100K soon.
    Whoever is reading this, never give up. God is with you.
    When watching your videos, I accidentally hit ‘like’ and never knew when.
    The moment you came here is at 05:17.
    Love this video, I think I’ve watched it four times.
    You share this at the perfect time. Thank you, I need the info on this topic.
    I’ve been waiting for a new video from you and here it is.
    I highly appreciate you for covering the best info in this one video.
    The video is lengthy, but I’m glad that you covered the most part.
    You are my one the favorite youtube. I never miss a single video from you.

  • @sanjaydhal8342
    @sanjaydhal8342 Před měsícem

    ଭାଇ ଆଶିଷ ସିଂ ର ଖବର.......

  • @Lokanath_Panda_LIC_Agent
    @Lokanath_Panda_LIC_Agent Před měsícem

    ଭାଇ ତମର ବିଧାନସଭାରେ କିଏ ଜିତିଛନ୍ତି ?

  • @soumyaranjan1799
    @soumyaranjan1799 Před měsícem

    Kichi Thick Helani Jaha Hela Athara......5years re biki debe odisha ku Amane, though I also agree pandu pain hin BJD harichi.

  • @sibaprasadsibu9746
    @sibaprasadsibu9746 Před měsícem +1

    Bhai jaha kahila thik katha pandian pai Harila bjd hele bjp kan karuchi dekhiba

  • @monalisadas2340
    @monalisadas2340 Před měsícem

    Make this video viral,so good.Thank You for making hilarious meaningful contents

  • @prasantdass8415
    @prasantdass8415 Před měsícem +1

    Are bhai paisa ra khela heichhi munda pichha 1000 bantichhi BJP. Loke paribatana nunhe munda bikichhanti. Tame sathhik tathya paina

  • @whatisthis1900
    @whatisthis1900 Před měsícem +1

    ollywood hatasihiaa star nka genda prachara upare vdo hou

  • @bikaslinka6193
    @bikaslinka6193 Před měsícem

    Bhai tike varsha nani ku target hou.
    Bahut chup chap ticket nae thila

  • @sks-entertainment1951
    @sks-entertainment1951 Před měsícem +1

    CZcams re khali ad asu thila - mu ragichi , mu ragichi , mu pandu ro pelo katichi maa Ghia sola

  • @sureshpuhansurya845
    @sureshpuhansurya845 Před měsícem +1

    BJP jindabad Jay Shri Ram Jay jagannath 🙏 🙏

  • @interestingbaat
    @interestingbaat Před měsícem +1

    Bhai jou state ra luck kharap se state re hi BJP government hue

  • @shaktiprasad5897
    @shaktiprasad5897 Před měsícem

    ଓଡ଼ିଶା ରେ ଯଦି job ନ ବାହାର କରା ଯାଏ ପାଣ୍ଡୁ ଆଉ ଗୋଡି ଦୁଇଜଣ ସମାନ ହେଇ ଯିବେ
    ଓଡିଶା no 1 ହେଲେ ନହେଲେ କିଛି ଫରକ୍ ପଡୁନି
    ଆମ ଯୁବ ପିଢ଼ି କୁ job ଦରକାର
    ତୁ Godi କୁ support କରିଛୁ ମନା ନାହିଁ ହେଲେ ଯଦି job na ବାହାର କଲା ତାହାଲେ ଏ ସରକାର ଗଢି କି କିଛି ମାନେ ନାହିଁ

  • @prasantakumarghadai929
    @prasantakumarghadai929 Před měsícem

    ବିଜେଡି ବିଜେପି ଦୁଇ ଦଳର ଲୋକମାନ କହୁଛନ୍ତି ପାଣ୍ଡିଆନ ଯୋଗୁ ନବୀନ ବାବୁ ହାରିଛନ୍ତି ତେବେ ମୋଦି, ନବୀନ ବାବୁଙ୍କୁ ମୋର ଅନୁରୋଧ ଦୁଇ ଜଣ ମିଶି ପାଣ୍ଡିଆନର ଇତିହାସ ବାହାର କରନ୍ତୁ ସତରେ କଣ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହବାର ଯୋଜନା କରୁଥିଲା ଯୋଉଁଥିପାଇଁ ଜନସାଧାରଣ ଅସନ୍ତୁଷ୍ଟ ହୋଇ ବିଜେପିକୁ ଜିତାଇଲେ ନା ବିଜେପି ସହ ମିଶି ବିଜେଡିକୁ ହରେଇ ଫେରାର ହୋଇଯାଇଛି

  • @user-hb2lx3hu8f
    @user-hb2lx3hu8f Před měsícem

    Bhai😢

  • @priyankabehera1053
    @priyankabehera1053 Před měsícem +1

    1st view ❤🎉🎉

  • @fullofknowledge5010
    @fullofknowledge5010 Před měsícem +1

    1st view

  • @shibashankar4327
    @shibashankar4327 Před měsícem

    Bhai panir b banta jaithila

  • @Ranjana965
    @Ranjana965 Před měsícem

    🙏😊

  • @user-pv9jt7iq8s
    @user-pv9jt7iq8s Před měsícem +2

    Manoj mishra ku tike hei jau

  • @prativadas5071
    @prativadas5071 Před měsícem

    😊🙏🙏🙏🙏🙏😊

  • @shaktiranjn77
    @shaktiranjn77 Před měsícem

    କଟପା ନେ bhubali କୋ kyon mara

  • @swarnamohanty3121
    @swarnamohanty3121 Před měsícem +1

    Naveen budha hei gale .