ବହୁତ୍ ବଢିଆ ହେଇଛି ଏବେ ଆଁ କରି ବସିଥା 😡😡ମୋଦୀ ମୋଦୀ ହେଉଥିଲ ଏବେ ଭୋଗ 😡😡
Bhal heichi enku...... 😡
Naveen sir nku hareile ebe Gujarati Adani Sarker
Tamil Tamil kahi gujrati nku Ani basei dele odisha loka😂😂 @@TheSouryan
ସେତେବେଳ ପାଣ୍ଡୁ ଲୁଟୁଥିଲା, ଏବେ ଆଦାନୀ ଲୁଟିବ । ଲୋକଙ୍କ ଅବସ୍ଥା ସେଇ ଜୋତା ପିଆଜ ଗପ ଭଳିଆ ।@@TheSouryan
କିଛି ହେଇନି ସବୁ ବିକି ଦେଲେ ବି ମୁ କହିବି ଜୟ ଶ୍ରୀ ରାମ
ଏତିକି କହିଦେଲେ ସବୁ ଶାନ୍ତି
କାରଣ ମୁ ଜଣେ ଅନ୍ଧ ଭକ୍ତ😂
ଆଉ ୧୭ ଟା ଖଣି ବି ବିକ୍ରି ର ଯୋଜନା। ଆଦାନୀ ବି ଲିଜ ରେ ଆବେଦନ କରି ପାରିବେ। ଓଡ଼ିଶାବାସୀ ଙ୍କୁ ବିଜେପି ର ସ୍ଵାଦ ଚାଖିବା ଦରକାର ଥିଲା। ୫ ବର୍ଷ ରେ ୨୫ ବର୍ଷ ର ବିକାସ ଆରମ୍ଭ ହେଲାଣି। ଖଣି ରେ ବଡ଼ ବଡ଼ ଗାତ ଖାଇ ହେଇ ଯିବ, ଓଡ଼ିଆ ମାଛ ଚାଷ କରିବେ। ଓଡ଼ିଆ ଦାଦନ ଖଟିବା ପାଇଁ ବିମାନ ରୁ ସୁରଟ ଯିବେ। 😂 ଏବେ ତ ଆରମ୍ଭ । ଆଗକୁ ଦେଖ ହୋତା ହୈ କ୍ୟା ? 😂😂 ଆଉ ସେ ପଟେ ବିଜେପି ପଚାରେ କଂଗ୍ରେସ ଆଉ ବିଜେଡି କଣ ବିକାସ କରିଚି? ଯାହା ଏଇ ଦଳ ଦେଇ ଥିଲେ ତାକୁ ହିଁ ବିକି ଚାଲିଛୁ ରେ ତମେ । ଲଜ୍ଜ୍ୟା
BJD harla bele chhati jaluchhe k Rita Sahu power re thila j tor barpali over bridge bani sarla na k ?
ଯିଏ ବାପର ହେଲାନି, ଭାଇ ମାନଙ୍କର ହେଲାନି, ସ୍ତ୍ରୀର ହେଲାନି,
ସେ ଦେଶର ହବ ??
ଅନ୍ଧ ଭକ୍ତ ମାନେ ଆଖି ପରୀକ୍ଷା କରି ନିଅ ଆଗକୁ ଓଡ଼ିଶାର ଦୁର୍ଦ୍ଦଶା ଦେଖି ବା ପାଇଁ 😡😡
ଚୋର କୁ ଚୌକିଦାର କଲ ଏବେ ଚୌକିଦାର ହିଁ ଚୋର ହେଲା😡😡ପେଟ ଫୁଲା ଭାଙ୍ଗି ଗଲା ନା ତୁମ ମାନଙ୍କ ର,ମାତ୍ର 20ଦିନ ରେ ଏତିକି 5ବର୍ଷ ରେ ଦେଶ ର ଆଉ କିଛି ନ ଥିବ ଦେଶ ବାସି ଙ୍କ ଅବସ୍ଥା ଋଷିଆ ବାସୀଙ୍କ ଭଳି ଥିବ😡😡
ଘରୋଇ କରଣ କଲେ ନିଆଁ ଜଳିବ ଆମ ରାଜ୍ୟ ରେ ଏ ସବୁ ଚଳିବ ନାହିଁ
Bala haba kichhi kariparibani ...bhai tankara jaha ichha seya karibe ...
Kichhi banani. 2000 2000 tanka hatta ମୁହଁକୁ ମାରିଲେ ଆମ ଓଡ଼ିଶା ଲୋକ ଚୁଁ ବି ପାଟି ଖୋଲିବେନି। ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହି ଚିଲ୍ଲେଇ ହେଉଥିଲେ ସେମାନେ ଲାଞ୍ଜ ଜାକି କୁଁ କୁଁ ହେବେ। 😂
ଏ ଭଉଣିଗିହା ସବୁ ବିକିବା ପ୍ଲାନ୍ ରେ ଅଛନ୍ତି
Bhai tumaku support kare hele andhabhakat byabahar karuthiba bahaasa kuhani,kebala seimane hin kabiba jogya
Sabu ta biki sarilani,jio Ambani internet,call rate sabu badheiba, BSNL bikidela mg odisha loka vote kemiti dele remote control cm Khali file re sine Kariba,jadi airport bikiba ticket rate badhijiba
BJP ମୁକ୍ତ ଭାରତ ହେବା ନିହାତି ଜରୁରୀ 😡😡
Only BJP modi modi modi modi modi modi modi modi 24 to 49 1000 year brite future ❤❤❤❤❤❤❤❤❤❤
Chora BJP ra asla chehera dekha
Asu asu start heigale
Hou sansta chalu 🤣😄
Biju babunka name kaatiba mane odisha re bjp hatiba
Lajya lajya ki lajya.... BJP pura rajya ku biki deba.
Odisha loka mane dekha BJP ra govt
Biju Patnaik airport modi bopara nunha je se bikideba a sarkara nije bikri heijiba
DEKH TAMASHA ODISHA PUBLIC DOUBLE ENG GOVERNMENT KA DHAMAKA 😂😂😂😂😂😂😂
ଆଗକୁ ଓଡିଶା ଦେଖିବ ଓଡିଶା ଉପରେ ତାହାର କୌଣସି ଅଧିକାର ରହିବ ନାହିଁ ?????????
Biju Patnaik was the great international figure we cant give to privatization. 😢
Narendra modi ku pura bharata barsa ru out karidia.... Chi narendra modi... Chi....
Agrus Chanel news kouti soipadila, e news dekha jauni. Ruha andha vakta eita aranbha matra,dekha agaku au kn.. Kn hauchi😂😂😂😂😂
Start heigala😂😂😂😂bikiba .....agaru jouthi BJP thila se rajya ra sabu property private ku bikuchi ebe Odisha loka marantu deichanti ama suna ra Odisha ku bikidebe chora dala....jaldi hata yanku
Andha bhakta double engine
BJP o modi vagao desh banchao
Bhala heichi ahuri bjp ku support kara. Ruha sabu hairan Hebe
Frist come adani 🎉
ଇଏ ହେଇନିକିଛି ହେଇନିକିଛି ଦେଖ ଆଗକୁ କଣ ହଉଛି😂😂😂
My ❤ favourite ❤ Naveen sir ❤ and ❤ bjd 🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😌😌😌😌😌😌😌😌😌😌😌😌😌😌😌😌😌😌😌😌😌😌😌💔💔💔💔💔💔💔💔💔💔💔💔💯💯💯💯💯💯💯💯💯💯💔💯👍👍👍👍👍👍👍👍👍🌹🌹🌹🌹🌹🌹🌹👌👌👌👌👌👌👋👋👋👋👋👋
ଏଥିରେ କିଛି ବିବ୍ରତ ହେବାରେ ନାହିଁ କାରଣ ଆଦାନୀ ଅମ୍ବାନୀ ଟଙ୍କା ରେ BJP ଜିତିଛି ତେଣୁ ତାଙ୍କ କଥାରେ କାମ କରିବାକୁ ପଡ଼ିବ
ଏ ମାନଙ୍କୁ ପ୍ରଳାପ ଘୋଟିଚି
Jaha hau Modi jau kahithilee odisha gariba rajya se taku proove Kariba pain arambha haigala
Uttarpradesh double engine Sarkar thai bi india ra 2nd most poorest state (per capita) jouthi ki ebe odisha bengal thu bi upare
Eve sabu biki debe
People of odisha are responsible for this day.….just wait and watch how this government will take Odisha 25 yrs back where our honorable cm Naveen Pattnaik has started... Destruction and polarisation is bjp govt motto now.
Privatization will bring employment to Odisha that you should understand.
@@sanjeevkumarsoren1534 han bhai bujhuchi .. seiya hin haba Mumbai airport bhali.....Mumbai airport privatization Heichi Adani under re achi still ta owner Goverment hin.... Privatization hela boli Air India loss ru profit ku asila...seita hin main motive privatization karibara....hela ama loko vabuchnti pura bikri karidia hauchi seita problem
ମୋଦି ସବୁ ବିକିବ. କିଛି ଛାଡିବ ନାହିଁ.
Dei dia ambani au adani ku 😅
ଆମେ କରିବାକୁ ଦବୁନି, Airport ଆଉ ସନ୍ସଦ ଆଗରେ, ବହୁତ୍ ଲଢେ଼ଇ ହେବ ❤❤❤ ଏଇଟା ଓଡ଼ିଶା ❤❤❤
ଅନ୍ଧ ଭକ୍ତ ଜିନ୍ଦାବାଦ 😂😂😂
ଘରୋଇକରଣ କରଣ ମାନେ ଜାଣି ଜାଣି ଖାଇକୁ ଠେଲିବା ।
ଗୋଟିଏ ଜିନିଷ ଜଣଙ୍କୁ ଲିଜ୍ ରେ ଦେଲେ ଯାହା ହୁଅଇ। 🙏
ଏଥର ନାମ ନିଅ ଅନ୍ଧ ଭକ୍ତଗଣ, ଛି ଛି ଆ ଥୁ 😡😡😡😡😡
Aau sabu bjd project ra name change kari kahibe ame start karichu. Semane bhuli jauchanti ki Naveen Pattnaik and tanka sabu project gote gote brand
BJD b road ku asibaa darkar
ଅନ୍ଧ ଭକ୍ତ ଙ୍କୁ ଏ ସବୁ ଦେଖା ଯାଉଛି କି ନାହିଁ
ଜଳ ପଥ. ଆକାଶ ପଥ. ସ୍ଥଳ ପଥ ସବୁଗୁଡ଼ାକ ଘରୋଇ କରଣ କରିଦେଲେ. ସରକାର.ଦେଶ ବାହାରକୁ ଯିବେ କେମିତି ଓ ଭାରତ କୁ ଟ୍ରାନ୍ସପୋର୍ଟ ଯିବା. ଆସିବା କରିବ. କେମିତି ସବୁ ବନ୍ଧା? ଲାଭରେ ଚାଲୁ ଥିବା ସଂସ୍ଥାକୁ ଘରୋଇ କରଣ କରିବା ର ଆବଶ୍ୟକତା ରାଜ୍ୟ ବାସୀଙ୍କୁ ଟିକେ ବୁଝେଇ ଦେଲେ ଭଲ
Kn kalare ଓଡିଶା ହରିଆ ଦଳ 😂😂
Save Odisha
ଆଉ କିଛି ଦିନ ପରେ ଆମ ଝିଅ ବୋହୁ ବିକ୍ରି ହେଇଯିବେ
ପ୍ରଭୁ ରାକ୍ଷ୍ୟା କରନ୍ତୁ ପ୍ରଭୁ 🙏🙏🙏
କ୍ଷତି ହେଉଥିବା ସଂସ୍ଥା ଘରୋଇ କରଣ ହେବା ଉଚିତ। କର୍ମଚାରୀ ଠିକ୍ କାମ କରିବେ।
Please say No to Privatization.
It denigrates the quality of services along with hiking burdens on passengers.
Please revisit before taking any decision regarding privatization of Such things.
ଓଡ଼ିଆ ଅସ୍ମିତା କଥା ଉଠାଇବା ଥିଲା ଗୋଟେ ବାହାନା, ଓଡ଼ିଶା କୁ ବିକ୍ରି କରିବା ହିଁ ତାଙ୍କର ପ୍ରକୃତ ଯୋଜନା।
ଜୋରଦାର ଆନ୍ଦୋଳନ ହେବ... କେହି ସହିବେ ନାହିଁ।
Nabin sir strike haba mane haba jadi privatisation kariba ku bjp chesta bi kariba
Jadi Bhubaneswar Airport privatisation hue... Then Not only Congresd or BJD... But aam janta will also get into strike mode... I trust my Odisha bhai and bhauni maane this much...
ଏବେ ଆରମ୍ବ ମାତ୍ର ଆଗକୁ ସବୁ ବିକିବେ ଶେଷରେ କରନା ରୋଗ କହି କିଡ୍ନୀ ବେପାର କରିବା ପାଇଁ ନୁଆଁ ଏକ ରୋଗ ଆଣିବେ ଏବଂ ସମସ୍ତଙ୍କୁ ବିକିବା ଆରମ୍ବ କରିବେ କାରଣ ମୁଁ ଜଣେ ଅନ୍ଧ ଭକ୍ତ ମୋ ପାଇଁ ମନ୍ଦିର ଟେ ଏବଂ ସମ୍ପୂର୍ଣ୍ଣ ହିନ୍ଦୁ ଦେଶ କରିବା ହେଉଛି ମୋର ବିକାଶ ଖାଇବକୁ ନ ମିଳିଲେ ବି ମୁଁ କହିବି ଜୟ ଶ୍ରୀରାମ କାରଣ ମୁଁ ଜଣେ ହିନ୍ଦୁ ଭକ୍ତ
ଖାଲି ଆଗକୁ ଦେଖ କେମିତି ବସଷ୍ଟାଣ୍ଡ stadium ଆଉ ଆଗରୁଥିବାscheme କେମିତି ମୋଦି ନାମ ରେ change ହେଉଛି
ନା ବଦଳିବ ଭାଈ, ମୋହନ ଏୟାରପୋର୍ଟ ହେବ।
STOP PRIVATION OF ODISHA AIRPORT PLEASE
Naveen sir is great cm in our odisha ❤❤❤mohono majhi is not good
BJP ku dia vote😂
ବିଜେପି ସରକାର ରେ ( ମୋ ) ଶବ୍ଦ ଚା ସ୍ଥାନ ନାଇଁ , ଏ ସରକାର ହେଉଛି ଲୋକ ଙ୍କ ସରକାର ଓ ଆମ ସରକାର , ଓଡିଶା ଟା କାହା ବାପା ର ଜାଗିର ନୁହେଁ
Adani. Ambani. Sabu gujrati company game. ଏଇଟା odisha pai dhoka
ଅନ୍ଧଭକ୍ତ - ବିକିଦିଅ ବିକିଦିଅ ଜୟ ଶ୍ରୀ ରାମ 😂
ଏ ସବୁ Argus au otv ku ଦେଖା ଯାଉନି
ସବୁ ବିକ୍ରି କରି ଦେବେ ଜୟ ଜଗନ୍ନାଥ
ମୋଦି ଲୋକଙ୍କ କିଡ଼ନୀ ବିକି ଦେବ, ଗୋଟିଏ ଭଲ କଥା ମେରିଟ ପିଲା ପୋଷ୍ଟିଙ୍ଗ ହେବେ 🙏
ତମେ ସବୁ କିଛି private କରିଦେବ ରେ ଆମେ ଜାଣିଚୁ, Railway ku ଭି ଛାଡିବନି. ସବୁ ଅମ୍ବାନୀ କୁ ଦେଇ ଦିଅ
ଏଵେ ତ ଵୁଝିଯାଅ ଅନ୍ଧଭକ୍ତ
ବ୍ୟସ୍ତ ହୁଅନି, ଜଲଦି ରେଳର ବି ଘରୋଇକରଣ ହେବ । ଯୋଉ ମୋଦୀ କହୁଥିଲେ ହାୱାଇ ଚପଲ ବାଲା ହାୱାଇଜାହାଜ ରେ ଯାତ୍ରା କରିବ, ରେଳ ଯାତ୍ରା କରିବା ଯୋଗ୍ୟ ବି ଛାଡ଼ିବନି ।
ଆଗାମୀ ଦିନରେ ମଣିଷର ବି ଘରୋଇକରଣ ହେବ, ମଣିଷର ନିଜ ଶରୀର ଉପରେ କିଛି ଅଧିକାର ରହିବ ନାହିଁ । ତାର ଉଦାହରଣ covid ଟୀକା ବେଳେ ଦେଖି ସାରିଛୁ ।
ଏବେ ସବୁ ଓଡ଼ିଆମାନଙ୍କୁ ସାବାଡ଼ କରିବ ଏବେ ପାଟିକର ମୋଦି ମୋଦି ବୋଲି. ଦିନରେ ଲଣ୍ଠନ ରାତିରେ ତାରା ଦେଖାଇବ
ଏଏସଳା ସବୁସାରିଦେବେ
ଘରୋଇକରଣ ହୋଇଥିଲେ ଆଜି ଓଡିଶା ସରକାର ର କମ୍ପାନୀ ମାନଙ୍କରେ ତାଲାପଡିନଥାନ୍ତା।
Good step 👍🏻👍🏻
ଗୁଜୁରାଟ ମଡେଲ,,ଏବେ ମର,,୨୦୧୪ ରୁ ନା ଗୋଟିଏ ସ୍କୁଲ,କଲେଜ,ହସ୍ପିଟାଲ କେମିତି ବନିବ ବିଶ୍ୱଗୁରୁ
modi ki vote deiche abe price double......adani jindabad
ଦେଶ ଭାସି ଯାଉ ବୁଡ଼ି ଯାଉ ଆର ଥରକୁ ମଧ୍ୟ ମୋଦି , ଡବଲ ଇଞ୍ଜିନ....ଆଦାନୀ ଅମ୍ବାନୀ ଖୁସି ରେ ରହିଲେ ଆମେ ସମସ୍ତେ ଖୁସି ରେ ରହିବା 😂😂😂
ବହୁତ ଭଲ ହେବ ନହେଲେ ଟର୍ମିନାଲ ର ପାଣି ଗଳା ଭିଡିଓ ସାମ୍ବାଦିକ ମାନେ କେମିତି ପାଇବେ?
😂😂😂😂😂 ନୀଟ ପରୀକ୍ଷା ଉପରୁ ଧ୍ୟାନ ହଟାଇବା ପାଇଁ ଏସବୁ ନାଟ ଆରମ୍ଭ ହୋଇଛି
Koraput ଲୋକସଭା ଛାଡିଦେଲେ ସବୁତ voto ଦେଇଛ।
😢😢
ଏଥର ପରିବର୍ତନ, କଣ କହିବେ l bjp ର ଏହାହିଁ କାମ
ଆଦାନୀ କଣ ମାଗଣା ମୋଦୀଙ୍କ ସେବା କରୁଛି
Remote control sarkar
ତମେ ଶଳା ବିଦ୍ୟୁତ କୁ ଘରେଇକରଣ କଲ, ମୋଦି ଆଉ କାଇଁ ଛାଡିବ
Corporate sector will take all profit because it is their government people have given their support.
ଏବେ ତ ଆରମ୍ଭ ହୋଇଛି ଆଗକୁ ଦେଖ କଣ କଣ ବିକିବ ଏଇ ସରକାର.. ଓଡିଶା କୁ ବି ଖୋଳ କରିଦେବ
ଅନ୍ଧ ଭକ୍ତ ହେଇଗଲେ ଓଡ଼ିଶା ବାସି
ଖାଲି ବିମାନବନ୍ଦର ନୁହଁ ଆମ ଓଡ଼ିଶାରେ ଜେତେ ଖଣି ସବୁ ବିକିବ ମୋଦି
Gharoikaran heba ku debuni odisha basi....jordar birodh karibu
Plz.... Odisha basi nija ra hak pai andolan karantu.... Khas kari bjd ra sabu neta mane.... Agaku asantu.... Odisha basi nka pai🙏
Bhala heichhhi
Correct 💯🔥
Adani Ambani asogale ନିଲାମ ନେବାପାଇଁ।
ମୋଦି , କଣ ପାଇଁ ଓଡ଼ିଶା ଆସୁଥିଲା ଜାଣି ଲେତ।ଖଣି, ପାଣି, ରତ୍ନ ଭଣ୍ଡାର, ଶେଷରେ ଓଡ଼ିଶା କୁ ନିଲାମ କରିବ ।
Airport Alaga Agency ku dele Modi Ku Langala kari chuna kali Lagai Beech Rastare Buleibu aau ta muhanre mutibu ta paribara ku mandhya beech rastare langala kari chuna kali Lagai bulaibu aau tanka muhanre mutibu odisha re je Saport kariba ta muhanre mutibu ta maikinia ku langala karibu
❤
ଡବଲ ଇଞ୍ଜିନ ର କମାଲ୍
Bholo heichhi sabu Odisha basinku, dhire dhire railway bhi bikibe jahaduara sadharana loke problem re podibe
ଖାଲି ବିମାନ ବନ୍ଦର ନୁହେଁ ଆଗାମୀ ଦିନରେ ଭାରତ ବାସୀ ଦେଖିବାକୁ ବାକି ରହିଲା ମୋଦି କେବେ । ନିର୍ବାଚନୀ ଚାନ୍ଦା ପାଇଁ ଭାରତ କୁ ବିକୁଛ୍ହନ୍ତି ତାହା ବାକି ରହିଲା ।ଆଜି ଭାରତବସି ନିର୍ଲଜ ବିଜେପି ନେତାଙ୍କୁ ପଚାରୁଛନ୍ତି ଏ କଣ ଭାରତର ଅସ୍ମିତା ? ଦମ ଥିଲେ ଏ ପ୍ରଶ୍ନର ଉତ୍ତର ଦିଅ।ଜୟ ହିନ୍ଦ
Right
Bhai ebe odia asmita dekha jiboni
@@Amgeinjijchatadare ଆରେ ତମେ ଜାଣିନ ଅସ୍ମିତାର ମାନେ କଣ
।ପାଇକ ବିଦ୍ରୋହ କୁ ଇତିହାସରେ ସ୍ଥାନ ଦିଅ,ଓଡିଶୀ ସାଙ୍ଗତ୍ କୁ ଶାସ୍ତ୍ରୟ୍ ସଂଗୀତର ମାନ୍ୟତା, ଓଡ଼ିଆ ଭାଷା କୁ ଜାତୀୟ୍ତତାର ମାନ୍ୟତା ମହାନଦୀ ଜଳ ବିବାଦ୍ ଇତ୍ୟାଦି କୁ ଅସ୍ମିତା କୁହାଯାଏ।
@@Amgeinjijchatadare Thanks
Thik kahicha bhai