Puri Ratna Bhandar 2024 : ରତ୍ନଭଣ୍ଡାରରୁ ବାହାରିଲା ସାପ | Puri Ratna Bhandar Rahasya | Odia News

Sdílet
Vložit
  • čas přidán 4. 09. 2024
  • Puri Ratna Bhandar 2024 : ରତ୍ନଭଣ୍ଡାରରୁ ବାହାରିଲା ସାପ | Puri Ratna Bhandar Rahasya | Odia News | #tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple #puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 235

  • @padmalochansamal1560
    @padmalochansamal1560 Před měsícem +24

    ପୁରୀ ପଣ୍ଡା ମାନଙ୍କର ଧନ ସମ୍ପତି ଯାଞ୍ଚ କରାଯାଉ

  • @rabinarayanpal9741
    @rabinarayanpal9741 Před měsícem +39

    ମତେ ଲାଗୁଚି ବହୁତ ପୂର୍ବରୁ କିଛି ଖରାପ ପଣ୍ଡା ମାନଙ୍କ ଲାଗି ଶ୍ରୀ ଜଗନ୍ନାଥ ମନ୍ଦିରର ନାମ ଖରାପ ହେଉଛି ସେମାନଙ୍କୁ ଜଲଦି ବାହାର କରାଯାଉ l

    • @mekubolumeranam4201
      @mekubolumeranam4201 Před měsícem +3

      Khali panda?
      Kn jo loka ja Jai thile semane bhala thile?
      Bhai kichi chinta Kari ta kuha

  • @sigma_inc.
    @sigma_inc. Před měsícem +6

    ଭଗବାନଙ୍କ ଧନ ଖାଉଛ
    ଭିକ ମଗା ହେଈ ମରିବ 😢

  • @SantoshSingh-jx6wy
    @SantoshSingh-jx6wy Před měsícem +4

    ମିଛ କଥା କୁହନ୍ତୁ ନାହିଁ ଆଉ ଜଗନାଥ ଙ୍କୁ ଅପମନିତ କରନ୍ତୁ ନାହିଁ

  • @sweetsmruti7677
    @sweetsmruti7677 Před měsícem +14

    ଏସବୁ କହିଲା ବେଳକୁ ପାଟି ଖନି ବାଜି ଯାଉଛି କାଇଁ. ପୂର୍ବରୁ ଯାହା ଜିନିଷ ଯାଇଛି ସେଥିରେ ତୁମେ ଭାଗ ବଣ୍ଟା ରେ ଭାଗ ନେଇ ଥିଲ କି. ଗାଲୁଆ ଗପ କହୁଛି ସାପ ନାଁ ରେ ଇୟେଖସି ଯିବା ପାଇଁ ଚେଷ୍ଟା ଚଳେଇଛି ଏ ଟାଉଟର କୁ ଆଗ ଜେଲ ରେ ପୁରାଅ ସବୁ କଥା ଜଣା ପଡ଼ିଯିବ.ଏମାନଙ୍କ ମନରେ ଭୟ ର ବାତାବରଣ. ଶ୍ରୀ ମନ୍ଦିର ରେକର୍ଡ ଅନୁଯାୟୀ ଯଦି ସୁନା ଥିବ ତ ଭଲ. ନହଲେ ମଲେ ମଣି

    • @mekubolumeranam4201
      @mekubolumeranam4201 Před měsícem

      Semane jota dekhi chanti na?
      Ta na sunile loka thari jaanti emane ta dekhi chanti bhaba kana abasta thina

  • @user-me8vi1gi2c
    @user-me8vi1gi2c Před měsícem +1

    ପର ପିଚାରେ କିଳା ପସିଲେ ନିଜ ପିଚାକୁ ବାଧିବ ବା କାହିଁକି ଜେଉଁ ମାନେ ମିଛୁଆ କହୁଛନ୍ତି ତାଙ୍କ ପିଚାରେ କିଳା ଢୁକିଲେ ଜାଣିପାରନ୍ତେ ସତ କି ମିଛ କଳିଜୁଗ ସତ କହିଲେବି ମିଛରେପରିଣତହୁଏ

  • @SashankaSekharPatel00
    @SashankaSekharPatel00 Před měsícem +2

    ମୁହଁ ଦେଖିଲେ ଛୁଆ ଧରାଳି କିମ୍ବା ଚୋର ପରିକା‌ ଦିଶୁଛି

  • @Ranjitpandao85
    @Ranjitpandao85 Před měsícem +2

    ସାପ କେଉଁଠି ଅଛି । ମିଛରେ ଗୁଜବ କରାଯାଇ ସମଗ୍ର ଓଡ଼ିଆଙ୍କୁ ଭ୍ରମିତ କରିବା କେତେଦୂର ଯୁକ୍ତିଯୁକ୍ତ । ବୋଧହୁଏ କେହି ଜଣେ ଗୁପ୍ତରେ ସାପଟିକୁ ଆଣି ଛାଡ଼ି ଥାଇ ପାରନ୍ତି । ଏହାର ପ୍ରକୃତ ସତ୍ୟକୁ ତଦାରଖ କରି ପ୍ରସାରଣ କରାଯାଉ ।

  • @mekubolumeranam4201
    @mekubolumeranam4201 Před měsícem +3

    Aeta kebala ama dharma re he dekhi baku mile
    Sethi pai garva kara🙏🏻
    Amiti ka gyana je anya jiba mane bhagban nka paisa ra surakhya karanti seita adbhuta🙏🏻

  • @jitendrabehera8120
    @jitendrabehera8120 Před měsícem +2

    ପ୍ରଭୁ ଜଗନ୍ନାଥ ତାଙ୍କର ବିଚାର କରିବେ କୋଉଟା ସତ କୋଉଟା ମିଛ

  • @jhiliswati8650
    @jhiliswati8650 Před měsícem +49

    ଏଇ ସବୁ ମିଚ୍ଛ

  • @dipudas15
    @dipudas15 Před měsícem +5

    ଭାଇ କଣ ପାଈଁ ଲୋକଙ୍କୁ ଭୟଭିତ କରାଉଚ୍ଚ ଯୋଦୀ ସତରେ ସର୍ପ ଦେଖିଲ ଲୋକଙ୍କୁ ଦେଖାଉନ କାହିଁକି ,,

  • @debasishnanda4331
    @debasishnanda4331 Před měsícem +2

    ମିଛ ନିଉଜ କାହିଁକି କରୁଛନ୍ତି?
    ସ୍ନେକ ହେଲ୍ପଲାଇନ ବାଲାଂକୁ କାହିଁକି ଡକାଯାଇ ନାହିଁ।

  • @Sibaram12370
    @Sibaram12370 Před měsícem

    ଜୟ ଜଗନ୍ନାଥ ଶୁଭ ସକାଳ ଶୁଭ ସନ୍ଦ୍ଯା ଜୟ ଜଗନ୍ନାଥ🙏🙏🙏

  • @littlequeenrakhi
    @littlequeenrakhi Před měsícem +9

    ନନା କାହିଁକି ଡରିଗଲା ଭଳି ଲାଗୁଛନ୍ତି

  • @user-ij4jb6uv3y
    @user-ij4jb6uv3y Před měsícem +17

    ନିୟୁଜ 18 ସାମ୍ବାଦିକ ବାବୁ.. ଯଦି ଟିମ ବାହାରିଲା ପରେ ସେମାନେ ସାପ ଦେଖିନାହାନ୍ତି ବୋଲି ଟା ପରେ ତମ ନିୟୁଜ କୁ ଓଡିଶା ବାସି ମିଛୁଆ ବୋଲି କହିବେ... ସେଦିନ କଣ ସତରେ ips ଚେତାଶୂନ୍ୟ ହେଇଥିଲେ... ବାସ ଏତିକିରୁ କଣ କିଛି ଶିକ୍ଷା ପାଇଲେନି ମିଡିଆଵାଲା..

    • @SashankaSekharPatel00
      @SashankaSekharPatel00 Před měsícem +1

      ସାପ ଗୋଟେ ବି ନାହିଁ - Allready କହି ସାରିଲେଣି ରଥ Sir

    • @user-bx6st1ym6p
      @user-bx6st1ym6p Před měsícem

      Satare Bhai, ei chnl re sabu michha khabar . Au dekhibani

  • @Prakashsahoo-h2i
    @Prakashsahoo-h2i Před měsícem

    Jay jaganath ❤❤❤

  • @9658726451
    @9658726451 Před měsícem +1

    ମିଛୁଆ

  • @prabeensahoo5191
    @prabeensahoo5191 Před 21 dnem

    Jay Jagannath

  • @jhiliswati8650
    @jhiliswati8650 Před měsícem +39

    ମିଛରେ ଏସବୁ ବାୟ ହେଉଛି ସାପ ନାହିଁ

  • @prasantkumarsamantaray2522
    @prasantkumarsamantaray2522 Před měsícem +11

    ପଣ୍ଡା ମାନେ ଖାଇଛନ୍ତି, ଦାନ ହୁଣ୍ଡୀ ରେ ମିଳିଥିବା ସୁନା ରୁପା ର ହିସାବ ଦବ.
    Jail ଯିବ

    • @shivarampradhan8049
      @shivarampradhan8049 Před měsícem

      Are bjp dala khaiba kehi panda khainahanti

    • @prasantkumarsamantaray2522
      @prasantkumarsamantaray2522 Před měsícem

      @@shivarampradhan8049 ବିଜେପି ବିଜେଡି କଥା ଛାଡ.
      ହୁଣ୍ଡୀ କୁ ମିଳୁଥିବା ଦାନ ସୁନା ରୁପା ସବୁ ବି ଜଣାପଡିବ ଦରକାର. ସେ ଜିନିଷ କୁ ପଣ୍ଡା ମାନେ ରଖି ଦେଉଛନ୍ତି ପଚାରିଲେ କହୁଛନ୍ତି କାଳିଆ ପିନ୍ଧିବା ଯାହା ଆମେ ପିନ୍ଧିବା ତାହା.
      କାରଣ ଆମେ ତା ସେବକ.

    • @Catlove2580
      @Catlove2580 Před měsícem

      Tu kn pagal kire...choto jinisa heichi j khai jibe..to mentality bahut kharap

  • @PrakashBaliarsingh-b7h
    @PrakashBaliarsingh-b7h Před měsícem

    ଅନ୍ୟାୟ କରନି ରେ ଭଗବାନ କୁ ଟିକେ ଡର ନହଲେ ଓଡ଼ିଶା ବାସି ତମଲାଗୀ ମରୀବେ

  • @bhibhutibhusanpradhan2094
    @bhibhutibhusanpradhan2094 Před měsícem +17

    ଖାଲି ଲେଖିଲେ କଣ ହେବ ସାପ ଦେଖଉନ କାହିଁକି?

  • @bideshbehera161
    @bideshbehera161 Před měsícem +1

    Prabhu nka dhana samparti Odisha ra gariba lokanku banta jibara thila , sethipain emiti agatana ghatuchi 🤯🙏 Jai Jagannatha 🙏🚩

  • @dillipkumarsatapathy2574
    @dillipkumarsatapathy2574 Před měsícem +3

    ‍ସେଦିନ ଭଳି ଇଏ ମିଛ କହୁଥିବେ...

  • @Bnbwq7133
    @Bnbwq7133 Před měsícem +17

    Fake fake fake
    ମିଛ କହନା ପାଟି‌ ଖନି ମାରିଯାଉଛି।

  • @Eagleeye774
    @Eagleeye774 Před měsícem +3

    ଫାଲତୁ ଚ୍ୟାନେଲ.. View ବଢେଇବା ପାଇଁ thumbnail ରେ ସବୁବେଳେ ମିଛକଥା..

  • @BapiKumar-xu6lp
    @BapiKumar-xu6lp Před 10 dny

    ସୁଧମିଛୁଆ, ଷୁଧମିଛୁଆ😘😘😘😘ଆଆ

  • @narendrapanda7045
    @narendrapanda7045 Před měsícem +8

    ମୁଁ ଭାବୁଛି channel ଵାଲା ପଇସା ପତ୍ର ଦେଇ କୁହା କରାଉଛନ୍ତି

    • @Eagleeye774
      @Eagleeye774 Před měsícem

      ଯୁଆଡୁ ହେଲେ time pass କରୁଛନ୍ତି.. ଆଜିକାଲିର ଗଣମାଧ୍ୟମ ଅପେକ୍ଷା DD6 ଶହେ ଗୁଣରେ ଭଲ.. ନା ମିଛ ଟାଉଟରୀ ଖବର ନା ରାଜନୈତିକ ଦଳର ଚମଚାଗିରି..

  • @AjitSingh-un1hd
    @AjitSingh-un1hd Před měsícem

    Har har mahadeb

  • @Rudrapratap-yy6jr
    @Rudrapratap-yy6jr Před měsícem +1

    ❤❤❤

  • @sray6222
    @sray6222 Před měsícem +3

    ପ୍ରଭୁ 🙏🙏🙏🙏🙏ଜଗନ୍ନାଥ

  • @user-eo7lp6hp3b
    @user-eo7lp6hp3b Před měsícem +5

    ଜୟ ଜଗନ୍ନାଥ

  • @Reenabehera0
    @Reenabehera0 Před měsícem +2

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @karunakardalei1689
    @karunakardalei1689 Před měsícem +1

    ଠାକୁର ସର୍ବବ୍ୟାପି ସେ ବାହାରେ ରହିଲେ କଣ ହେଲା

  • @user-rt1wn8wo7i
    @user-rt1wn8wo7i Před měsícem +13

    ଏଇଟା କୋଉ ପଣ୍ଡା ଯାହା କହୁଛି ସତ କି ମିଛ କିମିତି ଜାଣିବା CZcams ra Khabar sabu pura michha

  • @bamadebajena5968
    @bamadebajena5968 Před měsícem +1

    ଜୟ ଶ୍ରୀରାମ

  • @kalandikandi2324
    @kalandikandi2324 Před měsícem +3

    ଇଏ ଗୋଟେ ପରମ ଗାଲୁଆ ମିଛ କ'ଣ ପାଇଁ କହୁଛ ଠାକୁର ଙ୍କ ନାଁରେ ସାପ ନାହଁ ମିଛ

  • @theanimal3153
    @theanimal3153 Před měsícem +3

    ଜୟ ଲୋକନାଥ 🙏🙏🙏🙏🙏

  • @gagarairama740
    @gagarairama740 Před měsícem +3

    ଏ bandoku ସାପ ଦେକି ନାହିଁ 😊ମିଛ ସବୁ ମିଛ କାଉ ଛି 😢

  • @pratapbasantia923
    @pratapbasantia923 Před měsícem

    ପ୍ରଭୁଙ୍କର ଅଳଙ୍କାର ସେ ନିଜେ ସୁରକ୍ଷା ରେ ଅଛନ୍ତି, ତାଙ୍କ ଅଳଙ୍କାର ନେବ କିଏ?

  • @jaykrushnanayak6574
    @jaykrushnanayak6574 Před měsícem +12

    ପାଗଳା

  • @evenswarpradhan6329
    @evenswarpradhan6329 Před měsícem

    ସେ ସେଠାରେ ରତ୍ନ ଭଣ୍ଡାର ର ମନ୍ଦିର ସେବା ୟତ ସାପ ଦେଖି ଲେ କ'ଣନ ଦେଖୁ ସେ ମିଛ କହୃଛି କାହିଁକି ଅନ୍ଧ ବୋଲି ସରକାର ଭାବୁଛନ୍ତି କି

  • @pradhanashok5005
    @pradhanashok5005 Před měsícem +4

    ମିଛୁଆ news channel😂😂😂

  • @tapannayak6179
    @tapannayak6179 Před měsícem +1

    Jay Jagannath 🙏

  • @UCLYouTubeChannel
    @UCLYouTubeChannel Před měsícem +3

    Baba to bhayore thoruchi
    Sabu fake😂😂

  • @smrutijitsatapathy7317
    @smrutijitsatapathy7317 Před měsícem

    Jay jagannath

  • @user-tm1kk4sd3q
    @user-tm1kk4sd3q Před měsícem +3

    ତୁମ ଚାନେଲର ମିଛ ଖବର । ସାପ ବଞ୍ଚିବ କିପରି ବିନା ଖାଦ୍ୟ ବିନା ପାଣିରେ ।

  • @amitavsarangi1883
    @amitavsarangi1883 Před měsícem +2

    ଏଇଟା ବଡ ଗଲୁଆ

  • @kalandimurmu3303
    @kalandimurmu3303 Před měsícem +2

    ମିଛ,,,। ଯଦି ସାପ ତା ହେଲେ ଅଳିଆ ଆବର୍ଜନା ହେତୁ ଥିବେ।

  • @manashnayak2794
    @manashnayak2794 Před měsícem +1

    କଳିଯୁଗ ର ମଣିଷ ମିଛ କହିବାରେ ନଂବର ୟାନ 😂😂

  • @prasantakumar3902
    @prasantakumar3902 Před měsícem +2

    Jay jagannath 🙏

  • @sabitapadhi6433
    @sabitapadhi6433 Před měsícem +11

    ଗାଲୁ ଗପ

  • @SsDrawingSir
    @SsDrawingSir Před měsícem +2

    ସାପ ବାହରିକି news 18 office ରେ pashichi👌

  • @Lucky-jh6cr
    @Lucky-jh6cr Před měsícem

    Jay Jagannath...
    Pravu amaku shyama karideba

  • @kamallochannayak9660
    @kamallochannayak9660 Před měsícem

    Jey Jagannath Swami

  • @sarojkumarjena9052
    @sarojkumarjena9052 Před měsícem +1

    ସାପ ଟିକେ ଦେଖା

  • @AnilKumarsethi-cy6so
    @AnilKumarsethi-cy6so Před měsícem +1

    ମିଛ କଥା

  • @kalandimurmu3303
    @kalandimurmu3303 Před měsícem +1

    ଅଳିଆ ଆବର୍ଜନା ହେଲେ ସବୁ ଜନ୍ତୁ ବାହାରିବେ। ଏଇଟା ସତ୍ୟ।

  • @user-wx4wk5cv4t
    @user-wx4wk5cv4t Před měsícem +3

    Scripted story. Baje natak bandkara.

  • @sweetysweety5976
    @sweetysweety5976 Před měsícem

    Hey jagannath marine sabu ethara

  • @basantasahoo425
    @basantasahoo425 Před měsícem

    ଏଇଟା କୁ ମାଡ଼ ଦରକାର

  • @SupriyaBhuian
    @SupriyaBhuian Před měsícem +1

    He kaliaa 🙏🙏🙏

  • @kumudinimohapatraHEHE
    @kumudinimohapatraHEHE Před měsícem

    Jay Shree Jagannath 🌷 🙏

  • @pratapbasantia923
    @pratapbasantia923 Před měsícem

    ଏଠୁ ବନ୍ଦ କର, ନ ହେଲେ ସାପ କାମୁଡ଼ାରେ ସବୁ ମରିବ

  • @dhirendrarout2822
    @dhirendrarout2822 Před měsícem +2

    ସବୁ ତୁମରି ଲୀଳା ମହାପ୍ରଭୁ 🙏🙏🙏

  • @kumar1992dev
    @kumar1992dev Před měsícem +1

    Khatarnak thaka. Yaku baharku tadi dele.

  • @narottammallik2660
    @narottammallik2660 Před měsícem +1

    A panda ate ଖାନୁଚି କାହିଁକି

  • @rajibkumarmohanty8617
    @rajibkumarmohanty8617 Před měsícem +1

    ହେତୁବାଦୀ, ପାଗେଲା,ପ୍ରତାପ ରଥ , ଧର୍ମଦ୍ରୋହି ହର।ମଯାଦ କହୁଥିଲା କି କଣ ଆଳୁ ଭଣ୍ଡାର।ସାପ କଣ ଖାଇକି ବଞ୍ଚିବେ କଣ ଆଳୁ ଖାଇବେ ?

  • @GopalMajhi-h8t
    @GopalMajhi-h8t Před měsícem

    Hii

  • @gopalkrishnapattnaik5313
    @gopalkrishnapattnaik5313 Před měsícem

    KATHA KUHA KAPILA. ..ONLY EXTENSIVE TALKS/ SPEECHES...GRATEFUL TO GOD THAT HE COULD ALLOW MAN TO COMPLETE SOME WORK IN THIS KALI AGE . JAI JAGANNATHA

  • @muralidharsahoo8670
    @muralidharsahoo8670 Před měsícem

    Jay Jagannath🙏⚫‼️⚫🙏🙏🙏🙏🙏🙏🙏🙏🙏🙏🙏

  • @sanjeetkumarpanda582
    @sanjeetkumarpanda582 Před měsícem +1

    Kichhi hebani Prabhu jaha karanti mangala karanti

  • @nibeditaswain5133
    @nibeditaswain5133 Před měsícem

    OMG

  • @DILLIPKUMEHER-gg1tc
    @DILLIPKUMEHER-gg1tc Před měsícem +1

    ମିଛ କହିବାର ଗୋଟେ ସୀମା ଥାଏ

  • @RasmitaPradhan-w9z
    @RasmitaPradhan-w9z Před měsícem

    😂😂 good morning 🌅🌄 you have ❤❤

  • @nitishnaik2966
    @nitishnaik2966 Před měsícem

    Sabu ratna sarvajanani kariba katha

  • @madhusmita5549
    @madhusmita5549 Před měsícem

    Jay Jagannath... 😢

  • @bhagbatpradhan2365
    @bhagbatpradhan2365 Před měsícem

    ପାଟି ଖନି ମରିଯାଉଚି

  • @sureshdikshit547
    @sureshdikshit547 Před měsícem +2

    Pucca touter

  • @user-qu9lx2co6o
    @user-qu9lx2co6o Před měsícem +1

    Malike vanga Nisa chhadini

  • @sanjitbaitha4385
    @sanjitbaitha4385 Před měsícem

    କୁଆଡେ ଥାଅ ବେ 😂

  • @santoshdesiboy3810
    @santoshdesiboy3810 Před měsícem

    Jie prabunka poisa kai ba se moriba

  • @guiyastar6593
    @guiyastar6593 Před měsícem

    ଏକ କୁଇଟାଲହେବ

  • @SureshSahu-r7o
    @SureshSahu-r7o Před měsícem +1

    Sapa baharibani au Kan b____ bahariba

  • @chakradhararaita6747
    @chakradhararaita6747 Před měsícem

    Sata, kahucha na khali basana

  • @bibhisanpatra5226
    @bibhisanpatra5226 Před měsícem +1

    Prabhu yanku uchit sikshya diantu❤❤❤

  • @Shkr_Bab
    @Shkr_Bab Před měsícem

    This snake might be a pet of those Pandas. Marvellous acting

  • @user-jr5yh2ox9l
    @user-jr5yh2ox9l Před měsícem +1

    Jay jagannath 🙏🙏😮

  • @user-um8cq8nd2z
    @user-um8cq8nd2z Před měsícem

    ତୁ ଦିନରେ କେତେ ଭାଙ୍ଗ ଖାଇଛୁ? ତୁ କଣ ତା ଭିତର କୁ ଯାଇ ଥିଲୁ, ତୁ କେଉଁ କି

  • @cutybabyangel7092
    @cutybabyangel7092 Před měsícem

    Kale dhara padibe Sethi pain dara

  • @gopalmalana7504
    @gopalmalana7504 Před 12 dny

    Ja gannatah. Swami

  • @anuradhasahoo8089
    @anuradhasahoo8089 Před měsícem

    Agadha samudra. Kouthu koujae paribyapta kie janichhi?

  • @user-bx6st1ym6p
    @user-bx6st1ym6p Před měsícem +1

    Are bhai fake news dekhaani. Loka nku thakuchhu, michha khabar dei.

  • @shreekalaacademy265
    @shreekalaacademy265 Před měsícem

    Nana ,tike bageiki🧐😜

  • @sandhyavillagevlog4445
    @sandhyavillagevlog4445 Před měsícem

    Jay jaganath abe biswsa helata oravunka lila

  • @bipinchoudhury2476
    @bipinchoudhury2476 Před měsícem

    Bala na....

  • @ranjannaik3917
    @ranjannaik3917 Před měsícem

    10 ମୁକୁଟ ଗଲା କୁଆଡେ କୁହ ସେବାୟତ ମାନେ

  • @prasantkumarsahoo1054
    @prasantkumarsahoo1054 Před měsícem

    କିଳା

  • @Namitasssss875
    @Namitasssss875 Před měsícem

    Hi