Ratna Bhandar : ଭଣ୍ଡାରରୁ ବାହାରି କହିଲେ | Puri Jagannath Mandir | Ratna bhandar news | Odia News

Sdílet
Vložit
  • čas přidán 5. 09. 2024
  • Ratna Bhandar : ଭଣ୍ଡାରରୁ ବାହାରି କହିଲେ | Puri Jagannath Mandir | Ratna bhandar news
    is there a big tunnel inside ratna bhandar?
    inner chamber reopened on July 18 for inventorisation, audit. Ratna Bhandar will be reopened between 9.51am and 12.15pm on Thursday to shift the valuables to a strong room inside the temple complex. It will be a huge challenge to transfer the ornaments and the valuables to the temporary strongroom and carry out the inventory work. Moreover, it will also be a tough task for the Archaeological Survey of India (ASI) to undertake the repair work of the treasure trove for the first time.
    #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
    #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 104

  • @kalingasendha
    @kalingasendha Před měsícem +22

    ମୋ ପ୍ରଭୂ ଜିନିଷ ସବୁ ଠିକରେ ରଖନ୍ତୁ ମୋ କାଳିଆ ଭାରି ସରଳିଆ ସେ ଛନ୍ଦ କପଟ ଜାଣେ ନାହିଁ ଦୟାଳୁ ଠାକୁର ସେ କେବେ କାହାକୁ ଦଣ୍ଡ ଦିଏ ନାହିଁ

  • @dusmantapatra3426
    @dusmantapatra3426 Před měsícem +3

    ଯୁଦ୍ଧ ସାମଗ୍ରୀ କୁ ଜଗନ୍ନାଥ ଙ୍କ ମିଉଜିଅମ ରେ ରଖା ଗଲେ ଜଗନ୍ନାଥ ପ୍ରେମି ଓ ଓଡିଶା ବସି ଜାଣି ପାରିବେ...... Jay jagarnath 🙏

  • @rabindrapanda3361
    @rabindrapanda3361 Před měsícem +23

    ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଧ୍ଧାତ୍ମିକ ଗୁପ୍ତଚର ମୁଖ୍ୟ ମା ଲକ୍ଷ୍ମୀ , ସମସ୍ତ ଭଣ୍ଡାର ର ଗୁପ୍ତ ରକ୍ଷଣାବେକ୍ଷଣ ମା ଲକ୍ଷ୍ମୀ ଙ୍କ ଦାୟିତ୍ବ ।ତାଙ୍କ ଦାୟିତ୍ଵ ବାହାରେ କିଛି ବି କାମ ହୋଇପାରିବ ନାହିଁ । ତାଙ୍କ ଇଛା ଓ ଜନସାଧାରଣ ଙ୍କ ଜିଜ୍ଞାସା ପାଇଁ କିଛି ପଦକ୍ଷେପ ନେବାକୁ ମା ଆଦେଶ ରେ କିଛି ଅବଗତି ହେଲା । ଭଣ୍ଡାର ଘର ମା ଙ୍କ ଦୟା ଠିକ୍ ଠାକ୍ ରହିବ । ମା ଲକ୍ଷ୍ମୀ ଙ୍କ ଉପରେ ବିଶ୍ବାସ ରଖନ୍ତୁ, ସବୁ ସୁରକ୍ଷିତ ।

  • @goutamkumarchand9611
    @goutamkumarchand9611 Před měsícem +3

    ସବୁ କାଳ୍ପନିକ କାହାଣୀ ଏହି ମଣିଷ ସମାଜରେ ଲେଖା ହୋଇଛି ତେଣୁ ପୁରୁଷ ପୁରୁଷ ର ପ୍ରବାଦ ଶେଷରେ ମିଥ୍ୟା ଗୁଜବ ରେ ସରିଲା ମୁଠିଏ ମାଟି ପରି ପାହାଡ ପରି ଆତ୍ମା ରେ ଥିବା କାଳିଆ ର ଜିନିଷ ଆଜି କେତୋଟି ସିନ୍ଧୁକ ଆଉ
    ଆଲମୀରାରେ ତାହା ଭିତରୁ ବି ଲୁହା ପିତଳ ରୁପା ଉତ୍ତରୀୟ ଏବଂ ରାଜାଙ୍କ ବ୍ୟବହୃତ ଜିନିଷ ପତ୍ର ବି ଥିବ ଠିକଅଛି କିଛି ସୁନା ତ ମିଳିବ ଅନେକ ଲୁଟ ପରେ

  • @sasanksekharaswain9208
    @sasanksekharaswain9208 Před měsícem +5

    ଧନ୍ୟବାଦ୍ , ସତ ସାମ୍ନା କୁ ଆଣିଲେ , ଭୂଲ ତଥ୍ୟ ପ୍ରଚାର ହେଉଥିଲା

  • @user-hf8tv9oc3g
    @user-hf8tv9oc3g Před měsícem +2

    Kuha mahapravu nka Ashribad ru kichi hoini kebala mahapravu nka icha re ok besi au kuhani plz dekhina dekhibaku chaucha jadi jao au thare dekhiba ses nag 🌹🙏❤️

  • @Reenabehera0
    @Reenabehera0 Před měsícem +13

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @nibedanamusic7718
    @nibedanamusic7718 Před měsícem +15

    ମିଡିଆ କୁ ତଥ୍ୟ ଦିଅନ୍ତୁ ନାହିଁ। ଜିରାରୁ ଶିରା କାଢୁଛି।

  • @user-ge1yk6il3x
    @user-ge1yk6il3x Před měsícem +3

    ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର ନିଜେ ଗଣ ମାଧ୍ୟମରେ କହିଥିଲେ କୁଣ୍ଡଳୀ ଗୁଡାକ କଦଳୀ ଭଣ୍ଡା ପରି,,,ଆଉ ଅନ୍ଧକାର ଭିତରେ ଚକ୍ ଚକ୍ କରୁଥିଲା ଅନେକ ଅଳଙ୍କାର,,,ତା'ପରେ ଶୁଢଙ୍ଗ ରହିଛି ବୋଲି ସେ ନିଜେ କହିଛନ୍ତି,,,,,
    ରବି ବାବୁ କ'ଣ ମିଥ୍ୟା କହିଥିଲେ,,,,
    କଥା ଗୁପ୍ତ ରଖିବା ଉଚିତ୍
    କିନ୍ତୁ ଭଗବାନ ଙ୍କ ସମ୍ପତି କୁ କେହି ଖାଇ ହଜମ କରି ପାରିବେ ନାହିଁ।।
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @LazyTurtle587
    @LazyTurtle587 Před měsícem +21

    ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...

    • @kalingasendha
      @kalingasendha Před měsícem +4

      ଅଛି କିନ୍ତୁ ସବୁ ଜିନିଷ ସରକାର କହୁ ନାହାନ୍ତି

    • @SukantaMallick-ko6gf
      @SukantaMallick-ko6gf Před měsícem

      😢😢😢😢😢😢😢😢😢😢😢😢😢😢😢😢😢😢😢😢😢55😢55555😢5😢5555😢555😢😢55555555😢55555r

    • @SukantaMallick-ko6gf
      @SukantaMallick-ko6gf Před měsícem

      😢55😢

    • @SukantaMallick-ko6gf
      @SukantaMallick-ko6gf Před měsícem

      5😢5​

  • @mamatabarik5973
    @mamatabarik5973 Před měsícem

    Jay mahaprabhu🙏🙏🙏🙏❤❤

  • @satyam6619
    @satyam6619 Před měsícem +7

    ୟେ ସବୁ ଖାଇ ଖୋଳ କରିବେ 100% ଏଇଟା doubt ରହୁଛି.

  • @nirmalabhuyan7396
    @nirmalabhuyan7396 Před měsícem

    Joy Jagannath 😢

  • @goutamkumarchand9611
    @goutamkumarchand9611 Před měsícem +1

    ଜନତା ଏବଂ ଭକ୍ତ ଙ୍କ ଆଗରେ ସରକାର ବହୁତ ନଗଣ୍ୟ ଆଉ ତୁମମାନେ ସରକାର ଙ୍କ ନିୟୋଜିତ କେତୋଟି ନଗଣ୍ୟ ମଣିଷ |ତୁମେ ମାନେ ତୁମ ମାନଙ୍କ ର ବକ୍ତବ୍ୟ କୁ ପରିବର୍ତନ କରି ଅନେକ ରହସ୍ୟ ମଧ୍ୟ ସୃଷ୍ଟି କଲଣି ଏହି ଭଣ୍ଡାର ଖୋଲି ଅଳଙ୍କାର ର ଗଣତି ପାଇଁ ପ୍ରତିଟି ଓଡ଼ିଆ ଭକ୍ତ ଙ୍କ ମନରେ ବିଶ୍ୱାସସୃଷ୍ଟି ହୋଇ ପ୍ରାୟତଃ ସରକାର ପରିବର୍ତନ ର ମାଧ୍ୟମ ସାଜିଲା କିନ୍ତୁ ଆପଣ ମାନେ ଆହୁରି ଅଧିକ ସ୍ୱଛତା ହୀନ ବ୍ୟବସ୍ଥା ସୃଷ୍ଟି କରିଗଲ ସେହି ଦୀପ ଖଣ୍ଡା ବର୍ଚ୍ଚା ଏବଂ ଉତ୍ତରୀୟ ନିଶ୍ଚିତ ଅଧିକ ମିଳିବ ତେଣୁ ଗଜପତି ପ୍ରକୃତ ଅବସ୍ଥା ଦେଖି ତୁରନ୍ତ ବାହାରି ଆସିବା ଏବଂ ତୁମେମାନେ 7ଘଣ୍ଟାରୁ 1ଘଣ୍ଟା ଶୁଖିଲା ଖାଦ୍ୟ ଖାଇ ଖାଲି ପଡ଼ିଥିବା ସିନ୍ଧୁକ ଦୁଇଟି ଏବଂ କାଠ ଆଲମୀରା କୁ ଜାଣିଶୁଣି ସନ୍ଧ୍ୟା ଯାଏଁ ରତ୍ନଭଣ୍ଡାର ରେ ଉଠାଇବା କାର୍ଯ୍ୟ ରେ ନିୟୋଜିତ ରଖିଥିଲ ଲୋକ ଲଜ୍ୟା କୁ ଡରି ଏବଂ 78 ମସିହା କାଳିଆ ର ରେକର୍ଡ ଭୁକ୍ତ ଗହଣା ସବୁ ଲୁଟ କରା ସରିଛି ଭକ୍ତ କିମ୍ବା ଓଡିଶା ଜନତା ବୋକା ନୁହନ୍ତି ତୁମେ କେତେଜଣ ଏତେ ଚାଲାକ ହୋଇପାରିବନି କାଳିଆ ର ଭକ୍ତ ଙ୍କ ଆଗରେ |ଜନତା ଏବଂ ଦୁନିଆ କୁ ତୁମେ ଅନ୍ଧ ବୋଲି ବିଚାର କରିବା ତୁମ ମାନଙ୍କ ପରି ଶସ୍ତା କମିଟି ମୂର୍ଖାମୀ ର ପରିଚୟ ଦିଏ

  • @gayadharnayak1358
    @gayadharnayak1358 Před měsícem +6

    ସେ ଯୋଦ୍ଧ୍ୟ ସାମଗ୍ରୀ ଙ୍କୁ
    ଜଗନ୍ନାଥ musume ରେ ରଖା ଯାଉ

  • @prafullachandrarath7636
    @prafullachandrarath7636 Před měsícem +1

    Pl. Take holy name of sree sree thakur n meet sree sree acharydev n do his darsan at satsang ashram ,deoghar jharkhand. Jaiguru jagannath.

  • @avayjena9238
    @avayjena9238 Před měsícem +3

    ଏଇଟା ଗୋଟେ ଗାଲୁଆ ଲୋକଟା,
    ଏମାନେ ମିଳି ମିଶି ଗୁଜୁରାଟ ସ୍ଥାନାନ୍ତର ପାଇଁ କାମ କରୁଥିବା ଦଳ

  • @RajRaj-qw3hf
    @RajRaj-qw3hf Před měsícem +2

    sey jaha bi heu ama maha prabhunka sampanti sabuku ganati manati karajau o eahaku sarba sadharana re janajau pore eahaku surakhita kariki eahara chabi ku gajapati o mandira prashasana ku sampurna dia jau, aau jadi prabhunka sampanti ra jadi shree kedarnath dham ratna vandara ra pari ghotala hue tebe eahara bharana sarkar karibi o tanka satta odisha ru hareibe

  • @jayantakumarjena8292
    @jayantakumarjena8292 Před měsícem

    Right 👍👍👍👍👍

  • @dharmendrasahu6008
    @dharmendrasahu6008 Před měsícem

    ଦଇତା ପତିମାନେ ସବୁ ବିକି ସାରିଲେଣି

  • @64satyadas
    @64satyadas Před měsícem +1

    Full diplomatic and clever answers , the time silly ring the truth.....

  • @anandachanadrabaliarsingh2275

    ❤ Good job sir

  • @mitaraniacharya9848
    @mitaraniacharya9848 Před měsícem

    Jai Jagannath🙏

  • @NarendraKumarSethi-vx8hn
    @NarendraKumarSethi-vx8hn Před měsícem +1

    Jay jagnnath swami

  • @kantiaMatha
    @kantiaMatha Před měsícem +1

    ଜୟ ଜଗନ୍ନାଥ

  • @prafullachandrarath7636
    @prafullachandrarath7636 Před měsícem

    May lord jagannath bless u with good health, happiness n long life. Jaiguru. Bande purusottamam.

  • @kalingasendha
    @kalingasendha Před měsícem +3

    ସୁଡଙ୍ଗ ଅଛି କିନ୍ତୁ ଏମାନେ ଲୁଚଉଚନ୍ତି

  • @prabhatkumardas4856
    @prabhatkumardas4856 Před měsícem

    Jay Jagannath

  • @Mahadev-m1y
    @Mahadev-m1y Před měsícem

    Jay Jagannath 🙏🙏🙏

  • @mukundadevsahoo9428
    @mukundadevsahoo9428 Před měsícem

    ❤jaya jagannath ❤

  • @user-hf8tv9oc3g
    @user-hf8tv9oc3g Před měsícem

    Plz jaganath nku naeki rajaniti karani kia janiba ketebele kou dosa vogibaku padiba 🙏❤️🌹

  • @AnuAnu789-ms1nk
    @AnuAnu789-ms1nk Před měsícem

    ଏବେ ସବୁ ଦେଖିକି ଆସିଲ ଚୋରି କରିବାକୁ ତମକୁ ସୁବିଧା ହେଇଗଲା ଏବେ ଚୋରି କରି ଗୁଜୁରାଟ ନେଇଯାଅ 😂😂😂😂

  • @younggun0075
    @younggun0075 Před měsícem +2

    Kichinahi jadi nahi tahele sadhe 7 ghanta kemiti lagila? Luchauchanti emane kichi. 1978 re rabi narayana mishra jaithile. Se kahithile sudanga seal kara heithila. Se anuman karuthile sapa jiba asiba karuthai paranti. Kichi makuta achi. Chita achi. Emane kichi kahunahanti. Ebe Survey balanka bhitaru jane behosh hei jaithile. Reason jana padini.

  • @AkshayNayak-wb6iz
    @AkshayNayak-wb6iz Před měsícem

    He pravu nije nijaku rakhya kara

  • @travelwithme8572
    @travelwithme8572 Před měsícem

    Jay jaggnath

  • @bishisag3818
    @bishisag3818 Před měsícem

    sara odisa dekhiba darkar
    bhandara vitare kana kana
    ratna sabu achhi

  • @ashokkumarnayak1648
    @ashokkumarnayak1648 Před měsícem

    Ommmm

  • @HemantKumar-lg8on
    @HemantKumar-lg8on Před měsícem

    Jai jagannath

  • @gopalkrishnapattnaik5313
    @gopalkrishnapattnaik5313 Před měsícem

    ALL HAVE PROMISED BEFORE LORD, TO COMPLETE REPAIR OF INTERIOR RATANA BHADARA . VALUABLES HAVE BEEN SHIFTED WHY DELAY ? SUPPOSE SOME VALUABLE DETECTED , HOW CAN THOSE BE REMOVED ?? DO ALL WANT TO BREAK MANDIR FOR SIMPLE COLLECTION OF VALUABLES?? There are other rooms . But one can not enter into those rooms. ( 1200++old mandir)

  • @sujitmukharjee1997
    @sujitmukharjee1997 Před měsícem

    ଭଲକି ଶୁଣନ୍ତୁ ଆମେରିକା ନେଇ ରଖିବେ କହୁଛନ୍ତି😡😡😡😡

  • @prafullachandrarath7636
    @prafullachandrarath7636 Před měsícem

    Hon"ble justice, sri biswanath rath, u have accomplised a noble work. Kindly accept satguru yugapurusottama sree sree thakur anukulchandra. He is purusottama of the age. Kindly take his holy initiation n take his holy name. Pl. Repeat n chant his holy name always. Ur knowledge n wisdomwill be increased n ur brain cell will be active .p go through the litrature of sree sree thakur n u will be able to solvedifferent problemsof life
    .. j

  • @user-ct3fh2bp3y
    @user-ct3fh2bp3y Před měsícem +3

    Ratna vandara 7ta au sabu kuade gala

  • @mumbaileakproof5390
    @mumbaileakproof5390 Před měsícem +1

    Amaku except gajapat maharaj statement not possible to believe to govt

  • @kuliadas-w5z
    @kuliadas-w5z Před měsícem

    👏👏👏👏👏👏

  • @ranjanbiswal335
    @ranjanbiswal335 Před měsícem

    କଥା ହେଉଛି କଣ ବାହାରିଲା କେତେ କୀଲୋଗାମ ଅଛି

  • @ashokkumarnayak1648
    @ashokkumarnayak1648 Před měsícem +1

    Much property is not there 😊😊😊😊😊😊😊😊😊😊😊

  • @debasisdash6252
    @debasisdash6252 Před měsícem +2

    Sabu sarila pare jaha achi kana public re kuhajiba ?

  • @babulmohanty1123
    @babulmohanty1123 Před měsícem

    Odisha basi ta kichhi khabar paunahanti kn achhi boli Kain khusi hebe

  • @Gamechangerwala
    @Gamechangerwala Před měsícem

    America neijiba 😮

  • @rudrabibhar1953
    @rudrabibhar1953 Před měsícem

    କାହିକିକେମେରାଶାମନାକେଆନିନାଇ
    କେମେରାଶାମନାକୁଆନଳୁକଦେଖୀବେ

  • @pyarimohansethy6954
    @pyarimohansethy6954 Před měsícem

    America 😮

  • @judhistirprathan4975
    @judhistirprathan4975 Před měsícem

    ❤❤BHITAR BHANDAR RE TO NANI BIA DEKHILU❤❤ MAA GIHA TU BADA CHOR❤❤❤❤

  • @ranjankumarsahoo5368
    @ranjankumarsahoo5368 Před měsícem

    Odisha basi samaste dekhibaa pain chahunthile is jaga ra Gahanna dekhiba pain?....,,,,,,,

  • @tukumohanty2252
    @tukumohanty2252 Před měsícem +1

    Jaganath dekhuchanti jati kichi bi bhul hela kehi gote banchi bani

  • @user-tq3sr2in9i
    @user-tq3sr2in9i Před měsícem

    Jadi saapa bahariba micha ...Malika b micha ...kali yuga sariba bi micha

  • @Sibu_Vloge
    @Sibu_Vloge Před měsícem

    America Neve 😂

  • @biooo5645
    @biooo5645 Před měsícem +2

    46 ti Raj mukuta achi na nahin seita clear kara.

  • @kabindra12
    @kabindra12 Před měsícem

    Emane sata kahuchhanti na michha kahuchhanti kebala Kalia bhagwan Jane. Emane jadi video Kari media ku dekhai thante tahele kichhi Anya katha heithanta. Bhagwan t kebe kahinahanti Mora video bana nahin boli .

  • @user-ch5gu7ob5k
    @user-ch5gu7ob5k Před měsícem

    Ya pare au kichhi baki rahila bhali laguchhi kahikina ete alukika katha agaru jou sunibaku miluthila kan sir sabu michha ???

  • @kishan4u1
    @kishan4u1 Před měsícem +1

    Ahuri Bjp ku vote diya. Chena puda khaiba. Ratna bhandara dekhiba.

  • @sujitmukharjee1997
    @sujitmukharjee1997 Před měsícem

    କଣ ପ୍ଲାନ୍ ଚାଲିଚି ସତ ଟା ବାହାରି ଗଲା କି ପାଟିରୁ 😡😡😡

  • @gamerzasmit2518
    @gamerzasmit2518 Před měsícem

    Jagannath nkar sampati kana etiki ??
    Au sabu gala kuade ?

  • @user-st6om8sp8j
    @user-st6om8sp8j Před měsícem

    କଣ ଲୁଟିଦେଲକି

  • @kshirodsagarkhatua6317
    @kshirodsagarkhatua6317 Před měsícem +1

    Hau America neijao

  • @m.rdevilpankaj5795
    @m.rdevilpankaj5795 Před měsícem

    Sata katha amane amerika pathei debe

  • @sujitmohanty6308
    @sujitmohanty6308 Před měsícem

    Sa ta kahila sabu amarica pathai dabu

  • @GyanaranjanPattanaik940
    @GyanaranjanPattanaik940 Před měsícem

    Yie bichara pati nuhanti

  • @biooo5645
    @biooo5645 Před měsícem

    Kie kichi clear kari kahunahanti.

  • @ContentFlowerBasket-ft3jr
    @ContentFlowerBasket-ft3jr Před měsícem

    Sir jadi sinduka ta bhitaraku jaipariba na asipariba then question rahila sinduka ta bhitaraku gala kmt? That's means there is something mystery beyond us 😮, Jay JAGGANATH❤

  • @ramachandrachoudhury2586
    @ramachandrachoudhury2586 Před měsícem

    Kahibnahit jauthila kanpai

  • @mr.arbindkujurofficials7690
    @mr.arbindkujurofficials7690 Před měsícem +1

    Sabu natak kora jauchi.... Kali jadi emiti occhi hele aji ପୁନି kahi kholu thilo

  • @sonalirana4731
    @sonalirana4731 Před měsícem

    😂😂😂😂😂

  • @itishreemania3243
    @itishreemania3243 Před měsícem

    Apana nku dhanya bada

  • @jaguarprince394
    @jaguarprince394 Před měsícem

    E Budha sabu micha kahuchi badhe

  • @raghumaninayak9593
    @raghumaninayak9593 Před měsícem

    ସିନ୍ଦୁକ ତାମିଲନାଡୁ ଯିବ ପାଣ୍ଡୁଆ ପାଖକୁ

  • @deepakho4664
    @deepakho4664 Před měsícem

    Sabbu tauter galua

  • @dhurjyadhonkandpan3389
    @dhurjyadhonkandpan3389 Před měsícem

    Bhagobanonkorotnokaharonuho.rajaronomontreero.thahaodisharosadecharikotioiyankonojorerohibadorkar.bhogobankonkohiletumokukahakudekhaonahibli.tumokutikebudhithibadorkar

  • @jagannathswain5426
    @jagannathswain5426 Před měsícem

    Tame sabu bala jatnnaucha kanyi ratna bhandar ku jebe jaucha liv telicast karuna na bjpsarkar pakhare new teknallji nayi 😮

  • @DebaprasadnayakDebaprasadnayak

    Pagala ripotar mukuta prasna ....😅😅😅😅😅😅😅😅

  • @deepakho4664
    @deepakho4664 Před měsícem

    Ratna Bhandari kechi nahin tumhen sab tauter michua......

  • @munapradhan6957
    @munapradhan6957 Před měsícem +2

    Sai sindhuka modi aau amitisha pakhaku jeba seti paine ta anicha.

  • @DipuSahoo-e7z
    @DipuSahoo-e7z Před měsícem

    Jay jagannath

  • @prabasipani802
    @prabasipani802 Před měsícem

    Jay Jagannath

  • @saiarts4617
    @saiarts4617 Před měsícem

    Jay Jagannath❤🎉

  • @sudhanyakumohanty
    @sudhanyakumohanty Před měsícem

    Jay Jagannath