ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana)

Sdílet
Vložit
  • čas přidán 22. 05. 2022
  • Song : Dhire Ghena Kananare ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
    --------------------------------
    Create Your Reels Here :- bit.ly/3HdMYrb
    --------------------------------
    ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
    ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !
    ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା
    ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳା ମାଣିକରେ !
    ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା
    ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ !
    ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ
    ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !
    ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ
    ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ । କଳା ମାଣିକରେ !
    --------------------------------
    Sri Sri Jagannath Stuti by Soulful Heart touching singer Sibanana
    Singer : Shiva Prasad Dash (Siba nana)
    Lyrics : Abhimanyu Samantasinghara
    Music Director : Shiba Prasad Dash
    Video Artist :
    Album : Madhaba Hey Kala Madhaba
    Album No : SM - 4285
    Music Label : Sidharth Music
    ------------------------------------------------------- #sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559

Komentáře • 836

  • @villagevloger242Amar
    @villagevloger242Amar Před 11 měsíci +27

    ଏଇ କବିତା ଟି ଲେଖିଛନ୍ତି ଆମରି ମାଟିରେ ଜନ୍ମ୍ ଆମରି ଗ୍ରାମ ଲୋକ ସିଏ ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର ଯିଏ ଜାଣିଛନ୍ତି ଗୋଟେ like hou ❤️❤️❤️❤️🙏

  • @bhagyadharparida4446
    @bhagyadharparida4446 Před rokem +160

    କିଏ କିଏ ସପ୍ତମ ଶ୍ରେଣୀ ରେ ପଢ଼ିଛ ଏହି ଭଜନ ଲାଇକ କର
    Old memories of 7th class 2012

  • @bholanathnaik2684
    @bholanathnaik2684 Před rokem +8

    ବହୁତ ଭଲ ଲାଗୁଛି, "ଅl ହା "ମନ ପୁରା ମୁଗ୍ଧ ହେଉଛି l

  • @ChaitanyacharanPanda
    @ChaitanyacharanPanda Před 11 měsíci +15

    ବହୁତ ବହୁତ ଧନ୍ୟବାଦ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।

  • @lokanathdas5246
    @lokanathdas5246 Před rokem +21

    ବହୁତ ଭଲ ଲାଗୁଛି ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଏବଂ କଣ୍ଠ ଅତୀବ ପ୍ରିୟ ଓଡ଼ିଆ ଭାଷା ଅଟେ।

  • @chinmayrout7255
    @chinmayrout7255 Před rokem +11

    ଆପଣକଂ କଣ୍ଠସ୍ବର ରେ ସରସ୍ୱତୀ ବିଦ୍ୟମାନ। ପ୍ରଣାମ ଆପଣଙ୍କ ସ୍ରଷ୍ଟାଙ୍କୁ।

  • @user-jz4nd6cz9z
    @user-jz4nd6cz9z Před 4 měsíci +8

    ବହୁତ ଭଲ ଶିବ ନନା

  • @sasmita4171
    @sasmita4171 Před rokem +39

    ମନରେ ଯେତେ କ୍ରୋଧ ଥିଲେ ସବୁ କିଛି ଦୂରେଇଯିବ.. ଏ ଭଳି ସଂଗୀତ ଶୁଣିଲେ... ସତରେ ଆମ ଓଡିଶା ଭୂମି ମହାନ, ଏମିତି ମହାତ୍ମା ସଙ୍ଗୀତଜ୍ଞ ମାନଙ୍କ ଆଗମନରେ... 🙏💐💐💐💐🙏

  • @MANASPARIDA-vo1gh
    @MANASPARIDA-vo1gh Před měsícem +2

    ରାଧେ ରାଧେ 🦚🦚🙏🙏

  • @BishnukumarBaral-es6gx
    @BishnukumarBaral-es6gx Před 10 měsíci +5

    ଗାଇବାର ଭାବଧାରା ବହୁତ ସୁନ୍ଦର

  • @sobhasundarpatra4824
    @sobhasundarpatra4824 Před 2 lety +6

    ପୂଜ୍ୟସ୍ପଦ ଆପଣ ସରସ୍ୱତୀ ଙ୍କ ବରପୁତ୍ର ଆପଣ ଆପଣଙ୍କୁ ବହୁତ ଧନ୍ୟବାଦ ନମସ୍କାର

    • @sobhasundarpatra4824
      @sobhasundarpatra4824 Před 2 lety

      ସପ୍ତମ ଶ୍ରେଣୀ ପ୍ରଥମ ଚାପ୍ଟର

  • @sasmitatarasia6841
    @sasmitatarasia6841 Před měsícem +2

    Hare krushna hare Krushna krushna krushna hare hare hare rama hare rama rama rama hare hare

  • @kumarjeet1251
    @kumarjeet1251 Před rokem +11

    ଅତି ସୁନ୍ଦର ଗୀତ ଆଜ୍ଞା, ମନ ମୁଗ୍ଧ ହେଇଗଲା ଆପଣଙ୍କ କଣ୍ଠରେ ଗୀତଟି ସୁଣିଲା ପରେ🙏🙏🙏ବହୁତ ବହୁତ ଧନ୍ଯବାଦ ଆଜ୍ଞା

  • @bijaykumarprusty2597
    @bijaykumarprusty2597 Před rokem +2

    ସୁନ୍ଦର ପରିବେଶଣ

  • @user-us4mk3jq9f
    @user-us4mk3jq9f Před rokem +5

    କାହିଁକି କେଜାଣି ଏ ଭାଜନ ଟି ନ ଶୁଣିଲେ ଲେ ଦିନ ଟି ଭଲରେ ଯାଉନାହିଁ ଧନ୍ୟବାଦ ଶିବ ସାର୍ 🙏

  • @sanjuktabhuyan6507
    @sanjuktabhuyan6507 Před 2 lety +69

    ଶିବ ନନାଙ୍କ ହରିବଂଶ ପ୍ରୋଗ୍ରାମ ଅତି ଉଚ୍ଚ କୋଟିର ହେଇଛି । କୃଷ୍ଣ ଓ ଯଶୋଦା ଙ୍କୁ ନେଇ ଭଜନଟି ଅତି ସୁନ୍ଦର । ଶିବନନାଙ୍କୁ ନମସ୍କାର ଓ ଅନେକ ଅନେକ ଧନ୍ୟବାଦ ।🙏🙏🙏🙏👌👌👌👌👌

  • @pmohanty9622
    @pmohanty9622 Před 2 lety +75

    ଶିବନନା ଆପଣଙ୍କୁ ପ୍ରଣାମ...ପିଲାଦିନେ ଷଷ୍ଠ କି ସପ୍ତମ ଶ୍ରେଣୀରେ ଏଇ ଗୀତଟି ଆମ ସାହିତ୍ୟ ବହିରେ ଥିଲା... ମନେ ପକେଇଦେଲେ...
    ଜୟ ଶ୍ରୀକୃଷ୍ଣ,🙏

    • @user-fh9tw7mi2c
      @user-fh9tw7mi2c Před 2 lety +7

      ସପ୍ତମ ଶ୍ରେଣୀ , ସାହିତ୍ୟ ବହିରେ ଥିଲା

    • @bhimagouri7190
      @bhimagouri7190 Před 2 lety +4

      ଗିତ ଶୁଣିବାରୁ ବହୁତ୍ ଖୁସି ଲାଗିଲା.🙏

    • @jadunathdas9706
      @jadunathdas9706 Před rokem +2

      Jai srikrishna

    • @rishikesh4340
      @rishikesh4340 Před rokem +1

      ସପ୍ତମ ରେ ଥିଲା

    • @narendraparida5708
      @narendraparida5708 Před rokem +2

      Jay shree krusnn

  • @Pratapkumarmaharana2518
    @Pratapkumarmaharana2518 Před rokem +21

    ଅତି ଉଚ୍ଚ କୋଟିର 🌹ପ୍ରଭୁ ଶ୍ରୀକୃଷ୍ଣ ଭଗବାନ ମାତା ଯଶୋଦା ଙ୍କ ବାତ୍ସଲ୍ୟ ଭାବ ❤️ହୃଦୟସ୍ପର୍ଶି
    ଓଁ ନମୋ ଭଗବତେ ବାସୁଦେବାୟ 🙏

  • @indranidash6216
    @indranidash6216 Před 2 lety +2

    ମୋ କଳାମାଣିକରେ 😘

  • @benudharsathua3017
    @benudharsathua3017 Před 17 dny

    ନନା, ରାଧେ ରାଧେ🙏🙏 ବହୁତ ସୁନ୍ଦର

  • @padmajasankhua6455
    @padmajasankhua6455 Před 2 lety +1

    ବାଃ ବଢିଆ ହୋଇଛି।

  • @kshiroddas8440
    @kshiroddas8440 Před 2 lety +32

    ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡ଼ିଲା ଭଳି ଭଜନ,ଭଜନ ନୁହେଁ ତ ମହାପ୍ରସାଦ ଯିଏ ଶୁଣିବ ସିଏ ପ୍ରେମ ରେ ପଡ଼ିବ ,ନିସ୍ତବ୍ଧ ,ଅବିଶ୍ଵସନୀୟ ।

    • @sidhantabehera6875
      @sidhantabehera6875 Před 9 měsíci +3

      ହଁ ରୀତି ଯୁଗ ର କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ କବି ଙ୍କ ର ଲେଖା ଅତ୍ୟନ୍ତ ସରସ ସୁନ୍ଦର ଏବଂ ଆକର୍ଷଣୀୟ। ଶିବ ନନା ଙ୍କ ସ୍ଵର ରେ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ମୁଁ ମଧ୍ୟ ଯେତେବେଳେ ଟ୍ୟୁସନ ରେ ସପ୍ତମ ଶ୍ରେଣୀ ପିଲା ଙ୍କୁ ସାହିତ୍ୟ ପଢାଉଥିଲି ଏହିପରି ଆବୃତ୍ତି କରି ଗାଇଥିଲି ଏବଂ ଶିଖେଇ ଥିଲି। ଧନ୍ୟବାଦ ଶିବ ନନା ଏବଂ ସିଦ୍ଧାର୍ଥ ଟିଭି। ବହୁତ କିଛି ଶିଖିଛି ଶିବ ନନା ଙ୍କ ଭଜନ ରୁ। 🙏

  • @royaldhaba4784
    @royaldhaba4784 Před 5 měsíci +3

    ଜୟ ଜୟ ଶ୍ରୀ ରାଧେଶ୍ୟାମ ଅତ୍ୟନ୍ତ ମନୋରମ ସୁ ମଧୁର ଶିବନନାଙ୍କ କଣ୍ଠସ୍ୱର

  • @viewsgodlevel5557
    @viewsgodlevel5557 Před 2 lety +2

    ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କର କାଳଜୟୀ ରଚନା ର କଳା ମାଣିକରେ ଗୀତ ଟି ଶୁଣି ମନ ଶାନ୍ତ ହୋଇଗଲା।
    ମଦନମୋହନ ସାମଲ ଉପସହ କାରାପାଳ ମାଳିକା ବିଶାରଦ ରାଜନୀତି ବିଶାରଦ ସମାଜ ସେବୀ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି।

  • @madanmohansethy5289
    @madanmohansethy5289 Před rokem +1

    ଅତି ସୁନ୍ଦର ଆଜ୍ଞା

  • @RR-wp8jt
    @RR-wp8jt Před rokem +23

    ଅତି ସୁନ୍ଦର 👌ସ୍କୁଲ୍ ବେଳ ମନେ ପଡ଼ିଗଲା
    ଏଭଳି ଶୃତିମଧୁର ସର୍ଜନା ପାଇଁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କୁ ଜୁହାର 🙏🙏

  • @karunakaratuku8304
    @karunakaratuku8304 Před 2 lety +2

    ନନା ବହୁତ ସୁନ୍ଦର । ଶବ୍ଦ ଟିକେ ନୁଆ ମିଶିଯାଇଛି ଗୋଟିଏ ଗୋଟିଏ ଯାଗାରେ ସେମିତି ଲାଗୁଛି ।

  • @binobapradhan3848
    @binobapradhan3848 Před 2 lety +2

    ବହୁତ ସୁନ୍ଦର ଗୀତ ପୁରୁଣା

  • @nabakishorekhuntia507
    @nabakishorekhuntia507 Před rokem +1

    ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଶଙ୍ଖେ ପୂରାଇ ଘଣ୍ଟ ଘୋଡ଼ାଇ ଚକ୍ରେ ଆଢ଼ୁଆଳେ ରଖିଥାନ୍ତୁ ହେ ମହାପ୍ରଭୁ ଶ୍ରୀଜଗନ୍ନାଥ

  • @tlgaming2380
    @tlgaming2380 Před 2 lety +2

    ଅତି ସୁନ୍ଦର ଶିବ ନନା ଆପଣଙ୍କୁ କୋଟି କୋଟି ପ୍ରଣାମ।

  • @sandhyaranidehury9460
    @sandhyaranidehury9460 Před 6 měsíci +2

    My childhood memories ❤❤
    ମୋ ପିଲା ଦିନ ବହିରେ ଥିଲା ମୁଁ କେତେ ଗାଇ ନାଚେ
    🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏

  • @santoshkumarsahoo6655

    ❤Jay Sri krishna❤❤❤❤

  • @ashokpatra3654
    @ashokpatra3654 Před 2 lety +1

    ଆହାକି ସୁମଧୁର

  • @anildasyadab8411
    @anildasyadab8411 Před rokem +3

    ଜୟ ଶ୍ରୀକୃଷ୍ଣ 🙏ଅତି ସୁନ୍ଦର

  • @prashantpalei361
    @prashantpalei361 Před 2 lety +1

    ଭଲ ଲାଗୁଚି ଭାବଭରା କନ୍ଠ

  • @chintamaninaik3538
    @chintamaninaik3538 Před rokem +1

    ନନା ବହୁତ ସୁନ୍ଦର ହୋଇଛି,ହୃଦୟ କୁ ଛୁଇଲା।

  • @sarojsahoo6239
    @sarojsahoo6239 Před 7 měsíci +2

    7 class Katha jadi Mana paduchi like karantu please 😑😑😔😔😔😔😔😔😞😞😞😞😞😞🙁🙁🙁😢😢😢🙏🙏

  • @dharmendradalei9497
    @dharmendradalei9497 Před 2 lety +3

    ସିବନ ନାଙ୍କୁ ଅନ୍ୟବାଦ

  • @banashreemuduli5020
    @banashreemuduli5020 Před 2 lety +6

    ବହୁତ୍ ସୁନ୍ଦର।ଜୟ ପରମ ପିତା।

  • @niranjanbadatya4466
    @niranjanbadatya4466 Před 9 měsíci +1

    Jaya Srikrishna.

  • @subashbehera7466
    @subashbehera7466 Před 6 měsíci +2

    ଜୟ ଜଗନ୍ନାଥ ପ୍ରଭୁ ❤❤❤ ଜୟ ଶ୍ରୀ କୃଷ୍ଣ ❤

  • @surendranathmohanty6728
    @surendranathmohanty6728 Před 3 měsíci

    ଧନ୍ୟବାଦ ମହାଶୟ.

  • @alokdalabehera5084
    @alokdalabehera5084 Před rokem

    ବାସ୍ତବରେ ହୃଦୟସ୍ପର୍ଶୀ

  • @bijayamohanty6365
    @bijayamohanty6365 Před měsícem

    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @sarojkumarnayak9266
    @sarojkumarnayak9266 Před rokem

    ଆହାଃ ହୃଦୟସ୍ପର୍ଶୀ

  • @sarojkumarpadhi7905
    @sarojkumarpadhi7905 Před rokem

    ଅତି ମଧୁର

  • @voiceofbhajarams7429
    @voiceofbhajarams7429 Před 2 měsíci

    Adbhut awaj ❤ Hare Krishna

  • @fakirasa320
    @fakirasa320 Před 9 měsíci

    Khub Sundar

  • @jchoudhury274
    @jchoudhury274 Před rokem

    Jai sri krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nandighoshbhoi
    @nandighoshbhoi Před 11 měsíci +1

    ବାର ବାର ବାରୁଥାଇ ଯିବାପାଇଁ ବନେ☑️

  • @astrologerchandanpanda3607

    ଓମ୍ ନମ୍ଃ ଶିବାୟ ।

  • @sumantakumardash7928
    @sumantakumardash7928 Před rokem +1

    ସୁନ୍ଦର ଗୀତ, ପିଲାଦିନ କଥାମନେ ପକାଇଲେ ଆପଣ,,,

  • @sasmitapadhy.9213
    @sasmitapadhy.9213 Před 2 lety +3

    Dhanyabad sir

  • @kalkiavatar940
    @kalkiavatar940 Před rokem

    ରାଧେ ରାଧେ

  • @dwitikrushnapradhan5002

    ଵହୁତ ସୁନ୍ଦର 👌👌👌

  • @lokanathdas5246
    @lokanathdas5246 Před rokem +2

    ଆମ ପାଇଁ ଏକ ପାରମ୍ପରିକ ପୁରାତନ ଗୀତ ହୃଦୟ ଜିଣିବାକୁ ସମର୍ଥ ଅଟେ ଏବଂ କଣ୍ଠ ଅତୀବ ରହସ୍ୟମୟ ଅଟେ ଏହା ଈଶ୍ବରଙ୍କ ଦାନ। ସହ ତାଙ୍କ ପିତାଙ୍କ ଠାରୁ ଆସି ଅଛି।

  • @narendradas6539
    @narendradas6539 Před 2 lety +3

    Jay sri krishna

  • @sipundas9474
    @sipundas9474 Před 2 lety +1

    ଜୟ, ଜଗନ୍ନାଥ ସ୍ବାମୀନୟନପଥଗାମୀ, ଭବତୁ ମେ।

    • @sipundas9474
      @sipundas9474 Před 2 lety +1

      ରାଧେ, ରାଧେ। କୃପାଳୁ ଜୀ
      ଚରଣେଶରଣମ।

  • @gajanannaik6096
    @gajanannaik6096 Před 10 měsíci

    Nana pranam.sweet voice.

  • @gopabandhunayak82
    @gopabandhunayak82 Před rokem +1

    ମହାନ୍ ଅଭିମନ୍ୟୁ ସାମନ୍ତ ସିଂହାର ଧନ୍ୟ ଗାୟକ ସିବନାନ ଆଜି ମା ପୁଅ ର ବସଲ୍ୟ ସେଂହ କହି।

  • @bhumisutasahu6612
    @bhumisutasahu6612 Před 6 měsíci

    Jay sri krishna 🙏

  • @user-fh9tw7mi2c
    @user-fh9tw7mi2c Před 2 lety

    ହରି ହରି ବୋଲ 🙏🙏🌹🙏🙏🙏🙏🌹🌹🌹🌹

  • @satyabratabehera3064
    @satyabratabehera3064 Před rokem

    Ki sundar voice Nana

  • @prasantakumarsahu4518
    @prasantakumarsahu4518 Před 2 lety

    ଵହୁତ ସୁନ୍ଦର ଉପସ୍ଥାପନା ।

  • @jaminisamal202
    @jaminisamal202 Před rokem

    Ati sundara bhajana

  • @rajendrasahu2416
    @rajendrasahu2416 Před rokem

    Tumar sabu song bhala sir hare Krishna

  • @ajaykumarlenka1669
    @ajaykumarlenka1669 Před 2 lety +2

    Jai jagarnatha swami nayan patha gami bhaba tume jai panchasakha jai sambhhu jai maa bhatarika jai sanatan jai kalki ram

  • @rdan9272
    @rdan9272 Před rokem

    🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👌କି ସୁନ୍ଦର

  • @jayjagannath8022
    @jayjagannath8022 Před 2 lety +4

    God bless you sir. Mu kebala apananka vajan sunuchhi.

  • @iswarsahu9519
    @iswarsahu9519 Před 11 dny

    Jay shree Krishna radhe radhe 🙏🙏

  • @mrutyunjay.311
    @mrutyunjay.311 Před rokem

    Waaa....❤❤❤❤

  • @dreamboyManas
    @dreamboyManas Před 2 měsíci

    Dhanya Baad ❤

  • @ramachandrachoudhury2586
    @ramachandrachoudhury2586 Před 4 měsíci +1

    Vari naci good singare

  • @rabindrakumarswain2487
    @rabindrakumarswain2487 Před 2 lety +7

    Dharma ra heu Jaya sri ram gomata ra raksha heu sundara gita bhajana 🌻🙏👍banchi rahu a bhakti bhaba bhajana🙏

  • @bedanshubiswajit1168
    @bedanshubiswajit1168 Před rokem

    Jay Sri Krishna 🙏

  • @kununayak7472
    @kununayak7472 Před rokem

    ଜୟ ଶ୍ରୀକୃଷ୍ଣ ... 🦚🦚🦚

  • @ranjitjenaranjitjena6371

    Super voice singer siba bhai

  • @ratnapravasahoo7536
    @ratnapravasahoo7536 Před rokem

    ବହୁତ ଧନ୍ଯବାଦ।

  • @jayashreesahoo1764
    @jayashreesahoo1764 Před 2 lety +3

    Jay jagannath

  • @kailashchandrarout2551

    ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ।

  • @debamadkami9232
    @debamadkami9232 Před 2 lety +1

    Radhe Radhe

  • @pramodmali8993
    @pramodmali8993 Před rokem

    ଶିବପ୍ରସାଦ ଭାଇ ଆପଣଙ୍କ ସ୍ୱର୍ ଭଉତ ଭଲ

  • @prasannakumardas5419
    @prasannakumardas5419 Před 3 měsíci +1

    ଏହି ଗୀତ ପାଇଁ ମୁଁ ସ୍କୁଲରେ ମାଡ଼ ଖାଇଲିନି

  • @Prabhaspradhan93
    @Prabhaspradhan93 Před rokem +1

    ଖୁବ୍ ସୁନ୍ଦର୍ ସ୍ୱର ସଂଯୋଜନା 🙏🙏🙏

  • @RakshyakarDas-bm6im
    @RakshyakarDas-bm6im Před 9 měsíci

    ଜ଼ୟ ଜଗନ୍ନାଥ ନନା

  • @santoshkumarpatra9859
    @santoshkumarpatra9859 Před 2 lety +17

    ଆଖିରୁ ଲୁହ ଆସିଯାଉଛି ନନା 🙏 ବହୁତ ସୁନ୍ଦର 🙏

  • @tulasimanjaribahidar7676
    @tulasimanjaribahidar7676 Před 10 měsíci

    Bahut sundar upasthhapana sweet voice

  • @ashokkumarmohanty43
    @ashokkumarmohanty43 Před 3 měsíci

    Jay jagannath. Jay radhe Krishna.

  • @khiroddas4348
    @khiroddas4348 Před rokem

    ହୃଦୟସ୍ପର୍ଶୀ

  • @simarnnayak4355
    @simarnnayak4355 Před 2 lety +2

    OM JAY SHREE RADHA KRISHNA.
    OM JAY JAGANNATH. 🙏🌹🙏🌹🙏
    HRUDAY SWARAS GITA. BEAUTIFUL VOICE.. 🙏🌹🙏🌹🙏PADMALAYA NAYAK PARALAKHEMUNDI GAJAPATI NAMASTE 🙏🌹🙏🌹🙏

  • @harihartripathy3194
    @harihartripathy3194 Před 10 měsíci

    Nana appanku moor pranam, appanka bhajanre prkruta ananda achhi

  • @samabaral3524
    @samabaral3524 Před 2 měsíci

    ଜୟ ଜଗନ୍ନାଥ

  • @manoramamohanty5962
    @manoramamohanty5962 Před rokem

    bahutavala nana jayradhakrusna🙏🙏💜👍👍💜👍👍✌👌💜tiji

  • @tapeswarsahoo3468
    @tapeswarsahoo3468 Před 2 měsíci

    Jay Sri Radhe Krishna🙏❤

  • @KuniBarik-sp5bt
    @KuniBarik-sp5bt Před 10 měsíci

    Bahut Sundar 🙏🙏

  • @ranjandehuri1769
    @ranjandehuri1769 Před 2 lety +2

    Jay sri krushana thanks

  • @bhaskarsethi7113
    @bhaskarsethi7113 Před rokem

    E Gita mun school samayare sunithili bahut khusi lagila Jay Jagannath

  • @chinmayrout7255
    @chinmayrout7255 Před rokem +1

    Bodhe abhimanyu samanta singhara nka lekha tara kantha silpi pai jaichhi.... Hrudayasparshi paribesana.... Siba nana apananka kanthare saraswati bidyaman..... Pranam apananka srastha nku..

  • @lipunahak1234
    @lipunahak1234 Před 2 lety

    ଜୟ ଶ୍ରୀ କୃଷ୍ଣ

  • @nahakkrushna1422
    @nahakkrushna1422 Před rokem +1

    ଜୟ ଜଗନ୍ନାଥ ସାର ଆପଣଙ୍କୁ ଆପଣ ଙ୍କ ପ୍ରୋଗ୍ରାମ ଙ୍କୁ ଦେଖି ଅତି ସୁନ୍ଦର ବହୁତ ଖୁସି ଲାଗିଲା ସାର ଭଜନ ସୁଣି ବହୁତ ନମସ୍କାର