ପ୍ରଥମେ ଗୁଣ୍ଡାରାଜ, ପରେ ମିଛ || Raghunandan Das || BJD || Journalist Attack

Sdílet
Vložit
  • čas přidán 25. 06. 2024
  • ପ୍ରଥମେ ଗୁଣ୍ଡାରାଜ, ପରେ ମିଛ । ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରିଛନ୍ତି।
    #ArgusNews #RaghunandanDas #pranabprakashdas #dogattack #JournalistAttack #bjd #OdishaPolitics #investigation #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ପ୍ରଥମେ ଗୁଣ୍ଡାରାଜ, ପରେ ମିଛ || Raghunandan Das || BJD || Journalist Attack
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 1,4K

  • @shivamvdo6966
    @shivamvdo6966 Před 5 dny +177

    ସମସ୍ତ ସାମ୍ବାଦିକ dcp ଅଫିସ୍ ସମ୍ମୁଖ ରେ ଆନ୍ଦୋଳନ ବସନ୍ତୁ ଗିରଫ ନ ହେଲା ପର୍ଯ୍ୟନ୍ତ।

  • @prabhuprasaddikshit
    @prabhuprasaddikshit Před 5 dny +309

    ଏ ରଘୁଆ କୁ ଆଗ ବାନ୍ଧିକି ଉତ୍ତମ ମଧ୍ୟମ ଦେଲେ ସବୁ ସତ ବାହାରିବ

    • @likunsourav
      @likunsourav Před 5 dny +3

      Kaha ghare pasi jiba na daki..
      Kukura kamudiba nahi

    • @krusanmaharana4529
      @krusanmaharana4529 Před 5 dny +7

      ​@@likunsouravତୁ ଦେଖିଛୁ

    • @LiquidInformation-qe4ri
      @LiquidInformation-qe4ri Před 5 dny +7

      ଧରିକି କନ୍ଦ ମୂଲିଆ ବର୍ଷା କରିଦିଅ ତାପରେ ସେ ସତ ଓଗlଲିବ ନହେଲେ ସେ ମିଛ କହିବ

    • @swatiprabhaswain516
      @swatiprabhaswain516 Před 5 dny +5

      @@likunsourav Dina bele chora lag jauchhanti - Bahut paisa khaichhanti toh .BJD ra sabu ex minister nka ghare kukura chhada ama odia nka paisa jete sabu khaichha - India ra most corrupt party

    • @littlequeenrakhi
      @littlequeenrakhi Před 4 dny +2

      Raghu ବାବୁ ଜନତା ନେଇ ସେ କ୍ୱା ଟ ର ପଇଲେ ସେ ଗର୍ବି କାହା ପାଇଁ

  • @santoshbatta226
    @santoshbatta226 Před 5 dny +56

    ଶାସନ ଗଲା କିନ୍ତୁ ଅହଂକାର ଯାଇନି କଡା କାର୍ଯ୍ୟାନୁଷ୍ଠାନ ଦରକାର!

  • @sureshchandradash6900
    @sureshchandradash6900 Před 5 dny +48

    ରଘୁଆ ଗିରଫ ହେଲା କି ନାହିଁ, ଯେଉଁ ମାନଙ୍କର ଭଉଣୀ ନାହାନ୍ତି ସେ ସବୁ ଗାଲୁଆମୀ କରିବେ, କଣ ପାଇଁ IPC 307 ଲାଗିନାହିଁ

  • @SureshPusti
    @SureshPusti Před 5 dny +227

    ରଘୁଆ କୁ ଶିଘ୍ର ଆରେଷ୍ଟ୍ କରାଜାଉ, ମିଛୁଆ, ଗାଲୁଆ, ମା ଗିହାକୁ ରାସ୍ତା ରେ ଗୋଡେଇ ଗୋଡେଇ ପିଟିବା ଦରକାର୍,

  • @pranaya3971
    @pranaya3971 Před 5 dny +128

    ଶଳା ବୁଢା କୁ ମାଡ ଅଭାବ ହେଉଛି

  • @subashsethi8883
    @subashsethi8883 Před 5 dny +27

    ଏଭଳି ସ୍ଥିତିରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @dhirendradash5099
    @dhirendradash5099 Před 5 dny +15

    ଅର୍ଗସ ଧନ୍ୟବାଦ 🙏👍🌹

  • @jagannath-creation
    @jagannath-creation Před 5 dny +140

    ରଘୁନନ୍ଦନ ଦାସକୁ ଗିରଫ କରିବା ଆବଶ୍ୟକ

  • @BBM-6600
    @BBM-6600 Před 5 dny +216

    ରଘୁନନ୍ଦନ ମିଛ କହୁଛନ୍ତି

  • @nirmalkumarbehuria6411
    @nirmalkumarbehuria6411 Před 5 dny +19

    ପ୍ରଭୁ ହେ ଆଉ କେତେ ଦିନ ଏ ଅନ୍ୟାୟ ଅତ୍ୟାଚାର ସହିବେ ଓଡିଶା ବାସି.

  • @djpadalam3640
    @djpadalam3640 Před 5 dny +14

    ରଘୁନନ୍ଦନ କୁ ଶାସ୍ତି ଦିଆଯିବା ଦରକାର

  • @user-ud1lp4oh5t
    @user-ud1lp4oh5t Před 5 dny +82

    ହାରିବା ପରେ କଣ ପାଇଁ ସେ ସରକାରୀ ବାସଭବନରେ ଅଛି ତୁରନ୍ତ ବିଦା କରାଯାଉ

  • @lilupradhan4697
    @lilupradhan4697 Před 5 dny +188

    ଏତେ ସୁନ୍ଦର ମିଛ....
    ଚକl ଆଖି ସବୁ ଦେଖୁଛି...
    Budha te ହେଇ ଏତେ ମିଛ....
    ଅପେକ୍ଷା କର ଫଳ ମିଳିବ.....
    ପୋକ ମାଛି ହେଇ ମରିବୁ...(MGH)...

  • @sachidanandamishra4778
    @sachidanandamishra4778 Před 5 dny +26

    ରଘୁନନ୍ଦନ କୁ ଆରେଷ୍ଟ କରାଯାଉ, ଯଦି ଆରେଷ୍ଟ ନକରା ଯାଏ ତେବେ ସମସ୍ତ ସାମ୍ବାଦିକ ମାନେ ସଚିବାଳୟ ସମ୍ମୁଖ ରେ ବସନ୍ତକୁ ସମସ୍ତ ସମ୍ବାଦ ପ୍ରସାରଣ କୁ ବନ୍ଦ କରନ୍ତୁ ।

    • @marndibabuproductioncuttac8337
      @marndibabuproductioncuttac8337 Před dnem

      ସେ ମାଘିଆ argus ଚାନେଲ କୁ ଆଗେ ପେଲିବା କଥା ବେଧ ଛୁଆ argus ତାକୁ ଆଉ କୋଉ news ମିଳୁନି NEET exam scam ହେଲା ଦେଖା ଯାଉନି ସେଇଟା ଏଇଟା ପୁରା ଭାସିଆ ଚାନେଲ ପାର୍ଟ 2 ମାଘିଆ ଲାଜାଲାଗୁନି news ବାଲାକୁ 👌👌🖕

  • @tapasiadhikari5103
    @tapasiadhikari5103 Před 5 dny +15

    ଯେତେ ଗାଳି କଲେ ବି ଏ ବିଜେଡି ନେତା ମାନଙ୍କୁ ଲାଜ ସରମ ଡର ଭୟ କିଛି ନାହିଁ କଣ ଖାଇକି ତମେ ଜନ୍ମ ହେଇଚ କିରେ ଭଗବାନ କୁ ତ ଟିକେ ଡର ଏବେ ତ ଖାଲି ବିଜେଡି ପାର୍ଟି ହାରିଛି ଏମିତି ଯଦି ତମର ଭବିଷ୍ୟତ ରେ ତମର ବଂଶ ବୁନିୟାଦୀ କିଛି ରହିବନି

  • @biswaranjanparida297
    @biswaranjanparida297 Před 5 dny +108

    ତୁ ଗୋଟେ ବିଧାୟକ ହୋଇ ଏତେ ମିଛ କହୁଛୁ। ତୋ ବୁନିଆଦି ମିଛୁଆ। ତୋର ଯୋଗ୍ୟତା ନାହିଁ ବିଧାୟକ ହେବାପାଇଁ।

  • @shivamvdo6966
    @shivamvdo6966 Před 5 dny +90

    24 ବର୍ଷ ଏଇ ଭଳି ମହିଳାଙ୍କୁ ସମ୍ମାନ ମିଳୁଥିଲା।

    • @Kunal5684
      @Kunal5684 Před 4 dny +2

      ଏଇଟା ହେଲା ତାଙ୍କ ନେତାଙ୍କ ମାଙ୍କୁ ସମ୍ମାନ

  • @azubizu2534
    @azubizu2534 Před 5 dny +8

    ଭାଇ ରେ ଅର୍ଗସର ସତ ପାଇଁ ଆଜି ବିଜେଡ଼ି ହଜିଗଲା
    ♥️♥️♥️♥️♥️♥️♥️♥️♥️♥️♥️

  • @jayakrushnabarik2844
    @jayakrushnabarik2844 Před 5 dny +8

    ଏ ଘଟଣାକୁ ଆମେ ନିନ୍ଦା କରୁଛୁ ନ୍ୟାୟ ମିଳିବା ଦରକାର..

  • @biprapriya
    @biprapriya Před 5 dny +55

    ରଘୁନନ୍ଦନ ଯଦି ଜଣେ ସାଧାରଣ ଲୋକଟିଏ ହୋଇଥାଆନ୍ତେ ସେ ଏତେ ବେଳକୁ ଝାରପଡା ଜେଲ୍ ଭିତରେ ଥାଆନ୍ତେ। ପୂର୍ବତନ ମନ୍ତ୍ରୀ ଙ୍କ ଏଭଳି ଅମାନୁଷୀକ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ରେ ବିଳମ୍ବ କାହିଁକି, ବୁଝି ହେଉ ନାହିଁ।

  • @dillepsamal
    @dillepsamal Před 5 dny +49

    ଅର୍ଗସ କୁ ମୋ ତରଫରୁ 🙏🏻🙏🏻🙏🏻🙏🏻

  • @subhabratamishra4465
    @subhabratamishra4465 Před 5 dny +6

    ଏ ସବୁ କାର୍‌ନାମାରୁ ଯାହା ଜଣାପଡ଼ୁଛି 'ରଘୁଆ ଅଜା' ପାଖରେ କଳାପେଡୀ ଅଛି ନ ହେଲେ 'ଅର୍ଗସ୍' ନାଁ ଶୁଣି କାହିଁକି କୁକୁର‌ ଛାଡିଦେଲେ । ତେଣୁ ଆମେ ନୂଆ ସର୍‌କାର୍‌ଙ୍କୁ ଅନୁରୋଧ୍‌ କରୁ କି ସେ ରଘୁଆ ଅଜାଙ୍କୁ ଭଲ୍‌ କରି ମାଲିସ୍‌ କରି ସ୍ବାଦିଷ୍ଟ୍‌ ରୋଳ‌ ର ବ୍ୟବସ୍ଥା କରନ୍ତି ।

  • @user-ti2kb8jb9i
    @user-ti2kb8jb9i Před 5 dny +6

    ରଘୁନନ୍ଦନ କୁ ବାନ୍ଧି ବାଡେ଼ଇଲେ ସବୁ ସତ ସତ କହିବ....

  • @tikerambag9866
    @tikerambag9866 Před 5 dny +60

    ରଘୁନନ୍ଦନ ଦାସଙ୍କୁ ଗିରଫ କରାଯାଉ

  • @BalaramNath-fe8ws
    @BalaramNath-fe8ws Před 5 dny +87

    ରଘୁ ନିଜକୁ ମୁଣ୍ଡି ଭାବୁଛୀ ଏଇ ବେଧଛୁଆ ଙ୍କ ପାଈଁ ବିଜେଡି ହାରିଛି

  • @babulidehury6603
    @babulidehury6603 Před 4 dny +3

    ନିଜକୁ ବଞ୍ଚାଇବା ପାଇଁ.... ମିଛ କହୁଛନ୍ତି.... ଇୟେ ଲୋକ ମାନଙ୍କର ନେତା ହେବାପାଇଁ ଯୋଗ୍ୟ ନୁହନ୍ତି

  • @hrudayaranjan8217
    @hrudayaranjan8217 Před 5 dny +4

    କାଲି ଗୋଟେ କଥା କହୁଛି ରଘୁ ଆଜି ପୁଣି ଆଉ ଗୋଟେ କଥା କହୁଛି ରଘୁ ଏପରି ନେତାକୁ ଭୋଟର ଠିକ୍ ଜବାବ ଦେଲେ ଆକୁ ଆରେଷ୍ଟ କରାଯାଉ କାରଣ ସାମ୍ବାଦିକ କୁ ବେବହାର ଖରାପ କରିଛନ୍ତି

  • @Arnov389
    @Arnov389 Před 5 dny +149

    ତୁରନ୍ତ ଏହାର ତଦନ୍ତ କରାଯିବା ଦରକାର, ଏହା ଏକ ନିଦ୍ୱନୀୟ ଅପରାଧ

  • @Keonjhar-MOTO-VLOG
    @Keonjhar-MOTO-VLOG Před 5 dny +50

    Cbi raid କରାଯାଉ ସବୁ ବିଜେଡି ନେତାଙ୍କୁ

  • @RabindraPuhan-ui4pm
    @RabindraPuhan-ui4pm Před 5 dny +15

    ଏ ରଘୁନନ୍ଦନ କୁ,ଗୋଟେ ଘର ଭିତରେ ଲଙ୍ଗଳା କରି କି, ଲଙ୍କା ଧୁଆଁ ଦିଅ, ତାପରେ ଏ, ମାନେ ସୁଧୁରିବେ

  • @subasinikusumalia3149
    @subasinikusumalia3149 Před 5 dny +5

    ଶଳା କୁ ମୁଁ ଯଦି ଆଖି ରେ ଦେଖି ଥାନ୍ତି ମାରି ଥାନ୍ତି ଶଳା ହାରାମି ରଘୁ ନଦନ

  • @brajakishorepadhi4022
    @brajakishorepadhi4022 Před 5 dny +108

    ଓଡ଼ିଆ ର ହିରୋ ଅରଗସ।

  • @antarmallick9758
    @antarmallick9758 Před 5 dny +64

    କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @niranjanpanda8574
    @niranjanpanda8574 Před 5 dny +6

    ଦୁର୍ନୀତିର ସିବିଆଇ, ଇଡି ତଦନ୍ତ ହେଲେ ଏସବୁ ଭିତରକୁ ଯିବେ।

  • @kishorekumarrout5032
    @kishorekumarrout5032 Před 5 dny +11

    ଦୁର୍ଗାଶିଷ ଭାଈ ନମସ୍କାର ଆପଣଙ୍କୁ, ଏ ଶଳା ବେହିଆ ରଘୁଆର ନିଦ ହଜେଇଦିଅ.....
    ଏଇଟା ହାରାମି ପାଗଳ ଲୋକଟା ଭାଈ ...

  • @Adarsha.academy
    @Adarsha.academy Před 5 dny +51

    ରହିଯା ରଘୁଆ ଖାଇକି ଯିବୁ l

  • @sashibhusanmishra7147
    @sashibhusanmishra7147 Před 5 dny +35

    ରଘୁ କୁ ଶିଘ୍ର କୁକୁର ଳଗେଇ ଗିରଫ କରି ସେଲ ଭିତରେ ହାତ ଗୋଡ ବାଂଧି ରଖା ଯାଉ

  • @sasmitalenka5510
    @sasmitalenka5510 Před 5 dny +8

    ଶାସ୍ତ୍ର କହିଛି,ଟାଙ୍ଗରା ,ବଙ୍ଗେରା, ମାଗୁର ନସୁଆ , ଏମାନେ ଅଟନ୍ତି ପରମ ମିଛୁଆ

  • @manojnayak5916
    @manojnayak5916 Před 5 dny +17

    ଏ ଭିଜୁଆଲ୍ ଟିକୁ ଦେଖିଲା ପରେ ମୁଁ ହତବାକ। ଅତ୍ଯନ୍ତ ଅମାନବୀୟ। ଏଭଳି ଲୋକ କୁଂ ତୁରନ୍ତ ଗିରଫ କରାଯାଉ।

  • @shivamvdo6966
    @shivamvdo6966 Před 5 dny +68

    ନନ୍ଦନ କାନନ ବାଘ ଖୁଆଡ ଭିତରକୁ ରଘୁନନ୍ଦନ ଦାସ କୁ ପକେଇ ଦିଅ ପଶୁ କଣ ବୁଝିବେ।

  • @user-qz6es3wf7m
    @user-qz6es3wf7m Před 5 dny +79

    ରଘୁଆ କୁ ନନ୍ଦନକାନନ ବାଘ ସାମ୍ନାରେ ଛଡା ଯାଉ

  • @Prajnaparmitabarik
    @Prajnaparmitabarik Před 4 dny +2

    ଆଶା ନ ଥିଲା 💔💔
    ‌‌ ଆପଣଙ୍କୁ ଜିତେଇବା ବୋଧେ ବାଲିକୁଦା ବାସୀଙ୍କ ମୂର୍ଖାମୀ ଥିଲା🙏🏻
    ଲଜ୍ଜା😞

  • @kamalakantapanda8822
    @kamalakantapanda8822 Před 5 dny +5

    ରଘୁ କୁ ଗୁଳି କରି ଦିଅ.

  • @bigyanranjnpradhan9669
    @bigyanranjnpradhan9669 Před 5 dny +32

    ସରକାର ଙ୍କୁ ଅନୁରୋଧ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ

  • @BalaramNath-fe8ws
    @BalaramNath-fe8ws Před 5 dny +76

    ଏ ସଳାଙ୍କ ଉପରେ ବିଜେପି ଆକ୍ସନ ନନେଲେ ମୋ ଘରର ଚାରିଟା ଭୋଟ ବିଜେପିରୁ କଟିବ

  • @prativamohanty6183
    @prativamohanty6183 Před dnem +1

    ଭାଇ ଭୁଲ ବୁଝିଛନ୍ତି | ରଘୁନନ୍ଦନ ଅସୁସ୍ଥ, ତାଙ୍କୁ ଏଥର ଟିକେଟ ନ ଦେଇ ଶେଷ ପର୍ଯ୍ୟନ୍ତ ଝୁଲେଇ ନିରାଶ କଲେ | ସେ ପାଣ୍ଡୁ ଭକ୍ତ ନୁହନ୍ତି | ବିଚାର କରିବେ 🙏🙏🙏

  • @user-qr2zs8ih4c
    @user-qr2zs8ih4c Před 5 dny +31

    ରଘୁନନ୍ଦନ ଦାଶ କୁକୁର ରଖିବା ପାଇଁ ଅନୁମତି ପାଇଛନ୍ତି କି,❓❓❓❓

  • @sewanayak945
    @sewanayak945 Před 5 dny +28

    ସେ ମାଗିହାଙ୍କୁ ଆଗେ ଆରେଷ୍ଟ କରାଯାଉ 🙏

  • @alokbhoi8144
    @alokbhoi8144 Před 3 dny

    ସତ୍ୟର ସବୁବେଳେ ଜୟ ହୁଏ 🙏

  • @biswaranjanmohapatra2518

    ନନ୍ଦନ କାନନ 🎉ସିଂହ ଖୁଆଦ🎉 ଭିତରକୁ ଫୋପାଡି ଦିଅ🎉 ଏ ଲୋକ କୁ
    । ଭାରତର କୋହଲୀଆ ଦଣ୍ଡ ବ୍ୟବସ୍ଥା ପାଇଁ ଏମାନେ ଏମିଟ ଉତ୍ପାତ ହଉଛନ୍ତି 🎉
    ଏ ପୁଣି ଲୋକ ପ୍ରତିନିଧି ଥିଲା 🎉

  • @jayantamadhei602
    @jayantamadhei602 Před 5 dny +23

    ଯେଉଁ ମା ଗିହା ମାନେ କହୁଛନ୍ତି ତାଙ୍କ ଭଉଣୀ ମାନଙ୍କୁ ଗଡେଇ ଗଡେଇ ଗେହିଁବା ଦରକାର ରଘୁଆ ଝିଅ କୁ ବି ତାପରେ ସେମାନେ ଜାଣିବେ କେତେ ମଜା ନାଁ କେତେ କଷ୍ଟ

  • @FAKIRJENA-du2zs
    @FAKIRJENA-du2zs Před 5 dny +39

    ରଘୁ ଉପରେ ବାଜିବ।

  • @pratapchpradhan3607
    @pratapchpradhan3607 Před 5 dny +4

    ରଘୁ ବାବୁ ଜର ବିକଳରେ ତାଟିଆ କମ୍ବୁଡୁ ଛନ୍ତି ଗାଲୁମାରୁଛନ୍ତି

  • @Manu-nz8gx
    @Manu-nz8gx Před 4 dny +4

    ଏହିଭଲି ଲୋକକୁ ମନ୍ତ୍ରୀ କରେଇଥିଲେ ନବୀନ୍ ?

  • @sibaprashad8272
    @sibaprashad8272 Před 5 dny +66

    ତୁରନ୍ତ ପଦକ୍ଷେପ ନିଅନ୍ତୁ

  • @Cricketnews9330
    @Cricketnews9330 Před 5 dny +36

    ମାଗ୍ୟ କେ ଆରରେଷ୍ଟ କର BJP ସରକାର ARGUS NEWS ସବୁବେଳେ ସତର ପର୍ଦାଫାଶ କରେ 😍

  • @sureskumar9199
    @sureskumar9199 Před 5 dny +1

    Argus news odisha people with u . Go ahed. We are with u with full force

  • @laxmanmurmu3285
    @laxmanmurmu3285 Před 4 dny

    Thanks sir.tanku kothoro dondo miliba darkar.Argus news channel is better in Odisha

  • @Purusottamsing-wu6ok
    @Purusottamsing-wu6ok Před 5 dny +19

    ରଘୁନନ୍ଦନ କୁ ଗିରଫ କରାଯାଉ

  • @user-kt9nv9fd5j
    @user-kt9nv9fd5j Před 5 dny +31

    Arrest Raghunandan immediately.

  • @MsDelivery
    @MsDelivery Před 5 dny +1

    Hon'l #CMO_Odisha Please give justice to Argus Media, Truth 4th Pillar of democracy

  • @sureshkumarmallick2596

    Argus Tv କୁ ଅଶେଷ ଅଶେଷ ଧନ୍ୟବାଦ 🙏,
    Sir ଏମାନଙ୍କୁ ଜମାରୁ ଛାଡ଼ନୀ,
    ଏ ହାରାମିଯାଦା ରଘୁଆ
    ସିକୁରିଟି କୁ କହୁଚି... ସେ ମୋ କୁକୁର,
    ଆମେ ଏକଥା ଶୁଣିବା କ୍ଷଣି ଦେହରେ ନିଆଁ ଲାଗିଯାଉଚି

  • @satyaranjanjena6949
    @satyaranjanjena6949 Před 5 dny +14

    ଶୀଘ୍ର ତଦନ୍ତ କରାଯାଉ ସାଧାରଣ ଲୋକ ଏମାନଙ୍କ କଳା କାରନାମା ଜାଣିବାକୁ ଚାଁହୁଛନ୍ତି

  • @jyotirbindupradhan4884
    @jyotirbindupradhan4884 Před 5 dny +25

    ରଘୁଆ ଜଗତସିଂହପୁର ପାଇଁ ଗୋଟେ କଳଙ୍କ

  • @user-kk2oz4mz3w
    @user-kk2oz4mz3w Před 5 dny +3

    ହେ ମାଜ୍ଞା ରଘୁ ନନ୍ଧନ କୁ ଟାଣିଆଣ ମାଜ୍ଞା କୁ ଟାଙ୍ଗିଆ ରେ ଆଣିବା

  • @143pinky25
    @143pinky25 Před 4 dny +1

    ଆଗ ମାଡ ହେଲେ ସବୁ ସତ ବାହାରିବ

  • @skumars3031
    @skumars3031 Před 5 dny +14

    ଦୁର୍ଗା sir super
    ଆଗେ ବଢ......

  • @dayasagardayasagar755
    @dayasagardayasagar755 Před 5 dny +9

    ସବୁମିଡ଼ିଆ ଏକଜୁଟହୁଅ ...
    ଏ ରଘୁ ନନ୍ଦନର ହାଲତ୍ ୧୨ ବଜେଇ
    ଓଡ଼ିଶାକୁ ହାଲା ବୋଲା କର . .
    Govt active ହୁଅନ୍ତୁ .
    ରଘୁ ଓ ତାହାର ପୁଅ atrest ହେବା ଦରକାର୍.

  • @pravatmallik3889
    @pravatmallik3889 Před 4 dny

    Very good Argus News

  • @rudraprasadmohanty9891
    @rudraprasadmohanty9891 Před 5 dny +1

    Great ......Argus.....

  • @HemantBehera-ve7mu
    @HemantBehera-ve7mu Před 5 dny +16

    ମିଛୁଆ ଗୁଡାକ ଆଗରୁ ଥିଲେ ସେମାନଙ୍କୁ ଟମାଟୋ ପକେଇଲେ ୩୦୭ଦଫା ଲଗେଇ ଦେବେ

  • @dibyaranjandalei1302
    @dibyaranjandalei1302 Před 5 dny +21

    ସବୁ ସାମ୍ବାଦିକ ଏକ ହୁଅ ଏକ ବଡ ଆନ୍ଦୋଳନ ହେବା ଦରକାର

  • @jchoudhury274
    @jchoudhury274 Před 3 dny

    ଦୁର୍ନୀତି ଗ୍ରସ୍ତ ରଘୁନନ୍ଦନ କୁ ଶୀଘ୍ର ସରକାରୀ ବାସ ଭବନ ରୁ ବହିସ୍କାର କରାଯାଉ ଜୟ ଜଗନ୍ନାଥ

  • @LingarajSingh-gz3qh
    @LingarajSingh-gz3qh Před 4 dny

    Argus news dhanyavaad 🙏🙏🙏🙏

  • @sasmitadash4577
    @sasmitadash4577 Před 5 dny +16

    Strong action should be taken against Raghunandan das

  • @bijayasahoo6259
    @bijayasahoo6259 Před 5 dny +11

    ମିଛୁଆ ରଘୁଆ, ସେତେବେଳେ ବଡ ଦମର କୁକୁର ଛାଡ଼ି ଦେଇଥିଲା, ପୋଲିସ ଆସିଲା ପରେ ଲଙ୍ଗୁଡ ଜାକିକି କୁକୁର ଭଳିଆ ପଛ ଯାକୁଚି

  • @bmcreation1302
    @bmcreation1302 Před 4 dny

    ବବି ଦାସ ର ଘର ଭଙ୍ଗା ହେବାରୁ କିଛି ମୂଲ୍ୟବାନ ଜିନିଷ ରଘୁ ନନ୍ଦନ ଘରେ ରଖା ଯାଇଛି, ତେଣୁକରି ସାମ୍ବାଦିକ କୁ ଦେଖି ସେ ପୁରା ଭୟଭୀତ ହେଇ ଏହି ହୀନ କାର୍ଯ୍ୟ କରିଛି ତେଣୁ ଦୁର୍ଗା ବାବୁ ରଘୁ ଘର ଯାଞ୍ଚ କରା ଯାଉ🔥🔥🔥

  • @rameshchandrabhoi5385
    @rameshchandrabhoi5385 Před 4 dny +1

    ଏ କି ଜନପ୍ରତିନିଧି ଆଉ କି ଜନସେବା କରିଥିବେ ?

  • @renubalamahapatra9535
    @renubalamahapatra9535 Před 5 dny +7

    Argus is the best

  • @sunilsahoo-xs2qu
    @sunilsahoo-xs2qu Před 5 dny +6

    argus no 1 news channel

  • @pramodjhankar9720
    @pramodjhankar9720 Před 4 dny +3

    କୁକୁର ଛାଡ଼ିବା ସାଂଘାତିକ ଅପରାଧ ତାକୁ ଉତମ ମଧ୍ୟମ ଦେବା କଥା

  • @yaminiBehera-hj7io
    @yaminiBehera-hj7io Před 4 dny +1

    Argus news is good

  • @ramachandratarai963
    @ramachandratarai963 Před 5 dny +6

    Bst chanl of argus.....durga bhi wlcm

  • @rajaswain3049
    @rajaswain3049 Před 5 dny +10

    ରଘୁଆ କୁ ଗିରଫ କରାଯାଉ

  • @sunilpanda9290
    @sunilpanda9290 Před 5 dny +2

    ରଘୁନନନ୍ଦନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବିଜେଡିର ଦବଙ୍ଗଗିରି ଯାଇନାହିଁ 😂😂👌👌

  • @panchananjena8968
    @panchananjena8968 Před 2 dny

    ପ୍ରଥମେ ରଘୁନନ୍ଦନ କୁ ଥାନାକୁ ଆଣି ଉତମ ମଧ୍ୟମ ଦିଆଯିବା ଉଚିତ

  • @user-ru2lx7mu6v
    @user-ru2lx7mu6v Před 5 dny +4

    ଆଗରୁ ରଘୁଆଟା ବହୁତ ଭଲ ଲାଗୁଥିଲା ଏବେ ଠକ ଟାଉଟର ଦଲାରି ହୋଇଗଲା ଯିଏ ଦୋଷ କରିଛନ୍ତି ତାକୁ ଦଣ୍ଡ ମିଳିବା ଦରକାର ଆପଣ ସାମ୍ବାଦିକତାର ସାଳିନତା ରକ୍ଷା କରନ୍ତୁ

  • @user-qz6es3wf7m
    @user-qz6es3wf7m Před 5 dny +34

    ଗେଣ୍ଡା ଦଳରେ ସବୁ ହାରାମି ଅଛନ୍ତି

  • @sujitgopalmohanty3594
    @sujitgopalmohanty3594 Před 4 dny +1

    ନବୀନ ବାବୁ ଆପନ କଣ ଆପଣଙ୍କ ଦଳୀୟ କର୍ମୀଙ୍କୁ ଏହି ଶିକ୍ଷା ଦେଇଛନ୍ତି 😅

  • @98533gunan
    @98533gunan Před 4 dny +1

    କଣ ଆଜିବି ଏ ଦୁନିଆରେ ଧର୍ମ ନାଇ
    2ଦିନ ହେଲାଣି ଗୋଟିଏ ନାରୀକୁ ସମ୍ମାନ ପାଇବା ଜାଗାରେ କୁକୁର ଖୋଲିବା କୁ କୁହାଯାଏ କଣ ଏ ଆମ ସରକାର (ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ) ରିଆକ୍ସନ ନୋଉ ନାହାନ୍ତି
    ଆବଶ୍ୟକ ପଢିଲେ ରାଜ୍ ରାସ୍ତାକୁ ଜିବୁ ଗୋଟିଏ ଭୋଉଣୀ ର ଭାଇ ହୋଇ
    ଏହା ଜେତେ ଜଲଦି ଆକ୍ସନ ନିଆ ଯାଉ

  • @niranjanmohapatra7219
    @niranjanmohapatra7219 Před 5 dny +7

    ରଘୁଆ ବଡ଼ ବେହିଆ, ସେ ବଡ଼ ମିଛୁଆ।

  • @alekhpradhan1191
    @alekhpradhan1191 Před 5 dny +5

    ,ଅତି ଶୀଘ୍ର ରଘୁନନ୍ଦନ କୁ ଜେଲ ରେ ପୁରାଅ .

  • @balakrushnarath4854
    @balakrushnarath4854 Před 4 dny +1

    ଆପଣଙ୍କୁ ଲାଜ ଲାଗୁନି ଆଜ୍ଞା... ଆହୁରି ରଘୁଆ କୁ ରେସପେକ୍ଟ କରୁଛନ୍ତି...ବିଜେଡି ହାରିଲା ପରେ ଏ ସମସ୍ତ ଙ୍କର ମତିଭ୍ରମ ହୋଇଗଲାଣି.....ଶଳା ରଘୁଆ ମୋ ହାବୁଡେ ପଡିଥାନ୍ତା କି.. ରଘୁଆ ମାଗିହା.ର ପେଳ କାଟି ଦେଇଥାନ୍ତି... ମାଗିହା କୁ କେତେ କହିଲେ ମଧ୍ୟ କମ ପଡିବ

  • @TBC0.1
    @TBC0.1 Před 4 dny

    ପ୍ରଶାସନ କୁ ଅନୁରୋଧ ନିରପେକ୍ଷ ସମାଧାନ କରନ୍ତୁ କୌଣସି ଚାପ ରେ କରନ୍ତୁ ନାହିଁ... ଆସା କରୁଛୁ ଜଲଦି ସମାଧାନ କରିବେ... ଦରକାର ପଡିଲେ CBI ତଦନ୍ତ କରନ୍ତୁ.. ଏଇଟା ନେତା ଆଉ ରାଜ୍ୟ ଆଉ ଗଣମାଧ୍ୟମଆଉ ପ୍ରଶାସନ ସମସ୍ତଙ୍କ ର ସମ୍ମାନ ର କଥା ଅଛି...

  • @ajitkumarpanda6388
    @ajitkumarpanda6388 Před 5 dny +7

    ସତ୍ୟର ଖୁଲାସା ହେଉ,,,,,,,ଯିଏ ବି ଦୋଷୀ ତାକୁ ଦଣ୍ଡ ମିଳିବା ଉଚିତ୍,,,,,,,

  • @himms984
    @himms984 Před 5 dny +21

    ସରକାର କଣ ସୋଇଛନ୍ତି ? Maadhia ଟାକୁ ଆଗ arrest କର।

  • @bijayalaxmimallick5836
    @bijayalaxmimallick5836 Před 5 dny +3

    ଦୁର୍ଗାଶିଷ ଭାଇ ଯେଉଁମାନେ କହୁଛନ୍ତି କୁକୁର ଛାଡ଼ିଛି ଭଲ ହୋଇଛି, ସେମାନେ ତାଙ୍କ ମାଆ, ଭଉଣୀ, ସ୍ତ୍ରୀଙ୍କୁ ବବି ଦାସ ରଙ୍ଗ ମହଲକୁ ପଠାଇ ଟଙ୍କା ରୋଜଗାର କରନ୍ତି l କାଳେ ସେଗୁଡିକ ପଦାକୁ ଆସିଯିବ, ସେଥିପାଇଁ କହୁଛନ୍ତି ଭଲ ହୋଇଛି

    • @srilaxmimohapatra5624
      @srilaxmimohapatra5624 Před 4 dny

      Madam mu kou dala ra nai....gote stree loka hoi amty jhia bohunku publically cmnt karuchhanty. ...sethiru apananka character jana paduchhhi.

  • @suryakantapradhan2006
    @suryakantapradhan2006 Před 4 dny +1

    କିଏ କହିପାରିବ ଏହି ଚ୍ୟାନେଲ କେଉଁ ଦଳ ସପକ୍ଷରେ ଗଣତନ୍ତ୍ରକୁ ଅସମ୍ମାନ ଜଣାଇ ସ୍ୱର ଉଠାଏ ?

  • @dillepsamal
    @dillepsamal Před 5 dny +9

    ଏ ଶଳା ଗୁଡା ଗେଣ୍ଡା ଖାଇ ଖାଇ ନିଜ ମା ଓପରେ ଚଢ଼ିଯିବେ