ବବି ଦାସଙ୍କ ଘର ଭଙ୍ଗାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ସାମ୍ବାଦିକ ରବି ଦାସ,କହିଦେଲେ ବଡ଼ କଥା Rabi Das On Bobby Das

Sdílet
Vložit
  • čas přidán 25. 06. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Komentáře • 236

  • @BibhutiDalei-hz7xs
    @BibhutiDalei-hz7xs Před 2 dny +24

    ବୁଢ଼ା ବର୍ଷା ଯୁଆଡେ ଛତା ସିଆଡେ !

  • @dibyaranjan3454
    @dibyaranjan3454 Před 2 dny +60

    ଏ ବୁଢାର ସ୍ୱର ଆଜି ବଦଳି ଗଲା କେମିତି???

    • @ramamohandang3513
      @ramamohandang3513 Před 2 dny +2

      Inteligent comments

    • @ashokkumarpal596
      @ashokkumarpal596 Před 2 dny +6

      ବିଜେଡି ରୁ ତ ଆଉ କିଛି ମିଳିବନି ,ବଦଳି ଗଲେପାଞ୍ଚବର୍ଷ ବିଜେପି ରୁ କିଛି ମିଳିଯାଇ ପାରେ .

    • @manveersagarbage3291
      @manveersagarbage3291 Před 2 dny +1

      Ha ha ha

    • @abhayamishra3806
      @abhayamishra3806 Před 2 dny +2

      BARSA Juade.....CHHATA Siade😂😂😂

    • @nboy9584
      @nboy9584 Před 2 dny +1

      ସରକାର ବଦଳିଲା ନାଁ ସେଥି ପାଇଁ 🤣🤣🤣🤣 new version updated

  • @user-xc8ek1wj1f
    @user-xc8ek1wj1f Před 2 dny +20

    ବବି ଦାସ ଘର ଭଙ୍ଗା ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ନୀରବତା ଦୁର୍ଭାଗ୍ୟଜନକ

    • @Srbhgfg
      @Srbhgfg Před 2 dny +2

      ଆକ୍ସନ ନିଆଯିବ, ଥୟ ଧର, ପୁରା bjd ସଫା କରାଯିବ 😂

  • @oldisgold1379
    @oldisgold1379 Před 2 dny +79

    ମହାଶୟ ବହୁତ୍ ଦିନ ପରେ BJD ବିରୁଦ୍ଧରେ ସତ କଥା ଟା କହିଲେ,,,,👍👍👍👍

    • @narayandas369
      @narayandas369 Před 2 dny +7

      ବହୁତ ବଢିଆ କଥା ଲେଖିଛନ୍ତି

    • @ChonaBhai-jx4uz
      @ChonaBhai-jx4uz Před 2 dny

      ​@@narayandas369😊

    • @ashwinisahu6584
      @ashwinisahu6584 Před 2 dny +8

      RABI BABU ..JANANTI JEPATE BARSA
      SEPATE CHHATA🎉🎉🎉

    • @nboy9584
      @nboy9584 Před 2 dny +1

      😂😂😂😂😂 sahi pakde hai 😂

    • @munapanigrahi6146
      @munapanigrahi6146 Před 2 dny

      Thik ei budha double meaning kahthaa

  • @SanatanchattarChattar
    @SanatanchattarChattar Před 2 dny +34

    କଉ ଅଧିକାରୀ ବବି କୁ ଦେଇଥିଲେ ଅନୁମତି ତାକୁ ବି ଗିରଫ କର ।

  • @sunilrauto5923
    @sunilrauto5923 Před 2 dny +37

    ହନୁ ମଲା ବେଳେ ସତ କହିଲେ

  • @dillipkumarpanda2875
    @dillipkumarpanda2875 Před 2 dny +24

    ନୂଆ ମୁଖ୍ୟ ମନ୍ତ୍ରୀ ନୀରବ କାହିଁକି

    • @golakbiharimalikgolak654
      @golakbiharimalikgolak654 Před 2 dny

      Pati re na kahi kama re kari dekheibe boli asha. Na hele Bangop sagar nuhen loke Arab sagar re nei pakei debe. Be aware BJP !!

    • @Srbhgfg
      @Srbhgfg Před 2 dny

      ହେବ ଥୟ ଧର, ପୁରା bjd ସଫା କରାଯିବ, ସମୟ ପୁରା ପାଞ୍ଚ ବର୍ଷ 😂

  • @NilamaniSahu-de9rl
    @NilamaniSahu-de9rl Před 2 dny +21

    ବହୁତ୍ ଦିନ ପରେ ନିରପେ୍ଷ କଥା କହିଲେ, ଧନ୍ୟବାଦ୍।

  • @am9519
    @am9519 Před 2 dny +6

    ରବି ଅଜା ଜଣେ ଭୟଙ୍କର ବତୀପେଲା... ଯାହା ମୁହଁ କୁ ଟିକେ ଲାଜ ଥିବ.. ସେ ତାଙ୍କ byte ନିଅନ୍ତାନି...

  • @narayandas369
    @narayandas369 Před 2 dny +5

    ସାମ୍ବାଦିକ ରବିବାବୁଙ୍କୁ ଧନ୍ୟବାଦ

  • @paritoshpatnaik6731
    @paritoshpatnaik6731 Před 2 dny +5

    ସ୍ବର ବଦଳିଲା..ମାଲ ଢିଲା ହବା ବନ୍ଦ ହୋଇଗଲା କି...

  • @srustidhardey5817
    @srustidhardey5817 Před 2 dny +14

    Arrest immediately ବବି

  • @numerologistsannjoy5996
    @numerologistsannjoy5996 Před 2 dny +1

    ଇଏ ପ୍ରଥମେ ବିଜେଡି ସପୋର୍ଟ ରେ ଗପୁଥିଲେ ସେତେବେଳେ ବିଜେଡି ର ଅନ୍ୟାୟ ସବୁ ଦେଖା ଯାଉନଥିଲା. ଆଉ ବର୍ତମାନ ସରକାର ବଦଳି ହେବାରୁ ୟାଙ୍କ କଥା ବାର୍ତ୍ତା ମଧ୍ୟ ବଦଳି ଯାଉଛି.😂😂😂 ବର୍ଷା ଯୁଆଡେ ଛତା ସିଆଡେ 😂😂😂

  • @FAKIRJENA-du2zs
    @FAKIRJENA-du2zs Před 2 dny +6

    ଯିଏ ସରକାର ରେ ରହିବ ରବି ସେଇ ଦଳକୁ ସପୋଟ କରିବ।

    • @numerologistsannjoy5996
      @numerologistsannjoy5996 Před 2 dny

      ହଁ ଭାଇ. କାରଣ ଇଏ ପ୍ରଥମେ ବିଜେଡି ସପୋର୍ଟ ରେ ଗପୁଥିଲା ସେତେବେଳେ ବିଜେଡି ର ଅନ୍ୟାୟ ସବୁ ଦେଖା ଯାଉନଥିଲା. ଆଉ ବର୍ତମାନ ସରକାର ବଦଳି ହେବାରୁ ୟାଙ୍କ କଥା ବାର୍ତ୍ତା ମଧ୍ୟ ବଦଳି ଯାଉଛି.😂😂😂 ବର୍ଷା ଯୁଆଡେ ଛତା ସିଆଡେ 😂😂😂

  • @abinashnayak8840
    @abinashnayak8840 Před 2 dny +2

    ହଁ ତୁ ଏହିଭଳି ଠିକ୍ କଥା କହ ମୁ ତତେ ସମର୍ଥନ କରିବି
    ଆଉ ତତେ ଗାଳି ଦେବିନି

  • @sudeepkumardian1548
    @sudeepkumardian1548 Před 2 dny +2

    ସରକାର ବଦଳିଲା ପରେ ୟାଙ୍କର ସ୍ୱର ବୋଧେ ବଦଳିଗଲା.

  • @biramhembram2124
    @biramhembram2124 Před 2 dny +15

    ନବିନ ବାବୁ ପାଗଳଥିଲେ ତେଣୁକଛିକହିପାରୁନଥିଲେ

  • @sethipravat
    @sethipravat Před 2 dny +2

    ସୁଭିଦା ବାଦି ପତ୍ରକାର ରବି ବାବୁ ଆପଣ ବହୁତ୍ ଜଲ୍ଦୀ ବଦଳି ଗଲେ କାଲି BJD ସପକ୍ଷ ରେ କହୁ ଥିଲେ କଣ BJP ସହିତ ଭିତିରୀ ସୁବିଧାର ବାଟ ଖୋଲିଲା ଗଲା କି

  • @sumanjena6713
    @sumanjena6713 Před dnem +1

    ଆବେ ଆଗରୁ କୁଆଡେ ଯାଇଥିଲେ ପ୍ରଭୁ ସବୁ

  • @abinashnayak8840
    @abinashnayak8840 Před 2 dny +2

    BJP ସରକାର ନିରବ କଣ ପାଇଁ
    BJP ସରକାର କିଛି କରୁନି କଣ ପାଇଁ

    • @satyamsibammohanty1255
      @satyamsibammohanty1255 Před 2 dny

      ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!

  • @abinashnayak8840
    @abinashnayak8840 Před 2 dny +1

    Only action ଦରକାର no reaction

  • @tusarpanda5148
    @tusarpanda5148 Před 2 dny +8

    Nabin babu sabu janichi .seita master❤

  • @deviprasadmishra6563
    @deviprasadmishra6563 Před 2 dny +2

    ରବି ବାବୁ ଙ୍କ ସମ୍ବାଦିକତା ଛି

  • @bijaydash7995
    @bijaydash7995 Před 2 dny +1

    ଏ ଶଳା ପାଗଳ ଦୁଇଗୋଡିଆ କୁକୁର ମତ ପରିବର୍ତ୍ତନ କରିବାରେ ଧୁରନ୍ଧର

  • @ashokkumarpal596
    @ashokkumarpal596 Před 2 dny +3

    କିଓ ରବିବାବୁ ଆଗରୁ ତ ବହୁତ ଟେକୁଥିଲ ,ଏବେ ବିଜେଡି ହାରିଲା ପରେ କଣ ଜାଣିଲ,ଏତେବଡ ସାମ୍ବାଦିକ କହୁଚ କଣ ଜାଣିନ କି ଏତେ ବଡ କାମ ସରକାରୀ ଘରେ ହେଇଚି .

  • @sureshchandradash6900
    @sureshchandradash6900 Před 2 dny +7

    ଝାଡପଡା ଗଲାଣିକା ନାହିଁ

  • @sumanjal7018
    @sumanjal7018 Před 2 dny +4

    CM sir immediately action on it

  • @rashbiharidas1810
    @rashbiharidas1810 Před 2 dny +9

    Honble CM is requested to take immediate action.

  • @sinitidash2979
    @sinitidash2979 Před 2 dny +2

    Hanu mala belaku Satya rakhya Kari chanti Rabi Babu . BJD dala Odisha state ru Bida heba pare Rabi Babu au sopart Karu nahanti bodhe BJD Ku . Rabi Babu tume Satya Kahi thibaru dhanyavad . Khushi lagila .

  • @pradeepdas8491
    @pradeepdas8491 Před dnem +1

    Right

  • @prasantapattanaik862
    @prasantapattanaik862 Před 2 dny +3

    ବିରୋଧୀ ଦଳ କିଛି କୋୖଣସି ବିଷୟରେ କହୁନ ଥିଲେ।କାରଣ ସେମାନେ କହୁଥିଲେ ଯାହା ଦୁର୍ନୀତି କରୁଛନ୍ତି କରନ୍ତୁ ସୀମା ଟପି ଗଲେ ଠିକଣା ସମୟରେ ଆମେ ଧରିବୁ।ଏବେ ଧରିବେ।

  • @user-lg4vi7wr8g
    @user-lg4vi7wr8g Před 2 dny +2

    ସେତେବେଳେ ରବି ବାବୁ ଆପଣ କୁଆଡେ ଯାଇଥିଲେ l ମନ୍ତ୍ରୀ ମାନଙ୍କୁ ସେ ଘର ଦିଆଯାଏ ବବି ଙ୍କୁ କାହିଁକି ଦିଆ ଯାଇଥିଲା l

  • @susamadash3483
    @susamadash3483 Před dnem

    ଆକ୍ରୋଶମୂଳକ ପଦକ୍ଷେପ ନ ହେଉ।ବହୁତ allotted quarterରେ ଏବେବି ଅଧିକ additional extension ହୋଇଚି।

  • @MinatiPanigrahy-uj1gi

    Jai Jagannath 🙏

  • @jitendrakumarnayak4929

    ଯଦି ଦମ୍ ଅଛି ପାଣ୍ଡିଆନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କର। ସେ ତ ଅନେକ ଦୁର୍ନୀତି, ଧର୍ଷଣ, ହତ୍ୟା ମାମଲାରେ ଜଡିତ ଅପରାଧି

  • @rabindraparida7950
    @rabindraparida7950 Před 2 dny

    Great toutor and opportunitist of Odisha he always changed his voice

  • @prabirkumarsamal2352
    @prabirkumarsamal2352 Před 2 dny +2

    ସାମ୍ବାଦିକମାନେ ସେହି ଘର ପରିସରରେ ବାଇଟ୍ ନେଲା ବେଳେ କିଛି ଦେଖି ପାରୁନଥିଲେ।

  • @PrakashchandraPanda-nn3tg

    ରବିଦାଶ କୁ ଜେଲକୁ ପଠାଯାଉ ସେଠାରେ ଚକି ପେସିବେ ।

  • @ghanashyamswain2222
    @ghanashyamswain2222 Před 2 dny

    MLA ଙ୍କୁ ଦୁଇଟା qrs !! ଧନ୍ୟ ପ୍ରଶାସନ !!

  • @prakashswain9177
    @prakashswain9177 Před 2 dny

    ଲଗା କଇଁଆ👍👍👍

  • @user-qz5tp2uv1d
    @user-qz5tp2uv1d Před 2 dny

    Very nice sir

  • @jitendrakumarnayak4929

    ସରକାର ବଦଳିଲେ ସ୍ୱର ବଦଳି ଯାଏ

  • @SmashEnough
    @SmashEnough Před 2 dny

    ବବି ଦାସ ଘଟଣା ପାଇଁ ଶାସନ ପ୍ରଶାସନ ଦାୟୀ ହେବାସହ ବବି ଦାସ ଅଧିକ ଦାୟୀ 😢 ନବୀନ ପଟ୍ଟନାୟକ ସରକାର କେବେ କୌଣସି ଆଇନ କାନୁନ ମାନିବା ଦୃଷ୍ଟାନ୍ତ ନାହିଁ ସବୁ ଏକ ଛାତ୍ରାବାସ ଶାସନ ନମୁନା

  • @satrughnadahoo9193
    @satrughnadahoo9193 Před 2 dny

    ଆଗରୁ ଏ ଜ୍ଞାନୀ ସାମ୍ବାଦିକ କଣ ଏସବୁ ଜାଣୁନଥିଲେ?
    କାହିଁ ଜଣେ ସାମ୍ବାଦିକ ଭାବେ ଲୋକଙ୍କୁ ଜଣାଇନଥିଲେ l
    ତେଲ ମରା ଲୋକଟା
    ୟା ବାଇଟ ଆମକୁ ଭଲ ଲାଗୁନି l
    ଏଇ କାମଳ ସାମ୍ବାଦିକ କୁ କାହିଁକି ଗୁରୁତ୍ଵ ଦିଆ ଯାଇଛି l
    ଏ ଯାହା ଗପୁଚି ଆମେ ସଧାରଣ ଲୋକ ଜାଣିଛୁ
    ଏଇଟା କଣ ମହା ଜ୍ଞାନୀ

  • @NilamaniSahu-de9rl
    @NilamaniSahu-de9rl Před 2 dny +2

    ନୂତନ ସରକାର ବେନିୟମ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି କାହିଁକି।

  • @skaifoundation8120
    @skaifoundation8120 Před 2 dny

    People all over the world are watching to see what happens when people disrespect and disregard law. My 2cents 🙏👍

  • @gopalnahak1969
    @gopalnahak1969 Před dnem

    ସୁପର ଚୋର କହୁଛି --- ଭିତିରି ଚୋରର କଥା । ୟାକୁ ଲଜ୍ଜ୍ୟା ନାହିଁ ....

  • @user-pu9qo1sg6p
    @user-pu9qo1sg6p Před 2 dny +9

    ଏତେ ଟଙ୍କା ଖର୍ଚ୍ଚ କଲେ, କେଉଁଠାରୁ ଏହା ଆଣିଲେ। କେତେ ପରିମାଣରେ ବଟି ଆଦାୟ କରୁଥିଲେ।

  • @Shree_910
    @Shree_910 Před 2 dny +27

    ହଁ ମୋ ମତରେ ଏମିତି ଲୋକକୁ ଗିରଫ କରାଯାଉ👍🏻ଏତେ ଅନ୍ୟାୟ କରୁଥିଲାମାନେ ୟାକୁ ଜଲ୍ଦୀ ଦଣ୍ତ ଦିଆଯାଉ 👍🏻

  • @tapukumarjena9522
    @tapukumarjena9522 Před 2 dny

    Right 👍 sir Jay shree Ram

  • @ashwinisahu6584
    @ashwinisahu6584 Před 2 dny +1

    EXTRA CONDROCTION RAHILE ASUBIDHA. KOUTHI

  • @laxmipriyabehera8539
    @laxmipriyabehera8539 Před 2 dny

    Should be quick action •

  • @user-yw8vq3fb5v
    @user-yw8vq3fb5v Před dnem

    ଆପଣଙ୍କୁ ନୂଆ ରୂପରେ ଦେଖିବାକୁ ପାଇଲୁ ।

  • @deviprasadmishra6563
    @deviprasadmishra6563 Před 2 dny

    ହ😅

  • @subhamcomputer5362
    @subhamcomputer5362 Před 2 dny

    ଏତେ ସାହସ କଣ ନବୀନ ବାବୁ ଦେଇଥିଲେ କି. ଉଭୟ should be accused

  • @prafullakumarpradhan8129

    ନୁଆଁ ସାମ୍ବାଦିକ ହେଲେବି ସତ ମିଛ

  • @SuratiPatra-jl5oq
    @SuratiPatra-jl5oq Před 2 dny

    Rabisir thiki katha kahuchhnti

  • @narasinghatripathy5371

    ଆହା,

  • @banshidharjena4592
    @banshidharjena4592 Před 2 dny

    ବରାବର action ହେବା ଦରକାର

  • @sunilpanda9290
    @sunilpanda9290 Před 2 dny +1

    ରବିବାବୁ ଏତେଦିନେ ମୁହଁଖୋଲିଚି କିନ୍ତୁ ଟିକେ ପେଞ୍ଚ ରଖି କହିଛନ୍ତି ସବୁ ସମୟର ଦାସ 😂😂😂

  • @mirtohiddin-o2t
    @mirtohiddin-o2t Před 2 dny

    G A rule violation ,ତା ସହିତ ସବୁଠୁ ଗହିତ ଅବରାଧ criminal offense ଲାଗିବ

  • @dhananjayakhilar3888
    @dhananjayakhilar3888 Před 2 dny

    ସିବିଆଇ କୁ ଦିୟା ଯାଉ

  • @pkmishra6256
    @pkmishra6256 Před dnem

    Very correct stament given by Sr. Journalist SjRabi Das Jee. Thanks for your sound and clear analysys. Where is Govt. action. CM should have given instruction to cincern authority to visit the site/qtr and what are the illegal construction has made to be checked vividly whther any underground room, swiming pool and wooden cottege had constructed or not. If yes immidiate action is required to be taken whther legal allotment is there. Any illegal construction/extended, modification of Govt qtr is stricted prohibited and require nessery permission from concerned authority. One MLA or Minisyer has no power to do unethical activites inside Govt qtr.Many many thanks to SjRabi Das Jee for his free and frank opinion as Sr. Journalist.🙏🏾

  • @sureshchandradas88
    @sureshchandradas88 Před 2 dny

    On one end a palatial government building of an ex MLA is being demolished and on the other end there is no building for the chief minister. This is a very interesting part of Odisha Sashan

  • @mantoshmohanty3712
    @mantoshmohanty3712 Před 2 dny

    Panipaga badali jaeechhi, kichhi matra re, tathapi full mausumi asini RABI DASNKA PAKHARE.

  • @satyamsibammohanty1255

    ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!

  • @situn4377
    @situn4377 Před 2 dny

    1:30 Class4 govt employee bhi alteration karuchanti, au Neta nka tharu alaga asa kemiti karihaba

  • @amitbehera3346
    @amitbehera3346 Před 2 dny

    ଘର ଭଙ୍ଗା ଵୋବି ଦାସ୍ ଙ୍କ ପ୍ରତିକ୍ରିୟା ରେ ଚାମୁ ନବୀନ ପଟ୍ଟନାୟକ ଚୁପ୍ କାହିଁ

  • @nirasahoo1121
    @nirasahoo1121 Před 2 dny

    ନ ଭାଙ୍ଗିଲେ ଚଳି ଥାଆନ୍ତା

  • @dandapaniepili3185
    @dandapaniepili3185 Před 2 dny

    ସରକାରି ଘର କିଛି କରିବ ଆଗରୁ govt ରୁ ଅର୍ଡର ହେବ ଦରକାର। ଆଉ ସେ ଯଦି କୌଣସି ନେତା ନାହି ତୋ ସେ ଆଲିସନ୍ ବଙ୍ଗଳା ବନେଇଲା କିମିତି । ସରକାର ର ପଇସା ନାହି ସେ ଅଟେ ପଇସା ଅନିଲ କୁଠୁ। ତାର ଦଳର ଲୋକୋ ଦେଲେ କିଆ ସେ ଅଟେ ବଡ଼ । ମଉସା ସମ୍ବାଦ ରେ ଚୁନା ଲଗେଇ ବାର ପରି ଆଉ ଲାଗୁନି ହେଲା ମାଇକ୍ରୋ ଫାଇନାନ୍ସ ର ଭି ଟଙ୍କା ଖାଇଚି BJD

  • @jitendrakumarnayak4929

    କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଫେରିଲେ BJP ଦଳର ନେତା ମାନଙ୍କ କେଲେଙ୍କାରୀ ପଦାରେ ପଡ଼ିବ ବ୍ୟସ୍ତ ହେବାର କିଛିନାହିଁ

  • @Rkd6122
    @Rkd6122 Před 2 dny

    Originally alloted house was used for what if additionally constructed house was used for meetig people ?

  • @bipracharanjena2736
    @bipracharanjena2736 Před 2 dny +1

    ନବୀନ ବାବୁଙ୍କ ଭାଷାରେ ଆଇନ ତା ବାଟରେ ଯିବା ଉଚିତ୍

  • @sanjaytripathy9675
    @sanjaytripathy9675 Před 2 dny

    Condom କେତେ ବାହାରିଛି?

  • @ajaykumarbehera5018
    @ajaykumarbehera5018 Před 2 dny

    କିହୋରବିବାବୁ,ତୁମେ,କାହିଁକି, ସିଧସଳଖ, କଥା, ନକ ହି,ବୁଲେଇ,ବଙ୍କେଇ,କହି,ଦେଶକୁ,ଗଣ୍ଡିମାରିବକଠା

  • @dhrubanandabarik1638
    @dhrubanandabarik1638 Před 2 dny +1

    Its office accommodation. U said no one can make entry? U are wrong. When the reporters find some illegal works going on they must make entry to find out illegality. Hence U are not at all a good reporter.

  • @purnachandrabarik5787

    Kn pani

  • @PRASANNAKUMARMISHRA-eq9sh

    Sambadik mananku alot hoithiba ghare kete extension hoichi verification karajau

  • @manojkumarnayak237
    @manojkumarnayak237 Před 2 dny

    Why permanent structures were made without permission?

  • @munapanigrahi6146
    @munapanigrahi6146 Před 2 dny

    Illegal construction ra chinha barna rahile ta

  • @user-gh5iv6zp4t
    @user-gh5iv6zp4t Před 2 dny

    Rabi babu bujheidele Sabu aparadhi nirdosh kemiti huanti baby das jete rajswa lutichanti se sabuku bhangiruji ferei aniba darkar

  • @user-zk6jn5sc3c
    @user-zk6jn5sc3c Před 2 dny

    DeriKanapai.Bandha.Sethi.Rasalila.Chalithila

  • @rabinarayanpradahan9380

    ରବିବାବୁ କୁନ୍ଥେଇ କୁନ୍ଥେଇ କହୁଛନ୍ତି,,,,😅

  • @chintamanijena2300
    @chintamanijena2300 Před 2 dny

    Odisha Hn high court should be FIR Agnest Mr Pranav Prakash Das

  • @nabikasriutkalsourav4807

    तब ये महाशय कहाँ थे....
    इनको कोई seriously नहीं लेता....
    अंध बुद्धिजीवी का ओड़िशा नकार रहा है....
    Stop bite from those guy's who know everything 😄😄😄😄😂🤣

  • @user-ss4es5se1n
    @user-ss4es5se1n Před 2 dny

    Bala sambadika Rabi Das

  • @ramachandrapanigrahy8319

    The officials of GA must be booked and stringent action need to be taken against the corrupt officials!

  • @DIVYARANJAN91
    @DIVYARANJAN91 Před 2 dny +8

    ଯାହା ଘଟିବା କଥା ଘଟି ସାରୁ ତାପରେ କୀଳା ପଶିବ

    • @Srbhgfg
      @Srbhgfg Před 2 dny

      ଧୀରେ ଧୀରେ ପଶିଲେ ମଜା ଲାଗିବ, ପୁରା ପାଞ୍ଚ ବର୍ଷ ଅଛି 😂

    • @satyamsibammohanty1255
      @satyamsibammohanty1255 Před 2 dny

      ସବୁ ପ୍ରମାଣ ନଷ୍ଟ କରିବାକୁ ମୋହନ ସରକାର ଦେଉଛନ୍ତି ସୁଯୋଗ !!!ବବି ଦାସ ଉପରେ କିଛି ଆକ୍ସନ ହେବ ନାହିଁ, କାରଣ ତାଙ୍କର ପାଣ୍ଡୁ, ପ୍ରଭାକର ସହ ବିଜେପି ର ବଡ ବଡ ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ଅଛି !!!! ମୋହନ ସରକାର କିଛି କରିପାରିବ ନାହିଁ, କେବଳ ଜଳଜଳ ଦେଖିବ !!!

  • @user-wj1sf7uw9n
    @user-wj1sf7uw9n Před 2 dny

    Rabi Babu BJD against re 1st time' kahile

  • @maheswarswain3884
    @maheswarswain3884 Před 2 dny

    Rabi Das Sir nkara ebe mathmatics Gyan bodh huea bhul hei galani

  • @pradeepkumarsinha803
    @pradeepkumarsinha803 Před 2 dny

    NOW IT IS SEEN THAT THE PRESENT BJP GOVERNMENT IN ODISHA SHOWING INACTIVE TO TAKE IMMEDIATE ACTIONS AGAINST ILLEGAL ACTIVITIES. BUT WE EXPECT MORE.

  • @RabinarayanPati-nd3hb

    This man is bussinesman

  • @user-wk5pc6qr7r
    @user-wk5pc6qr7r Před 2 dny

    Semiti dekhile bbsr re 7000to 8000govt quarters re illegal construction sure hoichi .ga deptt kn action neba dekhiba.

  • @biswanathhhembram2426

    ବବି ଦାସ କୁ ଜେଲ ପଠାଅ।

  • @raghunathpradhan8704
    @raghunathpradhan8704 Před 2 dny

    False discussions should be avoided in any matter which doesn't bear any fruit since there is law inthis matter otherwise people will think that the Ministers and offcerd are fools and not aware of rules.

  • @sadanandapradhan8954
    @sadanandapradhan8954 Před 2 dny

    Bobby Das ku immediate arrest karajau

  • @AshokPati-zi7mm
    @AshokPati-zi7mm Před 2 dny

    Kichhi habani tankara

  • @DebabrataPanigrahi-ic9pc

    Kete re deal heichi

  • @LaxmidharaPalai
    @LaxmidharaPalai Před 2 dny

    Bhudin pare congres objd birudhare kahi paru chanti. Rabi babu.dhanyawad

  • @debaramajhi4370
    @debaramajhi4370 Před 2 dny

    Enquiry heu Tankara Emiti kete plot Alisan bangala achchi