Sakhi Ki Range Hasuchilo Jamudalia - Superhit Bhajan | ସଖୀ କି ରଙ୍ଗେ ହସୁଚିଲୋ | Arabinda Muduli

Sdílet
Vložit
  • čas přidán 5. 09. 2024
  • ଗାୟକ ଅରବିନ୍ଦ ମୁଦୁଲି ପ୍ରଥମେ ଗୁରୁକବି ସୋମନାଥ ରାଜଗୁରୁଙ୍କ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବାସଭବନରେ ଆସି ସଂଗୀତ ଶିକ୍ଷା ଲାଭ କରିଥିଲେ | ପରେ 1986 ମସିହାରେ ଗୁରୁକବି ସୋମନାଥ ରାଜଗୁରୁଙ୍କ ରଚନା ଓ ନିର୍ଦ୍ଧେଶନା ରେ ' ବାଲି ଖେଳୁଥିଲେ ନନ୍ଦସୂତ କଳାକହ୍ନେଇ '' ଭଜନ ଟି ପ୍ରଥମେ ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲ ତାଙ୍କୁ JE Cassete Company ରେ ଗାଇବାର ସୁଯୋଗ ଦେଲେ ଏବଂ Record କଲେ | ଏହି ଗୀତରେ ସେ ଓଡ଼ିଶାରେ ପ୍ରସିଦ୍ଧ ହେଲେ | ମୄତ୍ୟୁ ପର୍ଯ୍ୟନ୍ତ ସେ କେବଳ ସୀତାରାମ ଅଗ୍ରୱାଲଙ୍କ କମ୍ପାନୀ ରେ ସେ ୩୦୦ରୁ ଅଧିକ ଭଜନ ଆଲବମରେ କଣ୍ଠଦାନ କରିଛନ୍ତି I Sidharth Music ର ଏହି CZcams ଚ୍ୟନେଲ ରେ ଆପଣ ଅରବିନ୍ଦ ମୁଦୁଲି ଗାଇଥିବା ସମସ୍ତ ହୃଦୟସ୍ପର୍ଶୀ ଭଜନ ଶୁଣିପାରିବେ -----
    Song : Sakhi Ki Range
    Singer : Arabinda Muduli
    Album : Saradha Bali Hits
    Album No : JE - 270
    Lyrics : Somanatha Rajguru
    Music : Amarendra Mohanty
    Music Released by : Sidharth Music
    Producer : Sitaram Agrawal & Namita Agrawal
    ------------------------------------------------------
    ♪ Full Song Available on ♪
    Gaana :
    JioSaavn :
    Wynk :
    Apple Music :
    Amazon Prime Music :
    iTunes :
    Spotify :
    CZcams Music :
    ------------------------------------------------------
    Set Caller Tune ; Operator Codes:
    Vodafone Subscribers Dial
    Airtel Subscribers Dial
    Idea Subscribers Dial
    BSNL (South / East) Subscribers sms BT To 56700
    Also available on Jio Tunes
    ------------------------------------------------------
    "Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Arabinda Muduli" CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    -----------------------------------------------------
    Watch & Subscribe to our other CZcams Channels:
    👉 Sidharth TV : / sidharthtv
    👉 Sidharth Bhakti: / sidharthbhakti
    👉 Sidharth Music: / sidharthmusic
    ------------------------------------------------------
    Enjoy & stay connected with us!
    👉 Like us on Facebook : / namitaagrawalofficial
    ------------------------------------------------------
    #ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Komentáře • 22