ଋଷିଆନ୍ ମାନେ କରୁଛନ୍ତି ଜଗନ୍ନାଥଙ୍କ ପୁଜା || WAY RUSSIAN FOLLOWING HINDUISM

Sdílet
Vložit
  • čas přidán 27. 08. 2024
  • ଋଷିଆନ୍ ମାନେ କରୁଛନ୍ତି ଜଗନ୍ନାଥଙ୍କ ପୁଜା || WAY RUSSIAN FOLLOWING HINDUISM #mutraveller

Komentáře • 1,4K

  • @MuTraveller
    @MuTraveller  Před 3 měsíci +840

    ଦୟା କରି ଭିଡିଓଟିକୁ ବହୁତ ମାତ୍ରାରେ share କରନ୍ତୁ ଓ ମୋତେ support କରନ୍ତୁ 🙏🙏🙏

    • @tumulocreation
      @tumulocreation Před 3 měsíci +15

      Jaganath promotion karucha,😂😂😂😂😂😂 ando viswas Dharma 😂😂😂😂😂😂😂😂😂😂😂😂😂😂😂😂😂😂😂

    • @user-hw8sj2wz4c
      @user-hw8sj2wz4c Před 3 měsíci +9

      Bhai mu share karideli tama video love from odisha

    • @manoj-jb5lk
      @manoj-jb5lk Před 3 měsíci

      ​@@tumulocreationGet lost 🐖

    • @Itsdebworld
      @Itsdebworld Před 3 měsíci +4

      Proud for Odishian

    • @dhyanchandmajhi77
      @dhyanchandmajhi77 Před 3 měsíci +4

      ISKON

  • @janmejaymahakud324
    @janmejaymahakud324 Před 3 měsíci +84

    ମୁଁ first time ରୁଷିଆ ରେ ଜଣେ ଓଡ଼ିଆ ବ୍ଲଗର କୁ ଭିଡ଼ିଓ କରିଥିବାର ଦେଖି ଖୁସି ଲାଗିଲା... ଜୟ ମା ତାରିଣୀ, ଜୟ ଜଗନ୍ନାଥ...

  • @cksportsnews1748
    @cksportsnews1748 Před 3 měsíci +135

    ମୁଁ ଆଶ୍ଚର୍ଯ୍ୟ ରୁଷିଆ ରେ ଏତେ ଭକ୍ତି ଲୋକଙ୍କର, ଆମେ ଶିଖିବାର ଅଛି ଏମାନଙ୍କ ଠାରୁ, ଜୟ ଜଗନ୍ନାଥ

  • @kishorev323
    @kishorev323 Před 3 měsíci +11

    ବାହାର ଦେଶ ଆମ ପ୍ରଭୂ ଙ୍କୁ ପୂଜା କରୁଛନ୍ତି କିନ୍ତୁ ଭାରତ ର କିଛି ମୂର୍ଖ ଠାକୁର ଙ୍କୁ କାଳ୍ପନିକ କୁହନ୍ତି

  • @kumarchiku254
    @kumarchiku254 Před 3 měsíci +309

    ଏମାନେ ବିଦେଶୀ ହେଇକି ବି ଆମ ସଂସ୍କତିକୁ ମାନୁଛନ୍ତି ହେଲେ ଆମ ଲୋକ ମାନଙ୍କୁ ଆମ ସଂସ୍କୃତି ମାନିବାକୁ ଲାଜ ଲାଗୁଚି

    • @Sridharhoo
      @Sridharhoo Před 3 měsíci +2

      Thik b
      Katha kahila bhai

    • @ajit143you8
      @ajit143you8 Před 3 měsíci +6

      Amara indian loka western culture ku follow karuchanti

    • @pradiptakumarsahoo3288
      @pradiptakumarsahoo3288 Před 3 měsíci

      @@ajit143you8 Hmm para amane tanka thu adhika

    • @DBGSV426
      @DBGSV426 Před 3 měsíci +2

      ସତ୍ଯ କଥା କହିଲେ

    • @MANOJSingh-te4uw
      @MANOJSingh-te4uw Před 3 měsíci +2

      Ek dam thik khota❤❤❤

  • @BanamaliPanda-jr8fb
    @BanamaliPanda-jr8fb Před 3 měsíci +675

    ସାଙ୍ଗମାନେ ଆଜିମୋର ଜନ୍ମଦିନ ମତେ ଗୋଟିଏ like କରନ୍ତୁ ଜୟ ଜଗନ୍ନାଥ ❤

  • @murmustarentertainment3290
    @murmustarentertainment3290 Před 3 měsíci +45

    ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଲବ ଭାଇଙ୍କୁ ଦେଖୁଛନ୍ତି ଗୋଟେ ଲାଇକ୍ କର ❤❤❤❤🎉🎉🎉😊

  • @anupamadas6512
    @anupamadas6512 Před 3 měsíci +34

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ହିନ୍ଦୁ ଧର୍ମର ଭାବ ଭକ୍ତି ଦେଖି ଖୁସି ଲାଗିଲା । ଆଜିର ଭିଡିଓ ଟି ଖୁବ୍ ଭଲ ଲାଗିଲା । ଜଯୂ ଜଗନ୍ନାଥ ।

  • @JiskelBhuyan-by1cu
    @JiskelBhuyan-by1cu Před 3 měsíci +163

    ଲବ ଭାଇ ଙ୍କ ଗୋଟିଏ like ..🤍👍🏽👍🏽

  • @pravasranjanmallick3065
    @pravasranjanmallick3065 Před 3 měsíci +210

    ମହାପ୍ରଭୁ ଙ୍କ କି ଅପୂର୍ବ ଲୀଳା 🙏🙏🙏🙏ଆଖିରେ ଲୁହ ଆସିଗଲା ପ୍ରଭୁ 🙏🙏🙏

    • @FoodinCook
      @FoodinCook Před 3 měsíci +5

      All credit goes to ISKCON ❤

    • @raja_panda_151
      @raja_panda_151 Před 3 měsíci

      Oooo

    • @pdlite4101
      @pdlite4101 Před 3 měsíci +1

      ​@@FoodinCook Prabhu nka ଲୀଳାରୁ ଆକା ISKCON ର ସୃଷ୍ଟି। ତେଣୁ, ISKCON ହେଉଛି କେବଳ ମାଧ୍ୟମ।

    • @prabirmohanty8239
      @prabirmohanty8239 Před 3 měsíci +1

      ଜୟ ଜଗନ୍ନାଥ 🙏🙏

    • @prashantakumarnayak5049
      @prashantakumarnayak5049 Před měsícem

      Majhi tibuta janichu

  • @chittaranjankanhar7991
    @chittaranjankanhar7991 Před 3 měsíci +29

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର ଆପଣଙ୍କ ଏ କି ଲୀଳା ପ୍ରଭୁ, ଆଖିରୁ ଲୁହ ଆସି ଯାଉଛି 🙏💚💚 ଜୟ ଜଗନ୍ନାଥ 🙏💚🙏💚

  • @srutihantal5445
    @srutihantal5445 Před 3 měsíci +11

    ବିଦେଶୀ ମାନେ ଆମ ସଂସ୍କୃତିକୁ ଏତେ ମାତ୍ରାରେ ଆପଣେଇ ନେଇଛନ୍ତି ଆମ୍ଭେମାନେ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି। ବହୁତ ଧନ୍ୟବାଦ ଲବ ଭାଇ ଆଜି ତୁମପାଇଁ ଏସବୁ ଦେଖିବାକୁ ମିଳିପାରୁଛି ବହୁତ ଆଗକୁ ଯାଅ ବହୁତ ନା କମାଅ❤❤❤❤

  • @user-kc5yr3wf5q
    @user-kc5yr3wf5q Před 3 měsíci +82

    ଆମ ଇଣ୍ଡିଆ ଠାରୁ ଋଷିଆନ୍ ମାନେ ମହା ପ୍ରଭୁ ଜଗନ୍ନାଥଙ୍କୁ କେତେ ଭଲ ପାଉଛନ୍ତି ତାହା ଆମ ଓଡିଶା ଲୋକେ ଶିଖିବା ଦରକାର, ଜୟ ଜଗନ୍ନାଥ 🙏🙏🙏🙏

  • @kjrdukerider1986
    @kjrdukerider1986 Před 3 měsíci +101

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @hemantasethi8887
    @hemantasethi8887 Před 3 měsíci +14

    ବିଶ୍ଵ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କେତେ କରିଛି ତାର ବିବରଣୀ ପାଇଁ ଅନେକ୍ ଅନେକ୍ ଧନ୍ୟବାଦ ଭାଇ 🙏🙏ଜୟ ଜଗନ୍ନାଥ

  • @judhisthiranaik2503
    @judhisthiranaik2503 Před 3 měsíci +13

    🙏ଜୟ ଜଗନ୍ନାଥ 🙏ଲବ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରୋଷିୟାରେ ହିନ୍ଦୁ ଧର୍ମ ବିଷୟରେ ଆମ୍ଭମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଇଲେ, ସେମାନେ ହିନ୍ଦୁ ଧର୍ମକୁ କେତେ ବିଶ୍ୱାସ କରୁଛନ୍ତି, ବହୁତ ସୁନ୍ଦର ଭିଡ଼ିଓ l ଧନ୍ୟବାଦ l ଜୟ ଜଗନ୍ନାଥ l🙏

  • @DipuNaik-zt7iq
    @DipuNaik-zt7iq Před 3 měsíci +222

    Russian ମାନେ ଜଗନ୍ନାଥ ଙ୍କୁ ପୂଜା କରିବେନି ବା କେମିତି ।
    ଯାହା ହେଲେ ବି ସେ ଆମ ଓଡ଼ିଶା ର ଦେବତା ଟି । World 🌎 famous ra festival । ଜୟ ଜଗନ୍ନାଥ ⭕❗⭕ । ଖାଲି ଋଷିଆ ରେ ନୁହଁ ସାରା ବିଶ୍ବ ରେ ଆମ ଜଗନ୍ନାଥ ପୂଜା ପାଇବେ । ଯେତେ ସବୁ ଓଡ଼ିଶା ବାସୀ like କର ।❤

    • @Gendua081
      @Gendua081 Před 3 měsíci +3

      Bando prasidha

    • @GumudiSivoram
      @GumudiSivoram Před 3 měsíci +4

      ​@@Gendua081pua tu bhala se comment kare hel

    • @ritulifepihu5237
      @ritulifepihu5237 Před 3 měsíci +5

      କେନ ଗାଁ ପିଲା ରେ ତୁଇ ଜଗନ୍ନାଥ ଧାମ କେ ଅପମାନ କରୁଛୁ ଶଳା ପାକିସ୍ତାନୀ କେ ତୁଇ

    • @chandrasekharsanta-bj2ux
      @chandrasekharsanta-bj2ux Před 3 měsíci

      😂😂😂😂😂😂

    • @chandrasekharsanta-bj2ux
      @chandrasekharsanta-bj2ux Před 3 měsíci +1

      Googlere ଦେଖ କାହାର religion ଅଧିକା ଅଛି 🤣

  • @hansdahram1271
    @hansdahram1271 Před 3 měsíci +41

    ଲବ ଭାଇ ଭଲ ଜିନିଷ /ଯାଗା ଦେଖାଇ ଥିବାରୁ ଅଶେଷ ଧନ୍ୟବାଦ ।

  • @DBGSV426
    @DBGSV426 Před 3 měsíci +15

    ଜୟ ଜଗନ୍ନାଥ 🙏🙏ଭାଇ ଆପଣ ଭଲରେ ରୁହନ୍ତୁ ❤ ଯାହା ହେଉ ବାହାର ଦେଶରେ ମଧ୍ଯ ଜଗନ୍ନାଥଙ୍କ ପୂଜା କରୁଛନ୍ତି। ଠାକୁରଙ୍କୁ ମାନୁଥିବା ରୁ ରୁଷିଆର ହରେକୃଷ୍ଣ ଭକ୍ତ ମାନଙ୍କୁ ଵହୁତ ଵହୁତ ଧନ୍ୟବାଦ ହରେକୃଷ୍ଣ ନମସ୍କାର 🙏🙏🙏

  • @Bikramajitmajhi
    @Bikramajitmajhi Před 2 měsíci +4

    ଏ ହେଡଚି ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା

  • @dalibandhugouri6001
    @dalibandhugouri6001 Před 3 měsíci +43

    ଋଷିୟାନ ଭାଇମାନଙ୍କୁ ଜୟ ⚫❗⚫ ଜଗନ୍ନାଥ🙏🙏🙏

  • @deepakbhutia1955
    @deepakbhutia1955 Před 3 měsíci +43

    ଭାଇ ପୁରା ବିଶ୍ଵ ରେ ଶୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ପୂଜା କରନ୍ତି ❤🙏

  • @user-oq3iz5yg4c
    @user-oq3iz5yg4c Před 3 měsíci +2

    ଭାଇ ଅତି ସୁନ୍ଦର ଆଉ ବହୁତ ଭଲ ଲାଗୁଛି ପୁରା ମନକୁ ଛୁଇଲା ❤ ଜୟ ଶ୍ରୀରାମ ❤ ଜୟ ଜଗରନାଥ ❤❤❤

  • @ashis77752
    @ashis77752 Před 3 měsíci +3

    ଆମେମାନେ କେତେ ଭାଗ୍ୟବାନ, ଓଡ଼ିଆ ମୋ ଭାଷା ଓଡିଶା ମୋର ଜନ୍ମ, ଆମ ପ୍ରଥମ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏❤

  • @sundarmohanmarndi7979
    @sundarmohanmarndi7979 Před 3 měsíci +19

    ଏତେ ସୁନ୍ଦର ଲାଗୁଛି ଏହି ଭିଡିଓ ❤❤❤❤

  • @devilhunting999
    @devilhunting999 Před 3 měsíci +37

    ମୁଁ ବହୁତ ଖୁସି କି ଆମ ଓଡ଼ିଆ ଲୋକ ବ୍ରହ୍ମାଣ୍ଡ ବୁଲି ବୁଲି ବ୍ଲଗ୍ କରୁଛି 😊
    ମୁଁ ସବୁବେଳେ ତମ ଭିଡିଓ ଦେଖେ ଭାଇ
    ଜୟ ଜଗନ୍ନାଥ ⭕❗⭕
    ମୁଁ ପୁରୀରୁ ରୁଦ୍ର,ମାଟିତୋଟା ରୁ
    🔴ଜୀବନ ରେ ବହୁତ୍ ମୋଡ଼ ବହୁତ୍ ଝଡ଼ ହେବ କିନ୍ତୁ ତମେ ତାକୁ ସହିକି ଚାଲିବ
    #ଯାହାବି ହେଉ ଭାଇ କେବେ ବି ତମେ youtube re vlog kariba ଛାଡ଼ିବନି🙏🏼

    • @Hembram85
      @Hembram85 Před 3 měsíci +1

      ଓଡ଼ିଆ ଲୋକ ନୁହଁ amo santali loko😅😊

    • @devilhunting999
      @devilhunting999 Před 3 měsíci +2

      @@Hembram85 jaha bi hau bhai siye odisha ra 😎

  • @user-no2fp3ul1n
    @user-no2fp3ul1n Před 2 měsíci +1

    ରୁଷିଆ ର ଲୋକ ମାନଙ୍କୁ ଦେଖି ବହୁତ୍ ଖୁସି ଲାଗୁଛି କ୍ରିଷ୍ଣା ଙ୍କ ପ୍ରତି ଭକ୍ତି 🙏ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏❤

  • @prabhupadasahoo162
    @prabhupadasahoo162 Před 3 měsíci +1

    ଭାଇ ଯୋଉଠି ଗଲେ ସମସ୍ତଙ୍କ ମୁହଁରୁ ଜୟ ଜଗନ୍ନାଥ କହିବାକୁ ଚେଷ୍ଟା କରୁଛନ୍ତି , ବହୁତ୍ ଖୁସି ଲାଗେ, love you ଭାଇ ❤

  • @Andhadiganta
    @Andhadiganta Před 3 měsíci +39

    କେବଳ ଶ୍ରୀଲା ପ୍ରଭୁପାଦ ଙ୍କ ପାଁଇ ସମ୍ଭବ ହୋଇଛି

    • @harekrishnaart2292
      @harekrishnaart2292 Před 3 měsíci

      👍👍👍👍

    • @pdlite4101
      @pdlite4101 Před 3 měsíci +1

      ଶ୍ରୀଳ ପ୍ରଭୁପାଦ ହେଇଛନ୍ତି ପ୍ରଭୁଙ୍କ ଲୀଳାର ମାଧ୍ୟମ ମାତ୍ର।

  • @ushataliorodiajhiabohu6101
    @ushataliorodiajhiabohu6101 Před 3 měsíci +17

    ଲବ ଭାଇ ପାଇ ଆମେ ଗର୍ବିତ Jay Jagannath 🙏♥️

  • @darasingpurtty
    @darasingpurtty Před 3 měsíci +10

    ତମ ଦ୍ୱାରା ଆମ ଦେଶ ଆହୁରି ଆଗକୁ ଗତି କରିବ Thanks ଲବ ଭାଇ❤you

  • @villagestarsrikanta
    @villagestarsrikanta Před 3 měsíci +4

    ଲବ ଭାଇ ବହୁତ୍ ବହୁତ୍ ଧନ୍ୟ ବାଦ୍ ଅନୁରୋଧ ରଖିଥିବାରୁ ଜୟ ଜଗନ୍ନାଥ

  • @balarammallick9372
    @balarammallick9372 Před 3 měsíci +4

    ଜୟ ଶ୍ରୀ ଜଗନ୍ନାଥ ବହୁତ ଭଲ ଲାଗିଲା ଜଗନ୍ନାଥଙ୍କୁ ବାହାରେ ଦେଖିକି

  • @NandakiswarMallick
    @NandakiswarMallick Před 3 měsíci +6

    ଜୟ ଶ୍ରୀ କ୍ରିଷ୍ଣା ରାଧେ ରାଧେ ହନ୍ଦୁ ସଂସ୍କୁତି

  • @ISKCONSSDAS
    @ISKCONSSDAS Před 3 měsíci +4

    ହରେ କୃଷ୍ଣ
    ଆପଣ ଯୋଉ ଜାଇଥିଲେ ଇସ୍କନ ମନ୍ଦିର, ଆଉ ଯୋଉ ଗୋଟେ ମୂର୍ତ୍ତୀ ଦେଖି ଥିବେ ବୃଦ୍ଧ ଲୋକ ସିଏ ହେଉଛନ୍ତି ପ୍ରଭୂପାଦ ତାଙ୍କରି ପାଈଁ ଜଗନ୍ନାଥ ସେଠି ଅଛନ୍ତି। ଖାଲି ରୁଷିଆ ରେ ନୂଁହେ ସବୁ ଦେଶ ରେ ଆମ ଜଗନ୍ନାଥ ଅଛନ୍ତି।
    ଆପଣ ଏମିତି ସବୁ ଦେଶ ଜାଆନ୍ତୁ ସବୁ ଦେଶରେ ଇସ୍କନ ମନ୍ଦିର ଅଛି ଆଉ ଜଗନ୍ନାଥ ଅଛନ୍ତି । ଆପଣ ଆମକୁ ସବୁ ଦେଶର ଇସ୍କନ ଜଗନ୍ନାଥ ମନ୍ଦିର ଦେଖନ୍ତୁ। Jay Jagannath 🙏

  • @BiswajitPradhan-sl4gm
    @BiswajitPradhan-sl4gm Před 3 měsíci +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ. ପୁରୀ ରେ ଜନ୍ମ ହୋଇ ଥିବା ରୁ.. ନିଜ କୁ ବହୁତ୍ ଗର୍ବ ଅନୁଭବ ହଉଚି. ଜୟ ଜଗନ୍ନାଥ ❤

  • @sanjeebRsseven7272
    @sanjeebRsseven7272 Před 3 měsíci +4

    ଗର୍ବ ଲାଗୁଚି ଆମ ଜଗନ୍ନାଥ, ସେଠାରେ ଏତେ ଫେମସ...

  • @Desiatunes
    @Desiatunes Před 3 měsíci +55

    ଲବ ଭାଇ ଋଷିଆ ର village ଏରିଆ ରେ ଟିକେ ଯାଅ। ଋଷିଆ village life ଦେଖିବାକୁ ଇଚ୍ଛା ହେଉଛି । ଜୟ ଜଗନ୍ନାଥ

  • @sureshmajhi4280
    @sureshmajhi4280 Před 3 měsíci +2

    ଜୟ ଜଗନ୍ନାଥ 🙌 ମହାପ୍ରଭୁ ଜଗନ୍ନାଥ ମହା ମହିମା ସାରା ବିଶ୍ବରେ ପୁଜା ଜୟ ଭାରତ ଜୟ ଓଡ଼ିଶା ମହାବାହୁ ଜୟ ଜଗନ୍ନାଥ🙏🙏🙏

  • @dilliondhanesh9467
    @dilliondhanesh9467 Před 3 měsíci +3

    ଓଡ଼ିଆ ଲୋକ ତାଙ୍କ ଠୁ କିଛି ସିଖରେ ❤

  • @odiatraveler6630
    @odiatraveler6630 Před 3 měsíci +3

    ମୁଁ କହିବି ଯେଉଁ ଆମ ଭାରତୀୟ ଭାଇ ଓ ଭଉଣୀ ମାନେ ନିଜକୁ ପାଶ୍ଚାତ୍ୟ ପରମ୍ପରା କୁ ଆପଣାଇ ନିଜକୁ ଶିକ୍ଷିତ କୁହନ୍ତି ଏହି ଭିଡିଓ ଦେଖନ୍ତୁ କେତେ ସୁନ୍ଦର ଭାବରେ ସେମାନେ ପ୍ରଭୁଙ୍କୁ ବିଶ୍ବାସ କରୁଛନ୍ତି ଓ ଆମ ପାରମ୍ପାରିକ ପରିଧାନ କୁ ଆପଣାଇ ଖୁସିରେ ଭକ୍ତିରେ ନିଜକୁ ନିମଗ୍ନ କରି ଖୁସି ଅଛନ୍ତି ❤❤❤❤🇷🇺🇷🇺🇷🇺

  • @sujitsovan
    @sujitsovan Před 3 měsíci +3

    ଜୟ ଜଗନ୍ନାଥ

  • @dasarathimohapatra618
    @dasarathimohapatra618 Před 3 měsíci +2

    ଏହି ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, କାରଣ ଋଷିଆ ରେ ଜଗନ୍ନାଥ ଙ୍କ ଭକ୍ତି ଭାବ କୁ ଦେଖିଵହୁତ ଭଲ ଲାଗିଲା, ଜଗନ୍ନାଥ ସମସ୍ତ କର ମଂଗଳ କରନ୍ତୁ,ଜୟ ଜଗନ୍ନାଥ,🙏

  • @saratrath-r7i
    @saratrath-r7i Před 2 měsíci

    ଶ୍ରଦ୍ଧେୟ ଲବ,ମୟୂରଭଞ୍ଜରେ ୩୧ବର୍ଷର ଶିକ୍ଷକତା।ଚିହ୍ନାମୁହଁ ଭଳି ଲାଗୁଛ।ଯାହା ଜଣାଉଛ ବହୁତ ଭଲ ଲାଗୁଛି।ଧନ୍ୟବାଦ। ରଥସାର୍।

  • @user-fl5vm2zd5o
    @user-fl5vm2zd5o Před 3 měsíci +21

    ଜୟ ଜଗନ୍ନାଥ ❤ଜୁହାରଗେ ଲବ ଭାଇ🙏🙏🙏

  • @Rishiofficial7305
    @Rishiofficial7305 Před 3 měsíci +23

    ଭିଡିଓ ଟି ବୋହୁତ ସୁନ୍ଦର୍ ଲାଗିଲା ,ଇଚ୍ଛା ହେଉଛି ରୁଷିଆ ଯିବାକୁ Love you bro❤❤

    • @OdishaKing623
      @OdishaKing623 Před 3 měsíci +2

      ଜୟ ଜଗନ୍ନାଥ ଭାଇ ❤

    • @AngelRS1244
      @AngelRS1244 Před 3 měsíci +2

      Motebi echha houchi jibaku

  • @Mrsambhuvlogs
    @Mrsambhuvlogs Před 3 měsíci +1

    Bahut bahut bahut sunder heichi video 🎉🎉🎉🎉🎉 jay Jagannath 🙏

  • @chakradharamuduli5006
    @chakradharamuduli5006 Před 3 měsíci +8

    ଋଷିରେ ଜଗର ନାତ କିଳିଲା ପ୍ରଭୁ 🙏🙏🙏🙏

  • @salhaimurmu2545
    @salhaimurmu2545 Před 3 měsíci +30

    ଲବ ଭାଇ ଆମର ମୂଖ୍ୟମନ୍ତ୍ରୀ ଦରକାର।

    • @user-cg3tf9hx3f
      @user-cg3tf9hx3f Před 3 měsíci

      🎉🎉🎉yes

    • @BBSmove123
      @BBSmove123 Před 3 měsíci

      Yes

    • @sidharthpradhan8606
      @sidharthpradhan8606 Před 3 měsíci

      🧠

    • @dillipkumarsahoo1632
      @dillipkumarsahoo1632 Před 3 měsíci +4

      Bhai tmku tike laguni besi pabandi karucha
      Laba bhai bahut bhala vloger mu bahut bhala paye but tanku cm pain kahila mote kain alaga lagila
      Sorry bro mote jaha lagila mu kahili don't mind

    • @bikashkumar5781
      @bikashkumar5781 Před 3 měsíci +3

      Laba bhaie jodi cm hebo nuaa nuaa jaga kia dekheiebo

  • @neet-sunilallde7877
    @neet-sunilallde7877 Před 3 měsíci +5

    ମୁଁ ଓଡ଼ିଆ / ମୁଁ ବାହାରି ବଡିଆ ❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @pintuofficial-px9vm
    @pintuofficial-px9vm Před 2 měsíci

    ଆମ India culture କେତେ ସୁନ୍ଦର ❤❤❤

  • @sasmitanayak9079
    @sasmitanayak9079 Před 2 měsíci

    ଜଗନ୍ନାଥଙ୍କର ସଂସ୍କୃତିକୁ ଋଷୀୟର ଲୋକ ମାନେ ଗ୍ରହଣ କରିଥିବାରୁ ବହୁତ ଖୁସି ହେଲି ❤🙏

  • @LKNayak-ct8gd
    @LKNayak-ct8gd Před 3 měsíci +3

    ଓଡ଼ିଆ ଲୋକ ଭକ୍ତି ଭୁଲିଗଲେଣି internet ବାୟା ହୋଇଗଲେଣି, ମୋର ଏତିକି ଅନୁରୋଧ ଜଗନ୍ନାଥ ଙ୍କୁ ଭଲପାଅ. ଭକ୍ତି କର 🙏🏽🙏🏽🙏🏽🙏🏽 ଜୟ ଜଗନ୍ନାଥ 🌹🌹🌹🌹

  • @ehu827
    @ehu827 Před 3 měsíci +11

    ଜୟ ଜଗନ୍ନାଥ❤❤❤❤ ହୃଦୟର ସହିତ

  • @santoshkumarmukhi1056
    @santoshkumarmukhi1056 Před 3 měsíci +1

    ମାଳିକା ବଚନ ସତ ହବ ରୁଷିଆ ହିନ୍ଦୁ ରାଷ୍ଟ୍ର ହେବ ଜୟ ଜଗନ୍ନାଥ ମହାପ୍ରଭୁ ସାରା ବିଶ୍ୱ କୁ ତମେ ଘଣ୍ଟ ଘୋଡେଇ ରଖିବ ❤️💙🙏🚩

  • @user-pn4rw2th8t
    @user-pn4rw2th8t Před 3 měsíci +1

    Laba bhai bahut khusi laguchi jagannathnku bahar rajyare loknku dharei beautiful video banei

  • @arupnag4727
    @arupnag4727 Před 3 měsíci +4

    হৰেকৃষ্ণ হৰেকৃষ্ণ
    কৃষ্ণ কৃষ্ণ হ'ৰে হ'ৰে
    হ'ৰে ৰাম হ'ৰে ৰাম
    ৰাম ৰাম হ'ৰে হ'ৰে
    🙏🙏🙏🙏🙏🙏🙏

  • @hemantabahera8047
    @hemantabahera8047 Před 3 měsíci +7

    ଶୁଭ ସକାଳ ଆଜିର ଭିଡିଓ ଟି ବହୁତ୍ ଭଲଲାଗିଲା ସାରା ବିଶ୍ବରେ ସନାତନ ଧର୍ମ ପ୍ରଚାର କରିବା ପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ଜଣେ ଶିଷ୍ୟ ଙ୍କୁ ପଠାଇଥିଲେ ତାଙ୍କ ନାମ ହେଲା ଶ୍ରୀ ଲ ପ୍ରଭୁ ପାଦ ଯାହା କି ତାଙ୍କର ଷ୍ଟେଚୁ ସେହି ମନ୍ଦିରରେ ଅଛି ଯାହାକି ତୁମ ଭିଡିଓ ରେ ଦେଖିବାକୁ ମିଳିଛି, ଇସ୍କନ ମଠ ନାମରେ ପରିଚିତ, ଜୟ ଜଗନ୍ନାଥ ଜୟ ପଞ୍ଚସଖା,ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤

  • @user-iw6jc4yb7q
    @user-iw6jc4yb7q Před 3 měsíci +1

    ଲବଭାଇ ବହୁତ ଦିନ ପରେ ତୁମର ଭିଡିଓ ଦେଖିଲି ବହୁତ ଭଲ ଲାଗିଲା ଲବ ଭାଇ ପାଇଁ ଗୋଟିଏ like kara Jay jaganath ❤❤❤❤

  • @BholanathNayak-lw8ge
    @BholanathNayak-lw8ge Před 3 měsíci +1

    ଧନ୍ୟ ଆ ମେ ମାନେ 🕉️🛕🛐 ହିନ୍ଦୁ ଧର୍ମର ଧନ୍ୟବାଦ୍ ଜଣାଉଛୁ, ଋଷିଆ ମଧ୍ୟରେ ଥିବା ହିନ୍ଦୁ ଭାଈ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ l ସ୍ପେସିଆଲ thanks t o ଲବ ଭାଇ 😡🙏🕉️l

  • @vidyut007
    @vidyut007 Před 3 měsíci +3

    ବହୁତ୍ ଭଲ ଲାଗିଲା ଭାଇ

  • @kanhusing
    @kanhusing Před 3 měsíci +6

    ଭାଇ ମନକୁ ଛୁଇଁଲା ଭଳି ଭିଡିଓ ଜୟ ଜଗନ୍ନାଥ 🙏🙏🙏

  • @padmalochanmalik6653
    @padmalochanmalik6653 Před měsícem +1

    जय पावन पवित्र ज्ञान विज्ञान सत्य सनातन इंसानीयत धर्म की जय हो और असत्य अज्ञान अधर्म की विनाश हो। जय जगन्नाथाय नमः ॐ

  • @gajendraprasadsahu703
    @gajendraprasadsahu703 Před 3 měsíci +2

    Bahut badhiya video.. thank you laba. Jai jagganatha Prabhu 🙏🏿🙏🏿🙏🏿🚩🚩🚩

  • @bsagarnial2716
    @bsagarnial2716 Před 3 měsíci +5

    Bhai tamar vlog duniya re ek no1 heba,Tama pain ame ghare Thai Resia country dekhi paru chu.Rusia culture Jani paru chu Madi chala,Jai jagannath.

  • @Balya-o5b
    @Balya-o5b Před 3 měsíci +6

    ଜୟ ଜଗନ୍ନାଥ ଲବ ଭାଇ ❤❤❤

  • @ramachandrapanipani7424
    @ramachandrapanipani7424 Před měsícem +1

    ଜୟ ଜଗନ୍ନାଥ ! ସମଗ୍ର ବିଶ୍ଵରେ ଜଗନ୍ନାଥ । ଋଷିଆରେ ଜଗନ୍ନାଥ ମନ୍ଦିରରେ ପୂଜା ହୁଏ ।

  • @nirmalkumarbehuria6411
    @nirmalkumarbehuria6411 Před 2 měsíci

    ବହୁତ ସୁନ୍ଦର thanks for visit

  • @MarsalanmundaMarsalanmunda
    @MarsalanmundaMarsalanmunda Před 3 měsíci +4

    Tamar duaru sabu kichhi dekhbar lagi miluchhe dada jay jagannath

  • @suvashreemallick9196
    @suvashreemallick9196 Před 3 měsíci +7

    You are the great person lava bhai...... jagannath nka nirdesa nathile aapana tanku explor kariparinathante.....jay jagannath

  • @santoshkumarmistri2994
    @santoshkumarmistri2994 Před 3 měsíci +1

    Yes, ସେମାନେ ହିନ୍ଦୁ ଧର୍ମ କୁ ବହୁତ ମାନନ୍ତି...... 🙏

  • @SantushtiCreation
    @SantushtiCreation Před 25 dny

    Thank you vai ବହୁତ ବହୁତ ଧନ୍ୟବାଦ । ଏଭଳି ତଥ୍ୟ ଥିବା video provide କରିଥିବାରୁ । ବହୁତ୍ ବହୁତ୍ ଭଲ ଲାଗିଲା ।

  • @MMSTAR143
    @MMSTAR143 Před 3 měsíci +9

    Very informative video ଲବ ଭାଈ ❤❤❤❤
    Love 😘 from Baripada

  • @kumarchiku254
    @kumarchiku254 Před 3 měsíci +5

    ଲବ ଭାଈଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ଅଶ୍ରିବାଦ ଏମିତି ଥାଉ ଆଉ ସେ ଏମିତି ଆଗକୁ ବଢନ୍ତୁ love you bro❤

  • @rishikesh4340
    @rishikesh4340 Před 2 měsíci +1

    ମୋ କଳା ସାଆନ୍ତ ହେଉଛନ୍ତି ଜଗତର ନାଥ
    ତେଣୁ ସେ ହେଉଛନ୍ତି ଜଗନ୍ନାଥ 🙏

  • @sethideepak313
    @sethideepak313 Před 3 měsíci +8

    ଲବ ଭାଈ ଙ୍କ ଋଷିଆ ଯାତ୍ରା ଭଲରେ କଟୁ।ଜୟ ଜଗନ୍ନାଥ 🙏

  • @sunitamurmu91
    @sunitamurmu91 Před 3 měsíci +10

    Laba bhai nka Big fans like ❤❤

  • @ruturajsethi9842
    @ruturajsethi9842 Před 2 měsíci +1

    ବିଶ୍ୱ ର ନାଥ ଜଗନ୍ନାଥ 🙏 ବିଶ୍ୱାସ ର ନାଥ ଜଗନ୍ନାଥ 🙏ଜଗତର ସ୍ୱାମୀ ଜଗନ୍ନାଥ ସ୍ୱାମୀ 🙏

  • @Kumargaming8773
    @Kumargaming8773 Před měsícem

    ମଜା ଆସିଗଲା video ଦେଖି ଜୟ ଜଗନ୍ନାଥ

  • @MahalaxmiReddy-ui5ts
    @MahalaxmiReddy-ui5ts Před 3 měsíci +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @Ranjita-su7rl
    @Ranjita-su7rl Před 3 měsíci +6

    Jay Jagannath🙏🙏🙏

  • @KunaNayak-ie7qp
    @KunaNayak-ie7qp Před 2 měsíci +1

    ରାଧେ ରାଧେ ପ୍ରଭୁ 🙏🙏🙏🙏🙏❤️❤️❤️❤️

  • @pabitrapradhan1032
    @pabitrapradhan1032 Před 2 měsíci +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏

  • @sanusanuryakumar9576
    @sanusanuryakumar9576 Před 3 měsíci +8

    Laba bhai odisha ku b tike sikhao semane Russian ra hei choto dress ku chadi saree pindhile hele ama odisha re saree ku chadi jau dresses pindhuchanti apan b dekhu thibe

  • @KRishi-sh1es
    @KRishi-sh1es Před 3 měsíci +8

    Love from Dhenkanal
    ❤❤❤❤❤❤❤❤
    love you laba bhai ❤
    Jay bajarang Bali ❤️

  • @sachinhans7541
    @sachinhans7541 Před 3 měsíci +1

    Jay jagannath🙏

  • @arakhitameher9761
    @arakhitameher9761 Před 3 měsíci +2

    Jay jagannath

  • @kilogram382
    @kilogram382 Před 3 měsíci +5

    ବହୁତ୍ ବଢିଆ।❤❤

  • @RahulJuanga-nn9if
    @RahulJuanga-nn9if Před 3 měsíci +14

    ହୀ ଲବ ଭାଇ ମୁ ରାହୁଲ୍❤❤❤❤❤❤❤L

  • @makundabari5315
    @makundabari5315 Před 3 měsíci +2

    Jay jagannath❤❤❤🎉🎉

  • @laxmindrasabar4267
    @laxmindrasabar4267 Před 3 měsíci

    ଲବ ଭାଇ ତମେଏବେ କୌଟି ଅଛ. କୌ ଜାଗାରେ ଅଛ. ଧନ୍ୟବାଦ ଭାଇ

  • @BHARATALIFESTYLE1998
    @BHARATALIFESTYLE1998 Před 3 měsíci +5

    ଜୟ ଜଗନ୍ନାଥ ଶୁଭ ସକାଳ

  • @user-gk4mg7dl9e
    @user-gk4mg7dl9e Před 3 měsíci +6

    ଜୟ ଜଗନ୍ନାଥ ❤❤

  • @romadebaki4120
    @romadebaki4120 Před 3 měsíci +2

    Jay Jagannath ❤❤❤

  • @user-qt4lg6rf6t
    @user-qt4lg6rf6t Před 2 měsíci

    ଲବ ଭାଇ ବହୁତ ବହୁତ ଧନ୍ୟବାଦ

  • @jayjagannath070
    @jayjagannath070 Před 3 měsíci +4

    Laba Bhai nka Paeni Love for Dhenkanal. Gadpalsuni ❤❤❤

  • @burudharechannel7225
    @burudharechannel7225 Před 3 měsíci +7

    Loba da ko kaun kaun Dil se pasand karte Ho❤❤

  • @user-fk2jo8bf6z
    @user-fk2jo8bf6z Před 3 měsíci +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤🎉🎉❤🎉

  • @user-xp3nk7nw1v
    @user-xp3nk7nw1v Před 3 měsíci +1

    Jay jagannath swami

  • @Kalahandiavlogger
    @Kalahandiavlogger Před 3 měsíci +7

    Jay Jagannath ⭕‼️⭕🙏🙏 First Comment ❣️