'ରତ୍ନଭଣ୍ଡାର ଦେଖି ମୁଁ ଆଶ୍ଚର୍ଯ୍ୟ' |Exclusive Interview with Justice Biswanath Rath | Ratna Bhandar |OR

Sdílet
Vložit
  • čas přidán 5. 09. 2024

Komentáře • 265

  • @NirupamaDevi24
    @NirupamaDevi24 Před měsícem +3

    ଲୋକ ନାଥଙ୍କ ଧଣ୍ଡା ଛୁଇଁ ସମସ୍ତ ରତ୍ନ ଭଣ୍ଡାର ସୁରକ୍ଷା, ଯାଞ୍ଚ କମିଟି ଶପଥ ନିଅନ୍ତୁ, ପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ରଖିବେ, ଲୁଟିବାର ଭୟ ଯେମିତି ନ ରୁହେ, ଭବିଷତରେ, ସମସ୍ତଙ୍କ ଗୋଚର ରେ ଆସୁ, କେତେ କିଏ ଲୁଟିବେ ଜଣା ପଡିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ, ଜୟ ଜଗନ୍ନାଥ 🙏

  • @anantaprasadpraharaj559
    @anantaprasadpraharaj559 Před měsícem +9

    ସାର୍ ଆପଣ ଓ ଆପଣ ଙ୍କ ର ପୁରା ଟିମ୍ ର ସଦସ୍ୟ ମାନଙ୍କୁ ଶତ ଶତ ପ୍ରଣାମ 💐 🙏🙏, ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କ ର ଆଶିର୍ବାଦ ଆପଣଙ୍କ ଉପରେ ରହିଛି ଓ ରହିବ ମଧ୍ୟ

  • @air-strike3526
    @air-strike3526 Před měsícem +28

    ମୋର ସିଧା କଥା ହେଲା ମୋର ପୁରୀ ପଣ୍ଡା ଙ୍କ ଉପରେ ଟିକେ ବି ବିଶ୍ୱାସ ନାହିଁ । ଏଠି ଆଉ ରାଜା ଶାସନ ନାହିଁ ଯେ ଆଉ ଗୋଟେ ରାଜା attack କରିବ ଆଉ ରତ୍ନ ଭଣ୍ଡାର ଲୁଟି ନେଇ ଯିବ ।
    ୧. ଯଦି ତମେ ପଣ୍ଡା ମାନେ ରତ୍ନ ଭଣ୍ଡାର ଜଗୁଥିଲ ତାହେଲେ ହାତୀ ହାତୀ ରତ୍ନ ଅଳଙ୍କାର ସବୁ କୁଆଡେ ଗଲା??!!!
    ୨. 46 ଦେଶ ର ରତ୍ନ ଖଞ୍ଜିତ ରାଜମୁକୁଟ କୁଆଡେ ଗଲା ??!!!
    ୩. ଯୋଉ ପୁରୁଖା ଓ ବୟୋଜ୍ୟେଷ୍ଠ ଲୋକ ମାନେ ଯିଏ ସ୍ଵ ଚକ୍ଷୁ ରେ ଦେଖିଛନ୍ତି ଯାହା ପୂର୍ବ ତାଲିକା ରେ ଥିଲା ଯେ ଏତେ ରତ୍ନ ଅଳଙ୍କାର ଆଉ ଅଗଣିତ ମୂଲ୍ୟବାନ ହିରା ସବୁ ଆଉ ଅମୂଲ୍ୟ ରତ୍ନ ପଥର ସବୁ ଥିଲା ଯାହା କି ଏବେ ର ଆନୁମାନିକ ମୂଲ୍ୟ ଅନୁସାରେ ଦଶଟା ବମ୍ବେ ସହର କିଣା ଯାଇ ପାରିବ। ସେସବୁ କୁଆଡେ ଗଲା ??!!!
    ୪. କହୁଚ କଣ ସୁଡ଼ଙ୍ଗ ନାହିଁ, ଆମେ ପିଲାବେଳୁ ଶୁଣି ଆସିଚୁ ପ୍ରଭୁ ଲିଙ୍ଗରାଜ ଙ୍କ ସହିତ ପୁରୀ ମନ୍ଦିର ଭିତରୁ connection ଅଛି, ଖଣ୍ଡଗିରି ସହିତ ଅଛି ଆଉ ରାଜ୍ୟ ର ଭିନ୍ନ ଭିନ୍ନ ମଠ ମନ୍ଦିର ସହିତ ଅଛି। କଣ ପାଇଁ ସିଧା ସିଧା ଏସବୁ କଥା କୁ ମନା କରି ଦଉଚ କିଛି ଆଧୁନିକ ଟେ୍କ୍ନୋଲୋଜୀର ଯାଞ୍ଚ ନକରି। ଆଜ୍ଞା ଏଇ ଜମାନାରେ ଆପଣଙ୍କ ଏହି ଜ୍ଞାନ ସମସ୍ତଙ୍କୁ ମୂର୍ଖ ବନେଇ ପାରିବ ନାହିଁ। ସିଧା କଥା ହେଲା ବର୍ତମାନ ରାଜା ହେଲେ ଦେଶର ପ୍ରଧାନମନ୍ତ୍ରୀ ଆଉ ଭାରତ ସରକାର। ଏଥିରେ ସେବାୟତ ମାନେ କେହି ଆମର ଆମର କହି ପାରିବେ ନାହିଁ । ଆମେ କାଳିଆ ସାଆନ୍ତ ଙ୍କର ସମସ୍ତ ରତ୍ନ ଭଣ୍ଡାର ଜିନିଷ ଆମେ ଦେଖିବୁ ଆମର ଅଧିକାର ଅଛି ଆଉ ଏଗୁଡ଼ା କାହା ବୋପା ସମ୍ପତି ନୁହେଁ ଯେ ଥୋଇଲା ଭଳିଆ ମାଡ଼ି ବସିବ । ଜୟ ଜଗନ୍ନାଥ ପ୍ରଭୁ 🙏🚩🚩
    ‼️⭕❗⭕‼️ ଯିଏ ବି ଟିକିଏ ସ୍ବାର୍ଥ ପାଇଁ ବି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରୁ କାଣିଚାଏ ବି ନେଇଥିବ ବା ଲୋଭ କରିଥିବ , ତା ବଂଶ ରେ କେହି ନ ରୁହନ୍ତୁ ଏଇଟା ଅଭିଶାପ ସାଢେ଼ ଚାରି କୋଟି ଓଡ଼ିଆ ଆଉ ବିଶ୍ଵ ର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ତରଫରୁ । 🙏🙏🚩🚩🚩🚩🚩🚩🚩🚩🚩 ଜୟ ଜଗନ୍ନାଥ

    • @user-lo2sz9sj7t
      @user-lo2sz9sj7t Před měsícem +2

      ପୁରା ସତ କଥା ସବୁ ମିଛ । ବାହାରେ ଗୋଟେ ଭିତରେ ଆଉ ଗୋଟେ। ସତ ସାମ୍ନା କ ଆଣ ଆମେ ଦେଖିବୁ । ଆଉ ମୋଗଲ ସମ୍ରାଟ ନାହିଁ କି କୋଉ ରାଜା ଆକ୍ରମଣ କରିବାର ନାହିଁ। ତମ କଥାରେ ଆମର ଟିକେ ବି ବିଶ୍ୱାସ ନାହିଁ।

    • @khirodsahoo9624
      @khirodsahoo9624 Před měsícem +3

      ହଁ ଭାଇ ମାନେ ମନେରଖ ଏବେ କୌ ରାଜା ଆକ୍ରମଣ କରିବାର ନାହିଁ କି । କିନ୍ତୁ ସବୁ ଭିତର ଲୋକ ଧୀରେ ଧୀରେ ଲୁଟୁଛନ୍ତି ଏ ବାବୁ କହିବେନି। ଆମର ତୁମ କଥା ରେ ବିଶ୍ୱାସ ହଉନି । We demand all advance survey. ପରେ ଆଉ କେହି ଏପରି ଯନ୍ତ୍ର ବ୍ୟବହାର କରି ଲୁଟି ନ ନଉ ସରକାର ଯଥାଶୀଘ୍ର ବୈଷୟିକ ଯନ୍ତ୍ରାଂଶ ବ୍ୟବହାର କରି ସମସ୍ତ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଉଦ୍ଧାର କରନ୍ତୁ ନହେଲେ ପରେ ଆଉ କେହି କରି ଲୁଟିନେବ ଗ୍ୟାରେଣ୍ଟି । ଜୟ ଜଗନ୍ନାଥ ମହାପ୍ରଭୁ 🙏

    • @nirmalKumar-zd7qi
      @nirmalKumar-zd7qi Před měsícem

      😂

    • @gangadharsatapathy316
      @gangadharsatapathy316 Před měsícem

      @@air-strike3526 ଆଜ୍ଞା !! ଆମେ ହୁଏତ ଯାଣି ପାରିବା ନାହିଁ କିମ୍ବା ଦେଖି ପାରିବା ନାହିଁ !! କିନ୍ତୁ ଭଗବାନ୍ ଙ୍କ ଅଦାଲତରେ କେହି ଖସିଯାଇ ପାରିବେ ନାହିଁ। ଧୁଳି ଶାତ୍ ହୋଇଯିବେ, ତଳିତଳାନ୍ତ ହୋଇଯିବେ।

  • @suryakanta6215
    @suryakanta6215 Před měsícem +14

    sir ଆପଣ ଯଦି ପ୍ରତିଙ୍ଗା କରିଛନ୍ତି ଲୋକମାନଙ୍କୁ କହିବେନାହିଁ ବା ଲୋକ ମାନେ ଯଦି ନ ଜାଣିବେ ତା ହେଲେ ରତ୍ନ ଭଣ୍ଡାର କୁ ନେଇକି ରାଜନୀତି କରିବା କନ ଦରକାର ଥିଲା, ଭଗବନ ସହିବେନି ଜୟ ଜନ୍ନାଥ

    • @pradyumnapradhan7703
      @pradyumnapradhan7703 Před měsícem +2

      ଆରେ ଭାଇ ,ସମ୍ପୂର୍ଣ୍ଣ ଗଣତି ପରେ ସେ ପ୍ରକାଶ କରିବେ।🙏

    • @saritapatwari5486
      @saritapatwari5486 Před měsícem

      E​@@pradyumnapradhan7703

  • @sanujsahu3242
    @sanujsahu3242 Před měsícem +2

    ଯେଉଁ ସବୁ ରତ୍ନ ଆଛି ସେ ହେଉଛି ପ୍ରଭୁ ଜଗନ୍ନାଥ ଙ୍କ ର ସେସବୁ ସମସ୍ତ ଓଡ଼ିଆ ଜାଣିବା ଆବଶକ୍ୟ ଆଛି

  • @user-ib9ch8kw8t
    @user-ib9ch8kw8t Před měsícem +16

    👍, ଜୟ ଜଗନ୍ନାଥ 🙏ଆପଣଙ୍କ ଯାତ୍ରା ସୁଗମ ହେଉ.

  • @subashsahoo3527
    @subashsahoo3527 Před měsícem +23

    ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩👌👌👍❣️❣️❣️

  • @sabitanayak4716
    @sabitanayak4716 Před měsícem +5

    ସବୁ କଥା କାହିଁ ସୋସିଆଲ ମିଡ଼ିଆ ରେ କହିବେ । ଭଗବାନ ଙ୍କୁ ଭୟ କର

  • @pratapsindhupatra8120
    @pratapsindhupatra8120 Před měsícem +31

    ସୁନ୍ଦର ମନ ଭାବ ର ଲୋକ ବୋଲି ଜଗନ୍ନାଥ ଠାକୁର ରଥ ସାର୍ ଙ୍କୁ ଏହି ଦାୟିତ୍ବ ଦେଲେ

  • @dipakswain5999
    @dipakswain5999 Před měsícem +4

    କେଦାର ନାଥ ରୁ ଯେମିତି 250 kg ସୁନା ଚୋରି କରିନେଲେ ସେମିତି ପ୍ରଭୁ ଜନ୍ନାଥଙ୍କ ସୁନା ବି ଚୋରି କରି ନେବେ, ଜନ ସାଧାରଣଙ୍କୁ ପ୍ରତ୍ୟେକ ଟି ଅଳଙ୍କାର ର ଗଣତି ଓ ହିସାବ ମୂଲ୍ୟ ଜାଣିବା ଦରକାର

    • @BINODKUMARNANDI
      @BINODKUMARNANDI Před měsícem

      କେଦାରନାଥ story ତା ଭଲ ସେ ଜାଣିବାକୁ ଚେଷ୍ଟା କର

  • @user-jw6bh6ug6h
    @user-jw6bh6ug6h Před měsícem +7

    DURYODHAN KHATUA
    HON'BLE JUSTICE BISWANATH RATH SIR ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! YOU ARE VERY LUCKY SIR ! LORD JAGANNATH MAY BLESS YOU AND YOUR WHOLE TEAM !

  • @debabratamathan529
    @debabratamathan529 Před měsícem +2

    ଓଡ଼ିଶା ରେ ଲୁଟ୍ ପ୍ରତିଯୋଗିତା ଚାଲିଛି , ମରିବେ ସବୁ ,

  • @VickySingh-fy4qv
    @VickySingh-fy4qv Před měsícem

    Jai Jagannath Bhagwan Ji 🙏🏻🙏🏻

  • @NatureTour8716
    @NatureTour8716 Před měsícem +30

    ଯେହେତୁ ଓଡ଼ିଶା ବାସୀ ଙ୍କ ତତ୍ତ୍ଵାବଧାନରେ ସରକାର ଗଠନ ହୋଇଛି ସେଥିପାଇଁ ସମସ୍ତଙ୍କ ର ଜାଣିବାର ଅଧିକାର ଅଛି ଜୟ ଜଗନ୍ନାଥ 🙏

  • @KailashPanda-o5f
    @KailashPanda-o5f Před měsícem +23

    ହେ କାଳିଆ. ସାନ୍ତ କୋଟି ପ୍ରଣାମ ଏଭଳି ତୁମ ରତ୍ନଭଣ୍ଡାର ଓ ତୁମ ବିଶ୍ୱନିଅନ୍ତା ଓଡିଶା କୁ ରକ୍ଷା କରୁଥାଅ ତୁମ ଅଳଂକାର ତଦାରଖ ଟିମି ସଦସ୍ୟ ଗୁଣିଜ୍ଞାନୀ ଭକ୍ତ ମାନଂକୁ ରକ୍ଷା କରହେ କାଳିଆ ସାନ୍ତେ 🙏🙏🙏🙏

  • @atpmedia9138
    @atpmedia9138 Před měsícem +3

    ତଥ୍ୟ ଗୁପ୍ତ ରଖୁଛନ୍ତି ଅର୍ଥାତ ଖୋଲି ନ ଖୋଲି କିଛି ଲାଭ ନାହିଁ

  • @abhiseknanda9587
    @abhiseknanda9587 Před měsícem +39

    ଯାହା ହେଉ ଏତେ ଦିନ ପରେ ଭିତର ରତ୍ନ ଭଣ୍ଡାର ବିଜେପି govt. ଯୋଗୁଁ ଖୋଲା ହେଲା | ଜୟ ଜଗନ୍ନାଥ, ଜୟ ବିଜେପି |

    • @bishnupriyapradhan1152
      @bishnupriyapradhan1152 Před měsícem +3

      Kholigala kintu se kahobeni kana dekhile

    • @AsitKumarSa
      @AsitKumarSa Před měsícem +4

      Bjp govt jongu Kedarnath bi kholithila😅😅😅😅😅

    • @jullysamal6626
      @jullysamal6626 Před měsícem +4

      BJP ଚୋରି କରିବାକୁ ସୁବିଧା ହେଲା

    • @asit_mohanty
      @asit_mohanty Před měsícem +2

      Ethiru odisha loka nku kn miliba..tumaku kn milila

    • @somanathbarik4128
      @somanathbarik4128 Před měsícem +2

      ଭାଇ କେଦାର ନାଥ ଭଳିଆ ହବ ଦେଖିବ ସୁନା ପିତଳ ହେଇଯିବ

  • @gangadharsatapathy316
    @gangadharsatapathy316 Před měsícem +2

    ପରମେଶ୍ବର ଙ୍କ ସୃଷ୍ଟି ରେ ସେ ନିଜେହିଁ ଶ୍ରଷ୍ଟା ( Director, Aacter, Creator and Master, - - - - ( Suprim Soul') All in All )⚜️⚜️🌹🌹💎💎💐💐🇲🇰🇲🇰

  • @binoddas7295
    @binoddas7295 Před měsícem +53

    13,15 ଜଣ 7,8 ଘଣ୍ଟା ରେ ଅଣ୍ଡର ଗ୍ରାଉଣ୍ଡ ନାହିଁ, ଆଉ କୋଠରୀ ନାହିଁ କହିବା ସମ୍ପୂର୍ଣ୍ଣ ଭୁଲ, କାରଣ 4 ମାସ ଧରି ମୁସଲମାନ 1000 ଲୋକ ପାଉନଥିଲେ, ତେଣୁ export ର ଦରକାର

  • @kedarbiswal4575
    @kedarbiswal4575 Před měsícem +4

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ସାର୍ବଜନୀନ ନକରି ଗୁପ୍ତ ରଖାଯିବା କେତେ ଦୂର ଯୁକ୍ତିଯୁକ୍ତ ଓ ଏ ବିଷୟରେ ଜଷ୍ଟିସ ରଥଙ୍କର ମତାମତ କ'ଣ ଜାଣିହେଲା ନାହିଁ।

    • @jitugouda7757
      @jitugouda7757 Před měsícem +5

      ଗୁପ୍ତ ରଖିବା ହିଁ ଉଚିତ୍, କାରଣ ଆମ ଜଗନ୍ନାଥ ଗରିବ ଠାକୁର ଆମେ ଚାହୁଁନୁ ଆମ ଜଗା ଙ୍କ ସମ୍ପତି କିଏ ଜାଣୁ ବୋଲି ତାଙ୍କ ସମ୍ପତି ଅକଳ୍ପଣୀୟ ତେଣୁ ଯଦି କିଏ ଜାଣି କେବେ ଆକ୍ରମଣ ବି କରିପାରନ୍ତି, ତେଣୁ ତାହା ସରକାର ଓ ଜଗନ୍ନାଥ ଙ୍କ ପାଖରେ ଗୁପ୍ତ ରହୁ

    • @khirodsahoo9624
      @khirodsahoo9624 Před měsícem

      ସବୁ ଚୋର କେହି ଭଲ ଲୋକ ନୁହନ୍ତି । ମୋର ଟିକେ ବି ବିଶ୍ୱାସ ନାହିଁ ଏମାନଙ୍କ ଉପରେ।

    • @Mr._satyam
      @Mr._satyam Před měsícem

      E midia samnaku asibe kintu kichhi kahibeni boli kahuchhanti😂😂

    • @pabitrakumarsahoo1198
      @pabitrakumarsahoo1198 Před měsícem

      Apana nka ghare kete alankara achhi apana sarbajanina karuchhanti ki...tenu jagannath nka alankara kn painee loka lochana ku asiba...sei guda kn sadharana jinisha j dekha jiba samasta nku

    • @khirodsahoo9624
      @khirodsahoo9624 Před měsícem

      @@pabitrakumarsahoo1198 are bhai Tamara kan sabu chora suna alankar ki...??!! Heithiba bodhe kintu aamara sabu sarkaar nku gst tax dei kinichu 140 koti lokank paakhare taara hisab bi dekhi paaribe.. au jadi sabu jinisa ra hisaab thik thak achhi taahele gayab kan paain hei jaauchi.. ଆମର ସିଧା କଥା କୋଉ ସେବାୟତ କି କାହା ଉପରେ ଆମ ବିଶ୍ୱାସ ନାହିଁ କି ଆମ ବିଶ୍ୱାସ କଣ ପାଇଁ ଆମେ ଛାଡ଼ିବୁ ଗଣତନ୍ତ୍ର ର ହତ୍ୟା ହେଇ ଯିବନି।

  • @user-bg2df7os6k
    @user-bg2df7os6k Před měsícem +5

    ସବୁ ସେହି ମହାପ୍ରଭୁଙ୍କ ଇଚ୍ଛା

  • @gangadharbiswal2606
    @gangadharbiswal2606 Před měsícem +8

    ଯେଉଁ ମାନେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତି ନେଲେ ଓ ଯେଉଁମାନେ ତାହା କାର୍ଯ୍ୟକାରୀ କଲେ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ମାତ୍ର ଅସଲ ମଞ୍ଜି କଥା କେହି କହୁ ନାହାଁନ୍ତି, ବୋଧହୁଏ ଭବିଷ୍ୟତ ର ସୁରକ୍ଷା ପାଇଁ। ମାତ୍ର ୧୯୭୮ ଗଣନା ର ଲିଷ୍ଟ ଅନୁସାରେ ବର୍ତ୍ତମାନର ଅଳଙ୍କାର ଯଥାର୍ଥ ଅଛିକି ? ଯେହେତୁ ଭଣ୍ଡାର ଭିତରେ ସୁଡ଼ଙ୍ଗ ନାହିଁ, ତେଣୁ ମରାମତି ଭଲ ଭାବରେ ହେଇ ପାରିବ। ପୁରୀ ର କିଛି ଲୋକ ଓ କିଛି ଦଇତା ନାନା କଥା କହୁଥିଲେ ତାହା ଗୋଟିଏ ଭେଳିକି ମାତ୍ର। ତାହା କେବଳ ବାହ୍ୟ ଶତ୍ରୁ ପ୍ରତି ଭୟ ଦେଖଇବା ପାଇଁ ଥିଲା ତାହା ଜଣା ପଡିଲା । ଗଣତି କରି ଓଜନକରି‌ ଓ ତାହାର ଆକାର ପଥର ର ରଙ୍ଗ ଲେଖିଲେ ଯଥେଷ୍ଟ ହେବ।‌ମୂଲ୍ୟାଙ୍କନ କରି ଏତେ କୋଟିର ସୁନା ରହିଲା କହି ପ୍ରଚାର କରିବାର ଆବଶ୍ୟକତା ନାହିଁ।
    ପୂର୍ବ ସରକାରରେ ପାଣ୍ଡିୟାନ ନିଜର ଧର୍ମ ଓ ଜାତି ଯୋଗୁଁ ଭଣ୍ଡାର ନିଜେ ଯାଇଁ ଖୋଲୀବାକୁ ଡରୁଥିଲା ବୋଲି ମୋତେ ପ୍ରଭୁ କହିଲେ।
    ଜୟ ଜଗନ୍ନାଥ।

    • @gangadharsatapathy316
      @gangadharsatapathy316 Před měsícem

      ଆଜ୍ଞା 🙏🙏 ଛୋଟ ମୁଣ୍ଡରେ ଗୋଟିଏ କଥା କହିବାକୁ ଚାହିଁବି କି ଗଣତୀ ମଣତୀ, ଓଜନ,ରଙ୍ଗ ଇତ୍ୟାଦି ଇତ୍ୟାଦି ଇତ୍ୟାଦି ଯେତେ ପ୍ରକାରର ଭେଳିକି କଥା ସବୁ ପ୍ରଶ୍ନ କରୁଛନ୍ତି !! ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେଉଛନ୍ତି !!! ଆଦୌଁ ହେଉନଥିଲା ! ଟିକିଏ ଅପେକ୍ଷା କରନ୍ତୁ, ଧର୍ଯ୍ୟ ରଖନ୍ତୁ । ଧିର ପାଣି ପଥର କାଟେ। ଥଟ୍ଟା ମଜା କଥା ବନ୍ଦ୍ କରି ସେହି ପରମେଶ୍ବର ଙ୍କୁ ଜଣାନ୍ତୁ ଯେ ସମସ୍ତ କାର୍ଯ୍ୟ ଅତି ସୁକ୍ଷ୍ମ ରେ ସୁଚାରୁରୂପେ କରାଇ ଦିଅନ୍ତୁ। ବାବା ମୁକ୍ତେଶ୍ଵର ଙ୍କ ଇଛା। ଓଁ ନମଃ ଶିବାୟ। ହେ ପ୍ରଭୂ ଇଚ୍ଛା ମୟ।

  • @aratimitra8559
    @aratimitra8559 Před měsícem +2

    Very well said Sir......thank u so much 👍👍

  • @anandrout9330
    @anandrout9330 Před měsícem +2

    ସାରେ ଯେଉଁ କହିଲେ ।ଭିତରେ କଣ ଅଛି ଆମେ ପ୍ରକାଶ କରିବୁ ନାହିଁ ।ମତେ ଲାଗୁଛି ଅନେକ ମୁକୁଟ ଅଛି ।

  • @shakti12001
    @shakti12001 Před měsícem

    ମହାପ୍ରଭୁ କଂର ରତ୍ନ ଭଣ୍ଡାର କିମ୍ବା ଶ୍ରୀମନ୍ଦିର ଗୋଟେ tourist place ନୁହେଁ l ଏହା ମହାପ୍ରଭୁ କଂର ମନ୍ଦିର ଅଟେ l

  • @sachikantasahoo6981
    @sachikantasahoo6981 Před měsícem +2

    ମୋର ଗୋଟେ ଭୁଲ ପାଇଁ ଜଗନ୍ନାଥ ମୋତେ ଧ୍ୱଂସ କରିଦେଲେ 😰😰

  • @user-bg2df7os6k
    @user-bg2df7os6k Před měsícem +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @narayansahoo3294
    @narayansahoo3294 Před měsícem +8

    ଜୟ ଜଗନ୍ନାଥ🙏ଅଶେଷ ସାଧୁବାଦ ଆପଣଙ୍କୁ ରଥ ମହାଶୟ

  • @prafulkumarpradhan3159
    @prafulkumarpradhan3159 Před měsícem +2

    Sir apank pad tale koti koti pranam

  • @srisaidesignvastu9209
    @srisaidesignvastu9209 Před měsícem +13

    ଜୟ ଜଗନ୍ନାଥ , ଆଗରୁ ଯିଏ କମିଟି ମୂଖ୍ୟ ଥିଲେ ଏମିତି ପ୍ରଭୁ ଙ୍କ ରତ୍ନ ଭଣ୍ଡାର ବିଷୟରେ ଜାଣିପାରିଲୁ ନାହିଁ ! କିନ୍ତୁ ଏବେ ଆପଣଙ୍କ ମୁଖରୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ବିଷୟରେ ଜାଣି ପାରିଲୁ ! ଜୟ ଜଗନ୍ନାଥ ଯିଏ ଅନ୍ୟାୟ କରନ୍ତି ଜଗନ୍ନାଥ ତାକୁ ଗାଦିରୁ ଓଲହେଈ ଦିଅନ୍ତି !

    • @jullysamal6626
      @jullysamal6626 Před měsícem

      24ବର୍ଷ gadiru bjp out ହେଇଥିଲା କହିକି

    • @debabratanaik2246
      @debabratanaik2246 Před měsícem

      Ratnabhandara kholi ki tama ghara ku sabu ratna ra list ta pathei debe rahitha. Bokachoda.

  • @user-ry5dt1gx9d
    @user-ry5dt1gx9d Před měsícem

    ଆଜ୍ଞା, ଆପଣ ଯେଉଁ ପ୍ରତିଜ୍ଞ କରିଛନ୍ତି ଠିକ ଅଛି, ଆମଘର ର ଭିତିରି ରହସ୍ୟ କାହାକୁ
    ଜାଣିବାକୁ, ଦିଅନ୍ତୁ ନାହିଁ, ଜୟ ଜଗନ୍ନାଥ 🙏

  • @niranjanbaghada1898
    @niranjanbaghada1898 Před měsícem +2

    🙏🙏🪔ଜୟ ଜଗନ୍ନାଥ ସ୍ଵାମୀ🪔🙏🙏

  • @bandhubabu2324
    @bandhubabu2324 Před měsícem +1

    ଅଳଙ୍କାର ର ସୂଚନା ନ ଦେଲେ ଓଡ଼ିଆ ଜାତି ଯୋଉ ଅନ୍ଧାରରେ ଥିଲା ସେହି ଅନ୍ଧାରରେ ରହିବେ! ଭିତର ଭଣ୍ଡାର ଖୋଲିବାର ମୂଲ୍ୟ ତାଙ୍କ ପାଇଁ କିଛି ରହିବ ନାହିଁ!
    ତେଣୁ ଅଳଙ୍କାର ସାର୍ବଜନୀନ କରାଯାଉ!
    ଆଉ ଗୁପ୍ତ ଭଣ୍ଡାର କି ସୁଡ଼ଙ୍ଗ ଅଛିକି ନାହିଁ ତାର ସ୍କାନିଂ ପରେ asi କୁ ହସ୍ତାନ୍ତର କରିବା ଠିକ ହେବ!
    ବାଉରୀବନ୍ଧୁ ବେହେରା! ମଠସାହି, ରେଞ୍ଚ, ପୁରୀ,!

  • @020572Pks
    @020572Pks Před měsícem +1

    Sir,we r proud of you. You r truly blessed.But ,please, complete the whole process by suggesting the govt necessary measures to be taken ahead for security of temples valuable wealth till opening of inner ratna bhandar for perhaps next few decades

  • @prakashkumarjena.babusan.n3760

    ଜୟ ଜଗନ୍ନାଥ ଜୟ ବିଜେପି 🚩🚩🙏🙏🙏

  • @ramchandrapanda9613
    @ramchandrapanda9613 Před měsícem +8

    ଜୟ ଜଗନ୍ନାଥ ଆପଣ କେଡେ ଭାଗ୍ୟ

  • @SaurabhAnupamSahu
    @SaurabhAnupamSahu Před měsícem

    Jai Jagannnath ... SaurabhAnupamSahu

  • @shubhrajitdash63
    @shubhrajitdash63 Před měsícem +1

    Jay Jagannath

  • @girijapattnaik3533
    @girijapattnaik3533 Před měsícem +2

    He Mahaprabhu 🙏🙏🙏

  • @GuduRoy-m1y
    @GuduRoy-m1y Před měsícem +1

    Great sir

  • @somanathbarik86
    @somanathbarik86 Před měsícem +1

    Sir sabu sata kahunahanti.. sethipane ty.. good and best iq person..to be continued

  • @manamohansahoo4693
    @manamohansahoo4693 Před měsícem

    Tq sir ,jaha heichi vala hela

  • @skaifoundation8120
    @skaifoundation8120 Před měsícem +1

    Thank you Judge for restoring faith. God bless you 🙏❤.

  • @ghasiramkhora9195
    @ghasiramkhora9195 Před měsícem +1

    Jay jagannath

  • @reliance9717
    @reliance9717 Před měsícem +120

    ମୁକୁଟ କହିବ ନାହିଁ କଣ ପାଇଁ। ସେଇଟା କଣ ତୁମ ପରିବାର। ଓଡ଼ିଆ ଜାତି ର ପୂର୍ବ ପୁରୁଷ ଜୀବନ ଦେଇ ତାକୁ ରଖିଛନ୍ତି। ଇତିହାସ ଲେଖା ହେବ କେମିତି। ତମେ କହିବ ନାହିଁ ଯଦି

    • @kailashchandrasahoo6293
      @kailashchandrasahoo6293 Před měsícem +18

      ସବୁ କଥା କହିବେ ।ଏବେ ତ second phase ଚାଲିଛି ।। ରତ୍ନ ଅଳଙ୍କାର ଗଣତି ବେଳେ ଏହା ତ ତାଲିକା ଭୁକ୍ତା ହେବ ।ସେତେବେଳେ ତ ନିଶ୍ଚୟ ଜାଣିପାରିବ।

    • @Rajaaa456
      @Rajaaa456 Před měsícem +10

      Hai re murkha se rana khaichnti kahile tote suna galani ki

    • @SHRILOKANATH_music.
      @SHRILOKANATH_music. Před měsícem

      VAI SE SEMANE RANA KHAICHANTY. BUJHA​@@kailashchandrasahoo6293

    • @parsurammohanty9467
      @parsurammohanty9467 Před měsícem

      Right ​@@kailashchandrasahoo6293

    • @susantadas2650
      @susantadas2650 Před měsícem +6

      ନାଇ ରେ କହିଲେ ପଛରେ ଗାଣ୍ଡୀ ମାରିବେ କେମିତି ସୁନା ପୁଣି ପିତଳ ହେବ କେମିତି ଜୟ ଜଗନ୍ନାଥ ସବୁ ସେଇ ପ୍ରଭୁଙ୍କ ଇଚ୍ଛା

  • @AjayKumar-qp2qy
    @AjayKumar-qp2qy Před měsícem

    Jay Jagannath 🙏🙏🙏🙏🙏

  • @maheswarpradhan4247
    @maheswarpradhan4247 Před měsícem +1

    Very good suggestion Sir.

  • @srinibasbhanja6775
    @srinibasbhanja6775 Před měsícem +1

    ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ମୋ ଜେଜେ ବାପା ଓ ଜେଜେମା ପୁରୀ ଯାଇ ମହାରାଜା ଙ୍କ ରାଜ ଗୃହରେ ରହିଥିଲେ |ଜେଜେ କହୁଥିଲେ ଯେ ସେ ରତ୍ନ ଭଣ୍ଡାର ଦେଖିଥିଲେ, ଅନ୍ଧାର ଗୃହରେ ଅଳଙ୍କାର ସବୁ ଚକମକ କରୁଥିଲା |ଭୟ ରେ ଭିତରକୁ ପ୍ରବେଶ କଲେ ନାହିଁ |ହେଲେ ତା ଭିତରେ ସୁଢଙ୍ଗ ରହିଛି କି ନାହିଁ ତାର ସତ୍ୟା ସତ୍ୟ ପୁରୀ ମହାରାଜା ଦେଇ ପାରିବେ ବୋଲି ଭାବୁଛି, କାରଣ ସେ ତାଙ୍କ ପୂର୍ଵ ପୁରୁଷ ମାନଙ୍କ ଠାରୁ ଶୁଣିଥିବେ |ଦ୍ଵିତୀୟ କଥା ହେଲା ଯେ ତାର ଲେଜ଼ର ଵିମ ଷ୍ଟାଡି ହେବା ଦରକାର |ASI ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯିବା ଦରକାର |ସରକାର ଏହା ଉପରେ ନିଷ୍ପତ୍ତି ନେବା ଜରୁରୀ ଅଟେ |ଏହାର ଐତିହାସିକ ନିଷ୍ପତ୍ତି ସରକାର ଙ୍କ ଉପରେ ରହିଅଛି |ମନ୍ଦିର ର structural ମରାମତି ର ଦା୍ୱିତ୍ୱ ସରକାର କମିଟି ଗଠନ କରି ତା ଉପରେ ନ୍ୟସ୍ତ କରିବା ଜରୁରୀ ଅଟେ |ରତ୍ନଭଣ୍ଡାର ର ରତ୍ନ ସମ୍ପର୍କ ରେ, ଏହାର ଗଣନା କାର୍ଯ୍ୟ ଓ ତାହାର ପ୍ରକୃତ ରେକର୍ଡ [ବିବରଣୀ ]ଇତିହାସ ର ପୃଷ୍ଠା ରେ ସ୍ଥାନ ପାଇବା ଜରୁରୀ ଅଟେ |
    ଶ୍ରୀନିବାସ ଭଞ୍ଜ
    ପ୍ରାଧ୍ୟାପକ, ଇତିହାସ ବିଭାଗ |

  • @lipanmallick1896
    @lipanmallick1896 Před měsícem

    ଜୟ ଜଗନ୍ନାଥ 🙏🙏

  • @dhaneswardas7823
    @dhaneswardas7823 Před měsícem

    ଜୟ ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।

  • @nishikantabirabar1385
    @nishikantabirabar1385 Před měsícem +14

    Sir ନମସ୍କାର ,ରତ୍ନଭଣ୍ଡାର ଖୋଲି ଲାଭ କଣ ହେଲା କାରଣ ପୁରୁଣା ଚିଠା ଅନୁସାରେ କିଛି ଗଣତି ହେଲାନି,ନୂଆ ସରକାର ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତ ତେଣୁ ରତ୍ନ ଭଣ୍ଡାର ଖୋଲି ଦେଲେ ଲୋକଙ୍କୁ କହିଦେଲେ ସବୁ ଠିକ୍ ଅଛି ,ଲୋକଙ୍କୁ ଭୁଆଁ ବୁଲେଇ ଦେଲେ ।

    • @arabindamishra4045
      @arabindamishra4045 Před měsícem +4

      ଧର୍ଯ୍ୟ ଧରନ୍ତୁ। ଅପେକ୍ଷା କରନ୍ତୁ। ସବୁ ଆଗକୁ ପର୍ଯ୍ୟାୟ କ୍ରମେ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ରଖିବା ଉଚିତ ହେବ ନାହିଁ। ଏହି କାର୍ଯ୍ୟ ଏକ ଅତି ଦାୟିତ୍ୱପୂର୍ଣ୍ଣ ଓ ଜଟିଳ ପ୍ରକ୍ରିୟା। ସରକାର ଏଥିପାଇଁ ସଜାଗ ଅଛନ୍ତି। ତଦାରଖ କମିଟି ତାର କାର୍ଯ୍ୟ SOP ଅନୁଯାୟୀ ଠିକଣା ରୂପେ ନିର୍ବାହ କରୁଛି।

    • @dipakswain5999
      @dipakswain5999 Před měsícem +1

      ଭାଇ ଏ ସୁନା ସବୁ ଗୁଜରାଟ ଚାଲିଯିବ ଆପଣ ଦେଖିବେ କିଛି ଦିନ ପରେ ଏହାର ହିସାବ ମିଳିବ ନାହିଁ

    • @sibaprasadkhadanga4375
      @sibaprasadkhadanga4375 Před měsícem +1

      ଗଣତି ହୋଇନାହିଁ ।ରତ୍ନଭଣ୍ଡାର ମରାମତି ହେବା ପରେ ଗଣତି ହେବ ଓ ପୂର୍ବ ତାଲିକା ଅନୁଯାୟୀ ଅଳଂକାର ଗୁଡିକ ସୁରକ୍ଷିତ ଅଛି କି ନାହିଁ ଜଣାଯିବ ।

    • @sibaprasadkhadanga4375
      @sibaprasadkhadanga4375 Před měsícem

      ​@@dipakswain5999ମତାମତ ରୁ ବିଜେଡି ଦଳର ସମର୍ଥକ ଭଳିଆ ଲାଗୁଛି ।

    • @subhadabehera3586
      @subhadabehera3586 Před měsícem +1

      ​@@dipakswain5999kou dunia re acha ki .... Bodhe kunda khai patha padhicha Sethi pain yadu syadu gapucha .... Kou mandira gold stole heichi ??? Kedarnath katha ta fake .... Bodhe mobile re Khali fake news dekha hauchi nahele Tama Vali kichi misi fake news chaducha...

  • @ManasSamantaray-iq1nr
    @ManasSamantaray-iq1nr Před měsícem

    Jay jaganntha

  • @skaifoundation8120
    @skaifoundation8120 Před měsícem

    Loved " ayeengata seva" analysis. Thank you for taking care of Prabhu. 🙏👍❤

  • @mitaraniacharya9848
    @mitaraniacharya9848 Před měsícem

    Jai Jagannath 🙏

  • @manoranjannaik1976
    @manoranjannaik1976 Před měsícem +5

    ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଗଛିତ ଥିବା ସମସ୍ତ ସଂପତ୍ତିର ତାଲିକା କରି ସେଗୁଡ଼ିକର ନାମ ଏବଂ ଗଣତି ମଣତିର ସାମାଜିକୀକରଣ କରିବା ଦରକାର ବୋଲି ମୁଁ ଆଶା କରେ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଏଥିରେ ସହଭାଗୀ ହେବେ । ଫଳରେ ଓଡ଼ିଶାବାସୀଙ୍କ ନିକଟରେ ଆପଣମାନେ ସମସ୍ତେ ସମ୍ମାନିତ ହେବେ ଏବଂ ଧନ୍ୟବାଦର ପାତ୍ର ହେବେ ସର୍ବଦା । ଜୟଶ୍ରୀ ଜଗନ୍ନାଥ |

  • @020572Pks
    @020572Pks Před měsícem

    Jay Jagannath!

  • @SiddharthaSankarBasu
    @SiddharthaSankarBasu Před měsícem +1

    Really rath sir is great person

  • @sabitabehera547
    @sabitabehera547 Před měsícem

    Your voice & narration is very interesting sir

  • @sanjuktabhuyan6507
    @sanjuktabhuyan6507 Před měsícem

    Jay Jagannath tuma ichha purna heu Mahabahu, tuma Charanare Ananta koti pranam 🙏🙏🙏🙏🙏💐💐💐💐💐🚩🚩🚩🚩Mohan Sir Satsahasara Sahita sabu Kama Kari nuaa rekard Srusty karantu.

  • @routking8192
    @routking8192 Před měsícem +2

    ପ୍ରତ୍ୟେକ ଶିନ୍ଦୁକ ଅଲ୍ମେର ରେ କେତେ ରତ୍ନ ରହିଛି ପିତଳ ରେ ଫଳକ ରହୁ

  • @nirakarpuhan3580
    @nirakarpuhan3580 Před měsícem

    Jey jagannath❤❤❤❤

  • @user-cs5ej2wr3h
    @user-cs5ej2wr3h Před měsícem

    🙏🏻🙏🏻

  • @user-bk5nb3mb1d
    @user-bk5nb3mb1d Před měsícem

    Jay jagannath , prabhu apanku dirghayu karantu, apanka bhali jane nistaban loka e kamaku purnanga karant.
    Jay jagannath

  • @sudhirkar5034
    @sudhirkar5034 Před měsícem

    Jai Jai Sree Jagannath,Jai Jai Sree Jagannath,Jai Jai Sree Jagannath

  • @subhrajyoti7809
    @subhrajyoti7809 Před měsícem +6

    ମୂଲ୍ୟାଙ୍କନ ନକରି. ସାମଗ୍ରୀ ବିବରଣୀ ଦିଅ. ଏଗୁଡା କାଇଁ ଗପୁଛ. ଆମେ କଣ ଭକୁଆ ନାଁ ବିଦେଶୀ

    • @storywithabinash7300
      @storywithabinash7300 Před měsícem

      ମଞ୍ଜି କଥା କହିଲେ କିନ୍ତୁ ଏହାକୁ ନେଇ କେହିବି ସ୍ଵୋର ଉଠାଉ ନାହାନ୍ତି ଲାଗୁଛି ଏହା
      BJP ର ଅପାରଗତା ଏବଂ ଓଡ଼ିଶା ବାସୀଙ୍କୁ ଚୁଚୁମା ଦେଇ ଭଣ୍ଡେଇବା ଭଳି କଥା

  • @jitendrakumarpanda9901
    @jitendrakumarpanda9901 Před měsícem

    Jay Jagannath swami nayana patha gami vaba tume

  • @Ashok-tj6mr
    @Ashok-tj6mr Před měsícem

    jay jagarnath

  • @naturelover5848
    @naturelover5848 Před měsícem +1

    ଯଦି ସବୁ ଗାଏବ ହେଇଯିବ କିଏ ଦାଇ ରହିବ 😮😮😮😮😮

  • @user-oy8sm8cn6t
    @user-oy8sm8cn6t Před měsícem +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ଜଗତ ଉଦ୍ଧାର ହେଉ ମହା ବାହୁ 🙏☸️🙏☸️🙏🙏🙏☸️🙏☸️🙏🙏🙏☸️🙏☸️🙏🙏🙏

  • @priyabehera5885
    @priyabehera5885 Před měsícem +3

    Please kahaku kuhani nahale mantri mane rajaniti karibe bhagwan sampati surakhita re rahu

  • @nareshdash3796
    @nareshdash3796 Před měsícem

    ଜଷ୍ଟିସ ବିଶ୍ଵନାଥ ରଥଙ୍କୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ କୁ ସଫଳତା ସହିତ କରି ଥିବାରୁ ବହୁତ ବହୁତ ଧନ୍ୟବାଦ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ସମସ୍ତ ଶୁଭକାମନା ।
    ଜୟ ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ।

  • @manasdas5715
    @manasdas5715 Před měsícem

    🙏

  • @rcmishra3948
    @rcmishra3948 Před měsícem

    JAY JAGANNATH 🌼🌼🌼🌼🪔🙏

  • @PratapkeshariBehera-uz6ko
    @PratapkeshariBehera-uz6ko Před měsícem

    ଜଗନ୍ନାଥ ରହସ୍ୟମୟ ଠାକୁର ତମେ ତାଙ୍କ ରହସ୍ୟ କଣ ଜାଣିବ ସବୁ ଏଠି ଜାଲ ମାଛ ଫାଙ୍କା ଦେଖି ଯାଏ , ସବୁ ସମୟ କହିବ

  • @anuppanda1291
    @anuppanda1291 Před měsícem

    କିଛି ଜିନିଷ ଫେରିବ କିଛି ଫେରିବନି, ସେଥିପାଇଁ ସବୁ କଥା କୁହା ଯାଏ ନାହି

  • @irshadkhan9285
    @irshadkhan9285 Před měsícem

    When common people get justice in Life

  • @myexampreparation7699
    @myexampreparation7699 Před měsícem

    ପାରଦର୍ଶିତା ନିମନ୍ତେ ଭିତର ଭଣ୍ଡାର ର ତିନୋଟି ଚାବି କୁ ତିନି ଜଣକ ପାଖରେ ରଖା ଯାଉ। ଭିତର ଭଣ୍ଡାର 3 ଟି ଯାକ ଚାବି ଟ୍ରିଜରୀ ରଖିଦେଲେ ସରକାର ଙ୍କ ପାଇଁ ସୁବିଧା ହୋଇଯିବନି କି?
    ୧ ଟି ଚାବି ଗଜପତି ମହାରାଜା
    ୧ଟି ଚାବି ଭଣ୍ଡାର ମେକାପ
    ୧ ଟି ମନ୍ଦିର ପ୍ରଶାସନ କିମ୍ବା କଲେକ୍ଟର ଙ୍କ ଟ୍ରିଜରୀ ରେ ରଖା ଯାଉ

  • @ANUSUYABEHERA-mq1kc
    @ANUSUYABEHERA-mq1kc Před měsícem

    Sabu tum leela jay jagannath

  • @sandeepacharya6649
    @sandeepacharya6649 Před měsícem

    Respected OTV it is a nice step taken to take the interview for justice Justice Biswanath Rath.. Bur the Dress code of Reporter , his hand movement during conversion is not acceptable.. kindly take care

  • @prativanayak7188
    @prativanayak7188 Před měsícem

    God is Omni present Atra Tatra and Sarbatra .

  • @SureshKanhar-di9gn
    @SureshKanhar-di9gn Před měsícem +1

    Sarakara nirdesha diantu Bhitara bhandarare jeun jinisha achhi loka lachanku aasu Utkalara Atita Etihasa bisayare Jani heba.

  • @nirmalmallickmallick6210
    @nirmalmallickmallick6210 Před měsícem

    ଆଗରୁ ଗଣତି ମଣତି ହୋଇଛି ଏବେ ତାହା କରାଯାଇ କଣ ଅଛି କଣ ନାହିଁ ତାହା ଓଡିଶା ବାସୀ ଜାଣିବା ଉଚିତ l

  • @felixnayak6317
    @felixnayak6317 Před měsícem

    ଯଦି ଏହା public property କାହିଁକି live video କରି ଲୋକ ଲୋଚନକୁ ଅଣା ଯାଉନି? ଏ ସବୁ କରିଥିଲେ ଭଣ୍ଡ ବାବା ଓ ଭଣ୍ଡ ସେବାୟତ ମିଥ୍ୟା ପ୍ରଚାର କରି ନ ଥାନ୍ତେ!

  • @sunilnath3572
    @sunilnath3572 Před měsícem

    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷
    🙏 ଜୟ ଜୟ 🙏
    💕💕💕💕💕💕💕💕💕💕💕💕💕💕
    🙏 ଶ୍ରୀ ଜଗନ୍ନାଥ 🙏
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ମହାପ୍ରଭୁ ବଡ଼ ଠାକୁର ଙ୍କର 🙏
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    🙏ଜୟ🙏l
    ❤️❤️❤️❤️❤️❤️❤️❤️❤️❤️❤️❤️❤️❤️
    🙏ହେଉ 🙏
    💕💕💕💕💕💕💕💕💕💕💕💕💕💕
    🙏🙏🙏
    🌹🌹🌹🌹🌹🌹🌹🌹🌹🌹🌹🌹🌹🌹
    🪷🪷🪷🪷🪷🪷🪷🪷🪷🪷🪷🪷🪷🪷

  • @prasannakumarpradhan3945
    @prasannakumarpradhan3945 Před měsícem

    ଜୟ ଜଗନ୍ନାଥ ତୁମେ ତୋ ଜିନିଷ ରକ୍ଷା କର.

  • @puspanjalinanda7951
    @puspanjalinanda7951 Před měsícem +1

    Gajapati. , navakoti. Utkal bargeswar,,, Sri Sri. SR 108, Sr,, kapilendra Dev,,, hambir Dev,, defeated several,, 👑👑👑👑👑👑👑👑👑👑👑 👑👑👑👑, last son purushottam Dev defeated. Salwa Nara,,,,,,,,,, brought. ,, padmavati,,, with. Crown 👑,,,,

  • @surendrakumarpauley6033
    @surendrakumarpauley6033 Před měsícem +1

    Sabu Historical Gold Ornaments Public ku janaeba katha .Sabste janithile in future kichi chori hele samaste janibe.jai jagannath

  • @yudhisthir123
    @yudhisthir123 Před měsícem

    Sabu. 🙏🌹Kalia santankar Echha jay jagannath🙏🙏🌹🌹🌹

  • @pattnaikurmilla1809
    @pattnaikurmilla1809 Před měsícem

    Sir, Daily donation of golds are stored in SJTA. ALL GOLDS SHOULD BE KEPT IN INNER RATNA BHANDARA. THOSE SHOULD ALSO BE INVENTORISE..

  • @RanjanaRoy-t3o
    @RanjanaRoy-t3o Před měsícem

    If u will not tell what are the things found there then what is the justification of opening ?

  • @harekrishnasahoo9741
    @harekrishnasahoo9741 Před měsícem +1

    Why Hindu temples n maths only? Why not properties of churches n mosques r being verified?

  • @kuanrtudu9960
    @kuanrtudu9960 Před měsícem +1

    ଜୟ ଜଗନ୍ନାଥ ମହାପ୍ରଭୁ ।

  • @jayantakumardas1382
    @jayantakumardas1382 Před měsícem +1

    କିଛିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବନ୍ଦ କରି ରୀତି ନିତି ଚାଲିବା ସହ ଗଣତି ଓ ମରମତିକାମ ଚାଲୁ।

  • @DhirendrakumarBehera-yx3fc
    @DhirendrakumarBehera-yx3fc Před měsícem

    Jay jagannath 😊

  • @debiprasannasahoo74
    @debiprasannasahoo74 Před měsícem

    କେତେଟା କୋଠରୀ ଅଛି। ଜହ୍ନି ପାରୁନୁ
    କିଏ କହୁଛି 7 ଟା କୋଠରୀ କିଏ କୋହୁଛି 2 ଟା ଥିକଠା ଗଣାପଡୁନି

  • @amiyapriyabhoi7651
    @amiyapriyabhoi7651 Před měsícem

    jaganath nku Hata jodi Jay jaganath 🙏🏻 kuha jae ameti mansbicha basiki Jay jaganath a kn

  • @nirmalsahoo1429
    @nirmalsahoo1429 Před měsícem +1

    ମୁକୁଟ କୁଆଡେ ଗଲା, ଆପଣ ମିଛ କହୁଛନ୍ତି

  • @ChittaranjanDalai-rn6hi
    @ChittaranjanDalai-rn6hi Před měsícem +2

    ଏ ପର୍ଯ୍ୟନ୍ତ କୋୖଣସି ସଦସ୍ୟ ଙ୍କୁ ଗଣମାଧ୍ୟମ ମାନେ ରତ୍ନଭଣ୍ଡାର ରୁ ଚୋରି ହେବାର ଅନୁମାନ କରୁଛନ୍ତି କି ? କାରଣ ଏହାପୂର୍ବରୁ
    ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ
    ଦଳମାନେ ଓଡ଼ିଶାର ଜନସାଧାରଣଙ୍କ ମନରେ ସୃଷ୍ଟି କରିଥିବା କୁହେଳିକା ଏପର୍ଯ୍ୟନ୍ତ ଦୁର ହୋଇ ପାରିଲା ନାହିଁ।

    • @JAYJAGANATH17
      @JAYJAGANATH17 Před měsícem

      Kie naba
      Kn pai naba
      Kouthi rakhiba
      Bikiba kmt
      Kie kiniba
      Sabuthu upare se pa jibanta tthakura

  • @bibekpattnayak8945
    @bibekpattnayak8945 Před měsícem

    Ya katha ru laguchi emane correct information deunahanti media ku....... Ratna Bhandara media re live telecast heba Darkar .....

  • @sabitapadhi6433
    @sabitapadhi6433 Před měsícem +6

    ବାହା ର କୁ କିଛି କହିବା ଦରକାର ନାହିଁ