Mananiya Jagannath || UmaKanta Das || NagarjunaBesa Part -2 || Rabi Kumar /superhit

Sdílet
Vložit
  • čas přidán 12. 11. 2021
  • The song is Pure devotionnalUmakanta Das( blind singer) sang this song.which is pure devotional and special for Nagarjunna besa.this song .
    ♫ CREDITS ♫
    ♫ Song Name - Mananiya Jagannath
    ♫ Singer - Umakanta Das
    ♫ Lyrics & Music - Rabi Kumar
    ♫ Arrangement - Jayashree Dhal
    Video Editing by - Survibration (Sagnika)
    ♫ Studio - Survibration
    ♫ Banner - Survibration
    ♫ Recording & Mixing - Survibration (BBSR)
    for recording new song call 7008940396
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    #MananiyaJagannath
    #UmakantaDas
    #RabiKumar
    #Survibration
    #NewJagannathBhajan
    #jayashreedhal
    #nagarjunabesa
    #survibration all song
    #blindsinger
    #NewOdiaBhajan
    #JayashreeDhal
    #NagarjunaBesaPart-2
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ***********
    ✽ Subscribe our Official CZcams Channel -
    czcams.com/channels/T_S.html....
    ✽ Like us on Facebook -
    h​ / drjayashreed. .
    / sur-vibratio​​​. .
    LIKE ◆ COMMENT ◆ SHARE ◆ SUBSCRIBE
  • Hudba

Komentáře • 3,6K

  • @chabilapadhan2187
    @chabilapadhan2187 Před rokem +4

    ଆଃ କି ଚମତ୍କାର କଣ୍ଠ। ଅତି ଚମତ୍କାର !

  • @tarunbehera7875
    @tarunbehera7875 Před rokem +16

    ମାଡାମ ଆପଣଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି ଆପଣ ଏଇ ସାନ ଭାଇ ଙ୍କୁ ଗୀତ ଗାଇବାର ସୋଯଗ ଦେଇଥିବାରୁ ସାନ ଭାଇ ଦୁନିଆ ଦେଖି ପାରୁନାହାନ୍ତି କିନ୍ତୁ ସାରା ଦୁନିଆ ସାନ ଭାଇ ଙ୍କୁ ସବୁ ଦେଖୁଛନ୍ତି love u mo san ଭାଇ 🌹🌹🌹🌹🌹🌹

  • @LipuPradhan-ub8ow
    @LipuPradhan-ub8ow Před 11 měsíci +5

    ବାବୁ କିଏ କହିଲା ତୁମେ ଦେଖି ପାରୁନ ମହାପ୍ରଭୁ ତ ତୁମକୁ ଦିବ୍ୟ ଦୃଷ୍ଟି ଦେଇ ଛନ୍ତି ଆଉ ସେ ଦୃଷ୍ଟି ବଳ ରେ ତୁମେ ସାରା ଜଗତ କୁ ମହାପ୍ରଭୁ ଙ୍କୁ ଦେଖେଇ ଦଉଚ ତୁମ ପିତା. ମାତା ଙ୍କୁ ଧନ୍ୟବାଦ ବାବୁ ଆଉ ଧନ୍ୟବାଦ ସେଇ କଳା ଶାନ୍ତ ଙ୍କୁ 🙏🙏🙏🙏🙏

  • @jyotirindradas2543
    @jyotirindradas2543 Před rokem +11

    ଠାକୁର ତୁମକୁ ସାହା୍ୟ ହୁଅନ୍ତୁ ଏତିକି ପ୍ରା୍ଥନା କରେ

  • @gayatrimishra2936
    @gayatrimishra2936 Před 2 lety +57

    ବାବୁ ଉମାକାନ୍ତ ପ୍ରଭୁ ଜଗନ୍ନାଥ ତୁମ କଣ୍ଠ ରେ ଅଛନ୍ତି ତୁମର ଅତି ନିକଟରେ
    ତୁମେ ତ ତାଙ୍କରି ସନ୍ତାନ କି ଚମତ୍କାର କଣ୍ଠ ସତରେ 👍👍👍

  • @koshlijharan1748
    @koshlijharan1748 Před 2 lety +22

    ଏ ଗୀତ ଶୁଣି ବହୁତ ବହୁତ ଭଲ ଲାଗିଲା ,,ହୃଦୟ କୁ ଭେଦି ଗଲା,,, ଉମାକାନ୍ତ ଙ୍କ ସ୍ଵରରେ ଯାଦୁ ଅଛି,,,

  • @sagarikapani8997
    @sagarikapani8997 Před rokem +12

    ଧନ୍ୟ ତୁମ ପିତା ମାତା ତୁମ ଭଳି ସନ୍ତାନ ସବୁ ବାପା ମାଆ ଙ୍କୁ ମିଳୁ ଏତିକି ମାତ୍ର ମିନତି ପ୍ରଭୁ ଜଗନ୍ନାଥଙ୍କ ପାଖରେ🙏🙏

    • @ToonToonComedy
      @ToonToonComedy Před 6 dny

      Sarba prathame tumaku milu, gotie nu he ati kam re dasa goti........

  • @tofanyadav0762
    @tofanyadav0762 Před rokem +32

    ଅତି ସୁନ୍ଦର କଣ୍ଠ ରେ ଭଜନ ଗାଓ ଛନ୍ତି ଉମାକନ୍ତ ଭାଇ ତାଙ୍କୁ ଭଗବାନ ସବୁ ବେଳେ ଭଲ ରେ ରଖି ଥାନ୍ତୁ । ଜୟ ଜଗନ୍ନାଥ ମହାପ୍ରଭୁ 🙏🏻⭕❕⭕

  • @debasishpradhan7997
    @debasishpradhan7997 Před rokem +12

    ଧନ୍ୟବାଦ ପ୍ରଭୂ ତୁମେ କାହା ପାଖରେ ଧାରୁଆ ରୁହନୀ କାହାଠୁ କିଛି ନେଇ ପୁଣି ଅଦେଖା ହାତରେଫେରାଇ ଦିଅ ଯେମିତି ଏ କୁନି ପୁଅ ଟିକୁ ଦିବ୍ୟ ଜ୍ଞାନ ଦେଇଛ ଧନ୍ୟବାଦ ପ୍ରଭୁ ତୁମକୁ ନାକେହି ବୁଝଛି ନାକେହି ବୁଝବା 🙏🙏🙏🙏🙏🙏🙏

  • @user-jk3lx6px7b
    @user-jk3lx6px7b Před 7 měsíci +3

    Jetiki bhakti re Gita gauchha setiki biswas re and bhakti re bhakti kara dekhiba tume duniya dekhipariba😊😊😊😊😊🙏🙏🙏🙏🙏🙏🙏

  • @sibabro3093
    @sibabro3093 Před rokem +2

    ଅତି ମଧୁର ରସ । ଭାଇ ଆପଣ କୁ ଭଗବାନ ଖୁସି ରେ ରଖୁ।

  • @bhanupratapbehera649
    @bhanupratapbehera649 Před 3 měsíci +13

    ଉମାକାନ୍ତ ଭାଇ ତମର ଏ ସୁନ୍ଦର ଭଜନ ଟି ବହୁତ ଥର ମୁ ଶୁଣି ସାରିଲିଣି ..ମହାପ୍ରଭୁ ତମକୁ ଦୀଘ୍ରାୟ୍ କରନ୍ତୁ ତୁମ ଶରୀର ସୁସ୍ଥ ରଖନ୍ତୁ ମାହାପ୍ରଭୁ

  • @priyabratagopalkrishnaoffi54

    ସତରେ ଭାଇ ତୁମ ପ୍ରତ୍ୟେକ ସଙ୍ଗୀତ ହୃୟସ୍ପର୍ଶୀ 👌👌👌❤️🙏🙏🙏ଜୟ ଜଗନ୍ନାଥ ଭଗବାନ୍ ତୁମର ମଙ୍ଗଳ କରନ୍ତୁ 🙏🙏🙏

  • @odiamixbhajansongs1924
    @odiamixbhajansongs1924 Před 2 lety +12

    ଜୟ ଜଗନ୍ନାଥ

  • @psvllagecooking
    @psvllagecooking Před rokem +7

    କହିବାକୁ ଶବ୍ଦ ନାହିଁ, ଅତି ସୁନ୍ଦର ଗୀତ

  • @subratsahu5563
    @subratsahu5563 Před rokem +16

    ଗୀତ ଟି ହୃଦୟ କୁ ଛୁଇଁ ଗଲା ବହୁତ ବଢିଆ ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏

  • @sanjibnayak8445
    @sanjibnayak8445 Před rokem +102

    JAY HIND... ମ୍ୟାଡମ୍ ଜୀ ଆପଣଙ୍କ ଶ୍ରୀ ଚରଣେ ମୋର କୋଟି କୋଟି ପ୍ରଣାମ. ଆପଣ ଏମିତି ପିଲା ମାନଙ୍କୁ ଆଣି ସୁଯୋଗ ଦେଇ ଥିବାରୁ . ବହୁତ୍ ସୁନ୍ଦର କଣ୍ଟ. ଅତି ସୁନ୍ଦର.

  • @pslima8625
    @pslima8625 Před rokem +6

    ହୃଦୟ ସ୍ପର୍ଶୀ ଗୀତ 👌🏻👌🏻👌🏻❤️.. God bless u

  • @KarunakarSahoo-ji3zh
    @KarunakarSahoo-ji3zh Před rokem +7

    Tamaku Tama akhi deidiantu Maha Prabhu Jagannth 🙏🙏🙏🙏🙏🙏🙏Jay Jagannath 🙏🙏🙏🙏🙏🙏🙏🙏

  • @lakshmi2213
    @lakshmi2213 Před rokem +37

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ 🙏🙏🙏😭😭😭

  • @uditnarayanmohapatra8487
    @uditnarayanmohapatra8487 Před 2 lety +12

    ସୁନ୍ଦର ଗୀତ ଟିଏ👌👌

  • @krishnasinghi5593
    @krishnasinghi5593 Před 2 lety +6

    Jai Jagannath🙏🙏

  • @SaraswatiMarkam-ny9pl
    @SaraswatiMarkam-ny9pl Před rokem +8

    Bahut sundara bhajan 🙏❤️❤️

  • @user-bu8ju2ly1p
    @user-bu8ju2ly1p Před 11 měsíci +4

    Sweet voice Umakanta bhai❤.. Lord Jagannath tumaku koti paramayu diantu.. Jay Jagannath🙏

  • @bapuojhabhubaneswar3881
    @bapuojhabhubaneswar3881 Před 2 lety +9

    ଅତି ସୁନ୍ଦର । ଜୟ ଶ୍ରୀ ଜଗନ୍ନାଥ

  • @sujatadash9609
    @sujatadash9609 Před 2 lety +37

    ଜୟ ଜଗନ୍ନାଥ 🙏 ତୁମେ ସାହା ଭରଷା କାଳିଆ 🙏🙏🙏

  • @Gss-qg7ot
    @Gss-qg7ot Před rokem +3

    ଉମାକାନ୍ତ ଭାଇ ତୁମ କୁ ଜଗନାଥ ପ୍ରଭୁ କୋଟିଏ ପରମାୟୁ ଦେଇ ଥାନ୍ତୁ ❤❤❤❤❤❤

  • @sahadevsabar2598
    @sahadevsabar2598 Před 4 měsíci +2

    ଜୟ ଜଗନ୍ନାଥ ପ୍ରଭୁ. ସେ ଭାଇ ଙ୍କୁ. ଆପଣଙ୍କ ଶ୍ରୀଚରଣେ ଭାବରେ ବାନ୍ଧିଦିଅ ପ୍ରଭୁ 🙏🙏🙏. ଆଉ ସେ ମ୍ୟାଡମ ମୋର କୋଟି ପ୍ରଣାମ

  • @prakashsethi6168
    @prakashsethi6168 Před 2 lety +15

    ବହୁତ ସୁନ୍ଦର ଭଜନ ଯୟ ଜଗନ୍ନାଥ ଆହୁରି ଅଗୁକୁ ଯାଅ

  • @pkmuzica
    @pkmuzica Před 2 lety +14

    ବହୁତ ସୁନ୍ଦର ଓ ଭାବପୁର୍ଣ୍ଣ । ମନ ମୋହିନେଲ । ଜଗନ୍ନାଥ ମଙ୍ଗଳ କରନ୍ତୁ ।

  • @Game__Over_111
    @Game__Over_111 Před rokem +2

    ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️

  • @gudusonamasti7692
    @gudusonamasti7692 Před rokem +2

    ଅତି ମଧୁର ସ୍ୱର, ପ୍ରଭୁ ଜଗନ୍ନାଥ କୋଟି ପରମାୟୁ ଦିଅନ୍ତୁ.

  • @sahasransumahakul2177
    @sahasransumahakul2177 Před 2 lety +162

    ଧନ୍ୟ ରେ ଭାଇ...ତୋ କଣ୍ଠ...ଧନ୍ୟ ସେ ଜଗନ୍ନାଥ... 🙏😘🙏

  • @girijanandandash4727
    @girijanandandash4727 Před 2 lety +48

    ପ୍ରଭୁ ଜଗନ୍ନାଥ ତୁମ ଭିତରେ ସମାୟିତ ହୋଇ ପାରିଛନ୍ତି ! ଯାହା ତୁମ ସଙ୍ଗୀତ ରେ ପ୍ରତିଫଳନ ହୋଇପାରିଛି ଆଉ ଅତି ନିତ୍ସକ ଭାବରେ ଭଜନ ଟି ବିଶେଷ ମନଛୁଆଁ ମର୍ମସ୍ପର୍ଶୀ ହୋଇ ଆଉ ଏକ ଦୁନିଆ କୁ ନେଇ ଯାଉଛି ।
    ଅଶେଷ ଧନ୍ୟବାଦ !
    ପ୍ରଭୁ ତୁମକୁ ସଦାସର୍ବଦା ମୁଣ୍ଡ ଉପରେ ହାତ ରଖିଥାନ୍ତୁ 👍

  • @goutamday5009
    @goutamday5009 Před rokem +4

    GOD Gifted great song

  • @soubhagyakumar5177
    @soubhagyakumar5177 Před rokem +19

    ବହୁତ ସୁନ୍ଦର ହେଇଛି ଭଜନ ଟି ହୃଦୟ କୁ ଛୁଇଁଗଲା ,,,ଜୟ ଜଗନ୍ନାଥ,,,

  • @uditnarayanmohapatra8487
    @uditnarayanmohapatra8487 Před 2 lety +35

    🙏🙏ଜୟ ଜଗନ୍ନାଥ 🙏🙏

  • @BB-yr5bh
    @BB-yr5bh Před 2 lety +7

    ବହୁତ ସୁନ୍ଦର,ହୃଦୟ ସ୍ପର୍ଶୀ,ଭଜନ ର ଗୀତ ରଚନା,ସ୍ୱର ଏବଂ ମ୍ୟୁଜିକ ସବୁ ଅତ୍ୟନ୍ତ ସୁନ୍ଦର , ତା ଠାରୁ ଆହୁରି ସୁନ୍ଦର ଦାଶ ବାବୁଙ୍କର ଭଜନ ଗାଇବାର ଭାବ , ବର୍ତ୍ତମାନ ସମୟରେ ଗାୟକ ବହୁତ କିନ୍ତୁ ଭାବର ଅଭାବ ପରିଲକ୍ଷିତ ହୋଇଥାଏ,ହେଲେ ଏ ପିଲା ଠାରେ ସେଇ ସମସ୍ତ କଳା ଭଗବାନ ପ୍ରଦାନ କରିଛନ୍ତି l ଆଖି ଦେଇନାହାନ୍ତି ସତ ହେଲେ ତାଙ୍କୁ ଯେଉଁ ଆଖି ଦେଇଛନ୍ତି ତାହା ଅନ୍ୟ ମାନଙ୍କ ପାଖରେ ନାହିଁ l ଆମକୁ ଦୁନିଆଁ ଦେଖେଇବା ପାଇଁ ଆଖି ଦେଇଛନ୍ତି କିନ୍ତୁ ତାଙ୍କୁ ଦୁନିଆକୁ ସତମାର୍ଗରେ ନେବାର ସାମର୍ଥ୍ୟ ଦେଇଛନ୍ତି l ଇଶ୍ଵର ତାଙ୍କର ଚଲାପଥକୁ କୁସୁମିତ କରନ୍ତୁ l ଜୟ ଜଗନ୍ନାଥ l

  • @sabitrinayak2462
    @sabitrinayak2462 Před rokem +5

    So cute song and awesome voice 💕💕💕💕💕💕💕💕💕💕💕💕💕💕

  • @bharatipradhan772
    @bharatipradhan772 Před rokem +17

    So nice 💖💓
    Beautiful Voice 👍👍
    Jay Jagannath swami 💖

  • @ratikantapatnaik1966
    @ratikantapatnaik1966 Před rokem +14

    🙏Jay Jagannath 🙏🌷

  • @mithunjena7083
    @mithunjena7083 Před rokem +5

    Jay shree Jagannath Prabhu chharano me koti koti pranam prabhu 🙏🙏🙏🙏🙏
    Very Very Nice song 👍👌👌👍👌

  • @jhunubalaswain
    @jhunubalaswain Před 3 měsíci +4

    ଉମାକାନ୍ତ ଦାସ ଅନ୍ଧ ହେଇ ମଧ୍ୟ ସୁନ୍ଦର ମନୋରମ ସଙ୍ଗୀତ ସମାଜ ସମ୍ମୁଖରେ ଉପସ୍ଥାପନା କରିପାରୁଛନ୍ତି। ସେ ବାସ୍ତବରେ ଏହି ଅତ୍ୟାଧୁନିକ ଯୁଗରେ ପିଲାମାନଙ୍କ ପାଇଁ ପ୍ରେରଣା। ଏ କଳିଯୁଗରେ ସେ ସମାଜ ଠାରୁ ଭିନ୍ନ ଏବଂ ଧର୍ମାତ୍ମ। ସତରେ ଭଗବାନ ତାଙ୍କର ମଙ୍ଗଳ ବିଧାନ କରନ୍ତୁ

  • @harekrushna4161
    @harekrushna4161 Před rokem +4

    Jay Jagannath 🙏🙏🙏🙏
    I wish your good luck umakanta bhai
    Jagannath is always help you 👍👍👍👍👍👍👍👍👍💖💖💖💖💖💖

  • @prasantajena8967
    @prasantajena8967 Před 2 lety +17

    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @jkpanda3267
    @jkpanda3267 Před 2 lety +11

    ଖୁବ ସୁନ୍ଦର ଭଜନ 👌ଜୟ ଜଗନ୍ନାଥ 🙏

  • @prasyuktapaschimakabat5757

    ମନ ପ୍ରଫୁଲିତ ହୋଇଗଲା ହୃଦୟ କାନ୍ଦି ଉଠିଲା ତୁମ ଗୀତ ରେ. ଜଗନ୍ନାଥ ତୁମକୁ ସହାୟ ନିଶ୍ଚିନ୍ତ ହେବେ

  • @santoshsahoo1581
    @santoshsahoo1581 Před 3 měsíci +4

    ଜଗନ୍ନାଥ ତୁମ ର ମଙ୍ଗଳ କରନ୍ତୁ ଭାଇ

  • @bbsupdater8109
    @bbsupdater8109 Před 2 lety +8

    Jay jagannath 🙏🙏
    Jay kala 👍

  • @sangeetstarupdate8732
    @sangeetstarupdate8732 Před rokem +14

    🙏🙏🙏Jay jagannatha 🙏🙏🙏 super 👌👌👌

  • @deepapatro3480
    @deepapatro3480 Před rokem +5

    Heart touching song..... Akhire luha rahiheuni.... Jay jaganath...... God bless u baba.......

  • @sujitjena3300
    @sujitjena3300 Před rokem +16

    Drusti sina bhagaban deinahanti.. Satare bada hrudaya tumara..
    Such a beautiful song hearing after 1 year of release of song... Beautiful lines... Heart touching.....
    JAY JAGANNATH 🙏🙏🙏🙏

  • @ganeshparida5190
    @ganeshparida5190 Před 2 lety +14

    ବହୁତ୍ ସୁନ୍ଦର୍ ଭଜନ ଠାକୁରେ କରନ୍ତୁ ତାଙ୍କର ଆଖି ପୁଣି ସେ ଫେରି ପାନ୍ତୁ

  • @udit212
    @udit212 Před 2 lety +18

    Very nice song

  • @jyotsnamahapatra6349
    @jyotsnamahapatra6349 Před rokem +9

    ବହୁତ ସୁନ୍ଦର ହେଇଛି ଏହି ଗୀତ, ଇଶ୍ଵର ମଙ୍ଗଳ କରନ୍ତୁ ।

  • @skpandasaroj4877
    @skpandasaroj4877 Před rokem +3

    ଜୟ ଶ୍ରୀ ଗୀତଗୋବିନ୍ଦ 🙏🙏🙏🙏🙏🌹🌹🌹🌹🌹

  • @user-oe5zy8lq6l
    @user-oe5zy8lq6l Před 2 lety +148

    ପ୍ରଭୂ ସବୁ ତୁମର ଇଚ୍ଛା
    ତୁମେ ଚାହିଁଲେ ଏ ଅନ୍ଧ ପିଲାଟି ବି ଚକ୍ଷୁ ପାଇବ 🌹👏🌹👏🌹👏🌹

  • @subhranshusahu893
    @subhranshusahu893 Před 2 lety +90

    ଉମା ବାବୁ ତୁମର ସବୁ ଭଜନ ଅତି ହୃଦୟ ସର୍ଶୀ।

  • @SanjayKumar-zl1ib
    @SanjayKumar-zl1ib Před rokem +7

    Mind blowing Voice & Music Jai Jagannath

  • @nirupamasahoo7722
    @nirupamasahoo7722 Před rokem +23

    Beautiful voice Jay jagannth 🙏

  • @chittaranjan4705
    @chittaranjan4705 Před rokem +109

    ହୃଦୟ ଛୁଆଁ ସ୍ୱର । ଭଗବାନ ତୁମକୁ ଆଶିର୍ବାଦ ଦିଅନ୍ତୁ । ମାଆ ସରସ୍ଵତୀ ସଦେବ କଣ୍ଠରେ ଥାନ୍ତୁ ତୁମର । ପ୍ରାର୍ଥନା କରୁଛି ହୃଦୟରୁ ମୋର । "ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ "

  • @biswambernayak6394
    @biswambernayak6394 Před 2 lety +19

    Beautiful song
    Jay jaganatha

  • @KarunakarSahoo-ji3zh
    @KarunakarSahoo-ji3zh Před rokem +1

    Jay Jagannath 🙏🙏🙏🙏🙏

  • @ambikamajhi-oq4bp
    @ambikamajhi-oq4bp Před rokem +17

    Heart touching song 😭😭😭 God bless you Bhai Jay Shri Jagarnath 🙏🙏🙏

  • @bubulusamantaray1303
    @bubulusamantaray1303 Před 2 lety +14

    ଭାବରେ ହୃଦୟରେ ଶ୍ରଦ୍ଧା ରେ ତୁମକୁ ସ୍ମରିଲେ ମନ ପ୍ରାଣ ଶାନ୍ତ ତୃତି ଲାଗେ। ଗୀତ ହୃଦୟସ୍ପର୍ଶୀ।

  • @banibhusanmohanty2443
    @banibhusanmohanty2443 Před 2 lety +33

    ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ସବୁବେଳେ ରହୁ ମୋର ପ୍ରାର୍ଥନା 🙏🙏🙏।

  • @anadikumar3086
    @anadikumar3086 Před rokem +1

    So sweet voice 👌👌👌👌👌

  • @kanhu210
    @kanhu210 Před rokem +1

    Super Voice.... No words..... Amazing.....

  • @sanjitkumarbehera7736
    @sanjitkumarbehera7736 Před 2 lety +7

    Very very nice song

  • @niluabiswal3392
    @niluabiswal3392 Před 2 lety +22

    Nice voice God bless you 😭😭😭😭🙏🏻🙏🏻🙏🏻🙏🏻🙏🏻 Jay Jagannath 🙏🏻🙏🏻🙏🏻🙏🏻

  • @prakashchandrasahu7151
    @prakashchandrasahu7151 Před rokem +22

    ଉମାକାନ୍ତ ଭାଇ ର କଣ୍ଠ ସତେ ହୃଦୟ ସ୍ବର୍ଶୀ...... ଗୀତ ଶୁଣି ମନ ବିଭୋର ହୋଇ ଉଠେ 👍👍
    ଜୟ ଜଗନ୍ନାଥ 🙏🙏

  • @shubham_gamer3079
    @shubham_gamer3079 Před 11 měsíci +1

    ଉମାକାନ୍ତ ତୁମ ସ୍ବର ଭୋଉତ ଭଲ ଭଗବାନ ତୁମକୁ କୋଟି ଆଶିଷ ଦିଅନ୍ତୁ ଏହିଭଳି ଭଜନ ତୁମ କଣ୍ଠରୁ ସବୁ ବେଳେ ଶୁବୁଥାଉ

  • @samirkantamahanta8670
    @samirkantamahanta8670 Před 2 lety +11

    Jay Jagannath 🙏 🙏 🙏

  • @shesadevparida1962
    @shesadevparida1962 Před rokem +7

    Jay Jagannath swami🙏🙏🙏🙏
    Very good song Super voice

  • @balirammudali6849
    @balirammudali6849 Před rokem +1

    🙏Jay shree Jaganath ❤

  • @ashishsamal5889
    @ashishsamal5889 Před rokem +1

    What a voice and what a composition unbelievable, Jay Jagannath madichala

  • @himanshusekharsahu9559
    @himanshusekharsahu9559 Před 2 lety +5

    ସତରେ ଏ ଗୀତ ମୋ ହୃଦୟକୁ ଛୁଇଁଗଲା❤❤❤.ହେ ମହାପ୍ରଭୁ ଜଗନ୍ନାଥ🙏🐚🙌🚩

  • @droutray1150
    @droutray1150 Před 2 lety +30

    ଦୀର୍ଘାୟୁ ହୁଅ , ଯଶଶ୍ୱୀ ହୁଅ | ଗୀତ ରଚନାକାରୀ ଙ୍କୁ ବହୁତ୍ ଧନ୍ୟବାଦ୍🙏

  • @rajjagdeb449
    @rajjagdeb449 Před rokem +1

    Nice song ❤ so beautiful song and voice 🙏🙏🙏😭😭😭😭 love you 😭🙏jay jagannath 🙏👌

  • @danpatibisoi6417
    @danpatibisoi6417 Před rokem

    Super. Hit. Bajan🙏🙏🙏🙏🙏

  • @jaydevadha7816
    @jaydevadha7816 Před rokem +65

    ଆପଣ ଙ୍କ କଣ୍ଠ ଏତେ ସୁମଧୁର ଯେ ବର୍ଣନା ନା କରିବା ଅସମ୍ଭବ ବହୁତ ବଢିଆ ଶ୍ରୀ ଜଗନ୍ନାଥ ଆପଣ ଙ୍କୁ ଭଲ ରେ ରଖିଥାନ୍ତୁ 🙏🙏🙏🙏🙏🙏🙏

    • @lituswain6995
      @lituswain6995 Před rokem

      @Kalyani Nishank ok ok ok ok👌👌👌👌👌 o

    • @lituswain6995
      @lituswain6995 Před rokem

      O

    • @bhiveshmandavi646
      @bhiveshmandavi646 Před rokem

      , VR VR ee@Kalyani Nishank r

    • @pujadash452
      @pujadash452 Před rokem

      God bless u beta
      Jagarnatha. Tuma ku aakhi deinahanti. Hele beta. Jagarnatha. Tama ku. Pura nijara. Kari neichanti. Sethi pain. Ta. Tame ate sundar bhajana tankara gai parucha. Jagarnatha. Nk parichaya re tuma parichaya. Joda heichi. Aakhi. Thai.aajira manisa bahut papo kari chalichi. Kana a aakhi. Ra. Jouthi. Prabhu nku dekhi parunu. Tame. Ta tankari aakhire tanku dekhucha sabas beta

    • @jisudanmilid3944
      @jisudanmilid3944 Před rokem

      @Kalyani Nishank vvv4to3k

  • @susandhyamohanty1780
    @susandhyamohanty1780 Před rokem +49

    ଧନ୍ୟରେ ପୁଅ ତୋ କଣ୍ଠ ଧନ୍ୟ ତୁମ ପିତା ମାତା। ଜଗନ୍ନାଥ ମହାପ୍ରଭୁ ତମକୁ ସୁସ୍ଥ ଓ ଦିର୍ଘାଉ ରଖି ଥାନ୍ତୁ ମୋର କୋଟି କୋଟି ପାର୍ଥନା 🚩🚩🙏🙏🙏🙏

  • @basumatiaruk493
    @basumatiaruk493 Před rokem +7

    Jay Jagannath 🙏❤🙏

    • @jyotirindradas2543
      @jyotirindradas2543 Před rokem

      ଠାକୁର ତୁମକୁ ସାହା୍ୟ ହୁଅନ୍ତୁ

    • @rupashreeDas-tt6lz
      @rupashreeDas-tt6lz Před 3 měsíci

      G go bio Volvo hip-hop hip-hop do Ohio Volvo to HTTP rooftop go Ohio rooftop studio hip homework) huff Rodrigo up inspirational Mobil vivo boohoo hoop monotheist boohoo boo-boo officialGiovanna bikini OK to UC vivo

  • @pratimakumaripattnaik4622

    Nice song 👌Very Nice voice God bless you 👍

  • @saishree7653
    @saishree7653 Před rokem +2

    Lord jagatnnath bless u.. 🙏

  • @sandip2621
    @sandip2621 Před 2 lety +10

    Jai shree Jagannath 🙏🙏🙏

  • @swapnapatra135
    @swapnapatra135 Před rokem +12

    ଜଗନ୍ନାଥ ପ୍ରଭୁ ଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହିଥାଉ 🙏🕉️🕉️🕉️🕉️🕉️🙏

  • @anupamabhoi6883
    @anupamabhoi6883 Před rokem +6

    ପ୍ରଭୁ ଜଗନ୍ନାଥ ତୁମ ଆଖିର ଜ୍ୟୋତି ଫେରେଇ ଦିଅନ୍ତୁ 🙏🙏🙏 ଏତେ ସୁନ୍ଦର କଣ୍ଠ। ଆତ୍ମା ତୃପ୍ତି ହେଲାପରି ଲାଗୁଛି 🙏🙏🙏 ଅତ୍ୟନ୍ତ ହୃଦୟସ୍ପର୍ଶୀ।।। ଭଗବାନ ତୁମକୁ ଖୁସିରେ ରଖନ୍ତୁ

  • @urmilabhuyan8438
    @urmilabhuyan8438 Před rokem +3

    So nice voice👌👌👌👌 😍🐰

  • @sanjubhue4462
    @sanjubhue4462 Před 2 lety +7

    Jai Jagannath

  • @upendraprasadbiswal3086
    @upendraprasadbiswal3086 Před rokem +2

    ଖୁବ ହୃଦୟସ୍ପର୍ଶି ତୁମ ସ୍ୱର ଆଉ ଭାବ l ମହାପ୍ରଭୁ ତୁମ ପ୍ରତକ୍ଷାର ଅନ୍ତ ଘଟାନ୍ତୁ 🙏

  • @ahalyaranidip6931
    @ahalyaranidip6931 Před rokem +1

    My dear child God is always with U।Be positive at every moment। Wishing U for the best of all with U at every moment।.👌.Jay Jagannath.🙏🙏🙏🙏🙏🙏🙏🙏🙏🙏

  • @ajitkumarpradhan9245
    @ajitkumarpradhan9245 Před 2 lety +5

    God bless this child singer what a voice thankyou

  • @ranjansahu4730
    @ranjansahu4730 Před 2 lety +8

    Jayjagannath 🙏

  • @prustysaurabh
    @prustysaurabh Před rokem +4

    Gem of a voice....one in million...great discovery....

  • @ramapujari2072
    @ramapujari2072 Před rokem +1

    Jay jagannath Very very Excellent song bro I am Proud of you

  • @birenkumarpanda6008
    @birenkumarpanda6008 Před 2 lety +9

    Jay jagannath🙏🙏🙏 super voice

  • @chandramanikar3770
    @chandramanikar3770 Před 2 lety +67

    Satare umakanta a bhajana nischita jagannathanka hrudayaku sparsha Kariba...ati sundar ..🙌..God bless you....🙏

  • @BhaktiKantha
    @BhaktiKantha Před rokem +2

    ତୁମେ ହିଁ ଜଗନ୍ନାଥ ଅତି ସୁନ୍ଦର ଗୀତ ସୁନ୍ଦର କଣ୍ଠ ସ୍ୱର ଲୟ ତାଳ ଭାବମୟର ସଂଗୀତ |

  • @sanjayjena9568
    @sanjayjena9568 Před rokem +2

    Very nice voice 👌
    Jay jagannath swami 💐🙏
    Touch my heart this song..