ରାଜ୍ୟସଭାରେ ଗର୍ଜିଲେ ବିଜେଡି ସାଂସଦ ସୁଲତା ଦେଓ | Nandighosha TV

Sdílet
Vložit
  • čas přidán 1. 07. 2024
  • #sulatadeo #bjd #nandighoshatv
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 723

  • @rajendrapadhan2773
    @rajendrapadhan2773 Před 2 dny +15

    ସୁନୀତା ଜୀ ଆଗରୁ ଯଦି ଏମିତି ବିରୋଧୀ ଦଳ ଭୂମିକା ଗ୍ରହଣ କରିଥିଲେ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା, ଆପଣ ଙ୍କ ବିଜେଡି ସରକାର ଅହଂକାର ଗର୍ବ ରେ ସାଧାରଣ ଜନତା ଙ୍କ କଥାକୁ ସମ୍ମାନ ଦେଲେନି, ଦିର୍ଘଦିନ ଆପଣ ମାନେ ବି ସେହି ଭୁମିକାରେ ଅଭିନୟ କରିଥିଲେ, ଏଥିରେ ସନ୍ଦେହ ନାହିଁ,

  • @SidharthPrasadDas
    @SidharthPrasadDas Před 2 dny +129

    ଆଜି ସାରା ଭାରତ ଦେଖିଲା ବିଜେଡି ର କରାମତି, କିନ୍ତୁ ଦୁଃଖ ର କଥା ଏ ଆଭିମୁଖ୍ୟ ଯଦି ବିଜେଡି ଆଗରୁ କରି ଥାନ୍ତା ଆଜି ଦଳ ର ଏମିତି ଅବସ୍ଥା ହୋଇନଥାନ୍ତା, ବିଜେଡି ହାରିବାର ଯୋଉ କେତେଟା କାରଣ ଅଛି, ବିଜେପି ସହ ବିଜେଡି ର ପ୍ରୀତି ପ୍ରମୁଖ କାରଣ, ଯା ହେଉ ଡେରି ହେଉ ନବୀନ ବାବୁ ଏମିତି ରହିବେ ଯଦି ଆଗକୁ ସମ୍ଭାବନା ଅଛି, ସାପ ସହ ପ୍ରେମ କଲେ ଚୋଟ ମିଳେ ଯୋଉଟା ହୋଇଛି,

    • @078jayramsamal5
      @078jayramsamal5 Před 2 dny +2

      U are right 👍

    • @sabitasahoo5208
      @sabitasahoo5208 Před 2 dny +3

      Right

    • @Zanil-kr7ll
      @Zanil-kr7ll Před 2 dny +5

      Are Bhai Modi bhalia beiman kouthi milibani ek number chora taku jie birodh kala taku kichhi na kichhi case re faseiki Ed CBI lageiki jail patheila jie support kala se dala ku bhangi dela

    • @kanheisahu2925
      @kanheisahu2925 Před 2 dny +2

      Bjd bale dibaswapna dekhiba chhadi diantu.... Mahalmanda bhuli jaichhi bjd....

    • @Zanil-kr7ll
      @Zanil-kr7ll Před 2 dny

      @@kanheisahu2925 diva swapna BJD kana paine dekhiba

  • @user-gq1yo9ib3c
    @user-gq1yo9ib3c Před 2 dny +22

    ବହୁତ ଭଲ ଭାଷଣ ଦେଲେ କିନ୍ତୁ ବବି ଦାଶ ଏବଂ ବୋଲେ ବୋଲେ ବିଷୟ ରେ କିଛି କୁହ ସମସ୍ତେ ସୁଣିବେ

  • @manojswain9596
    @manojswain9596 Před 2 dny +21

    ଆଜି ରାଜ୍ୟରେ BJP ଜିତିବାରୁ ସଂସଦ ରେ ଗର୍ଜୁ ଛନ୍ତି।

  • @prasantsmohanta4416
    @prasantsmohanta4416 Před 2 dny +59

    ଏଇଟା ତୁମର ଶେଷ ରାଜ୍ୟସଭାରେ ଭାଷଣ. ଆଉ ରାଜ୍ୟସଭା ଯାଇ ପାରିବନି. ଯେତେ ପାରୁଛ କୁହ. କିଛି ଛୁଡ଼ି ପାରିବନି.

    • @bikunpradhan770
      @bikunpradhan770 Před 2 dny +6

      Are bjp ra jaiki maximum 3 Jana jibe fir vi bjd pakhare 7 seat rahiba tamaku kichhi Jana achhi ki nai

    • @SMASHBEAST1
      @SMASHBEAST1 Před 2 dny +3

      Andhbhakt 😂😂

    • @bishalsamalii9200
      @bishalsamalii9200 Před 2 dny +1

      Rajya sabha election upre kichi janichu ki nhai na semti cmnt dauchu 👍🏻👍🏻

    • @Loknath_official
      @Loknath_official Před 2 dny

      Tor bua ni pare

    • @hardworkneverdies5679
      @hardworkneverdies5679 Před 2 dny +1

      ​@@bikunpradhan770ୟେ ଭାବୁଚି ରାଜ୍ଯ ସଭା seat ବି ମିଛ କହିକି ଓଡ଼ିଶା ରୁ ନେଇଯିବୁ 😅😅😅

  • @nikhileshdas4929
    @nikhileshdas4929 Před 2 dny +51

    ଏ ଶଳା ଗୁଡା ନିଜେ କିଛି କରିବେନି ଖାଲି ଖଟିଆ ସେବା ନେବେ, ଆଉ ଯିଏ କାମ କଲ ତା ଗୋଡ଼ ଟାନିବେ।

  • @kishorkumarkar9544
    @kishorkumarkar9544 Před 2 dny +39

    ଦିଦି ଲୋ ତୋ ସ୍ୱାମୀ ଉପରେ ରାଗିକି ଆସିଛୁକି

  • @swadhinmaharana5989
    @swadhinmaharana5989 Před 2 dny +23

    5T ବିଷୟରେ ଆଲୋଚନା କରିଥିଲେ ଟିକେ ବୋଧେ ସାଧାରଣ ପ୍ରସଙ୍ଗ ଭଲ ଲାଗିଥାନ୍ତା ନବୀନ ପଟ୍ଟନାୟକ ଙ୍କ ନା ଟିକୁ ନଧରି ପାଣ୍ଡୁ ନା ଧରିଥାଆନ୍ତ ଭଲ ହୋଇଥାନ୍ତା

  • @Subashroutvlog203
    @Subashroutvlog203 Před 2 dny +9

    ଆର ସବୁ ନୁଖୁରା କଥା, ଆଗରୁ ଏଇମାନଙ୍କ ସାଙ୍ଗରେ ମିଶି ଖାଲି ମିଛ ଗପୁଥିଲା, ଏବେ ସତ ଭାବି କହିଲେ କିଏ ଶୁଣୁଛି

  • @krushnakuna1341
    @krushnakuna1341 Před 2 dny +11

    ଯିଏ କି ଠିକ୍ ରେ କହି ପାରୁ ନାହିଁ
    ସେ ଆଜି ରାଜ୍ଯସଭା ସାଂସଦ

  • @pravatkumarsutar2431
    @pravatkumarsutar2431 Před 2 dny +29

    ଆରେ ନବୀନ ର ହାତ ଥରୁଥିଲା
    ଯିଏ ଦେଖିବ ସେ ସନ୍ଦେହ କରିବ

  • @narendrapanda6912
    @narendrapanda6912 Před 2 dny +6

    ଓଡ଼ିଶାରେ ସୋଇଥିବା ଦୁର୍ନୀତି ବିଷୟରେ ଟିକେ କୁହନ୍ତୁ ନା

  • @purnanayak123
    @purnanayak123 Před 2 dny +5

    ଭଲଭାବରେ ହିନ୍ଦୀ ଭାଷାରେ କହିପରୁନି

  • @swadhinmaharana5989
    @swadhinmaharana5989 Před 2 dny +9

    ହାତୀ ପଳାଇଲା ପରେ କିଏ ବୋବା ଏ ଭାଇ ଜାଣିପାରୁ ଥିବେ.....ଭୋ ଭୋ ଭୋ...ଆଗରୁ elections ସମୟରେ ଘରେ ନାହି ରେ ତେଲ ମାରିକି ଶୋଇଥିଲେ ପାଣ୍ଡୁ ସର ଯାଉଥିଲେ ହେଲି କ୍ୟାପ୍ ଟର ରେ

  • @DillipNaik-tu5sg
    @DillipNaik-tu5sg Před 2 dny +8

    ଚାବି ଯଦି ଥିଲା ଆଗରୁ ଏତେ କହିଲା ପରେ ବାହାର କରୁ ନଥିଲୁ କଣ ପାଇଁ? Duplicate ଚାବି ଦେଖାଉ ଥିଲ କଣ ପାଇଁ?

  • @bikramkumarbal5854
    @bikramkumarbal5854 Před 2 dny +17

    ସସ୍ମିତ ଚୋର ବସିଚି 🤣🤣🤣🤣

  • @kailashchandrabhoi7386
    @kailashchandrabhoi7386 Před 2 dny +4

    ହିନ୍ଦୀ ଠିକ୍ ସେ କହ ନହେଲେ ଓଡ଼ିଆ ରେ କହ

  • @debasisrana7684
    @debasisrana7684 Před 2 dny +4

    ହିନ୍ଦୀ ତ ଠିକ ରେ କୁହ ଓଡିଶା କୁ ଏମିତି କାହିଁ କରୁଛ

  • @dileswarmahanta-mg4ov
    @dileswarmahanta-mg4ov Před 2 dny +3

    ଏ ମା ଇପେକୁ ଲାଜ ନାହିଁଲୋ ମା,ନବିନ ବିଷୟରେ କହୁଛି 😮 ଆଗରୁ ବହୁତ ଛୋଡିଛ ନାମ ନିଅ

  • @SouravDas-dd5my
    @SouravDas-dd5my Před 2 dny +14

    ଆବେ ମୂର୍ଖୀ ସୁଲତା ଟିକେ ପାଠଶାଠ ପଢିକି ହିନ୍ଦୀ ଭଲ ଭାବରେ ଅଭ୍ୟାସ କରିକି କହ। ଗଧୁଣୀ ସୁଲତା

  • @kamalakantabindhani8896
    @kamalakantabindhani8896 Před 2 dny +8

    Balle balle balle balle...

  • @NirakarBiswal-zg4tn
    @NirakarBiswal-zg4tn Před 2 dny +30

    ତୋ ଧରମ ଭାଈ କଣ ପାଇଁକି ନବୀନ ପଟ୍ଟନାୟକ ହାତକୁ ଧରୁଥିଲା ।

  • @pradhanyoutubechannel6647

    ଖାଲି ଫାଟୁଛି ତମର ଆଉ କିଛି କାମ ନାହିଁ

  • @kirankumarsahu8824
    @kirankumarsahu8824 Před 2 dny +27

    ଏୟ କଥା କିଏ ଶୁଣୁଛି😂

    • @samalbikram-oy5dd
      @samalbikram-oy5dd Před 2 dny +7

      ରାମ ଭକ୍ତ ଶୁଣିବେ
      ଅନ୍ଧ ଭକ୍ତି ଲୋକଙ୍କୁ ଶୁଣି ବନୀ

    • @BibhutiDalei-hz7xs
      @BibhutiDalei-hz7xs Před 2 dny +8

      ଶୁଣିବା ଲୋକ ଶୁଣୁଛି , ଛାତିରେ ଠିକ୍ ଗଳୁଥିବ !

    • @AsitKumarSa
      @AsitKumarSa Před 2 dny +2

      Nije sunuchha

    • @monalisajena4924
      @monalisajena4924 Před 2 dny +4

      Samastey sunibey aangya...yebe lagila ...right opposition....🎉

    • @monalisajena4924
      @monalisajena4924 Před 2 dny +3

      ​@@AsitKumarSaright speech...sachh hamesha sachh. ..🎉

  • @mohammedkhursid6881
    @mohammedkhursid6881 Před 13 hodinami

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।

  • @manojagouda2182
    @manojagouda2182 Před 2 dny +3

    ଏତେ ଯଦି ନବୀନ ଭଲ ହାରିଲା କଣ ପାଇଁ ଦିଦି loo

  • @reenaswain1277
    @reenaswain1277 Před 2 dny +10

    Thank you madam 👌👌

  • @kumarbidhuvlogs
    @kumarbidhuvlogs Před 2 dny +4

    Rajya sabha Ru suna heijiba tk wait kara

  • @swadhinmaharana5989
    @swadhinmaharana5989 Před 2 dny +3

    ନେଡି ଗୋଡ କହୁଣୀ କି ବାଜିଲା ପରେ ରଡି ଛାଡୁଛନ୍ତି ରାଜ୍ୟ ସଭାରେ

  • @DurgaPrasad-tj3wv
    @DurgaPrasad-tj3wv Před 2 dny +1

    ଜୟ ଜଗନ୍ନାଥ ଜୟ କଲିଙ୍ଗ ଓଡ଼ିଶା କେବଳ ଓଡ଼ିଆ ଭାଷା ନବୀନ ଓଡିଶା 💚🐚

  • @BibhutiDalei-hz7xs
    @BibhutiDalei-hz7xs Před 2 dny +7

    Wah ! What a dynamic speach sulata deo !!!!❤❤❤❤❤

  • @akshayakumarsundaray-ob2vb

    Ekdum right bola madam Thanks

  • @MithunRaita-w3o
    @MithunRaita-w3o Před 20 hodinami +1

    Odisha re ta sabu 20 seats au fully govt asila😅😅😅😅

  • @umeshnayak9265
    @umeshnayak9265 Před 2 dny +2

    Loka mana rakhithibaru
    Lokasvare oooooo dele

  • @subhamprasadkhatei386

    ମଞ୍ଜି କଥା କହିଦେଲେ ମ୍ୟାଡମ୍ ❤

  • @GopinathPanda-sz7jl
    @GopinathPanda-sz7jl Před 2 dny +4

    Good speech mam proud of odisha

  • @Vikshitnuaodisha
    @Vikshitnuaodisha Před 2 dny +8

    ଚୁରଣୀ ବଲ୍ଲେ ବଲ୍ଲେ ଢ଼ାବା କଥା କହ, ହିନ୍ଦରେ ପୁରା ଦୁର୍ବଳ

  • @kishorkumarkar9544
    @kishorkumarkar9544 Před 2 dny +2

    ଦିଦି ରାଗିଛି.... ବବି ଚୋରି କରୁଥିଲା...ed ନଜର ପଡ଼ିବନି ବିଲ୍ଲ କୁ ସପୋର୍ଟ କରୁଥିଲ... ଚୋର ଶଳା

  • @bhupendrasinha7273
    @bhupendrasinha7273 Před 2 dny +1

    Thank u didi, odisha pain apana etiki sabu katha kahichhan. U are great.

  • @GouriDas-qg1tw
    @GouriDas-qg1tw Před 2 dny +2

    ପାଣ୍ଡୁ ପାଗଳ ମେଡିସିନ ଦେଇ ଦେଇ ଦେହ ଟା ଖରାପ୍ କରିଦଉଥିଲା, ଷ୍ଟେଜ୍ ରେ ଚାଲିପାରୁ ନଥିଲେ ସେଗୁଡା ଭଲ ଲାଗୁଥୀଲା କି....ବିଜେଡି ହାରିଜାଇଛି ବୋଲି ନବିନ୍ ବାବୁଙ୍କର ଆଜି ପାଗଳାମି ଟା କମି ଜାଇଛି, ସିଏ ବଞ୍ଚିଜାଇଛନ୍ତି....ନହେଲେ ଆମେ ନିବିନ୍ ବାବୁଙ୍କୁ ବହୁତ୍ କମ୍ ଦିନରେ ଦେଖିପାରିନଥାନ୍ତୁ..।
    ତୁ ତ ହିନ୍ଦି କୁହା ଜାଣିନୁ ଲାଗୁଛି ଏଇଟା ତୋର ଶେଷ ଭାଷଣ...ଜଉଟା କହିବା କଥା ସେଟା କହୁନୁ....

  • @user_puja.priyapupuli
    @user_puja.priyapupuli Před 2 dny +1

    Ur great mam🙏🙏🙏supb speech

  • @rameshchandra9691
    @rameshchandra9691 Před 2 dny +1

    ନବୀନ ଭଲ ଅଭିନୟ କରିପାରନ୍ତି

  • @bijayapppradhan4563
    @bijayapppradhan4563 Před 2 dny +2

    ରଘୁବର ଦାସ ବି ନବୀନ କୁ ଟେକି ଥିଲେ ଭାଷଣ ରେ। ହାରିଲା କଣ ପାଇଁ ବିଜେଡ଼ି। ସଫା ହେଲଣି। ଆଉ ଯେତିକି ଅଛ ଆଉ ଅଳ୍ପ ଦିନ ରେ ବିଦାୟ ନେବ। ସେମିତି ଗରଜୁଥିବ।

  • @purejajpuria1692
    @purejajpuria1692 Před 2 dny +5

    Good gob 👍

  • @SurendraMirdha-qo6tr
    @SurendraMirdha-qo6tr Před 2 dny +3

    ଜୟ ବିଜେପି ଜୟ ମୋଦି ❤

  • @KarunakarDhani-eo2sl

    ତୁମ ଭାଷଣ ନନ୍ଦିଘୋଷ ଟିଭି କୁ ବହୁତ ଭଲ ଲାଗିଛି।

  • @justiceforu
    @justiceforu Před dnem +1

    Wahh didi wahhh

  • @user-pn4rw2th8t
    @user-pn4rw2th8t Před 2 dny +18

    Jay Jagannath Jay BJD Odisha Sarkaar no1 Naveen Babu 🙏 thile achanti rahibe sathire Jay Jagannath

  • @bhabaninayak7810
    @bhabaninayak7810 Před 17 hodinami

    ହିନ୍ଦୀ ଭାଷା ଭଲରେ ଆସୁନି

  • @rakeshbehera716
    @rakeshbehera716 Před 2 dny +4

    Very nice

  • @Aviator_7940
    @Aviator_7940 Před dnem

    Hilarious,I laughed the way the debate was presented 😂😂😂😂

  • @ManojBehera-ti2qp
    @ManojBehera-ti2qp Před 2 dny +5

    Nice

  • @Best_Entertainment_Odisha

    Strong opposition

  • @manishapattanayak2152

    Best Sulata Didi👍🎉

  • @vinodrout6721
    @vinodrout6721 Před 2 dny +2

    Very good odisha ka sansad ki maa

  • @babinanaik2122
    @babinanaik2122 Před 2 dny +10

    Proud of eu being a woman of Odisha

  • @sushilsamal3789
    @sushilsamal3789 Před 2 dny +2

    ତୁମେତ ଖୁସି ରେ ଉତ୍ତରୀୟ ପକାଇ ଥିଲ, ତୁମ ସାମ୍ନାରେ ବାହାର କରି ଫିଙ୍ଗିଲେ କାହିଁକି ?

  • @brajaraj6894
    @brajaraj6894 Před 18 hodinami

    ଧନ୍ୟବାଦ୍ didi

  • @RajeshJala-uq1kg
    @RajeshJala-uq1kg Před 2 dny +4

    Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD ❤❤❤❤❤❤❤❤❤❤❤❤❤❤

  • @pabitramohapatra9153
    @pabitramohapatra9153 Před 2 dny +3

    Good

  • @user-de4yi9vf2d
    @user-de4yi9vf2d Před 2 dny +9

    ଆରେ ଇ ଏ ତ ସେଇ ଫ୍ଲିମ୍ ର ହିରୋଇନ୍ ବୋଧେ ଆଉ

  • @RashmiChouhan-uq8ci
    @RashmiChouhan-uq8ci Před 2 dny +1

    Very nice 👍

  • @sunilrauto5923
    @sunilrauto5923 Před dnem

    ଆଗରୁ ସମର୍ଥନ କରୁ ଥିଲେ
    ଏବେ ଗର୍ଜିଲେ କିଛି ଲାଭ ହେବନି

  • @pradipkumardasdas7184
    @pradipkumardasdas7184 Před 2 dny +3

    Jay jagannath 🙏

  • @RajeshJala-uq1kg
    @RajeshJala-uq1kg Před 2 dny +6

    Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD odia 6 ok VK

  • @sarojkumardas1006
    @sarojkumardas1006 Před 15 hodinami

    Nice 👍👍👍👍👍 good .🎉🎉🎉🎉🎉🎉🎉🎉🎉🎉🎉🎉🎉 Congratulations Madam

  • @PrakashSamal-vw9cu
    @PrakashSamal-vw9cu Před 2 dny +3

    Jay bjd jay naboni jihe

  • @debashishpaikray1333

    ସୁଲତା ଦେଓ ହିନ୍ଦୀ ଶିଖିକି ଆସନ୍ତୁ

  • @ashiskumargochhayat7764
    @ashiskumargochhayat7764 Před 2 dny +3

    Jay Jagannath

  • @brajaraj6894
    @brajaraj6894 Před 18 hodinami

    i love you memu

  • @saraswatisahoo5171
    @saraswatisahoo5171 Před 2 dny

    ମାଡାମ ଆଗରୁ ଜଦି ଏହିପରି ଆଭିମୁଖ୍ୟ ନେଇ ଥାଆନ୍ତେ ଆଜି ଏ ଅବସ୍ଥା ହେଇ ନ ଥାନ୍ତା ।

  • @sumitrakhuntiasumina5294

    Jay Jagannath 🙏 jay nabini sir

  • @mitabairisal4355
    @mitabairisal4355 Před 2 dny +4

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ହିନ୍ଦି ଭୁଲ ଭାଲ କଲେ ବୋଲି କେତେ ସମାଲୋଚନା ହୋଇଗଲା, ଏ ରାଜ୍ୟ ସଭାରେ କି ଭଳିଆ ହିନ୍ଦୀ କହୁଛନ୍ତି?ଏମାନେ ଦିଲ୍ଲୀ ବୁଲିବାକୁ ଯାଇଥିଲେ,BJP କୁ ସବୁଥିରେ ହଁ ମାରିଆସୁଥିଲେ।ଏବେ ହେଲା କଣ madam ଙ୍କର।
    କମ୍ ସେ କମ୍ ଠିକ୍ ରେ ତ କଥା କୁହନ୍ତୁ😮

    • @user-ow4zj2gl3r
      @user-ow4zj2gl3r Před 2 dny +2

      Sulata deo..8th..pass😊😊😊😊

    • @ranjitkumbhar4403
      @ranjitkumbhar4403 Před 2 dny +1

      😅😅😅😅

    • @hardworkneverdies5679
      @hardworkneverdies5679 Před 2 dny

      Point out କର କଉ line ରେ ହିନ୍ଦୀ ଭୁଲ ଅଛି??100% ଭଲ ହିନ୍ଦୀ କହୁଚି ଆମ ଆଦିବାସୀ cm ଠୁ

    • @jyotiranjan7273
      @jyotiranjan7273 Před 2 dny

      @@hardworkneverdies5679 right jumula sarkar

  • @BuluRashmivlogs
    @BuluRashmivlogs Před 2 dny +3

    ବହୁତ ସୁନ୍ଦର ଉପସ୍ଥାପନା 👍👏👏👏

  • @mrkanha6911
    @mrkanha6911 Před 2 dny +21

    Good speech jay bjd

  • @skcreation9654
    @skcreation9654 Před 2 dny

    To maa nku namskar 👍

  • @user-el7os9wk9u
    @user-el7os9wk9u Před 2 dny +1

    Bjd ବାଲାଙ୍କୁ ଠୁ ଆସା କଣ...
    ଆରେ ଯଦି କଷ୍ଟ କରି ଯାଇଛ..
    ଓଡିଶା ବିଷୟରେ କୁହ..
    ଓଡ଼ିଆ ଲୋକଙ୍କ ପାଇଁ କିଛି କୁହ..

  • @hardworkneverdies5679

    Salute mam good keep it up

  • @HemantKumar-jk2hs
    @HemantKumar-jk2hs Před dnem

    ଏଇ ମହିଳା ଗର୍ଜ୍ଜ୍ଜୁଛନ୍ତି ନା,.... ମିୟାଉ ମୀୟକୁ କରୁଛନ୍ତି

  • @bikashbarman7390
    @bikashbarman7390 Před 2 dny +1

    Tike bhalo bhabare agaru ghoshi ki gole bhalo hunta. Madam

  • @dillipkumarsingh5515

    ରାଜ୍ୟସଭା ରେ ଭାଡୁଆ ବସିଛି, ଭାଡୁଆଣୀ ଭାଷଣ ଦେଉଛି, ଛେପ ଢକୁଛି ଯେତେ ରୂପ ରେଖ ଚେଞ୍ଜ କରି ଭାଷଣ ଦେଲେ କଣ ହେବ ,ଜୟ ଶ୍ରୀ ରାମ.........।...

  • @sasmitachhachhan6383
    @sasmitachhachhan6383 Před 2 dny

    Very nice sulata ji.keep it up. For our Bjd party.

  • @smrutisekharsahoo1363
    @smrutisekharsahoo1363 Před 21 hodinou

    ଲୋକ ରାଜ୍ୟସଭା ସାଂସଦ ପରୋକ୍ଷ ବାଛନ୍ତି। ନବୀନ ପଟ୍ଟନାୟକ ନୁହେଁ। ଅନ୍ତତଃ ଏ ଜ୍ଞାନ ରହିବା ଦରକାର

  • @chandansethy5684
    @chandansethy5684 Před 2 dny

    Madam fully excited achhanti

  • @debadattatripathy6345

    ମୂର୍ଖାମୀ ର ଶେଷ ସୀମା ପାଗିଲି 😄😄😄😄😄

  • @07sbk45
    @07sbk45 Před 2 dny

    Great Ma,am✨

  • @sayedsibtan820
    @sayedsibtan820 Před 2 dny

    Supataji , bahut bahut dhanyabad

  • @sudhansusekhardash9010

    Salute mm , jay bjd, jay jagannath, jay nabin.

  • @gitanjalihati725
    @gitanjalihati725 Před dnem

    Dd super 🎉🎉

  • @user-li7hg2wg5v
    @user-li7hg2wg5v Před 2 dny +19

    ଜୟ ଜଗନ୍ନାଥ ଜୟ ବିଜେଡି ଜିନ୍ଦାବାଦ

  • @aparajitamohanty5563
    @aparajitamohanty5563 Před 2 hodinami

    Nice🎉

  • @gopasamal7468
    @gopasamal7468 Před dnem

    Very well said 👏 👍

  • @abinashthakur8475
    @abinashthakur8475 Před 2 dny

    Excellent

  • @karunakarmallick5854
    @karunakarmallick5854 Před 2 dny +3

    ବହୁତ ସୁନ୍ଦର ଉପସ୍ଥାପନା କଲେ ଧନ୍ୟବାଦ ଜୟଜଗନ୍ନାଥ

  • @satyapriyarout1339
    @satyapriyarout1339 Před 2 dny +1

    Jay jaganath swami ki jay. Madam odisha ra chasi Manaka katha bhujhantu.sabu block re cold store karantu.

  • @subhankaparida1200
    @subhankaparida1200 Před 2 dny

    Nice 👍👍

  • @prafullakumarbiswal1109

    Vary good

  • @lipuswain2347
    @lipuswain2347 Před 2 dny +1

    If you don't know Hindi please speak in other languages i think it is better to speak in odia

  • @DillipNaik-tu5sg
    @DillipNaik-tu5sg Před 2 dny +21

    ଯଦି ଓଡ଼ିଶା ଅଧିକ ରାଜସ୍ବ ଦେଉଛି ବୋଲି ଅଧା ବଜେଟ ଓଡ଼ିଶା ପାଇବ ତ ନବୀନ ପଟ୍ଟନାୟକଙ୍କ ସରକାର ସବୁଠୁ ଅଧିକ ରାଜସ୍ବ କେନ୍ଦୁଝର ଜିଲ୍ଲା ରୁ ପାଇ ଭୁବନେଶ୍ୱର ରେ କଣ ପାଇଁ ସବୁ ଖର୍ଚ୍ଚ କରୁଛି ଟିକେ କହ

  • @srikantalipu9749
    @srikantalipu9749 Před 2 dny +8

    Nice comedy 😃