BJD Condemns BJP's Decision to Change LAccMI Buses' Name and Color | Nandighosha TV
Vložit
- čas přidán 5. 07. 2024
- #laccmibus #bhubaneswar #bjd #politics #nandighoshatv
ଲକ୍ଷ୍ମୀ ବସ୍ ର ରଙ୍ଗ ନାଁ ଓ ରଙ୍ଗ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ସାମ୍ବାଦିକ ସମ୍ମିଳନୀ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ ସରକାର। କମ୍ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ୍ ଯୋଜନା କରିଥିଲେ ନବୀନ ପଟ୍ଟନାୟକ ସରକାର
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
CZcams: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
କରିବାର ଅଛି ତ ଆଉ ନୁଆ ଗାଡ଼ି ଦେଉନା କଣ ରଙ୍ଗ ବଦଳାଉଚ୍ଚ
ବସ୍ ନୁଆ ଅଚି ରଗଂ କରିବା ଦରକାର ନାହିଁ
Kichhi kariparibani...jaha Odisha basi nku pratisruti deithila. Seita aaga karyakari karantu
ବିଜେପି ଓଡିଶା ku ବିକିଦେବେ
Hina manasikata
🎉🎉🎉🎉ଜେତେବଦଳଅ ନବୀନବାବୁଙ୍କୁ ୪-୩୦- ୱଢିସାବାସି ମନରେ ଥିବେ 🎉🎉
ରଙ୍ଗ ଓଡିଶା
Tike to saram kara bjp sarkar. Chi chi Pawar ochi hele. Nuaa. Jajanaa. Kara
Sabu loke odishare samalochana karuchhanti ! Chhi chhi bjp
Medam ambulance gadi ranga sabuja achhi taku garua kariba pai sarakar ku kuhantu?
ଜୟ ବିଜେପି ଜୟ ଜଗନ୍ନାଥ 👍
Bjd ସରକାର କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାରେ ସବୁ ସରକାରୀ bus ଗୁଡିକର କି ରଙ୍ଗ ଥିଲା
ଲକ୍ଷ୍ମୀ ବସ କଣ ନବୀନ ପଟ୍ଟନାୟକ ତା ବାପର ଟଙ୍କାରେ କିଣି ଥିଲା ନା ସରକାରୀ ଟଙ୍କା ରେ କିଣା ଯାଇଥିଲା
BJP pruchi jadi nua sckim bahara karntu ranga dele kana heba
Verry nice
ଏମାନେ ତ ଖାଲି ରଙ୍ଗ ବଦଳେଇ ବାରେ ଟଙ୍କା ସରିବେ।ଆଉ ପଛରେ କହିବେ ଅର୍ଥ ନାହିଁ ଚାକିରି ଦବାକୁ।କିଛି ଦରକାର ନାହିଁ ,ରଙ୍ଗ ଦବା ଏସବୁ କାମ ଏବେ recent ହେଇଚି ସବୁ ନୂଆ ଅଛି।ବାଜେ କାମରେ ପଇସା ନ ସାରି ଭଲ କାମ କର।
ସରକାର ଡାଲି ଯୋଜନା କରନ୍ତୁ 😂😂😂
Good evening sir odisha Jay Hind 🇮🇳🇮🇳🙏🙏🙏 Happy New year 2024
ସମସ୍ତଙ୍କର ପସନ୍ଦ alaga
Good evening sir odisha Jay Jagannath 🙏🙏🙏🙏🙏 Happy New year 2024