Video není dostupné.
Omlouváme se.

What Did Dr. CBK Mohanty See In Ratna Bhandar? | Was There Snake Inside?

Sdílet
Vložit
  • čas přidán 13. 07. 2024
  • Discover what Dr. CBK Mohanty observed inside the Ratna Bhandar at the Jagannath Temple in Puri. Find out if there were any sightings of a snake or other unusual findings during the inspection. Stay informed with exclusive insights into this significant cultural event.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

Komentáře • 237

  • @Sunildas-zm6zh
    @Sunildas-zm6zh Před měsícem +136

    ମାଲିକ ନଥିବା ବେଳେ ଏମିତିକା ଭୁଲ କାମ କରିବା ଠିକ ହେଲାନି ଜୟ ଜଗନାଥ ଓଡିଶା ବାସି କୁ କ୍ଷ୍ୟମା କରିଦେବ ପ୍ରଭୁଁ 🙏🙏🙏

    • @manoranjan4701
      @manoranjan4701 Před měsícem +6

      Jay Jagannath 🙏

    • @bijayapppradhan4563
      @bijayapppradhan4563 Před měsícem +4

      ଚୋରି କରାଯାଉନଥିଲା।

    • @himansuthakur573
      @himansuthakur573 Před měsícem +9

      Jadi jaganatha mahaprabhu pura odisha basi and puri temple re malika but laxmi maa heuchanti ratna bhandhara malika. Sethire kichhi asu bidha nahi... Maa laxmi achhanti jie gharani.

    • @user-un3wn1cp2b
      @user-un3wn1cp2b Před měsícem

      Tu bjd kukura bodhe 😂 jaha chodi parilani bjd..bjp karidela

    • @BasudevG6
      @BasudevG6 Před měsícem

      Ri8​@@himansuthakur573

  • @satyasahu2074
    @satyasahu2074 Před měsícem +66

    କିଛି ନାହିଁ ଧର୍ମକୁ ଅନ୍ଧବିଶ୍ୱାସ ରେ ପରିଣତ କରୁଛନ୍ତି।କିଛି ନାହିଁ ସବୁ ସାଧାରଣ।କିଛି ଶିକ୍ଷିତ ଲୋକମଧ୍ୟ ମୂର୍ଖଙ୍କ ପରି କଥାବାର୍ତ୍ତା କରୁଛନ୍ତି ତାହା ହିଁ ଆଶ୍ଚର୍ଯ୍ୟ।

  • @user-vu7iy6lt5d
    @user-vu7iy6lt5d Před měsícem +13

    ମିଡ଼ିଆ ଭାଇ ଓ ଭଉଣୀ ଆପଣ ମନେ କଳିଯୁଗ ଶେଷ କରିବ ଜୟ ଜଗନ୍ନାଥ

  • @nandakishorehembram7467
    @nandakishorehembram7467 Před měsícem +66

    ଖୋଲା ହେଲା ଠିକ୍ ହେଲାନି କାରଣ ରଥଯାତ୍ରା ଚାଲିଛି । କହିବାକୁ ଗଲେ ମାଲିକ ଘରେ ନାହାନ୍ତି

    • @bikashbehera8385
      @bikashbehera8385 Před měsícem +9

      ମାଲିକ ସିନା ଘରେ ନାହାନ୍ତି ମାଲିକାଣୀ ( ମା ଲକ୍ଷ୍ମୀ ) ତ ଘରେ ଅଛନ୍ତି । ମହାପ୍ରଭୁ ଙ୍କ ଅନେକ ନିତିକାନ୍ତ ଅଛି । ମହାପ୍ରଭୁ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ କଲେ ମହାପ୍ରଭୁ ଙ୍କ ନିତିକାନ୍ତ ରେ ବିଭ୍ରାଟ ହେବ ।

    • @facetoface2156
      @facetoface2156 Před měsícem +3

      Aapananka kahibara mane Jagannath Jane sadharana manisha. Se Puri baharaku jaichhanti tanku kichhi khabar nahi se aasile aama bhali thanare jai FIR karibe.. murkhanka bhalia katha. Sabu tankari nirdesh re heuchhi...
      Kari karau thae sehi..
      Ta binu anya gati nahi...

    • @tusharakantabehera2587
      @tusharakantabehera2587 Před měsícem +3

      ରତ୍ନ ଭଣ୍ଡାରର ମାଲିକ ହେଉଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀ. ସେ ଉପସ୍ଥିତ ଅଛନ୍ତି.

  • @sandeepdas0000
    @sandeepdas0000 Před měsícem +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤

  • @kumarduada8090
    @kumarduada8090 Před měsícem +11

    ଜୟ ଜଗନ୍ନାଥ

  • @prasantakumarnayak8541
    @prasantakumarnayak8541 Před měsícem +19

    ଯଦି ଠାକୁର ଙ୍କ ନୀତିକାନ୍ତୀ ଅଛି ବୋଲି ଏବେ କହୁଛନ୍ତି ଏକଥା କଣ ଜାଣି ନଥିଲେ ତାହାଲେ ଆଜିର ଦିନ କଣ ପାଇଁ ସ୍ଥିରକରାଗଲା

    • @user-un3wn1cp2b
      @user-un3wn1cp2b Před měsícem +3

      Odia loka Khali comments re gyana daba janichanti Khali jemti gote gote ias officer

    • @tusharakantabehera2587
      @tusharakantabehera2587 Před měsícem +1

      କମେଣ୍ଟ କେବଳ ସଚିବ ମାନେ ଦିଅନ୍ତି, ସଚିବ ଆଜ୍ଞା ଟିକେ କହୁନାହାନ୍ତି.

  • @SURESHKUMAR-qu5gz
    @SURESHKUMAR-qu5gz Před měsícem +17

    ଘରେ ମାଲିକ ନଥିବା ବେଳେ ତାଙ୍କ ଅଳଙ୍କାର ରେ ଲାଗିବା ଠିକ୍ ନୁହେଁ

  • @Mental9-c7n
    @Mental9-c7n Před měsícem +12

    ମାଲିକ ଘରେ ନଥାଇ ତା ଘରରତାଲା ଭାଙ୍ଗି ଗହଣା ଗାଁଣ୍ଠି ଲୁଟିବା ଯାହା ଆଜି ପ୍ରଭୁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାରର ଦୃଶ୍ୟ ଏକା ଭଳି ହେଲା କାରଣ ପ୍ରଭୁ ଏବେ ନିଜ ଘରେ ନାହାନ୍ତି... ମାଲିକ ଘରକୁ ଫେରିଲା ପରେ ଯାହା ହୁଏ ପରବର୍ତ୍ତ ଅବସ୍ଥା ଠିକ ସେଇୟାହେବ ଟିକେ ଅପେକ୍ଷା କର ବିଶ୍ୱ ବାସି 🙏🙏🙏ଜୟ ଜଗନ୍ନାଥ🙏🙏🙏

    • @bijayapppradhan4563
      @bijayapppradhan4563 Před měsícem

      ମରାମତି କାମ କିପରି କରାଯାଏ ଜଣା ଅଛି ତ।

    • @Mental9-c7n
      @Mental9-c7n Před měsícem

      @@bijayapppradhan4563 bjp party ra bodhe aapana 😂😂😂janapadila

    • @bijayapppradhan4563
      @bijayapppradhan4563 Před měsícem

      @@Mental9-c7n ନା ବେ ବିଜେଡ଼ି ରେ ଘୋଡ଼ାଘିହା

    • @Mental9-c7n
      @Mental9-c7n Před měsícem

      @@bijayapppradhan4563 ରେସପେକ୍ଟ ଦେଇ କଥା ଶିଖନ୍ତୁ ରେସପେକ୍ଟ ପାଇବେ ଆଂଜ୍ଞା .. 🙏

    • @SeturaajaMajhi
      @SeturaajaMajhi Před měsícem

      ​@@Mental9-c7n ଆପଣ ବୋଧେ ଗେଣ୍ଡାଦଳର କର୍ମକର୍ତ୍ତା 😂

  • @AseemKumarMohanty-cz6eu
    @AseemKumarMohanty-cz6eu Před měsícem +13

    କାହିଁକି କମିଟି ଓ ଅନ୍ୟ ସଦସ୍ୟମାନେ ଭିତର ରତ୍ନଭଣ୍ଡାର ବିଷୟରେ କିଛି କଥା ଲୁଛୁଛନ୍ତି?

  • @Pinku853
    @Pinku853 Před měsícem +7

    ଆଜ୍ଞା .. ବାହାର ଭିତର ଭଣ୍ଡାର ୨ ଟି ପ୍ରକୋଷ୍ଠ ଖୋଲା ହୁଏ ବେଶ ପାଇଁ , କିନ୍ତୁ ତୃତୀୟ ଏବଂ ଚତୁର୍ଥ ପ୍ରକୋଷ୍ଠ ପର ଠାରୁ ପଛ କୁ ପଛ ଉପର କୁ ଓ ତଳ କୁ ତଳ ଅନେକ ଭଣ୍ଡାର ରହିଛି , ତାହାକୁ ଗୁପ୍ତ ଭଣ୍ଡାର କୁହାଯାଇଥାଏ। କିନ୍ତୁ ସେ ଯାଏଁ ପହଞ୍ଚିବା ମନୁଷ୍ଯ ପକ୍ଷେ ସମ୍ଭବ ହିଁ ନୁହେଁ ନଚେତ୍ ମୃତ୍ୟୁ ନିଶ୍ଚିତ । ଏହା କୌଣସି କାହାଣୀ ନୁହେଁ ଏହା ଧୃବସତ୍ୟ ।

    • @facetoface2156
      @facetoface2156 Před měsícem

      Bina chestare asambhaba kahiba thik nuhe... Mrutyu ku jadi bhaya thanta ta manisha kebe chesta hin kari na thanta o Bina chesta ba udyamare duniare ete sabu jinisha aabiskaar ki udbhabana hoi na thanta...

    • @Pinku853
      @Pinku853 Před měsícem

      @@facetoface2156 ଶୁଣନ୍ତୁ ବିଜ୍ଞାନ ଆଜି ବହୁତ ଆଗରେ... ବୈଜ୍ଞାନିକ ପଦ୍ଧତିରେ ଅନେକ ଜିନିଷ ଜନ୍ମ ହୋଇପାରୁଛି , କିନ୍ତୁ ମଣିଷ ଏହା ମନେ ରଖିବା ଦରକାର ଯେ , ଇଶ୍ବର ଙ୍କ ଦ୍ଵାରା ମନୁଷ୍ଯ ର ସୃଷ୍ଟି ଓ ବିଲିୟ ....କିଛି ଏମିତି ଜାଗା ଅଛି ଯେଉଁଠାରେ ବିଜ୍ଞାନ ମଧ୍ଯ ହାର ମାନିଛି । ରତ୍ନ ଭଣ୍ଡାର ତାହା ମଧ୍ଯ ରେ ଅନ୍ତର୍ଭୁକ୍ତ, ଯେଉଁ ଯାଏଁ ଆଜି ଟିମ୍ ଯାଇ ଥିଲେ ଆଗରୁ ମଧ୍ଯ ଅନେକ ଥର ସେ ଯାଏଁ ପୂର୍ବ ରୁ ଯାଇସାରିଥାନ୍ତି ମୁଖ୍ଯ ରତ୍ନ ଭଣ୍ଡାର ଅନେକ ଭିତରେ ରହିଛି , ସେଠାରେ ରହିଛି ପରାଲୌକକ ରହସ୍ଯ ଯାହା ମନୁଷ୍ଯକେବେ ମଧ୍ଯ ଜାଣିପାରିବ ନାହିଁ
      ଆଉ ରହିଲା ମୃତ୍ଯୁ ଭୟ କଥା , ଏହା ତ ସେହି ମହାପ୍ରଭୁ ଲୋକନାଥ ଙ୍କ ଇଛା କାରଣ ଭଣ୍ଡାର ଜଗନ୍ନାଥ ଙ୍କ ହେଲେ ମଧ୍ଯ ପ୍ରଭୁ ଲୋକନାଥ ମାଲିକ ..
      ତାଙ୍କ ଇଛା ନାହିଁ ମାନେ ସବୁ ମନୁଷ୍ୟକୃତ ଚେଷ୍ଟା ବିଫଳ ହୋଇଛି ଆଗରୁ ଆଗକୁ ମଧ୍ଯ ହେବ।

    • @Pinku853
      @Pinku853 Před měsícem +1

      @@facetoface2156 ଆଜ୍ଞା ଆପଣ ଙ୍କ କଥନ ସତ୍ଯ.. ବିଜ୍ଞାନ ଆଜି ଅଦ୍ଭୁତ ଏବଂ ଚମକ୍ତୃତ ଭାବେ ମନୁଷ୍ଯ ଜୀବନ ପରିଚର୍ଯ୍ୟାର ଅଭିନ୍ନ ଅଙ୍ଗ ହୋଇଛି...କିନ୍ତୁ ଇଶ୍ବର ଙ୍କ ଦ୍ବାରା ମନୁଷ୍ଯ ର ସୃଷ୍ଟି ଓ ବିଲୟ ଓ ମନୁଷ୍ଯ ହିଁ ବିଜ୍ଞାନ ର ଜନକ ସାଜିଛି ,ଯେପରି ସୂର୍ଯ୍ୟ ଚନ୍ଦ୍ର ଜନ୍ମ ମୃତ୍ୟୁ ସତ୍ଯ ସେପରି ମହାପ୍ରଭୁ ଲୋକନାଥ ଓ ଜଗନ୍ନାଥ ଙ୍କ ମହିମା ଓ ଅଲୌକିକତା ଧୃବ ସତ୍ଯ। ବିଜ୍ଞାନ ଯେତେ ଆଗେଇଲେ ମଧ୍ଯ କେବେ ମଧ୍ଯ ସୂର୍ଯ୍ୟ ଚନ୍ଦ୍ର ଙ୍କ ଗତିରୋଧ କରିପାରିବନାହିଁ କିମ୍ବା ଜନ୍ମ ମୃତ୍ୟୁ ପରି ଚିରନ୍ତନ ସତ୍ଯ କୁ ରୋକିପାରିବ ନାହିଁ , ବିଜ୍ଞାନ ଯେତେ ମଧ୍ଯ ଆଧୁନିକ ହୋଇଯାଉ ନା କାହିଁକି ବହୁତ ଯାଗା ରେ ହାର ମାନିଛି । ପୃଥିବୀରେ କିଛି ଏମିତି ସ୍ଥାନ ରହିଛି ଯାହା ଅତ୍ୟନ୍ତ ରହସ୍ୟଜନକ । ତାହା ମଧ୍ଯ ରେ ଶ୍ରୀଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଅନ୍ତର୍ଭୁକ୍ତ ଅଟେ । ଯାହା ର ଅନେକ ତଥ୍ୟ ରହିଛି ତାହା କେବେ ସାର୍ବଜନୀନ ହେବା ଅନାବଶ୍ଯକ.
      ଆଜିକା ପାପ ଚକ୍ଷୁ ଥିବା କାମନା ବାସନା, ଲୋଭ ମୋହ ରେ ଗ୍ରସିତ ମନୁଷ୍ଯ ପକ୍ଷେ ଏହି ବିରାଟ ରହସ୍ଯ ଜାଣିବା ଅସମ୍ଭବ । ୯୦ ବର୍ଷ ତଳ ପ୍ରତକ୍ଷ୍ଯଦର୍ଶୀ ଙ୍କ ସେବାୟତ ଙ୍କ ମତ ରେ ଭଣ୍ଡାର ୪ ଭାଗ ରେ ବିଭକ୍ତ ସେଥିମଧ୍ୟ ରୁ ( ବାହାର ଭଣ୍ଡାର) ର ୩ ଟି କକ୍ଷ ଯାଏଁ । ଯେଉଁଠା ପର୍ଯ୍ୟନ୍ତ ପୂର୍ବ ରୁ ମଧ୍ଯ ଲୋକନାଥ ଙ୍କ ଇଛା କ୍ରମେ ଯାଇ ହୋଇପାରିଛି , ଏବେ ମଧ୍ଯ ଟିମ୍ ସେହି ପର୍ଯ୍ୟନ୍ତ ହିଁ ଯାଇଛନ୍ତି।
      କିନ୍ତୁ ଏହା କୁ ଅତିକ୍ରମ କଲେ [ଅମୁହା ଦେଉଳ] ଠାରୁ [ଅଗ୍ନିଶ୍ଵର ମହାଦେବ] ଙ୍କ ପଛ ପାଖ ଦେଇ ରାସ୍ତା ତଳକୁ ତଳ କେଜାଣି କେତେ ବାଟ ଯାଏଁ ରହିଛି , ଅନେକ ସୁଡ଼ଙ୍ଗ ମଧ୍ଯ ରହିଛି କହିହେବ ନାହିଁ ତା' ପରେ ଆରମ୍ଭ(ଗୁପ୍ତ ଭଣ୍ଡାର) ସେହି ଠାରେ ପ୍ରତକ୍ଷ୍ୟ ରେ ରହିଛନ୍ତି ମହାପ୍ରଭୁ ଲୋକନାଥ, ସେ ଯାଏଁ ଏ ପାପ ଶରୀର ପହଁଚି ପାରିବ ନାହିଁ । ତେଣୁ ରତ୍ନ ଭଣ୍ଡାର କୌଣସି ୫.. ୧୦ ଟି ପ୍ରକୋଷ୍ଠ ବିଷିଷ୍ଟ ନୁହେଁ ଏହା ର ଆଦି ଅନ୍ତ କେଉଁ ଆଡେ ତାହା କେବଳ ମହାପ୍ରଭୁ ଲୋକନାଥ ଓ ଜଗନ୍ନାଥ ଙ୍କୁ ଜଣା ।

  • @a.s.d6643
    @a.s.d6643 Před měsícem +14

    Amane kn pain pati chup 😢😢karichhanti kejani

  • @ajubhaicreation
    @ajubhaicreation Před měsícem +20

    କଥା ସ୍ପଷ୍ଟ ରଖୁନାହାନ୍ତି 😂

    • @somanathbehera2260
      @somanathbehera2260 Před měsícem

      ହଁ ବା ବୁଢ଼ା କଥା ଲୁଚuଛି

    • @SeturaajaMajhi
      @SeturaajaMajhi Před měsícem

      ​@@somanathbehera2260 କିଛି ତ ଅଲୌକିକ ଘଟିଛି ସେ ଭିତରେ....

  • @bibhutisahu4204
    @bibhutisahu4204 Před měsícem +3

    ଖୋଲା ହେଲା ଭଲ ହେଲା, ରହସ୍ୟ ଖୋଲିଲା, ହେଲେ ଦୁଃଖର କଥା, କିଛି ଲୋକ ଇଆଡୁ ସିଆଡୁ କହି ଲୋକଙ୍କୁ ଭଡକାଉଛନ୍ତି, ସବୁ ଭଗବାନ ଙ୍କ ଇଛାରେ ହେଉଛି

  • @soumyasibasis3929
    @soumyasibasis3929 Před měsícem +4

    ତମ ବୋପା ଯିଏ ସିଏ କହିବ ଭଗବାନ ମନ୍ଦିର ରେ ନାହାନ୍ତି ହେଲେ ତମର ଏତେ କାଢ଼ ଯେ ଶ୍ରୀ ମନ୍ଦିର ରେ ପସି ତାଙ୍କ ଅଳଙ୍କାର କୁ ସବୁ ଦେଖିକି ପଳେଇ ଆସିବ, ତମ ମାନଙ୍କୁ ସେଇ ଭଗବାନ ଦେଖେଇ ଦେବ କି ତାର ଅନୁପସ୍ଥିତି ରେ ତା ସହ କଣ ଖେଳ ଖେଳୁଛ ଖାଲି ସମୟ କୁ ଅପେକ୍ଷା କର ନିନ୍ଦା ଲାଗିବା କଥା କି ଏ କି ଭଳିଆ ସରକାର

    • @SeturaajaMajhi
      @SeturaajaMajhi Před měsícem +1

      😂 ଭଗବାନ ଙ୍କ ଇଚ୍ଛାରେ ତ ଖୋଲାଗଲା। ଆଜ୍ଞାମାଳ ଅଣାଗଲା ତତେ ଜଣା ନାହିଁ କି ରେ.. ମୂର୍ଖ

  • @PintunSahu
    @PintunSahu Před měsícem +11

    ଚାବି ଭଙ୍ଗା ଗଲା କାହିଁକି. ଚାବି ଗଲା କଉଆଡେ

    • @letscrunch6501
      @letscrunch6501 Před měsícem

      Normally gote key after 35,40 years kebe b work karibani ki kholibani apana try kariki dekhiparanti

    • @learnwithbini6060
      @learnwithbini6060 Před měsícem

      ​@@letscrunch6501hn sata Katha

    • @sashadharasahoo9804
      @sashadharasahoo9804 Před měsícem +1

      ​@@letscrunch6501 Ratna bhandar ra chabiku tuma kn bhabucha ki se kn normal chabi je kholibani

  • @sonubiku5927
    @sonubiku5927 Před měsícem +5

    Kichhi aaramva heini, sabu eyewash, jadi sabudinia alankar aaniki rakhahela, vitara vandar khola hoini, tahele kahniki haata maaru thila, galua pari laagu chhanti.

  • @user-rv2lm1rf2x
    @user-rv2lm1rf2x Před měsícem +1

    Dr. C B K Mohanty is a very good doctor. ଜଗନ୍ନାଥଙ୍କ ଆଶରୀ ର୍ବାଦ ତାଙ୍କ ଉପ ରେ ସବୁବେଳେ ଥାଓ।

    • @Dreamgardener747
      @Dreamgardener747 Před měsícem

      Tanka jogu Mun 2nd janma paichi, siye mo bhai ku bhi Thik karichanti..DR. CBK Mohanty ama pain bhagaban 🙏🏻🙏🏻

  • @chulbulirimiworld4496
    @chulbulirimiworld4496 Před měsícem

    ଯଦି ଖୋଲିଲେ ବାହୁଡା଼ ପରେ ଖୋଲିଥାନ୍ତା ଏକାଥରେ ସବୁ କାମ ସରିଥାନ୍ତା କିନ୍ତୁ ଗୋଟେ ଦିନରେ ଖୋଲି ତାକୁ ପୁଣି କିଛି ଦିନ ପରେ ଖୋଲିବା ମାନେ କଣ? ମଝିରେ ଦୂରତା କଣ ପାଇଁ 🙏ଜୟ ଜଗନ୍ନାଥ 🙏

  • @archanamahakud5848
    @archanamahakud5848 Před měsícem +1

    Eiya Babujanaka Kanduchanti..He understood the situation and not disclosed means keep it secret till the time be silent..but reveal when it permits by Jaga..The Lord of Puri..

  • @SK24NYK
    @SK24NYK Před měsícem +1

    Amne Bhitara ratna bhandar kichi exploring kari nahanti, katha spata nahi, diplomatic katha sabu micha.

  • @funnytravel1991
    @funnytravel1991 Před měsícem

    ଯଦି ରଥଯାତ୍ରା ସରିନି ଜାଣିଛ ତାହାଲେ କାହିଁକି ରଥଯାତ୍ରା ସରିବା ପଯ୍ୟନ୍ତ ଅପେକ୍ଷା କରିଲନି ନା ମହାପ୍ରଭୁ ଠୁ ଅଧିକ ସରକାର କହିଥିବା ତାରିଖ ନଗଡ଼ୁ କାରଣ ମହାପ୍ରଭୁଠୁ ଅଧିକ ସରକାର କଥା ମୂଲ୍ୟବାନ

  • @SAN-nf5rk
    @SAN-nf5rk Před měsícem +18

    ତାଲା ଭଙ୍ଗାହେଲା କି ଚାବି ଭଙ୍ଗା ହେଲା ଠିକ୍ ସେ କହିବା ଆସୁନି ସାମ୍ବାଦିକ ହେଇଛି 😮😮😮

    • @sibampattnaik4962
      @sibampattnaik4962 Před měsícem

      Godi media 😂😂

    • @swapnacoaching5535
      @swapnacoaching5535 Před měsícem +1

      Chhoto chhoto katha dharile chaliparibeni aapana🙏

    • @SAN-nf5rk
      @SAN-nf5rk Před měsícem

      @@swapnacoaching5535 Sara dunia dekhuchhi kana kahuchha tume Sethi pain vabi chintiki kahiba katha

    • @Saturnring1
      @Saturnring1 Před měsícem +2

      Tu jaunu be reporting karibu ghare basiki comment kriba bahut easy

    • @SAN-nf5rk
      @SAN-nf5rk Před měsícem

      @@Saturnring1 Tu kahibaku kie

  • @krishnaprasadrath
    @krishnaprasadrath Před měsícem +1

    Bina Malika re gruhaprabesha hau ki gruha ra anusandhan heu kichhi kariba uchit na thila.Sabu sei Paramapita Paramatma nka thiba samay re heba ra thila. Hau jaha tankara ichha taha hin hela !!!! 🙏 Jai Jagannath 🙏 Samastanku bhalare rakhantu he Bhagwan 🙏

  • @manasmantry9610
    @manasmantry9610 Před měsícem

    Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @TheTripathy07
    @TheTripathy07 Před měsícem

    HAR HAR MAHADEV
    JAY SHREE RAM
    JAY SHREE KRISHNA
    JAY SHREE GANESH
    JAY BAJRANG BALI
    JAY JAGANNATH
    JAY MATA DI
    RADHE RADHE

  • @jyostnathanapati1826
    @jyostnathanapati1826 Před měsícem +2

    Jadi aaji paain samaya na thila taa hele aaga ru kholileni ...Ratha jatra para dina thu kholileni....bahuda purba dina kholile kanhiki ....bhitara ratna bhandar ra sabu chabi gala kuade ??

  • @MrMrchitta
    @MrMrchitta Před měsícem +2

    CBK Mohanty kan pain commitee member kara jaichhanti?? Se ta jane Doctor...vala hei thaanta Shankaracharya ku member kari thaante

  • @Sinusahoowd2dm
    @Sinusahoowd2dm Před měsícem

    ବୋଧେ ଜଗନ୍ନାଥ ମହାପ୍ରଭୁ ଚାହୁଁ ଥିଲେ ଖୋଲିବାକୁ ନହେଲେ ସବୁକିଛି ଭଲରେ ଭଲରେ ହେଇନଥନ୍ତା😢 ଜୟ ଜଗନ୍ନାଥ ମହାପ୍ରଭୁ 🚩🙏

  • @user-ug2qq5ug1h
    @user-ug2qq5ug1h Před měsícem +11

    ବଡ଼ ବିପଦ ସାମ୍ନା କରିବାକୁ ପଡ଼ିବ ଓଡ଼ିଶା ବାସୀଙ୍କୁ

    • @user-nv1kb7tu8e
      @user-nv1kb7tu8e Před měsícem

      Odisha basi samaste kana pain vogibe ...jou hata ganati kete jana e sabu karuchanti sei mane vogiba uchit

    • @bikashbehera8385
      @bikashbehera8385 Před měsícem

      Kichi be Heba nie prbhu ka iccha re hela jay Jagannath 🙏

  • @user-kw3dh8ei2n
    @user-kw3dh8ei2n Před měsícem

    ମନ୍ଦିର ରେ ସାପ ରହିଲେ ଭୟରେ ଲୋକ ଯାଆନ୍ତେ ନାହିଁ। ଲୋକଙ୍କୁ ଭୂଆଁ ବୁଲଉଛ।

  • @sunilkumarz95
    @sunilkumarz95 Před měsícem +1

    Apana mane thik kalani kichi v ghara ra mailka jadi nahati ame chakara hoi ghara ku khol tal kariba thik nuhaa..... 😢 Jay Jagannath ❤

  • @user-kz5pz6rk6i
    @user-kz5pz6rk6i Před měsícem

    Apana mananka kathabarta ru jaha janajauchhi bhitara ratnabhandara sabu surakshit achhi.

  • @Ashishbiswal68
    @Ashishbiswal68 Před měsícem +1

    2 nd dwara kholile au 3rd 4th number kebe kholebe

  • @himansupatra9717
    @himansupatra9717 Před měsícem +2

    ନିଉଜ ରିପୋର୍ଟର ମାନେ ସୁପ୍ରିମ୍ କୋର୍ଟ ରେ ପ୍ରାକ୍ଟିସେସ କରନ୍ତୁ. ଭଲ ଓକିଲାତି କରିପାରିବେ

  • @bikrampradhan6315
    @bikrampradhan6315 Před měsícem

    After Ratha yatra you can do this... Why govt. Worry about Ratna bhandar... What is the future plan by PM MODI...😊...

  • @bisudj6732
    @bisudj6732 Před měsícem

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉 Jay Hind

  • @rakabhaina689
    @rakabhaina689 Před měsícem

    Bhagawan nkar alankar jemiti kichi epat sepat na hu ye na hele biswabasi bhogibe agaku bipad madi asiba rajya pain biswa pain , jay Jagannath 🙏🏻

  • @ManasDas-rv4mc
    @ManasDas-rv4mc Před měsícem

    Jay shree jagannath 🙏🙏🙏

  • @subashchandrarath8358
    @subashchandrarath8358 Před měsícem +1

    SNAKE DEKHLE KAIN ? Panch mundia saamp ???

  • @srrout1234
    @srrout1234 Před měsícem

    jagannath prabu 🙏 nathila bele o ratha jatra chalithiba samaya re chora mananka kala kirti

  • @satyajena8496
    @satyajena8496 Před měsícem

    Jay jagannath Swami 🙏🙏

  • @pradeepnayak3392
    @pradeepnayak3392 Před měsícem +1

    Sampurna tadanta karajau. Kahapakhare original chabi thila, bartaman chabi kahinki nahin. Last time koumane ratna vandar kholithile? Semane ch ani kahaku deithile?

  • @JayantaSandibigraha
    @JayantaSandibigraha Před měsícem +5

    ଶ୍ରୀଯୁକ୍ତ ପାଢ଼ୀ ମହୋଦୟ
    ଜଣେ ଓଡ଼ିଆ , ଜଣେ ହିନ୍ଦୁ ପରିଶେଷରେ ଜଣେ
    ବ୍ରାହ୍ମଣ ତାଙ୍କୁ ଏହି ଗୁରୁଦାୟିତ୍ଵ ଦେବା ସ୍ୱାଗତଯୋଗ୍ୟ
    ମହୋଦୟ ଙ୍କୁ ବିନମ୍ର ଅନୁରୋଧ କାଳିଆ ସାଆନ୍ତ
    ଟଙ୍କ ତୋରାଣି କୋୖଣସି ଉଚ୍ଚ ପଦସ୍ଥ ପ୍ରସାଶନିକ
    ଅଧିକାରୀ ବନ୍ଦ କରିଛନ୍ତି ଏହାକୁ ପୁଣି ଥରେ ଭକ୍ତଙ୍କ ପାଇଁ ପ୍ରାପ୍ତ କରାଇବାକୁ ପ୍ରାର୍ଥନା

    • @gangadharmishra1403
      @gangadharmishra1403 Před měsícem

      Antatah Tanka torani tike maganare sradhalunku pradan Kariba byabastha karajau.

    • @sonubiku5927
      @sonubiku5927 Před měsícem +1

      Brahmana jadi tahele pujakara aau chakiri chhada, sabu jatira lokanku rakha, khali gote jaatira lokanku rakhile dhwansa hebapapi gudaka, khali sei gotae jaatiru sabu rahibe, dharmata kana taankara, aau anya mane kana ghasa katibe, emiti kari dharma nasta kalani.

  • @maheshkumarbag5464
    @maheshkumarbag5464 Před měsícem

    Jay Jagarnath Suwami 🚩🚩🚩🚩🚩❤❤❤❤❤❤❤❤❤❤❤❤❤❤

  • @learnwithbini6060
    @learnwithbini6060 Před měsícem +1

    Kie jne b kahunahanti clear ktha thik bhabare

  • @prasantkumarsahoo1054
    @prasantkumarsahoo1054 Před měsícem

    Sir kn medicine neiki jaithilaki, sir kn kichi milila na khali shindhuka

  • @Dinosaur222
    @Dinosaur222 Před měsícem

    ବାଳ କିଛି ନାହିଁ ରତ୍ନ ଭଣ୍ଡାରରେ ମିଛ ଟା ରେ ହାୱା ବାଜି କରୁଛନ୍ତି l

  • @umeshdas5476
    @umeshdas5476 Před měsícem

    jay Jagannath Swami

  • @kailashswain4735
    @kailashswain4735 Před měsícem

    Please give clearity...

  • @user-bk9se4fi4x
    @user-bk9se4fi4x Před měsícem

    Jay jaganath 🙏🙏🙏

  • @abhimanyunayak4423
    @abhimanyunayak4423 Před měsícem +5

    ଏ ସଲା ଗଲାବେଳକୁ ଗଞ୍ଜେଇ ପିଇ କି ଯାଇଥିଲା ଫେରିଲା ବେଳକୁ ନିଶା

  • @user-ol9wn7ww3r
    @user-ol9wn7ww3r Před měsícem

    Ganati kayen kara jiba... Se bisayare b tike kuhantu

  • @newsonlineplus24x7
    @newsonlineplus24x7 Před měsícem

    ଆଖି ଯାହା ଦେଖିଛି ତାହା ଠିକ୍..... ଆଉ ସବୁ ମିଛ

  • @bibhutikandi2570
    @bibhutikandi2570 Před měsícem +1

    Au ratna vandar kholibani lokanka biswas tutijiba

  • @letscrunch6501
    @letscrunch6501 Před měsícem +1

    A mane khali prabesh karibaku jaithile

  • @rockeybhai6650
    @rockeybhai6650 Před měsícem +1

    Chabi khaigala ki tame???? Bhangila kain ki....Thakura saha khelucha... sabu matire misijiba

  • @MilanSahu-y7n
    @MilanSahu-y7n Před měsícem

    best doctor in the world

  • @shivadas5672
    @shivadas5672 Před měsícem

    Jay Jagannath 🙏🙏🙏

  • @bikashbarik5851
    @bikashbarik5851 Před měsícem

    Puni 18 re kholibe puni sedina gurubar wait kara.

  • @sahudebaraj4686
    @sahudebaraj4686 Před měsícem +3

    ଏ ମାଗିବା କୂ କ'ଣ ପାଇଁ ପଠା ଗଲା ମୁଁ ଜିଣି ପାରୁନି

  • @mamunichhatoi1877
    @mamunichhatoi1877 Před měsícem

    Odisha ku bahut kharap samaya asigala..Malika nahanti tanka ratna bhandar kholiba kn thik...

  • @sipun5
    @sipun5 Před měsícem

    Kichi dahara gapa kahuchanti prabhu na thila bele kan pain khola gala? Prabhu thila bele kholithile loka darsana re asubidha heba , nitikanti thik se hei paribani. Se puni shankarachaarya nku pachari khola jaichi. Kintu kichi achanti mane mane kahibe pura gyani. Gote stree loka ta media ku byte daba ku jai kahila je malika re lekha achi jepari malika rachana kari sie. Jadi ete malika se jane kichi gote thik bhavishya bani karuni khali pabana karuchi kan pain.

  • @IshaChudimahal
    @IshaChudimahal Před měsícem

    Kalijuga. ra. Sesa. Astra. Media. Bala, Amana nka. Hatera. Kalijuga. Sesa haba😅🙏🙏🙏🙏🙏🙏🙏🙏

  • @rasmitaswain3216
    @rasmitaswain3216 Před měsícem

    Jay Jagannath 🙏

  • @ganesh4083
    @ganesh4083 Před měsícem +3

    ମାଲିକ ନିଜେ ସରକାର, ଯିଏ ବି କହୁଛ ମାଲିକ ବଳି କିଏ ନାହିଁ😢😢, ଠିକ ହେଲା ଯାହା ହେଲା, ଜଗନ୍ନାଥ ରତ୍ନ ଭଣ୍ଡାର ରଖି ଥିଲେ ତ ୱାଉ,କି ବୁଦ୍ଧି ତମର ଛି

  • @lokanathhembram2587
    @lokanathhembram2587 Před měsícem

    Kn darkar thila kholibata 😢

  • @user-rj9iq5vq4k
    @user-rj9iq5vq4k Před měsícem

    Sir nka akhire bhaya achi kichi ta dekhichanti

  • @puspalatasahoo8641
    @puspalatasahoo8641 Před měsícem

    ପ୍ରଭୁ ମନ୍ଦିରରେ ନଥିଲା ବେଳେ ତାଙ୍କ ଘରୁ ଅଳଙ୍କାର ଭାଙ୍ଗିକି ଦେଖିବା ବା ଗଣତି କରିବା ଭଲ ଲାଗୁନି।

  • @jaybajrangwali758
    @jaybajrangwali758 Před měsícem +3

    Maa ghia pati khani bajuji Banda kahuchu

    • @ramachandra8155
      @ramachandra8155 Před měsícem

      Se Odisha ra kete bada doctor jaanichhu ta? Ek no. medicine specialist sie. Gaali douchhu murkha.

  • @birendrabag6775
    @birendrabag6775 Před měsícem

    Live re dekhei ba katha. Sabu odisha basi b kahiba katha

  • @user-hc2sg9ck6w
    @user-hc2sg9ck6w Před měsícem

    Kn pAi malika ta nathila 🗝️🔐 bandidela

  • @subratDas-fx9pl
    @subratDas-fx9pl Před 29 dny +1

    Nabeen kholu thileni karana se thile jane sochhot neta modi nka chelaane kholile karana emane odisha ru rqtna bhandar ku lutibe

  • @user-vn3oq1du3t
    @user-vn3oq1du3t Před měsícem

    Jay. Jagarrannath

  • @archanamahakud5848
    @archanamahakud5848 Před měsícem

    Agami Dinare Kichi ta habaku jauchi..Destiny speak out..Ratna Bhandara ra Bhi Niyama achi..7 dina agaru neeti re rahithiba loke Ratna bhandara ku kholithanta..
    Jaga aau lakhmi maankara bichara ..siye bujhibe..
    K te pacharuchi TRP pain e bhaiti ..Toh pali b padiba.. don't be so hurry..

  • @Praktech7
    @Praktech7 Před měsícem +21

    A sala sapa nahi michha re kete sebayata asiki kahuthile sapa achi boli😅😂😂

    • @MrGentleman923
      @MrGentleman923 Před měsícem

      ସେମାନେ ସର୍ବସାଧାରଣଙ୍କୁ ମୂର୍ଖ କରୁଛନ୍ତି।

  • @BRAJENDRABHATTA-fv5pp
    @BRAJENDRABHATTA-fv5pp Před měsícem

    ଖୋଲା ହେଲାବେଳେ ସେ ଶସ୍ତା କମେଡିଆନ ଟାକୁ ଡାକିବାର ଥିଲା।

  • @abhimanyunayak4423
    @abhimanyunayak4423 Před měsícem +3

    ଏ ସଲା ଗଲାବେଳକୁ ଗଞ୍ଜେଇ ପିଇକି ଯାଇଥିଲା ଫେରିଲା ବେଳକୁ ନିଶା ଟିକେ ରହିଯାଇଛି ସେଇତି ପାଇଁ ମିଡିଆ ଆଗରେ କହିବାକୁ ଟିକେ ଅଜମ ହେଉନାହିଁ

  • @mamunichhatoi1877
    @mamunichhatoi1877 Před měsícem

    Emanankaraa pravu nka jinisha upare bhari lova...almira ku kholi ganibe..😅😅bahut kharap samaya asigala...

  • @rabinaik9810
    @rabinaik9810 Před měsícem

    Vk pandian para sabu luti neichhi kemiti milije odisha basi tame jaha hauchha jadhi pasteibani pare tahale kahiba

  • @pradeepnayak3392
    @pradeepnayak3392 Před měsícem +1

    Original chabi kuade gala

  • @pintukhuntiakattarhindurss3697

    Kanak news golami kete dina kariba

  • @user-ih1br6qm9s
    @user-ih1br6qm9s Před měsícem

    Jay Jagannath

  • @ashokkumarnayak1648
    @ashokkumarnayak1648 Před měsícem

    Let us not...blind believe

  • @raghunathsahu9432
    @raghunathsahu9432 Před měsícem

    ବାହୁଡା଼ କଥା କହ ନାହିଁ bhai ଜଗନ୍ନାଥ ପ୍ରଭୁ 🙏କୁ time ହେଲା ବୋଲି ଯେନ କୁକୁର e time ରଖିଲେ ତାକୁ ଓଡିଶା ବାଶି ଜବାବ ଦେବେ ସମୟ ବହୁତ ଥିଲା ଅଯଥାରେ time ନ ହେଲା ନ କୁହ bhai ତମର 11ଜଣିଆ community ପ୍ରତି ପରିବାର ମଣିଷ କୁ ଅଭିଶାପ ପଢିବ ଓପ୍ରତିବର୍ଷ ମରିବ ଜଣେ mind it ଜୟ ଜଗନ୍ନାଥ 🙏🙏

  • @PlanATrade
    @PlanATrade Před měsícem +1

    ଘରର ମୁଖିଆ (ବଳଭଦ୍ର) ଓ ଜଗନ୍ନାଥ, ସୁଭଦ୍ରା ଙ୍କ ଅନୁପସ୍ଥିତି ରେ ମନ୍ଦିର ଭିତରେ ଜବରଦସ୍ତି ପଶି ତାଲା ନ ଖୋଲିବାରୁ କଟର ରେ ତାଲା କାଟି ତାଙ୍କ ରତ୍ନ ଭଣ୍ଡାର ଖୋଲିବା ଏକ ଡକାୟତି ସହିତ ସମାନ।
    ମଣିଷ ଯେତେବେଳେ ପାୱାର ଓ ଟଙ୍କା ର ବଳ ରେ ଅନ୍ଧ ହେଇ ଯାଏ ତା ପାଇଁ ମହା ବିପତି ମାଡ଼ିଆସେ। ଏ ଡକାୟତି ର ପରିଣାମ ବିଶ୍ବ ପାଇଁ କିଛି ଭଲ ସଂକେତ ନୁହେଁ।

  • @sanjitray99
    @sanjitray99 Před měsícem

    Jaha bhi hoichi bhala hoichi, Prabhu Jaga ra echa re. Ethire Rajaniti purantuni, papa lagiba.Apana mane sudhari jaantu abhi bhi waqt hai.

  • @chinmaypanda4025
    @chinmaypanda4025 Před měsícem

    Jay jagannath swami

  • @SusilaNaik-rv9jq
    @SusilaNaik-rv9jq Před měsícem

    Malic na thiba time re kama Kala bharat hela nahi

  • @Samar-papun
    @Samar-papun Před měsícem +1

    ତାମିଲ ଚମଚା ମାନଙ୍କୁ ଭାରି କଷ୍ଟ ହୋଉଛି

    • @pradeep9108
      @pradeep9108 Před měsícem

      Aau bjp chamcha Mane bhari khusi

  • @user-bu2on1ep5x
    @user-bu2on1ep5x Před měsícem

    Jaha achi aau sabu khola karidia

  • @pritampolei7087
    @pritampolei7087 Před měsícem +5

    Sabu BJD prayojita drama.nije kholi parileni ta chamcha panda nka madhyamare sapa,bhuta,jie jiba mariba,maha pralaya ki ki drama karuthile taha aji pramanita hela semiti kichhi nahi sethi

    • @dasharathi2271
      @dasharathi2271 Před měsícem

      Bjd tote gaandi marila, tora poduchi, aare sala bjd kana kala kire, Tu kete gold deichu kire jagannthaku, chhodipua😅😅😅

    • @mscreation695
      @mscreation695 Před měsícem

      Pandiyan Tamil Nadu neijaichhi

    • @dasharathi2271
      @dasharathi2271 Před měsícem

      @@mscreation695 banda neichi naa, murkha Andhabhakata

  • @arunnayak3519
    @arunnayak3519 Před měsícem

    Mana ichha caption dele kana TRP badhiba??? Heipare tanka dekha kimba personally kichhi problem achhi.. My personal thinking is not use this type of Caption

  • @manoranjan4701
    @manoranjan4701 Před měsícem

    Chhabi vanga kn pain hela , sarkari dala kahuthile tamilnadu ru anibe chhabi puni vangile kn pain

  • @manojsethy4106
    @manojsethy4106 Před měsícem

    Kn pain khulila bahuda thila

  • @akshayakumarbhol4132
    @akshayakumarbhol4132 Před měsícem

    ତାଲିକା ମୁତାବକ ମେଳକ କରାଯିବ ନା ଗଣତି ପରେ ତାଲିକା ପ୍ରସ୍ତୁତ ହେବ ?

  • @subashnayak4611
    @subashnayak4611 Před měsícem

    Safa..fapa kichi nahi ma...

  • @manoranjan4701
    @manoranjan4701 Před měsícem

    Jmti kahithile sarkar 4 dwara ame kholi delu but bhakta kete asubidha bhiguchhanti se katha sarkar kebe b feel kari nahanti

  • @rasmiranjankuanr1481
    @rasmiranjankuanr1481 Před měsícem

    A mane kebal katha rakhibaku kholichhani ,kichhi katha luchauchhanti samaste.

  • @himansubarik1701
    @himansubarik1701 Před měsícem

    Ghara murabi nahanti valo helani