🔴 Live | ବିଜେଡି ପ୍ରେସମିଟ୍ | BJD Holds Press Meet at Sankha Bhawan | Bhubaneswar | Nandighosha TV
Vložit
- čas přidán 4. 07. 2024
- BJD Holds Press Meet at Sankha Bhawan | Bhubaneswar | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
CZcams: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ବିଜେଡି ସରକାର ଥିଲେ ବର୍ତନ 100unit ଇଲେକ୍ଟ୍ରି ଛାଡ କରିଥାନ୍ତ, କିଂତୁ ବିଜେପି 300unit ଛାଡ଼ କରିପାରିବ ନାହିଁ
Haire 24 barsa bjd thila.sasanare 300 unit Kalani
Right
Khali bodo bodo khota khoi be Ae mane pa dobol egin 😂😂
@@Bhagi-s7s ବିଜେପି ଆସିବା ଗୋଟେ ମାସ ହେଇନି କଣ ପାଇଁ ବ୍ୟକୁଳ ହେଉଛ.. ବିଜେଡି ପା 24 ବର୍ଷ ରହିଲା କେବଳ ଅଣ ଓଡ଼ିଆ ପାଣ୍ଡୁର ଉର୍ନତି ନବୀନ କଲା ଆଉ ଚର ଟାଉଟର ମାଫିଆ ବାଲି ଖଣି ଚର କର ଉର୍ନତି ହେଲା.. ଵଲେ ଵଲେ ଢ଼ାବା ରାଣ୍ଡି ଚଦେଇ ଲେ.. ଜଗନ୍ନାଥ ପ୍ରଭୁ କୁ ନେଇକରି ଏ ପାପୀ ବାର ଦୁଆରେ ବୁଲାଇ ଭିକ ମାଗିଲେ ଅନ୍ୟାୟ ଅତ୍ୟାଚାର କଲେ ସେଥିପାଇଁ ଆଙ୍କର ପତନ ହେଲା ବିଜେଡି ଗଡ଼ ଧନ୍ସ ହେଲା.. ଆଉ ଜୀବନରେ ଉଠିବା ଅସମ୍ଭବ ଓଡିଶା ରେ ରାଜୁତି କରିବା ଭୁଲିଯାଅ... ରଥଯାତ୍ରା ସରୁ ସବୁ ଝାରପଡା ଜେଲେ ଯିବେ ସେଠି ପଡ଼ା ରୁଟି ଶଢା ପଚା ଅଣ୍ଡା ଖାଇବେ
ମୋହନ ବାବୁ ନବୀନ ପଟ୍ଟନାୟକ sir ଙ୍କ ଠାରୁ କିଛି ଶିଖନ୍ତୁ
1 month re khali karidebe bodhe 2 yr wait kar
24 barsa re a jojona anithila a sarkar 1masa heichi chatapata haucha mem
Hn tme kara galiba khaiba@@sahoosahooalokalok3
Bala Sikhiba Modi Patha Padhichi mohan
Mohan CM Hatao
ବହୁରୂପୀ ଏଣ୍ଡୁଅ ବିଜେପି ରଙ୍ଗ ବଦଳାଇବା ଛଡ଼ା ଆଉ କ'ଣ କରିବ
Right
ଖାଲି ନାଁ ବଦଳାଉ ଛନ୍ତି ,ରଙ୍ଗ ବଦଲାଊ ଛନ୍ତି, ଆଉ ନୂଆ ଯୋଜନା କିଛି ନାହିଁ ।
ଖାଲି ଘୋଷଣା କଲେ ହେବ ନାହିଁ ଶୀଘ୍ର କାମ ଦିଅ
ରଙ୍ଗ ବଦଳେଇବା ବିକାଶ
ନବୀନ ପଟ୍ଟନାୟକ ଙ୍କ ଯୋଜନା କୁ ବିଜେପି ସରକାର ରଙ୍ଗ ଦେଇ ନିଜ ନାଁ ଦଉଛି
ଏମିତି ଯୋଜନା ଆମର ଦରକାର ନାହିଁ
@@KishoreNaik-hk7xt jetala pm abas yojna ku bjd Biju paka ghara name lekhuthila setala kmiti kahunathila waa setala soithila ki 🤔🙄🙂
Pm awasa yojna re 50% setebela ra rajya sarakara ba odisha govt. Bahana karuthile tenu biju paka ghra kahuthibru kichhi asubidha nathila
1.2 lakh ru center ra 60% thila state ra 40% pare manarega re bi state ba biju janata dala deuthila total misile 50% biju janata dala funding karuthila.... Jadi kichhi janina andha bhakta pari katha kuhana
@@sudhanshusekharapadhy9436 tahale kahinki Biju paka ghara lekha jiba pm abas yojna ku kn pai lekha jibani sei ghara kantha re kahiba ki tk bhai 🤔🙄🙂
@@sudhanshusekharapadhy9436 au bjd 1tankia chaula douthila boli kahuthila 29 tanka kiye douthila se bisayare b tk kuha 🤔🙄😑
ଯୋଜନା ଥିଲେ ତ କରିବେ, ନବୀନ ପଟ୍ଟନାୟକ ଜଣେ ମହାନ୍ ଜନନାୟକ ତାଙ୍କ ସରି କିଏ ହେବ
Sabu Dali au khani chora😂
Dali yajan korilo nahi dukho lagila Dali khiya yanana korilo tume
Time dele samasthe mahan hebe 😊
@@basantasahu4553bala hebo kichhi Kari paribo nahi😂😂😂
Right katha kahila
ଦିଦି କଥା ସୁପର ✌️✌️✌️✌️
ଆପଣ ଠିକ କଥା କହିଛନ୍ତି ଅପା
Right mam , BJP gota tautar😂😂
BJD is a maha tutar and criminal involved party all dagi like Pramila ( Dali Chorani, Prataap Jena ( Mahanga murder case, Pari, Pehu, Mamta Meher, etc. 😊😊😊
@@AshokkumarNaik-hh5tm bjd gota chora 🙂
Bjp gote chor party..Jay Naveen Patnnaik
Thik katha medam
ପ୍ରମିଳା ମଲ୍ଲିକ ମେଡମ ଠିକ୍ କଥା କହି ଛ ନ୍ତି ଧନ୍ୟବାଦ ମେଡମ❤❤❤
ନାମ ବଦଳାଇବାରେ ମାହିର ବିଜେପି ସରକାର ଆମେ ୧୦ବର୍ଷହେଲା ଦେଖୁଛୁ। ଏମାନେ ହେବେ
ଜୟ ନବୀନ❤❤
ବସ ଗୁଡିକରେ ରଙ୍ଗ ମାରିଦେଲେ ମୁଖ୍ୟମନ୍ତ୍ରୀ ବସ ହୁଏନାହିଁ, ନବୀନ ବାବୁଙ୍କ ସମୟରେ ଯେପରି ବିଜେପି କହୁଲିଯେ ସ୍କୁଲ ଗୁଡିକରେ ରଙ୍ଗ ମରିଲେ 5t ହୁଏନାହିଁ, ମୁଁ ଭାବୁଛି ବିଜେପି ଏକ୍ସଟ୍ରା କିଛି ଯଜନା କରିପାରିବ ନାହିଁ
@@Bhagi-s7s Kendra yojna ku jetala Naveen Pattnaik bjd sticker lagauthila setala e Katha jka kebe kahicha ki bhai 🤔🙄🙂
@@basantasahu4553 ଜାଣିପାରୁନାହିଁ କି ଉଭୟ କେନ୍ଦ୍ର ଆଉ ରାଜ୍ୟ ମିଶି ଜିନିଷ ଟାକୁ ଦେଇଥିଲେ ସେଥିପାଇଁ sticker ଲଗାଗାଉଥିଲା
Right mam
ସପ୍ତରଙ୍ଗି ଏଣ୍ଡୁଅ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ ନୂଆ ସରକାର ପୁରା ପୁରି ବିଫଳ ।
ନୂଆ ସରକାର ର ନା ଦିଆଯିବ ରଙ୍ଗ ବଦଳା ସରକାର. ଏମିତି copy paste କଲେ ଲୋକ ସବୁ ବୁଝି ପାରିବେ କାହାକୁ ବୁଝାଇବାକୁ ପଡ଼ିବନି.
Copy past Kia karithile tike nije jananthu,modhi sarkar ghara deuthile bjd copy Kari Naveen Patnaik deuchi kohi muha bhulauthile ,ghara pradhanmanthi deuthile bjd deuchi boli kohuthile ,amanku laja sarma nahi ,1 month bi heino sarkar basiki guhari kahibaku asivhanthi
5ଟି ସ୍କୁଲର ରଙ୍ଗ କାହିଁକି ଚିତ୍ର ବିଚିତ୍ର ହେଲା, ଶିକ୍ଷକ ପୋଷ୍ଟିଙ୍ଗ ବିଜେଡି ସରକାର କାଇଁକି କଲେନି, କିଏ କହିବ 5 ଟି ଅଧ୍ୟକ୍ଷ ନା ଆପଣ
ଲଷ୍ମୀ ବସ କରିଥିଲି କାହିଁକି, ଲୋକ ହଉ ନାହାନ୍ତି, ବସ ବନ୍ଦ ନକରି ସରକାରୀ ଧନ ବର୍ବାଦ, କେବଳ ଇଲେକ୍ସନ ଅଳ୍ପ ଦିନ ଥିଲା , ଇଲେକ୍ସନ ପ୍ରଚାର ଭୋଟ ହାତେ ଇ ବା, ଚାରି ପାଁଞ୍ଜି ରୁ ଗଲ
Chor
Yes mam
ସରକାର ରଙ୍ଗ ବଦଳାଉଛନ୍ତି ପ୍ରମିଳା ମଲ୍ଲିକ ଡାଲି ଖାଇବାକୁ ଭଲ ପାଆନ୍ତି
ସେହି ପଦେ କେବଳ କହିବ,ଡାଲି ଚୋରଣୀ।ସିଏ ଡାଲି ଚୋରିକରି ପୁଣି ୧ ନମ୍ବର ହେଇ ରହିଛି।ଖାଇଛି ଵହୁତ ଦେଇଛି।ତମେ ଵାଳ କିଛି କରିପାରିବ ନାହିଁ।ଯାହା ପଚାରୁଛି ଭଲରେ ଭଲରେ ଜଵାଵ ଦିଅ।ଭୋଟ ନେଲ ହାଡେ ହାଡେ ଗାଣ୍ଡି ଦେଖାଉଛ ଇଆଡ଼େ ସିଆଡେ।
Tanka cm thik se English & Hindi kahiparinahanti se kn jojana karibe
Odia ta kahiparuchi na odisha ra cm setiki kaafi 😊
TAMA NAVEEN english tame sabu bujhi parucha kire magikhia chakara
@@basantasahu4553 thik kahicha bhai
@@basantasahu4553se puni kuade teacher thile...? Khali odia janile kon hebo..? Remote toh Gujrat re ochi... Dekho aghaku aau kon kon bikuchonty Adani ku... Kete Sara hinsakanda heuchi... Aghaku... Ape bujhijibo..
Jie nijar mother language janini se kemiti bhai 25 years kama kala,se jadi barsa ku only duiti letter sikhi thlie 25 barsa ku pura odia complete karithante 😂😂😂
ଓଡ଼ିଶା ବାସୀ ଟିକେ ଭାବନ୍ତୁ ଏ ଟଙ୍କା କାହାର ଗଲା ୬ମାସର ନୁଆ ବସରେ ରଙ୍ଗ ବଦଳାଇଲେ ମା ଲକ୍ଷ୍ମୀ ଙ୍କ ର ନାମ ଲିଭାଇ ଅନ୍ୟ ନାମ ରଖାଗଲା ଜୟ ଜଗନ୍ନାଥ
Ba ba re para tarakari re atithiseba
@@sumantanaik430 Kendra yojna ku kemiti bjd atithiseba karuthila waa seita kahuna dekhiba 🤔🙄🤣😂
କୁସୁମ ପୋଖରୀ ଯୋଜନା ବିଷୟ ରେ ଟିକେ କୁହନ୍ତୁ
Right pramilla didi
25 year ହେଲା ଖାଇଲ , ସେମାନଙ୍କୁ ଖାଇବାକୁ ଦିଅ, ଯେମିତି Osssc, ossc teacher post and PC ଗୁଡ଼ିକ ନହେଲେ BJD Minister, MLA MP ମାନଙ୍କ ପାଖରେ ଏତେ money ଆସୁଛି କୁଆଡ଼େ ଖାଉଥିଲେ, ଯଦି osssc and ossc department ରେ ଖୋଳତାଡ଼ କରନ୍ତେ ବେକାରି ସମସ୍ୟା ଦୂର ହୋଇପାରିବ year 2012 to 2024 Jay Jagannath (New BJP govt. Mohan sir please take the action)
୨୪ ବର୍ଷରୁ ଅଧା ଦିନ bjp ଡାଲି ଚୋରି କରି ଖାଉଥିଲା ମିଶିକି
New CM Dali scams ku cbi enquiry karibaku dieantu pl. Bjd bi demand karantu😂
Dali ଚୋରି କୃଷ୍ଣପlତ୍ର କଲାଣି ତାଠୁ ନେବୁ
Aalo pramila to Bhai 1500 koty Dali khai dela
Tu ଖାଇବାକୁ ମନ୍ ଅଛି ଟିକେ wait kar ରତ୍ନ ଭଣ୍ଡାର ଖୋଲିଲେ ନେବୁ ପସିକି,bjp nija dalru comiti karichi ,purba କମିଟି out କରି ସବୁ bjp voter nku bantib para
Kichhi asubidha heba nahin loka kichhi dina Pakistani colour dekhile ,ebe gerua dekhantu, bjd kana pain green colour kari thila kuhantu madam?
Right 👍
ତମେ ଯେମିତି କରୁଥିଲ ସେମାନେ ବି ସେମିତି କରିବେ । ତୁମ ସରକାର ଯାହା କରି ଦେଖେଇଦେଲେ ସେମାନେ ଶିଖି ଏବେ ତାହାହିଁ କରୁଛନ୍ତି, ଭୁଲ୍ ରହିଲା କୋଉଠି । ଏଇଟା ତ ଆଗରୁ ସମସ୍ତ ଙ୍କୁ ଜଣାଥିଲା, ତୁମକୁ କେମିତି ଅଜଣା ରହିଲା । ଏହାପରେ ଦେଖ ସମୁଦାୟ ଓଡିଶା ଗେରୁଆ ମୟ ହବ । ଆଉ କଙ୍ଗ୍ରେସ ଆସିଲେ ସବୁଜ, ଗେରୁଆ ସହ ଆଉ ଗୋଟେ ରଙ୍ଗ ଧଳା କୁ ସେଥିରେ ମିଶେଇବ । ଧନ୍ୟ କହିବ ଆଜି କାଲିର ଏ ରାଜନୀତି କୁ 🙏
Kendriya yojana ku jete bele copy Karu thela setebele kie tau apati Karu nathula
Au kan sei bus ku bbiki deitante
Nabin ra kan lav bjp labha adha dina khaichi
Urnnati ନବୀନ ସେଠି ଥାଆନ୍ତି କଥା କମ୍ କାମ ଅଧିକ ଆମ। ନବୀନ ନବୀନ ନବୀନ
Right madam
ଆଉ କିଛି ଦିନ ଅପେକ୍ଷା। ଏମାନେ କଣ କରିବେ ନବୀନ ବାବୁଙ୍କୁ ପଚାରି କି କରିବେ 😂😂😂
ଗୋଡ଼ ghasila ପରେ ନବୀନ VK ra taare budhhi debe nabin କହିଛନ୍ତି
Bjp goda ghasiba ଆଗ ତାପରେ ଯୋଜନାରେ ଲାଗିବ bjp
@@jullysamal6626 right July mam
It will better to ask Pandyan, Arun Shou, Bikram babu Dibya sanket bsbu, pratap Jena etc honorable ex mlas for better answer.
ଯେତେ ରଙ୍ଗ ଚେଞ୍ଜ କଲେ କଣ ହବ ଯୋଜନା ତୋ ନବୀନ ସରକାର ର ଜୟ ବିଜେଡି 🙏🙏🙏🙏❤️❤️❤️👌👌👌
Bolle bolle bisoyo re kuhontu dali cho......,.,
ତମ ଭିଣୋଇ ମାନେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ରାଜକୋଷ ଖାଲିକରି ଛନ୍ତି ତାକୁ କିଏ ଭରଣାକରବ ସେ ବାଦରେ ଟିକେ ମୁହଁ ଖୋଲିକୁହ।
ମୋଦି ସପ୍ତମ ମୂର୍ଖ daily ୧୦hal dress ପିନ୍ଧି ଦେଶ ବିଦେଶ ବୁଲି ଅର୍ଥାକୋଷ ଶୂନ୍ୟ କରୁଚି ମୋଦି କହ ଟିକେ
Tu audit karithilu bodhe
BJD government cannot make people employed but wastes money by bringing Laccmi bus schemes.
25 years kuade jaithila agaru dali choroni na a ledy
ତମର ଡାଲି ଚୋରି କଥା ମନେ ନାହିଁ। ଅପେକ୍ଷା କର।
Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD odia 6 ok VK
Dali,CORUNI
ମିଶିକି bjp bjd କରୁଥିଲେ ତୋ ଭାଗ ପଡିନି କି ଡାଲି ,raduchu
ତୋ ମା ଭଉଣିକୁ ମୋଦି ନେଲାଣୀ ଦେଖେ
Apanamane khusi ta
ସବୁଜ କୁ ଗେରୁଆ କରୁ କରୁ BJP ର 5 ବର୍ଷ ବିତି ଯାଇଥିବ। 😊
Right Jay Naveen
ବସ୍ ରେ ଲୋକ ନାହାନ୍ତି କାହାଟଙ୍କ।ରେ ଚାଲିଛି ଦୟାକରି କୁହନ୍ତୁ
Nice mama you say right
Taka B.j.p👏👏👏👏👏👏
Laxmi bus chalaibaku 24 barsa lagila.nua jojona dali.madam mohan sarkar chair badalei deleki dekhantu.
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ
ସବୁ ତମର ଯୋଜନା ଥିଲା,, ହେଲେ ଲୁକ ଭୋଟ୍ କାହିଁକି ଦେଲେ ନାହିଁ,,,
Bjp ku EVM ଭୋଟ ଦେଇଚି,ଆଗେଇ ଆଗେଇ
ନିକୁଞ୍ଜ ଧଳ କଳାକାର biharuni ତାକୁ ପଚାରେ
@@jullysamal6626 ତା'ହେଲେ 2029 ରେ କିଏ ଭୋଟ୍ ଦେବ,,EVM ନା ଲୋକ ମାନେ,,,,😁
Very well discussed press meet. Most beautiful analysis before the public through the media
Ambulance ra ranga sabuja achhi madam taku garua kariba pai sarakar ku kuhantu ?
ମୋହନ ମାଝି ରଙ୍ଗ ମିସ୍ତ୍ରୀ ଥିଲା ବୋଧେ
Bjd jojana ku chalai bah bah neuchhi bjd
ବଲେ ବଳେ ଢ଼ାବା ଯୋଜନା ବିଷୟରେ କୁହନ୍ତୁ
Jay Jagannath Jay BJD Jay Naveen Pattnaik sir love for odisha and Ebe realised kale kn heba vote deithile Naveen win karithante
1 tankia choula, bag ayu 1000 tanka babadare pare tike kahibe janibu, agara bus kuade gala ,odissare achhi ki tamilnadu re achhi
କେତେବେଳେ ଲୋକଙ୍କ ଯାଉଛନ୍ତି
ରଙ୍ଗ ବଦଳାଇବା ବିନା ଆଉ କଣ ଅଛି ମୋହନ ମାଝୀ ଙ୍କୁ ରାଜନୀତି ଜଣା ନାହିଁ ନବୀନ ବାବୁ ଙ୍କ ଠାରୁ ରାଜନୀତି ଶିଖିବା ଦରକାର ମୋଦି ମୋଦି ନା ନ ଜପିଲେ କିଛି କରି ପାରୁନି
ନ ହେଲେ କଣ ଶଙ୍ଖ ଚି଼ହ୍ନ ରହିବ ନା
❤❤❤❤❤ବିଜେଡି
ଖାଇ ଯିବେ ଶଳା BJP ବାଲା
Rightly said. However we are happy that BJP has come to power. All wroung doing od BJD leader shall come to front. In 2029, BJD should come power.. changecrequired.
ବିଜେପି ସରକାର ଖାଲି ନାଁ ଓ ରଙ୍ଗ ବଦଳାଉଛି.. ଆଉ କିଛି ବିଜେପି ନେତା ଦଳ ବଦଳେଇବେ...
Right Ansar bjp jabadiy
ରଙ୍ଗୀନ ସରକାର ବିଜେପି, ଆଉ କଣ କରିବେ କୋଉଟା ଅଛି ଯା ସେ କରିବେ, ଆଉ ଯୋଉଟା ଅଛି ସେ ପାରିବେନି
Thik katha
Exactly.
Dali colour bi change kara jiba
Jay Jagannath 🙏
Right madam 👍🙏👌🌹
ପରିବର୍ତନ ହୋଇଛି ରଙ୍ଗ ର
ଏ ବସ୍ ନବୀନ ବାବୁ କରିଛନ୍ତି ଆରେ ବିଜେପି ଦଲାଲ ଦଳ ଆଗ କିଛି ଯୋଜନା କର ତମ ନାଁ ରେ ତାପରେ ରଙ୍ଗ ଚେଞ୍ଜ କରିବା କଥା ଭାବିବ 300 ୟୁନିଟ ଇଲେକ୍ଟ୍ରିକ ବିଲ ଛାଡ଼ କରନ୍ତୁ
ଚବିଶ ବର୍ଷ ରେ ଚବିଶ ଥର ରଙ୍ଗ ବଦଳାଇଛି ତୁମ ସରକାର। ଆହୁରି କିଛି ବର୍ଷ ରାଜତନ୍ତ୍ର ଭଳି ରାଜତ୍ଵ କରିବାର ଇଛା ଥିଲା।
Jai Shree Ram.... Jai jagannath.... Jai BJP
ଏମାନଙ୍କର କିଛି କରାମତି ନାହିଁ
Teke wait kara mausi
କରିଥିଲେ mam
Tame madam dalichora Katha basi kuhani
Bjp ବି ମିଶିକି ଚୋରି କରୁଥିଲା
ଲୋକଙ୍କ ପାଇଁ ତୁମେ ଯାହା କରିଥିଲ ସେ କଥା ସମସ୍ତେ ଜାଣନ୍ତି। ରାଜସ୍ବ ର ବ୍ୟବହାର ଠିକ୍ ଭାବେ କରି ଥିଲ କି?
Bilkul. Kichi
. Jojana. Milibnahi
Right 👍👍
BJP government, act now! Help our schools! You deliberately delayed hiring junior teachers, leaving schools without educators and children without education. If you don't act immediately, schools will become empty buildings. Stop playing with our children's future! Release the joining orders, support our teachers, and secure our children's future!
25 yrs kn karicha loka nka pain khali bus truck deidele unnati hueni dali ta chori karicha😂
These people only on nandia tv
Who is the contractor changing the colour of the Bus, this is a special.favour to him.
All right sir
Nabin pattanayak🎉🎉🎉🎉🎉❤❤❤❤
Tame ta 25 Barsha karela eba bjp kichi Karu
Jay Nabin babu🎉🎉🎉
ଖ୍ୟମତା କୁ ଆସୁ ଆସୁ, ବସ ରଙ୍ଗ ବଦଳେ ଇ ଲେ, ଚାରି ଦ୍ୱାର ଖୋଲିଲେ, ପ୍ରଧାନମନ୍ତ୍ରୀ ଙ୍କ ଯୋଜନ ରେ ପ୍ରଧାନମନ୍ତ୍ରୀ ଫଟୋ ନ ଲଗେଇ, ମୁଖ୍ୟମନ୍ତ୍ରୀ ଫୋଟୋ ମାରି, ଗାଡି ଚଲେଇବା,ଏ ଗୁଡା ସବୁ ଠିକ ଥିଲା, ଅପେକ୍ଷା କର,5ବର୍ଷ ଶାସନରେ କଣ କରିବେ,24 ବର୍ଷ ଶାସନ ରେ ବହୁତ କିଛି କରିବେ, କିନ୍ତୁ ତୁମେ କରିଥିବା କାମ କୁ ଧୋଇ ମାଂଜି ନୂଆ କରି ଦେଖିବେ , ରାଜ୍ୟ ରେ ଧନ କାହିଁ ସବୁ ଖଣି ଖାଇ ପୂର୍ବ ଶାସକ ଖାଇ ଗଲେ
25year re Kan karicha loka janichantii
ଦୁଇ ଜଣ ବକି ବକି bjd ku ହରେଇ ଦେଲେ ତୁମେ ଦୁଇ ଜଣ ବକି ବକି ପୁରା bjd ku ପୁରା ବୁଡ଼େଇ ଦବ। Continue continue
Tu basi janichu
Tame kuha kuade gala300units free electry
ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ
ତୁ ସେଇ beef ବାଲା ହିନ୍ଦୁ ବୋଧେ
Bjp bhul kathare ୨୪ ବର୍ଷ ବକୁଥିଲ
ଥରେ ଦି ଥର ବାକିଛନ୍ତି
୫ବର୍ଷ ବାକିବର୍ ସାହସ ଧର୍ଯ୍ୟ ରଖିବେ ସୁରେ BJD
Mam thik thik
Pramila mm
Good
Ame ସବୁ ଅଛୁ ଆପଣଙ୍କ ପଛରେ
ଜମା ଧାଡ଼ି ଛlଡନି
ମୋଦି ବସୁଛି bjp
ଶାସନରେ ଥାଇ କିଏ ପ୍ରତିଶୋଧ ପରାୟଣ ହୋଇଛି ଓଡ଼ିଶା bjp ଦେଖିଲି ନୂଆ
ଅସମ୍ଭବ କାରବାର କରୁଛନ୍ତି
କୋଉଟା ଠିକ୍ ନାହିଁ bjp ର କାର୍ଯ୍ୟ
Daily ୨/୩ thar press meet କରାଯାଉ ସବୁ ନେତା ନେତ୍ରୀ ମାନେ
ଆମେ ୪ କୋଟି ଓଡ଼ିଆ bjd ku support କରୁଚୁ,ଆଉ ୫୦୦୦୦ bjp ଲୋକ,ଏକଥା ପୁରା ଠିକ୍ mm
Karan bjp EVM tampt kari ଜିତିଛି,ଓଡ଼ିଶା ବାସୀ ଭୋଟ ଦେଇନାହାନ୍ତି ଆମେ sure, ନିକୁଞ୍ଜ ଧଳ କୁ ଧରି biharuni a chal karichi EVM CCTV footage dekhile bhal ହେବ,ଆଉଥରେ ଭୋଟ ହେଲେ ଆହୁରି ଭଲ bjd pura jitiba ୧୧୫ ଉପରେ mp ୧୫ ଉପରେ
ମୋ କଥା ହିଁ ସତ୍ୟ
100 days wait for you 🎉
Sarkar thik samara re thik nispati nebe. Don't worry.
WE.PEOPLE HOPE HONOURABLE EX CM NABIN BABU OUR POPULAR LEADER WILL CONSIDER TO NOMINATE SOME ONE OF HIS MLA AS OPPOSITION PARTY LEADER IN OUR ASSEMBLY BECAUSE OF HIS SLOW VOICE TO FIGHT IN THE FLOOR OF ASSEMBLY WITH CONGRESS PARTY MLAS FOR LARGER INTEREST OF OUR PEOPLE AND STATE PLEASE 🙏
ଶଳା ମୋଦୀ ର ଲକ୍ଷ୍ମୀ ଥିଲେ ତୋ
କାଇଁ, ରଙ୍ଗିଲା ହେଲିକେପ୍ଟର ଯିଏ ବୁଲୁଥିଲେ ସେ ଦଳ ରଙ୍ଗ ବଦଳେଇ ଦେଲେ, ଏବେ ସମସ୍ତଙ୍କୁ ପୂର୍ବତନ କରିଦେଲେ, ତୁମେ ପରା ସ୍କୁଲ ପିଲାଙ୍କୁ ରଙ୍ଗିଲା ଡ୍ରେସ ଦେଇଥିଲ, ଯୋଉଠି ଡାଲମା ଡାଲମା କହି ଛୋଟ ଝିଅଟି ବହୁତ ଟ୍ରଲ ହେଲା