Land Mafias Were Operating Under Protection Of Naveen Government | Nirbhay Gumara Katha

Sdílet
Vložit
  • čas přidán 30. 06. 2024
  • Land Mafias Were Operating Under Protection Of Naveen Government | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 255

  • @janardanpanda5378
    @janardanpanda5378 Před dnem +38

    ବିଜେଡି ସରକାର ଅମଳରେ ପ୍ରତେକ କ୍ଷେତ୍ରରେ ଦୁର୍ନିତି ହୋଇଛି ଏହାର ତଦନ୍ତ ହେବା ଆବଶ୍ୟକ

  • @manoranjan34680
    @manoranjan34680 Před dnem +21

    ବହୁତ ସୁନ୍ଦର ଉପସ୍ଥାପନା ସାର, ବିଜେଡି ସରକାର 2009 ରୁ 2024 ଏତେ ଦୁର୍ନୀତି ହୋଇଛି ଯେ ଯଦି ଗୋଟିଏ ସରକାର କାର୍ଯ୍ୟାନୁଷ୍ଠାନ ନେବେ କମସେକମ 10 ବର୍ଷ ଲାଗିଯିବ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ଶ୍ରୀରାମ 🙏🙏🙏

  • @surendramishra7947
    @surendramishra7947 Před dnem +16

    ନବୀନ ସରକାର ର କମଳ ଯାକ ବାଳ... ଏଇ ଅଡୁଆ ବାଳ ବାଛୁବାଛୁ ବୋଧେ 5ବର୍ଷ କଣ 25 ବର୍ଷ ବିତିଗଲେ ବି ବାଛି ପାରିବେନି... ଦେଖାଯାଉ, "ଫଳେନ ପରିଚୟେତ... ଜୟ ଶ୍ରୀରାମ 🙏🙏🙏

  • @hrushikeshsahoo5289
    @hrushikeshsahoo5289 Před dnem +12

    ଓଡିଶାରେ ଯୋଗୀ ଆଦିତ୍ୟ ନାଥ ଭଳି ମୁଖମନ୍ତ୍ରୀ ଦରକାର ।

  • @manjupravamishra8000
    @manjupravamishra8000 Před dnem +11

    ଆପଣଙ୍କର ଵିଚାର ଓ ଚିନ୍ତାଧାରା ବାସ୍ତବିକ୍ ‌ସତ୍ୟ👍।ଜୟ ଶ୍ରୀ ଜଗନ୍ନାଥ 🌹🙏।

    • @rabinarayanpradahan9380
      @rabinarayanpradahan9380 Před dnem

      ସବୁ ଠିକ୍ ଯେ, ମନ୍ଦିର ହେଇଗଲା, ନିତୀ କାନ୍ତି ସହିତ ମଙ୍ଗଳ ଆଳତି ବି ଆରମ୍ଭ ହେଲା, ପୂଜାର୍ଚ୍ଚନା ମଧ୍ୟ ସରିଲାଣି କିନ୍ତୁ, "ନଡ଼ିଆ ଫଟା" କାମଟା କେବେ ଆରମ୍ଭ ହେବ,,,,🤪

  • @SUKUMAR2022MEDIA
    @SUKUMAR2022MEDIA Před dnem +12

    କାହିଁ ଗୋଟେ ବି ଅରେଷ୍ଟ ହେଉନାହିଁ ଆପଣ ଯେତିକି ଅଭିଯୋଗ ଉଠେଇ ଚାଲିଛନ୍ତି... କଣ ବିଜେପି ଡବଲ ଇଂଜିନ ଆପଣଙ୍କ କଥା ଗୁରୁତ୍ୱ ଦେଉନି କୀ ସାର 🙏🏿

    • @baikunthabehera3971
      @baikunthabehera3971 Před dnem

      AREST heba dhiba swapan bhalli laguchi .aresta netra dhekhibani .khali dhurnite bakya sunhibe .radhhe radhhe .tumar afhhe ku aamar adhhe

  • @saratsahoo268
    @saratsahoo268 Před dnem +11

    ସ୍ଵସ୍ଛ ଦୁର୍ନୀତି ର ମୂର୍ତ୍ତିମନ୍ତ ପ୍ରତୀକ ନବୀନ ପଟ୍ଟନାୟକ।

  • @brajakishorepadhi4022
    @brajakishorepadhi4022 Před dnem +7

    ଓଡିଶା ଟାକୁ ଖୋଖଲା କରି ଦେଇଚି ନବୀନ ପଟ୍ଟନାୟକ ଡକାୟତ ଟା।

  • @bijayanandasatpathy9488

    ଆଜ୍ଞା ନମସ୍କାର। UPSC ଏକ ମର୍ଯ୍ୟାଦାପୂର୍ଣ୍ଣ ପଦପି ।କିନ୍ତୁ ଓଡ଼ିଶାରେ କିଛି ଅଧିକାରୀ କିଛି କଳାଧନ କମାଇବାକୁ ଯାଇ ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦପିକୁ ପଦାଘାତ କରିଛନ୍ତି । ଧିକ ତାଙ୍କ ମଣିଷପଣିଆ। ଏମାନେ ଜଣେ ଜଣେ ଦେଶଦ୍ରୋହି ଆଉ ଏମାନଙ୍କୁ ରାସ୍ତାରେ ଠିଆ କରି ଗୁଳି କରିଦେବା କଥା ।

  • @jeetendrakumarmohanty2963

    ନବିନ ସରକାର ଅତି କଳଙ୍କିତ ସରକାର, ତେଣୁ ମୋହନ ସରକାରଙ୍କୁ ସମୟ ଲାଗିବ ସବୁ ଦୁର୍ନିତୀ ଓ ଦୁର୍ନିତୀ ଗ୍ରସ୍ତ ବାବୁମାନକର ମୁଖା ଖୋଲିବା ପାଇଁ, ସେଥିପାଇଁ ସମୟ ଓ ଧର୍ଯ୍ୟ ର ସହ ଅପେକ୍ଷା କରିବାକୁ ପଡ଼ିବ। ଆପଣଙ୍କ ଚ୍ୟାନେଲର ସମସ୍ତ ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ୍।

    • @sanghamitradas371
      @sanghamitradas371 Před dnem

      Bjd government re ate chora achanti je tanku dharile jailre jaga milibani

  • @dr.purnendutripathy5263
    @dr.purnendutripathy5263 Před dnem +21

    ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଉତ୍ତରଦାୟୀ ହେବା ଆବଶ୍ୟକ। ସବୁସମୟରେ ନିରବ ରହିବା ଆଶ୍ଚର୍ଯ୍ୟଜନକ।

    • @santoshkumarsahoo8671
      @santoshkumarsahoo8671 Před dnem +7

      ମୁଖ୍ୟମନ୍ତ୍ରୀ ଏଥିରେ ସମ୍ପୂର୍ଣ୍ଣ ଭାବେ ଦାୟୀ

    • @brajakishorepadhi4022
      @brajakishorepadhi4022 Před dnem +8

      ନିରିହ ନୀରବ ଗାଣ୍ଡି ମରା ନବୀନ ପଟ୍ଟନାୟକ।

    • @Jagannath-oc9ht
      @Jagannath-oc9ht Před dnem +4

      ନିରବ ସମ୍ମତି ର ପରିଚାୟ।😊

  • @BishnucharanRay-xy5ox
    @BishnucharanRay-xy5ox Před dnem +10

    ଆପଣ ଶନିବାର, ରବିବାର ନ କହୁଥିବାରୁ ବହୁତ ଗୁ୍ତୁତ୍ୱ ପୂର୍ଣ୍ଣ କଥା ଜାଣି ପାରୁ ନାହୁଁ.
    ଆପଣ କିଛି ଚିନ୍ତା କରନ୍ତୁ

  • @chakradharamohapatra7796

    ସବୁ କେଳେଙ୍କାରୀ ଧରିବା ଦରକାର 👍

  • @jagabandhubehera1984
    @jagabandhubehera1984 Před dnem +5

    ଜୟ ଜଗନ୍ନାଥ

  • @dhaneswarmirdha8427
    @dhaneswarmirdha8427 Před dnem +1

    ନିର୍ଭୟ ଚେନେଲରେ ମୁଁ ଆଜି ଜୁଡିଲି ଦୁର୍ନୀତି ଖୁଲାସା ପାଇଁ ଧନ୍ୟବାଦ।

  • @akshayakumarnayak3480
    @akshayakumarnayak3480 Před dnem +6

    ଦାସ ବାବୁ ବାରିପଦା ସହର 25 ନ ମ୍ବର ୱାର୍ଡ ରେ ଜଣେ ପୂର୍ବତନ ଏମେଲେ ଏ ଓ ପୂର୍ବତନ ମନ୍ତ୍ରୀ ଙ୍କ ସହାୟତା ରେ ସରକାରୀ ଜଙ୍ଗଲ କିସମ ଜମି ଜବର ଦଖଲ କାରି ମାନେ ପ୍ଳଟିଙ୍ଗ କରି ବିକ୍ରୟ କରିଦେଇ ଲବ୍ଧ ଅର୍ଥ ବାଣ୍ଟି ନେଇଛନ୍ତି ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ହେଲେ ନାହିଁ ଏ ବିଷୟରେ ନିର୍ଭୟ ଖବର କାଗଜରେ ବାହାରିଥିଲା ସେ ସମୟର ବାରିପଦା ତହସିଲଦାର ଖୋଳତାଡ଼ କରିବାରୁ ତାଙ୍କୁ ବଦଳି କରିଦିଆଗଲା ଏବେବି ସେଠାରେ ଜମି କିଣି ଥିବା ବ୍ୟକ୍ତି ମାନେ ଘର କରି ବିଜୁଳି କଂନେକ୍ସନ ନେଇ କିପରି ଜମି ପଟ୍ଟା ମିଳିବ ଚେଷ୍ଟା କରୁଛନ୍ତି ଏ ବିଷୟରେ ରାଜସ୍ୱ ଓ ଜଙ୍ଗଲ ବିଭାଗ ନୀରବତା ରକ୍ଷକାରୀ ବସିଛନ୍ତି

  • @sushilsahu1612
    @sushilsahu1612 Před dnem +9

    Jay Jaganath

  • @tunapallei1017
    @tunapallei1017 Před dnem +18

    ଵିଶେଷ ଜମିଦୂର୍ନତୀ ଦଳ(bjd)

  • @gyanabratamohanty4219
    @gyanabratamohanty4219 Před dnem +1

    ଯଥା ଶୀଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆ ଯାଉ 🙏👍

  • @Kulamani-nr5oq
    @Kulamani-nr5oq Před dnem +2

    Chamatkar khulasa, Jay Sri jagannath.

  • @user-od2fs9gq4v
    @user-od2fs9gq4v Před dnem +1

    ଜୟ ଶ୍ରୀ ଜଗନ୍ନାଥ

  • @deepanjalimohanty9756
    @deepanjalimohanty9756 Před dnem +1

    ଜୟ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻

  • @deepanjalimohanty9756
    @deepanjalimohanty9756 Před dnem +1

    ନମସ୍କାର ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @kshitishpanda5288
    @kshitishpanda5288 Před dnem +9

    ଅଳିଆ ସଫା କରୁ କରୁ ମୋହନ ସରକାର ଙ୍କୁ ୫ ବର୍ଷ ବିତି ଗଲେବି ଅଳିଆ ସଫା ଶରୀବନି।

  • @dhaneswardash8114
    @dhaneswardash8114 Před dnem

    ଧନ୍ୟବାଦ ମହାଶୟ
    ସୁନ୍ଦର ଆଲୋଚନା

  • @user-bk4mo8vj3l
    @user-bk4mo8vj3l Před dnem +3

    Jay Jagannath,

  • @mituprdhan2020
    @mituprdhan2020 Před dnem

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @umeshchandrahota463
    @umeshchandrahota463 Před dnem +1

    Sir,
    You are 100% right

  • @tirtharajpanda7237
    @tirtharajpanda7237 Před dnem +3

    Jai Jagannath Sir 🙏
    Very True analysis
    Seriously apana hi Sabu Odia ka Akhi kholi deichanti ..
    Pray to Lord Jagannath for ur good health and happiness

  • @kamarajjena5461
    @kamarajjena5461 Před dnem +2

    Sir,ନବୀନ, ପାଣ୍ଡିଆନ, ବବି ଆଉ ପୁରା ବିଜେଡି ଟିମ ଯେତିକି ଘୋଟାଲା କରିଛନ୍ତି ମୋହନ ସରକାର ପୁରା ଦମ ଲଗାଇଲେ ବି ପାଞ୍ଚ ବର୍ଷ କମ ପଡିବ. ଏଥିରୁ ବିଜେପି ସରକାର ର ପାରିବା ପଣିଆ ଜଣା ପଡିବ

  • @ghasiramsing4216
    @ghasiramsing4216 Před dnem +1

    Thank you nabindas sir 🙏.

  • @upendranathswain2022

    ବିଷୟ ଅତି ରୋଚକ ସ୍ଥିତିରେ l ଆଗକୁ ବହୁତ ଜାଣିବାକୁ ମିଳିବ l

  • @manasmandal4983
    @manasmandal4983 Před dnem +4

    🎉🎉🎉

  • @successfullife6722
    @successfullife6722 Před dnem

    ଜୟ ଶ୍ରୀରାମ l🙏

  • @Jagannath-oc9ht
    @Jagannath-oc9ht Před dnem

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @ghanashyammoharana8717

    Very well described. True fact 💯

  • @laxmidharapanda6086
    @laxmidharapanda6086 Před dnem +1

    ସାର ଖାସ ଆପଣଙ୍କ ପାଇଁ ଆମେ ବହୁତ ଭିତିରି ରହସ୍ୟ ବିଷୟରେ ଅବଗତ ହୋଇପାରୁଛୁ ! ଭଗବାନଙ୍କୁ ନିବେଦନ ସେ ଆପଣଙ୍କୁ ସକ୍ଷମ, ନିରୋଗୀ ଓ ଦୀର୍ଘାୟୁ ରଖିଥାଆନ୍ତୁ ! ସପ୍ତାହରେ ଦୁଇଦିନ ପରିବର୍ତ୍ତେ ଗୋଟିଏଦିନ ଗୁମରକଥା ବନ୍ଦରଖନ୍ତୁ !

  • @susantkumarsahoo4967
    @susantkumarsahoo4967 Před dnem +4

    ଜୟ ଜଗନ୍ନାଥ ସାର🙏🏻.... ନିର୍ଭୟ ଗୁମର ମାଧ୍ୟମ ରେ ଓଡ଼ିଶା ବିଷୟ ରେ କିଛି ଜାଣିବାକୁ ସୁଯୋଗ ଦେଉଥିବାରୁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻....

  • @basantapattnaik7812

    ସାର ପ୍ରଣାମ 🙏🌹

  • @sudarsannayak356
    @sudarsannayak356 Před dnem +2

    🙏🙏🙏

  • @BhaduTudu95
    @BhaduTudu95 Před dnem

    କଳଙ୍କିତ ଶ୍ୟାମସୁନ୍ଦର

  • @mamatasoren8469
    @mamatasoren8469 Před dnem

    Very good sir Really

  • @damayantimahanta157

    Thanks for your information

  • @aparnamohapatra7777

    Great analysis. So many had suffered because of humiliation, rejection and being denied of justice.

  • @basantibalapanigrahi5289
    @basantibalapanigrahi5289 Před 23 hodinami

    You are correct

  • @knbiswal3084
    @knbiswal3084 Před dnem +1

    Each case needs to be investigated by the present Government

  • @santoshbiswal6256
    @santoshbiswal6256 Před dnem +1

    Sir namaskar. Your analysis is very beautiful.nabin sarkar durnit ku pardafas kari mohan sarkar turanta bandhantu.

  • @deepakmishra1311
    @deepakmishra1311 Před dnem +1

  • @arunkumarprusty1968

    ମହାଶୟ, ଓଡ଼ିଆରେ ଗୋଟିଏ କଥା ଅଛି,ନୂଆ ଗାଈକୁ ମା୬ସ,ନୂଆ ମଣିଷକୁ ମା୬ସ ସମୟ ଦେବା ଉଚିତ।ସମୟ ଅନୁସାରେ ଫଳାଫଳକୁ ସର୍ବସାଧାରଣ ନିଶ୍ଚୟ ଅପେକ୍ଷା କରିବେ ।ଜୟ ଜଗନ୍ନାଥ।

  • @dr.surendranathdash
    @dr.surendranathdash Před dnem +2

    Such scams will go on for ever irrespective of Govt

  • @binayamishra3723
    @binayamishra3723 Před dnem

    Jai jagannath

  • @BatakrushnaSwain-hj8qr

    ନବୀନ ସରକାରଙ୍କ ସମୟରେ ସବୁ ସ୍ଫିୟରରେ ଓ ସବୁ ସ୍ତରରେ ଏତେ ଦୁର୍ନୀତି ହୋଇଛି ଯେ ମୋହନ ସରକାର ସେଥିରେ ହାତ ମାରିବାକୁ ବଳ ଜୁଟାଇ ପାରୁନାହାଁନ୍ତି(ବିଜେଡିକୁ ଭୟ କରୁନାହାନ୍ତି)।ସେ ରାଜ୍ୟର ଉନ୍ନତିମୁଳକ କାର୍ଯ୍ୟରେ ମନ ନିବେଶ କରିବେ ନା ଦୁର୍ନୀତିର ପେଡି ଖୋଲିବେ?ଆଶା କରୁଛୁ ବିକାଶ କର୍ଯ୍ୟ ସହିତ ନବୀନ ସରକାରଙ୍କ ଦୁର୍ନୀତିର ତଦନ୍ତ ଆଦେଶ ଦିଅନ୍ତୁ।ସମୟ ଓ କଷ୍ଠସାପେକ୍ଷ କାର୍ଯ୍ୟ ସତ, କିନ୍ତୁ ଓଡିଶାବାସୀଙ୍କ ବିଶ୍ୱାସ ଭାଜନ ହେବାକୁ ପଡିବ।

  • @subham9423
    @subham9423 Před dnem

    Correct

  • @chandipadapanda4707

    ଯେଉଁ ଭୋଟଦାତା ମାନେ ବିଜେଡି କୁ ଭୋଟ ଦେଇଛନ୍ତି ସେମାନେ ଏହି କେଳେଙ୍କାରୀ ବିଷୟରେ ଭଲଭାବେ ଅବଗତ ହୁଅନ୍ତୁ ।

  • @Get_YT_Views.799
    @Get_YT_Views.799 Před dnem

    Totally hooked!

  • @shishirranjanlenka.399

    Odisha ku Jagannath Saha

  • @laxmidharnayak4191
    @laxmidharnayak4191 Před dnem

    Dhanyawad ji 🙏. Very nice presentation. It's seems no action will be taken against the scams of ex-govt period. Remote may stop slowly.

  • @srinibashpanda9726
    @srinibashpanda9726 Před dnem

    Jay Jagannath 🙏

  • @harishmallck2
    @harishmallck2 Před dnem +3

    Those officers are involoved they were thinking that odisa proporties were belonging to their parental proporties.

  • @sudarsannayak356
    @sudarsannayak356 Před dnem +2

    ଖାଲି ଭାଷଣ କାମ ନାହିଁ

  • @saratmishra7100
    @saratmishra7100 Před dnem +1

    ଆଜ୍ଞା, ନମସ୍କାର।
    କେବେ ସରକାର୍ active ହେବେ ଓ କେବେ ସମସ୍ତ ତଥ୍ୟ ର ତଦନ୍ତ ହେବ, ତାହା ଓଡିଶା 4.5 କୋଟି ଜନତା ଅନେଇ ବସିଛନ୍ତି।
    ଏମିତି ନହଉ, ଯେମିତି ହାତୀ ପାଡ଼ିବ ପାଡିବ ଫୁସ୍।।।
    ଦେଖାଯାଉ, ରଥଯାତ୍ରା ପରେ କଣ କଣ ହେଉଛି।

  • @DinabandhuNaik-yw1xs
    @DinabandhuNaik-yw1xs Před dnem +1

    ନାଗେଶ୍ୱର ରାଓ ବରଗଡ ଜିଲ୍ଲା ରେ sp ଥିଲା ବେଳେ ନାଇଡୁ ନାମ ବ୍ୟକ୍ତି କୁ ଗଞ୍ଜାଇ କାର ବାର ପାଇଁ ସୁଯୋଗ ଦେଇ ଥିଲା

  • @narendrabarik9855
    @narendrabarik9855 Před dnem

    Jagannatha Bharasa

  • @ganeswarnayak7161
    @ganeswarnayak7161 Před dnem

    ଖଜୁରି ଗଛର କି ଗୁଣ ଗାଇବା ମୂଳରୁ ପାହାଚ ପାହାଚ, ବିଜୁ ଜନତା ଦଳ ଏକ ଆଧୁନିକ ବଡ଼ ଖଜୁରୀ ଗଛ, ଚକା ଆଖି ସବୁ ଦେଖୁଛି, ଜୟ ଶ୍ରୀ ଜଗନ୍ନାଥ

  • @saubhagyabiswal4401

    Jay. Prabhu.jaganath.

  • @chandipadapanda4707

    ନବୀନ ସରକାର କେବଳ ଜମି କାହିଁକି ଯେତେ ପ୍ରକାର କେଳେଙ୍କାରୀ ଆମକୁ ଜଣାଅଛି ସବୁଥିରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛି ,ଏହା ନିଃସନ୍ଦେହରେ କୁହାଯାଇ ପାରେ ।

  • @subhabratamishra4465

    ମୋର୍‌ କେଡେ ସୌଭାଗ୍ୟ ଯେ ମୁଁ ନିର୍ଭୟର ଶ୍ରୋତା ।

  • @Visa2Visit1
    @Visa2Visit1 Před dnem +3

    ଜଗନ୍ନାଥଙ୍କ ନାମ ସହିତ ଶ୍ରୀ ଲାଗେନି।
    ଖାଲି ଜୟ ଜଗନ୍ନାଥ କୁହନ୍ତୁ।
    ଜୟ ଜଗନ୍ନାଥ💐🙏

    • @manoranjan34680
      @manoranjan34680 Před dnem +2

      ପ୍ରଭୁ ଜଗନ୍ନାଥଙ୍କ ନାମ ପୂର୍ବରୁ ଶ୍ରୀ ଲାଗିପାରେ ଏବଂ ଲାଗିଛି ମଧ୍ୟ, କୌଣସି ଅସୁବିଧା ନାହିଁ, ଧନ୍ୟବାଦ

    • @prashantakumarpati5783
      @prashantakumarpati5783 Před dnem

      You are absolutely correct sir ji 🙏​@@manoranjan34680

  • @parsurampanda3540
    @parsurampanda3540 Před dnem

    ଜାମୁ

  • @harishmallck2
    @harishmallck2 Před dnem +1

    Mohan government should follow yogi adityanath policy and yogi rule should be implemented

  • @bibekanandarout4931

    🎉❤

  • @bansidharpanda9054
    @bansidharpanda9054 Před dnem

    ସଂଜୀବ ମାରିକ ଙ୍କ ଅଧିକ ତଦନ୍ତ ହେବା ଦରକାର ।

  • @sudarsannayak356
    @sudarsannayak356 Před dnem +1

    ଭାଜପା ଖାଲି ଭାଷଣ କାମ ନାହିଁ
    କାମ କରି ଦେଖାଅ

  • @bbiswal9812
    @bbiswal9812 Před dnem

    ଲଙ୍କାରେ ଯେତେକ ଜାତ, ସମସ୍ତେ ବାସ୍ତରୀ ହାତ। ତେଣୁ ଦିଲ୍ଲୀରୁ ଓଡିଶା କ୍ୟାଡର ଚ଼ିଫ୍ସେକ୍ରେଟାରୀ ଆଣିଛନ୍ତି, ଯା ହେଇଛି, ଭଲ ହେଇଛି ।

  • @harishmallck2
    @harishmallck2 Před dnem +1

    Sir କାହା କଥା କହିବେ! ନବୀନ ବାବୁ ଙ୍କ ସେକାର ରେ ପ୍ରଶଷାନ ଗୋଟାଏ ଖଜୁରୀ ଗଛ! ରେଣୁ ଖଜୁରୀ ଗଛର କି ଗୁଣ ଗାଇବେ ମୂଳରୁ ପାହାଚ ପାହାଚ!!
    ବେଳେ ବେଳେ ଲାଗେ ନବୀନ ସରକାର ଭଗବାନ ଙ୍କ ଭରସାରେ ଚାଲିଥିଲା |

  • @durgaprasadsamantaray7084

    ବିଜେଡିର ତ କମଳ ଯାକ ବାଳ
    ବାଛୁ ବାଛୁ ମୋହନ ଙ୍ଗ ସରିଯିବ କାଳ।

    • @mr.A2320
      @mr.A2320 Před dnem

      To maa bia jaka bala tu bache

  • @rabindrapanda5936
    @rabindrapanda5936 Před dnem

    Jayjagannath

  • @abinahsahoo8135
    @abinahsahoo8135 Před 16 hodinami

    Respect for ପ୍ରକାଶ ମିଶ୍ର

  • @jyotiranjan203
    @jyotiranjan203 Před dnem

    Sir 🙏

  • @abhijitprusty7565
    @abhijitprusty7565 Před dnem +2

    ସାର୍ ଆପଣ ଶନିବାର ଆଉ ରବିବାର ଗୁମର କଥା କରୁନାହାନ୍ତି କଣ ପାଇଁ?

  • @user-lm1tz1mv9g
    @user-lm1tz1mv9g Před dnem

    Apanankara analysis bahut chanchalyakara.Sir aapananku request aapanaEsabu tathya Mohan sarkaranku abagata karantu.Aamara purna biswash achhi Mohan sarkar nischaya ya upare action nebe.Samaya diajiba uchit.🙏

  • @hariharaom7482
    @hariharaom7482 Před dnem

    ନବୀନ ଦାଶ ଆଜ୍ଞା, ଆମେ ରଥଯାତ୍ରା ପରେ ଦେଖିବା ମୋହନ ସରକାର ଏ ଚୋର, ଡକାୟତ ଙ୍କୁ କେମିତି ବାନ୍ଧୁଛନ୍ତି, ନା ଦିଲ୍ଲୀରୁ ଯେଉଁ ଆଦେଶ ଆସିବ ତାକୁ ମୁଣ୍ଡ ନୁଆଁଇ ଗ୍ରହଣ କରିବେ ।

  • @surendranarayanpanda8021

    ଦୟାକରି ଅନୁସନ୍ଧାନ କରି କହିପାରିବେ କି .15 ବର୍ଷ ପୂର୍ବରୁ ଭୂବନେଶ୍ବର ରେ ସରକାରୀ ରେକର୍ଡ ରେ କେତେ ସରକାରୀ ଜମି ଥିଲା .ଏବଂ 2024 ରେ କେତେଅଛି.

  • @bijayakumarchoudhury959

    ମୋହନ ଭଦ୍ରଲୋକ, କିନ୍ତୁ ଅନୁଭବ କିଛି ନାଇ। କିଛି କରିପାରିବେନି।strong CM ଦରକାର।

  • @sangramkishoredasdas2424

    ଅତିକମରେ ଛ‌ଅ ମାସ ଅପେକ୍ଷା କରିବାକୁ ପଡିବ ।

  • @seemapanda5689
    @seemapanda5689 Před dnem +1

    But will BJP government take any action ? With the help of Pandian all the corrupt officers came back to centre of power

  • @ananyaabhilipsasahoo-ny1ms

    ନବୀନ ପଟନାୟକ ଜଣେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିଲେ ନିଶ୍ଚୟ କିନ୍ତୁ ଏବେ ଓଡ଼ିଶାରେ ଏବେ ଜଣେ ଦକ୍ଷ ଓ ଦୃଢ଼ ମୁଖ୍ୟମନ୍ତ୍ରୀ ର ନିହାତି ଆବଶ୍ୟକ.

  • @surendramohanty2060
    @surendramohanty2060 Před dnem +1

    GOVT LAND ALLOTTED BY BDA/GA/HOUSING BOARD/ IDCO MUST BE INVESTED AT LEAST FROM 2011 ONWARDS.

  • @PrakashchandraPradhan-di1tv

    ୱଉ

  • @santoshkumarajena8880

    ନବୀନ ଙ୍କ ପାଇଁ କାନ୍ଦୁଥିବା ସବୁ ଲୋକ
    ଏଲିନା ମେଡମ ଙ୍କ ପରି ହୋଇଥିବେ

  • @sinitidash2979
    @sinitidash2979 Před dnem

    Nabin babu namaskar . Mohan Majhi CM Odisha state re nischita acsan neba thaya BJD dala upare acson bahuda pare neba thaya . Right 👍 answer deichanti sir Nabin babu .

  • @malayabasantadas8339
    @malayabasantadas8339 Před dnem +2

    A CHORA MANAKAR MOHAN SARAKAR SATARE KANA KICHHI KARIBE BOLI AMAR BISWAS HEUNAHI.

  • @ramkumarpatel9972
    @ramkumarpatel9972 Před dnem

    ଏତେ ବଡ ବଡ ଭ୍ରଷ୍ଟାଚରଣ, ହତ୍ୟା ଘଟଣା ସମୟରେ ବି ଶାସନ ମୂଖ୍ୟ ଚୁପ୍ ହୋଇ ରହିଯିବା,ଗଣତନ୍ତ୍ର ଶାସନର ଏକଛତ୍ର,ତାପରେ ଚୁପ୍ ଟାକୁ ବଡ ଅସ୍ତ୍ର କରିବା ନବୀନ ଙ୍କ କି ଭାବମୂର୍ତ୍ତୀ ସୂଚାଉଛି କୀ?

  • @raghumaninayak9593
    @raghumaninayak9593 Před dnem

    ଦୁର୍ନୀତିର ଏନ୍ତୁଡ଼ିଶାଳ ନବୀନ ସରକାରର ଯେତେ ghaantibe ସେତେ ଦୁର୍ନୀତି ବାହାରିବ, ୨୪ ବର୍ଷ ଶାସନ କାଳରେ ଦୁର୍ନୀତି କରି ସବୁ ଖାଇଗଲେ,ତେଣୁ ନୂଆ ସରକାରଙ୍କୁ ଅନୁରୋଧ ଦୁର୍ନୀତି ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ।

  • @sushantadas2518
    @sushantadas2518 Před dnem

    I have also faced it, lands in which I have stake as a Legal heir have been disposed without my knowledge at Jaleswar.

  • @biswajitsahoo4739
    @biswajitsahoo4739 Před dnem +1

    Plz flash out the name of officers illegally captured the govt land in your next episode.

  • @padmanavsahoo8432
    @padmanavsahoo8432 Před dnem

    ସମ୍ମାନୀୟ ନବୀନ ବାବୁ ନିର୍ଭୟ ଗୁମର କଥା କୁ ଯେପରି ନିର୍ଭିକତା ଭାବେ ପରିବେଷଣ କରୁଛନ୍ତି ଏହା ସ୍ୱାଗତ ଯୋଗ୍ୟ ମୋହନ ସରକାର ନିଶ୍ଚୟ ବିଜେଡି ସରକାର ଙ୍କ ଅସଲି ଚେହେରା କୁ ଲୋକ ଲୋଚନ କୁ ଆଣିବେ ଏବେ ନୂଆ ମୁଖ୍ୟ ଶାସନ ସଚିବ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଓଡିଶା ଲୋକେ ଆଶା ରଖିଛନ୍ତି

  • @spykerbabu8404
    @spykerbabu8404 Před dnem

    ଯଦି ମୋହନ ସରକାର ଏହି ସବୁ ଦୁର୍ନୀତି ର ତଦନ୍ତ ନ କରନ୍ତି । ତେବେ ଏହି ସରକାର BJD ଦଳ ଠୁ ଆହୁରି ଦୟନୀୟ ଅବସ୍ଥା ହବ ।

  • @ajayachakra1245
    @ajayachakra1245 Před dnem

    investigaion must

  • @jogeswarisahu2527
    @jogeswarisahu2527 Před dnem

    ନୂଆ ସରକାର ଆସୁଆସୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ପୁଣି ରଥଯାତ୍ରା ଓ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟକ୍ରମ ଅଛି। ପ୍ରଶାସନିକ ସ୍ତରରେ ଅଦଳବଦଳ ମଧ୍ୟ ହୋଇପାରେ । ଏସବୁ ପରେ ବୋଧେ ବିଭିନ୍ନ ଦୁର୍ନୀତି ଉପରେ ଧୀରେ ଧୀରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି । ନୂଆ ସରକାର ।ଆମକୁ ସମୟ ଦେବାପାଇଁ ହେବ ।