Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das

Sdílet
Vložit
  • čas přidán 11. 09. 2021
  • #NandighoshaTV #Odisha #Bidyashree #Lockdowndiary #OdiaComedy #sankar
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219
  • Komedie

Komentáře • 1K

  • @rasmitabehera1202
    @rasmitabehera1202 Před 2 lety +168

    Nice but bagya sath delani ...Didi nku ..aji adi Bhai thile gote complete lagithanta ....love u both

  • @krishnanjalipattanayak4212
    @krishnanjalipattanayak4212 Před 2 lety +13

    Tamaku bhagaban jou kasta dele se kasta au kau stree ku na diantu. God gives u more n more strength

  • @INDIANREALMOTIVATEODIA
    @INDIANREALMOTIVATEODIA Před 2 lety +21

    ଭାରି ଦୁଃଖ ଲାଗୁଚି ଆଦି ସାର ଅଜି ଦୁନିଆ ରେ ନାହାନ୍ତି ହେଲେ ବି ସେ ସମସ୍ତେ ଙ୍କ ହୃଦୟ ରେ ଅଛନ୍ତି l

  • @BiswajitDas-oo3mt
    @BiswajitDas-oo3mt Před 2 lety +18

    ସେଦିନ ରାତିରେ ସେ କଣ କରୁଥିଲେ ଆଉ କୋଉଁଠି ଥିଲେ????ଶଙ୍କର ବାବୁ ଦୟାକରି ଯଦି ଏଇ ଗୋଟେ ପ୍ରଶ୍ନ ପଚାରି ଥାନ୍ତେ ତେବେ ବହୁତ ଭଲ ହୋଇଥାନ୍ତା।।

    • @sambitmohapatra7278
      @sambitmohapatra7278 Před 2 lety +5

      ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

    • @arjunsahoo1852
      @arjunsahoo1852 Před 2 lety

      ମାଗଣା କଥା କୁହନି , ସେ ହତ୍ୟାକାରୀ ନୁହନ୍ତି , ଆଉ କେବେ ତମେ ସତ ଜାଣିବ, କେବେ ତାଙ୍କ ଜାଗାରେ ରାହିକି ଦେଖ, ସେ ନିଜ ସ୍ବାମୀ କୁ ହରେଇ ଛନ୍ତି , କେତେ ଦୁଃଖ ରେ ଅଛନ୍ତି। ତା ପରେ ବି ତମେ ମାନେ .... 😒😒😒

    • @dasmamali579
      @dasmamali579 Před 2 lety +1

      Bhai sa jhia kn ata pagal .... Sabu sata kahib

    • @arjunsahoo1852
      @arjunsahoo1852 Před 2 lety +1

      @@dasmamali579 se jhia pagal nuha tanku jou mane murder ଭାବୁଛନ୍ତି ସେମାନେ ସବୁ ଗୋଟେ ଗୋଟେ ପାଗଳ

    • @arjunsahoo1852
      @arjunsahoo1852 Před 2 lety +1

      @@sambitmohapatra7278 ମାଗଣା ଲୋକ ଙ୍କ କିଛି କାମ ଧନ୍ଦା ନାହିଁ ଭାଇ କଣ କରିବେ , ତାଙ୍କ ପଛରେ ଲାଗିଛନ୍ତି

  • @basudevkalar7796
    @basudevkalar7796 Před 2 lety +22

    ଆଦିତ୍ୟ ଦାସ ଦୁନିଆ ରେ ନାହାନ୍ତି ସତ
    ହେଲେ ସମସ୍ତ ଙ୍କ ହୃଦୟ ରେ ଅଛନ୍ତି...

  • @teachervloggerjunoon5867
    @teachervloggerjunoon5867 Před 2 lety +151

    ବହୁତ ଦୁଃଖ ଲାଗିଲା ଦେଖିକି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ😓💙💙💚💚💚

  • @Satya91
    @Satya91 Před 2 lety +45

    ନନ୍ଦିଘୋଷ ଟିଭି କୁ ଅନୁରୋଧ,ଭାଇ ଆଦିତ୍ୟ ର ବାପା ମାଆ ଙ୍କୁ କିମ୍ବା ଓ acf ସୋମ୍ୟୁ ଙ୍କ ପରିବାର କୁ ଗୋଟେ ଦିନ ଲକ୍ ଡ଼ାଉନ ଡାଇରୀ କୁ ଡାକି ସୁଯୋଗ ଦିଅନ୍ତୁ ତୁମ ଟିଭିର ଧର୍ମ ହେବ,ସେମାନେ ତାଙ୍କ ପୁଅକୁ ହରେଇଛନ୍ତି, ତାଙ୍କ ହୃଦୟର ବହୁତ କଥା ଚାପିହୋଇ ରହିଛି,ସତ କଣ ପବ୍ଲିକ ଜାଣିବା ଦରକାର, କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନୁହେଁ,ଯୀଏ ଦୋଷ କରିଛି ସିଏ ଦଣ୍ଡ ପାଇବା ଉଚିତ

    • @ritupriyamohanty2099
      @ritupriyamohanty2099 Před 2 lety

      Jadi ata mulya hin promotion tebe subhasis sarangi ku kan pain sujogo debe ...tara kana lose haichi ki ...se amti kan kari daichi ki je taku sujog dia jiba

    • @Satya91
      @Satya91 Před 2 lety +1

      ଆଦିତ୍ୟ କୁ ଯିଏ ମାରିଛି କି ସିଏ ଯାହା ପାଇଁ ମରିଛନ୍ତି ,ଭଗବାନ କରନ୍ତୁ ସିଏ ବି କେବେ ଶାନ୍ତି ନ ରହି ନପାରୁ,

  • @promadamishra1397
    @promadamishra1397 Před 2 lety +48

    ନିଜ କଲା କର୍ମ କୁ ଭୁଲିବାକୁ ଏ ଆଚରଣ।ସ୍ବାମୀ କୁ ଏତେ ଭଲ ପାଉଥିଲା ଯେ ଥାନାରେ FIR Fri ନ ଥିଲା।ସେ ଦିନ ରାତିରେ କେମିତି ଷ୍ଟେସନ ରେ ରହିଲା ସ୍ୱାମୀର ଶବକୁ ନିଜେ ଠାବ କଲା ଏ ରହସ୍ୟର ଉନ୍ମୋଚନ କଲାନି।ପକ୍କା ଅଭିନେତ୍ରୀ ବଢିଆ ଅଭିନୟ କରୁଛି।ଅଭିନୟରେ ଫସାଇ ଆଦିତ୍ୟ କୁ ବାହାହେଲା ତାପରେ ତାର ....

    • @roaststarrdk6077
      @roaststarrdk6077 Před 2 lety +5

      Tu Mgh sabu janichhu naa

    • @promadamishra1397
      @promadamishra1397 Před 2 lety +10

      @@roaststarrdk6077 ମୁ ସବୁ ଜାଣିନି।ଓଡ଼ିଶା ସରା ଯାହା ଆଲୋଚନା ହେଉଥିଲା।ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମ ରୁ ଯାହା ଶୁଣିଛି ତାକୁ ଦେଖି ମୋ ମତାମତ ଦେଲି ଆପଣ ଗ୍ରହଣ ନ କରନ୍ତୁ ।ଅନ୍ତତଃ ଭାଷା ଭଦ୍ର ହେବା ଉଚିତ୍।ଭାଷା ଅମର ଶିକ୍ଷା,ସଂସ୍କାର ପରିବାରର ମର୍ଯ୍ୟାଦା ର ପରିଚୟ ଦିଏ।🙏

    • @sambhunathmahapatra1528
      @sambhunathmahapatra1528 Před 2 lety +3

      @@roaststarrdk6077 ଗାଳି ରୁ କେତେ ଭଦ୍ର ସବୁ ଜଣା ପଡୁଛି

    • @hapankuli
      @hapankuli Před 2 lety

      Right

    • @sambitmohapatra7278
      @sambitmohapatra7278 Před 2 lety +4

      @@promadamishra1397 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @oynarottamallmusicplayer6091

    ଆଜି ର ଦୁନିଆ ରେ ଯିଏ ମଦ ବିରଧି ହେଇଛି ଏ ଦିନିଆଁ ରେ ନାହିଁ ଇଏ ତୋ ଜଳନ୍ତ ଉଦାହରଣ 🙏🙏🙏🙏

  • @avipsatripathy3043
    @avipsatripathy3043 Před 2 lety +12

    ଯଦି ତୁମେ ଏତେ ଆମ ଭାଇ ଙ୍କୁ ଭଲ ପାଅ, ଭାଇ କଣ ପାଇଁ ନ୍ଯାଯ ପାଉ ନାହାଁନ୍ତି.... ପାଇ ଯିବା କଥା,

  • @tapasbehera5758
    @tapasbehera5758 Před 2 lety +48

    Aditya Bhai bahut badhiya pila thila. ame samosta tumoku khujuchu bhai 🙏🙏🙏🙏 Jay jagannath 😭😭😭

  • @rajibkumarmohanty8617
    @rajibkumarmohanty8617 Před 2 lety +115

    ନନ୍ଦିଘୋଷ ଆ ପରେ ଡ଼ି ଏଫ ଓ ଆଉ ବିଦ୍ୟା ଭାରତୀ ର ବଜାଅ.ତମ ଚାନେଲ ମାଲିକ ଯେମିତି ତମ ପୋଗ୍ରାମ ବି ସେମିତି.

    • @reetap4008
      @reetap4008 Před 2 lety

      ଆରେ ତୋର ପ୍ରଥମ କାମ କରିବାକୁ ଦରକାର କି chasama ବଦଳେଇବା 😠

    • @rajibkumarmohanty8617
      @rajibkumarmohanty8617 Před 2 lety +3

      @@reetap4008 ଚଷମା ପଠେଇବେ କି?

    • @sandeepbaliarsingh8463
      @sandeepbaliarsingh8463 Před 2 lety

      @@reetap4008 Tora poduchi bahut.

    • @reetap4008
      @reetap4008 Před 2 lety

      @@rajibkumarmohanty8617 ସତ କୁ ବରଦାସ୍ତ କରି ପାରୁନ ନା

    • @rajibkumarmohanty8617
      @rajibkumarmohanty8617 Před 2 lety

      @@reetap4008 ମୁଁ ଭାବୁଛି ଆପଣ ବରଦାସ୍ତ କରିପାରୁନାହାନ୍ତି

  • @soumyaranjanrout5489
    @soumyaranjanrout5489 Před 2 lety +48

    Background Music Of Nandighosh Tv Was Awesome......God Bless You All.... And May Almighty God Bless The Devine Soul Of Late Manav Premi Aditya Dash .
    This Show Feels Like Slightly Promotional...🙂

  • @sasmitavlog1532
    @sasmitavlog1532 Před 2 lety +11

    Bhukta bhogi nahele Jane aau jananka dukha bujhiparena..... salute this lady🙏

  • @festivals3758
    @festivals3758 Před 2 lety +50

    ଭଗବାନ କରନ୍ତୁ ତୁମେ ବୋହୁତ ଆଗକୁ ଯାଅ ବିଦ୍ୟାଶ୍ରୀ।କାହା କଥାକୁ ନଶୁଣି ନିଜ ଲକ୍ଷ୍ୟ ପଥରେ ଆଗକୁ ମାଡିଚାଲ।ଯଦି ପାରୁଛ ସମାଜ ପାଇଁ କିଛି ଭଲ କାମ କରିବାକୁ ଚେଷ୍ଟା କର।🙏🙏🙏

    • @srimantakmishra565
      @srimantakmishra565 Před 2 lety +3

      ସେ ବାଳ କରିବ ଭାରି ପ୍ରେମ ଉଛୁଲୁଛି ନାରେ

    • @sambitmohapatra7278
      @sambitmohapatra7278 Před 2 lety +7

      @@srimantakmishra565 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

    • @rajashreepanda6928
      @rajashreepanda6928 Před 2 lety +2

      Satare Bidyashre hauchanti samasta nka pani gote udhaaharan Bidyashre bahut bhala tanku kahe kharap kuhantuni please...... 🙏

  • @guru3833
    @guru3833 Před 2 lety +18

    Bidyasri mam apana bahut talented au bahut sahasi bi apananka bhali au kehi bodh hue ta husband ku vala pai paribani aditya sir nku jiban sara emiti vala pau thantu au bahut khusire ruhantu

  • @rajkishoredas2507
    @rajkishoredas2507 Před 2 lety +27

    ମହା ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଅସୀମ ଧର୍ଯ୍ୟ ଓ ଆତ୍ମବିଶ୍ବାସ ଦିଅନ୍ତୁ ଆଗାମୀ ଜୀବନ ରେ ଆପଣ ବହୁତ୍ ଉନ୍ନତି କରନ୍ତୁ🙏🙏

  • @Ndas4291
    @Ndas4291 Před 2 lety +5

    Bahut bhala lagila sankar bhai emite episode pain 🙏god bless you bidyashree 🤗

  • @sampatsethi2491
    @sampatsethi2491 Před 2 lety +15

    Really salute mam u r very great 💗☺️💖

  • @priyachoudhury3146
    @priyachoudhury3146 Před rokem +1

    I can't stop my crying 😭😭😭...jia jaha kahu janini but aeta gote jhia pain bad moment 😢😢😢

  • @mrraj1939
    @mrraj1939 Před 2 lety +22

    ସବୁ ପ୍ରକାର ଗୁଣ ଅଛି ହେଲେ କଣ କରିବା ଭାଗ୍ୟ ଖରାପ।

  • @odishadrivermahasangha1712
    @odishadrivermahasangha1712 Před 2 lety +11

    Miss you aditya bhai 🙏🥺really bidyashree dd proud of you 😊😊🙏🙏🙏🙏

  • @saikatbohidar7745
    @saikatbohidar7745 Před 2 lety +76

    This lady is speaking from heart. Normally, our society shows only superficial sympathy for women. Only a lady knows how much she suffers when she loses her husband. May God give her enough strength to live her life.

  • @AbdulBasit-ve7hi
    @AbdulBasit-ve7hi Před 2 lety +34

    ପ୍ରକୃତରେ ନାରୀ ମାୟା କୋଈ ନେହିଁ ପାୟା
    Sem ଟୁଇଷ୍ଟ case ଆଦିତ୍ୟ ଦାସ = ସୌମ୍ୟରଂଜନ
    ଯଦି media wala ତମର ଦମ ଅଛି ଏ 2ଟି case ର ପରଦା ଫାଶ କରି ଦେଖନ୍ତୁ ତେବେ ଆମେ ଜାଣିବୁ

  • @Motivationstar5k
    @Motivationstar5k Před 2 lety +11

    Jaha sangare ghatichhe se janiba baki log kana achhi khali maza dekhibe dosa debe
    Be strong sister... Life re agaku badha...

  • @hrudayaragita7961
    @hrudayaragita7961 Před 2 lety +13

    ଜୟ ଜଗନ୍ନାଥ ମହାପ୍ରଭୂ ହସିବାର ସାହାସକୁ ହଜାରେ ଗୁଣରେ ପ୍ରଦାନ କରନ୍ତୁ ଭଉଣୀ ତୁମକୁ❤️❤️🙏🙏

  • @sainalifestyle6374
    @sainalifestyle6374 Před 2 lety +3

    Sai Baba plz amiti dukha kahaku duani

  • @rakeshchandrapradhan114
    @rakeshchandrapradhan114 Před 2 lety +7

    କାଇଁ ଆଦିତ୍ୟ ଭାଇ ବଞ୍ଚି ଥିଲା ବେଳେ କେବେତ ଚ୍ୟାନେଲ ରେ ଦେଖେଇନ... ବିଜୁ ସମାଚାର
    ଓଡିଶା ବାସି ଭଲସେ ବୁଝି ପାରୁଛନ୍ତି

  • @sameerbarik903
    @sameerbarik903 Před 2 lety +2

    ବଢିଆ ନାଟକବାଜି l

  • @sambitmohapatra7278
    @sambitmohapatra7278 Před 2 lety +25

    ଭଗବାନ ତୁମକୁ ସହାୟ ହୁଅନ୍ତୁ ବିଦ୍ୟାଶ୍ରୀ, ଆଗକୁ ଆଗକୁ ଯାଅ, ନିଜର ସବୁ ସ୍ବପ୍ନ ପୁରଣ କର।🙏🙏

  • @odialifestyleinodisha4649
    @odialifestyleinodisha4649 Před 2 lety +13

    God bless u 🙏🙏🙏🙏🙏❤❤❤❤

  • @sasmitarout2215
    @sasmitarout2215 Před 2 lety +44

    Really heart touching ❤️❤️❤️❤️❤️, God bless you Bidyashree,

    • @BS0824
      @BS0824 Před 2 lety

      czcams.com/video/4tUmvnAf4wE/video.html

  • @dusmantasahu8692
    @dusmantasahu8692 Před 2 lety +9

    Great salute didi...really you are very strong ....i pray near the god to give you more energy and strong.

  • @ajitmahanta5285
    @ajitmahanta5285 Před 2 lety +88

    ଏ କଣ ଜଣେ କଳାକାର କି ତାକୁ ଟିଭି ରେ କଣ ପାଇଁ ବାହାର କରିଛନ୍ତି ଛି ଛି

  • @ankitamohapatravlog2327
    @ankitamohapatravlog2327 Před 2 lety +22

    So sweet mam 🙏

  • @sanjeevpaikray977
    @sanjeevpaikray977 Před 2 lety +14

    Be brave ! Jay Shree Jagannath !💐💐

  • @punammishra8396
    @punammishra8396 Před 2 lety +19

    Wow.. 🙏🙏 m really crying 😭😭

    • @BS0824
      @BS0824 Před 2 lety

      czcams.com/video/4tUmvnAf4wE/video.html

  • @BiswajitDas-oo3mt
    @BiswajitDas-oo3mt Před 2 lety +19

    ଶଙ୍କର ପାଇଁ ଆପଣ ନିକ ଆୟ ପାଇଁ ଏ କାମ କରୁଛନ୍ତି କିନ୍ତୁ ଆପଣ ନିଜେ କୁହନ୍ତୁ ଏସବୁ ଠିକ ନ ଭୁଲ

  • @subhalaxmipatra8802
    @subhalaxmipatra8802 Před 2 lety +5

    Storng ruha dii bhagban sabu thhik heijiba

  • @mouthfulofrecipes2380
    @mouthfulofrecipes2380 Před 2 lety +7

    U r great n down to earth bidyashree mam.dont think about people comment.u r the strongest lady I found.go ahead

  • @susmitamanna940
    @susmitamanna940 Před 2 lety +16

    God bless you di ...tears in my eye..can feel the pain ...be strong

  • @jitendradas4392
    @jitendradas4392 Před 2 lety +11

    Didi good bless you namskar

  • @BiswajitDas-oo3mt
    @BiswajitDas-oo3mt Před 2 lety +45

    ବିଦ୍ୟାଶ୍ରୀ ଙ୍କ ନାମ କିଏ reffer କରିଥିଲେ ଏ କାର୍ଯ୍ୟକ୍ରମ ପାଇଁ???

    • @sanghamitradas371
      @sanghamitradas371 Před 2 lety +4

      Pandiyan deithiba bodhe

    • @malayaranjanbehera6892
      @malayaranjanbehera6892 Před 2 lety +4

      DFO kebe asiba ehi show ku

    • @ajitsahu5591
      @ajitsahu5591 Před 2 lety +4

      ଶଙ୍କର ଭାଇ ତମେ ଆଦି ଭାଇ ଙ୍କ ବାପା ମା ପାଖକୁ ଜାଇଥିଲେ ଜାଣି ଥାନ୍ତ କେତେ କଷ୍ଟରେ ଅଛନ୍ତି ପୁଅକୁ ହରେଇ ଓଡିଶା ବାସି ଜାଣି ଗଲେ

  • @akshayakumarbhol4132
    @akshayakumarbhol4132 Před 2 lety +35

    ଇଚ୍ଛା ଥିଲା କଣ ? ଆକ୍ଟିଂ ବଢିଆ ଜଣା ଅଛି ।

  • @rajalaxmipriyarout33
    @rajalaxmipriyarout33 Před 2 lety +20

    Be strong madam!! May god bless you

  • @saishraddhaworld324
    @saishraddhaworld324 Před 2 lety +10

    Jie jmt karma kariba tar hisab vagban karibe but hey pravu, amit vagya kau jhia ku au na milu...

  • @jbsahoo2060
    @jbsahoo2060 Před 2 lety +12

    Ur voice is so sweet

  • @ash_abhi7225
    @ash_abhi7225 Před 2 lety +5

    Strong lady...... bhagaban tamaku bahut bhalare rakhibe di

  • @sambitmohapatra7278
    @sambitmohapatra7278 Před 2 lety +17

    ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @bhagyalaxmiswain4242
    @bhagyalaxmiswain4242 Před 2 lety +6

    Bahut lok mane kahuchanti j a jhia tar swami ku marichi boli.kintu mu tar a show dekhila pare biswas kariparuni j se mari thib boli.sat kn ta ame janinu au prakrut dosi kie na jani kahaku aparadhi kahibata b bhul .sabu bhagaban nku jana bhagaban karantu prakrut dosi samnaku asu au se bapa maa nku nyay milu.,🙏 Jai jagannath

  • @rani65432
    @rani65432 Před 2 lety +15

    I Love u bidyashree didi ,U'r great

  • @madhuridigitaldiary74
    @madhuridigitaldiary74 Před 2 lety +30

    Both r my feb❤❤😭😭be strong bidyasree🙏🙏we r always with u

  • @bibhisankhilar4670
    @bibhisankhilar4670 Před 2 lety +15

    We miss manab premi Aditya nath
    I am praying, God place you in heaven....🙏

  • @bestbroilerchicksinodishaf4662

    ଜା ହଉ ଟାଟୁ ଟା private re heichi

  • @Anjuanil6757
    @Anjuanil6757 Před 2 lety +10

    😭😭😭😭😭😭 didi mate bahuta dukha laguchi 😭😭😭

  • @jyotiranjansahoo2330
    @jyotiranjansahoo2330 Před 2 lety +7

    God bless you 🙏

  • @crazyboy6986
    @crazyboy6986 Před 2 lety +21

    Really salute bidyasri Didi 🙏🙏 God Bless you Aditya Bhai

  • @nirakarapradhan2545
    @nirakarapradhan2545 Před 2 lety +4

    Thanku n tv.gote jhia Ra dukha haluka karithibaru.smile sweet girl

  • @sudarsanmohanty5598
    @sudarsanmohanty5598 Před 2 lety +10

    Adi bahi I miss you 😢😢😢

  • @sambitkumarnayak3462
    @sambitkumarnayak3462 Před 2 lety +8

    Heart ❤katha pura....

  • @sasmahapatra2654
    @sasmahapatra2654 Před 2 lety +10

    Absolutely right Bidyashri ! You also gave best to Aditya !

  • @premratanvisiting3213
    @premratanvisiting3213 Před 2 lety +83

    ଶୃଗାଳ ର ନୀଳ ରୂପ ନୁହେଁ ତ ?

    • @Prakash-lw4nc
      @Prakash-lw4nc Před 2 lety +4

      Tu mane mane gote CBI

    • @reetap4008
      @reetap4008 Před 2 lety +2

      ତୋ ଆଖିରେ ବୋଧେ ପରଳ ପଡି ଯାଇଛି

    • @premratanvisiting3213
      @premratanvisiting3213 Před 2 lety +5

      @@reetap4008 ସମସ୍ତ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଅଛି

    • @reetap4008
      @reetap4008 Před 2 lety +1

      ଆଖି ପରୀକ୍ଷା କରେଇ ନିଅ 😡

    • @reetap4008
      @reetap4008 Před 2 lety +2

      @@premratanvisiting3213 ସନ୍ଦେହ ଗୋଟେ କାନସର ରୋଗ 😊
      ଜେମିତି ବର୍ତ୍ତମାନ୍ ସୌମ୍ଯ କେସ ରେ ବିଦ୍ୟା ପଛରେ ପଡ଼ିଛନ୍ତି 😡😡

  • @akshayakumarbhol4132
    @akshayakumarbhol4132 Před 2 lety +10

    ଏମିତି ଅଭିନୟ ଦେଖେଇଲେ ଲୋକେ ବାଉଳା ହୋଇଯିବେ ବୋଲି ଭାବୁଛନ୍ତି କି ? କାହିଁକି ଏ ଲିପାପୋଛା ଉଦ୍ୟମ ?

  • @sushreesangitamohanty256
    @sushreesangitamohanty256 Před 2 lety +12

    Really miss you Aditya vaii😭😭

  • @jitendrabal5126
    @jitendrabal5126 Před 2 lety +8

    ଜୀବନରେ ଦୁଃଖରୁ କିଛି ସିକିବାକୁ ମେଳେ ମା ନିଜ ଭିତରେ ଅନୁଭବ ରୁ ଜୀବନ ପରିବର୍ତନ ହୁଇଥାୟ

    • @BS0824
      @BS0824 Před 2 lety

      czcams.com/video/4tUmvnAf4wE/video.html

  • @Pabitra_kumar_Jena
    @Pabitra_kumar_Jena Před 2 lety +14

    😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡କାଲି ଯୋଉ ମାନେ କୋଉ ଥିଲେ ବିଦ୍ୟାଶ୍ରୀ ଖରାପ ଆଜି ସେହିମାନେ କହୁଛି.ବିଦ୍ୟାଶ୍ରୀ ଆମେ ତୁମ ସାଙ୍ଗରେ ଅଛୁ. ମୂର୍ଖ ଗୁଡ଼ା ବହୁତ ପ୍ରସଙ୍ଗା କରୁଛି. ନୀଳଯ୍ୟ ଗୁଡାକ, ଏଇଥି ପାଇଁ ଓଡିଶା ଗରିବ ଆଡକୁ ଯାଉଛି. ଆଜି ଯୋଉ ମୂର୍ଖ ଗୁଡ଼ା କହୁଛି..ସୋମ୍ୟ ସ୍ତ୍ରୀ ବିଦ୍ୟା ଭାରତୀ ଖରାପ କାଲି ସବୁ ଭୁଲି ଯାଇ କହିବେ.ବିଦ୍ୟା ଭାରତୀ ଭଲ. ଆମେ ତୁମ ସାଥିରେ ଅଛୁ. ଠିକ ସେହି ପରି ଆଜି ଯୋଉମାନେ କହୁଛି ନବୀନ ଖରାପ vote ସମୟରେ 500 କି 1000 ମିଳିଗଲେ କହିବେ ନବୀନ ଭଲ..ଧିକ ଏ idiot's ଗୁଡାକୁ.ମୋମତରେ ଏଗୁଡା ଯେତେବେଳେ ହଇରାଣ ହେବ ଏଗୁଡ଼ାକୁ ସାହାଯ୍ୟ କରିବା କଥା ନୁହେଁ. କୋଷ୍ଟ ପାଇଁ ମରିବା ଦରକାର

  • @simpiranisahu2046
    @simpiranisahu2046 Před 2 lety +16

    be strong always dii you are good ....so be happy always please

  • @cutyqueen....7949
    @cutyqueen....7949 Před 2 lety +1

    Wowwwww.......!!!!! ❤️❤️❤️❤️

  • @festivals3758
    @festivals3758 Před 2 lety +10

    God bless you Bidyashree.

  • @RudranshiDas
    @RudranshiDas Před 2 lety +11

    I appreciate u

  • @itishreesahoo2219
    @itishreesahoo2219 Před 2 lety +11

    Be strong di

  • @geetagitanjali9064
    @geetagitanjali9064 Před 2 lety +25

    Soo talented ...

  • @munulipivlog1002
    @munulipivlog1002 Před 2 lety +13

    Be strong bidyashree 👍... god bless u

    • @BS0824
      @BS0824 Před 2 lety

      czcams.com/video/4tUmvnAf4wE/video.html

  • @cookwithpravasa5452
    @cookwithpravasa5452 Před 2 lety +4

    May God give you strength to go ahead

  • @eswarswain6132
    @eswarswain6132 Před 2 lety +1

    Heart touching...Jay jagannath apanku bhalare rakhantu..

  • @litupradhan5343
    @litupradhan5343 Před 2 lety +36

    Next bidiyabharati Sankar Bhai lockdown diary pgm

  • @asutosapanda5755
    @asutosapanda5755 Před 2 lety +3

    GOD BLESS YOU 💖

  • @miss_jhilu5965
    @miss_jhilu5965 Před 2 lety +14

    Best couple ❤️❤️❤️

  • @shubhasmitajena27
    @shubhasmitajena27 Před 2 lety +6

    So sweet madam

  • @krushnakanha3770
    @krushnakanha3770 Před 2 lety +21

    Really good bidyashree Didi😭❤️❤️❤️❤️❤️❤️❤️

  • @odia_pila_creation
    @odia_pila_creation Před 2 lety +15

    ନା କଳାକାର, ନା ସମାଜ ସେବକ, ନା ଖେଳାଳି, କିଛି ତ ବାଳ ନାଇଁ, ତାକୁ କାଇଁ episode ରେ ନେଲ. ।

  • @akshayasahoo8251
    @akshayasahoo8251 Před 2 lety +7

    🙏🙏❤❤

  • @sunilmahakud1
    @sunilmahakud1 Před 2 lety +6

    God bless you dii

  • @aramrita7915
    @aramrita7915 Před 2 lety +15

    Miss you adi bhai😭😭😭

  • @vilegeboylitu..1793
    @vilegeboylitu..1793 Před 2 lety +22

    ତୁମଙ୍କୁ ଭଗବାନ ସବୁବେଳେ ଖୁସିରେ ରଖିଥାନ୍ତୁ

  • @bombblast8973
    @bombblast8973 Před 2 lety +12

    Rhea chakabarty lite - Bidyashree
    Aajtak lite - Nandighos tv

  • @liladulalipradahan3002
    @liladulalipradahan3002 Před 2 lety +3

    Real thing s sir

  • @pratimapedi1965
    @pratimapedi1965 Před 2 lety +1

    Hai Bhagawan Bidyashree ku strong bonao agaku agaku aahuri.

  • @anilpail5064
    @anilpail5064 Před 2 lety +8

    Bidyashree didi bahut bhala.

  • @odiasubhashreevlog192
    @odiasubhashreevlog192 Před 2 lety +7

    Bahut sundar bidya sister. Love you

  • @manoramajenamani2691
    @manoramajenamani2691 Před 2 lety +8

    Love u di,be strong

  • @sabarcreativesomedifferent2183

    A strong lady very nice God bless u ✨✨✨☀️🙏

  • @sailabalagiri8602
    @sailabalagiri8602 Před 2 lety +9

    God blesse u mam

  • @su-priyadailyvlog
    @su-priyadailyvlog Před 2 lety +2

    God bless you

  • @manashi_shorts_424
    @manashi_shorts_424 Před 2 lety +5

    Heart touching 😭😭😭😭😭😭

  • @nd9222
    @nd9222 Před 2 lety +11

    I always support you. Dee . 👍🏻👍🏻👍🏻 Stay strong God bless you 🙏🏻

  • @Ab-oy1kh
    @Ab-oy1kh Před 2 lety +5

    Dhanyaree ଓଡିଶା ପୋଲିସ

  • @kuni8103
    @kuni8103 Před 2 lety +2

    Soooosweet my dear .stay blessed always

  • @akgroupofhotel8820
    @akgroupofhotel8820 Před 2 lety +5

    Bidyashree madam Bahut bhala acting 👆

  • @jotyprakashswain3433
    @jotyprakashswain3433 Před 2 lety +17

    God bless you mam

    • @BS0824
      @BS0824 Před 2 lety

      czcams.com/video/4tUmvnAf4wE/video.html