ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || Rabi Kumar ||Jagannatha Bhajan

Sdílet
Vložit
  • čas přidán 19. 08. 2023
  • ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || kalijugara kahani ||Jagannatha Bhajan
    ♫ CREDITS ♫
    ♫ Song Name - ଏ ତ ଘୋର କଳିଯୁଗ ଶେଷର କାରଣ
    ♫ Singer - Umakanta Das
    ♫ Lyrics - Rabi Kumar
    ♫ Music - Rabi Kumar
    ♫Tabla - Ajay Choudhury
    ♫Pad - Dr. Debajyoti Padhi
    ♫ DOP & Edit - Kumar Chandan
    ♫ Banner - Survibration
    ♫ Recording & Mixing - Survibration (BBSR)
    for recording new song call 7008940396
    ♫ Lyrics ♫
    ସମୁଦ୍ର ଆସିବ ମାଡି
    ଅଦିନ ବରଷା ଝଡି
    ମାରିବ ଯେ ଘଡଘଡି
    ବୈଶାଖରେ ନଇବଢି
    ବେଳ ଥାଉଁ ଥାଉଁ କେତେଯେ ଜୀବନ
    ଅକାଳରେ ଯିବ ଝଡି...
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    *********
    ଭାଙ୍ଗିଯିବ କଳ୍ପବଟ
    ଶ୍ରୀହରି କରିବେ ନାଟ
    କଳ୍କୀ ଅବତାର ହୋଇ
    ଚଳିବେ ଛତିଆ ବଟ
    କଳା ଧଳା ଘୋଡା ଚଢି ମହାପ୍ରଭୁ
    ସଂହାରିବେ ପୁଣି ମ୍ଳେଚ୍ଛ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    *********
    ସାତ ଦିନ ଯେ ଅନ୍ଧାର
    ପୃଥ୍ବୀ ହେବ ଛାରଖାର
    ଶୃଗାଳ ଆଉ କୁକୁର
    ପଶିବେ ଘର ଭିତର
    ଚଣ୍ଡୀ ଚାମଣ୍ଡା ଯେ ଗୋଡାଇ ଖାଇବେ
    ରକ୍ଷା ନପାଇବେ ନର
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    *********
    ଦେଢଶୁର ଭାଇବୋହୁ
    ପୀରତୀ କରିବେ ସେହୁ
    ଭାଇ ଭଉଣୀ ପୀରତୀ
    ବଢିବ ଯେ ଅପକୀର୍ତ୍ତୀ
    ହୋଇ କାମଭୋଳ ବୁଡାଇବେ କୂଳ
    ନମାନିବେ କେହି ଜାତି
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଗୃହସ୍ଥ ନମାନି ନାରୀ
    କୁଳ ଧର୍ମ ଭୂଲିକରି
    ପରପୁରୁଷରେ ମାତି
    କରିବେ ପୀରତୀ ଚୋରୀ
    ସ୍ବାମୀ ଥାଇ ପରପୁରୁଷ ସଙ୍ଗରେ
    ବୁଲୁଥିବେ ଗିରି ଘିରି
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଭାଇ ହୋଇବ ଭଗାରି
    ତଣ୍ଟି କାଁଟେ ଅଣ୍ଟି ଛୁରୀ
    ସ୍ବାର୍ଥେ ଅନ୍ଧ ହୋଇ ପୁଅ
    ବାପକୁ ପକାଏ ମାରି
    ନରମାଂସ ନର ଖାଇବ ଯାଣିଥା
    ରାକ୍ଷସଠୁ ଯିବ ବଳି
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ବାବା ହେବେ ମାଳ ମାଳ
    ଲାଗିବ ଯେ ମହା ଗୋଳ
    ଗୁପ୍ତେ ଯୁବତୀ ସଂଗରେ
    କରିବେ ପୀରତୀ ଖେଳ
    ମଦ ମାଂସ ଖାଇ ବିଳାସ ବ୍ୟସନେ
    ମାୟାରେ ହୋଇବେ ଭୋଳ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଅର୍ଦ୍ଧ ନଗ୍ନ ରୂପ ହୋଇ
    ବୁଲୁଥିବେ ନାରୀ ତହିଁ
    ବାର ଅବାର ନମାନି
    ଆମିଷ ଭକ୍ଷିବେ ସେହି
    ନିଶାଶକ୍ତ ହୋଇ ନୃତ୍ୟ କରୁଥିବେ
    ସଂସ୍କୃତିକୁ ଭୂଲିଯାଇ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    *********
    ଏଣୁ ହେବେ ଅଳ୍ପାୟୂଷ
    ପାପେ ଯିବେ ସର୍ବେ ନାଶ
    ନାସ୍ତିକ ହେବେ ପ୍ରବଳ
    ଅଧର୍ମେ ହୋଇବେ ମେଳ
    ବିଗ୍ୟାନ ନାମରେ ମିଥ୍ୟା ଯୁକ୍ତି କରି
    ଲଗାଇବେ ମହାଗୋଳ....
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଏତ ଘୋର କଳିଯୁଗ
    ଭାବର ଅଟେ ଅଭାବ
    ମୁର୍ଖ ବୋଲାଏ ପଣ୍ଡିତ
    ଦେଖି ଲାଗେ ଆଚମ୍ବିତ
    ବେଧର୍ମୀ ଜନର ବଢଇ ଆଦର
    ମୁର୍ଖ ଯେ ଯଶ ମଣ୍ଡିତ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଭାବ ନଥାଇ ଭଜନ
    ଗାଇବେ କରି ଗର୍ଜନ
    ଅଶ୍ଲୀଳ ନୃତ୍ୟ ନାଚିବେ
    ଭୂଲି ଯାଇ ହରିନାମ
    ବିଦେଶୀ ସଂସ୍କୃତି ଆପଣେଇ ନେବେ
    ଧିକ ଧିକ ଏ ଜୀବନ...
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ଅଗ୍ନି ବୃଷ୍ଟି ହେବ ଶୁଣ
    ଅକାଳେ ହେବ ମରଣ
    ବନ୍ୟା ବାତ୍ଯା ଭୂମିକମ୍ପ
    ହେବ ମାଳିକା ପ୍ରମାଣ
    ହରିଙ୍କର ଚକ୍ର ଘୁରୁଥିବ ସଦା
    ଦୁଷ୍ଟ ହୋଇବେ ଛେଦନ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳଥାଉ ନିଅ ଥରେ କାଳିଆ ଶରଣ
    **********
    ମହା ବିପତ୍ତି ପଡିବ
    ଭୈରବୀ ରଡି ଶୁଭିବ
    ହରିଙ୍କ ଶରଣ ଗଲେ
    ନିଶ୍ଚୟ ରକ୍ଷା ପାଇବ
    ଜୟ ଜଗନ୍ନାଥ ଡାକିଦେଲେ ଥରେ
    ବିପଦୁ ଉଦ୍ଧାର ହେବ
    ଏତ ଘୋରକଳି ଯୁଗ ଶେଷର କାରଣ
    ବେଳ ଥାଉଁ ନିଅ ଥରେ କାଳିଆ ଶରଣ
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    #rathayatraspecial
    #torathadaudikuchuinlabelaku
    #UmakantaDas
    #RabiKumar
    #Survibration
    #NewJagannathBhajan
    #NewOdiaBhajan
    #JagannathBhajan
    #NewRathajatraBhajan
    #OdishaViralSinger
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ***********
    ✽ Subscribe our Official CZcams Channel -
    czcams.com/channels/T_S.html....
    ✽ Like us on Facebook -
    h​ / drjayashreed. .
    / sur-vibratio.. .
    LIKE ◆ COMMENT ◆ SHARE ◆ SUBSCRIBE
  • Zábava

Komentáře • 445

  • @sanjibnayak8445
    @sanjibnayak8445 Před 10 měsíci +7

    JAY HIND... ଉମାକାନ୍ତ ଭାଇ ତୁମ କୁ ଅଶେଷ ଅଶେଷ ଧନ୍ୟବାଦ... ❤❤❤

  • @KKtechnicalDubai
    @KKtechnicalDubai Před 11 měsíci +6

    Jay Jagannatha 🙏

  • @mangala973
    @mangala973 Před 11 měsíci +6

    Satare ai song pura kalijugara sabu sata ghatanaku gitare gitare bujheidele... Hrudayaku chuingala gitati... Best singer.. Rabi.... Bahut agaku jao beta... Bhagwaan tamara managala katantu... Kete sundar kantha deisanti... Bahut agaku jao... God bless you👍👍👍

  • @Aashik_pari
    @Aashik_pari Před 10 měsíci +5

    Sir pranam.sir umakant Bhai nku koti koti pranam dhanyabad❤❤❤❤❤❤❤😊😊😊😊😊😊😊🎉🎉🎉😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮

  • @rajeshsahu-bs6en
    @rajeshsahu-bs6en Před 2 měsíci +4

    ବହୁତ ସୁନ୍ଦର ଗିତ ଗାଉଛ ଭାଇ ତୁମକୁ ଭଗବାନ ଭଲରେ ରଖନ୍ତୁ

  • @rashmirajeshnaik17
    @rashmirajeshnaik17 Před 11 měsíci +26

    ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ
    ବହୁତ୍ ଭଲ ଲାଗିଲା ଲେଖକ ଓ ସଙ୍ଗୀତଜ୍ଞ ଗୀତିକାର ଗାୟକ ସାର୍ ❤❤❤
    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @sisubhue804
    @sisubhue804 Před 11 měsíci +8

    Jay jagannath 👍bahut sundar bhajan👍

  • @geetanjalimaharana3163
    @geetanjalimaharana3163 Před 10 měsíci +6

    Mind blowing signing bhai 🎉

  • @amarsenapati3327
    @amarsenapati3327 Před 10 měsíci +8

    🙏 Lyrics bahut bhala heichi sir.umakanta bhai Jagannath tamaku bhala re rakhantu.jay Jagannath 🙏

  • @patitpabanmohanty8933
    @patitpabanmohanty8933 Před 7 měsíci +12

    🎉 your song is very beautiful. i can't express your voice. Jay Jagannath.

  • @ajayakumardash8307
    @ajayakumardash8307 Před 11 měsíci +9

    Jay jagannath 🙏🙏🙏🙏🙏

  • @prasannasethy5734
    @prasannasethy5734 Před 11 měsíci +11

    Jay Jagannath swami ji ki jai

  • @hs_trader9071
    @hs_trader9071 Před 11 měsíci +5

    Wow bahut Sundar Bhajan, true fact

  • @umakantpanda9083
    @umakantpanda9083 Před 11 měsíci +6

    Good job umakant super song

  • @rabikumar6118
    @rabikumar6118 Před 11 měsíci +4

    REALY TRUE...
    JAY JAGANNATH...
    ତ୍ରାହି ଜଗନ୍ନାଥ...

  • @babulasethi7776
    @babulasethi7776 Před 11 měsíci +4

    Jai Jagannath 🙏🙏🙏 Bhai Ra Bohutt Sundara Kantha...... Bhai Tuma Kantha Ru Aau Gote Nua Gita ku Apakhya Kari Rahili .... Jai Jagannath 🙏🙏🙏

  • @indupradhan146
    @indupradhan146 Před 10 měsíci +6

    Mere Hero❤

  • @sarojbhoi8914
    @sarojbhoi8914 Před 10 měsíci +3

    Excellent Uma Bhai my favourite

  • @user-nr6no6eg6t
    @user-nr6no6eg6t Před 10 měsíci +7

    ଜୟଗଗନ୍ନାଥ

  • @user-uu5ye4hq7i
    @user-uu5ye4hq7i Před 11 měsíci +4

    Sundar bhajan

  • @binodkumarnaik9497
    @binodkumarnaik9497 Před 11 měsíci +3

    Bahut sunder , thanks umakant singer & Jayshree product

  • @susantakumarmahapatrsusant9610
    @susantakumarmahapatrsusant9610 Před 11 měsíci +4

    Jay Jagannatha ❤ Prabhu a Bhai ku Ahuri Agaku jau

  • @RamaChandramajhi-vy3kp
    @RamaChandramajhi-vy3kp Před 10 měsíci +5

    ସତ୍ୟବଚନ, ଧନ୍ୟଵାଦଭାଇ, ସୁନ୍ଦର, ସୁନ୍ଦର, ଅତ୍ୟନ୍ତ ସୁନ୍ଦର, ଜୟ ଜଗନ୍ନାଥ 🙏

  • @YugantPatel
    @YugantPatel Před 3 měsíci +2

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤love you mere bhai umakanth jai shri jagannath

  • @user-yv3zg4uc1t
    @user-yv3zg4uc1t Před 11 měsíci +3

    Jay jaganath

  • @kamalumajhi4058
    @kamalumajhi4058 Před 11 měsíci +8

    ବହୁତ ସୁଧର Song 🙏

  • @asitmaharana5126
    @asitmaharana5126 Před 11 měsíci +6

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @rabindraswain3695
    @rabindraswain3695 Před 11 měsíci +7

    ଜୟ ଜଗନ୍ନାଥ 🙏🙏🌹

  • @ashwinipradhan9796
    @ashwinipradhan9796 Před 10 měsíci +9

    Superr See Upparrrrr👌👌👌👌Heart touching Song & Performance❤

  • @ramarao6926
    @ramarao6926 Před měsícem +7

    ।। ହରେ କୃଷ୍ଣ ହରେ କୃଷ୍ଣ
    କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ
    ରାମ ରାମ ହରେ ହରେ।।

  • @Neelu5850
    @Neelu5850 Před 9 měsíci +4

    ଜୟ ଜଗନ୍ନାଥ

  • @Sradhanjali_3582_
    @Sradhanjali_3582_ Před 3 měsíci +2

    Thank you. So much umakanta. God bless you

  • @hemantaswain2688
    @hemantaswain2688 Před 11 měsíci +2

    super

  • @PKPG1234...
    @PKPG1234... Před 10 měsíci +8

    All arrangements are super

  • @user-nw7zm7xt3g
    @user-nw7zm7xt3g Před měsícem +2

    Bahutu sundara bhajana te heichi

  • @sureshmoharana836
    @sureshmoharana836 Před 11 měsíci +4

    Super singer my sweet 🎤 singer umakanta❤❤❤

  • @jimutamuduli6659
    @jimutamuduli6659 Před 11 měsíci +6

    ଅତି ସୁନ୍ଦର

  • @dharmukabat684
    @dharmukabat684 Před 11 měsíci +5

    Jay jagannath 🙏🙏🙏🙏❤️❤️🙏🙏🙏

  • @user-bp4ju4cf4j
    @user-bp4ju4cf4j Před 11 měsíci +2

    🕉️🕉️🕉️🕉️❤ बहुत सुंदर भजन ❤🕉️🕉️🕉️✴️🇲🇰🌺🎇🇮🇳✳️✳️

  • @bilash807
    @bilash807 Před 10 měsíci +2

    🙏🙏🙏ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @anushkanhar8807
    @anushkanhar8807 Před 10 měsíci +4

    ଅତି ସୁନ୍ଦର ଗୀତଗାନ

  • @niluparida8216
    @niluparida8216 Před 10 měsíci +2

    Super

  • @dalhamanimajhi6604
    @dalhamanimajhi6604 Před 11 měsíci +2

    Very nice God blessYou❤❤

  • @omnamasibaua3391
    @omnamasibaua3391 Před 11 měsíci +3

    ଜୟ ଜଗନ୍ନାଥ ❤❤❤❤❤

  • @nirupamapatra3050
    @nirupamapatra3050 Před 11 měsíci +15

    Mind blowing performance
    Thanks. God bless you. ❤❤

  • @user-ls9rv7jq4n
    @user-ls9rv7jq4n Před 10 měsíci +1

    Jai jagannath hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare

  • @SarangNayak-ys3nk
    @SarangNayak-ys3nk Před 11 měsíci +1

    Hare Krishna 🙏🙏🙏

  • @RambabuJani-wi9uo
    @RambabuJani-wi9uo Před 10 měsíci +4

    Jay jagannath 🙏❤️ rakya kara prabhu 🙏🙏🙏🫶♥️♥️👍

  • @dayanidhimahanta3335
    @dayanidhimahanta3335 Před 11 měsíci +1

    bahut sunder voice umakant babu

  • @prasantanayak7148
    @prasantanayak7148 Před 10 měsíci +5

    ବହୁତ ସୁନ୍ଦର ❤❤❤❤❤

  • @user-gh1zd7gt9y
    @user-gh1zd7gt9y Před 10 měsíci +1

    Sundar Malika bhajan

  • @aurobindabehera6157
    @aurobindabehera6157 Před 10 měsíci +10

    ❤❤❤ 100% ସତ୍ୟ

  • @rajeshsahu-bs6en
    @rajeshsahu-bs6en Před 10 měsíci +2

    ମନକୁ ପୁରା କିଣିନଉଚି ଏହି ଗୀତ

  • @SANJAYDas-lw3jg
    @SANJAYDas-lw3jg Před 11 měsíci +1

    No 1 bhajan jai jagarnnath jai pancha saka

  • @mandakinigiri7693
    @mandakinigiri7693 Před 10 měsíci +7

    God gifted to you❤🎉my dear son

  • @akmusicproduction2939
    @akmusicproduction2939 Před 11 měsíci +1

    Bahut Sundar 🙏👍👌💕❤️🌹💐💞

  • @sandhyaranijena233
    @sandhyaranijena233 Před 11 měsíci +4

    Nice 👌👌👌👌👌

  • @user-bn1gc6us8y
    @user-bn1gc6us8y Před 11 měsíci +1

    Jai jagannath😊

  • @Kumarsatish2088
    @Kumarsatish2088 Před 11 měsíci +1

    Attractive song & lyrics.

  • @sureshmoharana836
    @sureshmoharana836 Před 11 měsíci +1

    Jay jagannath umakanta

  • @user-fj2nv4jp4s
    @user-fj2nv4jp4s Před 10 měsíci +11

    Super voice bhai ❤❤

  • @aganabarik3269
    @aganabarik3269 Před 11 měsíci +2

    ଜୟ ଜଗନ୍ନାଥ🙏🙏🙏

  • @debanandamajhi3064
    @debanandamajhi3064 Před 10 měsíci +3

    Jay Jagannath maha Prabhu 🙏🙏🙏🙏🙏🙏🙏

  • @RRODIABHAKTI
    @RRODIABHAKTI Před 10 měsíci +7

    Super voice 🎉🎉🎉🎉

  • @aryandiamond7407
    @aryandiamond7407 Před 10 měsíci +2

    ବହୁତ ସୁନ୍ଦର ପରିବେଷଣ 👌🏽👌🏽👌🏽👏🏽👏🏽👏🏽Joy Jagannath 🙏🏿🙏🏿🙏🏿

  • @ajaybhola9282
    @ajaybhola9282 Před 11 měsíci +2

    Very good ❤❤ nice song bhai

  • @sukantamaharana1226
    @sukantamaharana1226 Před 11 měsíci +1

    Jay Jagannath 🙏

  • @PramodkumarPatra1982
    @PramodkumarPatra1982 Před 11 měsíci +2

    God bless you
    Jay Jagannath

  • @malayapattanik1700
    @malayapattanik1700 Před 10 měsíci +5

    Very very nice Malika Song👌Jay Jagannath, Jay Kalaki Ram,

  • @babulabehera9101
    @babulabehera9101 Před 10 měsíci +2

    God bless you umakanta Jay jagannath

  • @priyatamaraut4813
    @priyatamaraut4813 Před 11 měsíci +1

    Jay jagannath

  • @jayaprakashdash6696
    @jayaprakashdash6696 Před 10 měsíci +4

    Outstanding performance

  • @janakisethi3959
    @janakisethi3959 Před 10 měsíci +1

    God bless you🎉🎉🎉🎉❤

  • @chandrakantapanda5677
    @chandrakantapanda5677 Před 10 měsíci +3

    Super voice and nice composition

  • @kailashswain2245
    @kailashswain2245 Před 10 měsíci +1

    ସୁନ୍ଦର ଲେଖା 👌👌👌👌👌

  • @sukantapradhan8818
    @sukantapradhan8818 Před 11 měsíci +2

    Nice voice bro

  • @__satyabrata__jena4091
    @__satyabrata__jena4091 Před 10 měsíci +12

    Excellent performance........🙏.... Jay Jagannath....🙏

    • @SanyasiDalapati
      @SanyasiDalapati Před 10 měsíci +2

      DHANYA UMA KANTA ❤ JAYA JAGANNATH TUMAKU MANGAL KARU SABU BELE AMETI SONG SUNIBU🎉

  • @surajeetbehera694
    @surajeetbehera694 Před 11 měsíci +1

    Jay Jagannath

  • @amayachoudhuryzomatorider8878
    @amayachoudhuryzomatorider8878 Před 11 měsíci +1

    Umasankar my favorite singer

  • @satyabirgangai6366
    @satyabirgangai6366 Před 11 měsíci +1

    ❤❤❤❤❤❤❤❤❤😍😍

  • @prakashchbehera1811
    @prakashchbehera1811 Před 11 měsíci

    ATI sundar Bhajan tie umakant bhai nka...kantha re

  • @adhyatmikachhanel207
    @adhyatmikachhanel207 Před 11 měsíci +1

    Jay. Jagannath very nice

  • @sushantsethi5052
    @sushantsethi5052 Před 10 měsíci +2

    Jay jay jay jagannath

  • @DeepakKumar-fc5xk
    @DeepakKumar-fc5xk Před 10 měsíci +1

    Excellent 👌

  • @pratyushcreationvlogs
    @pratyushcreationvlogs Před 11 měsíci +7

    Very nice Vajan of lord jagannath God bless you ଉମାକାନ୍ତ ଦାଶ

  • @bhupalchandrapujhari7377
    @bhupalchandrapujhari7377 Před 11 měsíci +1

    Jai jagannatha swami Nayanapathagami bhaba tume

  • @supriyasahoo9227
    @supriyasahoo9227 Před 10 měsíci +2

    Jay jagannath Swami❤❤❤ 🙏🙏jay shree rama❤❤❤har har mahaadev❤❤❤❤🙏🙏....

  • @debendebendeben9614
    @debendebendeben9614 Před 10 měsíci +1

    Jay Jagannath Jay kalki Jay Rama Jay krushna 👋👋👋👌👌👌

  • @sanjaysankara5825
    @sanjaysankara5825 Před 11 měsíci +1

    Jay jagnnathe Jay pancasakha

  • @debalaxmimohanty8825
    @debalaxmimohanty8825 Před 10 měsíci +18

    ❤❤❤❤❤ ଜୟ ଜଗନ୍ନାଥ 🙏🙏🙏🙏🙏🙏 ଜୟ ମା ସାରଳା 🙏🙏🙏🙏

  • @kanjiaranjitkumar3824
    @kanjiaranjitkumar3824 Před 11 měsíci +2

    He. Santa. Bada. Dayabanta. He. Manima. Saranam

  • @Neelu5850
    @Neelu5850 Před 10 měsíci +2

    ଜୟ ମା ସାରଳା

  • @jeetentertainment715
    @jeetentertainment715 Před 10 měsíci +10

    ବହୁତ ଦିନପରେ ସାଧାରଣ ଜନତଙ୍କ କର୍ଣ୍ଣପାତ ଭଳି ସୁନ୍ଦର,,,, ସୁମଧୁର ଭଜନ,,,,,,ଭେଜ ଥରେ ବାଇମନ,,,,,,ତୁଣ୍ଡେ ନିଅ ହରିନାମ,,,,,

  • @haraniharanii4380
    @haraniharanii4380 Před 10 měsíci +1

    Very 👌👌👌👌👌👌👌👌❤ very nice 👍👍 song bhai... Thank you ❤🌹🙏 God bless 🙏🙏🙏you.. Jay 🙏🙏🙏🙏🙏🙏🙏 jagannath ji

  • @ashwinipradhan9796
    @ashwinipradhan9796 Před 10 měsíci

    Hare Krushna Hare Krushna Krushna Krushna Hare Hare Hare Rama Hare Rama Rama Rama Hare Hare,❤❤❤❤❤❤❤🙏🙏🙏🙏🙏

  • @bhabaniprasadpatra4613
    @bhabaniprasadpatra4613 Před 11 měsíci

    Bahut sunder

  • @dukhirambiswal3512
    @dukhirambiswal3512 Před 11 měsíci +1

    👌👌👌👌👌❤❤❤❤❤

  • @gobindamahakud8976
    @gobindamahakud8976 Před 11 měsíci +1

    Good song

  • @supriyasahoo9227
    @supriyasahoo9227 Před 10 měsíci +1

    Jay jagannath Swami❤❤❤

  • @lingarajdas9096
    @lingarajdas9096 Před 3 měsíci +1

    Jay Jagannath 🙏🏼🚩